Sakalara pahili gadire Oriya song

Поделиться
HTML-код
  • Опубликовано: 13 дек 2024

Комментарии • 1,7 тыс.

  • @jagdishtiria2335
    @jagdishtiria2335 11 месяцев назад +292

    ଯେଉଁ ଭାଇ ଭଉଣୀ ମାନେ ୨୦୨୪ ରେ ଏ ଗୀତକୁ ଶୁଣୁଛନ୍ତି ମୁଁ ସେଇ ଭାଇ ଭଉଣୀ ମାନଙ୍କୁ ହୃଦୟ ରୁ ଧନ୍ୟବାଦ୍ ଦେବି ❤❤❤❤❤❤❤❤❤❤❤ ସମୟ ବଡ ବଳବାନ କେଉଁ ପରିସ୍ଥତିରୁ ଆଣିକି କଉ ଜାଗାରେ ପହଞ୍ଚେଇ ଦେଲା ❤❤❤❤❤❤❤❤❤❤❤❤❤❤

    • @ashiscreation123
      @ashiscreation123 9 месяцев назад +3

      ମୁଁ ତ ସବୁଦିନ ଏ ଗୀତ ଶୁଣିଛି

    • @biswajitmishra8717
      @biswajitmishra8717 8 месяцев назад +1

      Wa Wa Wa bhai

    • @BirenPali
      @BirenPali 8 месяцев назад +2

      Mate bahut bhala Lage a gita

    • @pkonthespotlive5597
      @pkonthespotlive5597 7 месяцев назад +3

      Mu 1999 re sunithili

    • @arunbagh6389
      @arunbagh6389 6 месяцев назад +1

      ମୋ ପସନ୍ଦ ର ଗୀତ

  • @gorudraofficial
    @gorudraofficial Год назад +175

    ଭାଇ ଭ‌‌ଉଣୀ କାହାକୁ ଗୀତ ସୁଣୀଲାପରେ ହୃଦୟ ଭାଙ୍ଗି ଗଲାପରି ଲାଗିଲା ମୋତେ କୁହ ମୁଁ ଜାଣିଵାକୁ ଚାହୁଁଚି ଦୁନୀଆରେ ତରଳ ହୃଦୟ କେତେ ଅଛେ😭

  • @hadibandhubehera7846
    @hadibandhubehera7846 4 года назад +273

    ଭାଇ ଏ ଗିତ ଶୁଣିବା ପରେ ଛାତି ଭିତରଟା କେମିତି ଶିରି ଶିରି ଲାଗୁଛି ସତରେ 👌 ସେ ଖୁସି ଆଉ ଆନନ୍ଦ କାଇଁ,ସେ କଣ୍ଠଶ୍ୱର, କଣ୍ଠଶିଳ୍ପୀ ଆଉ ମାନଙ୍କୁ ମନ ଝୁରେ,

  • @risetapan
    @risetapan 3 года назад +46

    ରାତିର କାହାଣୀ ସକାଳେ ଶେଷ
    ଆଖିର ଲୁହରେ ଲିଭିବ ହସ.......
    ମିଛେ କାହିଁ ଆଶା ବାନ୍ଧିଲୁ ତୁ
    ସିନ୍ଦୁର ଫରୁଆ ରେ...
    What a great lyric.....

  • @a.k.pradhanmr.pradhan2448
    @a.k.pradhanmr.pradhan2448 3 года назад +77

    ସେତେବେଳ ର ଗୀତ ମନ ମୋହି ନେଉଥିଲା, କିଛି ଭାବନା ,ପ୍ରେମ , ଛାନ୍ଦ ରେ ଭରି ରହୁଥିଲା, ଆଜି ର ଗୀତ ରେ ସେଗୁଡା ଦେଖିବା ତ ଦୂରର କଥା ଶୁଣିବା କୁ ମିଳୁନି, ଖାଲି ଅପ ମିଶ୍ରଣ ଆଉ ଛତରା ଶବ୍ଦ ରେ ଭରି ରହିଛି, OLD IS GOLD every time very moment 👌👌

  • @pradyumndas6510
    @pradyumndas6510 2 года назад +85

    ସମୟ ର ଚକ ରେ ସବୁ ଆଗକୁ ବଢ଼ି ସାରିଛି, ପୁରୁଣା କଥା ସ୍ମୃତି ହେଇ ସାରିଛି। ଦାୟିତ୍ଵ ର ବୋଝୋ ବଢ଼ି ଯାଇଛି। ତଥାପି ମୁଁ ଏ ଗୀତ କୁ ଶୁଣୁଛି 2022/11/25

