ବିଜେପି ସଭାରେ ପାଣ୍ଡିଆନ୍ BJP in Odisha is still suffering the Pandian fever

Поделиться
HTML-код
  • Опубликовано: 28 сен 2024
  • BJP in Odisha is still suffering the Pandian fever and their leaders are still making it a point to bring the Pandian issue to hide their failure.
    #odisha #bjdodisha #bjpodisha #pandian

Комментарии • 420

  • @sudhirpadhan1097
    @sudhirpadhan1097 3 дня назад +32

    ଜୁମଲା କଥା ଶୁଣିବାକୁ ଆଉ ଲୋକ ଆସିବେନି. ବହୁତ ଠକି ସାରିଲଣି.

  • @AjayakumarSingh-zr7jb
    @AjayakumarSingh-zr7jb 3 дня назад +32

    ଇଏ ଇଭିଏମ ର ଖେଳ କରି ଯିତିଛନ

  • @SMILAN_143
    @SMILAN_143 3 дня назад +17

    ପାଣ୍ଡିଆନ ଛାଇ ଦେଖିଲେ ବିଜେପି ଛାନିଆ କିଛି ତ ଅଛି 😂😂😂😂😂😂

  • @AjayakumarSingh-zr7jb
    @AjayakumarSingh-zr7jb 3 дня назад +25

    ଇଏ ଇଭିଏମ ର ଖେଳ କରି ଯିତିଛନ

  • @sadanandasahoo3707
    @sadanandasahoo3707 3 дня назад +10

    ପାଣ୍ଡିୟାନ ପାଣ୍ଡିୟାନ ହୋଇ ୫, ବର୍ଷ କାଟିଦେବେ।‌ ଅଭିଯୋଗ ଏକ ଅସ୍ତ୍ର। ଅଭିଯୋଗ ରେ ଯେତିକି ସମୟ ନଷ୍ଟ କରୁଛନ୍ତି, ବିକାଶ ପାଇଁ ସେତିକି ସମୟ ଦେଲେ, ଲୋକଙ୍କ ର କିଛି ଉପକାର ହୁଅନ୍ତା

  • @amulyajena6027
    @amulyajena6027 3 дня назад +15

    ବିଜେପି ନେତା ପାଗଳ 😭😭😭😭

  • @rajibkumar688
    @rajibkumar688 3 дня назад +15

    ଆଜ୍ଞା evm ରେ ଖେଳ କରି ଜିତିଲେ ଏହିପରି ଅବସ୍ଥା ହୁଏ। ଆଉ କଣ କରିବେ କାହା ଉପରେ ତ ଦୋଷ ଲଦିବେ।

  • @RabisingGond-sj7eh
    @RabisingGond-sj7eh 3 дня назад +19

    ଘରେ ଘରେ ବି କେ ଫାଣ୍ଡିଆନ ଅଛନ୍ତି ତାଙ୍କର ଫଟୋ କୁ ପୁଜା ପାଉଛନ୍ତି ସମସ୍ତ ଗରିବ ଲୋକ ଫାଣ୍ଡିଆନ କୁ କଜୁ ଛନ୍ତି ଯାହା କହୁଥିଲେ ତାହା କରୁଥିଲେ ଏବଂ ଦେଉଥିଲେ ଏବେର ସରକାର ପୁରୀ ର ସୁନା ବିକ୍ରି କରି ରାଜ୍ୟ ଛଲାଇଵି ବଲି ଯୋଜନା ଚାଲିଥିଲା ଏତି ପାଇଁ ଆଗରେ ରତ୍ନ ବଣ୍ଡାର କଲିଥିଲେ କିନ୍ତୁ ଧରାପଡିଲେ ଏବେ ଚିନ୍ତା ରେ ମୋହନ ମାଝି ଯାହା ହେଉ ମାନିଲେ ମୁଁ ହେଲେ ଚପଲ ଫିଦ୍ଧାଈ ଓଡ଼ିଶାରେ ବୁଲିଥାନ୍ତି

  • @DeepakKumar-lv4li
    @DeepakKumar-lv4li 3 дня назад +12

    ସଙ୍ଗଠକ ଠିକ୍ ଥିଲେ ସଙ୍ଗଠନ ଠିକ୍ ରହିବ ସଙ୍ଗଠକ ଠିକ୍ ନାହିଁ ସଙ୍ଗଠନ କୋଉଠୁ ଆସିବ ବିଜେପି ସଭା ସମିତି କଲେ ଲୋକ କୋଉଠୁ ଆସିବେ କୁହନ୍ତୁ ଆପଣମାନେ ଚେୟାର ଖାଲି ପଡିବ ହିଁ ପଡିବ

  • @drgoutambiswal6717
    @drgoutambiswal6717 3 дня назад +14

    ବିଜେପି ଦଳ ନେତା ଙ୍କ ନିଜର ନିଜସ୍ଵ ବୁଦ୍ଧି ନାହିଁ କେବଳ ଭାଷଣ ଦେଇ ଲୋକବଳକୁ ନିଜ ସପକ୍ଷରେ ଜନମତ ସୃଷ୍ଟି କରିବା ହିଁ ଜାଣନ୍ତି

