@@Inner.divinity Hey abhadra bhalia gote Kain hauchhu..Hanuman chalisa ku apaman..muslim na Christian na Buddhist be tu.. Juga sahasra jojana par Bhanu Lilyo tahi madhur fal janu.. Tulsi das scientists mane prove kariba agaru Kahithile surjya Tharu pruthibi Ra durata jadi janinu International news about hanuman chalisha mara janigba.. Bhut pisach nikat nahin awe mahaveer jab naam sunawe.. Muslim jadi then suna- ruh-al-qudas means holy spirit.. Aau kn prove drkar..Buddhist text re b mention achhi- tanku preta kuha jaye.. Sabu dharm bhul tumara galua dharma thk .right
@@Inner.divinity hanuman chalisha ..the most powerful mantra after Shiv tandav Stotram.. Jaha bisayare idea nathiba.. Janma hoichha..mariba b.. love achhi hate achhi..God nka existence manina na ki Evil spirits nku manuna..bap re the level of galua so 😂😂😂😂😂
Jadi satare ea sabu achhanti ta se Jail bhangi ki baharuni kiea mana kala ki,se ta kahuthila Russia ru bhuta aaniba Jail bhangi ki bharibaku 🤣🤣🤣 Aau b kahuthila sorgo loko ra Sabu bhagwan nka sangare taar bhala sampark aau se siba nka sangare basi khia pia b kare 🙏
Shri Krishna achhanti seita kn andha biswas ki.. Hindu na tame.. Bhut pisach nikat nahin awe mahaveer jab naam sunawe..aita hanuman chalisha re lekha hoichhi..aita b wrong na manara bhrama
16.48 ...nije stuck heigale psychologist babu ....kahuchhanti past life bisayare topic achhi amaku padha hua puni kahuchhanti past life ku biswas kareni...
Satare..Kou bahi re padhichha.. Paranormal Psychology.. to research about spirit..on your words ghost.. Jadi bhuta preta nahni then just gote thara Ajab garh nahele, mumbai ra gote hospital achhi na ta mane nahni net re dekhiba..nahele bhangrah jao..gote rati rahiki RUclips re vdo dio then ame b sabu mani gbu bhuta nahni.. Hn sabu jaga guda ban achhi jadi paruchha nija risk re govt.permission nei jai para.. Aau Psychological disorder kahiba agaru nije bhaba tume b cent percent normal nuhna..abnormal..also suffer in phobia .
@@Inner.divinity Andha biswas na..satare..kou Masani re rahichha ratire.. Jadi seita andha biswas then maa baba nka thu janma hebata b andha biswas..tanka seba b andha biswas..bcz aita b suni sunai baat
Why he was not arrested till date though there was non- bailable warrant against him. He was appearing in videos regularly, but police had not bothered to capture him. So sad about the performance of Odisha police.
Monaranjan Mishra babu u have no knowledge about Spirituality. Amo village ku Mishra babu aso amo masani re gote rati rahibo next dino Tomo ro dead body podithibo . Tapore janibo Ghost real achhi na nahin
Are murkh..aatma rupak sastha indriya kana ? Aatma gote indriya boli tote kie kahila ? Antarnihit anubikshan Jatra mane kana ? Jaha mana mu asila baki dele chaliba nahin.. jou Vidya dwara kichi pramanit hue nahin, jaha ku investigation, inquiry, examine Kari hue nahin , taku bhuta, preta, pisach naam deba hauchi gote bada pagalami..
What happen to Soumya Babu .....He first driven out from a party and then Mano driven out from a channel, this is all happen due to unnecessary coverage more and more against a real Sadhak
Good jotisa Jay Jagannath 🙏🙏🙏🙏🙏🙏🙏
Super news
ଭୂତମାନଙ୍କ ସଭାପତି କେମିତି ଜାଣିପାରିଲେନି,ତାଙ୍କୁ ପୋଲିସ ମାମୁଁ ନେଇଯିବେ ବୋଲି😂😂😂😂😂😂
କିଏ ଭୁଲ କଲେ ବାବା ମାନେ କହି ସବୁ ବାବା ମାନଙ୍କୁ ଅପମାନ କରିବା ଛାଡ ଅଧିକାଂଶ ସରକାରୀ ସ୍କୁଲରେ ଭଲ ପାଠ ପଢା ହେଉନାହିଁ କିନ୍ତୁ ତମ ମିଡିଆ ଆଖିରେ ଦିଶୁ ନାହିଁ ତମେ ପାଠ ତ ପଢ଼ିଛ ହେଲେ ସଂସ୍କାର ସିଖି ନାହିଁ
Bhai re baba guda ba sabunku daba dharei dauchhanti
You Are 100 % correct .
କଳିଯୁଗରେ ଭୁତ ପ୍ରେତ ନାହିଁ ମନୁଷ୍ୟ ଏଠି ନିଜେହିଁ ଭୂତ
😂😂
😂😂😂😂,👍👍👍👍
Very correct.
Satare bhuta achhanti
Tame kana jani chho mo asibe mu dekai debi bhutha
ଭୂତ ପିଶାଚ ନିକଟ ନେହିଁ ଆବେ,ମହାବୀର ଜବ ନାମ ସୁନା୍ୱେ l ଆଉ କି ପ୍ରମାଣ ଦରକାର
Ki Bala praman ? Gote vakya padhi dele praman hei gala 😂😂😂 murkh kouthikar
@@Inner.divinity ଆବେ ବାଳୁଆ ଜ୍ଞାନୀ ଯଦି ଭୁତ ପିଶାଚ ନାହାନ୍ତି ତୋ ବାପା,ମା କି ତୋ ଆତ୍ମୀୟ କେହି ମଲେ କେବେ ସୁଦ୍ଧ ହେବୁନି କି ଶ୍ରାଦ୍ଧ ଦେବୁନି l
@@priti2819 Abe kichi praman nahin , khalu eadu siadu katha kahile kichi hebani
@@Inner.divinity Hey abhadra bhalia gote Kain hauchhu..Hanuman chalisa ku apaman..muslim na Christian na Buddhist be tu..
Juga sahasra jojana par Bhanu
Lilyo tahi madhur fal janu..
Tulsi das scientists mane prove kariba agaru Kahithile surjya Tharu pruthibi Ra durata jadi janinu International news about hanuman chalisha mara janigba..
Bhut pisach nikat nahin awe mahaveer jab naam sunawe..
Muslim jadi then suna- ruh-al-qudas means holy spirit..
Aau kn prove drkar..Buddhist text re b mention achhi- tanku preta kuha jaye..
Sabu dharm bhul tumara galua dharma thk .right
@@Inner.divinity hanuman chalisha ..the most powerful mantra after Shiv tandav Stotram..
Jaha bisayare idea nathiba..
