ବିଜେପି ସଭାରେ ପାଣ୍ଡିଆନ୍ BJP in Odisha is still suffering the Pandian fever

Поделиться
HTML-код
  • Опубликовано: 16 ноя 2024

Комментарии • 446

  • @sudhirpadhan1097
    @sudhirpadhan1097 Месяц назад +32

    ଜୁମଲା କଥା ଶୁଣିବାକୁ ଆଉ ଲୋକ ଆସିବେନି. ବହୁତ ଠକି ସାରିଲଣି.

  • @amulyajena6027
    @amulyajena6027 Месяц назад +15

    ବିଜେପି ନେତା ପାଗଳ 😭😭😭😭

  • @DeepakKumar-lv4li
    @DeepakKumar-lv4li Месяц назад +12

    ସଙ୍ଗଠକ ଠିକ୍ ଥିଲେ ସଙ୍ଗଠନ ଠିକ୍ ରହିବ ସଙ୍ଗଠକ ଠିକ୍ ନାହିଁ ସଙ୍ଗଠନ କୋଉଠୁ ଆସିବ ବିଜେପି ସଭା ସମିତି କଲେ ଲୋକ କୋଉଠୁ ଆସିବେ କୁହନ୍ତୁ ଆପଣମାନେ ଚେୟାର ଖାଲି ପଡିବ ହିଁ ପଡିବ

  • @rajibkumar688
    @rajibkumar688 Месяц назад +16

    ଆଜ୍ଞା evm ରେ ଖେଳ କରି ଜିତିଲେ ଏହିପରି ଅବସ୍ଥା ହୁଏ। ଆଉ କଣ କରିବେ କାହା ଉପରେ ତ ଦୋଷ ଲଦିବେ।

  • @SMILAN_143
    @SMILAN_143 Месяц назад +17

    ପାଣ୍ଡିଆନ ଛାଇ ଦେଖିଲେ ବିଜେପି ଛାନିଆ କିଛି ତ ଅଛି 😂😂😂😂😂😂

  • @sadanandasahoo3707
    @sadanandasahoo3707 Месяц назад +10

    ପାଣ୍ଡିୟାନ ପାଣ୍ଡିୟାନ ହୋଇ ୫, ବର୍ଷ କାଟିଦେବେ।‌ ଅଭିଯୋଗ ଏକ ଅସ୍ତ୍ର। ଅଭିଯୋଗ ରେ ଯେତିକି ସମୟ ନଷ୍ଟ କରୁଛନ୍ତି, ବିକାଶ ପାଇଁ ସେତିକି ସମୟ ଦେଲେ, ଲୋକଙ୍କ ର କିଛି ଉପକାର ହୁଅନ୍ତା

  • @AjayakumarSingh-zr7jb
    @AjayakumarSingh-zr7jb Месяц назад +25

    ଇଏ ଇଭିଏମ ର ଖେଳ କରି ଯିତିଛନ

  • @drgoutambiswal6717
    @drgoutambiswal6717 Месяц назад +14

    ବିଜେପି ଦଳ ନେତା ଙ୍କ ନିଜର ନିଜସ୍ଵ ବୁଦ୍ଧି ନାହିଁ କେବଳ ଭାଷଣ ଦେଇ ଲୋକବଳକୁ ନିଜ ସପକ୍ଷରେ ଜନମତ ସୃଷ୍ଟି କରିବା ହିଁ ଜାଣନ୍ତି

  • @bidyutranjanpradhan652
    @bidyutranjanpradhan652 Месяц назад +25

    ଓଡ଼ିଶା ବିଜେପି ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ର ଙ୍କ ଜାଗାରେ ପାଣ୍ଡ୍ୟାନ୍ ଙ୍କୁ ପୂଜା କରିବା ଉଚିତ ; କାରଣ ପାଣ୍ଡ୍ୟାନ ଙ୍କ ଦୟାରୁ ଓଡ଼ିଶା ରେ ବିଜେପି ଏତେ ସଂଖ୍ୟାରେ ସିଟ୍ ପାଇଛି !!!

