Ghanteswari Temple & Chipilima Hydro Electric Project l Sambalpur EP 2 l ଧନ ଗୁଡ଼ି ଗଲା ଛିଡି
HTML-код
- Опубликовано: 13 янв 2023
- Ghanteswari Temple & Chipilima Hydro Electric Project l Sambalpur EP 2 l ଧନ ଗୁଡ଼ି ଗଲା ଛିଡି
#gouranganayakodiavlogs
#ghanteswaritemple
#chipilima
#eating
#sambalpur
#odiavlogs
#sambalpurvlog
ଆଜିର ବ୍ଲଗ୍ ଟି ସବୁ ଦୃଷ୍ଟି କୋଣରୁ ଥିଲା ଅତ୍ୟନ୍ତ excellent
Jay Jagannath 🙏🏻🙏🏻
ଜୟ ଜଗନ୍ନାଥ ସାର୍ 🙏, ମକର ସଂକ୍ରାନ୍ତି ର ଅଭିନନ୍ଦନ, ଆଉ ସେ ଗୁଡ଼ି ଉଡ଼ା କାହିଁ, ଧାନ କଟା ଛୁଟି ରେ ଗୁଡ଼ି ଉଡା ଆରମ୍ଭ ହୋଇଯାଏ ଏବେ ଏଇ ମୋବାଇଲ୍ ଖଣ୍ଡକ ସବୁ ଖାଇଦେଲା, ପିଲାମାନେ ଖାଲି ଫୋନ୍ ଧରି ବସିଲେ ଏସବୁ ପାଇଁ ପିଲାଙ୍କ ମଧ୍ୟରେ ଆଗ୍ରହ ନାହିଁ
Subrat dada bahut simple.. ❤❤❤❤❤❤❤...
ଜୟ ମାଁ ଘଣ୍ଟେଶ୍ଵରି ସମ୍ବଲପୁର କେମିତି ଲାଗିଲା ସାର୍
ଜୟ ମାଁ ଘଂଟେଶ୍ୱରୀ🙏🙏🙏🙏🙏 ଭଲ ଲାଗିଲା ତ ଦାଦା
ସାର୍ ଧନ୍ୟବାଦ ଆପଣଙ୍କ ଜରିଆରେ ମୁଁ 6 year ପରେ ଦେଖିପାରିଲି ମା ଙ୍କୁ 🙏🙏🙏🙏🙏
Bhai କପିଳାସ ଭାଇ ଜଣେ ଭଲ ଗାଇଡି ଙ୍କ ପରି ଭଲ ସ୍ଥାନ ବୁଲାଇ ଦେଖାଇ ଥିବାରୁ ତାଙ୍କୁ ଅଶେଷ ଧନ୍ୟବାଦ ।
Jai maa Ghanteswari.🙏Thanks to Subrat and Kapilas babu for helping Gouranga babu for such a beautiful vlog.❤️
Jay maa ghanteswari🙏🌺 Happy makar Sankranti 🪁🪁🪁🧆🧆🧆
ଜୟ ଜଗନ୍ନାଥ
Jay maa ghanteswari🙏🙏🙏
Bahut sundar jaga au Maa nka darsan kareiba pain bahut bahut dhanyavad.JAY MAA GHANTESWARI,JAY JAGANNATH 💐🙏🙏🙏
Beautiful place Jai maa Ghanteswari
Beautiful place maa samlayi🙏
Jay jagaanath gouranga Bhai super excellent
Jay Ganesh ji..maa..
ପବିତ୍ର ମକର ସଂକ୍ରାନ୍ତି ଉପଲକ୍ଷେ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ |ଗୁଡ଼ି ଉଡ଼ା ଦେଖି ଖୁସି ଲାଗୁଛି ଓ ପିଲାଦିନର କଥା ଖମନେପଡିଯାଉଛି |ଜୟ ଜଗନ୍ନାଥ, ଧନ୍ୟବାଦ 🙏|
Jay maa 🙏
Bahut sundar hoiche video bro 💯💯💯💯💯