Janma hoichha..mariba b.. love achhi hate achhi..God nka existence manina na ki Evil spirits nku manuna..bap re the level of galua so 😂😂😂😂😂
ଭୂତ ମନେ ନାହିଁ ସବୁ ମିଛ
ଭୂତ ଅଛି ସତ୍ୟ କଥା ହୋଇ ପାରେ , କିନ୍ତୁ ବାବା ଅଟନ୍ତି - ଅନ୍ଧ ଭକ୍ତ । 100%
Right bhai mu b feel kare because bhagawan achanti mane bhuta ta rahibe nishaya
@@aayasmohanty2272 e3eeeeeeeeeeeeeererreerrwwwwe3qqqqv bl
😊
@@aayasmohanty2272 bhagwan acchanti boli tu kemiti janilu ?
@@Inner.divinity bhai ..bapa maa bhagawan na..achha jadi bhagwan nka existence nku manuna bas janma marana ra rahasya jani nia
ଯଦି ଭୁତ ପ୍ରେତ କିଛି ଲୋକ ଙ୍କୁ ଦେଖା ଦିଅନ୍ତି , ତା ହେଲେ ସେ ଲୋକ ମାନେ ପାଗଳ କି ମାନସିକ ବିକାର ଗ୍ରସ୍ତ ହେବାର ସମ୍ଭାବନା ଅଧିକ| ମାନସିକ ରୋଗ ଓ ବିକାର ଥିଲେ କାଳ୍ପନିକ ଚରିତ୍ର ବି ସତ୍ୟ ଭଳିଆ ଲାଗେ | ଜଣେ ଡାହାଣୀ କି ଭୁତ କାହାଣୀ ଟିଭି ରେ ଦେଖି କୌଣସି ମଣିଷ କି ବସ୍ତୁ ର ଛାୟା କୁ ପଶୁ, ପକ୍ଷୀ ର ଶବ୍ଦ କୁ ଭୁତ ଭାବି ନେବା ଗୋଟେ ସାଧାରଣ କଥା |ଭୁତ, ପ୍ରେତ ମାନେ ଭୟ, ମାନସିକ ରୋଗ ଓ ବିକାର |
ମୁଁ ଗୋଟେ କଥା କହିବାକୁ ଚାହେଁ ମନୋରଞ୍ଜନ ବାବୁଙ୍କୁ.ଭୁତ ଅଛି କି ନା ନାହିଁ ତମେ ବିଶ୍ୱାସ କର କି.. ଆଉ ଗୋଟେ କଥା କହିବାକୁ ଚାହେଁ... ତନ୍ତ୍ର ପାଠ କଣ ମନ୍ତ୍ର ପାଠ କଣ ସେ ପାଠର ମାନେ କଣ...ଯଦି ଭଗବାନ ଅଛି ମନ୍ତ୍ର ପାଠ ଅଛି.. ଯଦି ଭୁତ ଅଛି.. ତନ୍ତ୍ର ପାଠ ଅଛି.. ଯଦି ଭୁତ ନାହିଁ.. ତନ୍ତ୍ର ପାଠ ନାହିଁ.. ଯଦି ଭଗବାନ ନାହିଁ ମନ୍ତ୍ର ପାଠ ନାହିଁ... ଯଦି ଆପଣ ମାନେ ଭୁତ କୁ ବିଶ୍ୱାସ କରୁନାହାନ୍ତି.. ଭଗବାନ ଙ୍କୁ କେମିତି ବିସ୍ୱାସ କରୁଛନ୍ତି ଏ ବିଜ୍ଞାନ ଯୁଗରେ..ବିଜ୍ଞାନ ଯଦି ଏତେ ଆଗେରେ ଅଛି.. ଖାଲି ବିଜ୍ଞାନ କୁ ବିସ୍ୱାସ କର...ତା ହେଲେ ହେତୁବାଦି ମାନେ ଚନ୍ଦ୍ର ଗ୍ରହରେ ସୂର୍ଯ୍ୟ ପରାଗରେ ବିରିୟାନୀ ଖାଇଲେ ତାଙ୍କୁ କାଇଁ ବିରୋଧ କରାଗଲା.. ସେତ ବିଜ୍ଞାନ କୁ ବିସ୍ୱାସ କରି ଖାଇଲେ କଣ ଅସୁବିଧା ହେଲା... ପ୍ରତିବାଦ କରିବାର ତ କିଛି ଆବଶ୍ୟକ ନାହିଁ...ବାହାଘର ହଉ କିମ୍ବା ଘର ହଉ କି ଯେ କୌଣସି କାମ ହଉ ପୂଜା ପାଠର କିଛି ଆବଶ୍ୟକ ନାହିଁ.. ଯଦି ମନ୍ତ୍ରକୁ ପାଠ କୁ ବିଶ୍ୱାସ କରୁଚ.. ତାହେଲେ ତନ୍ତ୍ର ପାଠ କୁ ବିସ୍ୱାସ କର..ଯଦି ଭଗବାନ ଅଛି.. ସୈତାନ ବି ଅଛି.. ଭୁତ ବି ଅଛି...
Right 👍
Jadi satare ea sabu achhanti ta se Jail bhangi ki baharuni kiea mana kala ki,se ta kahuthila Russia ru bhuta aaniba Jail bhangi ki bharibaku 🤣🤣🤣
Aau b kahuthila sorgo loko ra Sabu bhagwan nka sangare taar bhala sampark aau se siba nka sangare basi khia pia b kare 🙏
ଦିନ ଥିଲା ଅନ୍ଧ ଭକ୍ତ ଓ ମୂର୍ଖ ମାନେ ହଇଜା, ମିଳିମିଳା ହେଲେ ଠାକୁରାଣି ଲାଗିଛି କହି ବୋବାଳି ଛାଡୁ ଥିଲେ , ବିଜ୍ଞାନ ଅଣୁ ବୀକ୍ଷଣ ଯନ୍ତ୍ର ଦେଲା , ଜୀବାଣୁ ଓ ଭୁତାଣୁ ର ଜ୍ଞାନ ଦେଲା | ଏବେ କେହି ହଇଜା, ମିଳିମିଳା ହେଲେ ଠାକୁରାଣି ଲାଗିଛି କହି ବୋବାଳି ଛାଡିଲେ ତାକୁ ମୂର୍ଖ ରେ ଗଣା ଯାଉଛି | ସେମିତି ଦିନ ଆସିବା ଧର୍ମ ଓ ସଂସ୍କୃତି ନାମ ରେ ଯେତେ ଅନ୍ଧ ବିଶ୍ୱାସ ଅଛି ତାକୁ ମୁର୍ଖତା ରେ ଗଣା ଯିବ |
Right
Jay shree Jagannath
Please call pratap rath in this type of Debate.
