Размер видео: 1280 X 720853 X 480640 X 360
Показать панель управления
Автовоспроизведение
Автоповтор
କାହାକୁ କାହାକୁ କାଲି ସୁଭଦ୍ରା ଯୋଜନା ମିଳିନି ଲାଇକ୍ କର😢
Like na bala karibu 😊😡
Tu sabu vdo re comment karuchhu ,kama dama tu karuchhu naa nahni khali mobile kenchuchhu😅😅😅
ଶ୍ରୀ sis ତମେ ପାଇଲକି
@@sipunsahoo7724 chall😏
@@kumarpravatofficial3664 Tu sabu cmnt re reply karuchhu tu bi phone kenchuchu
ସବୁ ରାସନ ଜିନିଷ ବଢେଇ ଦେଉଛନ୍ତି 😢ଆଉ ଏଥି ସୁଭଦ୍ରା ଦଉଚନ୍ତି😂 ଆମ ଠାରୁ ନେଇକି ଆମକୁ ହିଁ ଦେଉଛନ୍ତି ନା କଣ ସୁଭଦ୍ରା 😂 କିଏ କିଏ ଏ କଥା ରେ ଏକମତ ଗୋଟେ ଲାଇକ କରନ୍ତୁ ❤👍
ସେ କଣ ବାପ ର ସମ୍ପତି ଦେଇ ଭିକାରୀ ହେବେକି
Thik kahila
ଯଦି ଦେବାର ଅଛି ସମସ୍ତଙ୍କୁ ଦିଅ ନେହେଲେ ଫଳ ଓଲଟା ପାଇବା ସୁନିଶ୍ଚିତ
Tamara problem thiba na aasile se kan Karibe mara bi aasini kintu chup chap achi
😂😂
ଆବେଦନ ପୂର୍ବରୁ ଏଗୁଡା କହିବା କଥା @@sasmitadas8887
ସତ୍ କଥା
Right
ମାଗଣା ପାଉଛ ଖୁସି ଅଛ , ଦବ ସୁଦ୍ଧମୁଳ ସହ ଯଥା ତେଲ ଦର, ପରିବା ଦର ପେଟ୍ରୋଲ ଦର ବୃଦ୍ଧି ମଧ୍ୟମ ରେ ନେବେ ସରକାର
Already started
ଲାଞ୍ଚ ଦେଉଛି ମୋଦୀ, ଆଗାମୀ ନିର୍ବାଚନ ପାଇଁ। ପୁଣି ସେଇ ଟଙ୍କାକୁ ଜିଏସଟି ଲଗେଇ ଟାଣି ନେବ। ଏୟାତ ଚାଲ୍ ଆଉ
ଆରେ ଭାଇ ନେବେ କ'ଣ ନବା ଆରମ୍ଭ ହେଇସାରିଲାଣି😂
@@dibyaranjan3454Hm Sato katha kahilo bhai 😢
ଏ କଣ କହିଛି ନିଜେ ବି ବୁଝପାରୁନାହିଁ କାହିଁକି ନା କାଲି କହୁଥିଲା ଯାହାକୁ ମିଳିନି ତାଙ୍କୁ ମିଳିବ ଏବେ କହୁଚି 2000 ଲୋକ ଙ୍କ ନା କଟି ଯାଇଚି ଥିକ ଅଛି ଯାହାର rejecte ହେଇଚି ତାକୁ ଚେକ୍ କରିବା ପାଇଁ ଲିଙ୍କ ଦିଅନ୍ତୁ ତମ ମାନଙ୍କୁ ଖାଲି ଚପଲ ମାଡ଼ ଦରକାର 😊
ବିଜେପି, ଵାଲା ସବୁ ମିଛୁଆ ଟା, 25ଲକ୍ଷ 11 ଜଣ ଖାଲି ଭୋଟ ଦେଇ ଥିଲେ କୀ, ବାକି ମହିଳା କୁଆଡେ ଯିବେ, ମୁଁ ଭାବୁଛି ଆଉ ଦେବେନି ବୋଧେ, 2029 ରେ ଦେଖା ହେବ, ମୋ ବାଳ ଯୋଜନା, ଖାଲି ଲୋକଙ୍କୁ ହଇରାଣ କରୁଛ,
ଠିକ୍ କହି ଛନ୍ତି ଭାଇ
Right 👍
Thanks bro
💯💯💯👍👍👍👍👍
ମାଗଣା ଖିଆଟା କିରେ,ସରକାର ମାଗଣା ଦେଇ ଦେଇ ଓଡିଶାକୁ ଭିକ୍ଷାରୀ କରିଦେଲେ, ନବୀନ କାଳିଆ ଯୋଜନା ଦେଇକି କୃଷକ ମାନଙ୍କୁ ମଦୁଆ ସଜେଇଦେଲା, ଏବେ ସୁଭଦ୍ରା ଯୋଜନା ଦେଇକି ବିଜେପି ସରକାର ନାରୀ ମାନଙ୍କୁ ମର୍ଡେନ କରିବାକୁ ଚାହୁଁଛି..ସେଥିପାଇଁ ମାଗଣା ଯୋଜନା ଉପରେ ନିର୍ଭର ନକରି ରାଜ୍ୟରେ ଶିଳ୍ପ, କାରଖାନା କେମିତି ହେବ ସେପ୍ରତି ଜାଗ୍ରତ ହୁଅ..
Dear madam, ଯଦି ଆପଣ ଙ୍କ ଚଉଦ ପୁରୁଷ ଙ୍କୁ ଗାଳି ରୁ ଉଦ୍ଧାର କରିବାକୁ ଚାହୁଁଥିଲେ ଯଥା ଶୀଘ୍ର ସମସ୍ତ ଙ୍କୁ poisa ଦିଅନ୍ତୁ ନୋହେଲେ ଶୁଣିବାକୁ ପ୍ରସ୍ତୁତ ରୁହନ୍ତୁ।।।ତେଣିକି ଉପ ମୁଖ୍ୟମନ୍ତ୍ରୀ ହେଉକି ପ୍ରଧାନ ମନ୍ତ୍ରୀ କେହି ବାଦ୍ ପଡିବେ ନାହିଁ।।
Tru line
100%right 👍👍
100%right Sir 👍👍
ହଁ ଭାଇ ସୋଧ ବାଜ୍ୟ ଅଭଦ୍ର ମହିଳା.... ସବୁ pending ରେ ରଖି ନାଟକ କରୁଛି ଗୋଟେ.... ମନ ହଉଚି ୟକୁ ଜାବଡ ମାରିବାକୁ
ବିଜେଡି ଵାଲା କିରେ ତୁ, କାଳିଆ ଯୋଜନା ସମସ୍ତଙ୍କୁ ତ ମିଳୁନଥିଲା, କୁଜି ନେତା ମାନେ ଚେହେରା ଦେଖିକି ଦଉଥିଲେ,24 ବର୍ଷ ଭିତରେ ନବୀନର କିଛି ଖଣ୍ଡିଆ କରି ପାରିଲୁନି, ଏବେ ୟାଙ୍କର ଖଣ୍ଡିଆ କରିବାକୁ ଆସିଲା, ହଉ ଯଦି ଖଣ୍ଡିଆ କରିବ ତେବେ 2029 ଆସୁ ଦେଖିବା, ତାପରେ ରାହୁଲ ଖାନ ଶାସନ କରିବ, ସେ ବି ତାର ଅସଲ ରୂପ ଦେଖେଇବ..ଶଳା ଏଠି ଲୋକ ଠିକ ନାହାନ୍ତି କୋଉ ସରକାର ଆସିଲେ ବାଳଟା ହେବ, ସମସ୍ତେ ଜାଣି ସାରିଲେଣି ଓଡ଼ିଆ ଲୋକ ମାଗଣା ଖାଇବାକୁ ବେଶୀ ପସନ୍ଦ କରୁଛନ୍ତି, ସେଥିପାଇଁ ଶିଳ୍ପ କ୍ଷେତ୍ର, କୃଷି, ଶୀତଳ ଭଣ୍ଡାର ଉପରେ ଧ୍ୟାନ ନଦେଇ ବାଳ ଯୋଜନା ସବୁ କରୁଛନ୍ତି..
BJP ଦଳ ମିଛୁଆ। ଟଙ୍କା ନଦେବା ପାଇଁ ଏସବୁ କହୁଚି। 2000 କହୁଚି କିନ୍ତୁ 500000 ମହିଳା ମାନଙ୍କୁ ଦବନି। BJP ସରକାର କୁ ବାହାର କରାଯାଉ ଵୋଲି ମୋର ଓଡ଼ିଶା ବାସୀଙ୍କୁ ଅନୁରୋଧ ଓଡ଼ିଶା ରେ ରାଷ୍ଟପତି ଶାସନ ଚାଲୁ ଜୟ ଜଗନ୍ନାଥ। ଜୟ କିଶାନ ଜୟ ଯବାନ ଜୟ ଓଡ଼ିଶା
Yes
😂😂😂😂😂😂😂😂😂😂
Reject list ଯଥା ଶୀଘ୍ର ବାହାର କରାଯାଉ
Thik kahichhanti
Thhik kahichha vai
Right ame janiba darkar
Reject list baharu
ସରକାର ଘୋଷଣା କଲେ 15 ତାରିଖ ଭିତରେ ଯୋଉମାନେ ଆବେଦନ କରିବେ ସେଇମାନଙ୍କୁ 17 ତାରିଖ ରେ ଟଙ୍କା ଦିଆଯିବ ହେଲେ 25 ଲକ୍ଷ୍ୟ 11 ଜଣକୁ ଦେଲ କଣ ହେଲା କାଇଁଅନ୍ୟ ମାନଙ୍କୁ ଦେଲନି ତମ କଥା ବାର୍ତା ଠିକନାହିଁ ଆଉ କେହିବି ବିଜେପି କୁ vote ଦେବେନି ଆଗକୁ 100%
ବଡ ଖୁସି ହଉଛି କେବେ 5 ହଜାର ଜୀବନରେ ଦେଖିନି ବୋଧେ, ଯାଇକି ଦେଇଦେବ ଯୋଉଠି ଆଳୁ ପିଆଜ ତେଲ ଡାଲି ବିକ୍ରି ହଉଛି, ସବୁ ତ BJP ରେଟ କରିଦେଲାଣି ଥରେ ଦେବ ଜୀବନ ସାରା ଲୁଟିବ ଏତିକି କେହି ବୁଝି ପାରୁନାହାନ୍ତି ଧିକ ଏହିଭଳି ସ୍ତ୍ରୀ ଲୋକଙ୍କୁ
ଏଟି ତ ସବୁ ଥିଲା ଵାଲା କୁ ମିଳିଲା ପରି ଲାଗୁଛି, ନଥିଲା ଵାଲା କୁ ଦିଅ ହେ ସରକାର!!😂😂
ଆଗରୁ ଠିକ୍ କରାଯାଇଛି କାରଣ ସାମ୍ବାଦିକ video ଦେଖେଇବା ପାଇଁ ଏଟା
ଆରେ ଭାଇ ସେଇ ଦୁଇ ହଜାର ମହିଳା ବିନା ରାସନ କାର୍ଡ ଧାରୀ ହୋଇ ଥିବେ ସେଇଟା ସରକାର ଲୋକ ଲୋଚନକୁ ନ ଆଣି କିଛି ଡ୍ରାମା ଓ ସିନେମା ଷ୍ଟୋରି ସୁଣାଉ ଛନ୍ତି
୭୨ ରୁ ୧୧ କାଣା ଆଏ, ହେ ନାଟକୀୟ ଦୃଶ୍ୟ ବନ୍ଦ୍ କର ।
Business man HUSBAND , CAR maintain କରୁଥିଲେ ବି ପାଇଛନ୍ତି, ଠିକ୍ ରେ ENQUIRY ହୋଇ ନାହିଁ😢😢
ଟିକେ ଲୋକ ଲୋଚନକୁ ଆଣନ୍ତୁ ଲିଷ୍ଟ୍, ସମସ୍ତେ ଜାଣିବା ଦରକାର ,ମା କୁ ସମ୍ମାନ ଏବେ ଭଲସେ ପରିବର୍ତ୍ତନ କର😂😂😂
Thik kahicha
Jeu form reject hei6i...se mahila mane kemiti janibe...
