@@Hunter35046Han semiti chahin tha jmiti Kendra jojana re nija colour au nija name re jojana lagu karuchhanti ,sehi bhali odisha sarkar to tanka khaideithiba ,hanei tha miliba khaibu 😂😂😂😂😂😂
Jete jayen BJD sarkar re achi… jadi se sarkar ru hati jaye fir 0 gola alu miliba pilanku… bcoz BJP kichi commitment karini paisa daba katha… so dekhi chahin ki vote daba nahele sabu paisa omm swaha hei jiba 😂lol
Mo baba government job karichanti... Mate milibani kii😭😭😭plz replz.... Kahuchanti samaste jaha ghare jia government job karithibe tanku milibani boli 😭😭😭😭plz replz...
@@umeshmahapatra7331hahahah mu b paichi scholarship but padhare nuha ghara chhata badia re lageili 😂😂😂, ethi scholarship Paisa kie kana karuchi but outcome dekhajauni haha😂😂
Good news from our Honorable CM. Mr. Naveen babu..After education all students will go to Chennai, Bangalore, Hyderabad for security job😂😂 Pandiyan will become future CM of Odisha 😂 very unfortunate 😢
@@ranjubalapradhan901 +3 madhyaru bi kebala 2% pilaa.. jaa ra family income 100000000 achhi..eitaa heuchhi odisha gov ra yojana...samsate ekathi hua and gov ku twit kara
ଚାକିରି ଦେବା ପାଇଁ ୧୫ ଲକ୍ଷ୍ ଆଣି ଏଠି କଲେଜ ପିଲା କୁ ୧୦। ହଜାର ଦଉଚ ଭୋଟ ପାଇ
Right
8😊😊@@pravatinanda1462
ଚାକିରି ପାଇବା ପାଇଁ 15-18ଲକ୍ଷ ଦିଅ
Modi kahithila daba 15-20 lac tanka 😂😂😂😂 mu aji jayen chahinchi kebe miliba??????😂😂😂
@@Hunter35046ମୋଦି କିନ୍ତୁ ଚାକିରି ବିକୁନାହିଁ... ତମେ ଚେଲା ଯୋଗୁଁ ଆଜି ଗରିବ ମେଧାବୀ ପିଲା କାନ୍ଦୁଛନ୍ତି
Hm jemiti tama gandhi pagela au pandi Babu tamaku tanka debe😂@@Hunter35046
@@Hunter35046Han semiti chahin tha jmiti Kendra jojana re nija colour au nija name re jojana lagu karuchhanti ,sehi bhali odisha sarkar to tanka khaideithiba ,hanei tha miliba khaibu 😂😂😂😂😂😂
Modi daba 15 lakh 😂
ନିର୍ବାଚନ ପାଖେଇ ଆସୁଥିବା କାରଣ ରୁ ପ୍ରହସନ ଆଉ କିଛି ନାହିଁ
Hau dauchanti ta chala neijiba😂
Right 😂
Ek dum thik katha pila knu hele job dianta gariba dura huanta
😂
@@sonakpradhan4621neiki bjp ku vote dei dia 😂
Sabu nebu kintu bjpku vote debu, ପ୍ରତି ଇଲେକ୍ସନ ରେ ବିଜେଡ଼ି ଟଙ୍କା ଦିଏ କିଛି ବଡ଼ କଥା ନୁହେଁ, ଯାହା ଦେବା କଥା ଦେଇ ଦିଅ କାରଣ ଏବର୍ଷ BJD ସରକାର ଠାରୁ ପ୍ରବଳ ଖାଇବୁ BJP କୁ vote ଦେବୁ,
Khik kahicha
Bjp, congress, ku bi deba nahi vai .emane desa ku luti ki nauchanti ..Sabu choro Bhai
😂😂😂 Bhai BJD jitiba
@@jasu_entertainment90ha bhai😂 bjd jete bhi corruption Karu bjp thu kam hi karuchi😂
ବିଜେଡି ରୁ ଖାଇବ ଆଉ ବିଜେପି କୁ ଭୋଟ ଦେବ ? ତୁମେ କେତେ ନିମକହାରାମ ମୂଁ ଭାବୁଛି ! ତୁମେ କରଣ କୁଳରେ ଜନ୍ମ ନ ହୋଇ ଖାନ ଔରସରୁ ଜନ୍ମ ବୋଧହୁଏ !
ଏ କାମ ସବୁଦିନ ପାଇଁ ଚାଲିବ ନା ଖାଲି ଇଲେକ୍ସନ ପର୍ଯ୍ୟନ୍ତ? 😂
Khali ileksan parjanta
Jete jayen BJD sarkar re achi… jadi se sarkar ru hati jaye fir 0 gola alu miliba pilanku… bcoz BJP kichi commitment karini paisa daba katha… so dekhi chahin ki vote daba nahele sabu paisa omm swaha hei jiba 😂lol
Only for election
ଧାଟ ବ first ଓଡ଼ିଆ ଭାଷା ଭଲ କରି ଶିଖ ତା ପରେ ଭାଷଣ ମାରିବେ......!
Tu age thik se lakhe tapare anyaku kahiba
Start the trend ##BOYCOTT BJD..
