ଐତିହାସିକ କେନ୍ଦୁଝର ରାଜପ୍ରାସାଦ ଭାଗ ୩ ||Keonjher King Palace A Historical Place, Vlog #14 || Kendujher

Поделиться
HTML-код
  • Опубликовано: 9 фев 2025
  • ନମସ୍କାର ଦର୍ଶକ ବନ୍ଧୁ ଆପଣ ମାନଙ୍କୁ ଦେଇଥିବା କଥା ଅନୁସାରେ ଆଜି ଆମେ ଦେଖେଇ ବାକୁ ଯାଉଛୁ କେନ୍ଦୁଝର ରାଜ ବାଟି ପରିସର ରେ କି ପରି ରହିଛି ରାଣୀ ମହଲ
    ତେବେ ଡେରି ନ କରି ଆସନ୍ତୁ ବିସ୍ତୃତ ଭାବ ରେ ଜାଣିବା ଆଜି ର ଏହି ଭିଡିଓ ରେ
    ନମସ୍କାର ଦର୍ଶକ ବନ୍ଧୁ ଆପଣ ମାନଙ୍କୁ ଦେଇଥିବା କଥା ଅନୁସାରେ ଆଜି ଆମେ ଦେଖେଇ ବାକୁ ଯାଉଛୁ କେନ୍ଦୁଝର ରାଜ ବାଟି ପରିସର ରେ କି ପରି ରହିଛି ରାଣୀ ମହଲ
    ତେବେ ଡେରି ନ କରି ଆସନ୍ତୁ ବିସ୍ତୃତ ଭାବ ରେ ଜାଣିବା ଆଜି ର ଏହି ଭିଡିଓ ରେ
    ଦର୍ଶକ ବନ୍ଧୁ ଭିଡିଓ ଆରମ୍ଭ କରିବା ପୂର୍ବରୁ ଏଇଠି କହି ରଖୁଛୁ ଗୋଟିଏ କଥା
    ରାଜା ରାଯୁଡ଼ା ସମୟ ରେ ନିର୍ମିତ ହୋଇ ଥିବା ଏହି ରାଣୀ ମହଲ ର ସ୍ଥିତି ସମ୍ପର୍କ ରେ ଆପଣ ମାନଙ୍କୁ ଅବଗତ କରାଇବା ପାଇଁ ଆମକୁ ଗୋଟିଏ ବର୍ଷ ଲାଗିଗଲା
    ଏବେ ଗୋଟିଏ ବର୍ଷ ପରେ ଅନୁମୋତି ମିଳି ଥିବାରୁ ରାଣୀ ମହଲ ର ସମ୍ପୂର୍ଣ ଚିତ୍ର ଦେଖାଇ ବାରେ ଆମେ ସକ୍ଷମ ହୋଇଛୁ
    ସବୁ ପରେ ବି ଆପଣ ମାନଙ୍କୁ ଦେଇଥିବା କଥା ଆମ ପାଇଁ ଗୁରୁତ୍ଵ ପୂର୍ଣ୍ଣ ଅଟେ
    ତେବେ ଡେରି ନକରି ଚାଲନ୍ତୁ ଆରମ୍ଭ କରିବା ଆଜିର ଭିଡିଓ
    ଏହା ହେଉଛି ସେହି ମହଲ ଯେଉଁଠି ରୋହୁଥିଲେ ରାଣୀ ଏହି ମହଲରେ ରହିଛି ରାଣୀଙ୍କ ପାଇଁ ଉଦ୍ଦିଷ୍ଟ ଥିବା ରାଣୀ ହଂସ ପୁର ଯେଉଁଠି ରୋହୁଠିଲେ ରାଣୀ
    ଦେଖନ୍ତୁ ଏହା ହେଉଛି ସେହି କୋଠରି ଯେଉଁ ଠାରେ ରାଣୀ ନିଜର କ୍ଲାନ୍ତ କୁ ମେଣ୍ଟାଇବା ନିମନ୍ତେ ଏହି କୋଠରି ରେ ବସି ବିଭିନ୍ନ ପ୍ରକାରର ଚିତ୍ର ଆଙ୍କିବା ରେ ମଗ୍ନ ରୋହୁ ଥିଲେ
    ଦେଖନ୍ତୁ କିପରି ଭାବରେ କୋଠରି ଗୁଡ଼ିକ କାନ୍ଥ ଓ ଛାତ ରେ ଭିନ୍ନ ଭିନ୍ନ ପ୍ରକାର ର ଚିତ୍ର ମାନ ଅଙ୍କା ଯାଇଛି ଯାହାକି କୋଠରି ଗୁଡ଼ିକର ସୋନ୍ଦର୍ଯ୍ୟତା ବୃଦ୍ଧି କରିବା ସହ କାରିଗର ମାନଙ୍କର ନିଖୁଣ କାରିଗରୀ ର ପ୍ରମାଣ ପ୍ରଦାନ କରୁଛି ଯାହା ଏହି ଚିତ୍ର ଦେଖି ଆପଣ ଅନୁମାନ କରି ପାରୁ ଥିବେ