  • @RabisingGond-sj7eh
    @RabisingGond-sj7eh Месяц назад +19

    ଘରେ ଘରେ ବି କେ ଫାଣ୍ଡିଆନ ଅଛନ୍ତି ତାଙ୍କର ଫଟୋ କୁ ପୁଜା ପାଉଛନ୍ତି ସମସ୍ତ ଗରିବ ଲୋକ ଫାଣ୍ଡିଆନ କୁ କଜୁ ଛନ୍ତି ଯାହା କହୁଥିଲେ ତାହା କରୁଥିଲେ ଏବଂ ଦେଉଥିଲେ ଏବେର ସରକାର ପୁରୀ ର ସୁନା ବିକ୍ରି କରି ରାଜ୍ୟ ଛଲାଇଵି ବଲି ଯୋଜନା ଚାଲିଥିଲା ଏତି ପାଇଁ ଆଗରେ ରତ୍ନ ବଣ୍ଡାର କଲିଥିଲେ କିନ୍ତୁ ଧରାପଡିଲେ ଏବେ ଚିନ୍ତା ରେ ମୋହନ ମାଝି ଯାହା ହେଉ ମାନିଲେ ମୁଁ ହେଲେ ଚପଲ ଫିଦ୍ଧାଈ ଓଡ଼ିଶାରେ ବୁଲିଥାନ୍ତି

  • @narayanpradhan2325
    @narayanpradhan2325 Месяц назад +12

    v k pandian is a good man. All fears about the public image of pandian. but he will remain the same in future odisha. He has done good for odisha no doubt

  • @lalitmohanpradhan3427
    @lalitmohanpradhan3427 Месяц назад +5

    ପାଣ୍ଡିଆନ ଜଣେ ବହୁତ ଭଲ ଥିଲେ । ଆମ ଓଡିଶା ର ବିକାଶପାଇଁ ପାଣ୍ଡିଆନ ଙ୍କ ଅବଦାନ ମହାନ

  • @BiswanathDash-bbsr
    @BiswanathDash-bbsr Месяц назад +7

    Sir ରୁବେନ ବାନାର୍ଜୀ ହଠାତ କୋଉଠୁ ଆସି 6 ମାସ ହେଲା ଖାଲି ଓଡ଼ିଆ ଅସ୍ମିତା ଆଉ ପାଣ୍ଡିଆନ ବୋଲି ଭଜନ କରୁଛି ଆଉ ଟିଭି ଵାଲା ତାକୁ ଦେଖାଉ ଛନ୍ତି

  • @pravashmishra1178
    @pravashmishra1178 Месяц назад +3

    ଆଗକୁ ଦେଖ କେମିତି ଗଣତାନ୍ତ୍ରିକ ପଥର ମାଡ଼ ଖାଉଛନ୍ତି ବିଜେପି ଆ ଓଡ଼ିଶା ସାରା

  • @tapaswinikhutuli5227
    @tapaswinikhutuli5227 Месяц назад +4

    Right sir ବିଜେପି ପାଗଳ ହୋଇଗଲାଣି ଆଉକାତ ନାହିଁ ବିଜେପି ନେତା ଲୋକପ୍ରିୟତା ହୋଇପାରିବେନି ଆମ sir ନବୀନ ଆଉ ନବୀନ is great 🙏🙏🙏

  • @dulamanidharua-ub5jr
    @dulamanidharua-ub5jr Месяц назад +16

    ଛାଣହୋ ତୁମର ଠଗୁଆଭାଷଣକେ କିଏଶୁନିଜିବା ଜିତୀଛଜେ ବଡ୍ଏ

  • @himanshushekharkhandai8437
    @himanshushekharkhandai8437 Месяц назад +17

    Dear sir
    Many many congratulations for ur smart & daring opinion.
    Himanshu. Bangalore

  • @JuguMajhi-oq1vg
    @JuguMajhi-oq1vg Месяц назад +4

    ଭୋଟ ଜାଲି ଆତିକରି ଜିତିଛି ବିଜେପି

  • @sudhansusekhardash9010
    @sudhansusekhardash9010 Месяц назад +6

    ମୋହନ ବାବୁ ଙ୍କ ଭାଷଣ ଶୁଣିଲେ ହସ ଲାଗୁଛି।

  • @kalingaranjan2074
    @kalingaranjan2074 Месяц назад +6

    ଅନୁମାନ କରାଯାଇପାରେ , ବିଜେପି ନିଜର ନିମ୍ନ ମାନର ରାଜନୀତି କରୁଛି ଏବଂ କେବଳ ଗୋଟିଏ ସୁବିଧାବାଦୀ ଭଳି ଆଚରଣ କରୁଛି |