+2 ପିଲା କଣ ନିଆଁରେ ମୂତିଥିଲେ 🤨🤨🤨🤨
😂😂😂 mu +3 padhuchi Tamara mora adha adha neijiba 🤣🤣
@@sambitmahali5561 hau phone pay karidaba 🤣
ଭୋଟ ପାଇଁ ଏ ସବୁ ଚାଲିଛ
ଯାଜପୁରରେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍ । ନୂଆ-ଓ କାର୍ଯ୍ୟକ୍ରମରେ ସାମିଲ ହେବା ସହ ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି। ଯୁକ୍ତ ୩ ଓ ପିଜି ଛାତ୍ରଛାତ୍ରୀଙ୍କ ଲାଗି ନୂଆ-ଓ ସ୍କଲାରସିପ ଘୋଷଣା।
ନବୀନ ବାବୁ ଙ୍କୁ ଅଶେଷ ଅଶେଷ ଧନ୍ୟବାଦ୍, ସେ ଯେପରି ସୀମିତ ସମୟ ରେ 5T ରୂପାନ୍ତର କରି ଛାତ୍ର ଛାତ୍ରୀ ମାନଙ୍କୁ ଉନ୍ନତ ମାନର ଶିକ୍ଷା ବ୍ୟବସ୍ଥା କରିଛନ୍ତି ତାହା ଏକ ଦିଗ୍ ଦର୍ଶନ
ଆମର ପ୍ରିୟ ମୁଖ୍ୟମନ୍ତ୍ରୀ ଙ୍କର ଦୃଷ୍ଟି ଶକ୍ତି ଅତ୍ୟନ୍ତ ଗୁରୁତ୍ୱ ପୂର୍ଣ୍ଣ ଓଡ଼ିଶା ର ସ୍କୁଲ ଓ କଲେଜ ଗୁଡିକୁ ବିଶ୍ୱ ସ୍ତରୀୟ ରୂପାନ୍ତରଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ବିଶେଷ ଧ୍ୟାନ ଦେଉଛନ୍ତି!
ଏତ ଚାଲାକ୍ ଏ ସରକାର ୧୮ ବର୍ଷ ରୁ ଅଧିକ ଯିଏ ତାକୁ ଏମାନେ ଦେବେ ଟଙ୍କା। +2 ପିଲା ଭୋଟ ଦେଇପରିବେନି ପାଇଁ ତାଙ୍କ ପାଇଁ କିଛନାହିଁ। ତମେ ଯେତେ ଚାଲାକ୍ ହୁଅ BJD ସରକାର ଏଥର ଭୋଟ କିନ୍ତୁ ଠିକ୍ ଜାଗାରେ ଦିଆଯିବ।
Bhala ghosona karichanti chief minister sir student mananka pai best upahara dele naveen sir
+2ପିଲା କ'ଣ ପାଠ ପଢନ୍ତି ନାହିଁ ଆଉ ସବୁ କ'ଣ ଧନି 😢😢
Ama odisha re students mananka nka bhumika bahut gurutto purnna.
ରାଜ୍ୟ ସରକାରଙ୍କଶିକ୍ଷା ର ବିକାଶ ପାଇଁ ଆଜି ଓଡିଶା ଏକ ନମ୍ବର ସ୍ଥାନରେ ରହି ପାରିଛି।
ଛାତ୍ର ଛାତ୍ରୀ ମାନଙ୍କ ପାଇଁ ସରକାର ଭଲ ନିଷ୍ପତି ନେଇଛନ୍ତି ❤
ଧନ୍ୟବାଦ 🎉🙏
Mo baba government job karichanti... Mate milibani kii😭😭😭plz replz.... Kahuchanti samaste jaha ghare jia government job karithibe tanku milibani boli 😭😭😭😭plz replz...
ହଁ ସବୁ ବର୍ଷ କାହିଁକି ନୁହେଁ.. ଆଉ 2024 ପରେ ଚାକିରି ବିକା ହେବ.. ଆଉ ଆପଣ ଗରିବ ମେଧାବୀ ମାନେ ଦାଦନ ଖଟିବାକୁ ଯିବେ
@@Himanshu13852 permanent thile milibani
Ethara sabu pila kharap hebe aou kn ei bhali ama ra odisha ra bikas karibe nabin babu
2025 re election ashile nabin babu ghare mada bottle pahanchei debe
ଛାତ୍ରଛାତ୍ରୀ ମାନଙ୍କ ପ୍ରତିଭାର ବିକାଶ ପାଇଁ ନୂଆ ଓ କାର୍ଯ୍ୟକ୍ରମ ଅତ୍ୟନ୍ତ ସହଯୋଗ କରିବେ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି ।
ସୁଧୀରି ଯା ନହେଲେ ସାନପାମ୍ପୁଡ଼ି ଖାଇବାକୁ ବାଳ ନା ଥିବ
ଏଭଳି ଫାଲତୁ ନିୟୁଜ କୁ ପ୍ରଚାର କରିଥିବାରୁ ତୁମକୁ ଧନ୍ୟବାଦ
Durbhagya ra kathaa ama odisha re pua nahati je bahara loka asi odishare sabu ghosana karuchanti 😢😢
ଓଡ଼ିଆ ଲୋକ ମାନେ ଏ ପର୍ଯ୍ୟନ୍ତ ତଳେ ଅଚ୍ଚନ୍ତି
Good
ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କର ଶିକ୍ଷା କ୍ଷେତ୍ରରେ ଅବଦାନ ଅତୁଳନୀୟ ପିଲାମାନେ ପ୍ରଥମ ବର୍ଷରେ ପାଇବେ, ଦ୍ୱିତୀୟ ବର୍ଷରେ ପାଇବେ ତୃତୀୟ ବର୍ଷରେ ପାଇବେ ଓ PG କଲା ପରେ ମଧ୍ୟ ପାଇବେ ଏହା ମୁଖ୍ୟମନ୍ତ୍ରୀ ଙ୍କର ବହୁତ ବଡ଼ ଅବଦାନ!
