ଭିଲେନ୍’ ଶୂନ୍ୟ ହୋଇଗଲା ଓଲିଉଡ଼ ? | Odisha Reporter

Поделиться
HTML-код
  • Опубликовано: 4 ноя 2024

Комментарии • 51

  • @bikashofficial4724
    @bikashofficial4724 2 года назад +37

    Raimohan sir fans like kara

  • @jayashree10000
    @jayashree10000 2 года назад +20

    ଭୁଲ କହିଲେ madam. ଓଲିଉଡ଼ ସମ୍ପୂର୍ଣ୍ଣ ବନ୍ଦ ହେଇଗଲା ବୋଲି କୁହନ୍ତୁ. ପିଲାଟି ଦିନରୁ ଦେଖି ଆସୁଥିବା ଆମ ପ୍ରିୟ କଳାକାର ଶରତ ପୂଜାରୀ,
    ଦୁଃଖିରାମ ସ୍ୱାଇଁ, ବିଜୟ ମହାନ୍ତି, ଅଜିତ ଦାସ, ମିହିର ଦାସ, ହର ପଟନାୟକ ଆଉ ଏବେ ରାଇମୋହନ ପରିଡା ସମସ୍ତେ ଆଜି ଅସ୍ତାଚଳରେ.
    ବଞ୍ଚିଛନ୍ତି କେବଳ ପ୍ରଶାନ୍ତ ନନ୍ଦ, ଉତ୍ତମ ମହାନ୍ତି, ଅଶ୍ରୁମୋଚନ, ଜୟୀରାମ ସାମଲ ଆଉ ପୃଥ୍ୱୀରାଜ. ଯେଉଁମାନେ ଆଜି ବାର୍ଦ୍ଧକ୍ୟରେ ଉପନୀତ.କିନ୍ତୁ ଏ ସମସ୍ତେ କେବଳ ଅଭିନେତା ନ ଥିଲେ ଏଇମାନେ ହିଁ ଥିଲେ ଓଲିଉଡ଼ ଇଣ୍ଡଷ୍ଟ୍ରି.ଜଣେ ଜଣେ ଅକ୍ଷୁର୍ଣ୍ଣ ସ୍ତମ୍ଭ.
    ଏଇମାନଙ୍କ ଯୋଗୁଁ ଓଡ଼ିଆ ସିନେମା ଦେଖିବାକୁ, ଦେଖିବା ପାଇଁ ଟିକେଟ କିଣିବା ପାଇଁ Hall ର tiket counter ରେ ଭିଡ଼ ଲାଗୁଥିଲା.ଯେତେବେଳେ ମୂଳ ସ୍ତମ୍ଭ ଆଉ ଛାତ ଭୁଶୁଡି ଗଲାଣି ସେଠି ସିଦ୍ଧାନ୍ତ, ଶ୍ରୀତମ, ଅନୁଭବ,ଅରିନ୍ଦମ,ବାବୁସାନଙ୍କ ପରି ଅଭିନେତା ମାନଙ୍କ ଦ୍ୱାରା ଓଲିଉଡ଼ ଇଣ୍ଡଷ୍ଟ୍ରି ର ଛାତ କୁ ପ୍ଳାଷ୍ଟର ଆଉ ପୁଟି ଦେଇ କେମିତି ରକ୍ଷା କରିହେବ ??? ବିଜୟ ମହାନ୍ତି ଙ୍କ ନିଚ୍ଛକ ଗାଉଁଲି କଥା ର Dialogue ନାଇଁ ମ ' ଓଃ.....ସେଥିରେ ଯୋଉ ଆକର୍ଷଣ,ଦୁଃଖିରାମ ସ୍ୱାଇଁ ଙ୍କର ସେ ଯୋଉ ନାଇଁ ନାଇଁ ନାଇଁ ର ପାନଖିଆ ଓଠରୁ ଝରି ଆସୁଥିବା ଖଳବୁଦ୍ଧିଆ କଥା, ଅଜିତ ଦାସ ଙ୍କର ହାକିମ ବାବୁର ସହରୀ ଆଦବ କାଇଦା, ହର ପଟନାୟକ ଙ୍କ ମା' ରାଣ , ଆଉ ରାଇମୋହନ ଙ୍କର ହେଇ ଅନାନି.....
    ଏ ସବୁ Dailogue ନ ଥିଲା ଥିଲା ତାଙ୍କ ପରିଚୟ. ତାଙ୍କ Identity.ସେମାନେ ନଗ୍ନତା କୁ ନୁହେଁ ତାଙ୍କ Dailogue ଉପରେ ଦର୍ଶକ ମନରେ ଛାପ ଛାଡିଥିଲେ.ଆଜି ସେସବୁ ଇତିହାସ.ପ୍ରଫୁଲ୍ଲ କରଙ୍କ ପରି ସଂଗୀତଜ୍ଞ, ସିକନ୍ଦର ଆଲାମ ଙ୍କ ପରି ଗାୟକ ଏମାନେ ଆଉ କେହି ନାହାନ୍ତି.