  • @BiswanathDash-bbsr
    @BiswanathDash-bbsr 3 дня назад +7

    Sir ରୁବେନ ବାନାର୍ଜୀ ହଠାତ କୋଉଠୁ ଆସି 6 ମାସ ହେଲା ଖାଲି ଓଡ଼ିଆ ଅସ୍ମିତା ଆଉ ପାଣ୍ଡିଆନ ବୋଲି ଭଜନ କରୁଛି ଆଉ ଟିଭି ଵାଲା ତାକୁ ଦେଖାଉ ଛନ୍ତି

  • @narayanpradhan2325
    @narayanpradhan2325 3 дня назад +12

    v k pandian is a good man. All fears about the public image of pandian. but he will remain the same in future odisha. He has done good for odisha no doubt

  • @PradiptaAcharya-s4l
    @PradiptaAcharya-s4l 3 дня назад +7

    V K Pandian nama japi japi emananka samaya chalijiba,kichhi development work kariparibeni

  • @shivdutt3558
    @shivdutt3558 3 дня назад +15

    BJP kaama re nuha bada bada Bhasanare vikas kare....Jaita ki BJD sarkar kebe karu naa thila .....Sei thi payin aji bhi BJD haari ki bhi Odisha loka kan hrudaya re acchi.....Miss U Naveen sir😢

  • @Ajohn-zy5yr
    @Ajohn-zy5yr 3 дня назад +6

    Pandian ନାଁ ନେଇ ତ ସରକାରକୁ ଆସିଲେ, ଏତେ ଜଲଦି କେମିତି ଭୁଲିଯିବେ 😂😂😂

  • @Ambassador_Christ
    @Ambassador_Christ 3 дня назад +4

    Sir, ବିଜେପି ଶାସନ କୁ ଆସିଛନ୍ତି ବୋଲି ବିଶ୍ୱାସ କରୁନାହାନ୍ତି. ବିଜେପି ର ସାଂସଦ ଆଉ ବିଧାୟକ ମାନେ mature ହେଇନାହାନ୍ତି ତାଙ୍କ କଥା ଏତେ ଶସ୍ତା କଣ ପାଇଁ 😡. ବିଜେପି ପାଣ୍ଡିଆନ କୁ ଭୁଲିପାରିବେନି କେବେ ବି 😂😂

  • @dulamanidharua-ub5jr
    @dulamanidharua-ub5jr 3 дня назад +16

    ଛାଣହୋ ତୁମର ଠଗୁଆଭାଷଣକେ କିଏଶୁନିଜିବା ଜିତୀଛଜେ ବଡ୍ଏ

  • @userskmohanty87
    @userskmohanty87 3 дня назад +11

    😂😂😂😂😂😂 BJP hatao desh bachao

  • @madanmohandas534
    @madanmohandas534 3 дня назад +4

    ଜାହା। ପୁଅକୁ।ସାପକାମୁଡେ।ତାମାଆ।ପାଳ।ଦଉଡି।ଦେଖୀଲେ।ଡର

  • @bidyutranjanpradhan652
    @bidyutranjanpradhan652 3 дня назад +25

    ଓଡ଼ିଶା ବିଜେପି ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ର ଙ୍କ ଜାଗାରେ ପାଣ୍ଡ୍ୟାନ୍ ଙ୍କୁ ପୂଜା କରିବା ଉଚିତ ; କାରଣ ପାଣ୍ଡ୍ୟାନ ଙ୍କ ଦୟାରୁ ଓଡ଼ିଶା ରେ ବିଜେପି ଏତେ ସଂଖ୍ୟାରେ ସିଟ୍ ପାଇଛି !!!

  • @bikashpanda1555
    @bikashpanda1555 3 дня назад +4

    V K Pandian ra nama ku dhari odia asmita ra dindima piti Bjp sasana gadi aktiar karichhi.. Sethipain pandian ra name dharile puni vote miliba boli bhabuchhanti..

  • @SidharthPrasadDas
    @SidharthPrasadDas 3 дня назад +5

    ଏ ବିକଳ ଚିତ୍ର ଦେଖି ହସ ଲାଗୁଚି,ସେ ପା ପାଳ ଦଉଡି କି ଦେଖି ସାପ ସାପ ହୋଇ ଡେଇଁ ଡେଇଁ ଗୋଡ଼ ହାଟ ଛିଣ୍ଡିଯିବ ଆହୁରି, ସେ ପଣ୍ଡିଆନ ନା ର ମାଳି 108 ବିଜେପି ଦଳ ଜପୁଚି ସବୁ ଦିନ, ପାଣ୍ଡିଆନ ନା ଜପି ଜପି ବିଜେପି ପ୍ରଭାବ ଶାଳୀ କରିଛି, ନିର୍ଲଜ ଦଳ ନିଜ ଅପାରଗ କୁ ଘୋଡେଇବାକୁ ଯାଇ ଏ ଯାତ୍ରା