ସୁଭଦ୍ରା ଟଙ୍କା କଟିଯାଇଥିବା ୨୦୦୦ ମହିଳାଙ୍କ ସବିଶେଷ ବିବରଣୀ ପ୍ରକାଶ କରାଗଲେ ଭଲ ହୁଅନ୍ତା !
ଯୋଉ ସୁଭଦ୍ରା ପାଇଁ ଓଡ଼ିଶା ରେ BJP ସରକାର ଆସିଥିଲା ଦିନ ଆସିବ ସେଇ ସୁଭଦ୍ରା ପାଇଁ ଓଡ଼ିଶା ରୁ ତଡା ଖାଇବ....
🙏🙏🙏🙏🙏
BJP ଭକୁଆ ବନେଇ ଦେଲା
ଯାହାର riject ହେଇଚି ସେମାନଙ୍କ ଲିଷ୍ଟ ବାହାର କର.
କହିବାର କଥା ହେଲା ଲିଷ୍ଟ ଜରିହେଉ,ସାର୍ବଜନୀନ କରାଯାଉ
Jahar ta reject hoi6i kana semane kuadu form ani ki au thare apply karibe,se subidha madhya karajiba darkar
ଗରିବମାନଙ୍କର ସୁଭଦ୍ରା ହେବା ଉଚିତ
ହଁ ତୁମେ ମାଗଣା ପାଉଛ ଆଉ ଖୁସି ହେବୁନି କେମିତି, ରସୁଣ 500,ସୋରିଷ ତେଲ 200 ରେ କିଣିଲା ବେଳେ ବି ଖୁସି ହେବ, ଜମା ମନ ଦୁଃଖ କରିବେନି ଭଉଣୀ ଆପଣ ଙ୍କର ଏମିତି ମାଗଣା ଖିଆ ଅଭ୍ୟାସ ପାଇଁ ଆମ ରାଜ୍ୟରେ ଆଜି ପ୍ରତି ପରିବାର ରେ ବେକାର ହୋଇ ପିଲା ବୁଲୁଛନ୍ତି l ସମୟ ଆସିଛି ମାଗଣା ନେବା ପରିବର୍ତ୍ତେ ଘରର ଶିକ୍ଷିତ ପୁଅଝିଅ ମାନଙ୍କୁ ଚାକିରୀ ଖଣ୍ଡେ ଦେବାକୁ ସ୍ୱର ଉତ୍ତୋଳନ କରିବାକୁ, ନହେଲେ 25ବର୍ଷ ସେମାନେ ମାଗଣା ଦେଇ ଧର୍ଷଣ, ଲୁଣ୍ଠନ, ଚୋରି, ଡକାୟତି ଯେତିକି ବଢ଼େଇଛନ୍ତି, ଏମାନେ ସେଇ ଧାରା କୁ ଆହୁରି ଆଗକୁ ନେଇଯିବେ, ବିକାଶ ର ଧାରା ବଦଳରେ....
ବେକାରୀ ସମସ୍ୟାର ସମାଧନ କରି ପିଲା ଙ୍କୁ ଗୋଟେ ଚାକିରୀ ଦେଇଥିଲେ ବୋହୁତ ଭଲ ହେଇଥାନ୍ତା
Badalare DYASS chumma. Debe
କୁଆଡେ ହଜିଗଲା ସେ ଦିନ, ଆମ ପ୍ରିୟ ମୋନମହୋନ ସଂ ପ୍ରଧାନମନ୍ତ୍ରୀ ଥିବା ସଯୟ। ଏ ଶଳା ଗୁଡାକ ଟାଉଟର,ଜୁମୁଲା ଗୁଡାକ, ଲୋକଙ୍କୁ ଖାଲି ଶୋଷଣ କରିଚାଲିଛନ୍ତି ୨୦୧୪ ଠାରୁ। ଶଳା ବେପାରୀ ଗୁଡାକ, ଦେଶକୁ ବିକ୍ରି କରି ସାରିଲେଣି
Bhai thick katha kahicha
ଲିଷ୍ଟ ବାହାର କରନ୍ତୁ | ଆମକୁ ଜଣାପଡ଼ୁ ନାହିଁ
ଆମ ଗାଁ ରେ ଯେଉ ମହିଳା ମାନେ bjp କୁ ଭୋଟ ଦେଇ ନଥିଲେ bjp ବିରୁଦ୍ଧରେ ଥିଲେ ସେହି ମହିଳା ମନକୁ ମିଳିଛି ଟଙ୍କା
Aama athi b
Vala ....
କେଉଁ କାରଣରୁ କଟିଯାଇଛି ଫର୍ମ tk ଜାଣନ୍ତୁ
ସମସ୍ଥ ପଞ୍ଚାୟତ କୁ ସୁଭଦ୍ରା ଲିଷ୍ଟ ପଠାଇ ଦିଅ କାହାର କଟିଛି କାହାର ହୋଇଛି ମହିଳା ମାନଙ୍କୁ ଜଣାଅ
Rejected form check kemiti karibu...
Reject list send karantu
😂
ଯେଉଁ ମାନଙ୍କର କଟିଛି ତାଙ୍କ ପାଇଁ ବିକଳ୍ପ କଣ ମହିଳା ମାନଙ୍କୁ ଠକ ନାହିଁ
ପଇସା ଆଉ ନାହିଁ ଆମେ ଖାଇଦେଇଚୁ କହୁନ ଭୁଲ କଣ ପାଇଁ ହେବ ବେକାର କଥା କୁହନି 😡😡😡
ସମସ୍ତ ଙ୍କୁ ସମାନ ଦୃଷ୍ଟି ରେ ଦେଖାଯାଉ
ଆରେ 2000 form rejected ହେଇଥିବା ଭିତରେ ଯଦି ଗରିବ ଆଉ ଅସହାୟ ଲୋକ ହୋଇଥିବେ ତେବେ ସରକାର ଙ୍କ ସୁବିଧା ସେଇ ଲୋକଙ୍କ ପାଖକୁ ନ ପହଞ୍ଚିଲେ କଣ ସେଇ ଗରିବ ପରିବାରରେ କାନ୍ଦିବେ... ବାଳ ଯାହା କରୁଛି ସରକାର ଯେଉଁ ମାନେ କି S.O.G Ra CRP ମାଆ ମାନଙ୍କ account କୁ ପଇସା ଗଲା କିନ୍ତୁ ଗରିବ ଲୋକଙ୍କ account କୁ ଜମା ଯାଇନି
60 ବର୍ଷ ର ବି ଭତା ପାଇବା ନାଇଁ କଉ ଥିଲେ 60 ବର୍ସ ର ଭତା ପାଇବା ମହିଳା କୁ ବି କେମିତି ସରକର ପଇସା ଛାଡିଲା
ସୁଭଦ୍ରା ଟଙ୍କା ସମସ୍ତଙ୍କୁ ମିଳିବା ଦରକାର
ଗରିବ ଲୋକ ମାନଙ୍କୁ ସୁଭଦ୍ରା ଟଙ୍କା ଦେଉ ନାହାନ୍ତି ଆଉ ସବୁ ପଇସା ଥିବା ଲୋକ ଙ୍କୁ ତୋ ପଇସା ଦେଉଛ ଆଉ କହୁଛ ରେଜେକ୍ଟ ହେଇଛି ବୋଲି ଆଉ କେତେ ଡ୍ରାମା କରିବ 😠😠 ଯଦି ତମକୁ ଟଙ୍କା ଦେବାର ଅଛି ତୋ ସମସ୍ତଙ୍କୁ ଦିଅ 😠😠 କଣ ପାଇଁ ଜନ କୁ ଦେଇ କି ଜଣ ଙ୍କୁ ଦେଉନ 😢😢
ଲଜ୍ଜ୍ୟା ନାହିଁ ଏ ମାନଙ୍କୁ ବିଜେପି 5000 ହଜାର ଦେଇ ଖାଉଟି ଜିନିଷରେ ଲୁଟୁଛି
ବାଳ ସେଇ 25lakh ସୁଭଦ୍ରା କୁ ଛାଡିକି ପରବର୍ତୀ phase କେଉଁଦିନ ଦିଆଯିବ ସେ କଥା ପଚାର ଘରେ ମାଇକିନା ମୁଣ୍ଡ ଟୀଣ କରିସାରିଲାଣି।।
ଯୋଉ ମାନ ଙ୍କ ର pending ରେ ଅଛି ସେ କୋଉ ବର୍ଷ ପୁଣି clear ହେବ କହୁନ ଆମେ କଣ ମରିଗଲା ପରେ 🤭😅
ଯୋଉ ଲୋଙ୍କଙ୍କର ଏହି ଅସୁବିଧା ହେଇଚି ତାକୁ କେମଟି ରେଡ୍ଡୀ କରିବା କହିଲେଣି ତ ଖାଲି ହଇରାଣ କେମତି ହେବେ ସେ ବିଷୟରେ ହିଁ କହୁଛନ୍ତି
ଏତେ ଖୁସି ଘଇତାକୁ ଛାଡି ଆଉ କୋଉ ଟୋକା ସହ ଚାଲିଯିବ
