ରେ ନୀଳାଚଳିଆ | Re Nilachalia | Papu Pom Pom | Tukuna Stylish | Jagannath Bhajan | Rath Yatra Bhajan
HTML-код
- Опубликовано: 6 окт 2024
- #trending #viral Jagannath Bhajana ରେ ନୀଳାଚଳିଆ | Re Nilachalia | Papu Pom Pom Creations
Presenting Re Nilachalia official video version from PAPU POM POM CREATIONS. The song Re Nilachalia is singing by #Ollywood happening singer PAPU POM POM in the composition By PAPU POM POM , Lyrics penned by PAPU POM POM & audio post-production is being rendered by Smruti Studio (BBSR).
Co singer Jitendra(Jitu)
👉 Song Link :- • ରେ ନୀଳାଚଳିଆ | Re Nilac...
Audio Credit
🚩 Song : ରେ ନୀଳାଚଳିଆ | Re Nilachalia
🚩 Singer : PAPU POM POM
🚩 Lyrics : PAPU POM POM
🚩 Music : PAPU POM POM
🚩 Arrangement : JAGA JD
🚩 Rhythm : BABU DA
🚩 Dubbing : SMRUTI STUDIO
🚩Mix Mastering : SMRUTI
🚩Producer : SANGITA SATAPATHY
Video Credit
🚩 Cast : PAPU POM POM , TUKUNA STYLISH, MANOJ, ASHISH, SIPUN,
KRISHNA, MAA OLASUNI SANKIRTAN MANDALI
🚩 Director : DURLAVA PATRA
🚩 DOP : SUBHAM
🚩 Editor : ARUN KUMAR PADHY
🚩 Makeup & Costume : SUSA BHAI
🚩 Production Designer : SUMIT
🚩 Light & Camera : MAA MANGALA CINE EQUIPMENT
🚩 Post Production : CINE SHINE
🚩 Publicity Design : VOLT X GRAPHICS
🚩 Advisor : PRADIPTA SWAIN
🚩 Creative Director & Technical Head : SPECIAL SANDEEP
🚩 Blessings : JAI JAGANNATH 🙏
ଯଦି ଭିଡ଼ିଓଟି ଆପଣଙ୍କ ମନକୁ ଛୁଇଁଥାଏ ତେବେ ଭିଡ଼ିଓଟିକୁ ଲାଇକ ଓ ଶେୟାର କରନ୍ତୁ ଏବଂ କମେଣ୍ଟ କରି ଆପଣଙ୍କ ମତାମତ ଜଣାନ୍ତୁ । ଏହିପରି ସୁନ୍ଦର ସୁନ୍ଦର ଓଡ଼ିଆ ଗୀତ ଶୁଣିବା ପାଇଁ ଆମ ୟୁଟ୍ୟୁବ ଚ୍ୟାନେଲ କୁ ସବସକ୍ରାଇବ କରନ୍ତୁ ।
✽ Subscribe to PAPU POM POM CREATIONS :-
✽ Like us on Facebook :-
✽ Follow us on Instagram :-
✽ For Official Contact Call :-
🔔 Get alerts when we release any new song / video . TURN ON THE BELL ICON on the channel 🔔
LIKE | COMMENT | SHARE | SUBSCRIBE
👉 SUBSCRIBE For UNLIMITED BHABA BHAKTI RA KATHA
Odisha's No.1 Digital Media - Papu Pom Pom Creations
!!* ANTI-PIRACY WARNING *!!
This content is Copyright to Papu Pom Pom Creations. Any unauthorized reproduction, redistribution or re-upload is strictly prohibited of this material. Legal action will be taken against those who violate this copyrights material presented !!
Please do like, comments. Your comments will be very useful to us .
Please share the link in your WhatsApp groups and make reels.