  • @jagannathsethi8557
    @jagannathsethi8557 3 дня назад +5

    ପାଣ୍ଡିଆଙ୍କୁ ଏ ମାନେ ରାତିରେ ସ୍ୱପ୍ନରେ ଦେଖି ଦିନରେ ବିଳିବିଲେଉଛନ୍ତି

  • @srisai2566
    @srisai2566 3 дня назад +6

    Sir emane thare pandian na ku use kariki sarkar ku asigale tenu kari semane bhabuchanti aau thare pandian againest re munha kholiki sadharana janata nka emotion aau support ku karayat karibe ,nijara pariba paniya upare bharasha nahi kintu se bhabuchanti ki pandian na re ame kichhi paijibu.Ajab raja neta aau ajab rajaniti.BJP bala ebebi odisha lokanku bhakua bhabuchanti.thare bhul hue bar bar hueni.😅😅😅😅

  • @sudhansusekhardash9010
    @sudhansusekhardash9010 3 дня назад +6

    ମୋହନ ବାବୁ ଙ୍କ ଭାଷଣ ଶୁଣିଲେ ହସ ଲାଗୁଛି।

  • @JuguMajhi-oq1vg
    @JuguMajhi-oq1vg 3 дня назад +4

    ଭୋଟ ଜାଲି ଆତିକରି ଜିତିଛି ବିଜେପି

  • @ManashMohapatra-g4p
    @ManashMohapatra-g4p 3 дня назад +4

    Pandiyan Babu ka na sunilee bjp neta Kara gandi faruchii amene bjp jhumla neta pandiyan he amanaku thik karuthilaaa

  • @Ambassador_Christ
    @Ambassador_Christ 3 дня назад +3

    Sir, ବିଜେପି ଶାସନ କୁ ଆସିଛନ୍ତି ବୋଲି ବିଶ୍ୱାସ କରୁନାହାନ୍ତି. ବିଜେପି ର ସାଂସଦ ଆଉ ବିଧାୟକ ମାନେ mature ହେଇନାହାନ୍ତି ତାଙ୍କ କଥା ଏତେ ଶସ୍ତା କଣ ପାଇଁ 😡. ବିଜେପି ପାଣ୍ଡିଆନ କୁ ଭୁଲିପାରିବେନି କେବେ ବି 😂😂

  • @ranjitkumarram9040
    @ranjitkumarram9040 3 дня назад +5

    Sabu maa mausi subhadra tanka pain post office pakhare line re fasi chanti, kia achi je jibe,

  • @revdukerajmuniofficial1050
    @revdukerajmuniofficial1050 3 дня назад +12

    pandian Bina to bjp ro rajaniti nhi

  • @DhreetiE
    @DhreetiE 2 дня назад +5

    ଲୋକେ ଭୋଟ ଦେଇନାହାନ୍ତି । EVM ସାହାଯ୍ୟ ରେ ଭୋଟ ପାଇଛି ।😂😂😂

  • @anantarout1990
    @anantarout1990 3 дня назад +5

    ରାଣ୍ଡୁଆ ବିଜେପି ଓଡିଶାକୁ ବୁଡେଇଦେଲେ.. ଦରଦାମ ଆକାଶଛୁଆଁ... ଗରିବ ମଲେଣି... ପାଣ୍ଡିଆନ GREAT PERSONALITY.... ପାଣ୍ଡିଆନ ଓଡ଼ିଶାର ବିଶ୍ୱକର୍ମା.... ତୁମେ ବିଜେପି ମାଗିହେ ଭାଡୁଆ .... ଓଡିଶାକୁ BUDEIDELE

  • @pravashmishra1178
    @pravashmishra1178 3 дня назад +3

    ଆଗକୁ ଦେଖ କେମିତି ଗଣତାନ୍ତ୍ରିକ ପଥର ମାଡ଼ ଖାଉଛନ୍ତି ବିଜେପି ଆ ଓଡ଼ିଶା ସାରା

  • @CreationOdia1234
    @CreationOdia1234 3 дня назад +4

    ଲୋକ ମାନଙ୍କ ପାଇଁ କିଛି କରିଲେ ଲୋକ ତୁମ କାର୍ଯ୍ୟକ୍ରମ କୁ ଆସିଥାନ୍ତେ କିନ୍ତୁ BJP ଲୋକ ଙ୍କୁ ଠକିଛି ଭତା ଟଙ୍କା ଦେବାରେ ଠକିଛି , ସୁଭଦ୍ରା ଯୋଜନା ରେ ଠକିଛି ସବୁଥିରେ ଠକିଛି ଲୋକ ଜାଣି ଗଲେ BJP ଠକ ସରକାର କହୁଛି ଗୋଟେ କରୁଛି ଗୋଟେ ସେଥିପାଇଁ BJP ସଭା କୁ ଲୋକ ଯାଉନାହାନ୍ତି ଲୋକ ଯାହା କରିଛନ୍ତି ଠିକ୍ କରିଛନ୍ତି ଯେତେ ଦିନ ଯାଏ ଲୋକ ଙ୍କୁ ଠକିବ ସେତେ ଦିନ ଯାଏ ତୁମ ସଭା କୁ କେହି ଯିବେନି