Tapas pati ...very good arguments
ମନୋରଞ୍ଜନ ମିଶ୍ର ମହାଶୟ ଙ୍କୁ ଧନ୍ୟବାଦ୍, ଆପଣଙ୍କ ବାପା, ମା ମରିଗଲେ, ଆପଣ ଦଶ ଓ ଏକା ଦ ସା ହ କର୍ମ କରିବେ କି ନାହିଁ?
ଏସବୁ ବ୍ରାହ୍ମଣବାଦର ମାୟାଜାଲରେ ଛନ୍ଦି ହୋଇଥିବା ହିନ୍ଦୁମାନଙ୍କ ବିଶ୍ୱାସ.. ଯାହାକୁ ଆମେ ଅନ୍ଧଭାବେ ଅନୁସରଣ କରି ଆସିଛୁ.. ଅବଶ୍ୟ ଭୂତପ୍ରେତ ବାହାନାରେ ଅନେକ ସ୍ୱାସ୍ଥ୍ୟ ପରିମଳ ସମ୍ପର୍କୀୟ କାର୍ଯ୍ୟ ସମ୍ପାଦିତ ହୋଇଥାଏ I
Se karibani😅
@@Eagleeye774 ଭାଇ ତମେ ତଥା ତମ ପରିବାରରେ, ଏକଦଶାହ, ବାହାଘର, ବାସ୍ତୁଦୋଷ,ଏସବୁ ହଉଛି କି ନାହିଁ,.?
@@kalidas8262 ଦିନ ଥିଲା ଅନ୍ଧ ଭକ୍ତ ଓ ମୂର୍ଖ ମାନେ ହଇଜା, ମିଳିମିଳା ହେଲେ ଠାକୁରାଣି ଲାଗିଛି କହି ବୋବାଳି ଛାଡୁ ଥିଲେ , ବିଜ୍ଞାନ ଅଣୁ ବୀକ୍ଷଣ ଯନ୍ତ୍ର ଦେଲା , ଜୀବାଣୁ ଓ ଭୁତାଣୁ ର ଜ୍ଞାନ ଦେଲା | ଏବେ କେହି ହଇଜା, ମିଳିମିଳା ହେଲେ ଠାକୁରାଣି ଲାଗିଛି କହି ବୋବାଳି ଛାଡିଲେ ତାକୁ ମୂର୍ଖ ରେ ଗଣା ଯାଉଛି | ସେମିତି ଦିନ ଆସିବା ଧର୍ମ ଓ ସଂସ୍କୃତି ନାମ ରେ ଯେତେ ଅନ୍ଧ ବିଶ୍ୱାସ ଅଛି ତାକୁ ମୁର୍ଖତା ରେ ଗଣା ଯିବ |
ନମସ୍ତେ🙏 ମଣିଷ ୧୬ସଂସ୍କାର ପରେ କୌଣସି କର୍ମ ନାହିଁ, ଅଥର୍ବ ବେଦ ପତି ବାବୁ ପଢି ନାହାଁନ୍ତି ଯଦି ପଢିଛନ୍ତି ଶୋଳ୍କ ର ଅର୍ଥ କହିଲେ ନାହିଁ। କର୍ତ୍ତା ଅଛି କ୍ରିୟା ଅଛି। ଆତ୍ମା ଅଛି ତାର( କିରର୍ୟା) କର୍ମ ଫଳ ଅଛି। ବେଦ ର ସାରାଂଶ ସତିୟାଥ୍ଅ ପ୍ରକାଶ ପଢ ସବୁ ଶକାଂ ସମାଧାନ ହୋଇ ଯିବ।
ଏ ଲୋକ କୁ ଭୂତ ପାଖକୁ ନେଇଯାଅ ସେ ନିଜେ ଜାଣିବ ଭୁତ ଅଛି କି ନାହିଁ ଏମିତି ନାସ୍ତିକ ଲୋକ ଭଗବାନ୍ ଙ୍କୁ ବି ବିଶ୍ୱାସ କରନ୍ତି ନାହିଁ ଏମାନଙ୍କ କଥା କୁ କେହି ବିଶ୍ୱାସ କରନାହିଁ କିନ୍ତୁ ଯାହାକୁ Arrest କରାଯାଇଛି ଭଲ ହେଇଛି
Jemiti Bhuta to bopa ki aja 🤣😂 murkha kouthikar
ସରକାର ଖୁବଶୀଘ୍ର ଭୂତଗଣନା କରନ୍ତୁ.. ଭୂତଙ୍କ ପାଇଁ ଆଧାର କାର୍ଡ଼ର ବ୍ୟବସ୍ଥା କରାଯାଉ.. ନବ ଦାସଙ୍କୁ ସଂଘର ସମ୍ପାଦକ ଦାୟିତ୍ୱ ଦିଆଯାଉ.. 😈👽💀👹
😂😂
🤣🤣
O God 😂😂😂😂
GOOD QUESTION SIR 🙏🙏
Bhuta achi sar
ଅନୁଭବ ରୁ ଯେଁଉ ଜ୍ଞାନ ସେ ହିଁ ବିଜ୍ଞାନ,
ସିଦ୍ଧାନ୍ତ, ଅରିନ୍ଦମ ଓ ବାବୁଶାନ ରୁ ଯୋଉ ଜ୍ଞାନ ସେ କଣ ?
ମତେ ଭାରି ଭୟ ଭୁତ କୁ 😂😂😂😂😂😂😂
ଆମେ ମାନେ ଯଦି ଆତ୍ମା ସତ୍ୟ, ପରମାତ୍ମା ସତ୍ୟ ବୋଲି ମାନୁଛୁ, ତେବେ ପ୍ରେତାତ୍ମା କୁ କାହିଁକି ବିଶ୍ୱାସ କରିବା ନାହିଁ,? ଯଦି ଭଗବାନ ଅଛନ୍ତି, ଭୁତ, ପିଶାଚ, କାହିଁକି ନାହାନ୍ତି ??
ତୁମେ ସତ୍ୟ ବୋଲି ମାନିଲେ ସତ୍ୟ ହେଇଯିବ କି ?ସତ୍ୟ କଣ ଏତେ ଶସ୍ତା ହେଇଚି ?
