Размер видео: 1280 X 720853 X 480640 X 360
Показать панель управления
Автовоспроизведение
Автоповтор
ଆଜ୍ଞା ପ୍ରଣାମ !ଗୋଟିଏ ଗ୍ରହର ଦୁଇଟି ରାଶି ଓ ଭାବ ମଧ୍ୟ , ଯଥା ମେଷ ଲଗ୍ନ ର ଲଗ୍ନ 1ମ ତ୍ରିକୋଣ ଭାବ ମେଷ ରାଶି ଓ 8ମ ତ୍ରୀକ ଭାବ ବିଛା ରାଶି ର ସ୍ୱାମୀ ମଙ୍ଗଳ ।ଯଦି ମଙ୍ଗଳ ଦୁର୍ବଳ ଅଛନ୍ତି ତାହେଲେ ତ୍ରିକୋଣ ଶୁଭ ଭାବରଫଳ ଦେବେନାହିଁ ଓ ତ୍ରୀକ ଅଶୁଭ ଭାବର ଫଲ ମଧ୍ୟ ଦେବେନାହିଁ ।କିନ୍ତୁ ଯଦି ବଳବାନ ଅଛନ୍ତି ତାହେଲେ ଶୁଭ ଓ ଅଶୁଭ ଭାବର କଣ ଫଳ ଦେଇପାରିବେ ।ଅନୁରୋଧ ଦୟାକରି ଜଣାଇବେ । ଧନ୍ୟବାଦ ଆଜ୍ଞା ପ୍ରଣାମ ।
ପ୍ରଣାମ ।ସେସବୁ ଏମିତି ରେ ବୁଝି ହେବ ନି ତାହା ଗୋଟେ ଗୋଟେ କରି deep ଭାବରେ କେଉଁ ଫଳ ଦେବା ସହ କେତେ ପରିମାଣ ରେ ଦେବା,,,,କେଉଁ ଭାବର ସ୍ବାମୀ କେଉଁ ଭାବରେ ବସିଲେ କିପରି ଫଳ ଦେବେ ଆଦି ଆହୁରି କିଛି ଆଗରୁ ଆଣିବା ପାଇଁ ଚେଷ୍ଟା ଚାଲିଛି । ଆପଣ ମାନଙ୍କ ଭଲପାଇବା ଥିଲେ ଆସିଶିଘ୍ର ସେଟା ମାନେ ଆସିଯିବ ।
Maraka graha, Gochara aau dasha kenta jana padba
ଡିଗ୍ରୀ କେମିତି ଗଣନା କରିବା ।
ତା ଉପରେ ମଧ୍ୟ ଭିଡିଓ ଅଛି channel page ରେ ମିଳିଯିବ ଦେଖନ୍ତୁ ।
Nice
Thanks
Very good babu
Thank you
Super ❤️❤️❤️❤️ 🥀
Tq
ଘର୍ ଗୁଡ଼ିକ ଖାଲି ଥିଲେ ଗ୍ରହ ନଥିଲେ କଣ କିପରି କଣ ଜାଣିବା
ପ୍ରତ୍ୟେକ ଘରରେ ଗୋଟିଏ ଗୋଟିଏ ରାଶି ଥାଏ ସେହି ଘରେ କେଉଁ ରାଶି ରହି ଅଛି , ସେ ରାଶି ର ରାଶିସ୍ବାମୀ କେଉଁଠି ଅଛନ୍ତି ତାହା ଦେଖି ବିଚାର କରିବା ।
❤❤❤
Part 5
ruclips.net/video/TztcO0sT-Vw/видео.html
Best video sir ji
ଡିଗ୍ରୀ କେମିତି ଜାଣିବା sir, କେତେ ଡିଗ୍ରୀ ଅଛି ବୋଲି ଜାଣିବା ଦୟାକରି କୁହନ୍ତୁ
ତା ଉପରେ ଗୋଟିଏ ଭିଡିଓ ଅଛି channel page କୁ ଯାଇକି ଦେଖନ୍ତୁ ମିଳିଯିବ।
Very nice, carry on betaGod bless youFrom- Jyotirbid pandit Chandrasekhar Nayak (Jyotisha re jataka )RUclips channel
Thank you so much
Bahut sundar upasthapana karuchhanti. May god bless you.
How I can contact you Sir ?
Achha guru Jana ho. Shashi ❤️❤️❤️❤️❤️
ଲଗ୍ନ କିପରି ଆଣିବା
Lagna re mangala thile tara pratikara kn kahile mu upakruta hebi
Taha Jataka dekhila pare kahiheba. Upaya pain anek jinish dekhajay.