+2 pila Mane vote dei paribe ni ta
Seithi pai tankara kichhi nai 😂😂😂
Vote pai vala lancha diajauchhi au 👍 .....
👏👏👏
😅
ଛାତ୍ରଛାତ୍ରୀ ମାନଙ୍କ ଉଜ୍ଵଳ ଭବିଷ୍ୟତ ପାଇଁ ବାଟ ଦେଖୁଉଛନ୍ତି ନବୀନ ସରକାର
Corrupted govt change heba darkar.
Hmmm
Change na kale gandi maribo
ରାଜ୍ୟର ଶିକ୍ଷା ବ୍ୟବସ୍ଥାକୁ ଆଗେଇନେବାପାଇଁ ରାଜ୍ୟ ସରକାର ସ୍କୁଲ,କଲେଜ ମାନଙ୍କୁ 5Tରେ ସାମିଲ କରି ଛାତ୍ରଛାତ୍ରୀ ମାନଙ୍କୁ ଇ ଲାଇବ୍ରେରୀ, ସ୍ମାର୍ଟକ୍ଲାସ ରୁମ ସହିତ ସମସ୍ତ ପ୍ରକାରର ସୁବିଧା ଯୋଗାଇ ଦେଉଛନ୍ତି l
ସାରା ଓଡ଼ିଶାର ଛାତ୍ର ଛାତ୍ରୀ ମାନଙ୍କ ଶିକ୍ଷା କ୍ଷେତ୍ରକୁ ଆହୁରି ସୁଦୃଢ କରିବା ପାଇଁ ଏହିନୂଆ ଓ ଯୋଜନା ଆରମ୍ଭ କରିଛନ୍ତି!
ରାଜ୍ୟ ସରକାର ପିଲାଙ୍କ ପାଇଁ ବିଭିନ୍ନ ପ୍ରକାର ସହାୟତା ଦେଇ ପଢିବା ପାଇଁ ଆଗ୍ରହ ସୃଷ୍ଟି କରୁଛନ୍ତି |
Job vacancy baharakarantu aga ta pare dekhibe aape ape nua Odisha banijiba
ରାଜ୍ୟ ସରକାର ସମସ୍ତ +3 ପିଲାଙ୍କୁ କୋଲର୍ଶୀ ଦେବେ । ଏହା 5ଟି ଅଧକ୍ଷ ଭି.କେ ପାଣ୍ଡିଆନ ସାର କହିଛନ୍ତି।
ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାର ଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଏହିଭଳି ନୂତନ ଯୋଜନା ଅଣିଥିବାରୁ। ଏହା ଫଳରେ ବହୁ ଛାତ୍ରଛାତ୍ରୀ ପାଠପଢା କ୍ଷେତ୍ରରେ ସେହି ଅର୍ଥ କୁ ଲଗାଇପାରିବେ।
😂😂
ହଁ ସବୁ ବର୍ଷ କାହିଁକି ନୁହେଁ.. ଆଉ 2024 ପରେ ଚାକିରି ବିକା ହେବ.. ଆଉ ଆପଣ ଗରିବ ମେଧାବୀ ମାନେ ଦାଦନ ଖଟିବାକୁ ଯିବେ
@@Xuy788 ମାନ୍ୟବର ମୁଖ୍ୟମନ୍ତ୍ରୀ ବର୍ତମାନ ନିର୍ବାଚନ ନୁହଁ ବରଂ ସେ ଦୀର୍ଘ 24 ବର୍ଷ ଧରି ଛାତଛାତ୍ରୀ ମାନଙ୍କୁ ଶିକ୍ଷା କ୍ଷେତ୍ରରେ ଉନ୍ନତି ଆଣିଛନ୍ତି ଯେପରିକି - ବହି, ପୋଷାକ, ମଧ୍ୟାନଭୋଜନ, ଜୋତା, ଛାତ୍ରବୃତ୍ତି ଏପରିକି ବହୁ ସୁବିଧା ପିଲାମାନେ ପାଇପାରିଛନ୍ତି।
@@Xuy788 ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେବଳ ଏହି ବର୍ଷ ନିର୍ବାଚନ ନୁହେଁ ବରଂ ସେ ଦୀର୍ଘ 24 ବର୍ଷ ଧରି ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷା କ୍ଷେତ୍ରରେ କିପରି ଉନ୍ନତି ହେବ ବହୁ ସୁବିଧା ଯୋଗାଇ ଦେଇଆସିଛନ୍ତି ଯେପରିକି - ପୋଷାକ, ବହି,ଜୋତା, ମଧ୍ୟାନଭୋଜନ, ଛାତ୍ରବୃତ୍ତି ଇତ୍ୟାଦି ବହୁ କ୍ଷେତ୍ରରେ ସହାୟତା ର ହାତ ବଢ଼ାଇଛନ୍ତି।
@@umeshmahapatra7331hahahah mu b paichi scholarship but padhare nuha ghara chhata badia re lageili 😂😂😂, ethi scholarship Paisa kie kana karuchi but outcome dekhajauni haha😂😂
ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷା ସହିତ ଅନ୍ୟାନ୍ୟ କଳା ସଂସ୍କୃତ କ୍ଷେତ୍ରରେ ମଧ୍ୟ ବିଭିନ୍ନ ତାଲିମ ଦେଉଛନ୍ତି। ଯାହାଦ୍ୱାରା ଛାତ୍ରଛାତ୍ରୀ ମାନେ ସର୍ବଗୁଣା ହୋଇପାରିବେ।
ନୂଆ ଓ କାର୍ଯ୍ୟକ୍ରମ ର ସଫଳତା ଏବେ ସାରା ଓଡ଼ିଶା ରେ ଚର୍ଚ୍ଚାର ବିଷୟ ପାଲଟିଛି।ଧନ୍ୟବାଦ ଆମ ନବୀନ ସରକାର।
ପୁଣି ପ୍ରଲୋଭନ ଦେଖେଇ 5ବର୍ଷ ଶାସନ କରିବୁ ବୋଲି ଭାବୁଛନ୍ତି। ଲୋକେ ସତର୍କ ହେଲେଣି ତମ ମିଛ ପ୍ରତିଶ୍ରୁତି ଚଳିବନି
ନୂଆ _ଓ କାର୍ଯ୍ୟକ୍ରମ ର ପରବର୍ତୀ ଖୁସି ଖବର ମୁଖ୍ୟମନ୍ତ୍ରୀ ପିଲାମାନଙ୍କୁ ଦେବାକୁ ଯାଉଛନ୍ତି |
This scholarship is only valid for those students who don't get any type of government assistance or any scholarship not for all students
0:11 ଟଙ୍କାଡେଇକି କିଣିପାରିବନି ସାର , ଆଗ ଆମର ଦିଅମ
Kemiti apply karibu
Sir aji 25 Kai asini ta 😢
❤
ମୁଖ୍ୟମନ୍ତ୍ରୀ ପିଲାମାନଙ୍କ ଶିକ୍ଷ୍ୟା କ୍ଷେତ୍ରରେ ସୁଦୃଢ ଆଣିବା ପାଇଁ ଏହି ପରି ଭଲ ଭଲ ଯୋଜନା ବାହାର କରୁଛନ୍ତି।
Kouthi bhala bhai
Announcement karuchhanti bhul..kahile 95% pila paibe..ebe kebala sehi pila kari paribe jie scholarship pau nahanti...ta kebala 5% pila paibe 😔
ଓଡିଶା ରାଜ୍ୟ ର ଦାଦନ ମାନେ ସ୍ତ୍ରୀ, ପିଲା ଛୁଆଙ୍କୁ ଛାଡି ଅନ୍ୟ ରାଜ୍ୟରେ ବା - - - - କୁ ମୁଠାଇ ଦାଦନ ଖଟି ବର୍ଷ ବର୍ଷ ପରେ ରାଜ୍ୟକୁ ଫେରୁଛନ୍ତି, 🤔🤔🤔🙄🙄🙄😩😩😩😩ମାନ୍ୟବର ଏ ବିଷୟରେ କିଛି ଟିପ୍ପଣୀ ଦେବେ କି??? 😅😅😅😅
Maagia +2 pila ku dee
Maagia
ଏ ସବୁ ବେକାର କୋଉ ପାଇଁ +3 ପାଇଁ +2 କାଇଁ ନୁହେଁ
କାହିଁକି ନା +3 ଭୋଟ ଦେବେ
😢 ମା......gi.....
ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡ଼ିଶାରେ ନୂଆ ଓ କାର୍ଯ୍ୟ କ୍ରମ ଆରମ୍ଭ କରିଛନ୍ତି ଜନତାଙ୍କ ସୁବିଧା ପାଇଁ।
ARE PANDU GOTE POST PAIN 100PILA NUNHA GOTE POST PAIN 10THAUSAND PILA APPLY KARUCHANTI
❤❤❤❤❤❤❤❤❤❤❤❤😊😂🎉😢😮😅😊
ଆଗୁଆ କଣ ପୁରୁଣା ଓଡ଼ିଶା ଥିଲା କି? ଏ ଡକାୟତ କୁ ହଟାଅ, ତାପରେ ନୂଆ ଓଡିଶା ହଵ l
BJD jitiba tu emiti bhoki hautha 😂😂😂😂
@@Hunter35046 ଆରେ ଆମେ କୋଉ ପାଟିର ନୁହଁ, ଆମେ ହେଲୁ ଜଗନ୍ନlଥ ପ୍ରେମୀ ,, ଶ୍ରୀମନ୍ଦିର ଭିତରେ ଗୋମାଂସ ଭକ୍ଷଣ କାରୀ ପଶି ବାଟା କଣ ଠିକ୍?ମୁଁ କଣ, କହିଲି କିଏ, ଜିତିବ କିଏ ହାରିବ ତୋ ଗାଣ୍ଡିରେ କାଇଁ ମୂଳା ପଶିଗଲା , ଆରେ ଏଇଟା ବିଜେଡି ପେଳ ଟେକI କିରେ?