    ବନ୍ଦ ରହିଥିବା ଏହି ମନ୍ଦିର ରେ ବିଶ୍ଵ ର ଶାନ୍ତି ପ୍ରତିଷ୍ଠା ନିମନ୍ତେ ପୂଜାର୍ଚ୍ଚନା କରାଯାଉଥିବା ବେଳେ ଏହି ଯଜ୍ଞ କୁଣ୍ଡ ରେ ଶୁଭ ମନାସି ଶାନ୍ତି ଯଜ୍ଞ ମଧ୍ୟ କରାଯାଏ
    ଆମ ଟିମ୍ ବୁଲୁ ବୁଲୁ ନଜର ପଡ଼ିଲା ଏହି ସବୁ କୋଠରି ଗୁଡ଼ିକ ଉପରେ କିଛି କୋଠରି ବାଦୁଡ଼ି ମାନଙ୍କର ବାସସ୍ଥାନ ପାଲଟି ଥିବା ବେଳେ ଅନ୍ୟ ବାକି କୋଠରି ନାଲି କପଡା ଗୁଡ଼ା ଯାଇ ତାଲା ବା କୋଲପ ସାହାଯ୍ୟ ରେ କୋଠରି ଗୁଡ଼ିକୁ ବନ୍ଦ ରଖା ଯାଇ ଛି
    ତେବେ କାହିଁକି ନାଲି କପଡା ବନ୍ଧା ଯାଇଛି ତାହା ଆଜି ବି ରହସ୍ୟ ଘେର ରେ
    ଏହି ଯେଉଁ ପାହାଚ ଦେଖୁଛନ୍ତି ଏହି ବାଟ ଦେଇ ଛାତ ଉପରକୁ ଯିବା ପାଇଁ ରାସ୍ତା ରହିଛି
    ଏହା ଏବେ ଭଗ୍ନାବଶେଷ ରେ ରହି ଥିବା ରୁ ଆମକୁ ଯିବା ସମ୍ଭବ ହେଲା ନାହିଁ
    ଟିକେ ନଜର ପକାନ୍ତୁ ଏହି ଚିତ୍ର ରୂପକ ଯୁଦ୍ଧ ଜାହାଜ ଉପରେ କିପରି ଯୁଦ୍ଧ ର ପ୍ରତୀକ ଭାବେ ଏହାକୁ ଅଙ୍କିତ କରାଯାଇ ଛି
    ଏଇଠୁ ଜଣା ଯାଏ ଯେ ରାଣୀଙ୍କର ସୁରକ୍ଷା ରେ ନିଯୁକ୍ତ ଥିବା ଅଙ୍ଗ ରଖି ମାନେ କେତେ ପରାକ୍ରମୀ ଥିଲେ
    hope this video impressed you
    please like share subscribe my youtube channel.
    RAJABATI KENDUJHER
    KING PALACE KEONJHER
    FACEBOOK - / debadatta.padhi.92
    INSTAGRAM - / debadatta_piano_official
    Traveller Bhaina
    #travellerbhaina
    #odishatourism
    #badaghagara
    #dailyvlog
    #keonjhar
    #DPVLOGS
    #travellerbhaina
    #debadattapianoofficial
    #tribevloggerrani
    Copyright Disclaimer under section 107 of the Copyright Act 1976, allowance is made for “fair use” for purposes such as criticism, comment, news reporting, teaching, scholarship, education and research. Fair use is a use permitted by copyright statute that might otherwise be infringing.
    #ranimahal#rajamahal#rajabati#odishanews#jilanews#otivi#kanakativi#nandighoshativi#badakhabar#viral news#news#

Комментарии • 7