ତା ହେଲେ ଆଉ ଅଛନ୍ତି କିଏ ?? ବର୍ତ୍ତମାନ ଓଲିଉଡ଼ ଇଣ୍ଡଷ୍ଟ୍ରି ଗୋଟେ ମରୁଭୂମି. ଆଉ ମରୁଭୂମି ରେ ପାଣି ଟୋପେ ମିଳିବା ମରୀଚିକା ସଦୃଶ. ଭଲ ହେବ ଆଉ ଏ ଇଣ୍ଡଷ୍ଟ୍ରି କୁ ନ ଚଳେଇ ବନ୍ଦ କରିଦେବା ଉଚିତ Officially. କାରଣ ଏବେର ପିଢ଼ି ଅର୍ଦ୍ଧ ଉଲଗ୍ନ ହେଇ, ଅଧା ହିନ୍ଦୀ ଓଡ଼ିଆ, ଇଂରାଜୀ ଭାଷାର ଗୀତ ଗାଇ ପରଦା ଉପରେ ଅଭଦ୍ରଚିତ୍ତ ଆଚରଣ କରି ଇଣ୍ଡଷ୍ଟ୍ରି କୁ କେବଳ ବଦନାମ କରୁଛି କିନ୍ତୁ ଦର୍ଶକଙ୍କୁ ଟାଣି ପାରୁନି.ଯାହାଫଳରେ ଆମ ପିଲାଦିନର ସୁନ୍ଦର ସ୍ମୃତି ସବୁ ଯାହା ଓଲିଉଡ଼ ଇଣ୍ଡଷ୍ଟ୍ରି ର ଓଡ଼ିଆ କଳାକାର ଙ୍କ ଯୋଗୁଁ ମନରେ ସାଇତା ହେଇ ରହିଛି ସେସବୁ ଉପରେ ଏବେ ଧୂଳି ଜମିବାକୁ ଲାଗିଲାଣି. କାରଣ ଦିନଥିଲା ଆମେ ରବିବାର ଦ୍ବିପହର କୁ ଅପେକ୍ଷା କରି ବସୁଥିଲୁ ଟିଭିରେ ଓଡ଼ିଆ ସିନେମା ଦେବ ବୋଲି. ରଜକୁ ଅପେକ୍ଷା କରି ବସୁଥିଲୁ ତିନିଦିନରେ ତିନୋଟି ଓଡ଼ିଆ ସିନେମା ଦେଖିବୁ ବୋଲି.
    ସିଦ୍ଧାନ୍ତଙ୍କ ପ୍ରାୟତଃ ସବୁ ସିନେମା ହିନ୍ଦୀ ଆଉ ତେଲୁଗୁ ସିନେମାର copy.ନୂଆ film hall ରେ ଲାଗୁ ଲାଗୁ ମୁଁ ତା poster ରୁ ଜାଣିଦିଏ ଏ film କୋଉ film ର copy ହେଇଛି. ସେବେଠୁ ଓଡ଼ିଆ ସିନେମା ଦେଖିବା ବନ୍ଦ କରିଦେଲି.ଆଉ ଏ ଅନୁଭବ, ଅରିନ୍ଦମ, ଏମାନଙ୍କ ସିନେମା ଗୋଟେ ବି ଆଜି ଯାଏଁ ଦେଖିନି. ଏମାନଙ୍କୁ ସତରେ acting ଜଣା ??? ଏମାନଙ୍କ acting ରେ ନା ଦର୍ଶକ ଓଠରେ ହସ ଫୁଟେ ଆଉ ନା ଆଖିରୁ ଲୁହ ଝରେ.ବିଜୟ ମହାନ୍ତି ଯେତେବେଳେ ଜଗା ହାତରେ ପଘା କରିଛନ୍ତି ଲୋକ ତାଙ୍କୁ ଯେତିକି ହିରୋ ରୂପରେ ସ୍ୱୀକାର କରିଛନ୍ତି, ଯେତେବେଳେ ସେ କୌଣସି film ରେ ଖଳନାୟକ ହେଇଛନ୍ତି ସେତିକି ସ୍ୱୀକାର କରିଛନ୍ତି. ଛମାଣ ଆଠଗୁଣ୍ଠ ରେ ଭଗିଆ ରୂପରେ ସେତିକି ସ୍ୱୀକୃତି ପାଇଛନ୍ତି. ଏଇ ହେଉଛି ଅଭିନୟ.ଦର୍ଶକଙ୍କୁ ବାନ୍ଧି ରଖିବାର.ପ୍ରତ୍ୟେକ ଟି ଚରିତ୍ରକୁ ଜୀବନ୍ତ ଭାବରେ ପରଦା ଉପରେ ବଞ୍ଚିବାର.ଅଶ୍ରୁ୍ମୋଚନ ଙ୍କ ପରି ଅଭିନେତା ଲାଗେନି ସିଏ acting କରୁଛନ୍ତି ଲାଗେ ଯେମିତି ସିଏ ଆମ ସହ କଥା ହେଉଛନ୍ତି. ମାଗୁଣି ର ଶଗଡ଼ ରେ ତାଙ୍କ କଳା ପଟୁତାରେ ଆଖରୁ ଲୁହ ଝରିଆସେ. କିନ୍ତୁ ସେଭଳି କଳାକାର ଙ୍କ ପାଇଁ ଆମ ଇଣ୍ଡଷ୍ଟ୍ରି ରେ ଭଲ role ନାହିଁ. ଜୟୀରାମ ସାମଲ ଯାହାଙ୍କ ର ଏକଛତ୍ରବାଦୀ comedy ପୁରା film କୁ cover କରିନିଏ.ଆଉ ସେ ଅଭିନେତା ନାହାନ୍ତି, ସେ ଅଭିନୟ ନାହିଁ, ତେଣୁ ଆଉ ଇଣ୍ଡଷ୍ଟ୍ରି କେମିତି ରହିବ ଆଉ କାହା ପାଇଁ ରହିବ ??? ବରଂ ବଦନାମ ନ କରି ଏଇ ସୁନ୍ଦର ଇଣ୍ଡଷ୍ଟ୍ରି କୁ ସବୁଦିନ ପାଇଁ ବନ୍ଦ କରିଦେଇ ତାର ଯତ କିଞ୍ଚିତ ମାନମହତ ରହିଛି ତାକୁ ସମ୍ଭାଳି ରଖିବାକୁ ପ୍ରୟାସ କରାଯାଉ.