ଗରିବ ଲୋକଙ୍କୁ ତୋ ସବୁ ସମୟରେ ଏକା ତମ ମାନଙ୍କୁ ହଇରାଣ କରିବାର ଅଛି 😠😠
ସୁଭଦ୍ରା ପାଇଁ ଆଗାମୀ ଇଲେକ୍ସନ ରେ ଉଚିତ୍ ଶିକ୍ଷା ଦିଆଯିଵ BJP କୁ
ବଢ଼ିଆ କଥା..କିନ୍ତୁ ସମସ୍ତେ କାମ ରେ ଲଗାନ୍ତୁ ଏମିତି ସେମିତି ନୁହେଁ.ଜୟ ଜଗନ୍ନାଥ 🙏🙏🙏
ବହୁତ ବଡ଼ ଭୁଲ ହୋଇଗଲା ବିଜେପି କୁ vote ଦେଇ ଭଲ ଗାଣ୍ଡିମାଇଲ ସରକାର
ରିଜେକ୍ଟ ଯାହାର ହେଇଛି ସେମାନଙ୍କ ର ଲିଷ୍ଟ ଦିଆ ଯାଉ
ନରେନ୍ଦ୍ର ମୋଦି ଲୋକଙ୍କୁ ଜେରକ୍ସ ଆଉ କମ୍ପ୍ୟୁଟର କରେଇ କରେଇ କି ହଇରାଣ ହେଇ ସାରିଲା ପରେ ଲୋକେ ଆପେ ଆପେ ବୁଝିଯିବେ ଅଧେ ଲୋକ ପାଇବେ ଅଧେ ନୁହେଁ ଯେଉଁ ମାନେ ରହିଯିବେ ସେ ମାନଙ୍କୁ bank account aau adhar card thik ନାହିଁ ବୋଲି ଆଖ୍ୟା ଦିଆ ଯିବ
ମିଳିଲା ବଲି ବେଶି ଖୁସି ହୁଅନି କେବେ ଏକାଉଣ୍ଟ ରୁ କଟିଲେ ଜାଣିବା ଯେ ସେତେବେଳେ ବୁଦି ପସିବ ଯେ ସେତେବେଳେ ଏମିତି ହବ 😭😭
କାହାକୁ ମିଳିଲେ କଣ ହେବ ଆମକୁ ତସୁଭଦ୍ରାଟଙ୍କା ମିଳିଲା ନାହିଁ ଆମେ ବହୁତ ମନ ଦୁଖଃରେ ଅଛୁ
ଯିଏ ଯିଏ 2000 ଲିଷ୍ଟ ରେ ଅଛନ୍ତି,ତାଙ୍କ ଲିଷ୍ଟ ବାହାର କରାଯାଉ ok
ମୋର ପଇସା ପଡିଛି ହେଲେ ଖାତାରେ ଆସି ନାହିଁ ଖାଲି ମେସେଜ୍ ଆସିଛି ଆଉ ଖାତା ନମ୍ବର ଟା ଭୁଲ ଅଛି ସୁଭଦ୍ରା ପଇସା ପାଇଁ ଆମେ ବହୁତ ହଇରାଣ ହେଲିଣି କଲ centar କୁ କଲ କଲା ପରେ ଆମ ପାଖରେ ହେମିତି କିଛି ଅପଦେତ ନାହିଁ ବୋଲି କୁହିଲେ ମୋର village ଟା କଣ୍ଟାବାଞ୍ଜି ବଲାଙ୍ଗିର ଜିଲ୍ଲା ର ମୁଁ
ତମ କୁ କଣ ଜଣା ପଡ଼ିବ, ତମ ଘଇତା ମାନଙ୍କୁ ଜଣାପଡ଼ିବ ଘରକୁ ସଉଦା ଅନିଲାବେଲକୁ, ତେଲ କିଲେ କିଣିଲେ ୨୦ ଟଙ୍କା ବଢ଼ିଛି ।
ସବୁ ଠିକ ଥାଇ ବି ଠିକ ନାହିଁ କହୁଛନ୍ତି ଏଟା ମିଛ
ମୁଁ,୯ ତାରିଖରେ,ଆବେଦନକରିଥୀଲି,ମୋର ଆସିଲାନାହଁ
ନହେଲେ ଓଡିଶା ବାସି ତମ ପଇସାରେ ଚଳୁଥିଲେ
ପୁରୁବ ଓଡିଶା ର ମହିଳା କେତେ ଓ ପଚିମ ଓଡିଶା ର ମହିଳା କେତେ ସବୁବେଳେ ପୁରୁବ ଓଡିଶା ର ହରକାମ ପହିଳା ହେସି କିନୃ ପଚିମ ଓଡିଶା କେ ଶରକାର ଦେଖୀଵାନି
ସରକାର କୁ ପ୍ରଶ୍ନ କର ନ ହିତାଧିକାରୀ ଙ୍କୁ 50000 ଆଉ ଯେ ହିତାଧିକାରୀ ଙ୍କୁ ଚିନ୍ହଟ କରିବା ଲୋକ କୁ 15 ଟଙ୍କାମାନିବାକୁ ପଡିବ ଏ ବାଳ ନିଉଜ ବାଲାଙ୍କୁ ...ଶଳା ଜନ ସେବା ମୋ ସେବା କୁ ସିଲ କରୁଛ ଆଉ ଦେଖାଉଛ ...ତମ ପାଟିରେ କନ ସିଲ ମରା ହେଇଚି ପରିଡା କୁ ପଚାରୁନ କେତେ ସେ ଦଉଚି ତା ଲକର ରୁ କାଢିକି ଆଜି ଯାଏଁ ଏ କଥା ଟା ପଚାରି ପାରିଲନାହିଁ..ଧିକ ତମ ନିଉଜ ପଣିଆ ...ଶଳା ଟିକେ ପଚାର ନିଉଜ ଵାଲା ମାନେ କଲ ସେଣ୍ଟର୍ ଝିଅ ମାନେ ପଇସା ନେବେ ନା ସେମାନେ ବି ସେବା ରେ ନିଯୁକ୍ତ ଅଛନ୍ତି ଟିକେ ସଠିକ୍ ଉତ୍ତର ଦିଅନ୍ତୁ ।। ସୁଭଦ୍ରା ଭଉଣୀ ମାନେ ପଚାରୁଛନ୍ତି।। ଯଦି ଜନ ସେବା କୁ ପଇସା ଦେବା ପାଇଁ ମନା କଲେ ସରକାର ତାହେଲେ କଲ ସେଣ୍ଟର୍ ଝିଅ ମାନେ ବି ଫ୍ରି ରେ ସେବା କରିବେ ତ।।...ଯୋଉ ଜଗନ୍ନାଥ ନାଁରେ ରଥ ବୁଲିଲା ବୋଲି ବିଜେପି ଡିଂଗୁର ପିଟି ପିଟି ମିଛ କଥା କହି ଶାସନ କରୁଛି ସେ ତ ଏବେ ସୁଭଦ୍ରା ରଥ ବୁଲାଉଛି ...ପୁଣି ସେ ଜଗନ୍ନାଥଙ୍କ ସାନ ଭଉଣୀ କୁ ବାର ଦାଣ୍ଡ ଶୁଣ୍ଡି ପିଣ୍ଡା କରିବ ......ଜନ ସେବା ଆଉ ମୋ ସେବା କେତେ ପାଇବ ସେ କଥା ପରିଡା କହିବାର ନାହିଁ ହେଲେ ମାଗେଣା ନିଶା ତାକୁ ଘାରିଛି ......ଭାଇ ଜନ ସେବା ଆଉ ମୋ ସେବା ର କଷ୍ଟ ଆଉ ଦୁଃଖ ସେ ଲୋକ ମାନେ ଦେଖୁଛନ୍ତି ..ଆଉ ତା ଭିତରୁ କେତେଟା ନମକ ହାରାମ ଆଉ ଭାଣ୍ଡ ବି ରହିବେ ....ବିଜେଡି 25 ବର୍ଷ ର ପରାଜୟ କେମିତି ଭୁଲିବ ...ଯେମିତି ତା ଅଫିସର ମାନଙ୍କୁ ବିଜେପି ଧରୁଛି ସେମିତି ବିଜେଡି କୁଜି କୁଜି ନିରୀହ ଜନ ସେବା ଆଉ ମୋ ସେବା ର ଭାଇ ମାନଙ୍କୁ ପେଟରେ ମାରୁଛି .....ଲୋକ ଯଦି ସରକାର ର କଥା କୁ ଏତେ ଭକ୍ତି ଆଉ ଶ୍ରଦ୍ଧାରେ ଶୁଣୁ ଥାନ୍ତେ ତାହାଲେ ସେ ସରକାରୀ ଡାକ୍ତରଖାନା କୁ ଯାନ୍ତେ ଆଉ ସେଠାକାର ମେଡିସିନ ଖାନ୍ତେ ... ନାକି ସକାଳୁ ସକାଳୁ private ମେଡିସିନ ଦୋକାନ ଆଉ private ଡାକ୍ତରଖାନା ରେ ଗାଣ୍ଡି ମାରାଓ ଥାନ୍ତେ ...ଲୋକ ଜାଣିଛନ୍ତି ସେଠି କି ଯିବେ ମାନେ ସ୍ୱର୍ଗଦ୍ୱାର ରେ ଗୋଟେ ଜୁଇ ବୁକ କରିବାକୁ ପଡିବ ..