👍୧୯👍 ଆପଣଙ୍କ ସମ୍ବାଦ ଉଚ୍ଚକୋଟୀର ହୋଇଛି ଏଥିରେ ସନ୍ଦେହ ନାହିଁ । ତେବେ ଗୋଟିଏ କଥା ଚିରନ୍ତନ ସତ୍ୟ ଅଟେ ଯେ ଚୈତ୍ୟନ ଶକ୍ତି ବିନା ମନୁଷ୍ୟ ଶରୀରର ଚଳ ପ୍ରଚଳ ଅସମ୍ଭବ । କିଏ ମାନୁ ଅବା ନ ମାନୁ ପ୍ରକୃତି ତାହାର କାମ ସୂଚାରୁ ରୂପେ କରିଥାଏ । ଏହା ଏକ ଲମ୍ବା ପ୍ରସଙ୍ଗ ଓ କ୍ଷୁଦ୍ର ପତ୍ରରେ ଏହାର ତର୍କ କରିବା ସମ୍ଭବ ନୁହେଁ । ସଂସାର ରେ ମାୟା ଆଚ୍ଛାଦିତ ହୋଇ ରହି ଥିବାରୁ, ଏହାକୁ ବୁଝିବା ଏତେ ସହଜ ନୁହେଁ । ନାକାତତ୍ମକ ଶକ୍ତି ଉତ୍ସ ଠାରୁ ଦୂରେଇ ରହି ସକାରାତ୍ମକ ଶକ୍ତି ଉତ୍ସର ଅନ୍ୱେଷଣ କରିବା ହିଁ ଶ୍ରେୟସ୍କର ।
Doctor is good ❤❤❤❤
ଯାହାକୁ ନ ଦେଖିଲେ ବିଶ୍ୱାସ କରୁନ
ତାହେଲେ ଭଗବାନ କଣ ନାହାନ୍ତି
ଏ ଅନନ୍ତ ବ୍ରହ୍ମାଣ୍ଡ ରେ କାହାର ଅସ୍ତିତ୍ବ ନାହିଁ ବୋଲି କେହି ନିଶ୍ଚିତ ଭାବରେ କହି ପାରିବେ ନାହିଁ , କିନ୍ତୁ ତା ମାନେ ନୁହଁ କି ଆମେ ବିନା ତଥ୍ୟ ଓ ପ୍ରମାଣ ରେ ସବୁ କଥା କୁ ସତ ବୋଲି ମାନିନେବା | ଉଡ଼ନ୍ତା ଘୁଷୁରୀ , କ୍ଷୀର ଦେଉଥିବା ଷଣ୍ଢ ଓ ହାତୀ ଠୁ ବଡ ପିମ୍ପୁଡି, ଭଗବାନ ଓ ଭୁତ, ପ୍ରେତ ଅସ୍ତିତ୍ବ କୁ କି କିମ୍ବା ଅସ୍ତିତ୍ବ ର ସମ୍ଭାବନା କୁ ସମ୍ପୂର୍ଣ ଭାବରେ ଅସ୍ବୀକାର କରା ଯାଇ ପାରିବ ନାହିଁ, କିନ୍ତୁ ଏହାକୁ ସତ୍ୟ ବୋଲି ମାନି ନେବା ମଧ୍ୟ ମୁର୍ଖତାପୂର୍ଣ |
ମନୋରଞ୍ଜନ ବାବୁ ଆପଣଙ୍କ କନକ ଟିଭି ସାମ୍ବାଦିକ ଗୋରୁ ଚାଲାଣ କରି ଦରା ପଡି ପୋଲିସ ଆରେଷ୍ଟେ କଲା ସେ ନିଉଜ ଟା ଟିକେ ଦେଖାନ୍ତୁ କୁଆଡେ ଗଲା ସେ ନିଉଜ
ପାଣ୍ଡିଆନ ବିରୁଦ୍ଧରେ କହିଲା ବୋଲି ଥାନା କୁ ଗଲା ଆଉ କିଛି ନୁହଁ
ଏ ଡ଼କକ୍ଟର ହେଉଛି ପାଗଳ
Tume kanak tv re.achha ki ?
Manoranjan ମିଶ୍ର ଗେଣ୍ଡା ଟା ତାର ବୁଦ୍ଧି ନାହିଁ ତାର ସହିତ କଥା ହୋଇ କିଛି ଲାଭ ନାହିଁ । Manoranjan ମିଶ୍ର ଆଗ ବେଦ ପଢ଼ ଗୀତା ପାଠ ପଢି intarviewe ନିଅ
ଭାରତ ବେଦ ଗୀତା ଲାଗି ପ୍ରସିଦ୍ଧ । ତୁମ tautar କଥା ପାଇଁ ଭାରତ ପ୍ରସିଦ୍ଧ ନୁହେଁ
Tu aga mental hospital re bharti hei nija treatment kara🤣😁 manoranjan Mishra jane news anchor , Veda, Gita upare expert nuhne 😁
ଭୁତ ଅଛି ଏହା ସତ୍ୟ ତୁମେମାନେ ଶଳା ସବୁପାଗଳ
Bhuta mane achhanti..... Mu pramana debi kie janibaku chahoonchhanti kuhantu....gote adrusya sakti achhi
Jadi manuchanti bhagaban achanti tabe bhuta bi achanti kichi sandhya nahi jay jagannath 🙏 13:03
Samaya asiba agaku...
Manisa mala pare 10 / 11 / 12 kana pain karanti
Bhuta nahanti,. Seita manar dara.🙏 JAI SRIKRISHNA 🙏
Shri Krishna achhanti seita kn andha biswas ki..
Hindu na tame..
Bhut pisach nikat nahin awe mahaveer jab naam sunawe..aita hanuman chalisha re lekha hoichhi..aita b wrong na manara bhrama
Media bhai mane bhuta manoku bapa nku kohi daki gote interview niajau....vala news hobo
Babankara sabu badhia prasna 😂😂
16.48 ...nije stuck heigale psychologist babu ....kahuchhanti past life bisayare topic achhi amaku padha hua puni kahuchhanti past life ku biswas kareni...
Medicine khai bhuta paleba Kuade?
Ryt bt monoranjan Mishra sir apnanka Oyo kuqdegala
ଯେଉଁମାନେ ଭୁତ ପ୍ରେତ ଅଛନ୍ତି ବୋଲି ବିଶ୍ୱାସ କରନ୍ତି, ସେମାନେ ଗୋଟିଏ ଗୋଟିଏ ମାନସିକ ରୋଗୀ ଅଟନ୍ତି 👍 ।
Are maghya mopasolo area jao Dekibo buto Kona janibo.
@@arjunjani5052 tu gote manasik rogi bhalia laguchu...
Satare..Kou bahi re padhichha..
Paranormal Psychology.. to research about spirit..on your words ghost..
Jadi bhuta preta nahni then just gote thara Ajab garh nahele, mumbai ra gote hospital achhi na ta mane nahni net re dekhiba..nahele bhangrah jao..gote rati rahiki RUclips re vdo dio then ame b sabu mani gbu bhuta nahni..
Hn sabu jaga guda ban achhi jadi paruchha nija risk re govt.permission nei jai para..
Aau Psychological disorder kahiba agaru nije bhaba tume b cent percent normal nuhna..abnormal..also suffer in phobia .