  • @ambikaprasadswain2546
    @ambikaprasadswain2546 3 года назад +916

    ବହୁତ ଦୁଃଖ ଲାଗୁଛି ଏ ଗୀତ ଶୁଣିକି । ପୁରୁଣା କଥା ସବୁ ମନେ ପଡୁଛି । ଆର୍ଥିକ ସମସ୍ୟା ରେ ଥିଲେ ବି ବହୁତ ଖୁସିରେ ଥିଲି ମୁଁ । ନା ଥିଲା ପରିବାର ର ବୋଝ ନା ଥିଲା ବ୍ୟକ୍ତିଗତ ସମସ୍ୟା । ଆଜି ସବୁ ପାଖରେ ଥିଲେ ବି କିଛି ନଥିଲା ଭଳି । ଯଦି ଆର ଜନ୍ମ ରେ ପୁଣି ମଣିଷ ଜନ୍ମ ନିଏ ତେବେ ଏ ପିଲାବେଳ କୁ ମନ ଭରି ଉପଭୋଗ କରିବି ।

    • @dibya63
      @dibya63 3 года назад +22

      କଣ କହିଲ ମ ଭାଇ

    • @dibya63
      @dibya63 3 года назад +25

      ଯାହା କହିଲ ଭାଇ 100% ଠିକ

    • @bapinasahoo55
      @bapinasahoo55 2 года назад +19

      Sata katha mo suna bhai

    • @rkdas9104
      @rkdas9104 2 года назад +12

      Right brother

    • @souravbicky7998
      @souravbicky7998 2 года назад +6

      Thik kathaa kahila bhaiii

  • @keshabchandramohapatra3098
    @keshabchandramohapatra3098 Месяц назад +2

    ଏଭଳି ଗୀତ ଶୁଣିବାରେ ବହୁତ ଆନନ୍ଦ ମିଳେ ଦୁଃଖ ସମୟରେ.. କୁଆଡେ ଗଲା ଆମ ପିଲା ବେଳର ଗୀତ.

  • @hrhits8814
    @hrhits8814 5 лет назад +122

    ଏହି ପୁରୁଣା ଗୀତ ଗୁଡିକ ଶୁଣିଲେ ମୋ ଜୀବନରେ ବିତି ଯାଇଥିବା ପୁରୁଣା କଥା ମନେ ପଡିଯାଏ ଆଉ ବହୁତ ଦୁଃଖ ଲାଗେ

  • @IswarPrasadJena
    @IswarPrasadJena 3 года назад +268

    ଆମ ଜୀବନର ସ୍ମୃତି ଏ ଗୀତ ପିଲାଦିନେ ମାମୁ ଘରୁ ଫେରିଲା କଥା ମନେ ପଡେ ବହୁତୁ ସୁନ୍ଦର ସେ ପିଲାଦିନ ଚିରଦିନ ପାଇଁ ଆମ ହୃଦୟରେ ରହିଯିବ ଏ ଗୀତ ସ୍ମୃତି ହୋଇ

    • @bapinasahoo55
      @bapinasahoo55 2 года назад +2

      Right bhai

    • @bapinasahoo55
      @bapinasahoo55 2 года назад +3

      Au sa dina faribani re mo suna bhai

    • @LUCKY_95427
      @LUCKY_95427 2 года назад +2

      ହଁ ରେ ମୋ ଭାଇ 😢😭🙏

    • @kesharikumar188
      @kesharikumar188 2 года назад

      Wow kn kahil mo bhai... right

    • @IswarPrasadJena
      @IswarPrasadJena 2 года назад +2

      @@kesharikumar188 ସତ କଥା ଭାଇ ସମସ୍ତଙ୍କ ପିଲା ଦିନ ଅନୁଭୂତି.. ଜୟ ଜଗନ୍ନାଥ... 🙏

  • @CaptainMithun10
    @CaptainMithun10 4 года назад +107

    ଜୀବନ ସହ ଅଙ୍ଗାଙ୍ଗୀ ଭାବେ ଜଡିତ ରହିଛି ପୁରୁଣା ଗୀତ ଗୁଡ଼ିକ

  • @RaajKumar-uk4mm
    @RaajKumar-uk4mm Год назад +4

    Song suni bahut bhala lagila Chhota Bela sabu katha mane paduchi se life bahut bhala thila ଏବେ ଆର୍ଥିକ ସମସ୍ୟାର ସମ୍ମୁଖୀନ କରିବାକୁ ପଡୁଛି 😢😢😢😢😢😢😢

  • @surendrasunani735
    @surendrasunani735 2 года назад +24

    E geeta pura natural laguchhi ajibi ❤
    Kiye kiye feel kari nijaku hajeidauchha ehi geetare... Love this song 🙏