ମୁଖ୍ୟମନ୍ତ୍ରୀଙ୍କର ଏହି ଭଳି ଓଡିଶା ପାଇଁ ଗୋଟିଏ ପରେ ଗୋଟିଏ ଉନ୍ନତି କର କାର୍ଯ୍ୟ ଦେଖି ମୁଖ୍ୟମନ୍ତ୍ରୀ ଙ୍କୁ ଦୃଦୟରୁ ଧନ୍ୟବାଦ ଜଣାଉଛୁ।
Tike tanka charana ru paduka neiki pijaaa..tu bi Sarkar hei jibu
@@abhilipsabiswal2857se jaha karu ame sabu subidha paile gala jea jaha karu amara dho😂
ଆଉ ପିଲାମାନଙ୍କ ପାଠ ପଢିବାରେ ଅର୍ଥ ବାଧକ ସାଜିବନୀ |ସେ +3ହେଉ ବା ଡିଗ୍ରୀ ହେଉ 95%ପିଲାପାଇବେ କଳାରସିପ |
How I can apply for scholarship 😢.!?
Automatic asijiba…
5t ଅଧ୍ୟକ୍ଷ ଛାତ୍ର ଛାତ୍ରୀ ମାନଙ୍କୁ ଦେଇଥିବା ଅଭିଭାଷଣକୁ ଅନୁସରଣ କରି ପିଲାମାନେ ନିଶ୍ଚିତ ଉନ୍ନତି କରିବେ l
Student ku salary dio monthly 14000
Kn paine
Jobless heiki toka baha heiparunahanti..se dukha kie bujhiba....khali vote deiki ama gadi au bank balance badhaa....
@@alokkumarnayak1148 tu bhari baha habaku hauchu
ଆମ ପ୍ରିୟ ମୁଖ୍ୟମନ୍ତ୍ରୀ କଥାରେ ନୁହଁ କାମରେ ବିଶ୍ୱାସ ରଖି ଥାନ୍ତି।
+2 student kn Akasha ku dekhibe
+2 student bhot deipari beni😅 sethi pai money dia heba ni
Hmm akasha ku dekha
Kana se vote deipari be😂
+3 pilanku 18 barsha hela ni to seti pain 😂
ତମର ବା ଭୋଟ ଦେବାର ବୟସ ହେଇନି ତମେ କଣ ପଇସା ପାଇବ ସବୁ ଏଥି ଲାଞ୍ଚ ରେ ବାବା
୨୨ବର୍ଷ ସୁଇଥିଲ ଇଲେସନ ପାଖରେ କ'ଣ ପାଇଁ
Good news from our Honorable CM. Mr. Naveen babu..After education all students will go to Chennai, Bangalore, Hyderabad for security job😂😂 Pandiyan will become future CM of Odisha 😂 very unfortunate 😢
Good news bro
ଛାତ୍ର ଛାତ୍ରୀ ମାନେ ହେଉଛନ୍ତି ଆଗାମୀ ଦିନର ଭବିଷ୍ୟତ ତେଣୁ 5T ଅଧ୍ୟକ୍ଷ ଭଲ ହିତପଦେଶ ବେଇଛନ୍ତି ଭବିଷ୍ୟତ ଉଜ୍ୱଳ ମୟ କରିବାପାଇଁ!
ଆଜି ସମଗ୍ର ଓଡ଼ିଶାର ଛାତ୍ରଛାତ୍ରୀମାନଙ୍କ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବହୁତ ଭଲ ଭଲ ପଦକ୍ଷେପ ନେଇଛନ୍ତି l
ସମଗ୍ର ଛାତ୍ରଛାତ୍ରୀ ନାହିଁ ଆଜ୍ଞା କେବଳ +3 ଛାତ୍ରଛାତ୍ରୀ 😅
@@ranjubalapradhan901 +3 madhyaru bi kebala 2% pilaa.. jaa ra family income 100000000 achhi..eitaa heuchhi odisha gov ra yojana...samsate ekathi hua and gov ku twit kara
@@ZindegiZindegi Agaku ahuri kn kn rules bahariba k jani se pandu ku odisha ru bidaya deba darkar😡😡
@@ranjubalapradhan901 govt ku twit kara jau
Khali boka bonouchonti....+3 pila odisha scholarship pau thiba students pai beni😂😂😂.kete chalak sorkar chhhi
Student ମାନେ ନୂଆ voter ....ଏଥିପାଇଁ ଭୋଟ ପ୍ରଚାର ଚଳାଇଛନ୍ତି...ପାଠ ଛାଡ଼ି
ଓଡ଼ିଶାର ଛାତ୍ରଛାତ୍ରୀମାନଙ୍କ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ବାବୁ ବହୁତ ଭଲ ଭଲ ଫଦକ୍ଷେପ ନେଇଛନ୍ତି l
ଏହି ସହାୟତା ପାଇ ପିଲା ମାନେ ଖୁସି ହେବା ସଙ୍ଗେ ସଙ୍ଗେ ପିଲା ମାନଙ୍କର ବାପା ମାଆ ମାନେ ବହୁତ ଖୁସି ଅଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡ଼ିଶାର କଲେଜ ପିଲାଙ୍କ ପାଇଁ ବହୁତ ବଡ଼ ଖୁସି ଖବର!