Bhi tame samastanku generalised kruchanti.
@@arjunjani5052ଆରେ ମାଘିଆ ତୋ ଭଉଣୀ ବିଆରେ ବିପିନ ରାଉତରାୟ ଓ ତାପସ ପତି ଗେହିଁକି ତୋ ଭଳିଆ ଭୁତ ଛୁଆକୁ ଜନ୍ମ ହୋଇଛୁ 😁। ତୋ ଗଛରେ ବାନ୍ଧିକି ତୋ ସାମ୍ନାରେ ତୋ ବୋଉକୁ, ତୋ ଭଉଣୀ ଆଉ ତୋ ସ୍ତ୍ରୀ କୁ ଲଙ୍ଗଳା କରି ଗେହିଁବି😂। ମାଘିଆ ବେଧଛୁଆ ତୋତେ ଇଂରାଜୀ ରେ ଭୁତ ଲେଖି ଆସୁନି 😂। ତୋ ବୋଉକୁ ଭୁତ ଗେହୁଁଛନ୍ତି 😂😂😂😂😂😂
😂😂😂 ଏଲିଆନସ ରେ ନାହାନ୍ତି କି ବାବା ମାନେ
ମନୋ ରଞ୍ଜନ ବାବୁ ଯଦି ଭୁତନାହିଁ ଅମାବାସ୍ୟା ରାତିରେ ମସାଣି ପାଖରେ ଗୋଟିଏ ଦିନ ରହିକି ଦେଖୁଅ ଆମେ ମାନିନେବୁ
ମୁଁ ରହି କି ଦେଖିଚି ଭୁତ, ପ୍ରେତ ବୋଲି କିଛି ନାହିଁ, ସେ ସବୁ ଅନ୍ଧ ବିଶ୍ୱାସ |
@@Inner.divinity Andha biswas na..satare..kou Masani re rahichha ratire..
Jadi seita andha biswas then maa baba nka thu janma hebata b andha biswas..tanka seba b andha biswas..bcz aita b suni sunai baat
ଯଦି ଭୁତ ପ୍ରେତ କିଛି ଲୋକ ଙ୍କୁ ଦେଖା ଦିଅନ୍ତି , ତା ହେଲେ ସେ ଲୋକ ମାନେ ପାଗଳ କି ମାନସିକ ବିକାର ଗ୍ରସ୍ତ ହେବାର ସମ୍ଭାବନା ଅଧିକ| ମାନସିକ ରୋଗ ଓ ବିକାର ଥିଲେ କାଳ୍ପନିକ ଚରିତ୍ର ବି ସତ୍ୟ ଭଳିଆ ଲାଗେ | ଜଣେ ଡାହାଣୀ କି ଭୁତ କାହାଣୀ ଟିଭି ରେ ଦେଖି କୌଣସି ମଣିଷ କି ବସ୍ତୁ ର ଛାୟା କୁ ପଶୁ, ପକ୍ଷୀ ର ଶବ୍ଦ କୁ ଭୁତ ଭାବି ନେବା ଗୋଟେ ସାଧାରଣ କଥା |ଭୁତ, ପ୍ରେତ ମାନେ ଭୟ, ମାନସିକ ରୋଗ ଓ ବିକାର |
ମନୋବିଜ୍ଞନୀ ବାବୁଙ୍କୁ ମୋର ପ୍ରଶ୍ନ, ଏବେ ଜଣେ ମାନସିକ ବିଭାଗ ର ଜଣେ ପ୍ରଫେସର, ଘରର ବସ୍ତୁଦୋଷ ଦୂର ପାଇଁ,ଘରେ, ତନ୍ତ୍ର ପୂଜା କଲେ, ତେବେ ସେ ପ୍ରଫେସରଙ୍କୁ କେଉଁ ମାନସିକ ରୋଗ ହେଇଚି ??
Tanku bastua roga hoithiba😂😂😂
ତନ୍ତ୍ର, ପୂଜା ଦ୍ୱାରା ଯଦି କୌଣସି ସମସ୍ୟା ର ସମାଧାନ ହେଇ ପାରନ୍ତା , ତା ହେଲେ ଦୁନିଆ ର ସବୁ ବିକଶିତ ଦେଶ ମାନେ ବିଜ୍ଞାନ ବଦଳ ରେ ତନ୍ତ୍ର, ମନ୍ତ୍ର, ପୂଜା ରେ ଲାଗିଥାନ୍ତେ | ନାସା ର ବୈଜ୍ଞାନିକ, ଏଲୋନ ମସ୍କ , ବିଲ ଗେଟସ ବିନା ବାସ୍ତୁ ପୂଜା, ତନ୍ତ୍ର, ମନ୍ତ୍ର ରେ ସଫଳତା ଅର୍ଜନ କରିଛନ୍ତି , କିନ୍ତୁ ଆମ ଅନ୍ଧ ଭକ୍ତ ପାଠ ପଢି ଭି ମୂର୍ଖ ଭଳିଆ ଆଚରଣ କରୁଛନ୍ତି 😂😂
@@Inner.divinity ଭାଇ, ପୂର୍ବଜ ମାନେ ଯେତେ ବେଳେ ଥିଲେ, ସାପ କାମୁଡ଼ିଲେ, ଗୁଣିଆ ପାଖକୁ ଯାଇ ଭଲ ହଉଥିଲେ, ଜଣ୍ଡିସ ରୋଗ ମନ୍ତ୍ରରେ ଝାଡ଼ି ଦେଉଥିଲେ, କାହାକୁ ଅଚାନକ ଜ୍ଵର ହେଲେ, ଗୁଣିଆ ମନ୍ତ୍ର ଫୁଙ୍କି ଭଲ କରୁଥିଲେ,, ଏସବୁ ଗ୍ୟାରେଣ୍ଟି ରହୁଥିଲା,,, ମୁଁ ଜାଣିନି ସେତେବେଳେ ବିଜ୍ଞାନ କୋଉଠି ଥିଲା,
@@kalidas8262 ଯେତେ ବେଳେ ବିଜ୍ଞାନ ବିକଶିତ ହେଇ ନ ଥିଲା, ସେତେ ବେଳେ ଜୀବାଣୁ ଓ ଭୁତାଣୁ ଜନିତ ରୋଗ କୁ ଦେବୀ, ଦେବତା, ଠାକୁରାଣୀ ଙ୍କ କୋପ ବୋଲି ଭାବି ଗୁଣିଆ, ତାନ୍ତ୍ରିକ ଙ୍କ ଝଡା , ଫୁଙ୍କା ଉପରେ ଲୋକେ ବିଶ୍ୱାସ କରୁ ଥିଲେ , ଏବେ ଆମେ ସେୟା କରୁଛେ କି ? ସେତେ ବେଳେ ସାମାନ୍ୟ ଜ୍ୱର କି ଜଣ୍ଡିସ ରେ ଲୋକ ମାନେ ମରିବା ବହୁତ ସାଧାରଣ କଥା ଥିଲା , ହାରାହାରି ଆୟୁଷ ବି କାମ ଥିଲା , ବିଜ୍ଞାନ ଆଗେଇଲା ପରେ ହାରାହାରି ଆୟୁଷ ବଢିଛି |
@@Inner.divinity ଭାଇ, ଲୋକ ସବୁ ବିଜ୍ଞାନଅଗ୍ରଗତି ପାଇଁ ଅଳ୍ପାୟୁଷ ହେଲେଣି, ଆଗରୁ,64ପ୍ରକାର ରୋଗ ଥିଲା, ଏବେ 6400ରୋଗ ବାହାରିଲାଣି, ଯାହାକି ଡାକ୍ତର ବି ଫେଲ ମରିଗଲେଣି, ଆଗରୁ 120ଯାଏ ବଂଚୁଥିଲେ, ଏବେ 60,,,, ତେବେ ବିଜ୍ଞାନ ଦୁନିଆରେ ବିକାଶ, ଅଗ୍ରଗତି, ନାଁ ରେ ଧ୍ୱଂସ ଆଡକୁ ଗତି କଲାଣି, ଯାହାକି, ପୃଥିବୀ ଉତ୍ତପ୍ତ, ବରଫ, ତରଳିବା, ଜଳବାୟୁ ବିଷାକ୍ତ ହବା,, ଏସବୁ ବିଜ୍ଞାନର ଅଗ୍ରଗତି ନୁହେଁ କି?????