  • @pintusethi4290
    @pintusethi4290 Год назад +13

    ଆରେ ଏ ପୁରୁଣା ଗୀତ ସବୁ ଶୁଣିଲେ ମୁଁ ନିଜେ ଜାଣିପାରୁନି ଯେ କୁଆଡ଼େ ହଜିଯାଉଛି😢😢😢❤❤❤❤ଶବ୍ଦହୀନ...କେମିତି କହିବି ମୋ...FEELINGS😢❤❤

  • @Cutyprva
    @Cutyprva 2 месяца назад +7

    ଏଇ ଦିନଗୁଡିକ ଅବିସ୍ମରଣୀୟ. ପୁରୁଣାସ୍ମୃତି ଗୁଡିକୁ ମନେପକେଇ ବହୁତ ଖୁସି ଲାଗେ

  • @ramakrushnasahoo6717
    @ramakrushnasahoo6717 Год назад +18

    ଏହି ଗୀତର ସବୁ ଧାଡି ଅବର୍ଣ୍ଣନୀୟ, ସମ୍ପୂର୍ଣ ପ୍ରାକୃତିକ

  • @manojkumarnayak4967
    @manojkumarnayak4967 5 лет назад +164

    ଭାଇ ଭାରି ଦୁଖ ଲାଗେ ଏ ଗିତ ଶୁଣିଲେ
    କୁଆଡେ ଗଲାସେ ଦିନ

  • @chiteswarisahu5685
    @chiteswarisahu5685 Год назад +8

    ଏ ଗୀତ ଶୁଣିଲା ପରେ ମନ ମାମୁ ଘରେ ଥିଲା ବେଳ ପିଲା ଦିନ କଥା ମାନେ ପଡୁଛି miss that time

  • @sashikantasahoo2623
    @sashikantasahoo2623 4 года назад +51

    ଏକା ଥିଲବେଳେ ପୁରୁଣା ଗୀତ ନିଶ୍ଚୟ ଶୁଣନ୍ତୁ

  • @Jhili.-3biki.3-.
    @Jhili.-3biki.3-. Год назад +18

    କୋଉ ମାନେ ଏଇ ଗୀତ କୁ 2023 ରେ ଶୁଣୁଚ like ଟେ ହେଇଯାଉ 😊😊😊😊

  • @rehannayak4908
    @rehannayak4908 4 года назад +263

    2021ରେ କିଏ କିଏ ସୁଣୁଚୋ pliz କୁହ

  • @sonalibhanja870
    @sonalibhanja870 Год назад +6

    Ate puruna song Abe insta re viral hauchi 😍😍😍😍

  • @madhusmitamohanty8086
    @madhusmitamohanty8086 3 года назад +174

    Old is not a gold it's kohinur dimond so we never forget it one of the best song I love this song ❤️

    • @pintu-g5v
      @pintu-g5v 2 года назад +7

      Thnk u... ଆଜିକାଲି ଦୁନିଆରେ ଲୋକ ଆଗକୁ ଯାଉଛନ୍ତି. ହେଲେ ମୁଁ ସବୁ ବେଳେ ସେ ପୁରୁଣା ସ୍ମୃତି କୁ ଭାବି ଭାବି ଆଜି ମୁଁ ପଛରେ... କୁଆଡେ ଗଲା ସେଦିନ black white tv 😭

    • @ॐनमःनारायणायनमः
      @ॐनमःनारायणायनमः 2 года назад +3

      Every new is bad.From song to ସମାଜ।

    • @evergreenmusic9536
      @evergreenmusic9536 2 года назад +1

      Wright

    • @swagatmohanty5233
      @swagatmohanty5233 2 года назад

      @@pintu-g5v q

    • @swarnabehera5285
      @swarnabehera5285 2 года назад +2

      👌👌👌👌👌👌👌👌👍👍👍👍🙏😍

  • @FreetimetravelwithRK
    @FreetimetravelwithRK 4 года назад +39

    What a beautiful songs...
    Missing the era 1990-2005

  • @Jaysreekrishna.
    @Jaysreekrishna. 2 месяца назад +4

    2024 ରେ ଏ ଗୀତ କିଏ କିଏ ଦେଖିଛ 👍ସତରେ ବହୁତ ହୃଦୟସ୍ପର୍ଶୀ ଏ ଗୀତ ❤❤❤❤❤

  • @sasankasahoo8532
    @sasankasahoo8532 22 дня назад +2

    ସମୟ କାହାକୁ ଅପେକ୍ଷା କରେନାହିଁ ସମୟ ସୂତ୍ରରେ ସବୁ ହଜିଯାଇଛି ଯାହାକୁ ଖୁଜିଲେ ଆଉ ଏ ଜୀବନରେ କେବେ ଫେରିବନି.. ଆଉ କିଛି ଲେଖିଲା ଭଳି ଶବ୍ଦ ନାହିଁ..😭😭😭