  • @brscreationofficial1733
    @brscreationofficial1733 3 дня назад +8

    ଏମାନେ ଏଵେ ବି ଭାବୁଛନ୍ତି ଯେ ଏମାନେ ବିରୋଧୀ ଦଳ ଭାବେ ଅଛନ୍ତି ବୋଲି 😂

  • @kalingaranjan2074
    @kalingaranjan2074 3 дня назад +6

    ଅନୁମାନ କରାଯାଇପାରେ , ବିଜେପି ନିଜର ନିମ୍ନ ମାନର ରାଜନୀତି କରୁଛି ଏବଂ କେବଳ ଗୋଟିଏ ସୁବିଧାବାଦୀ ଭଳି ଆଚରଣ କରୁଛି |

  • @jadunathmarandi779
    @jadunathmarandi779 3 дня назад +8

    ଏ situation ଦେଖି ଜଣା ପଡୁଛି ଯେ, ଇଏ ହେଉଛି EVM ର ଖେଳ ।

  • @prasantabehera422
    @prasantabehera422 3 дня назад +4

    Sir, emane sabu gote hau hau heijaichhanti au. Esabu kou angle ru mp laguchhanti ? Apathua au ayogya koutikara.

  • @brajasundarsahoo1590
    @brajasundarsahoo1590 3 дня назад +6

    ନବୀନ ବାବୁ ଏବଂ pandian ବାବୁଙ୍କ ବିନା BJP ସରକାର ଚାଲି ପାରିବ ନାହିଁ l

  • @srisai2566
    @srisai2566 3 дня назад +7

    Janapaduchi EVM karshadi heba katha bilkul sata katha.