ଲୋକ ଯଦି ସରକାର ର କଥା କୁ ଏତେ ଭକ୍ତି ଆଉ ଶ୍ରଦ୍ଧାରେ ଶୁଣୁ ଥାନ୍ତେ ତାହାଲେ ସେ ସିଗାରେଟ ମଦ ଗୁତୁଖା ପାନ ଖଇନି ଚୁଚୁମି ଖାଉ ନଥାନ୍ତେ .......ତମେ କେତେଟା ଦଲାଲ ମିଡ଼ିଆ ମାନେ ଏମିତି ସବୁ ତୁଛା କାମ କରନ୍ତିକି ବାଳ news ଦେଖାଇଛୁ ବେକି ବାଳ news ଦେଖାଇଛୁ ବେ....ଜଣେ csc ଵାଲା କେତେ ହଇରାଣ ହେଇ କାମ କରୁଛି ଜଣା ପଡୁ ନାଇଁ ତୋତେଦିନକୁ ଗୁଟଖା ଖାଇ ଦେଉଛନ୍ତି 40-50 ଟଙ୍କା ର । ଆଉ 20-30 ଟଙ୍କା ସୁଭଦ୍ରା ଯୋଜନା ପାଇଁ ଦବାକୁ ବାଧୁଛିଛଅ ମାସକୁ ପାଞ୍ଚ ହଜାର ଦେଇ ସୁନୁପାମ୍ପୁଡ଼ି ବ୍ୟାପାର ହେଇ ପାରେ , ବାଳ ବ୍ୟାପାର ହେଇ ପାରେ , ଗୁତୁଖା ବ୍ୟାପାର ହେଇ ପାରେ , ଟଙ୍କା 27.77 ପଇସା ରେ ଡେଲି କଣ ବ୍ୟାପାର ହେଇ ପାରେ ??? ଧିକ ସେ ପରିଡା ଯିଏ ପଚାଶ ହଜାର ଦେବ କହି ସୁଭଦ୍ରା କୁ ସରାଗାତ ରେ ପଇସା ପକାଇବା ପାଇଁ ବି ଛାଡିଲା ନାହିଁ .....ବିଜେପି କୁ ଭୋଟ ଦେଇ ପଚିଶ ବର୍ଷରେ ଲାଗିଲା କିଛି କୁ - କର୍ମ ର ସଜା ମହାପ୍ରଭୁ ଜଗନ୍ନାଥ ଦେଲେ
ମୁଁ 12 ତାରିଖ ରେ ଆପ୍ଲାଏ କରିଥିଲି, ମୋ ମିଳିନି
Same
Mu bi@@rajeshbiswal143
ଏ BJP ra ଗୋଟେ ଚାଲ ରେ ବାବା।।
Aou 5 years b milibani lo
ଯିଏ ବିଜେଡି ଆଉ କଂଗ୍ରେସ ସେମାନଙ୍କର କାଟିଦେଲେ ଆଉ 😂😂😂😂
Bekar katha ama ku b milini ame BJP re vote deichu... Micha prachara karantu ni
😂😂😂 ସ୍ମାର୍ଟ ଫୋନ ଧରୁଛନ୍ତି ତାଙ୍କୁ ସୁଭଦ୍ରା ପଇସା ମିଳିବା ଦରକାର ନାହିଁ 😂😂😂
ଖୁସି ହୁଅନ୍ତୁ ଆଳୁ କିଲ 50ଟଙ୍କା ହେଇ ଗଲେ ଆଉ ଥରେ କାନ୍ଦିବେନିକି
ଖାଇବା ତେଲ କେତେ ବଢ଼ିଲା ବହୁତ ଖୁସି ହେଇଗଲ
ନାଟକ ଚଲେଇଚ କହିବ ଗୋଟିଏ କରିବ ଗୋଟିଏ କେମିତି ମୁହଦେଖେଉଛ
Maghia majhi sarkar role karuchi loka dekhania karuchi
ସବୁ ମାଗିଆ ଏଇ ରାଜନୀତିରେ
ଯେଉଁ ମାନଙ୍କର କଟିଛି ସେମାଙ୍କୁ କିଛି ଅପସନ ଦେଲେ ତୋ କିଛି କରିବେ
ସବୁ ଫର୍ମ୍ ପେଣ୍ଟିଂ ରେ ଅଛି । ନ ଦେବା ବାହାନାରେ ଏମିତି କହୁଛନ୍ତି
❤❤❤❤BHANDAMI❤❤❤❤❤❤❤❤
ଏବେଚରଣି ତତେ ମେସେଜ ଆସିବଳୀ ଏତେ କୁସି ଅନା ଆଉ ଅନ୍ୟଲୁକ କଣ ବେକାର
2000 ହଜାର ନୁହେଁ ଅଧିକ ହେଇ ଥିବ । ଏବେ ଭୋଟ ସରିଲାଣି ନା
Odisha Lokonku boka banauchi ye medam.50ru10,10ru5 au Abey000...🤫👎 BJD100 au abe BJP300 unit bijuli feri neba DP bhalo bachon deucho hooo..👌👎🤐🤔🤗👍
Sabu କଥା ଉପ ମୁଖ୍ୟମନ୍ତ୍ରୀ କହିବେ ମୁଖ୍ୟମନ୍ତ୍ରୀ କୁଆଡେ ଗଲେ
ସୁଭଦ୍ରା ଟାଟସ କେମିତି ନିଜେ ଚେକ୍ କଳେ ସୀନା କୁଟା ରିଜେଟ ସୋକସେସ ଏଇଚି
Reject list ku Declare karajau
ଖାଇଲେ ମଲ ଶୁଙ୍ଘିଲେ ଯମପୁର ଗଲ। ଏମିତି କଣ୍ଟା ଗିଳିଲେ ମଲ। କାଢ଼ିଲେ ଗଲ। ଜୟଜଗନ୍ନାଥ।
ହଁ ଆମ ମାନ ଙ୍କୁ କାଇଁ ଦେବ... ତମ ଗୋଡ଼ ହାତ ଯିଏ ମୋଡୁଥିଲ ତାକୁ ଦିଅ ଅଭଦ୍ର ମହିଳା ହଉଛି ଏଇ ପ୍ରଭାତୀ ପରିଡ଼ା..ଖାଲି ଭୋଟ ନେବ... ଗୋଟେ ପ୍ରହସନ କରି...ନିଜ ପାଖ ଲୋକ ଙ୍କୁ ଦେଲା ଆଉ ଆମେ କଣ _______କରିଥିଲୁ
ମୁଁ ତୋ bjp ପାର୍ଟି ମୋତେ ମିଳିଲାନି
@@minakshidehury3189😂😂
ବହୁତ କମ ଜଣଙ୍କୁ ମିଳିବ ସମସ୍ତଙ୍କୁ reject ବୋଲି 25ଲକ୍ଷ ଦେଇଛ ଆଉ ସବୁ reject ହେଲା ବୋଲି ଦବନି ଆମ ଗାଁ ରେ ଜଣକୁ ଵି ମିଳିନି 😊🤔
ସବୁ ତ ଭୋଟ ପାଇଁ ନାଟ,ହେଲେ ଆଉ ଥରେ ଭୋଟ ପାଇବୁ ?୧୮ ବର୍ଷରୁ ୨୦,୬୦ ରୁ ଆଗକୁ ଝିଅ ବୋହୂ ମା ମାନେ ଭୋଟ ନାଇଁ ଦେବା ତ ସେଥିପାଇଁ ସେମାନେ ଯୋଗ୍ୟ ନୁହେ,ତ ଆଗକୁ ଭୋଟ ପାଇବୁ,??????
ସବୁ ବାହାନା, ମୋ ବାଳ ସମସ୍ତେ ଠିକ୍ କଲେ ମୋ ବେଳେ ରିଜେକ୍ଟ
ଏ ଗୋଟେ ନାଟକ, ଆଉ କେହି ପାଇବେ ନାହିଁ
ଫାର୍ମରେ ତ୍ରୁଟି କିଛି ନାହିଁ12/09୨୪ ଫାର୍ମ ପକହେଲା କିନ୍ତୁ ଟଙ୍କା ଆସିଲା ନାହିଁ କାହିଁକି...?
mate milinahi
5000 ହଜାର ଦେଲେ କାଣା ହେବା 300 ୟୁନିଟ ବିଜୁଳି କାହିଁ ଗଲା 😮😮ତେଲ ଡାଲି ଗହମ ଏତାର ରେଟ କେଭେ କମ୍ବା
ଲୋକ ଜାଣିବେ କେମିତି ସେ କଥା କୁହ ଜାହାଜ କଟିଛି
ସେହି 2000 ମହିଳା ଭୋଟ ଦେଇ ନାହାନ୍ତି କି 😡
ଗରିବଲୋକ ପାଇ ନି ସରକାର ଦେଖିକିଦେଉନାହିଁ
BJP ku lifetime vote debuni
ସବୁ ଜାଲିଆତି ହଉଚି...