  • @anantakumarmalla7000
    @anantakumarmalla7000 Год назад +4

    Piladinare gita kete madhura kete sundara phuni pheri asantaki sei piladina😢😢

  • @kishorkumarbhitiria323
    @kishorkumarbhitiria323 11 месяцев назад +2

    1995-2000 ମସିହାର ଗୀତ ମୁଁ ସପ୍ତମ ପଢ଼ୁଥିଲି ଖୁଵ ସୁନ୍ଦର ଥିଲା ସେ ସମୟ।ଵହୁତ ଦୁଃଖ ଵି ଲାଗୁଛି।😊😊

  • @dipakrout1205
    @dipakrout1205 6 лет назад +62

    Babul Supriyo such A Beautiful voice..miss those childhood days

  • @lilianaik5756
    @lilianaik5756 8 месяцев назад +2

    ଏହି ଗୀତ ଶୁଣିଲେ ପିଲା ଦିନ କଥା ମନେ ପଡେ ଭାରି ଖୁସି ହେଇ ଶୁଣେ ନାଚି ନାଚି ଏବେ ସେ ଗୀତ ଶୁଣେ କାନ୍ଦି କାନ୍ଦି ♥️

  • @manasjena9369
    @manasjena9369 5 лет назад +24

    We public totally Speechless to express how much beautiful this type of songs😘😘😘😘 now a days we missed so much.

  • @jyotisekharmishra469
    @jyotisekharmishra469 Год назад +3

    Golden era..auu se dina pheribani 😢

  • @sunilkumarsethi9352
    @sunilkumarsethi9352 5 лет назад +122

    କିଏ ଜାଣି ଥିଲା କେତେ ଶୀଘ୍ର ମୋର ବୟସ ଅତିବାହିତ ହେଇଯିବ ବୋଲି
    ପିଲା ଦିନ ର ସେହି ଅଭୁଲା ସଙ୍ଗୀତ କୁ ମନେ ପକେଇଲେ ବୋହୁତ ଦୁଃଖ ଲାଗେ😅😅😅😅

    • @gugulavlog
      @gugulavlog 3 года назад +8

      Tamra Bhai nuhe sakastnkr chota bela atibahita heisarichi kete bhala laguthila se pila dina e song sunibaku au miluni

    • @rn8045
      @rn8045 Год назад +2

      Ama +2 timera gita ,kete maza karuthilu ajikali bhalia prema nuhe ,ek tarafa premakariki bi kanduthilu e gita suniki

  • @dhabaleswarbehera5554
    @dhabaleswarbehera5554 Год назад +1

    ମୋର୍ favorite ଗୀତ୍ ବହୁତ୍ ଦିନ୍ ପରେ ଶୁନି କି ଭଲ୍ ଲାଗ ଲା 💞✨️✨️✨️😇😇

  • @sraddhabag486
    @sraddhabag486 Год назад +3

    Pehle wala baat yaad aata hai jab school time ka really nice song very very

  • @dusmatanayak9921
    @dusmatanayak9921 Год назад +2

    ଅଡିଓ କ୍ୟାସେଟ ରେ ମୁଁ ଏ ଗୀତ ବହୁତ ଶୁଣିଚି ଅଭୁଲା ଦିନର ସ୍ମୃତି ଏମିତି ଗୀତ ବି ଆଜି ଇଣ୍ଡଷ୍ଟ୍ରି ରେ ନାହିଁ

  • @sangitadora9926
    @sangitadora9926 5 лет назад +32

    Missing old song....old days😍😍👌👌👌👏memory ble song in my life..all time favourite singer...babul supriyo....😍😍👏👌

  • @MCJAGA-l3c
    @MCJAGA-l3c 9 месяцев назад +2

    ବହୁତ କଷ୍ଟ ଅନୁଭୂତ ହୁଏ ଏହି ଗୀତ ବିଗତ ଦୁଇ ବର୍ଷ ମଧ୍ୟରେ ମୋ ପ୍ରମ ମୁଁ ହରେଇଛି ସେଥିପାଇଁ ଏହି ଗୀତ ମୁଁ ସୁଣୁଛି ପ୍ରେମ ମାନେ କ'ଣ ହୋଇପାରେ ମୁଁ ବୁଝି ପାରିଲି ଯିଏ ଏହି ଗୀତ ସୁଣୁଛ଼ 😢 ମୁଁ ସୁଣୁଛି ଏହି ଗୀତ ବିଗତ ଦୁଇ ବର୍ଷ ପରେ

