ସଫା ଧାନ ସୁଖା ଧାନ ଏକର ପ୍ରତି କେତେ କ୍ଵିଣ୍ଟାଲ ଧାନ ମଣ୍ଡିରେ ଦେବେ FAQ Paddy
HTML-код
- Опубликовано: 5 фев 2025
- ସଫା ଧାନ
ସୁଖା ଧାନ
ଏକର ପ୍ରତି କେତେ କ୍ଵିଣ୍ଟାଲ ଧାନ ଦେବେ
କ୍ଵିଣ୍ଟାଲ ପ୍ରତି 3100 ଟଙ୍କା ରେ ବିକ୍ରି ହେବ
FAQ
ଧାନର FAQ ମାନ କଣ ରହିଛି
Welcome To Our RUclips Channel KRUSHI SAMPADA
Misson towards Organic
Krushi Sampada RUclips Channel Is Providing Information & technology To The Poorest of The poor Farmer
Regarding Agriculture Horticulture Animal Husbandry & Fishery Sector .
Also Providing Low Cost Technology To The farmers On Integrated Pest & Disease management
Cultivation Practises Of Different Crops
High Yielding Varities Of Different Crops
Use Of organic Pesticide Fungicide & Fertilizer Ecofriendly
Increasing Production & Productivity Of Soil By Maintaining Soil Fertility
Thank you
Krushi Sampada
#krushisampada #odia #mandi
WATCH NEXT:
ଖରାଟିଆ ଧାନ ର Top 5 hybrid କିସମ
• Rabi Paddy variety ଖରା...
ଆମ୍ବ ବଉଳ ନ ଆସୁଥିବା ଗଛ ରେ ପ୍ରଚୁର ବଉଳ ଆସିବ
• ବଉଳ ଆସୁନଥିବା ଗଛ ରେ ପ୍ର...
ମୁଥା ଘାସ ସମ୍ପୂର୍ଣ ନିୟନ୍ତ୍ରଣ
• ମୁଥା ଘାସର ସମ୍ପୂର୍ଣ ନିୟ...
Super sir iam happy
Thank you
ସାର ମୁଁ ଆପଣଙ୍କ video ଦେଖି PAN ଯମୁନା ଧାନ 3ଏକର କରିଥିଲି ବହୁତ ବଢିଆ ହୋଇଛି ବିନା ରସାୟନିକ ସାର ରେ
ପ୍ରାୟ 90 କ୍ବିଣ୍ଟାଲ ଧାନ ହେଇଛି
ମୁଁ ଗୋ ମୁତ ଆଉ ଗୁଡ ପକେଇଥିଲି ଖାଲି
ଘର ର ଆର୍ଥିକ ଅବସ୍ଥା ଭଲ ନଥିବାରୁ ରାସାୟନିକ ପକେଇ ପାରିନଥିଲି
କିନ୍ତୁ ମା ଲକ୍ଷ୍ମୀ ବିଜେ କରିଗଲେ ମୋ ବିଲରେ 😭
ଆଜି ମୋତେ ବହୁତ ଖୁସି ଲାଗୁଛି ବହୁତ ବହୁତ ଧନ୍ୟବାଦ ସାର୍ 🙏🙏🙏🙏❤
24.25masiha
.re.dhanadhikheichi.akar.prati19qntaldeba.aaodhankankariba
FAQ ..
Fair ✅
Fari ❎
sir rabi sesion re nath 20 20 kale kenta hesi sir
Jay shree Ram
ଜୟ ଶ୍ରୀରାମ
Sir amara dhana baharu nanhi gacha bahot bada helani kintu dhana gote bi baharu nahi please sir help 😢😢😢
Hormone Gibberellic Acid (Nizzu) ଲିଟର ପ୍ରତି 1ml ହିସାବରେ ଅପରାହ୍ନରେ ସ୍ପ୍ରେ କରନ୍ତୁ
Sir good help
Keep watching
Sir tomato tree marijachhi kan kale heba nahi
Sir sabu dhana ta machine re amala kara jauchi dhana re ta kuta rahiba sabu safa karihabani solution kn kuhantu
ଧାନ କୁ ଉଡାନ୍ତୁ।ଧାନ ବାଡେଇବା mechine ବ୍ୟବହାର କରି
Sir ଆମର ପଡୋଶୀ ରାଜ୍ୟ ରେ 3100 ଟଙ୍କା ରେ ଧାନ କିଣା ହେଉଛି ହେଲେ ସେଠାରେ ତ FAQ ମାନ କିଛି ନାହିଁ ଚାଷୀ ସୁରୁ ଖୁରୁ ରେ ଧାନ ନେଇକି ମଣ୍ଡି ବେକ୍ରି କରୁ ଛନ୍ତି
ଧାନ ବିକ୍ରି କରି ନାହାନ୍ତି ତେବେ ଏଠାରେ ଅସୁବିଧା ହେବ ବୋଲି କାହିଁକି ଭାବୁଛନ୍ତି
ଭୂମି ହିଁନ୍ ଭାଗ ଚାଷୀ ଧାନ ବେପାରୀକୁ କେତେ ଟଙ୍କା ରେ ଦେବେ
ସାର .....ଜଳସେଚିତ 20 କ୍ଵିଣ୍ଟାଲ ଅଣଜଳସେଚିତ 17 କ୍ଵିଣ୍ଟାଲ କେବେ ଠାରୁ। ଆଗରୁ ତ ଅଣ ଜଳସେଚିତ 13 କ୍ଵିଣ୍ଟାଲ ଜଳସେଚିତ 17 କ୍ଵିଣ୍ଟାଲ ଥିଲା ...