  • @jadunathmarandi779
    @jadunathmarandi779 Месяц назад +8

    ଏ situation ଦେଖି ଜଣା ପଡୁଛି ଯେ, ଇଏ ହେଉଛି EVM ର ଖେଳ ।

  • @nationalanthem9596
    @nationalanthem9596 Месяц назад +6

    ସତ କହିବାକୁ ଗଲେ ବିଜେପି 2024 ରେ ଆସିବାର ନଥିଲା.. ହଠାତ ଓଡ଼ିଆ ଅସ୍ମିତା ର ସୁନାମି ଆସିଲା ସେ ସୁନାମି ବିଜେଡି କୁ ଅଦୃଶ୍ୟ କରିଦେଲା.... କିନ୍ତୁ ଓଡିଶା ବିଜେପି ର ସେମିତି କିଛି value ନଥିଲା.... ଖାଲି pandian sir ଙ୍କ ଇଲେକ୍ସନ ପ୍ରଚାର management ରେ ଭୁଲ ହେଇଗଲା.....

  • @brajasundarsahoo1590
    @brajasundarsahoo1590 Месяц назад +6

    ନବୀନ ବାବୁ ଏବଂ pandian ବାବୁଙ୍କ ବିନା BJP ସରକାର ଚାଲି ପାରିବ ନାହିଁ l

  • @madanmohandas534
    @madanmohandas534 Месяц назад +4

    ଜାହା। ପୁଅକୁ।ସାପକାମୁଡେ।ତାମାଆ।ପାଳ।ଦଉଡି।ଦେଖୀଲେ।ଡର

  • @PradiptaAcharya-s4l
    @PradiptaAcharya-s4l Месяц назад +7

    V K Pandian nama japi japi emananka samaya chalijiba,kichhi development work kariparibeni

  • @SoumyaranjanPandey-do8ke
    @SoumyaranjanPandey-do8ke Месяц назад +6

    Very well explained ❤❤❤❤👌👌👌🙏🙏

  • @shivdutt3558
    @shivdutt3558 Месяц назад +15

    BJP kaama re nuha bada bada Bhasanare vikas kare....Jaita ki BJD sarkar kebe karu naa thila .....Sei thi payin aji bhi BJD haari ki bhi Odisha loka kan hrudaya re acchi.....Miss U Naveen sir😢

  • @Ambassador_Christ
    @Ambassador_Christ Месяц назад +4

    Sir, ବିଜେପି ଶାସନ କୁ ଆସିଛନ୍ତି ବୋଲି ବିଶ୍ୱାସ କରୁନାହାନ୍ତି. ବିଜେପି ର ସାଂସଦ ଆଉ ବିଧାୟକ ମାନେ mature ହେଇନାହାନ୍ତି ତାଙ୍କ କଥା ଏତେ ଶସ୍ତା କଣ ପାଇଁ 😡. ବିଜେପି ପାଣ୍ଡିଆନ କୁ ଭୁଲିପାରିବେନି କେବେ ବି 😂😂