Nuaa O re kn job vacancy nahin
ମାନ୍ୟବର ମୁଖ୍ୟମନ୍ତ୍ରୀ କଲେଳ ପିଲାଙ୍କ ପାଇଁ ଏକ ଐତିହାସିକ ନିଷ୍ପତି ନେଇଛନ୍ତି ଏହା ଅତି ଖୁସି ଖବର!
Aagaru kn pain hau na thila,ebe election achhi boli Sethi pain
Dau chanti ta Kam se kam😅 election bahana re hau pache.
Teacher post fill up aga kara
ପୁଣି ଘୋଷଣା କରିଛନ୍ତି ଯେ, ଯେଉଁମାନେ State scholarship ଆବେଦନ କରିଛନ୍ତି ସେମାନଙ୍କୁ ଟଙ୍କା ମିଳିବନି
Nabin sara nku bahut bahut dhanyabad.
ପିଲା ମାନଙ୍କ ଉଜ୍ଵଳ ଭବିଷ୍ୟତ ପାଇଁ ମୁଖ୍ୟମନ୍ତ୍ରୀ ଙ୍କ ଏହି ଭଳି ଅବଦାନକୁ ଓଡିଶା ବାସି ଚିରଦିନ ମନେ ରଖି ଥିବେ।
Thank you so much sir 🙏 ☺️
ଆମ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷା ସହିତ ଅନ୍ୟାନ୍ୟ କଳା ସଂସ୍କୃତ କ୍ଷେତ୍ରରେ ମଧ୍ୟ ବିଭିନ୍ନ ତାଲିମ ଦେଉଛନ୍ତି। ଯାହାଦ୍ୱାରା ଛାତ୍ରଛାତ୍ରୀ ମାନେ ସର୍ବଗୁଣା ହୋଇପାରିବେ।
ଝିଅ ପିଲାଙ୍କୁ 10,000ଏବଂ ପୁଅ ମାନଙ୍କୁ 9000କଳାରସିପ ଦେବେ ରାଜ୍ୟ ସରକାର |ଏହା ପ୍ରତିବର୍ଷ ଦେବେ ରାଜ୍ୟ ସରକାର |
ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନୂଆ ଓଡ଼ିଶା ନବୀନ ଓଡ଼ିଶା ଓଡିଆଭାଷାର ପ୍ରଚାର ଓ ପ୍ରସାର ନୂଆ ଅଭିଯାନଆଜି ଲୋକମାନଙ୍କୁ ଅନୁପ୍ରାଣିତ କରୁଛି
+3 ପିଲା ଆସନ୍ତା ଇଲେକ୍ସନ ରେ ଭୋଟ ଦେଇପାରିବେ ବୋଲି ହଟାତ ଏହି ଯୋଜନା କରାଯାଇଛି।କିନ୍ତୁ +2 ପିଲା ଭୋଟ ଦେବାର ବୟସ ହେଇନାହିଁ କି ସେ ଭୋଟ ଦେଇ ପାରିବେ ନାହିଁ ଏହି ଯୋଜନା ତାଙ୍କ ପାଇଁ ଦିଆ ଯାଇନାହିଁ।ଭୋଟ ଟଙ୍କା ପାଇବା ପାଇଁ ଏ ଯୋଜନା କରାଯାଇଛି।
ପିଲା ମାନଙ୍କ ଆଗାମୀ ଭବିଷ୍ୟତରେ ଭଲ ଶିକ୍ଷା ଅର୍ଜନ କରିପାରିବେ ସେଥିପାଇଁ ମୁଖ୍ୟମନ୍ତ୍ରୀ ଙ୍କ ଅବଦାନ ଅତୁଳନୀୟ ଅଟେ।
Thank you ❤️🌿😊
କଲେଜର ପାଠ ପଢ଼ୁଥିବା 95 ପ୍ରତିଶତ +3 ଛାତ୍ରଛାତ୍ରୀଙ୍କୁ ମିଳିବ ନୂଆ-ଓ ଯୋଜନା ଅନୁଯାୟୀ ଛାତ୍ରବୃତ୍ତି ।ଏହା କେବଳ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ପାଇଁ ସମ୍ଭବ ହୋଇ ପାରିଛି l
ଓଡିଶାର ମୁଖ୍ୟମନ୍ତ୍ରୀ ଶିକ୍ଷା କ୍ଷେତ୍ରକୁ ପ୍ରାଧାନ୍ୟ ଦେଇ ଓଡିଶାରେ ଥିବା ପ୍ରତିଟି ଘରୋଇସ୍କୁଲର ସୁବିଧାଭଳି ସରକାରୀ ସ୍କୁଲର ଥିବା ଛାତ୍ରଛାତ୍ରୀଙ୍କୁ ମଧ୍ୟ୍ୟ ସେହିପରି ସୁବିଧା ଯୋଗାଇ ଛନ୍ତି l