  • @sarojpadhy216
    @sarojpadhy216 3 дня назад +6

    Evm pani. Jitigale. Sala. Sata janm re jiti paribeni

  • @hardworkneverdies5679
    @hardworkneverdies5679 3 дня назад +5

    Pandian ra comparable amane nuhanti

  • @bababanagadi1133
    @bababanagadi1133 3 дня назад +7

    bjp bala ଙ୍କୁ କରନା ହେଇଛି

  • @ManashMohapatra-g4p
    @ManashMohapatra-g4p 3 дня назад +4

    Jhumla baji neta ku pandiyan ra bhuta gharechii

  • @manishapattanayak2152
    @manishapattanayak2152 3 дня назад +4

    Sir ସେଇ ମାତାଲି ,ଗଞ୍ଜେଇ ଖିଆ ପଚାମୁହଁ
    ପ୍ରଦୀପ ପୁରୋହିତ କୁକୁର ଭାବି ଥିଲା ଆସି
    ଲୋକଙ୍କୁ ବଡ ବଡ଼ ମିଛ କଥା କହି ବାହାଦୂରୀ ଗପ ମାରିବ😂 ହେଲେ କେତେ ସ୍ବପ୍ନ ଦେଖିଥିଲା ବାହାଦୂରୀ କଥା କହି ଲୋକଙ୍କ ସାମ୍ନାରେ ନିଜକୁ ଜଣେ PM
    ଭଳି ଚିତ୍ରଣ କରି ଗପିବା ପାଇଁ ଲୋକଙ୍କ
    ପାଖରେ ଦେଖେଇ ହେବ😂 ହେଲେ ଲୋକ
    କେହି ଆସିଲେ ନାହିଁ ବିଚରା ହାଣ୍ଡିଆ ମନ୍ତ୍ରୀ
    ଆଉ ସାଂସଦ ହାଣ୍ଡିଆ ସହିତ ଗଞ୍ଜେଇ ନିଶାରେ ପୁରା ଉବୁ ଟୁବୁ ହେଲେ ଲୋକ
    କେହି ଆସିଲେ ନାହିଁ ଏମାନଙ୍କ ଝୁମ୍ଲା ଭାଷଣ
    ଶୁଣିବା ପାଇଁ😂 ହେଲେ ଏତେ ଲୋକ ହଶା
    ଆଉ ଲୋକ ଲଜ୍ୟା ହେଇଗଲେ ଲୋକ ସଭାକୁ କେହି ଆସିଲେ ନାହିଁ ଛି ଛି ଛି ଛି ଛି
    କି ଲଜ୍ୟା ଲଜ୍ୟା ଲଜ୍ୟା ଲଜ୍ୟା ଛି ଛି ଛି
    ପୁରୋହିତ କୁ ଛି ଛି ଛି ଛି ତାକୁ ଛେପ ପକେଇବାକୁ ବି କେହି ଲୋକ ଆସିଲେ ନାହିଁ
    କେତେ ଘୃଣା କରୁଛନ୍ତି ଲୋକ ବିଜେପି କୁ
    ସେମାନେ ବୁଝି ପାରୁଛନ୍ତି ହେଲେ ଲୋକ ଲଜ୍ୟା କୁ ବଞ୍ଚିବା ପାଇଁ ପାଣ୍ଡିଆନ Sir ଙ୍କ
    ନାମ ନେଇ ଖସି ଯିବାକୁ ବସିଛନ୍ତି ହେଲେ
    ଲୋକ ଠିକ ସେମାନଙ୍କୁ ଚିହ୍ନି ସାରିଛନ୍ତି ସେମାନଙ୍କ ମିଛୁଆ ,ରାଧୁଆ ଗପ ଆଉ କେହି
    ଶୁଣିବେ ନାହିଁ ଏହା ସତ କଥା ସେଇଥି ପାଇଁ
    ସଭା ସ୍ଥଳ ପୁରା ଫାଙ୍କା😂
    ଆଉ ଅନୁଗୁଳ ରେ କନକ ବର୍ଦ୍ଧନ ବଳଭଦ୍ର
    ଉପ ମୁଖ୍ୟମନ୍ତ୍ରୀ ସଭା ବି ପୁରା ଫାଙ୍କା 😂
    ଆଉ ପ୍ରଧାନ ମନ୍ତ୍ରୀ ର ସଭା ବି ଅଧା ଫାଙ୍କା😂 ଛି ଛି ଛି ଛି ଛି ଛି କି ଲଜ୍ୟା ଲଜ୍ୟା ଲଜ୍ୟା ଲଜ୍ୟା ଲଜ୍ୟା ଲଜ୍ୟା 😂
    ସେମାନଙ୍କୁ ଲୋକ ଭୋଟ ଦେଇ ଥିଲେ ସିନା
    ଲୋକ ତାଙ୍କ ଭାଷଣ ଶୁଣିବାକୁ ଯାଇଥାନ୍ତେ👍 ହେଲେ ସେମାନେ EVM ଘୋଟାଲା
    ଆଉ ଭୋଟ ଘୋଟାଲା କରି ଜିତିଛନ୍ତି ସେଇଥି ପାଇଁ ଲୋକ ଯାଉ ନାହାଁନ୍ତି ଏଥିରେ
    ସେମାନେ କାହିଁକି ରାଗୁଛନ୍ତି କେଜାଣି😂
    ଆଉ ନିର୍ଲଜ ବିଜେପି ଦଳର ନିର୍ଲଜ ନେତା
    ମାନେ ଅପମାନିତ ହେଇ ରାଗରେ ଆଉ
    କାହାକୁ କହିବେ ଶେଷରେ ପାଣ୍ଡିୟାନ Sir
    ଙ୍କୁ ଗାଳି କରୁଛନ୍ତି ଆଉ ଲୋକ ବିଜେପି ନେତା ଙ୍କୁ ଘୃଣା କରୁଛନ୍ତି 😂😂😂
    ଛି ଛି ଛି ଛି ଛି ଛି ଛି ଥୁ ପ୍ରଦିପ ପୁରୋହିତ କୁ
    ଛି ଛି ଛି ଛି ଛି ଛି ଥୁ ଥୁ ଥୁ😂

  • @AjaykumarMallick-f7h
    @AjaykumarMallick-f7h 3 дня назад +3

    Pandiyan ଙ୍କ ପାଇଁ BJP ସରକାର କୁ ଆସିଲା ସେଇଥିପାଇଁ pandiyan ଙ୍କୁ ପୁଜା କରିବା କଥା।

  • @Dhakadrwa9345
    @Dhakadrwa9345 3 дня назад +6

    Loko eimanonku sunibaku chahunahinti .....ye behia manonku kiye sunibo ..semonko kormi mane kuade gole

  • @Vibek5678
    @Vibek5678 2 дня назад +5

    ଆରେ ଭାଈ pandian sir ଆଉ ନବିନ ବାବୁ ଓଡ଼ିଶା ପାଇଁ ଯାହା କରି ଯାଇଛନ୍ତି BJP କୁ 100 ଜନ୍ମ ଲାଗିବ କରିବାକୁ ଆଉ ମନେ ପଡିବନି କେମିତି । ଆମକୁ ଆମ ଓଡ଼ିଶାକୁ pandian sir ଙ୍କ ଭଳି ଜଣେ ଦକ୍ଷ officer ଦରକାର୍ ।

  • @bhagabanbehera9675
    @bhagabanbehera9675 3 дня назад +9

    ସୁଦଂର କଥା

  • @ramachandrabehera1684
    @ramachandrabehera1684 3 дня назад +3

    Kama kichi nahi 😂😂😂 loka kahiki asibe 😂😂😭😭do admit your incapability 😭😭😭😭

  • @himanshushekharkhandai8437
    @himanshushekharkhandai8437 3 дня назад +17

    Dear sir
    Many many congratulations for ur smart & daring opinion.
    Himanshu. Bangalore