  • @rajesh-jrcu
    @rajesh-jrcu 2 года назад +15

    ପୁଣି ମନ କିଣି ନେଲା ସେ ପୁରୁଣା ସଙ୍ଗୀତ 😘
    ମନେ ପଡ଼ିଗଲା ପୁଣି ତା କଥା😭

    • @ashisranjansahoo6766
      @ashisranjansahoo6766 Год назад

      Keya bhai tumara kana kiche atita achi jahaku a gita sunil manapaduchi 💔💔💔😒😒😒

  • @Haraprasad07
    @Haraprasad07 Год назад +6

    2023 ରେ କିଏ ସବୁ ଶୁଣୁଛ ଭାଇ କୁହ 😊
    All time fevowrite
    Like here 👍👍👍

  • @bapi9593
    @bapi9593 3 года назад +4

    Evergreen song .....God bless this memory ll till our last rites ...bcoz this type of songs ll nvr be created further .....Ohh God ..wht a creation !!!! This is so beautiful song ...no odia songs ll be compared nvr nvr ..neither any singer or any musician ll create this type of song ;;today ...So Old is Nt gold ..it is God...

  • @radhemeher4097
    @radhemeher4097 3 года назад +1

    hert touching song ...jeu lokara jeevanare emiti ghati chi taku bhari dukh lagiba .e geetara gotie gotie sabda tari hrudaya ku touch kariba

  • @rajesh99110
    @rajesh99110 7 лет назад +66

    old is always gold my childhood feeling this song

  • @biswaranjanbanchhor699
    @biswaranjanbanchhor699 Год назад +8

    2023 ହୋଇଗଲା ମାତ୍ର ଗୀତ ଟି ମନଭିତରେ ଏବେ ମଧ୍ୟ ସତେଜ ହୋଇ ରହିଛି 😍❤️

  • @jyotsnaranijena5172
    @jyotsnaranijena5172 7 лет назад +248

    Old is gold....always....i like old albums very much. ...superb song

  • @Dinabandhuraovideo
    @Dinabandhuraovideo 4 года назад +161

    2020 re a Gita kiya sunicha like gate kora

  • @copaamericacentario
    @copaamericacentario 4 года назад +22

    90s da golden era of music...✌

  • @bk3953
    @bk3953 Год назад +2

    ଏମିତି ଗୀତ ଶୁଣିଲେ ଦୁଃଖ ଲାଗେ, ଆଜି କାଲି ଏମିତି ଗୀତ ଦେଖିବାକୁ ମିଳୁନି

  • @bablusahu5671
    @bablusahu5671 Год назад +17

    songs my father used to play in the morning during my childhood time, nostalgic ❤

  • @MrKhan-ci1oz
    @MrKhan-ci1oz 4 года назад +1

    2018 re Cuttack Bali jatra padiare ehi mun live dekhithili Abhijit da live gauthile. It was awsm day for me.

  • @prasantapatra3220
    @prasantapatra3220 4 года назад +16

    One of my favorite song by babul Supriya sir it was full of emotion old is gold

  • @Bharatbiki
    @Bharatbiki Год назад +7

    ଏହି ଗୀତଟି ସୁଣିଲେ ପିଲାବେଳର କଥା ଭାରି ମନେପଡୁଛି। ଭାରି ଦୁଃଖ ଲାଗୁଛି କାରଣ ସ୍କୁଲରେ ଯେଉଁ ଝିଅକୁ ଭଲ ପାଉଥିଲୀ ସେ ଦଶମ ଶ୍ରେଣୀ ପରିକ୍ଷ୍ୟା ପରେ କୁଆଡେ ଚାଲିଗଲା ଆଉ ଦେଖାକରିବାକୁ ମିଳିଲା 😢

    • @kumarpapu3225
      @kumarpapu3225 11 месяцев назад +1

      Au kaha saha chaligala bodhe🤔

  • @niranjanpradhan3548
    @niranjanpradhan3548 11 лет назад +30

    very nice song with a magnificient meaning, Niranjan, Saudi Arabia.

    • @rakeshray524
      @rakeshray524 3 года назад

      ଚିର ସବୁଜ ଗୀତ |

  • @itisreebehera2688
    @itisreebehera2688 3 года назад +2

    Very sentimental song..really touchable..Radhe krishna

  • @soumyajitbarik1000
    @soumyajitbarik1000 6 лет назад +28

    Old is gold...I love this type or old song..... Awesome songs...