    • @manasranjanmahanta6072
      @manasranjanmahanta6072 2 года назад

      ସତ କଥା ଭାଇ

    • @bspriya2327
      @bspriya2327 2 года назад

      Right 👍👍😭😭

    • @RS-mr4ok
      @RS-mr4ok 2 года назад +2

      Kan kahilaa re tame bhai😢😢😢😢😢akhiruu luha jhari gala 😢😢😢😢😢😢

    • @mamasaswoti7639
      @mamasaswoti7639 2 года назад +1

      A heartful thanks for your sweet comments on our ollywood industry....jaha hau ebe bi ama gahan re bahut loka achhanti jeu mane ki ete sabu kichhi mane rakhichanti.....bahut khushi lagila ....but practically apana jaha kahile sabu sata...

    • @Mr_CK496
      @Mr_CK496 2 года назад +1

      ଆଉ କିଛି ନାହିଁ ଓଡ଼ିଆ industry.... ଏବେ ଅଭିନୟ ନ କରି ପଇସା ରୋଜଗାର କରିବାର ଫଳ ଏ ସବୁ... ଷ୍ଟୋରୀ writer ଙ୍କୁ ପୁଣି ସୁଯୋଗ ଦିଆଯାଉ 🙏

  • @basantapatra2573
    @basantapatra2573 2 года назад +11

    ଅତି ଦୁଃଖଦ ଘଟଣା,! ସେମାନେ ସମସ୍ତେ କିମ୍ୱଦନ୍ତୀ କଳାକାର ଅତି ଦୁର୍ଲ୍ଲଭ ।ସେମାନଙ୍କ ପରି କଳାକାର ଙ୍କ ସ୍ଥାନ ସର୍ବଦା ଅପୂରଣୀୟ ହୋଇ ରହିବା। ପ୍ରଭୁ ଜଗନ୍ନାଥ ତାଙ୍କ ଆତ୍ମା କୁ ଶାନ୍ତି ଦିଅନ୍ତୁ 🙏🙏🙏🙏🙏🙏