Mu bhuta dekhichi white dress pindhithila 🤣
Sabu a manoranjan ku pito, a sabubele faltu katha faltu topic re trp paen discussion karuchi, nonsense
ମନୋରଞ୍ଜନ କାଢ଼ୁଆକୁ ମେଡ଼ିସିନ ଦିଅ
ବିପିନ ଜଣେ ପାଗଳ ।
ଶୁଭେନ୍ଦୁ।ବାବୁଙ୍କୁ। ଓ ମନୋରଞ୍ଜନ।ବାବୁଙ୍କୁ।6ନମ୍ୱର। ଡାକ୍ତର ଖାନା।ପଞ୍ଚନାମା।ଗୃହରେ।ଗୋଟେ।ରାତି।ସମ୍ପୂର୍ଣ୍ଣ।ଅନ୍ଧାରରେ।ରହିଲେ।ଜାଣିପାରିବେ।ଭୂତ।ପ୍ରେତ।ଅଛନ୍ତି।କି।ନାହିଁ
Why he was not arrested till date though there was non- bailable warrant against him.
He was appearing in videos regularly, but police had not bothered to capture him. So sad about the performance of Odisha police.
Why he was not arrested before
I have seen in broad day light
ଏଇମାଗିହା ନବ ଦାସ ଙ୍କୁ ମାରିଛି
Monaranjan Mishra babu u have no knowledge about Spirituality. Amo village ku Mishra babu aso amo masani re gote rati rahibo
next dino Tomo ro dead body podithibo . Tapore janibo Ghost real achhi na nahin
ସେ ଡାକ୍ତରଙ୍କୁ ମଶାଣି ପଦାରେ ରାତି 12 ଟାରେ 10 ମିନିଟ୍ ପାଇଁ ବସେଇ ଦିଅନ୍ତୁ, ଯଦି ଭୂତ ପ୍ରେତ ଅଛନ୍ତି ବୋଲି ଭାବେ ତେବେ ସେ ନିଶ୍ଚୟ ଡରିବ, ଯଦି ନାହାନ୍ତି ବୋଲି। ଭାବେ ତେବେ ସେ ଡରିବ ନାହିଁ।।।।
Ki bala logic ? Jane darila mane bhuta, preta acchi ? 🤣😂🤣 Ta mane mana ra dara hi bhuta, preta?
ସେ ଉଡିଯିବ ହା ହା....
Manorajat sir tike kahi ba puraburu chinta karantu
ଭୂତ ବଲି ସେମିତି କିଛି ନଅ ଥାଏ ଏଇ ମଣିଷି ଭୂତ ର ନାମ ଦେଇଚି
Jyotisha Tapas prati question ra answer re kahuchhanty - aeita badhia question pacharile.
Psychology is updated but never veda
Let us discarded veda as it is base less.
ମାଗିହା କହ ନବ ଦାସ କିଏ ମାରିଲା
100 %right mishara sir
ମନୋରଞ୍ଜନ ବାବୁ, ଆପଣ କ'ଣ ଜୀବାଣୁ ଓ ଭୁତାଣୁ ମାନଙ୍କୁ ଖାଲି ଆଖିରେ ଦେଖିପାରନ୍ତି କି ? ଜଳ,ସ୍ଥଳ ଓ ଆକାଶ ସବୁଠି ତ ସେମାନଙ୍କ ଅବସ୍ଥିତି ଅଛି । ସେମାନଙ୍କୁ ଦେଖିବା ପାଇଁ ଯେପରି ଅଣୁବୀକ୍ଷଣ ଯନ୍ତ୍ର ଆବଶ୍ୟକ , ଠିକ୍ ସେହିପରି ଭୂତ ପ୍ରେତ ମାନଙ୍କୁ ଦେଖିବା ପାଇଁ ଆପଣଙ୍କର ଅନ୍ତର୍ନିହିତ ଅଣୁବୀକ୍ଷଣଯନ୍ତ୍ର ଆବଶ୍ୟକ । ମୃତ୍ୟୁପରେ ପଞ୍ଚଇନ୍ଦ୍ରିୟ ପଞ୍ଚଭୂତ ( କ୍ଷିତି, ଆପ୍ , ତେଜ, ମରୁତ ଓ ବ୍ୟୋମ ) ରେ ବିଲୀନ ହେବାପରେ ଆତ୍ମା ରୂପକ ଷଷ୍ଠ ଇନ୍ଦ୍ରିୟ କୁଆଡେ ଯାଏ ? ସେହି ଷଷ୍ଠ ଇନ୍ଦ୍ରିୟ ଯାହା ଅଦୃଶ୍ୟ , ଯାହା ଅବିନାଶ ଏବଂ ଯାହା ଅନୁଭବ ଶକ୍ତି ସମ୍ପନ୍ନ ତାହା ହିଁ ପ୍ରେତତତ୍ଵ କୁ ପ୍ରମାଣ କରି ଥାଏ । ପଞ୍ଚେନ୍ଦ୍ରୀୟ (ସ୍ପର୍ଶ, ଘ୍ରାଣ, ଆସ୍ଵାଦନ, ଶ୍ରବଣ ଓ ଦର୍ଶନ ) ବିଲୀନ କାରଣ ହେତୁ ତାକୁ ଛୁଇଁ ହୁଏନା ,ସେ ଶ୍ୱାସ କ୍ରିୟା ସମ୍ପନ୍ନ କରିପାରେ ନାହିଁ , ଖାଦ୍ୟ ଗ୍ରହଣ କରିପାରେ ନାହିଁ, ଦେଖିପାରେ ନାହିଁ , ଶୁଣି ପାରେନାହିଁ କିମ୍ବା କହିପାରେନାହିଁ, କିନ୍ତୁ ଅନୁଭବ କରିପାରେ , ଯାହାର ଶହ ଶହ ଉଦାହରଣ ରହିଛି । କଥାରେ ଅଛି, ଜାଣିବା ଲୋକକୁ ବାଟ ପଡ଼ିଅଛି, ନ ଜାଣିବା ଲୋକ ଅନ୍ଧ । ବ୍ରହ୍ମ ବିଦ୍ୟା କିଆରୀରେ ଯାହାର ଚାଷ ନାହିଁ, ସେ କାହୁଁ ଜାଣିବ ପ୍ରେତତତ୍ୱ ର ଗହନ ପାଠ ! ଭାରତୀୟ ବ୍ରହ୍ମ ବିଦ୍ୟା ସମାଜ ( Theosophical society of India ) ରେ ନାମ ଦର୍ଜ କଲେ ଏ ବିଷୟ ସମ୍ବନ୍ଧୀୟ ସବିଶେଷ ଜ୍ଞାନ ଆହରଣ କରିପାରିବେ । ଶେଷରେ କହିବି , ବିପିନ୍ ରାଉତରାୟ ଜନୈକ ସିଜୋଫ୍ରେନିଆ ରୋଗୀ , ତାଙ୍କର ଚିକିତ୍ସା ଆବଶ୍ୟକ ।
Perfect point..Bhai
Are murkh..aatma rupak sastha indriya kana ? Aatma gote indriya boli tote kie kahila ? Antarnihit anubikshan Jatra mane kana ? Jaha mana mu asila baki dele chaliba nahin.. jou Vidya dwara kichi pramanit hue nahin, jaha ku investigation, inquiry, examine Kari hue nahin , taku bhuta, preta, pisach naam deba hauchi gote bada pagalami..
Looks like you're about to be sworn in as President of the Universe Ghost Association 🫡🫡
ଦିନ ଥିଲା ଏହି ଅନ୍ଧ ଭକ୍ତ ଓ ମୂର୍ଖ ମାନେ ହଇଜା, ମିଳିମିଳା ହେଲେ ଠାକୁରାଣି ଲାଗିଛି କହି ବୋବାଳି ଛାଡୁ ଥିଲେ , ବିଜ୍ଞାନ ଅଣୁ ବୀକ୍ଷଣ ଯନ୍ତ୍ର ଦେଲା , ଜୀବାଣୁ ଓ ଭୁତାଣୁ ର ଜ୍ଞାନ ଦେଲା, ଏବେ ଏ ମୂର୍ଖ ମାନେ ବିଜ୍ଞାନର ସାହାରା ନେଇ ଭୁତ,ପ୍ରେତ, ଡାହାଣୀ ଭଳିଆ ପ୍ରାଚୀନ ଆଦିମ ଅନ୍ଧ ବିଶ୍ୱାସ କୁ ସମର୍ଥନ କରୁଛନ୍ତି ଯୋଉଟା ଅତ୍ୟନ୍ତ ହାସ୍ୟାସ୍ପଦ |
ଭୁତ ପ୍ରେତ ଅଛନ୍ତି ସମସ୍ତଙ୍କୁ ଦେଖା ଦିଅନ୍ତି ନାହିଁ କିଛି ଲୋକ ଙ୍କୁ ଦେଖା ଦିଅନ୍ତି
ଲୋକେ ଅନ୍ଧ ବିଷ୍ଵାସ କଜନ୍ତି , ତଥାପି ପଲନ କରିଥାନ୍ତି ,
Kanak news also invited him as guest in their news show. You also hosted that show. So stop playing innocent now.
ମନୋରଞ୍ଜନ ନାମ ଅଛି ସେମିତି କୌଣସି ବ୍ୟକ୍ତି ନାହାନ୍ତି
Spirit Achhi Biswas Karibaku Padiba .
ବିପିନି ରାଉତ ଙ୍କୁ, ନବ ଦାସ୍ ହତ୍ୟା ରେ ଏ ସରକାର ନ୍ୟାୟ ଦେବାରେ ପାତରଅନ୍ତର କରୁଥିବା କହି ଦେବା ରୁ==ଓଡ଼ିଶା ସରକାର ତାଙ୍କୁ ଆରେଷ୍ଟ କରୁଛି।
👍ଓଡିଶା ସରକାର କେମିତିକା
Ete khatha chada manoranjan babu ku bhuta pakhaku nejjantu se ti pacharibe
ମନୋରଞ୍ଜନ ଜଣେ ଡିହା ଗଲୁଆ
ବିପିନ୍ ରାଉତ୍ ନିଜେ ଗୋଟେ ଭୂତ 😂
Jadi manuchanti bhagaban achanti tabe bhuta bi achanti kichi sandhya nahi jay jagannath 🙏
ଡାକ୍ତର ମହାଶୟ ଆପଣ ଶେଷ୍ଟମେଣ୍ଟ ଭୁଲ ଦେଉଛନ୍ତି ଆପଣ କୁହନ୍ତୁ ମାନସିକ ଠିକ ଅଛି ଭୂତ ପ୍ରେତ ନା କହି ଲୋକଙ୍କୁ ଭୁଆଁ ବୋଲାଉଛି
ଇଏ ଭୂତ ବାବଦରେ କହୁଥିବା ଲୋକଟି ବି କମ୍ ନୁହେଁ । 👍
gote bala channel ku gote bala news
ତାଙ୍କ ବିରୁଦ୍ଧରେ ନୁହେଁ ତାଙ୍କ ଝିଅ ବିରୁଦ୍ଧରେ କଥା କୁ ବୁଲାଇ କହିବା exports ମନୋରଞ୍ଜନ ମିଶ୍ର
Bhuta bisayare janinathiba lokadaki alochanakale samadhan hebanahi
Bhuta jadi acchanti practically dekhei Paribas ki Subhendu Babu?
