Part:1- ବର୍ଷାଋତୁରେ ଲଗାନ୍ତୁ କେଉଁ ଫୁଲଗଛ ଲଗାଇବେ ? Rainy Season (July) Flower Plants For Home Garden |

Поделиться
HTML-код
  • Опубликовано: 10 сен 2024
  • #ବର୍ଷାଋତୁlikef ଜୀବଜଗତ ପାଇଁ ଏକ ଆଶୀର୍ବାଦ । ବର୍ଷା ପାଣି ଗଛଲତାଙ୍କ ପାଇଁ ଅମୃତ ଭଳି କାମ କରେ । ବର୍ଷାଦିନେ ଅନେକ ଫୁଲ ଫୁଟନ୍ତି। ତେଣୁ ନିଜ ବଗିଚାରେ ସୁନ୍ଦର ସୁନ୍ଦର ଫୁଲଗଛ ଲଗାଇବାର ଏହା ସବୁଠୁ ଭଲ ସୁଯୋଗ । ଏଇ ଋତୁରେ ଆପଣ ନିଜ ବାଡ଼ିବାଗିଚାରେ ଅନେକ ପ୍ରକାରର ଫୁଲଗଛ ଓ ଅନ୍ୟାନ୍ୟ ଗଛପତ୍ର ସବୁ ଲଗାଇ ପାରିବେ । ତେବେ ଯଦି ଆପଣ ଜାଣି ନାହାନ୍ତି କି କେଉଁ ଗଛ ଏଇ ସମୟରେ ଲଗାଇବା ଉଚିତ୍ ହେବ ଓ ଆପଣଙ୍କୁ ସହଜରେ ମିଳିଯିବ ତେବେ ମୁଁ ଆପଣଙ୍କ ପାଇଁ କିଛି ବଛାବଛା ଫୁଲଗଛ ନେଇ ଆସିଛି ଯାହା ଆପଣ ନିଜ ବାଡ଼ିରେ ଲଗାଇ ପାରିବେ । ଆଉ ଏକ ପାର୍ଟ ରେ ମୁଁ ଆହୁରି କିଛି ଫୁଲଗଛ ର refference ନେଇ ଆସିବି । ଗଛପତ୍ରଙ୍କ ବିଷୟରେ ଖୁବ୍ information ଆଣିବି । ଏହାସହ ଆହୁରି ମଜାଦାର ଅନ୍ୟ ଭିଡିଓ ବି ଆଣିବି। ନିଶ୍ଚୟ ମୋ ଚ୍ୟାନେଲ କୁ Like, Share & Subscribe କରନ୍ତୁ।
    #rainyseason #rainyseasonflowers #flowers #gardeninglovers #gardentips #gardeningpassion #indoorgarden #outdoorgardening #julyflowers #homegarden #like #likeforlikes #follow #subscribe #share #odiavlog #odiavlogger #ytviral #ytvideo

Комментарии • 4