  • @bansidharrout1766
    @bansidharrout1766 3 дня назад +7

    Tanku kedar Babu kuhantu Chair pakantu nahin 😊😊😊

  • @antaryamimishra449
    @antaryamimishra449 2 дня назад +3

    ନିର୍ବାଚନ ପ୍ରତିଶ୍ରୁତି ଦେଇ ଓଡ଼ିଶାକୁ ଅବହେଳା ଯୋଗୁଁ ଏମାନଙ୍କର ଏହି ଅବସ୍ଥା ଖରାପ୍ ହେଇଯିବ

  • @dipusahoo3400
    @dipusahoo3400 3 дня назад +5

    Only BJD

  • @rabiraul623
    @rabiraul623 3 дня назад +12

    ❤V.K Pandian ❤

  • @tapaswinikhutuli5227
    @tapaswinikhutuli5227 2 дня назад +4

    Right sir ବିଜେପି ପାଗଳ ହୋଇଗଲାଣି ଆଉକାତ ନାହିଁ ବିଜେପି ନେତା ଲୋକପ୍ରିୟତା ହୋଇପାରିବେନି ଆମ sir ନବୀନ ଆଉ ନବୀନ is great 🙏🙏🙏

  • @LaxmidharSahoo-s1m
    @LaxmidharSahoo-s1m 3 дня назад +7

    Good morning Sri 🙏

  • @prabhatjena2966
    @prabhatjena2966 3 дня назад +7

    I miss you sir mu aji prajyanta Jani nathili pandian sir odisha re bhala kama karichhanti boli aji a video dekhila pare Jani paruchhi pandian sir odisha re bhala kama karichhanti boli I miss you sir

  • @GundichaNayak8787
    @GundichaNayak8787 3 дня назад +4

    You are right kedar babu

  • @JayJagannath0307
    @JayJagannath0307 2 дня назад +5

    Jay Naveen 💚

  • @SoumyaranjanPandey-do8ke
    @SoumyaranjanPandey-do8ke 3 дня назад +6

    Very well explained ❤❤❤❤👌👌👌🙏🙏

  • @paramanandadash4841
    @paramanandadash4841 3 дня назад +7

    Ek pandian sab pe bhari

  • @simple_boy_papun143
    @simple_boy_papun143 2 дня назад +3

    Aghaku khali neta mane thibe sava re kintu janata nathibe ...semane nije nije bhasana debe .😂😂😂

  • @_bapi___303
    @_bapi___303 3 дня назад +6

    5 ବର୍ଷ କେମିତି ଚଳେଇବେ bjp ଵାଲା ତାପରେ ତ ଆର ଆଉ ଆଶା ଦୁସୁନି

  • @BishwanathSethiBishwa
    @BishwanathSethiBishwa 3 дня назад +3

    ଯାହା କୁହନ୍ତୁ ପଛେ ପାଣ୍ଡିଆନଙ୍କ ପାଇଁ ବିଜେପି ଜିତିଗଲା ବୋଲି ମୋର ମତ ସାର ।

  • @nationalanthem9596
    @nationalanthem9596 День назад +4

    ସତ କହିବାକୁ ଗଲେ ବିଜେପି 2024 ରେ ଆସିବାର ନଥିଲା.. ହଠାତ ଓଡ଼ିଆ ଅସ୍ମିତା ର ସୁନାମି ଆସିଲା ସେ ସୁନାମି ବିଜେଡି କୁ ଅଦୃଶ୍ୟ କରିଦେଲା.... କିନ୍ତୁ ଓଡିଶା ବିଜେପି ର ସେମିତି କିଛି value ନଥିଲା.... ଖାଲି pandian sir ଙ୍କ ଇଲେକ୍ସନ ପ୍ରଚାର management ରେ ଭୁଲ ହେଇଗଲା.....

  • @RajkumarDas-q3g
    @RajkumarDas-q3g 3 дня назад +3

    Choro jumula sarkar

  • @BarunGarnaik
    @BarunGarnaik 3 дня назад +5

    A sarkar aparaga sarkar.

  • @kaliprasannapattnaik5191
    @kaliprasannapattnaik5191 3 дня назад +3

    ଆଜ୍ଞା ପୁରୋହିତ ବାବୁ ,କାମ କରନ୍ତୁ,ପାଣ୍ଡିଆନ ଙ୍କୁ ଗାଳି କଲେ କ'ଣ ଲାଭ?!🙏⭕❗⭕🙏❤

  • @s.mohapatra-i1k
    @s.mohapatra-i1k 3 дня назад +3

    କପି କରି ପାସ ହୋଇଥିବା ପିଲା ଯେବେ ଉପର ଶ୍ରେଣୀକୁ ଯାଏ ତେବେ ଡରି ଡରି ସ୍କୁଲ କୁ ଯାଏ ସବୁ ମାୟା ରେ ବାୟା
    ସବୁ ସେହି EVM ଆଉ ପୋଷ୍ଟାଲ ବାଲେଟ୍ ର ଖେଳ
    ନିଜ ବୁଦ୍ଧିରେ ଘାସ କାଟ କିନ୍ତୁ ପର ବୁଦ୍ଧି ରେ(ମୋଦି) ଘୋଡ଼ା ଚଢ଼ ନାହିଁ
    ନିଜ ବୁଦ୍ଧିରେ ସାଧୁ ହୁଅ କିନ୍ତୁ ପର ବୁଦ୍ଧି ରେ (ମୋଦି ର ବୁଦ୍ଧି)ରାଜା ହୁଅ ନାହିଁ ଫସିବ