ବିଜେପି ସରକାର ଓଡ଼ିଶା ରେ ମାଗଣ ପଇସା ନା ଲନୁ ପଇସା ଏ କଥା ନାହାନ୍ତି ପରେ ଲନୂ କହିବେନି ତ କାହିଁକି ଏ ସରକାର ପର କା ର ଏ ଟି ସତ କହିବେ କିଛି ସମୟ ପରେ ମିଛ ପ୍ରତିଶ୍ରୁତି ଦେବେ କରଣ BJP ସରକାର ଓଡ଼ିଶା ବାସୀ କୁ ବହୁତ ମିଛ ପ୍ରମାଣିତ ଦେଉଛନ୍ତି ଏବଂ ଏ ବେ ଖୁସି ରେ ପଇସା ଦେଉ ଛନ୍ତି 5 th ଚରେ ଗଲେ ଆମକୁ ବହୁତ୍ ଖରାପ ଭାବି ଦେଖି ବେ ବା ଲ୍ୟାନୁ ପଇସା ପେରା ଇ ଦିଅ ବଳି କହିବେ ଓଡ଼ିଶା ବାସୀ ମନେ ରଖନ୍ତୁ ଆମ୍ବନି ର ରାଜ୍ୟ ହେଲା ଓଡ଼ିଶା
Rule ଥିଲା କି ଯାହାର car ଥିବ ତାକୁ ମିଳିବନି କିନ୍ତୁ 17 date ରେ ତାକୁ ମିଳିଛି ଆଉ ଆମ ମାନଙ୍କୁ ମିଳିନି ଯାହାକୁ ନ ମିଳିବା କଥା ତାକୁ ମିଳିଛି ଆମେ କଣ ଭକୁଆ ଆମେ କଣ ତତେ vote ଦେଇନଥିଲୁ ଏପଟେ ଦଉଛୁ ସେପଟେ ନେଉଛୁ
ଇଏ ତ ଏକା ମନ୍ତ୍ରୀ ହେଇଛି 😂
Reject list ସୁଭଦ୍ରା toll free number କୁ call କଲେ ମିଳୁ ନାହିଁ କାହିଁକି
ମହନା ମଝି ପୁରା ପାଗଳ
Status check option ରଖା ଯାଉ website ରେ ତା ହେଲେ ଲୋକ ଜାଣିପାରିବେ କହାର କଣ rejected or submitted successfully ହେଇଛି
Next BJP ସରକାର ବଦଳିବା ସୁନିଶ୍ଚନ୍ତ
ସବୁ କିଛି ଠିକ୍ ଅଛି ତଥାପି ମିଳୁ ନାହିଁ
17 ତାରିଖ କାହାକୁ ମିଳିଛି Like କର ❤
ଖାଇବ ଚାକିରି ର ସ୍ଥାୟୀତ୍ବ ନାହିଁ ବହୁତ ଖୁସି କି ବହୁତ .....
ସତରେ ମିଳିଛି କାଲି
କେମିତି ଜାଣିବା କଟିଗଲା ନାଁ ହଛି ବଲି
କାହାକୁ କାହାକୁ କାଲି ସୁଭଦ୍ରା ଯୋଜନା ମିଳିନି ଲାଇକ୍ କର😢
Like na bala karibu 😊😡
Tu sabu vdo re comment karuchhu ,kama dama tu karuchhu naa nahni khali mobile kenchuchhu😅😅😅
ଶ୍ରୀ sis ତମେ ପାଇଲକି
@@sipunsahoo7724 chall😏
@@kumarpravatofficial3664 Tu sabu cmnt re reply karuchhu tu bi phone kenchuchu
ସବୁ ରାସନ ଜିନିଷ ବଢେଇ ଦେଉଛନ୍ତି 😢ଆଉ ଏଥି ସୁଭଦ୍ରା ଦଉଚନ୍ତି😂 ଆମ ଠାରୁ ନେଇକି ଆମକୁ ହିଁ ଦେଉଛନ୍ତି ନା କଣ ସୁଭଦ୍ରା 😂 କିଏ କିଏ ଏ କଥା ରେ ଏକମତ ଗୋଟେ ଲାଇକ କରନ୍ତୁ ❤👍
ସେ କଣ ବାପ ର ସମ୍ପତି ଦେଇ ଭିକାରୀ ହେବେକି
Thik kahila
ଯଦି ଦେବାର ଅଛି ସମସ୍ତଙ୍କୁ ଦିଅ ନେହେଲେ ଫଳ ଓଲଟା ପାଇବା ସୁନିଶ୍ଚିତ
Tamara problem thiba na aasile se kan Karibe mara bi aasini kintu chup chap achi
😂😂
ଆବେଦନ ପୂର୍ବରୁ ଏଗୁଡା କହିବା କଥା @@sasmitadas8887
ସତ୍ କଥା
Right
ମାଗଣା ପାଉଛ ଖୁସି ଅଛ , ଦବ ସୁଦ୍ଧମୁଳ ସହ ଯଥା ତେଲ ଦର, ପରିବା ଦର ପେଟ୍ରୋଲ ଦର ବୃଦ୍ଧି ମଧ୍ୟମ ରେ ନେବେ ସରକାର
Already started
ଲାଞ୍ଚ ଦେଉଛି ମୋଦୀ, ଆଗାମୀ ନିର୍ବାଚନ ପାଇଁ। ପୁଣି ସେଇ ଟଙ୍କାକୁ ଜିଏସଟି ଲଗେଇ ଟାଣି ନେବ। ଏୟାତ ଚାଲ୍ ଆଉ
ଆରେ ଭାଇ ନେବେ କ'ଣ
ନବା ଆରମ୍ଭ ହେଇସାରିଲାଣି😂
@@dibyaranjan3454Hm Sato katha kahilo bhai 😢
Right
ଏ କଣ କହିଛି ନିଜେ ବି ବୁଝପାରୁନାହିଁ କାହିଁକି ନା କାଲି କହୁଥିଲା ଯାହାକୁ ମିଳିନି ତାଙ୍କୁ ମିଳିବ ଏବେ କହୁଚି 2000 ଲୋକ ଙ୍କ ନା କଟି ଯାଇଚି ଥିକ ଅଛି ଯାହାର rejecte ହେଇଚି ତାକୁ ଚେକ୍ କରିବା ପାଇଁ ଲିଙ୍କ ଦିଅନ୍ତୁ ତମ ମାନଙ୍କୁ ଖାଲି ଚପଲ ମାଡ଼ ଦରକାର 😊
ବିଜେପି, ଵାଲା ସବୁ ମିଛୁଆ ଟା, 25ଲକ୍ଷ 11 ଜଣ ଖାଲି ଭୋଟ ଦେଇ ଥିଲେ କୀ, ବାକି ମହିଳା କୁଆଡେ ଯିବେ, ମୁଁ ଭାବୁଛି ଆଉ ଦେବେନି ବୋଧେ, 2029 ରେ ଦେଖା ହେବ, ମୋ ବାଳ ଯୋଜନା, ଖାଲି ଲୋକଙ୍କୁ ହଇରାଣ କରୁଛ,
ଠିକ୍ କହି ଛନ୍ତି ଭାଇ
Right 👍
Thanks bro
💯💯💯👍👍👍👍👍
ମାଗଣା ଖିଆଟା କିରେ,ସରକାର ମାଗଣା ଦେଇ ଦେଇ ଓଡିଶାକୁ ଭିକ୍ଷାରୀ କରିଦେଲେ, ନବୀନ କାଳିଆ ଯୋଜନା ଦେଇକି କୃଷକ ମାନଙ୍କୁ ମଦୁଆ ସଜେଇଦେଲା, ଏବେ ସୁଭଦ୍ରା ଯୋଜନା ଦେଇକି ବିଜେପି ସରକାର ନାରୀ ମାନଙ୍କୁ ମର୍ଡେନ କରିବାକୁ ଚାହୁଁଛି..
ସେଥିପାଇଁ ମାଗଣା ଯୋଜନା ଉପରେ ନିର୍ଭର ନକରି ରାଜ୍ୟରେ ଶିଳ୍ପ, କାରଖାନା କେମିତି ହେବ ସେପ୍ରତି ଜାଗ୍ରତ ହୁଅ..
Dear madam, ଯଦି ଆପଣ ଙ୍କ ଚଉଦ ପୁରୁଷ ଙ୍କୁ ଗାଳି ରୁ ଉଦ୍ଧାର କରିବାକୁ ଚାହୁଁଥିଲେ ଯଥା ଶୀଘ୍ର ସମସ୍ତ ଙ୍କୁ poisa ଦିଅନ୍ତୁ ନୋହେଲେ ଶୁଣିବାକୁ ପ୍ରସ୍ତୁତ ରୁହନ୍ତୁ।।।
ତେଣିକି ଉପ ମୁଖ୍ୟମନ୍ତ୍ରୀ ହେଉକି ପ୍ରଧାନ ମନ୍ତ୍ରୀ କେହି ବାଦ୍ ପଡିବେ ନାହିଁ।।
Tru line
100%right 👍👍
100%right Sir 👍👍
ହଁ ଭାଇ ସୋଧ ବାଜ୍ୟ ଅଭଦ୍ର ମହିଳା.... ସବୁ pending ରେ ରଖି ନାଟକ କରୁଛି ଗୋଟେ.... ମନ ହଉଚି ୟକୁ ଜାବଡ ମାରିବାକୁ
ବିଜେଡି ଵାଲା କିରେ ତୁ, କାଳିଆ ଯୋଜନା ସମସ୍ତଙ୍କୁ ତ ମିଳୁନଥିଲା, କୁଜି ନେତା ମାନେ ଚେହେରା ଦେଖିକି ଦଉଥିଲେ,24 ବର୍ଷ ଭିତରେ ନବୀନର କିଛି ଖଣ୍ଡିଆ କରି ପାରିଲୁନି, ଏବେ ୟାଙ୍କର ଖଣ୍ଡିଆ କରିବାକୁ ଆସିଲା, ହଉ ଯଦି ଖଣ୍ଡିଆ କରିବ ତେବେ 2029 ଆସୁ ଦେଖିବା, ତାପରେ ରାହୁଲ ଖାନ ଶାସନ କରିବ, ସେ ବି ତାର ଅସଲ ରୂପ ଦେଖେଇବ..
ଶଳା ଏଠି ଲୋକ ଠିକ ନାହାନ୍ତି କୋଉ ସରକାର ଆସିଲେ ବାଳଟା ହେବ, ସମସ୍ତେ ଜାଣି ସାରିଲେଣି ଓଡ଼ିଆ ଲୋକ ମାଗଣା ଖାଇବାକୁ ବେଶୀ ପସନ୍ଦ କରୁଛନ୍ତି, ସେଥିପାଇଁ ଶିଳ୍ପ କ୍ଷେତ୍ର, କୃଷି, ଶୀତଳ ଭଣ୍ଡାର ଉପରେ ଧ୍ୟାନ ନଦେଇ ବାଳ ଯୋଜନା ସବୁ କରୁଛନ୍ତି..