  • @Ajohn-zy5yr
    @Ajohn-zy5yr Месяц назад +6

    Pandian ନାଁ ନେଇ ତ ସରକାରକୁ ଆସିଲେ, ଏତେ ଜଲଦି କେମିତି ଭୁଲିଯିବେ 😂😂😂

  • @LaxmidharSahoo-s1m
    @LaxmidharSahoo-s1m Месяц назад +7

    Good morning Sri 🙏

  • @DhreetiE
    @DhreetiE Месяц назад +5

    ଲୋକେ ଭୋଟ ଦେଇନାହାନ୍ତି । EVM ସାହାଯ୍ୟ ରେ ଭୋଟ ପାଇଛି ।😂😂😂

  • @sukantadalapati3845
    @sukantadalapati3845 Месяц назад +8

    Very good Explained sir ❤❤❤

  • @just4funindia869
    @just4funindia869 Месяц назад +3

    ପାଣ୍ଡିଆନ ହେଉଛନ୍ତି ଓଡିଶା ର କଳା ପାହାଡ଼

  • @bababanagadi1133
    @bababanagadi1133 Месяц назад +7

    bjp bala ଙ୍କୁ କରନା ହେଇଛି

  • @SidharthPrasadDas
    @SidharthPrasadDas Месяц назад +5

    ଏ ବିକଳ ଚିତ୍ର ଦେଖି ହସ ଲାଗୁଚି,ସେ ପା ପାଳ ଦଉଡି କି ଦେଖି ସାପ ସାପ ହୋଇ ଡେଇଁ ଡେଇଁ ଗୋଡ଼ ହାଟ ଛିଣ୍ଡିଯିବ ଆହୁରି, ସେ ପଣ୍ଡିଆନ ନା ର ମାଳି 108 ବିଜେପି ଦଳ ଜପୁଚି ସବୁ ଦିନ, ପାଣ୍ଡିଆନ ନା ଜପି ଜପି ବିଜେପି ପ୍ରଭାବ ଶାଳୀ କରିଛି, ନିର୍ଲଜ ଦଳ ନିଜ ଅପାରଗ କୁ ଘୋଡେଇବାକୁ ଯାଇ ଏ ଯାତ୍ରା

  • @CreationOdia1234
    @CreationOdia1234 Месяц назад +4

    ଲୋକ ମାନଙ୍କ ପାଇଁ କିଛି କରିଲେ ଲୋକ ତୁମ କାର୍ଯ୍ୟକ୍ରମ କୁ ଆସିଥାନ୍ତେ କିନ୍ତୁ BJP ଲୋକ ଙ୍କୁ ଠକିଛି ଭତା ଟଙ୍କା ଦେବାରେ ଠକିଛି , ସୁଭଦ୍ରା ଯୋଜନା ରେ ଠକିଛି ସବୁଥିରେ ଠକିଛି ଲୋକ ଜାଣି ଗଲେ BJP ଠକ ସରକାର କହୁଛି ଗୋଟେ କରୁଛି ଗୋଟେ ସେଥିପାଇଁ BJP ସଭା କୁ ଲୋକ ଯାଉନାହାନ୍ତି ଲୋକ ଯାହା କରିଛନ୍ତି ଠିକ୍ କରିଛନ୍ତି ଯେତେ ଦିନ ଯାଏ ଲୋକ ଙ୍କୁ ଠକିବ ସେତେ ଦିନ ଯାଏ ତୁମ ସଭା କୁ କେହି ଯିବେନି

  • @rabiraul623
    @rabiraul623 Месяц назад +12

    ❤V.K Pandian ❤

  • @antaryamimishra449
    @antaryamimishra449 Месяц назад +3

    ନିର୍ବାଚନ ପ୍ରତିଶ୍ରୁତି ଦେଇ ଓଡ଼ିଶାକୁ ଅବହେଳା ଯୋଗୁଁ ଏମାନଙ୍କର ଏହି ଅବସ୍ଥା ଖରାପ୍ ହେଇଯିବ

  • @BharatiSahoo-lj5fl
    @BharatiSahoo-lj5fl Месяц назад +4

    100℅ right Sir

  • @bhagabanbehera9675
    @bhagabanbehera9675 Месяц назад +9

    ସୁଦଂର କଥା

  • @srisai2566
    @srisai2566 Месяц назад +7

    Janapaduchi EVM karshadi heba katha bilkul sata katha.