ଧନୁ ଘରେ ବୃହସ୍ପତି ବକ୍ରି ମାନେ ଓ ଫଳ କଣ କହିବେ କି ?
Dhanu rasire bruhaspati bhala fala debe.
beautiful sir
ଡ଼ିଗ୍ରୀ କେମିତି ନିରୂପଣ କରିବା sir
ଡିଗ୍ରୀ ଉପରେ channel page ରେ ଭିଡିଓ ମିଳିଯିବ ଦେଖନ୍ତୁ ।
Degree kouthi rahelay kam tike lakhi ki bujhantu
Jatak re ଗଣ mane kana ate??????
wp nmb...
ଏହି ଭିଡିଓ ଟିକୁ ପୁରା ଦେଖନ୍ତୁ 👇👇👇👇ସଂପୂର୍ଣ୍ଣ ଜାତକ ବିଶ୍ଳେଷଣ 👉 - ruclips.net/video/gmVo9WBEEQk/видео.htmlଏହି ଭିଡିଓ ର description ରେ ମୋର WhatsApp ନମ୍ବର ମିଳିଯିବ ।
ରାହୁ ଓ କେତୁ ସର୍ବଦା ବକ୍ର ଓ ରବିଙ୍କ ଠାରୁ ୬ ୭ ୮ ଦୂରତାରେ ରହିଲେ ବକ୍ର ହୁଅନ୍ତି ସେ ସିଧାସଳଖ ଦେଖିବେ ନା ବକ୍ର ଦେଖିବେ ।କେତୁଙ୍କୁ କୌଣସି ଦୃଷ୍ଟି ନାହିଁ।ଯେ ହେତୁ ମୁଣ୍ଡ ନାହିଁ। ସେ କିପରି ଦେଖିବେ କି ?
ରାହୁ ଓ କେତୁ ବକ୍ରି ଚଳନ୍ତି କିନ୍ତୁ ରାହୁ, କେତୁ ଙ୍କ ତିନ ଟି ଦୃଷ୍ଟି ଅଛି ପଞ୍ଚମ , ନବମ ଓ ଅନ୍ୟ ଟି ସପ୍ତମ ଯାହା ସେ ନିଜର ସିଧାସଳଖ ସାମ୍ନା କୁ ଦୃଷ୍ଟି ଦିଆନ୍ତି । କେତୁ ଙ୍କ ମୁଣ୍ଡ ନାହିଁ କିନ୍ତୁ କେତୁ ଅନ୍ତର୍ଦୃଷ୍ଟି ର କାରକ ଗ୍ରହ ଅଟନ୍ତି । କେତୁ ଙ୍କ ଆଖି , ନାକ , କାନ କିଛି ନାହିଁ କିନ୍ତୁ କେତୁ ନିଜର ମନ ର ଆଖି ରେ ସବୁ ଦେଖିପାରନ୍ତି । ତେଣୁ ଯାହା ବାହାର ଆଖିରୁ ନ ଦିସେ ତାହା ଜଣେ ବ୍ୟକ୍ତି ମନର ଆଖି ରୁ ଦେଖି ପାରିବ କେତୁ ଙ୍କ କୃପାରୁ ।
Rahu 5,7,9,12ku drusti
Ravi achhanti sani ghore satru heyi kemiti result volo Debe ravi
Very good video sir
ଆଜ୍ଞା ପ୍ରଣାମ !