  • @AsishKumar-qw2xu
    @AsishKumar-qw2xu 2 года назад

    କେତେ ସୁନ୍ଦର ସମୟ ଥିଲା ସେତେବେଳେ ଯେବେ ମିହିର ଦାସ, ହର ପଟ୍ଟନାୟକଙ୍କ, ବିଜୟ ମହାନ୍ତି, ମିନକେତନ, ଅଜିତ ଦାସ, ସିଦ୍ଧାନ୍ତ ମହାପାତ୍ର, ରାଇମୋହନ ପରିଡ଼ା ଏମାନଙ୍କର ଫିଲ୍ମ୍ ଆସୁଥିଲା ସେତେବେଳେ ନାଁ ଥିଲା କେବୁଲ୍ କନେକ୍ସନ୍ ନାଁ ଥିଲା ସ୍ମାର୍ଟ ଫୋନ୍ କେବଳ ଡିଡି ଓଡ଼ିଆ ରେ ରବିବାର ଦିନ ୩ ଟା ରୁ ୬ ଟା ଆସୁଥିଲା ଏମାନଙ୍କର ଫିଲ୍ମ୍ ଆଉ ଏମାନଙ୍କର ଫିଲ୍ମ୍ ଦେଖିବାକୁ ଆମେମାନେ ପାଗଳ ହେଇଯାଉଥିଲୁ ଆଜି ଏହିସବୁ ଅଭିନେତା ମାନଙ୍କୁ ଦେଖିଦେଲେ ମନେ ପଡିଯାଏ ସବୁ ସେହି ପୁରୁଣା ସ୍ମୃତି ଆଉ ଆସିଯାଏ ଆଖିରେ ଲୁହ ସେତେବେଳେ ର ଫିଲ୍ମ ଆଉ ଆଜି ର ଫିଲ୍ମ ଭିତରେ ଆକାଶ ପାତାଳ ଫରକ .

  • @luckysahoo9783
    @luckysahoo9783 2 года назад

    କଣ ପାଇଁ ଆତ୍ମହତ୍ୟା କଲ ରାଇଭାଇ। Fans ମାନଙ୍କ ପାଖକୁ ଆସି ରହିଯାଇ ଥାଆନ୍ତ। ମନ ଭଲ ଲାଗିଲା ପରେ ପୁଣି ଘରକୁ ଯାଇ ଥାନ୍ତ 😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭

  • @chooseyourchoice271
    @chooseyourchoice271 2 года назад

    Yes

  • @viewers94
    @viewers94 2 года назад +1

    Odisha will miss those legends

  • @kpbhatta5507
    @kpbhatta5507 2 года назад

    Miss you 😭😭😭😭

  • @jayjagannath5968
    @jayjagannath5968 2 года назад

    ଆମ ସୁର ଭାଇ ଅଛି
    ସବୂ ତାଡିଦେଵ

  • @satyanaik7321
    @satyanaik7321 2 года назад +10

    ଦୈତାରୀ ପଣ୍ଡା ଯୋଲିଉଡ ରୁ ଏବେ ଓଲିଉଡର ଫିଲ୍ମ ଜଗତ ରେ ଏବେ no1 ଭିଲିଆନ୍ ହେବେ

    • @sagarikaswain4248
      @sagarikaswain4248 2 года назад +1

      Daitary Panda bi au nahanti.se be ara pariku chali jaichhanti

    • @satyanaik7321
      @satyanaik7321 2 года назад +1

      @@sagarikaswain4248 ନା ତ କେବେ ?

  • @rajkishordehuri2464
    @rajkishordehuri2464 2 года назад

    ଜୟ ଜଗନ୍ନାଥ

  • @pradhangautam2700
    @pradhangautam2700 2 года назад +6

    Bahut dukh laguchi 🙏😭😭😭😭😭

  • @bhabanijoshi3191
    @bhabanijoshi3191 2 года назад +3

    ମୁଁ ଆଉ ଓଡ଼ିଆ ଫିଲ୍ମ ଦେଖିବି ନାହିଁ

  • @golmalcreation7166
    @golmalcreation7166 2 года назад +4

    So 😭😭😭😭😭😭😭 sad

  • @9090571312
    @9090571312 2 года назад

    Right.