  • @brscreationofficial1733
    @brscreationofficial1733 Месяц назад +8

    ଏମାନେ ଏଵେ ବି ଭାବୁଛନ୍ତି ଯେ ଏମାନେ ବିରୋଧୀ ଦଳ ଭାବେ ଅଛନ୍ତି ବୋଲି 😂

  • @100Truth-tj4ef
    @100Truth-tj4ef Месяц назад +4

    Vk pandiyan ଙ୍କୁ ଓଡ଼ିଆ ଅସ୍ମିତା ର ନାମ ରେ ହରେଇଲ ସତ
    କିନ୍ତୁ ବାସ୍ତବରେ ପାଣ୍ଡିୟନ୍ ଓଡ଼ିଶା ଏବଂ ନବୀନ ବାବୁ ଙ୍କର ବିକାଶ ସ୍ରୋତ
    ବାସ୍ତବ ସତ୍ୟ ଆଜି ସାରା ଓଡ଼ିଶା pandiyan ଙ୍କୁ ଝୁରୁଛି
    Pandiyan ସାର୍ ତମେ ଆଉ ଥରେ politics ଫିଲ୍ଡ କୁ ଆସନ୍ତୁ
    Come back pandiyan sir

  • @manishapattanayak2152
    @manishapattanayak2152 Месяц назад +2

    😂😂😂
    Right Sir🙏🏻
    You Are Absolutely Right 👍
    Sir ଏବେବି ବିଜେପି ପାଣ୍ଡିଆନ ଙ୍କୁ ଏତେ
    ଡର ଏଥିରୁ ଜଣା ପଡ଼ୁଚି👍

  • @GundichaNayak8787
    @GundichaNayak8787 Месяц назад +4

    You are right kedar babu

  • @dipusahoo3400
    @dipusahoo3400 Месяц назад +5

    Only BJD

  • @AjaykumarMallick-f7h
    @AjaykumarMallick-f7h Месяц назад +3

    Pandiyan ଙ୍କ ପାଇଁ BJP ସରକାର କୁ ଆସିଲା ସେଇଥିପାଇଁ pandiyan ଙ୍କୁ ପୁଜା କରିବା କଥା।

  • @satyajitswain8501
    @satyajitswain8501 Месяц назад +3

    Perfectly said

  • @anantarout1990
    @anantarout1990 Месяц назад +5

    ରାଣ୍ଡୁଆ ବିଜେପି ଓଡିଶାକୁ ବୁଡେଇଦେଲେ.. ଦରଦାମ ଆକାଶଛୁଆଁ... ଗରିବ ମଲେଣି... ପାଣ୍ଡିଆନ GREAT PERSONALITY.... ପାଣ୍ଡିଆନ ଓଡ଼ିଶାର ବିଶ୍ୱକର୍ମା.... ତୁମେ ବିଜେପି ମାଗିହେ ଭାଡୁଆ .... ଓଡିଶାକୁ BUDEIDELE

  • @jagannathbhagwan9385
    @jagannathbhagwan9385 Месяц назад +2

    ପାନଡିଆନଙ ବିରୋଧରେ ମିଛ ପ୍ରଚାର କରି କି ଯିତିଲ ଶୃଗାଳ ର ଭୂମିକା ଅତି ଭଲ ଭାବରେ କରୁଛନ୍ତି ଶୃଗାଳ ବିଜେପି ଦଳ

  • @BishwanathSethiBishwa
    @BishwanathSethiBishwa Месяц назад +3

    ଯାହା କୁହନ୍ତୁ ପଛେ ପାଣ୍ଡିଆନଙ୍କ ପାଇଁ ବିଜେପି ଜିତିଗଲା ବୋଲି ମୋର ମତ ସାର ।

  • @saratlenka-qo6zu
    @saratlenka-qo6zu Месяц назад +3

    You Absolutely right sir

  • @kaliprasannapattnaik5191
    @kaliprasannapattnaik5191 Месяц назад +3

    ଆଜ୍ଞା ପୁରୋହିତ ବାବୁ ,କାମ କରନ୍ତୁ,ପାଣ୍ଡିଆନ ଙ୍କୁ ଗାଳି କଲେ କ'ଣ ଲାଭ?!🙏⭕❗⭕🙏❤

  • @gangadhardash3430
    @gangadhardash3430 Месяц назад +3

    ସତ କଥା 🎉🎉
    କହିଥିବାରୁ ଅଶେଷ ଧନ୍ୟବାଦ

  • @imshree99
    @imshree99 Месяц назад +1

    ବିଜେପି ଆଉ ତାର ଅନ୍ଧଭକ୍ତ ମାନେ ଏବେ ବି ସୁପ୍ତ ନିଦ୍ରା ରେ ଅଛନ୍ତି। ନିଜର ଭୁଲ୍ ଆଉ ଅପାରଗତା କୁ ଘଣ୍ଟ ଘୋଡ଼ାଇବା ପାଇଁ ଏମାନେ ସର୍ବଦା ପାଣ୍ଡିଆନ୍ ଆଉ ପୂର୍ବ ସରକାର କୁ ଦୋଷ ଦେଇ ଆସୁଛି ଦୀର୍ଘ ୧୦୦ ଦିନ ଧରି। ଲୋକମାନେ ଜାଣି ଗଲେଣି କିଏ ହୀରା ଆଉ କିଏ କାଚ।