ଗୋଟିଏ ଗ୍ରହର ଦୁଇଟି ରାଶି ଓ ଭାବ ମଧ୍ୟ , ଯଥା ମେଷ ଲଗ୍ନ ର ଲଗ୍ନ 1ମ ତ୍ରିକୋଣ ଭାବ ମେଷ ରାଶି ଓ 8ମ ତ୍ରୀକ ଭାବ ବିଛା ରାଶି ର ସ୍ୱାମୀ ମଙ୍ଗଳ ।
ଯଦି ମଙ୍ଗଳ ଦୁର୍ବଳ ଅଛନ୍ତି ତାହେଲେ ତ୍ରିକୋଣ ଶୁଭ ଭାବର
ଫଳ ଦେବେନାହିଁ ଓ ତ୍ରୀକ ଅଶୁଭ ଭାବର ଫଲ ମଧ୍ୟ ଦେବେନାହିଁ ।
କିନ୍ତୁ ଯଦି ବଳବାନ ଅଛନ୍ତି ତାହେଲେ ଶୁଭ ଓ ଅଶୁଭ ଭାବର କଣ ଫଳ ଦେଇପାରିବେ ।
ଅନୁରୋଧ ଦୟାକରି ଜଣାଇବେ ।
ଧନ୍ୟବାଦ ଆଜ୍ଞା ପ୍ରଣାମ ।
ପ୍ରଣାମ ।
ସେସବୁ ଏମିତି ରେ ବୁଝି ହେବ ନି ତାହା ଗୋଟେ ଗୋଟେ କରି deep ଭାବରେ କେଉଁ ଫଳ ଦେବା ସହ କେତେ ପରିମାଣ ରେ ଦେବା,,,,କେଉଁ ଭାବର ସ୍ବାମୀ କେଉଁ ଭାବରେ ବସିଲେ କିପରି ଫଳ ଦେବେ ଆଦି ଆହୁରି କିଛି ଆଗରୁ ଆଣିବା ପାଇଁ ଚେଷ୍ଟା ଚାଲିଛି । ଆପଣ ମାନଙ୍କ ଭଲପାଇବା ଥିଲେ ଆସିଶିଘ୍ର ସେଟା ମାନେ ଆସିଯିବ ।
Maraka graha, Gochara aau dasha kenta jana padba
ଡିଗ୍ରୀ କେମିତି ଗଣନା କରିବା ।
ତା ଉପରେ ମଧ୍ୟ ଭିଡିଓ ଅଛି channel page ରେ ମିଳିଯିବ ଦେଖନ୍ତୁ ।
Nice
Thanks
Very good babu
Thank you
Super ❤️❤️❤️❤️ 🥀
Tq
ଘର୍ ଗୁଡ଼ିକ ଖାଲି ଥିଲେ ଗ୍ରହ ନଥିଲେ କଣ କିପରି କଣ ଜାଣିବା
ପ୍ରତ୍ୟେକ ଘରରେ ଗୋଟିଏ ଗୋଟିଏ ରାଶି ଥାଏ ସେହି ଘରେ କେଉଁ ରାଶି ରହି ଅଛି , ସେ ରାଶି ର ରାଶିସ୍ବାମୀ କେଉଁଠି ଅଛନ୍ତି ତାହା ଦେଖି ବିଚାର କରିବା ।
❤❤❤
Part 5
ruclips.net/video/TztcO0sT-Vw/видео.html
Best video sir ji
Thank you
ଡିଗ୍ରୀ କେମିତି ଜାଣିବା sir, କେତେ ଡିଗ୍ରୀ ଅଛି ବୋଲି ଜାଣିବା ଦୟାକରି କୁହନ୍ତୁ
ତା ଉପରେ ଗୋଟିଏ ଭିଡିଓ ଅଛି channel page କୁ ଯାଇକି ଦେଖନ୍ତୁ ମିଳିଯିବ।
Very nice, carry on beta
God bless you
From- Jyotirbid pandit Chandrasekhar Nayak
(Jyotisha re jataka )
RUclips channel
Thank you so much
Bahut sundar upasthapana karuchhanti. May god bless you.
Thank you
How I can contact you Sir ?
Achha guru Jana ho. Shashi ❤️❤️❤️❤️❤️
ଲଗ୍ନ କିପରି ଆଣିବା
Lagna re mangala thile tara pratikara kn kahile mu upakruta hebi
Taha Jataka dekhila pare kahiheba. Upaya pain anek jinish dekhajay.
ଧନୁ ଘରେ ବୃହସ୍ପତି ବକ୍ରି ମାନେ ଓ ଫଳ କଣ କହିବେ କି ?
Dhanu rasire bruhaspati bhala fala debe.
beautiful sir
Tq
ଡ଼ିଗ୍ରୀ କେମିତି ନିରୂପଣ କରିବା sir
ଡିଗ୍ରୀ ଉପରେ channel page ରେ ଭିଡିଓ ମିଳିଯିବ ଦେଖନ୍ତୁ ।
Degree kouthi rahelay kam tike lakhi ki bujhantu
Jatak re ଗଣ mane kana ate??????
wp nmb...
ଏହି ଭିଡିଓ ଟିକୁ ପୁରା ଦେଖନ୍ତୁ 👇👇👇👇
ସଂପୂର୍ଣ୍ଣ ଜାତକ ବିଶ୍ଳେଷଣ 👉 - ruclips.net/video/gmVo9WBEEQk/видео.html
ଏହି ଭିଡିଓ ର description ରେ ମୋର WhatsApp ନମ୍ବର ମିଳିଯିବ ।