  • @ssunnydey5956
    @ssunnydey5956 Год назад +1

    instagram pe reel dekhk gana sunne aya bohot accha laga par jyada samja nahi😥 from assam bengali

  • @suryakantaghatuary1085
    @suryakantaghatuary1085 7 лет назад +56

    The old album songs are really heart touching

  • @puspanjali6765
    @puspanjali6765 3 месяца назад +1

    Ei Gita sabu jete dekhile bi mana bharuni, gote gote gitare pura gote story dekhibaku miluthila, au gitara swara mana baridauthila, thank u legends 🙏🙏🙏🙏🙏🙏

  • @satrughanadas6454
    @satrughanadas6454 4 года назад +13

    I have remembered my childhood with this song speechless

  • @rocksipun7015
    @rocksipun7015 Год назад +2

    ସତରେ ବଡ଼ ଭାଇ ସତ କଥା ପିଲା ଦିନ ସେଇ ଦୁଷ୍ଟାମୀ ଅଝଟ ଆଉ ଖେଳ କୁଦ ଆଉ ବାପା ମା ଙ୍କ ଗଲି ମଦ ଆଉ ଭଲ ପାଇବା

  • @rajesh99110
    @rajesh99110 Год назад +4

    ମୁ ଯେତେବେଳେ ଷଷ୍ଠ ସପ୍ତମ ଶ୍ରେଣୀ ରେ ପଢୁଥିଲି ସେତେବେଳେ ଏ ଗୀତଟି ବାହାରିଥିଲା ଆଉ ଆମେ ସ୍କୁଲ ଯାଉ ଥୁଲୁ ଏ ଗୀତଟି ମନେ ମନେ ଗୁଣୁ ଗୁଣାଉ ଥାଉ

    • @gourishankardas4000
      @gourishankardas4000 3 месяца назад

      କେଉଁ ମସିହାରେ ଏଇ ଆଲବମ୍ ରିଲିଜ ହେଇଥିଲା ????

  • @pintu-g5v
    @pintu-g5v 2 года назад +1

    କୁଆଡେ ଗଲା ସେ ଦିନ black white tv.. ଭାରି ମନେ ପଡୁଛି..

  • @beautifulworld403
    @beautifulworld403 7 лет назад +17

    old is always gold....I love this song very much...really heart touching song....😍😍😍😘😘😘😘

  • @purnimanayak3787
    @purnimanayak3787 3 года назад

    Ooo... Omg.. Aei hita kebethu khoju thili... Family paili... My childhood song...

  • @dillipbarick5461
    @dillipbarick5461 5 лет назад +186

    ଛାତିରେ କଣା ହେଇ ଯାଉଛି, ଆଉ ଥରେ ସେ ସମୟ ଫେରି ଆସନ୍ତା କି 😢😢😢😢😢

    • @par2love496
      @par2love496 5 лет назад +6

      ଠିକ୍ କହିଛ ଭାଇ

    • @pappusanu8875
      @pappusanu8875 5 лет назад +5

      Asiba

    • @pappusanu8875
      @pappusanu8875 5 лет назад +3

      Sat ki

    • @newtalent3815
      @newtalent3815 5 лет назад +7

      ଯେତେ ଖୋଜିଲେ ଵି ଆଉ ସେ ସମୟ ଆସିଵନି ଭାଇ😭😭

    • @gajendraprasdabarik3304
      @gajendraprasdabarik3304 5 лет назад +5

      ଆଜି ବି ବହୁତ ଭଲ ଲାଗେ ଏମିତି ଗୀତ ଶୁଣିଲେ

  • @aksbapi9503
    @aksbapi9503 3 года назад +1

    ସକାଳର ପହିଲି ଗାଡ଼ିରେ...... ବାବୁଲ ସୁପ୍ରିଓ. Old is gold. 😍😍😍

  • @devkumarmallick300
    @devkumarmallick300 6 лет назад +6

    What a song.......i never forget my first fill when i wnt out of odisa❤💓

  • @ChandanKumar-nw9cn
    @ChandanKumar-nw9cn 8 месяцев назад

    2024 ରେ ଏଇ ଗୀତ କିଏ ସୁଣୁଚି ❤❤❤

  • @dibyaranjan3454
    @dibyaranjan3454 6 лет назад +284

    ଭାରି ଦୁଖ ଲାଗୁଛି ପୁରୁଣା ଗୀତ ଶୁଣିଲେ କି ଦେଖି ଲେ। କୁଆଡ଼େ ହଜିଗଲା ସେ ସମୟ ସେ ଦିନ।

    • @ranjannayak7293
      @ranjannayak7293 6 лет назад +5

      Right bhai...au puruna samaya..