  • @revdukerajmuniofficial1050
    @revdukerajmuniofficial1050 Месяц назад +12

    pandian Bina to bjp ro rajaniti nhi

  • @dasarathakanhar3347
    @dasarathakanhar3347 Месяц назад +2

    Bjp ସରକାର ପ୍ରତି ଲୋକମାନଙ୍କର ମନ ସନ୍ତୁଷ୍ଟ ନାହିଁ ତେଣୁ ଲୋକ ମାନେ ସଭାକୁ ଯିବା ପାଇଁ ଇଛା ନାହିଁ

  • @wasullah8879
    @wasullah8879 Месяц назад +5

    Thank

  • @moviesshow7907
    @moviesshow7907 Месяц назад +5

    Love Pandian❤❤

  • @GoutamBehera-ct9kr
    @GoutamBehera-ct9kr Месяц назад +6

    Right sir

  • @sibanarayanpanda-fx6fb
    @sibanarayanpanda-fx6fb Месяц назад +1

    Good morning Sir ସାଧାରଣ ଜ୍ଞାନର ଅଭାବ ଭୂତ ପଶିଛି

  • @Vibek5678
    @Vibek5678 Месяц назад +5

    ଆରେ ଭାଈ pandian sir ଆଉ ନବିନ ବାବୁ ଓଡ଼ିଶା ପାଇଁ ଯାହା କରି ଯାଇଛନ୍ତି BJP କୁ 100 ଜନ୍ମ ଲାଗିବ କରିବାକୁ ଆଉ ମନେ ପଡିବନି କେମିତି । ଆମକୁ ଆମ ଓଡ଼ିଶାକୁ pandian sir ଙ୍କ ଭଳି ଜଣେ ଦକ୍ଷ officer ଦରକାର୍ ।

  • @brundabanbasty9286
    @brundabanbasty9286 Месяц назад +4

    Right 👍👍👍

  • @travelexploreodisha735
    @travelexploreodisha735 Месяц назад +3

    Naveen sir is my favourite statesman

  • @anirudhharijan2670
    @anirudhharijan2670 Месяц назад +2

    ସାର୍ ଡବଲ ଇଞ୍ଜିନ ରେ ଇଞ୍ଜିନ ଅଏଲ ବିଲକୁଲ ନାହିଁ କହିଲେ ବିଶ୍ଵାସ କରିବେନି ସତରେ ବିଜେପିକୁ ଲକେ ବହୁତ୍ ରହିଲେଣି

  • @paramanandadash4841
    @paramanandadash4841 Месяц назад +7

    Ek pandian sab pe bhari

  • @userskmohanty87
    @userskmohanty87 Месяц назад +11

    😂😂😂😂😂😂 BJP hatao desh bachao

  • @thabiramajhi2392
    @thabiramajhi2392 Месяц назад +2

    ବିଜେପି ଆତ୍ମସମୀକ୍ଷା କରୁ ସାର।

  • @dilippatra7900
    @dilippatra7900 Месяц назад +2

    ଜୟ ଜଗନ୍ନାଥ ଜୟ ନବୀନ ଜୟ ବିଜେଡି

  • @sangramkishoredasdas2424
    @sangramkishoredasdas2424 Месяц назад +2

    ବିଜେପି ସରକାର କୁ ଲୋକ ପ୍ରିୟତା ନେଇ ଆସିନାହାନ୍ତି । ପାଣ୍ଡିଆ ବିରୋଧୀ ଭୋଟ ବିଜେପି କୁ ଯାଇଛି ।