BJP ଦଳ ମିଛୁଆ। ଟଙ୍କା ନଦେବା ପାଇଁ ଏସବୁ କହୁଚି। 2000 କହୁଚି କିନ୍ତୁ 500000 ମହିଳା ମାନଙ୍କୁ ଦବନି। BJP ସରକାର କୁ ବାହାର କରାଯାଉ ଵୋଲି ମୋର ଓଡ଼ିଶା ବାସୀଙ୍କୁ ଅନୁରୋଧ ଓଡ଼ିଶା ରେ ରାଷ୍ଟପତି ଶାସନ ଚାଲୁ ଜୟ ଜଗନ୍ନାଥ। ଜୟ କିଶାନ ଜୟ ଯବାନ ଜୟ ଓଡ଼ିଶା
Right
Yes
😂😂😂😂😂😂😂😂😂😂
Reject list ଯଥା ଶୀଘ୍ର ବାହାର କରାଯାଉ
Thik kahichhanti
ଠିକ୍ କହି ଛନ୍ତି ଭାଇ
Thhik kahichha vai
Right ame janiba darkar
Yes
Reject list baharu
ସରକାର ଘୋଷଣା କଲେ 15 ତାରିଖ ଭିତରେ ଯୋଉମାନେ ଆବେଦନ କରିବେ ସେଇମାନଙ୍କୁ 17 ତାରିଖ ରେ ଟଙ୍କା ଦିଆଯିବ ହେଲେ 25 ଲକ୍ଷ୍ୟ 11 ଜଣକୁ ଦେଲ କଣ ହେଲା କାଇଁଅନ୍ୟ ମାନଙ୍କୁ ଦେଲନି
ତମ କଥା ବାର୍ତା ଠିକନାହିଁ
ଆଉ କେହିବି ବିଜେପି କୁ vote ଦେବେନି ଆଗକୁ 100%
ବଡ ଖୁସି ହଉଛି କେବେ 5 ହଜାର ଜୀବନରେ ଦେଖିନି ବୋଧେ, ଯାଇକି ଦେଇଦେବ ଯୋଉଠି ଆଳୁ ପିଆଜ ତେଲ ଡାଲି ବିକ୍ରି ହଉଛି, ସବୁ ତ BJP ରେଟ କରିଦେଲାଣି ଥରେ ଦେବ ଜୀବନ ସାରା ଲୁଟିବ ଏତିକି କେହି ବୁଝି ପାରୁନାହାନ୍ତି ଧିକ ଏହିଭଳି ସ୍ତ୍ରୀ ଲୋକଙ୍କୁ
Right
Right
ଲାଞ୍ଚ ଦେଉଛି ମୋଦୀ, ଆଗାମୀ ନିର୍ବାଚନ ପାଇଁ। ପୁଣି ସେଇ ଟଙ୍କାକୁ ଜିଏସଟି ଲଗେଇ ଟାଣି ନେବ। ଏୟାତ ଚାଲ୍ ଆଉ
Right
ଏଟି ତ ସବୁ ଥିଲା ଵାଲା କୁ ମିଳିଲା ପରି ଲାଗୁଛି, ନଥିଲା ଵାଲା କୁ ଦିଅ ହେ ସରକାର!!😂😂
ଆଗରୁ ଠିକ୍ କରାଯାଇଛି କାରଣ ସାମ୍ବାଦିକ video ଦେଖେଇବା ପାଇଁ ଏଟା
ଆରେ ଭାଇ ସେଇ ଦୁଇ ହଜାର ମହିଳା ବିନା ରାସନ କାର୍ଡ ଧାରୀ ହୋଇ ଥିବେ ସେଇଟା ସରକାର ଲୋକ ଲୋଚନକୁ ନ ଆଣି କିଛି ଡ୍ରାମା ଓ ସିନେମା ଷ୍ଟୋରି ସୁଣାଉ ଛନ୍ତି
Right
୭୨ ରୁ ୧୧ କାଣା ଆଏ, ହେ ନାଟକୀୟ ଦୃଶ୍ୟ ବନ୍ଦ୍ କର ।
Business man HUSBAND , CAR maintain କରୁଥିଲେ ବି ପାଇଛନ୍ତି, ଠିକ୍ ରେ ENQUIRY ହୋଇ ନାହିଁ😢😢
ଟିକେ ଲୋକ ଲୋଚନକୁ ଆଣନ୍ତୁ ଲିଷ୍ଟ୍, ସମସ୍ତେ ଜାଣିବା ଦରକାର ,ମା କୁ ସମ୍ମାନ ଏବେ ଭଲସେ ପରିବର୍ତ୍ତନ କର😂😂😂
Thik kahicha
Jeu form reject hei6i...se mahila mane kemiti janibe...
ସୁଭଦ୍ରା ଟଙ୍କା କଟିଯାଇଥିବା ୨୦୦୦ ମହିଳାଙ୍କ ସବିଶେଷ ବିବରଣୀ ପ୍ରକାଶ କରାଗଲେ ଭଲ ହୁଅନ୍ତା !
ଯୋଉ ସୁଭଦ୍ରା ପାଇଁ ଓଡ଼ିଶା ରେ BJP ସରକାର ଆସିଥିଲା ଦିନ ଆସିବ ସେଇ ସୁଭଦ୍ରା ପାଇଁ ଓଡ଼ିଶା ରୁ ତଡା ଖାଇବ....
🙏🙏🙏🙏🙏
BJP ଭକୁଆ ବନେଇ ଦେଲା
ଯାହାର riject ହେଇଚି ସେମାନଙ୍କ ଲିଷ୍ଟ ବାହାର କର.
କହିବାର କଥା ହେଲା ଲିଷ୍ଟ ଜରିହେଉ,ସାର୍ବଜନୀନ କରାଯାଉ
Jahar ta reject hoi6i kana semane kuadu form ani ki au thare apply karibe,se subidha madhya karajiba darkar
ଗରିବମାନଙ୍କର ସୁଭଦ୍ରା ହେବା ଉଚିତ
ହଁ ତୁମେ ମାଗଣା ପାଉଛ ଆଉ ଖୁସି ହେବୁନି କେମିତି, ରସୁଣ 500,ସୋରିଷ ତେଲ 200 ରେ କିଣିଲା ବେଳେ ବି ଖୁସି ହେବ, ଜମା ମନ ଦୁଃଖ କରିବେନି ଭଉଣୀ ଆପଣ ଙ୍କର ଏମିତି ମାଗଣା ଖିଆ ଅଭ୍ୟାସ ପାଇଁ ଆମ ରାଜ୍ୟରେ ଆଜି ପ୍ରତି ପରିବାର ରେ ବେକାର ହୋଇ ପିଲା ବୁଲୁଛନ୍ତି l ସମୟ ଆସିଛି ମାଗଣା ନେବା ପରିବର୍ତ୍ତେ ଘରର ଶିକ୍ଷିତ ପୁଅଝିଅ ମାନଙ୍କୁ ଚାକିରୀ ଖଣ୍ଡେ ଦେବାକୁ ସ୍ୱର ଉତ୍ତୋଳନ କରିବାକୁ, ନହେଲେ 25ବର୍ଷ ସେମାନେ ମାଗଣା ଦେଇ ଧର୍ଷଣ, ଲୁଣ୍ଠନ, ଚୋରି, ଡକାୟତି ଯେତିକି ବଢ଼େଇଛନ୍ତି, ଏମାନେ ସେଇ ଧାରା କୁ ଆହୁରି ଆଗକୁ ନେଇଯିବେ, ବିକାଶ ର ଧାରା ବଦଳରେ....
ବେକାରୀ ସମସ୍ୟାର ସମାଧନ କରି ପିଲା ଙ୍କୁ ଗୋଟେ ଚାକିରୀ ଦେଇଥିଲେ ବୋହୁତ ଭଲ ହେଇଥାନ୍ତା
Badalare DYASS chumma. Debe
କୁଆଡେ ହଜିଗଲା ସେ ଦିନ, ଆମ ପ୍ରିୟ ମୋନମହୋନ ସଂ ପ୍ରଧାନମନ୍ତ୍ରୀ ଥିବା ସଯୟ। ଏ ଶଳା ଗୁଡାକ ଟାଉଟର,ଜୁମୁଲା ଗୁଡାକ, ଲୋକଙ୍କୁ ଖାଲି ଶୋଷଣ କରିଚାଲିଛନ୍ତି ୨୦୧୪ ଠାରୁ। ଶଳା ବେପାରୀ ଗୁଡାକ, ଦେଶକୁ ବିକ୍ରି କରି ସାରିଲେଣି
Bhai thick katha kahicha
ଲିଷ୍ଟ ବାହାର କରନ୍ତୁ | ଆମକୁ ଜଣାପଡ଼ୁ ନାହିଁ
ଆମ ଗାଁ ରେ ଯେଉ ମହିଳା ମାନେ bjp କୁ ଭୋଟ ଦେଇ ନଥିଲେ bjp ବିରୁଦ୍ଧରେ ଥିଲେ ସେହି ମହିଳା ମନକୁ ମିଳିଛି ଟଙ୍କା
Aama athi b
Vala ....
କେଉଁ କାରଣରୁ କଟିଯାଇଛି ଫର୍ମ tk ଜାଣନ୍ତୁ
ସମସ୍ଥ ପଞ୍ଚାୟତ କୁ ସୁଭଦ୍ରା ଲିଷ୍ଟ ପଠାଇ ଦିଅ କାହାର କଟିଛି କାହାର ହୋଇଛି ମହିଳା ମାନଙ୍କୁ ଜଣାଅ
Rejected form check kemiti karibu...