    • @borntotravel5077
      @borntotravel5077 6 лет назад +3

      Same bro...au se Dina puni asanti...

    • @wolfgameing7732
      @wolfgameing7732 6 лет назад

      Really old is gold

    • @mrbhabanivlogs5993
      @mrbhabanivlogs5993 6 лет назад +4

      ଠିକ କଥା କହିଲ ଭାଇ, ସେ ସମୟ ଆଉ ଆସିବ ନାହିଁ ଖାଲି ସ୍ମୃତି ରହିଯିବ

    • @debendraray4052
      @debendraray4052 5 лет назад +1

      ଦିବ୍ୟ ବାବୁ thnks

  • @shaktidhardasshakti4819
    @shaktidhardasshakti4819 Год назад +2

    Old is gold ଯେ ଏ ପୁରୁଣା ଗୀତ ଶୁଣି ଥିବେ ଏ ଗୀତରେ ଏମିତି ସମ୍ପର୍କ ରହିଯାଇଛି ଯେ ଜୀବନ ଥିବା ପର୍ଯ୍ୟନ୍ତ ଭୁଲି ହେବନି ଏମିତି ki 2010 ମାଶିଆ ପର୍ଯ୍ୟନ୍ତ କାହିଁଗଲେ ସେଇ କଣ୍ଠ ଶିଳ୍ପୀ ମାନେ ଆଉ ଲେଖକ ମାନେ ଏବେ ଯାଏ ଯେତେବି ଗୀତ ଭାରିଛି ସବୁବେଳେ ପୁରୁଣା ଗୀତ ତଳେ ଏ ଗୀତ ମାନ ସବୁ ଯେତିକି ପୁରୁଣା ସ୍ମୃତି କୁ ମନେ ପକାଇ ଦେଇଥାଏ କେ ଜାଣି ଏହିଭଳି ଗୀତ ଆଉ ମିଳିବ କି ନାହିଁ ମୁଁ ହୂରଦୟ ରୁ କହୁଛି ❤️❤️❤️👌👌👌👌

  • @birenpenthoi90
    @birenpenthoi90 4 года назад +3

    Oh my God... Memories my child hood song.. School time song.. I love this song

  • @BibhudattaMishra-g6v
    @BibhudattaMishra-g6v 6 месяцев назад +2

    Mu village ku paleibi, Bhubneshwar re rahibini ....

  • @copaamericacentario
    @copaamericacentario 4 года назад +6

    Childhood songs r jst awesome 👌
    Old is gold...✌

  • @sritampatra1251
    @sritampatra1251 2 года назад +2

    Anyone else listening this beautiful music in June 2022 ,like thoko....

  • @ratnakarparida8681
    @ratnakarparida8681 5 лет назад +10

    I love this song. My childhood favorite song...

  • @sahilbatra2155
    @sahilbatra2155 Год назад

    Beautiful voice, pradeep ,who sing this song.missed odia song

  • @crickettv5555
    @crickettv5555 7 лет назад +13

    took myself to my childhoood days. thanks mate for this one.

  • @Untalented769
    @Untalented769 10 месяцев назад +2

    ଯେଉଁମାନେ 2024 re ସୁଣୁଛ like କର

  • @tekpicsell
    @tekpicsell 5 лет назад +14

    3:14 -->
    I love this song ❤️
    Please god 🙏 mo puruna Dina ( mo gna ,mo school🏫,mo mamughara ) Dina sabu ferei ana. I missing those things 😭
    I have only one request for you.

  • @surendrapadhi4870
    @surendrapadhi4870 4 года назад

    Bhai jaha bi heijau puruna Geeta au ebe Geeta bhitare bahut taffat .. Awesome song ..

  • @debk4516
    @debk4516 5 лет назад +3

    Many thanks to Himansu for uploading such a beautiful song.Wish someone favors me and takes me back to those golden days :(

  • @anilkumarbehera4219
    @anilkumarbehera4219 Год назад

    Puruna song bahut bhala lage .. jete tension thile tk sunile akhi close kariki nija pila dina mana pakeidele sabu tension chalijiba..@Babul Suprio da for making childhood awesome 👏and the music composer and entire team 👏👏👏