#comment
#like
#share
#subscribe
#jagannath
#papupompomcreations
#newjagannathbhajan
#odiabhajana
#devotional
#devotionalsongs
#bhaktisong
#jayjagannath
#nandighosa
#bhajan
#renilachalia
#newodiabhajan
#papupompom
#tukunastylish
#bhabarabhajan
#rathyatrasong
ଜୟ ଜଗନ୍ନାଥ
Jay jagannath 🙏❤️
ଜୟ ଜଗନ୍ନାଥ ସୁନ୍ଦର୍ ଗୀତ 🙏🙏❤️❤️
ଜଗା ଉଦେଶ୍ୟ ରେ ଯେଉଁ ଶବ୍ଦ ସଂଯୋଜନା ହୋଇଛି ବହୁତ୍ ମଧୁର ।ଜାଗାରେ
Thank you papu Bhai for a wonderful music
@@PapuPoMPoMCreations jai jagannath bhai
Trend ଗୋଟେ ପଟେ ଆଉ ମୋ Idel Papu Sir ଗୋଟେ ପଟେ ❤
Lv uh Unique star & love you ❤
ଜୟ ଜଗନ୍ନାଥ ⭕‼️⭕.....🙏
ବହୁତ ସୁନ୍ଦର ହେଇଛି ❤❤❤❤ ହୃଦୟ ସ୍ପର୍ଶ...
ବହୁତ୍ ଦିନ ପରେ ଏମିତି ଏକ ପାଲା ଓ ପ୍ରବଚନ ପରି ଗୋଟିଏ ସରଳ ଓ ସୁନ୍ଦର କଥାଗୀତ ପ୍ରଭୁ ଶ୍ରୀ ଜନ୍ନାଥଙ୍କ ଉଦ୍ଦେଶ୍ୟରେ ଓଡିଶାବାସୀଙ୍କୁ ଭେଟି ଦେଇଥିବାରୁ ଆପଣଙ୍କୁ ଧନ୍ୟବାଦ ପପୁ ଭାଇ ❤❤❤
ଆଉ ଥରେ comment କଲି ପପୁ ଭାଈ,,what a Mind,,what a idiaa,, nice composition,, nice arrangement
ଏ ମିଛ ମାୟ ନାଟକ ସଂସାର ରୁ ମତେନେଇଯାଅ ମହାବାହୁ ତୁମ ମହା ବାହୁରେ ମତେ ଲୀନ କରିଦିଅ 😢🙏🚩😭😭😭😭
ଜଗତର ନାତ ଜଗନ୍ନାଥଙ୍କୁ କୋଟି କୋଟି ପ୍ରଣାମ 🙏
ରଥଯାତ୍ରା ର ଅନେକ ଶୁଭେଚ୍ଛା ଓ ଶୁଭକାମନା 🙏 ଜୟ ଜଗନ୍ନାଥ ⭕ ❗⭕🙏🙏🙏
PAPU SIR🙏🙏. Apana nkara ae sundar vajan ti. 24 hour sunibaku ichha Bahut bahut dhanyabad apana nku Jay jagannath🙏🕉️🙏🕉️🙏🕉️
Superr
ଏଇତ କେଡେ ସୁନ୍ଦର ଓଡ଼ିଆ rap.... Aau ହବନି କଣ ।
Jay Jagannath mahaprabhu... ଜଗତର ମଙ୍ଗଳ କରନ୍ତୁ😊
ଜୟ ଜଗନ୍ନାଥ 🙏 ଜୟ ଜଗନ୍ନାଥ 🙏
ଆହା ଭାଇ ବଢ଼ିଆ ହେଇଛି ❤🙏
ଜାଗା ରେ..