ହଁ ସବୁ ବର୍ଷ କାହିଁକି ନୁହେଁ.. ଆଉ 2024 ପରେ ଚାକିରି ବିକା ହେବ.. ଆଉ ଆପଣ ଗରିବ ମେଧାବୀ ମାନେ ଦାଦନ ଖଟିବାକୁ ଯିବେ
Outsourcing କରି ouat ରେ ଜୋଉ ଶୋଷଣ ହୋଇ ଛୁ ଆମେ ସବୁ କର୍ମଚାରୀ ,ଏଠି ସରକାରୀ ଚାକିରିଆ ଆମ ମଜୁରି କୁ ମାରି ଖାଉଛନ୍ତି ଠିକାଦାର ମାଧ୍ୟମରେ ମାଦୁରଚୋଦ ମାନେ ଲକ୍ଷ ଲକ୍ଷ ଟଙ୍କା ଦରମା ପାଉଛନ୍ତି ପୁଣି ଆମ ସର୍ବନିମ୍ନ ମଜୁରିରେ ନଜର bjd ପେଳ ଭୋଟ ପାଇବ
ରାଜ୍ୟବାସୀଙ୍କୁ ଅତ୍ୟାଧୁନିକ ଶିକ୍ଷା ବ୍ୟବସ୍ଥା ଯୋଗାଇ ଦେଉଛନ୍ତି ରାଜ୍ୟସରକାର ତେଣୁ ସମସ୍ତେ ଜଣେ ଜଣେ ଭଲ ଶିକ୍ଷାର୍ଥୀ ହେବା ଦରକାର
ପାଟ ପଡ଼ିବା ପାଇଁ ସବୁ ସୁବିଧା ମିଲୁଛି ଚାକିରୀ କରିବାକୁ ଆମଠୁ ମୋଟା ଅଙ୍କର ପଇସା ନେଇଛନ୍ତି ରାଜ୍ୟ ସରକାର
ଆମର ପ୍ରିୟ ମୁଖ୍ୟମନ୍ତ୍ରୀ କଥା କମ କୁହନ୍ତି କାମ ବେଶୀ କରନ୍ତି!
+୩ର ପିଳା ଭୋଟ ଦେବ, ସେଥିପାଇଁ ଏହି ଘୋଷଣା କରିଛନ୍ତି।
ଛାତ୍ର ଛାତ୍ରୀ ମାନଙ୍କୁ ପ୍ରତ୍ୟେକ ବର୍ଷ ବୁର୍ତ୍ତି ଦିଆଯିବ ବୋଲି କାର୍ତ୍ତିକ ପାଣ୍ଡିଆନ ଘୋଷଣା କଲେ l
ମାନ୍ୟବର ମୁଖ୍ୟମନ୍ତ୍ରୀ +3କଲେଜ ପିଲାଙ୍କ ପାଇଁ ଏକଐତିହାସିକ ନିଷ୍ପତ୍ତି ନେଇଛନ୍ତି ସେଥିରେ ପିଲାମାନେ ବହୁତ ଖୁସିଅଛନ୍ତି!
ମାନ୍ୟବର ମୁଖ୍ୟମନ୍ତ୍ରୀ ନୂଆ ଓ କୋଲରସିପ ମାଧ୍ୟମରେ +3ଓ pg ପିଲାଙ୍କୁ ନୂଆ ସହାୟତା ଯୋଗାଇ ଦେଇଛନ୍ତି!
ଡିଗ୍ରୀ ପିଲାଙ୍କ ପାଇଁ ମୁଖ୍ୟମନ୍ତ୍ରୀ କଳାରସିପ ର ବ୍ୟବସ୍ଥା କରି ପିଲାଙ୍କୁ ଖୁସି କରିଦେଇଛନ୍ତି |
ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କର ଅବଦାନ ଅତୁଳନୀୟ ପିଲାମାନେ ପ୍ରଥମ ବର୍ଷରେ ପିଇବେ, ଦ୍ୱିତୀୟ ବର୍ଷ ପିଇବେ, ତୃତୀୟ ବର୍ଷରେ ପାଇବେ ଓ pg କଲା ପରେ ମଧ୍ୟ ପାଇବେ ଏହା ମୁଖ୍ୟମନ୍ତ୍ରୀ ଙ୍କର ବହୁତ ବଡ଼ ଅବଦାନ!
10000, 9000 ଦେଇ ଚାକିରୀ କଲାବେଳେ ପନ୍ଦର ଲକ୍ଷ କୋଡିଏ ଲକ୍ଷ ନବ
ପିଲାମାନେ ହେଲେ ଆମ ଦେଶର ଭଵଷ୍ୟତ ସେଥିପ୍ରତି ଗୁରୁତ୍ୱ ଦେଇ ମାନ୍ୟବର ମୁଖ୍ୟମନ୍ତ୍ରୀଓ 5t ଅଧ୍ୟକ୍ଷ ଏ ଭଳି ପଦକ୍ଷେପ ନେଇଥିବାରୁ ଅଶେଷ ଧନ୍ୟବାଦ l
ମାନ୍ୟବର ମୁଖ୍ୟମନ୍ତ୍ରୀ ନୂଆ ଓ କୋଲରସିପ ସହାୟତା +3ଓ PG ପିଲାଙ୍କୁ ଯୋଗାଇ ବହୁତ ବଡ଼ପଦକ୍ଷେପ ନେଇଛନ୍ତି ଓଡ଼ିଶାରେ!