  • @manishapattanayak2152
    @manishapattanayak2152 3 дня назад +2

    😂😂😂
    Right Sir🙏🏻
    You Are Absolutely Right 👍
    Sir ଏବେବି ବିଜେପି ପାଣ୍ଡିଆନ ଙ୍କୁ ଏତେ
    ଡର ଏଥିରୁ ଜଣା ପଡ଼ୁଚି👍

  • @chitta127
    @chitta127 3 дня назад +4

    ବର୍ଷା ଦିନ ଟା.... ଘରୁ ବାହାରି ହେଉନି... ସଭା ରେ ଲୋକ ନ ହେଲେ face- saving ପାଇଁ ପ୍ରଦୀପ ବାବୁ କିଛି ତ ପୁଣି କହିବେ...😊

  • @ChittaranjanDalai-rn6hi
    @ChittaranjanDalai-rn6hi 3 дня назад +4

    ଯାହାଙ୍କୁ ଢାଲ କରି ଜିତିଛନ୍ତି ତାଙ୍କୁ ସେମାନେ କିିପରି ଭୂଲିଯାଇ ବେଇମାନୀ କରିବେ । ତେଣୁ ସେମାନେ ସବୁଠାରେ ଟିକେ ପାଣ୍ଡିଆନର ନାମ ଜପୁଛନ୍ତି।

  • @sangramkishoredasdas2424
    @sangramkishoredasdas2424 3 дня назад +2

    ବିଜେପି ସରକାର କୁ ଲୋକ ପ୍ରିୟତା ନେଇ ଆସିନାହାନ୍ତି । ପାଣ୍ଡିଆ ବିରୋଧୀ ଭୋଟ ବିଜେପି କୁ ଯାଇଛି ।

  • @MrSwarajdas
    @MrSwarajdas 3 дня назад +11

    ପଦ୍ମ ବାଲା ଙ୍କ ଜୁମୁଲା ଭାଷଣ ଶୁଣବାର ଲାଗି ଆମ ପାଖରେ ସମୟ ନାହିଁ ନୋ

  • @prabinkumarnayak5324
    @prabinkumarnayak5324 3 дня назад +3

    Pandian ଭୂତ BJP ବାଲାଙ୍କ ପାଖରୁ ଏତେ ଶିଘ୍ର ଯିବନି, କାରଣ BJP ର jumula ଲୋକ ମାନେ ଭୂଝି ଗଲେଣି

  • @ajiteshsahu5224
    @ajiteshsahu5224 3 дня назад +3

    Nijar aukat dekhi ki pagala hei jauchanti

  • @jagannathbhagwan9385
    @jagannathbhagwan9385 3 дня назад +2

    ପାନଡିଆନଙ ବିରୋଧରେ ମିଛ ପ୍ରଚାର କରି କି ଯିତିଲ ଶୃଗାଳ ର ଭୂମିକା ଅତି ଭଲ ଭାବରେ କରୁଛନ୍ତି ଶୃଗାଳ ବିଜେପି ଦଳ

  • @sukantadalapati3845
    @sukantadalapati3845 3 дня назад +8

    Very good Explained sir ❤❤❤

  • @BharatiSahoo-lj5fl
    @BharatiSahoo-lj5fl 3 дня назад +4

    100℅ right Sir

  • @SantoshKanhar-ly8eg
    @SantoshKanhar-ly8eg 3 дня назад +4

    Pagala heigaleni BJP neta😂😂😂

  • @pradipkumarsingh1881
    @pradipkumarsingh1881 3 дня назад +3

    ଜଣେ ଦୁଇ ଜଣକୁ ଛାଡି ଦେଲେ ମନ୍ତ୍ରୀ ଭଡ଼ିଆ ବି ଦେଖା ଯାଉ ନାହାଁନ୍ତି ,,,,😅😅😅

  • @babunudas3996
    @babunudas3996 3 дня назад +6

    କେବଳ ଭିକେ ପାଣ୍ଡିଆନ ସାର ଓ ନବୀନ ପଟ୍ଟନାୟକ ଦୁଇଜଣ ମିଶିକି ରାଜ୍ୟରେ ଯେତେ ଉନ୍ନତି, ଲୋକଙ୍କ ପାଈଁ ଯୋଜନା ମାନ ହୋଇଛି କେବଳ ଦୁଇଜଣଙ୍କ ପାଇଁ ଆଉ କେହି ନୁହେଁ, ସବୁବେଳେ ମନେ ରଖନ୍ତୁ, ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ଯେତେ ଯୋଜନା ନବୀନ ପଟ୍ଟନାୟକ ଙ୍କ ଯୋଜନା ଥିଲା, ରାଜ୍ୟରେ ରାସ୍ତା, ଘାଟ ର ଉନ୍ନତି ଭିକେ ପାଣ୍ଡିଆନ ସାର ଙ୍କ ପାଇଁ ହେଉଥିଲା ଜୟ ନବୀନ ପଟ୍ଟନାୟକ ସାର ଜୟ ବିଜେଡ଼ି