ଏ ଭବସାଗର ରୁ ସମସ୍ତଙ୍କୁ ଉଦ୍ଧାର କର ପ୍ରଭୁ 🙏🙏
ସୁନ୍ଦର ♥️🙏🙏🙏 ଜୟ ଜୟ ଜଗନ୍ନାଥ
ଜୟ ଶ୍ରୀ ଜଗନ୍ନାଥ
🙏ଜୟ ଜଗନ୍ନାଥ🙏
Ohoooo Beautiful Papu Bhai & Tukuna Bhai Badhia Heichi ......❤
ଭିର୍ଣ୍ଣ ଶୈଳୀରେ ଏହି ସୁନ୍ଦର ଭଜନ ଉପସ୍ଥାପନା କରିଥିବାରୁ ମୋର ପ୍ରିୟ ଗୁରୁ ଙ୍କୁ ଅଶେଷ ଅଶେଷ ଧନ୍ୟବାଦ l🙏ଜୟ ଜଗନ୍ନାଥ 🙏🙏🙏
Bahut badhia barnana karichha. Thank you
ସୁନ୍ଦର ପରିବେଷଣ ପପୁ ଭାଇ , ପ୍ରଭୁ ଜଗନ୍ନାଥ ଆପଣଙ୍କୁ ଏମିତି ଆଗକୁ ନେଇ ଯାଆନ୍ତୁ
ଭାଇ ଲେଖା ଅତି ସୁନ୍ଦର୍ ହେଇଛି 😊🎉
Thank you so much ପପୁ sir 🙏🚩 ଜଗନ୍ନାଥ ଆପଣଙ୍କୁ ସୁଖୀ ଓ ନିରୋଗ ରଖନ୍ତୁ ଆମକୁ ସବୁବେଳେ ଆପଣ ଏମିତି ହସାଉ ଥାଆନ୍ତୁ ଜୟ ଜଗନ୍ନାଥ ମହାପ୍ରଭୁ 🙏🚩
ପପୁ ଭାଇ ଜୟ ଜଗନ୍ନାଥ🙏
ଭାଇ ମାଡିଚାଲ
My fevorite TM👍👏👏🚩🚩🙏🙏 Jay jagarnath 🙏
ଜୟ ଜଗନ୍ନାଥ 🙏🙏🙏🙏Superb👌👌
ଏମିତି ସୁନ୍ଦର ସୁନ୍ଦର ଓଡ଼ିଆ ଭାଷା ଓ ସଂସ୍କୃତିକୁ ନେଇ ନୂତନ ନୂତନ ଗଢ଼ିବା ପାଇଁ ବାଟ ଦେଖାଇଛ ପପୁ ସାର୍
ବହୁତ ସୁନ୍ଦର ହେଇଛି
ଜୟ ଜଗନ୍ନାଥ ମାହା ପ୍ରଭୁ
Aamo papu bhai nka versatility ku mor salam🙏
katha gita ti khubu...sundar.....jay jagannath....mahaprabhu......🙏
Amazing.
.............❤❤❤JAY JAGANATH 🙏🙏🙏🙏🙏🙏🙏
Amiti video agaku ahuri asiba boli asa karu6u ❤❤❤❤
Bahut badhia rachanna atyanta shruti madhura bhabarasa re paripurna# jay jagannath ❤🙏🙏
Jai jagannath
ଅତି ସୁନ୍ଦର । ଅତ୍ୟନ୍ତ ଗଭୀର ଅର୍ଥ ଏବଂ ଭାବ ଥିବା ହୃଦୟସ୍ପର୍ଶୀ ଭଜନ।❤️👏👏👏ଜୟ ଜଗନ୍ନାଥ ସ୍ବାମୀ 🙏
ବହୁତ ସୁନ୍ଦର ଜୟ ଜଗନ୍ନାଥ 🙏🙏🙏
Hare Krishna hare Krishna Krishna Krishna hare hare
Papu uncle and tukuna Bhai thanks 👍 very nice song ta creat karicha again thanks ❤
Bahut sundar❤❤❤❤❤
ଜଗାରେ...........❤❤❤❤❤❤
ପବିତ୍ର ଘୋଷଯାତ୍ରା ଅବସରରେ ଆପଣ ମାନଙ୍କୁ ହାର୍ଦ୍ଧିକ ଅଭିନନ୍ଦନ ଓ ଶୁଭକାମନା ଜଣାଉଛି 🙏🙏🙏
ସୁନ୍ଦର ହେଇଛି ଗୀତ ଟି ଭାରି... 🙏