  • @ramsankardas5884
    @ramsankardas5884 Месяц назад +3

    ଓଡ଼ିଶା ବାସୀ ଠିକ୍ ଜାଣି ସାରିଲେଣି ଓଡ଼ିଶାରେ ବିଜେପି ଶାସନ ଚଳିବ ନାହିଁ ଏଠି ମହିଳା ମାନେ ଅସୁରକ୍ଷିତ ଓଡ଼ିଶା ବାସୀ ବିଜେପି ସରକାରକୁ ପ୍ରତ୍ୟାଖାନ କରୁଛନ୍ତି ସାଧାରଣ ଜନତା ହନ୍ତସନ୍ତ ହେଉଛନ୍ତି ଓଡିଶା ବାସୀ ଠିକ୍ ଜବାବ ଦେବେ ଅପେକ୍ଷା କର

  • @JayJagannath0307
    @JayJagannath0307 Месяц назад +5

    Jay Naveen 💚

  • @bikashpanda1555
    @bikashpanda1555 Месяц назад +4

    V K Pandian ra nama ku dhari odia asmita ra dindima piti Bjp sasana gadi aktiar karichhi.. Sethipain pandian ra name dharile puni vote miliba boli bhabuchhanti..

  • @nisitranjanbohidar7233
    @nisitranjanbohidar7233 Месяц назад +2

    କେଦାରା ଭାଇ 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏

  • @rabijena4494
    @rabijena4494 Месяц назад +3

    Jay jagannath jay Naveen Patnaik good 👍

  • @ChittaranjanDalai-rn6hi
    @ChittaranjanDalai-rn6hi Месяц назад +4

    ଯାହାଙ୍କୁ ଢାଲ କରି ଜିତିଛନ୍ତି ତାଙ୍କୁ ସେମାନେ କିିପରି ଭୂଲିଯାଇ ବେଇମାନୀ କରିବେ । ତେଣୁ ସେମାନେ ସବୁଠାରେ ଟିକେ ପାଣ୍ଡିଆନର ନାମ ଜପୁଛନ୍ତି।

  • @MadhusudanGheebela
    @MadhusudanGheebela Месяц назад +3

    Right

  • @MrSwarajdas
    @MrSwarajdas Месяц назад +11

    ପଦ୍ମ ବାଲା ଙ୍କ ଜୁମୁଲା ଭାଷଣ ଶୁଣବାର ଲାଗି ଆମ ପାଖରେ ସମୟ ନାହିଁ ନୋ

  • @jagannathsethi8557
    @jagannathsethi8557 Месяц назад +5

    ପାଣ୍ଡିଆଙ୍କୁ ଏ ମାନେ ରାତିରେ ସ୍ୱପ୍ନରେ ଦେଖି ଦିନରେ ବିଳିବିଲେଉଛନ୍ତି

  • @_bapi___303
    @_bapi___303 Месяц назад +6

    5 ବର୍ଷ କେମିତି ଚଳେଇବେ bjp ଵାଲା ତାପରେ ତ ଆର ଆଉ ଆଶା ଦୁସୁନି

  • @susantarath9018
    @susantarath9018 Месяц назад +6

    Jai Nabeen

  • @hardworkneverdies5679
    @hardworkneverdies5679 Месяц назад +5

    Pandian ra comparable amane nuhanti

  • @ArabindaSwain-zy8ub
    @ArabindaSwain-zy8ub Месяц назад +2

    ଜୟ,, ବିଜେଡି

  • @chitta127
    @chitta127 Месяц назад +4

    ବର୍ଷା ଦିନ ଟା.... ଘରୁ ବାହାରି ହେଉନି... ସଭା ରେ ଲୋକ ନ ହେଲେ face- saving ପାଇଁ ପ୍ରଦୀପ ବାବୁ କିଛି ତ ପୁଣି କହିବେ...😊

  • @qxztr
    @qxztr Месяц назад +6

    ବିଜେପି ନେତାମାନେହିଁ ପାଣ୍ଡିଆନଙ୍କୁ ବଡ କରିଛନ୍ତିା ଠକାମୀର ଯାଦୁ ଆଉ କିଏ ଦେଖିବ?