Na fq mana chassi ra dhana heba na 3100payibe Mandi ku dhana sethu hatash heyi firibe
Thanks sir 🙏
Most welcome
❤🎉
ଜୟ କିସାନ 🚩
ଜୟ କିଶାନ
ଯେତେ ଠିକ ରେ ନେଲେବି 3100ମିଳିବ ନାହିଁ, ମାନ୍ୟନ୍ତେ ନ ଦିଅନ୍ତେ ନୀତିରେ ଚାଲିଛି
ଜୟ ଜଗନ୍ନାଥ
ଜୟ ଜଗନ୍ନାଥ
ଧାନ ଟେକ କାହିଁକି ଆସୁନାହାନ୍ତି
Analyzer machine,faq= paddy seed
Very good Video
Thanks
ଧନ୍ୟବାଦ sir,ଆପଣଙ୍କ ସବୁ ଭିଡ଼ିଓ ଚାଷୀ କୁ ପ୍ରେରଣା ଦିଅ
Thank you
Sir jahar dhana kharaf hoichi se kana kariba kouthi sel kariba
ପୁର୍ବ ରେ ଅନୋଜଳସେଚିତ ଜୋମି ପାଇଁ ୧୩ କୁଇଣ୍ଟାଲ ଓ ଜଳସେଚିତ ଜୋମି ପାଇଁ ୨୦ କ୍ୱେଣ୍ଟେଲ ୧ ଏକର ପାଇଁ ଧାର୍ଯ୍ୟ କରାଯାଇଥିଲା।
Ame 1 akor ku 35 to 44 qtl Imola heuchhi ame kn koribu
@@DibakarBarik-el1nb କେଉଁ Verity ଭାଇ
ମୁଗ ବିହନ କୋଉଠି ମିଳିବ କୁହନ୍ତୁ
ବିରାଟ ସିଖା
ଆପଣଙ୍କର ଭିଡିଓ ଦେଖିଚି ପୁର୍ବ ଭିଡିଓରେ
Block କୃଷି ଅଧିକାରୀ ଙ୍କ ସହ ଯୋଗାଯୋଗ କରନ୍ତୁ
ଭଲ ଲାଗିଲା
Sir 17Q kan satare biki pariba
ସରକାର ଙ୍କ ନିୟମ ରହିଛି
@@krushisampada ସାର ଗତବର୍ଷ ଅଣ ଜଳସେଚନ ଜମିରେ 13Q ବିକିବାର ନିୟମ ଥିଲା
Bonos Kate dinre asiba
ଶୀଘ୍ର ଆସିଯିବ
ଭିଡ଼ିଓ ଭଲ ଲାଗିଲା ସାର୍
Thanks
ଅଫ ଲାଇନ୍ ରେ କୋଉଠି ମିଳିବ
Sir jivamrut ku kete dina stock rakhipariba
ପ୍ରସ୍ତୁତ କରିବାର 7ଦିନ ମଧ୍ୟରେ ପ୍ରୟୋଗ କରନ୍ତୁ
Cutni chhatni haba FAQ manara chasi deiparibeni athara adhika katiba
Sir kharatia nuziveedu ra puskal kale kemiti heba plz reply karibe
Sir Chilli & Onion mix farming karihaba ki ?
Please Sir reply karibe ..
ପାଚିଲା ଧାନ ହଉପର ଭିଡ଼ିଓ କରନ୍ତୁ ପ୍ଲିଜ଼ sir 145 ଦିନିଆ
Sir apanankar mob no tk discription re deun yogajog Kariba lagi
Dhana ra greade dekhiki tanka miliba samasta nku 3100tanka milibani katani chharani nahi greade dekhiki miliba
ସର୍ବାଧିକ କେତେ କ୍ଵିଣ୍ଟାଲ ଧାନ 3100 ଟଙ୍କା ରେ ସରକାର୍ କିଣିବେ
Mota dhan nebeta
ହଁ ନେବେ
ଜୟ ଶ୍ରୀରାମ
ଜୟ ଶ୍ରୀରାମ
Sir,,apanaka phone number plz,,,