  • @bikrammohanty5688
    @bikrammohanty5688 6 лет назад +14

    This song is 1 of the finest song in Ollywood industry

  • @ANILODIAVLOGSAK
    @ANILODIAVLOGSAK 9 месяцев назад +1

    ଭଲ ଥିଲା ସେ ପିଲା ଦିନ ଟା
    ବହୁତ୍ ଖୁସିରେ ଦିନ କଟୁ ଥିଲା
    କୌଣସି ଅସୁବିଧା ସମସ୍ୟା ଜଣା ପଡୁ ନଥିଲା
    ହେଲେ ଆଜି ସମସ୍ୟା ଭିତରେ ବାନ୍ଧି ହୋଇ ଯାଇଚି ମୁଁ
    ସମସ୍ୟା ରୁ ଟିକେ relax ହେବା ପାଇଁ ଏଇ ଗୀତ ସବୁ ଶୁଣିଲେ tension ଦୂର ହେଇ ଯାଏ ❤❤❤❤

  • @santoshkumarsinghdev813
    @santoshkumarsinghdev813 5 лет назад +8

    Smruti eko Rupa jonha
    Ye kothati pura puri soto kotha☺☺👌👌👌💞💞💞💞🧡🧡🧡

  • @AsitSahani
    @AsitSahani 2 месяца назад +1

    My favourite song.2024 ରେ କିଏ ସୁନୁଛ ।

  • @MadMaXCOD-pi4dy
    @MadMaXCOD-pi4dy 2 года назад +25

    Listening this song after 23 years. Remembering Childhood days ❤️. 19th September,2022. 1.18 AM

    • @saratchandrapanda583
      @saratchandrapanda583 2 года назад +2

      BHai ae gita kete puruna kii?

    • @MadMaXCOD-pi4dy
      @MadMaXCOD-pi4dy 2 года назад +3

      @@saratchandrapanda583 Muu jetebele 6 barasa thili sebekara. Jhankar boli gote musical serial ase setebele. Muu sreni trutiya re padhuthili 1998 masiha . Bahut smruti judi rahichi.

    • @saratchandrapanda583
      @saratchandrapanda583 2 года назад

      @@MadMaXCOD-pi4dy oh

    • @saratchandrapanda583
      @saratchandrapanda583 2 года назад

      @@MadMaXCOD-pi4dy mun 2003 re janma auu ae gita sunila sunila bhali lage

    • @MadMaXCOD-pi4dy
      @MadMaXCOD-pi4dy 2 года назад +1

      @@saratchandrapanda583 Hmm.Aaji jugara gita manaka tharu ye puruna gita ra meaning aau logic bahut gunare bhala aau.

  • @upendrapanda8445
    @upendrapanda8445 2 года назад

    ବହୁତ ଭଲ ଲାଗୁଛି ସୁଣିକି ,ସତରେ Old is Gold
    ପୁରୁଣା କଥା ସବୁ ମନେ ପଡୁଛି

  • @asutoshmallick8857
    @asutoshmallick8857 5 лет назад +3

    Really a great lyrics and also good song. And also amazing feelings. Forever and allever old is gold

  • @Sdeepan-th5oj
    @Sdeepan-th5oj Год назад +1

    Mu assamese odia bohuto vholo pau mu
    I miss you odisa😢😢😢

  • @maheshnayak5433
    @maheshnayak5433 5 лет назад +37

    Babul suprionku ଆଉ ଥରେ ଗାଇବା ର ସୁଯୋଗ ମିଳୁ

  • @anooppatrag3647
    @anooppatrag3647 4 года назад +2

    Thank you brother for uploading these old songs....

  • @upendrakumarmahanta6979
    @upendrakumarmahanta6979 6 лет назад +8

    Absolutely old is gold.

  • @radhakantanag3970
    @radhakantanag3970 Год назад +1

    ପୁରୁଣା ଦିନର ଅଭୁଲା ସୃତି❤
    ୨୭/୧୧/୨୦୨୩

  • @maheshsahoo2357
    @maheshsahoo2357 7 лет назад +14

    When I'm remember my to village...i listen this song

  • @odia_aura
    @odia_aura Год назад +1

    Instagram reel ଦେଖିକରି କିଏ ସବୁ ଆସିଛ😅😅

  • @jitendradehury2680
    @jitendradehury2680 5 лет назад +10

    I miss this type of old song🎶🎤🎵

  • @ShankarKumar-of9yo
    @ShankarKumar-of9yo 4 года назад +2

    What an amazing composition....awesome

  • @pravatkumarmajhi9617
    @pravatkumarmajhi9617 4 года назад +3

    ମୋର ଜୀବନ ସାରା ଇ ଗୀତ କେ ଭୁଲି ନେଇ ପାରେ

  • @SanjayNegi-mn3gq
    @SanjayNegi-mn3gq Год назад

    ସତରେ ବାବୁଲ ସୁପ୍ରିୟୋ କଣ୍ଠ ହୃୟସ୍ପର୍ଶୀ ଧନୟବାଦ୍