  • @prabinkumarnayak5324
    @prabinkumarnayak5324 Месяц назад +3

    Pandian ଭୂତ BJP ବାଲାଙ୍କ ପାଖରୁ ଏତେ ଶିଘ୍ର ଯିବନି, କାରଣ BJP ର jumula ଲୋକ ମାନେ ଭୂଝି ଗଲେଣି

  • @ranjitkumarram9040
    @ranjitkumarram9040 Месяц назад +5

    Sabu maa mausi subhadra tanka pain post office pakhare line re fasi chanti, kia achi je jibe,

  • @skgttc
    @skgttc Месяц назад +4

    🎉VK Pandian developed odisha. ❤

  • @UsharaniParida-x2z
    @UsharaniParida-x2z Месяц назад +2

    Right katha kahichhanti sir bjp dala Pandian sir nku daruchhanti

  • @prabhatjena2966
    @prabhatjena2966 Месяц назад +7

    I miss you sir mu aji prajyanta Jani nathili pandian sir odisha re bhala kama karichhanti boli aji a video dekhila pare Jani paruchhi pandian sir odisha re bhala kama karichhanti boli I miss you sir

  • @babunudas3996
    @babunudas3996 Месяц назад +6

    କେବଳ ଭିକେ ପାଣ୍ଡିଆନ ସାର ଓ ନବୀନ ପଟ୍ଟନାୟକ ଦୁଇଜଣ ମିଶିକି ରାଜ୍ୟରେ ଯେତେ ଉନ୍ନତି, ଲୋକଙ୍କ ପାଈଁ ଯୋଜନା ମାନ ହୋଇଛି କେବଳ ଦୁଇଜଣଙ୍କ ପାଇଁ ଆଉ କେହି ନୁହେଁ, ସବୁବେଳେ ମନେ ରଖନ୍ତୁ, ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ଯେତେ ଯୋଜନା ନବୀନ ପଟ୍ଟନାୟକ ଙ୍କ ଯୋଜନା ଥିଲା, ରାଜ୍ୟରେ ରାସ୍ତା, ଘାଟ ର ଉନ୍ନତି ଭିକେ ପାଣ୍ଡିଆନ ସାର ଙ୍କ ପାଇଁ ହେଉଥିଲା ଜୟ ନବୀନ ପଟ୍ଟନାୟକ ସାର ଜୟ ବିଜେଡ଼ି

  • @nandakumarjena776
    @nandakumarjena776 Месяц назад +3

    👍👍👍👍👍👍👍👍👍👍👍👍👍,PUNI NABIN PATTANAYAK ❤❤❤❤❤❤

  • @pradipkumarsingh1881
    @pradipkumarsingh1881 Месяц назад +3

    ଜଣେ ଦୁଇ ଜଣକୁ ଛାଡି ଦେଲେ ମନ୍ତ୍ରୀ ଭଡ଼ିଆ ବି ଦେଖା ଯାଉ ନାହାଁନ୍ତି ,,,,😅😅😅

  • @DasamaMunda-p1f
    @DasamaMunda-p1f Месяц назад +1

    ହା,,ହା,,ହା,,ଖୁବ୍ ସୁନ୍ଦର

  • @kamallochan9608
    @kamallochan9608 Месяц назад +3

    ଡର ୟାକୁହିଁ କହନ୍ତି

  • @bharatpradhan8855
    @bharatpradhan8855 Месяц назад +2

    Right kedar sir 🎉🎉

  • @indianprimitiveliving2479
    @indianprimitiveliving2479 Месяц назад +1

    ଲୋକ ବିଲବାଡ଼ି ରେ କାମ କରିବେ ନା ତୁମ.. bjp ଯାତ୍ରା ଦେଖିଯିବେ

  • @DEKU_BAKKA
    @DEKU_BAKKA Месяц назад +3

    Vk padian sir great work odissa welcome

  • @bhismadevbag4103
    @bhismadevbag4103 Месяц назад +3

    ତମ କୁ ଆମେ ସବୁ ଜାଣିଗଲୁଣି ଲୋକ ଆଉ ଯିବେନି l

  • @himansusekharbuda7944
    @himansusekharbuda7944 Месяц назад +2

    Bahut bhala upasthapana karichhanti. Dhanyabaad.