Reject list send karantu
😂
ଯେଉଁ ମାନଙ୍କର କଟିଛି ତାଙ୍କ ପାଇଁ ବିକଳ୍ପ କଣ ମହିଳା ମାନଙ୍କୁ ଠକ ନାହିଁ
ପଇସା ଆଉ ନାହିଁ ଆମେ ଖାଇଦେଇଚୁ କହୁନ ଭୁଲ କଣ ପାଇଁ ହେବ ବେକାର କଥା କୁହନି 😡😡😡
ସମସ୍ତ ଙ୍କୁ ସମାନ ଦୃଷ୍ଟି ରେ ଦେଖାଯାଉ
ଆରେ 2000 form rejected ହେଇଥିବା ଭିତରେ ଯଦି ଗରିବ ଆଉ ଅସହାୟ ଲୋକ ହୋଇଥିବେ ତେବେ ସରକାର ଙ୍କ ସୁବିଧା ସେଇ ଲୋକଙ୍କ ପାଖକୁ ନ ପହଞ୍ଚିଲେ କଣ ସେଇ ଗରିବ ପରିବାରରେ କାନ୍ଦିବେ... ବାଳ ଯାହା କରୁଛି ସରକାର ଯେଉଁ ମାନେ କି S.O.G Ra CRP ମାଆ ମାନଙ୍କ account କୁ ପଇସା ଗଲା କିନ୍ତୁ ଗରିବ ଲୋକଙ୍କ account କୁ ଜମା ଯାଇନି
60 ବର୍ଷ ର ବି ଭତା ପାଇବା ନାଇଁ କଉ ଥିଲେ 60 ବର୍ସ ର ଭତା ପାଇବା ମହିଳା କୁ ବି କେମିତି ସରକର ପଇସା ଛାଡିଲା
ସୁଭଦ୍ରା ଟଙ୍କା ସମସ୍ତଙ୍କୁ ମିଳିବା ଦରକାର
ଗରିବ ଲୋକ ମାନଙ୍କୁ ସୁଭଦ୍ରା ଟଙ୍କା ଦେଉ ନାହାନ୍ତି ଆଉ ସବୁ ପଇସା ଥିବା ଲୋକ ଙ୍କୁ ତୋ ପଇସା ଦେଉଛ ଆଉ କହୁଛ ରେଜେକ୍ଟ ହେଇଛି ବୋଲି ଆଉ କେତେ ଡ୍ରାମା କରିବ 😠😠 ଯଦି ତମକୁ ଟଙ୍କା ଦେବାର ଅଛି ତୋ ସମସ୍ତଙ୍କୁ ଦିଅ 😠😠 କଣ ପାଇଁ ଜନ କୁ ଦେଇ କି ଜଣ ଙ୍କୁ ଦେଉନ 😢😢
ଲଜ୍ଜ୍ୟା ନାହିଁ ଏ ମାନଙ୍କୁ ବିଜେପି 5000 ହଜାର ଦେଇ ଖାଉଟି ଜିନିଷରେ ଲୁଟୁଛି
ବାଳ ସେଇ 25lakh ସୁଭଦ୍ରା କୁ ଛାଡିକି ପରବର୍ତୀ phase କେଉଁଦିନ ଦିଆଯିବ ସେ କଥା ପଚାର ଘରେ ମାଇକିନା ମୁଣ୍ଡ ଟୀଣ କରିସାରିଲାଣି।।
ଯୋଉ ମାନ ଙ୍କ ର pending ରେ ଅଛି ସେ କୋଉ ବର୍ଷ ପୁଣି clear ହେବ କହୁନ ଆମେ କଣ ମରିଗଲା ପରେ 🤭😅
😂
ଯୋଉ ଲୋଙ୍କଙ୍କର ଏହି ଅସୁବିଧା ହେଇଚି ତାକୁ କେମଟି ରେଡ୍ଡୀ କରିବା କହିଲେଣି ତ ଖାଲି ହଇରାଣ କେମତି ହେବେ ସେ ବିଷୟରେ ହିଁ କହୁଛନ୍ତି
ଏତେ ଖୁସି ଘଇତାକୁ ଛାଡି ଆଉ କୋଉ ଟୋକା ସହ ଚାଲିଯିବ
ଗରିବ ଲୋକଙ୍କୁ ତୋ ସବୁ ସମୟରେ ଏକା ତମ ମାନଙ୍କୁ ହଇରାଣ କରିବାର ଅଛି 😠😠
ସୁଭଦ୍ରା ପାଇଁ ଆଗାମୀ ଇଲେକ୍ସନ ରେ ଉଚିତ୍ ଶିକ୍ଷା ଦିଆଯିଵ BJP କୁ
ବଢ଼ିଆ କଥା..
କିନ୍ତୁ ସମସ୍ତେ କାମ ରେ ଲଗାନ୍ତୁ ଏମିତି ସେମିତି ନୁହେଁ.
ଜୟ ଜଗନ୍ନାଥ 🙏🙏🙏
ବହୁତ ବଡ଼ ଭୁଲ ହୋଇଗଲା ବିଜେପି କୁ vote ଦେଇ
ଭଲ ଗାଣ୍ଡିମାଇଲ ସରକାର
ରିଜେକ୍ଟ ଯାହାର ହେଇଛି ସେମାନଙ୍କ ର ଲିଷ୍ଟ ଦିଆ ଯାଉ
ନରେନ୍ଦ୍ର ମୋଦି ଲୋକଙ୍କୁ ଜେରକ୍ସ ଆଉ କମ୍ପ୍ୟୁଟର କରେଇ କରେଇ କି ହଇରାଣ ହେଇ ସାରିଲା ପରେ ଲୋକେ ଆପେ ଆପେ ବୁଝିଯିବେ ଅଧେ ଲୋକ ପାଇବେ ଅଧେ ନୁହେଁ ଯେଉଁ ମାନେ ରହିଯିବେ ସେ ମାନଙ୍କୁ bank account aau adhar card thik ନାହିଁ ବୋଲି ଆଖ୍ୟା ଦିଆ ଯିବ
ମିଳିଲା ବଲି ବେଶି ଖୁସି ହୁଅନି କେବେ ଏକାଉଣ୍ଟ ରୁ କଟିଲେ ଜାଣିବା ଯେ ସେତେବେଳେ ବୁଦି ପସିବ ଯେ ସେତେବେଳେ ଏମିତି ହବ 😭😭
କାହାକୁ ମିଳିଲେ କଣ ହେବ ଆମକୁ ତସୁଭଦ୍ରାଟଙ୍କା ମିଳିଲା ନାହିଁ ଆମେ ବହୁତ ମନ ଦୁଖଃରେ ଅଛୁ
ଯିଏ ଯିଏ 2000 ଲିଷ୍ଟ ରେ ଅଛନ୍ତି,ତାଙ୍କ ଲିଷ୍ଟ ବାହାର କରାଯାଉ ok
ମୋର ପଇସା ପଡିଛି ହେଲେ ଖାତାରେ ଆସି ନାହିଁ ଖାଲି ମେସେଜ୍ ଆସିଛି ଆଉ ଖାତା ନମ୍ବର ଟା ଭୁଲ ଅଛି ସୁଭଦ୍ରା ପଇସା ପାଇଁ ଆମେ ବହୁତ ହଇରାଣ ହେଲିଣି କଲ centar କୁ କଲ କଲା ପରେ ଆମ ପାଖରେ ହେମିତି କିଛି ଅପଦେତ ନାହିଁ ବୋଲି କୁହିଲେ ମୋର village ଟା କଣ୍ଟାବାଞ୍ଜି ବଲାଙ୍ଗିର ଜିଲ୍ଲା ର ମୁଁ
ତମ କୁ କଣ ଜଣା ପଡ଼ିବ, ତମ ଘଇତା ମାନଙ୍କୁ ଜଣାପଡ଼ିବ ଘରକୁ ସଉଦା ଅନିଲାବେଲକୁ, ତେଲ କିଲେ କିଣିଲେ ୨୦ ଟଙ୍କା ବଢ଼ିଛି ।
ସବୁ ଠିକ ଥାଇ ବି ଠିକ ନାହିଁ କହୁଛନ୍ତି ଏଟା ମିଛ
ମୁଁ,୯ ତାରିଖରେ,ଆବେଦନକରିଥୀଲି,ମୋର ଆସିଲାନାହଁ
ନହେଲେ ଓଡିଶା ବାସି ତମ ପଇସାରେ ଚଳୁଥିଲେ
ପୁରୁବ ଓଡିଶା ର ମହିଳା କେତେ ଓ ପଚିମ ଓଡିଶା ର ମହିଳା କେତେ ସବୁବେଳେ ପୁରୁବ ଓଡିଶା ର ହରକାମ ପହିଳା ହେସି କିନୃ ପଚିମ ଓଡିଶା କେ ଶରକାର ଦେଖୀଵାନି
ସରକାର କୁ ପ୍ରଶ୍ନ କର ନ ହିତାଧିକାରୀ ଙ୍କୁ 50000 ଆଉ ଯେ ହିତାଧିକାରୀ ଙ୍କୁ ଚିନ୍ହଟ କରିବା ଲୋକ କୁ 15 ଟଙ୍କା
ମାନିବାକୁ ପଡିବ ଏ ବାଳ ନିଉଜ ବାଲାଙ୍କୁ ...ଶଳା ଜନ ସେବା ମୋ ସେବା କୁ ସିଲ କରୁଛ ଆଉ ଦେଖାଉଛ ...ତମ ପାଟିରେ କନ ସିଲ ମରା ହେଇଚି ପରିଡା କୁ ପଚାରୁନ କେତେ ସେ ଦଉଚି ତା ଲକର ରୁ କାଢିକି ଆଜି ଯାଏଁ ଏ କଥା ଟା ପଚାରି ପାରିଲନାହିଁ..ଧିକ ତମ ନିଉଜ ପଣିଆ ...ଶଳା ଟିକେ ପଚାର ନିଉଜ ଵାଲା ମାନେ କଲ ସେଣ୍ଟର୍ ଝିଅ ମାନେ ପଇସା ନେବେ ନା ସେମାନେ ବି ସେବା ରେ ନିଯୁକ୍ତ ଅଛନ୍ତି ଟିକେ ସଠିକ୍ ଉତ୍ତର ଦିଅନ୍ତୁ ।। ସୁଭଦ୍ରା ଭଉଣୀ ମାନେ ପଚାରୁଛନ୍ତି।। ଯଦି ଜନ ସେବା କୁ ପଇସା ଦେବା ପାଇଁ ମନା କଲେ ସରକାର ତାହେଲେ କଲ ସେଣ୍ଟର୍ ଝିଅ ମାନେ ବି ଫ୍ରି ରେ ସେବା କରିବେ ତ।।...ଯୋଉ ଜଗନ୍ନାଥ ନାଁରେ ରଥ ବୁଲିଲା ବୋଲି ବିଜେପି ଡିଂଗୁର ପିଟି ପିଟି ମିଛ କଥା କହି ଶାସନ କରୁଛି ସେ ତ ଏବେ ସୁଭଦ୍ରା ରଥ ବୁଲାଉଛି ...ପୁଣି ସେ ଜଗନ୍ନାଥଙ୍କ ସାନ ଭଉଣୀ କୁ ବାର ଦାଣ୍ଡ ଶୁଣ୍ଡି ପିଣ୍ଡା କରିବ ......ଜନ ସେବା ଆଉ ମୋ ସେବା କେତେ ପାଇବ ସେ କଥା ପରିଡା କହିବାର ନାହିଁ ହେଲେ ମାଗେଣା ନିଶା ତାକୁ ଘାରିଛି ......
ଭାଇ ଜନ ସେବା ଆଉ ମୋ ସେବା ର କଷ୍ଟ ଆଉ ଦୁଃଖ ସେ ଲୋକ ମାନେ ଦେଖୁଛନ୍ତି ..ଆଉ ତା ଭିତରୁ କେତେଟା ନମକ ହାରାମ ଆଉ ଭାଣ୍ଡ ବି ରହିବେ ....ବିଜେଡି 25 ବର୍ଷ ର ପରାଜୟ କେମିତି ଭୁଲିବ ...ଯେମିତି ତା ଅଫିସର ମାନଙ୍କୁ ବିଜେପି ଧରୁଛି ସେମିତି ବିଜେଡି କୁଜି କୁଜି ନିରୀହ ଜନ ସେବା ଆଉ ମୋ ସେବା ର ଭାଇ ମାନଙ୍କୁ ପେଟରେ ମାରୁଛି .....
ଲୋକ ଯଦି ସରକାର ର କଥା କୁ ଏତେ ଭକ୍ତି ଆଉ ଶ୍ରଦ୍ଧାରେ ଶୁଣୁ ଥାନ୍ତେ ତାହାଲେ ସେ ସରକାରୀ ଡାକ୍ତରଖାନା କୁ ଯାନ୍ତେ ଆଉ ସେଠାକାର ମେଡିସିନ ଖାନ୍ତେ ... ନାକି ସକାଳୁ ସକାଳୁ private ମେଡିସିନ ଦୋକାନ ଆଉ private ଡାକ୍ତରଖାନା ରେ ଗାଣ୍ଡି ମାରାଓ ଥାନ୍ତେ ...ଲୋକ ଜାଣିଛନ୍ତି ସେଠି କି ଯିବେ ମାନେ ସ୍ୱର୍ଗଦ୍ୱାର ରେ ଗୋଟେ ଜୁଇ ବୁକ କରିବାକୁ ପଡିବ ..
ଲୋକ ଯଦି ସରକାର ର କଥା କୁ ଏତେ ଭକ୍ତି ଆଉ ଶ୍ରଦ୍ଧାରେ ଶୁଣୁ ଥାନ୍ତେ ତାହାଲେ ସେ ସିଗାରେଟ ମଦ ଗୁତୁଖା ପାନ ଖଇନି ଚୁଚୁମି ଖାଉ ନଥାନ୍ତେ .......ତମେ କେତେଟା ଦଲାଲ ମିଡ଼ିଆ ମାନେ ଏମିତି ସବୁ ତୁଛା କାମ କରନ୍ତି
କି ବାଳ news ଦେଖାଇଛୁ ବେ
କି ବାଳ news ଦେଖାଇଛୁ ବେ....
ଜଣେ csc ଵାଲା କେତେ ହଇରାଣ ହେଇ କାମ କରୁଛି ଜଣା ପଡୁ ନାଇଁ ତୋତେ
ଦିନକୁ ଗୁଟଖା ଖାଇ ଦେଉଛନ୍ତି 40-50 ଟଙ୍କା ର । ଆଉ 20-30 ଟଙ୍କା ସୁଭଦ୍ରା ଯୋଜନା ପାଇଁ ଦବାକୁ ବାଧୁଛି
ଛଅ ମାସକୁ ପାଞ୍ଚ ହଜାର ଦେଇ ସୁନୁପାମ୍ପୁଡ଼ି ବ୍ୟାପାର ହେଇ ପାରେ , ବାଳ ବ୍ୟାପାର ହେଇ ପାରେ , ଗୁତୁଖା ବ୍ୟାପାର ହେଇ ପାରେ , ଟଙ୍କା 27.77 ପଇସା ରେ ଡେଲି କଣ ବ୍ୟାପାର ହେଇ ପାରେ ??? ଧିକ ସେ ପରିଡା ଯିଏ ପଚାଶ ହଜାର ଦେବ କହି ସୁଭଦ୍ରା କୁ ସରାଗାତ ରେ ପଇସା ପକାଇବା ପାଇଁ ବି ଛାଡିଲା ନାହିଁ .....ବିଜେପି କୁ ଭୋଟ ଦେଇ ପଚିଶ ବର୍ଷରେ ଲାଗିଲା କିଛି କୁ - କର୍ମ ର ସଜା ମହାପ୍ରଭୁ ଜଗନ୍ନାଥ ଦେଲେ
ମୁଁ 12 ତାରିଖ ରେ ଆପ୍ଲାଏ କରିଥିଲି, ମୋ ମିଳିନି
Same
Mu bi@@rajeshbiswal143
ଏ BJP ra ଗୋଟେ ଚାଲ ରେ ବାବା।।
Aou 5 years b milibani lo
ଯିଏ ବିଜେଡି ଆଉ କଂଗ୍ରେସ ସେମାନଙ୍କର କାଟିଦେଲେ ଆଉ 😂😂😂😂
Bekar katha ama ku b milini ame BJP re vote deichu... Micha prachara karantu ni
😂😂😂 ସ୍ମାର୍ଟ ଫୋନ ଧରୁଛନ୍ତି ତାଙ୍କୁ ସୁଭଦ୍ରା ପଇସା ମିଳିବା ଦରକାର ନାହିଁ 😂😂😂
ଖୁସି ହୁଅନ୍ତୁ ଆଳୁ କିଲ 50ଟଙ୍କା ହେଇ ଗଲେ ଆଉ ଥରେ କାନ୍ଦିବେନିକି
ଖାଇବା ତେଲ କେତେ ବଢ଼ିଲା ବହୁତ ଖୁସି ହେଇଗଲ
ନାଟକ ଚଲେଇଚ କହିବ ଗୋଟିଏ କରିବ ଗୋଟିଏ କେମିତି ମୁହଦେଖେଉଛ
Maghia majhi sarkar role karuchi loka dekhania karuchi
ସବୁ ମାଗିଆ ଏଇ ରାଜନୀତିରେ
ଯେଉଁ ମାନଙ୍କର କଟିଛି ସେମାଙ୍କୁ କିଛି ଅପସନ ଦେଲେ ତୋ କିଛି କରିବେ
ସବୁ ଫର୍ମ୍ ପେଣ୍ଟିଂ ରେ ଅଛି । ନ ଦେବା ବାହାନାରେ ଏମିତି କହୁଛନ୍ତି
❤❤❤❤BHANDAMI❤❤❤❤❤❤❤❤
ଏବେଚରଣି ତତେ ମେସେଜ ଆସିବଳୀ ଏତେ କୁସି ଅନା ଆଉ ଅନ୍ୟଲୁକ କଣ ବେକାର
2000 ହଜାର ନୁହେଁ ଅଧିକ ହେଇ ଥିବ । ଏବେ ଭୋଟ ସରିଲାଣି ନା
Odisha Lokonku boka banauchi ye medam.50ru10,10ru5 au Abey000...🤫👎 BJD100 au abe BJP300 unit bijuli feri neba DP bhalo bachon deucho hooo..👌👎🤐🤔🤗👍
Sabu କଥା ଉପ ମୁଖ୍ୟମନ୍ତ୍ରୀ କହିବେ ମୁଖ୍ୟମନ୍ତ୍ରୀ କୁଆଡେ ଗଲେ
ସୁଭଦ୍ରା ଟାଟସ କେମିତି ନିଜେ ଚେକ୍ କଳେ ସୀନା କୁଟା ରିଜେଟ ସୋକସେସ ଏଇଚି
Reject list ku Declare karajau
ଖାଇଲେ ମଲ ଶୁଙ୍ଘିଲେ ଯମପୁର ଗଲ। ଏମିତି କଣ୍ଟା ଗିଳିଲେ ମଲ। କାଢ଼ିଲେ ଗଲ। ଜୟଜଗନ୍ନାଥ।
ହଁ ଆମ ମାନ ଙ୍କୁ କାଇଁ ଦେବ... ତମ ଗୋଡ଼ ହାତ ଯିଏ ମୋଡୁଥିଲ ତାକୁ ଦିଅ ଅଭଦ୍ର ମହିଳା ହଉଛି ଏଇ ପ୍ରଭାତୀ ପରିଡ଼ା..ଖାଲି ଭୋଟ ନେବ... ଗୋଟେ ପ୍ରହସନ କରି...ନିଜ ପାଖ ଲୋକ ଙ୍କୁ ଦେଲା ଆଉ ଆମେ କଣ _______କରିଥିଲୁ
ମୁଁ ତୋ bjp ପାର୍ଟି ମୋତେ ମିଳିଲାନି
@@minakshidehury3189😂😂
ବହୁତ କମ ଜଣଙ୍କୁ ମିଳିବ ସମସ୍ତଙ୍କୁ reject ବୋଲି 25ଲକ୍ଷ ଦେଇଛ ଆଉ ସବୁ reject ହେଲା ବୋଲି ଦବନି ଆମ ଗାଁ ରେ ଜଣକୁ ଵି ମିଳିନି 😊🤔
ସବୁ ତ ଭୋଟ ପାଇଁ ନାଟ,ହେଲେ ଆଉ ଥରେ ଭୋଟ ପାଇବୁ ?
୧୮ ବର୍ଷରୁ ୨୦,୬୦ ରୁ ଆଗକୁ ଝିଅ ବୋହୂ ମା ମାନେ ଭୋଟ ନାଇଁ ଦେବା ତ ସେଥିପାଇଁ ସେମାନେ ଯୋଗ୍ୟ ନୁହେ,ତ ଆଗକୁ ଭୋଟ ପାଇବୁ,??????
ସବୁ ବାହାନା, ମୋ ବାଳ ସମସ୍ତେ ଠିକ୍ କଲେ ମୋ ବେଳେ ରିଜେକ୍ଟ
ଏ ଗୋଟେ ନାଟକ, ଆଉ କେହି ପାଇବେ ନାହିଁ
ଫାର୍ମରେ ତ୍ରୁଟି କିଛି ନାହିଁ
12/09୨୪ ଫାର୍ମ ପକହେଲା କିନ୍ତୁ ଟଙ୍କା ଆସିଲା ନାହିଁ କାହିଁକି...?