  • @ramsankardas5884
    @ramsankardas5884 3 дня назад +3

    ଓଡ଼ିଶା ବାସୀ ଠିକ୍ ଜାଣି ସାରିଲେଣି ଓଡ଼ିଶାରେ ବିଜେପି ଶାସନ ଚଳିବ ନାହିଁ ଏଠି ମହିଳା ମାନେ ଅସୁରକ୍ଷିତ ଓଡ଼ିଶା ବାସୀ ବିଜେପି ସରକାରକୁ ପ୍ରତ୍ୟାଖାନ କରୁଛନ୍ତି ସାଧାରଣ ଜନତା ହନ୍ତସନ୍ତ ହେଉଛନ୍ତି ଓଡିଶା ବାସୀ ଠିକ୍ ଜବାବ ଦେବେ ଅପେକ୍ଷା କର

  • @princetushar3970
    @princetushar3970 2 дня назад +3

    Bjp bala ku lajo Saram nahi 100 janam re bhi Padian Sir bhali kam karipariboni pandian Sir ❤

  • @100Truth-tj4ef
    @100Truth-tj4ef День назад +3

    Vk pandiyan ଙ୍କୁ ଓଡ଼ିଆ ଅସ୍ମିତା ର ନାମ ରେ ହରେଇଲ ସତ
    କିନ୍ତୁ ବାସ୍ତବରେ ପାଣ୍ଡିୟନ୍ ଓଡ଼ିଶା ଏବଂ ନବୀନ ବାବୁ ଙ୍କର ବିକାଶ ସ୍ରୋତ
    ବାସ୍ତବ ସତ୍ୟ ଆଜି ସାରା ଓଡ଼ିଶା pandiyan ଙ୍କୁ ଝୁରୁଛି
    Pandiyan ସାର୍ ତମେ ଆଉ ଥରେ politics ଫିଲ୍ଡ କୁ ଆସନ୍ତୁ
    Come back pandiyan sir

  • @SubhasisPatra-xn9pp
    @SubhasisPatra-xn9pp 3 дня назад +6

    Pandian Phobia😂😂😂😂😂

  • @MohantyManas
    @MohantyManas 3 дня назад +6

    Bjp hatao Desh bachao.

  • @qxztr
    @qxztr 3 дня назад +6

    ବିଜେପି ନେତାମାନେହିଁ ପାଣ୍ଡିଆନଙ୍କୁ ବଡ କରିଛନ୍ତିା ଠକାମୀର ଯାଦୁ ଆଉ କିଏ ଦେଖିବ?

  • @anirudhharijan2670
    @anirudhharijan2670 3 дня назад +2

    ସାର୍ ଡବଲ ଇଞ୍ଜିନ ରେ ଇଞ୍ଜିନ ଅଏଲ ବିଲକୁଲ ନାହିଁ କହିଲେ ବିଶ୍ଵାସ କରିବେନି ସତରେ ବିଜେପିକୁ ଲକେ ବହୁତ୍ ରହିଲେଣି

  • @Rashmiranjandas-e1s
    @Rashmiranjandas-e1s 3 дня назад +12

    Right sir

  • @moviesshow7907
    @moviesshow7907 3 дня назад +5

    Love Pandian❤❤

  • @UsharaniParida-x2z
    @UsharaniParida-x2z 3 дня назад +2

    Right katha kahichhanti sir bjp dala Pandian sir nku daruchhanti

  • @ParameswarMuduliTutu
    @ParameswarMuduliTutu 3 дня назад +2

    ବିଜେପି ର ସବୁ ଓଡ଼ିଆ ନେତା ଗୋଟେ ଗୋଟେ ରିମୋଟ କଣ୍ଢେଇ ଲୋକେ କଣ କଣ୍ଢେଇ ନାଚ ଦେଖିବା ପାଇଁ ଯିବେ

  • @saigunuvideos6895
    @saigunuvideos6895 3 дня назад +5

    Tautar BJP party

  • @travelexploreodisha735
    @travelexploreodisha735 3 дня назад +3

    Naveen sir is my favourite statesman

  • @wasullah8879
    @wasullah8879 3 дня назад +5

    Thank

  • @AswiniMeher-v9q
    @AswiniMeher-v9q 3 дня назад +3

    Public ra dialouge chad ho

  • @gangadhardash3430
    @gangadhardash3430 3 дня назад +3

    ସତ କଥା 🎉🎉
    କହିଥିବାରୁ ଅଶେଷ ଧନ୍ୟବାଦ

  • @nisitranjanbohidar7233
    @nisitranjanbohidar7233 3 дня назад +2

    କେଦାରା ଭାଇ 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