ଖୁବ ସୁନ୍ଦର ସୃଜନୀ ପପୁ ଭାଇ... 🙏🏻ଏ ସାନ ଭାଇ ରେ ଛୋଟ ଅନୁରୋଧ ଦୟାକରି ଅଶ୍ଳୀଳ ଆଧୁନିକ ଗୀତ ରଚନା ଛାଡି ଏମିତି ସୁନ୍ଦର ସୁନ୍ଦର ଭାବ ଭଜନ ରଚନା କରନ୍ତୁ... ଜୟ ଜଗନ୍ନାଥ 🙏🏻
Jay balabhadra🙏
Jay maa subhadra🙏
Jay Jagannath🙏
Jay maa laxmi🙏
ପପୁ ଭାଇ ଆପଣଙ୍କୁ ମୋ ହୃଦୟରୁ ବହୁତ ବହୁତ ଧନ୍ୟବାଦ ❤❤❤ ଜୟ ଜଗନ୍ନାଥ ❤❤❤
Pravu🙏❣️
Jay Jagannath 🙌🙏🙏🙏🙌
ODIA RAP SONG✔️
ODIA BHAJAN✔️
JAGANATH KATHA✔️
JAGANATH MAHIMA✔️
ODIA JAGANATH SONG ✔️
Jay Jagannath 🙏😊
Jay jagannath ❤❤
Bhai Really So Nice Song ❤❤🙏🙏🙏
Jay Jagannath Swami ❤️❤️❤️🙏🙏🙏
ଓ ବିୟୁଟି ଫୁଲ୍ ମାଡିଚାଲ 🙏🏻🙏🏻🙏🏻🙏🏻
🎉🎉
Super
Superb Jay Jagannath
ବହୁତ ସୁନ୍ଦର
🚩👏jay Shree jagannath 👏🚩 Om namah bhagawaty bashudevay namah 👏🚩
Bahut badhia hei6i sir❤
Supar bhajana
Jay jagannath.. gr8 to see papu hai & tukuna bhai with this ouspicious occasion of our biggest yatra,rathyatra..
ଜୟ ଜଗନ୍ନାଥ ⭕‼️⭕🙏
Jay Jagannath 🙏🙏
Wowww❤
ନୁଆଁ ସ୍ବାଦର ଗୀତ ା ବହୁତ ସୁନ୍ଦର ାଏତେ ଦିନପରେ ଗୋଟିଏ ନୁଆଁ ପ୍ରକାର ଗୀତ ଶୁଣିବାକୁ ମିଳିଲା ା ବାଃ ପପୁ ଭାଇ ଆପଣ ଯେତେବେଳେ ବି ଆସନ୍ତି ନୁଆଁ ସ୍ବାଦ ଚଖେଇ ଦିଅନ୍ତି ା
ଅତ୍ୟନ୍ତ ହୃଦୟସ୍ପର୍ଶୀ, ଜୟ ଶ୍ରୀ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବ ତୁମେ🙏🙏🙏🙏🙏❤️❤️❤️❤️❤️🙏❤️🙏❤️🙏❤️
Kn lekha hoichi re bhai au ta sah presentation great 👍
Jay jagannath
Beautiful with Heart touching Lyrics ❤
Ati sundar nutan prayash super 🙏jay shree jagannath 🙏
Jay jagannath🙏
ଜୟ ଜଗନ୍ନାଥ 🙏🙏🙏 ଭଲ ସଙ୍ଗୀତ ହୋଇଛି🎉
papu bhai ama 1 no. singer.
Jay Jagannath 🙏🏻 Superb song
ପପୁ ଭାଈ,,ତୁମକୁ ସାଲ୍ୟୁଟ୍,,ଓଡିଆ କଳାକାରଙ୍କ ପାଇଁ ତୁମେ ଗର୍ବ ଆଉ ଗୋୖରବ
This is talent...pappu bhai❤
Right..se hin mancha gadhichi au se mancha re ame samaste kalakar.
Se eka projojaka,nirdesaka..jay jagannath❤🙏ai dunia ta moho maya..au kichhi nuhe..