Nabin ବାବୁ ଓଡ଼ିଆ ଜାଣିନି,ଆଉ ଏବେ ତାମିଲ ବାବୁ ଙ୍କୁ ପୁଣି,ଓଡ଼ିଆ ହୀର,ଧନ୍ୟ ବିଜେଡି ଅନ୍ଧ ଭକ୍ତ ମାନଙ୍କୁ,,,ଏମିତି ଆମ ଓଡ଼ିଶାରେ ହୁଏ,,,,,
+3 ଛାତ୍ର ଙ୍କ ପାଇଁ ବର୍ଷିକ 9000 ଓ ଛାତ୍ରୀ ଙ୍କ ପାଇଁ ବାର୍ଷିକ 10,000 ଟଙ୍କା ର ଆର୍ଥିକ ସହାୟତା ରାଶି ପ୍ରଦାନ କରିବେ ଆମ ନବୀନ ସରକାର।
+3ପିଲାଙ୍କୁ ମାନ୍ୟବର ମୁଖ୍ୟମନ୍ତ୍ରୀ କଳାରସିପ ଦେବାର ଘଷଣା କରିଛନ୍ତି |
ସାରା ଓଡ଼ିଶାରେ +3ପିଲା ମାନଙ୍କ ପାଇଁ କଲର୍ସିପ ପାଇପାରିବେ ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀ ବହୁତ ବଡ଼ ପଦକ୍ଷେପ ନେଇଛନ୍ତି।
ମାନ୍ୟବର ମୁଖ୍ୟମନ୍ତ୍ରୀ ସର୍ବଦା କୁହନ୍ତି ଆଜିର ପିଲା କାଲି ର ଭବିଷ୍ୟତ। ତେଣୁ ଏହି ନୂତନ ସ୍କୋଲାରସିପ ଯୋଜନା ଦ୍ୱାରା, ଛାତ୍ରଛାତ୍ରୀ ଗଣ ସଫଳତା ର ଚରମ ସୀମା ରେ ପହଞ୍ଚିପାରିବେ l
tqqqq c m sir....
Dhanyawad
ଯୋଜନା ଉପରେ ଯୋଜନା ଚାଲିଛି କିଛି ଫାଇଦା ନାହିଁ
ଭାଇ ଓଡିଆ କହ ନହେଲେ ବଙ୍ଗଳା କହ ଫାଳେ ଓଡ଼ିଆ ଫାଳେ ବଙ୍ଗଳା କହୁଛ ନବୀନ ଯେମିତି ଫାଳେ ଓଡ଼ିଆ କହୁଛି ସେମିତି ଫାଳେ ଓଡ଼ିଆ କହୁଛ ଧନ୍ୟରେ ଆମ ମୁଖ୍ୟମନ୍ତ୍ରୀ ନିଜେ ଓଡ଼ିଆ ଠିକ୍ ରେକହିପାରୁନି କି ପାଣ୍ଡିଆ ବି କହିପାରୁନି 😊😅😢🎉😂😂❤🎉😮😮😮😅😊😊😊
ଆମର ପ୍ରିୟ ମୁଖ୍ୟମନ୍ତ୍ରୀ ଙ୍କର ଦୃଷ୍ଟି ଶକ୍ତି ଅତ୍ୟନ୍ତ ଗୁରୁତ୍ୱ ପୂର୍ଣ୍ଣ ଓଡ଼ିଶାର ସ୍କୁଲ ଓ କଲେଜ ଗୁଡ଼ିକୁ ବିଶ୍ୱ ସ୍ତରୀୟ କରିବା ପାଇଁ ମୁଖ୍ୟମନ୍ତ୍ରୀ ବିଶେଷ ଧ୍ୟାନ ଦେଇଛନ୍ତି!
ସବୁଦେଲେ ମୂଲ୍ୟ ନାହିଁ
ବେକାର ଲକପାଇ କିଛି କର
ବେକାର ଯୁବକ କଣ ପାଇଁ 100000
ପ୍ରଚାର କର
ରାଜ୍ୟ ର ଛାତ୍ର ଛାତ୍ରୀ ମାନଙ୍କ ଶିକ୍ଷା କ୍ଷେତ୍ରକୁ ଆହୁରି ସୁଦୃଡ଼ କରିବା ପାଇଁ ଏହି ନୂଆ ଓ କୋଲରସିପ ଯୋଜନା ଆରମ୍ଭ କରିଛନ୍ତି!
ଆମର ପ୍ରିୟ ମୁଖ୍ୟମନ୍ତ୍ରୀ ଙ୍କର ଦୃଷ୍ଟି ଶକ୍ତି ପ୍ରଖର, ଓଡ଼ିଶାର ସ୍କୁଲ ଓ କଲେଜ ଗୁଡ଼ିକୁ ବିଶ୍ୱ ସ୍ତରୀୟ ରୂପାନ୍ତରଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି!
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଥିବାଯାଏ ଓଡିଶା ର ଉଚ୍ଚଶିକ୍ଷା ପାଇଁ ଛାତ୍ର, ଛାତ୍ରୀ ଙ୍କର ଏବେ ଅର୍ଥ ବାଧକ ସାଜିବ ନାହିଁ l
ଆମ ପ୍ରିୟ ନବୀନ ପଟନାୟକ ସବୁଥିରେ ଆଗୁଆ ଅଛନ୍ତି। ଓଡିଶା ଏବେ ଏକ ପ୍ରଥମ ରାଜ୍ୟ ଯିଏ କି scholarship ଦେବା ଆରମ୍ଭ କରିଛି।