What happen to Soumya Babu .....He first driven out from a party and then Mano driven out from a channel, this is all happen due to unnecessary coverage more and more against a real Sadhak
Mg ବାବା ମାନେ ଭୁତ ପ୍ରେତ ଦେବୀ ଦେବତା ଆତ୍ମା ପର ଆତ୍ମା ମାନକଂ ନାମ ନେଇ ତୁମ୍େଭ ମାନେ ନିରିହ ଗରିବ ମୁର୍ଖ ଲୋକ ମାନକୁଂ ଭକୁଆ ବନଉଛନ୍ତି ପ୍ରକୃତ ରେ ଜଦି ଭଗବାନ ଥାଆନ୍ତି ତେବେ ତୁମ ଭଳି ବାବା ମାନକୁଂ ଏବଂ ଯେଉଁ ଅନ୍ଧ ଭକ୍ତ ମାନେ ଏସବୁ କୁ ବିଶ୍ବାସ କରୁଛନ୍ତି ଏବଂ ପ୍ରଚାର ପ୍ରସାର କରୁଛନ୍ତି ସେଭଳି ଳୋକ ମାନକୁଂ କେବେ ଭି କ୍ଷମା କରିବେ ନାହିଁ 😠😠
Ketejana Bipin babunka katha maani bhuta dekhiba paain tanka pakhaku jaithile, semanku news channel ku dakanu bhari bhala lagiba.
iara sabu Khali badhia prasna
ସତ କଥା,
ହୋଇଥାଇ ପାରେ, ଭଗବାନ ହିଁ ଜାଣିଥିବେ ଏ ଲୋକ ଠିକ୍ କହୁଛି ନାଁ ଲୋକ ଲୋଚନକୁ ଆସିବା ପାଇଁ ଏମିତି ବେକାର କଥା କହୁଛି,
Manarnjan Babu tame ajatha jukti karucha
There is no ghost
ମୋର ନିଜ ବାପା ଥିଲେ ମୋ ପାଇଁ ବାବା, ସେ ମୋତେଭଲ ମଣିଷ କଲେ, ମୁଁ ମୋ ମିସେସ ମୋ ମାଆ ବାପାଙ୍କ ସେବା କଲୁ, ସେ ମରିଗଲେଣି। ତାଙ୍କ ଆଶୀର୍ବାଦ ରେ ମୁ ଭଲରେ ଅଛି , ଅନ୍ଧବିଶୃସ ଠାରୁ ମୁଁ ଦୂରତା ରଖି ଚଳେ। କନକ ନିଉଜ କୁ ଧନ୍ଯବାଦ ବଢିଆ ଟପିକ୍ ।
ଜଲିଲ୍ ଖାଁ ଶିକ୍ଷା ବିତ୍ ନୂଆପଲ୍ଲୀ ଭୁବନେଶ୍ବର
ଏ ଶଳା ତାପସ ପତି କୁ ମାଡ଼ ଦରକାର।
ଡ଼କ୍ଟର କଣ ବାଣ୍ଡ କହିବ ଏ ସଂସାରରେ ସବୁ ସତ୍ୟ ଭୁତ ଅଛି ଅଯୁଗରେ ପାଗଳ ମାନେ କୁହନ୍ତି ଭୁତ ନାହିଁ
ଯଦି ଭୁତ ପ୍ରେତ କିଛି ଲୋକ ଙ୍କୁ ଦେଖା ଦିଅନ୍ତି , ତା ହେଲେ ସେ ଲୋକ ମାନେ ପାଗଳ କି ମାନସିକ ବିକାର ଗ୍ରସ୍ତ ହେବାର ସମ୍ଭାବନା ଅଧିକ| ମାନସିକ ରୋଗ ଓ ବିକାର ଥିଲେ କାଳ୍ପନିକ ଚରିତ୍ର ବି ସତ୍ୟ ଭଳିଆ ଲାଗେ | ଜଣେ ଡାହାଣୀ କି ଭୁତ କାହାଣୀ ଟିଭି ରେ ଦେଖି କୌଣସି ମଣିଷ କି ବସ୍ତୁ ର ଛାୟା କୁ ପଶୁ, ପକ୍ଷୀ ର ଶବ୍ଦ କୁ ଭୁତ ଭାବି ନେବା ଗୋଟେ ସାଧାରଣ କଥା |ଭୁତ, ପ୍ରେତ ମାନେ ଭୟ, ମାନସିକ ରୋଗ ଓ ବିକାର |
Pcycologist hi thik
ହଁରେ ବାଳୁଆ ପଲ ଭୁତ ଅଛି
A ta sala galuaa ta.
ପିତ୍ୟା ପୀତ୍ୟା ପୁନଃ
Medicine khaile bedara bartalap badalijiba!
Agaru muhya mantri kan karuthila
ସେ ସଳା ପାଗଳ
😄😄😄😂😂😂😂🙄🙄
BJD name re kahila boli taku arreste kara gala...BJD name re kahile jail
Manoranjan mishra shiabi gote bhuta directer shabujanichi
ଯଦି ଭୁତ ପ୍ରେତ କିଛି ଲୋକ ଙ୍କୁ ଦେଖା ଦିଅନ୍ତି , ତା ହେଲେ ସେ ଲୋକ ମାନେ ପାଗଳ କି ମାନସିକ ବିକାର ଗ୍ରସ୍ତ ହେବାର ସମ୍ଭାବନା ଅଧିକ| ମାନସିକ ରୋଗ ଓ ବିକାର ଥିଲେ କାଳ୍ପନିକ ଚରିତ୍ର ବି ସତ୍ୟ ଭଳିଆ ଲାଗେ | ଜଣେ ଡାହାଣୀ କି ଭୁତ କାହାଣୀ ଟିଭି ରେ ଦେଖି କୌଣସି ମଣିଷ କି ବସ୍ତୁ ର ଛାୟା କୁ ପଶୁ, ପକ୍ଷୀ ର ଶବ୍ଦ କୁ ଭୁତ ଭାବି ନେବା ଗୋଟେ ସାଧାରଣ କଥା |ଭୁତ, ପ୍ରେତ ମାନେ ଭୟ, ମାନସିକ ରୋଗ ଓ ବିକାର |
Ghost Stories & preachers - these are activities of man with default brains.
ଓଡ଼ିଶାରେ ଦୁଇଟି ମାନିଆ ଭୁତ ଅଛନ୍ତି 😂, ସେ ଦୁଇଜଣ ହେଉଛନ୍ତି ବିପିନ ରାଉତରାୟ ଓ ତାପସ ପତି 😂😂😂😂😂😂😂😂😂😂
ସେତ ଭୁତ ପ୍ରେତ କଥା କହିଥିଲା। ହେଲେ ମନୋରଞ୍ଜନ ବାବୁ ତୁତ ଗୋଟିଏ କ୍ରିମିନାଲ,ଦେଶଦ୍ରୋହି ଏଶଳା କନକନ୍ୟୁଜ ଆଉ ଲୋକ ମିଳିଲେନି ଯେ ଏ କ୍ରିମିନାଲ କୁ ରଖିଛି । .....................