  • @RS-mr4ok
    @RS-mr4ok 2 года назад

    😢😢😢

  • @bikashofficial4724
    @bikashofficial4724 2 года назад +2

    Om shanti

  • @biranchijagat7630
    @biranchijagat7630 2 года назад +2

    ପ୍ରତେକ ସିନେମାରେ ଯେମିତି ଭିଲେନ ମରନ୍ତି ସେମିତି ରିଏଲ life ରେ ବି ମରୁଛନ୍ତି

  • @uditkumar6259
    @uditkumar6259 2 года назад

    🥺🥺

  • @parshuramnayak7650
    @parshuramnayak7650 2 года назад +2

    🙏🙏

  • @puspalatarout5737
    @puspalatarout5737 2 года назад

    So sad

  • @priyaranjan8050
    @priyaranjan8050 2 года назад +3

    Bhai bhabila belaku dukha laguchi

  • @prasantsethi4250
    @prasantsethi4250 2 года назад

    Au samitika actra milibani Odisha re bahut badiya kalakar

  • @sumitrabehera7255
    @sumitrabehera7255 2 года назад

    😭😭😭

  • @swatisagarikabehera6599
    @swatisagarikabehera6599 2 года назад

    😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭

  • @rakeshdas8773
    @rakeshdas8773 2 года назад

    Mte vilen karo

  • @ZorkaJhatkaHowToSurviveWorld
    @ZorkaJhatkaHowToSurviveWorld 2 года назад +4

    One day everyone will take this step Only those who know the truth of life too late will take this step. Ashru Mochan says that Rai Mohan called him the day before his death and asked him to build a farm house, but he realized that it would be too late for him to think of nature as life from the beginning. That's why I say spend more time with nature. But day by day people are making so much money that who is destroying the forest, who is cutting down the mountains, who is killing the animals. What would you do if you made so much money ? Will he eat and drink and sleep and then finally merge with that nature or will everyone ? What do the poor not eat, drink, or show ? But whether or not they are at peace is because they are intertwined with nature. This is because humans do not learn well when they mix with humans, 10% learn well and 90% learn bad, and 90% good education only because you are created by nature. You Can't Find It In The City, So Please, Everyone, Keep In Touch With Nature, And Save Nature.

    • @DuduAndKalia
      @DuduAndKalia 2 года назад +1

      Exactly right said brother...

  • @kalingaveera3424
    @kalingaveera3424 2 года назад

    Baapa chheunda hoi galaa ollywood

  • @alokkumarbhoi9058
    @alokkumarbhoi9058 2 года назад

    🙏😭🙏😭🙏😭

  • @sonu7284
    @sonu7284 2 года назад

    Maane ethara movie without villain!! Khusi ra !! Loka au daribeni!! Ki gali debeni!! Khusi re jibe khusi re pheribe!! Jane artist sabubele villain role karibaa anuchit!!!

  • @anubhabsjewel1000
    @anubhabsjewel1000 2 года назад

    Odia ry actor hin vala au nahnti kebala au di tin jn achnti olywood is on doomsday

  • @sudarsanjuanga
    @sudarsanjuanga 2 года назад

    Au nahin gala gala ta au industry

  • @pratapsa2949
    @pratapsa2949 2 года назад

    Mu achhi🤠

  • @srikanta671
    @srikanta671 2 года назад +1

    ମୀନକେତନ ବାଳ ଫିଲ୍ମ୍ କରେ

    • @papundehury5009
      @papundehury5009 2 года назад

      Amiti kan pai comments karuchha 😭

    • @ManojMaharana1
      @ManojMaharana1 2 года назад

      tu maghia bhala acting janichu na chodi hauchu

    • @janhitkari4244
      @janhitkari4244 2 года назад

      puruna kalakar mananku mana mutabaka kama dia gale bhala huanta rai mohan bhalia manisa au kalakara ra purskara kain disuni kete award milichi odia industry ru jie odia ra chitra parada re dekhauchanti parichaya dauchanti

    • @srikanta671
      @srikanta671 2 года назад +1

      @@ManojMaharana1 ତ ମା ବିଆ ରେ

    • @srikanta671
      @srikanta671 2 года назад +1

      @@ManojMaharana1 ତ ମା ବିଆ ଟା ଛୋଡ଼ି ହଉଛୁ