ପପୁ ଭାଇ ତୁମକୁ ସାଲୁଟ 🙏🙏🙏🙏 କି ଟ୍ୟାଲେଣ୍ଟେ ତମର ଓଡିଶା ର ଗର୍ବ ତମେ କହିବାକୁ ଶବ୍ଦ ପାଉନି ,,
ରାମ୍ପ ଶୁଣି ମୁଁ ପୁରା ଫିଦା ତୁମଉପରେ I LOVE U MY HIRO PAPU PAM PAM❤❤❤❤❤❤
Exillent work by papu bhai
Bahut sundar song sir..jay jagannath🙏❤
Jaga❤🙏
🙏🙏🙏
Hrudaya ku lagila bhali lekha heichi
ଜୟ ଜଗନ୍ନାଥ ନୁଆ କଥା ଭଲ ଲାଗୁଛି।
Jay Jagannath mst laguchi 🥰
ଜୟ ଜଗନ୍ନାଥ
ବହୁତ ବଢିଆ ହେଇଛି ଗୀତ
Jaya jaganmath
ସମସ୍ତ ଙ୍କୁ ପବିତ୍ର ଗୁଣ୍ଡିଚା ରଥଯାତ୍ରା ଉପଲକ୍ଷେ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା 🙏 ଜୟ ଜଗନ୍ନାଥ ⭕ ❗ ⭕ପ୍ରଭୃ ଜଗନ୍ନାଥ ସମସ୍ତ ଙ୍କୁ ଆଶୀର୍ବାଦ ପ୍ରଦାନ କରନ୍ତୁ 🙏🙏🙏🙏🙏🙏🙏
what a song papu bhai osm really heart touching and beautiful song❤❤❤❤❤❤jay jagannath🙏🙏🙏🙏🙏
Jaga re
ଜୟ ଶ୍ରୀ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବ ତୁମେ।
Sir your emotion, my emotion have a connection to one person.
Jai jagannath
Jay Jagannath ❤🥺🙌
Bahut badhia
PABITRA GHOSHA YATRA UPALAKHYE SUNDAR UPAHAAR🙏🙏🙏🙏🙏❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️
♥️♥️♥️
ହରିବୋଲ 🥰🙏🏻❤️🙏🏻🙏🏻❤️🙏🏻
Papu pam pam should be posted as promoter of odisha tradition & cultures, folklore❤❤❤❤.
ଜୟ ଜୟ ଜଗନ୍ନାଥ, ଜୟ ଜୟ ଜଗନ୍ନାଥ ,ଜୟ ଜୟ ଜଗନ୍ନାଥ ,କାଳିଆ ସାଆନ୍ତଙ୍କ ଚରଣାବିନ୍ଦ ଯୁଗଳରେ କୋଟି କୋଟି ଦଣ୍ଡବତ ପ୍ରଣାମ ମଣିମା ଅନନ୍ତ କୋଟି ଦଣ୍ଡବତ ପ୍ରଣାମ ।।
ଜନଙ୍କୁ ବିଷ୍ଣୁପ୍ରାୟ ମଣେ
ନମଇଁ ତାହାଙ୍କ ଚରଣେ
ତୁଣ୍ଡେ ବୋଲଇ ହରି ହରି
ଓ ଜଗନ୍ନାଥ ଦୈଇତାରି ଓ ଜଗନ୍ନାଥ ଦୈଇତାରି ।।🙏🙏💞💞♥️💚💛💙💛🖤🙏🙏 ଶୁଭ ସକାଳ ପପୁ ଭାଈ 🌞🌞🌞🌞🌞
Ati Uttam
God bless you ପପୁ ଭାଇ
⭕❗⭕ Jay jagannath 🙏
ଲାଈକ୍ ଚିହ୍ନ ଗୋଟେ ଅଛି,,ଆଉ ଲାଈକ୍ କରିବାକୁ ଈଛା ହଉଛି,, କ'ଣ କରିବି ପପୁ ଭାଈ
ଅତି ସୁନ୍ଦର ସମସ୍ତଙ୍କ ଅଭିନୟ ଚମତ୍କାର ❤️ଜୟ ଜଗନ୍ନାଥ 🙏🙏🙏