Это видео недоступно.
Сожалеем об этом.

ଏମିତି କି ଗାଡି ଆସିଲା / Rupa Pin2 Khushi

Поделиться
HTML-код
  • Опубликовано: 1 дек 2022

Комментарии • 3,2 тыс.

  • @Sridharlifestyle
    @Sridharlifestyle Год назад +40

    ପିଣ୍ଟୁ ଭାଇ ସବୁ ଠିକ୍ କିନ୍ତୁ ଧନକୁ ନ ହାତରେ ଠେଲି ତାକୁ ପାଖକୁ ନିଜ କୋଳକୁ ନେଇ ଯାଇଥାନ୍ତ , ଖୁସି ମା କୁ ପାଖରେ ରଖିଲ but ଧନ କୁ ପଛକୁ କରିଦେଲ ଟିକେ ଧୁଖ ଲାଗିଲା plz ଏମତି କରନି ❤ ଛୋଟ କଥା ବହୁତ୍ ବଡ଼ ଇସୁ ହେଇଯାଉଛି

    • @sanjeebgudia4262
      @sanjeebgudia4262 Год назад +6

      ଯିଏ ଭଳରେ ଦେଖିନାହାନ୍ତି ସେମାନେ ଏଭଳି issue ବାହାର କରୁଛନ୍ତି। ଯେତେବେଳେ ଧନ ଚାବି ଧରିଥିଲା ସେହି ସମୟରେ ଧନର ବାପା ମଧ୍ୟ ଧନକୁ ନିଜ ଆଡକୁ ଟାଣିଥିଲେ।

    • @umasankarmohanty6762
      @umasankarmohanty6762 5 месяцев назад

      ​@@sanjeebgudia4262 right right bhai

  • @smitabehera9607
    @smitabehera9607 Год назад +191

    ସେହି ଛୋଟ ପିଲା ସହ ଏମିତି କରିବା କଣ ଠିକ୍ ହେଲା 😢 ଭଗବାନ ତମର ଏତେ ଗର୍ବ ସହିବେନି 😢🙏🥺

    • @lipunnayak9663
      @lipunnayak9663 Год назад +6

      Thik kahila

    • @sambiddehury2569
      @sambiddehury2569 Год назад +6

      Thik kahi ke bhai

    • @samarndra977
      @samarndra977 Год назад +4

      😭😭❤️

    • @cranjan1288
      @cranjan1288 Год назад +8

      Bahut paisa hei galani pintu ra

    • @spmotobolg9966
      @spmotobolg9966 Год назад +5

      Aamea manea sabu ya video dekhi ta channel Ku subscribe karuchanti ta a manankara Mati bhrasta hai galaani

  • @ranjitaslifestyle6208
    @ranjitaslifestyle6208 Год назад +23

    ଧନ ସହିତ ଏମିତି କରିବାର ନଥିେଲ ଭାଇ😢

  • @PrinceVickyPuri
    @PrinceVickyPuri Год назад +91

    ସେ ଛୋଟ ପିଲାକୁ ଠେଲି ଦେବାର କାରଣ ଟିକେ ଜଣେଇବେ, ପିନ୍ଟୁ ବାବୁ ଆପଣ କଣ ବୋଲି ନିଜକୁ ଭାବୁଛନ୍ତି କି ? ସେ ପିଲାଟି କଣ କଲା ???? But Congratulations for the new vehicle.🎉🎉🎉🎉🎉

    • @subhendukumar1460
      @subhendukumar1460 Год назад +5

      Se pila ta pilata pintu Bhai ka bhanaja janiparila

    • @julirani131
      @julirani131 Год назад +10

      Se badmash houchi boli taku theli dele, but se tanku bohut bhala paanti ame sabu video re dekhichu 😊

    • @sonalibehera4960
      @sonalibehera4960 Год назад +6

      Kintu camera re vlge re apamana kala valia se theli deiki tanka jhio ku tani naba ta bahut kharap lagila

    • @laughingclips6530
      @laughingclips6530 Год назад

      Ebe au reply dabaku chhoda pauni bhadua choda ra....

    • @sanjeebgudia4262
      @sanjeebgudia4262 Год назад +3

      ​@@sonalibehera4960 dhana bapa madhya taku tanu chanti seta dekhagalani ki?

  • @soumyarsahoo27
    @soumyarsahoo27 Год назад +12

    ଛୋଟ ଛୁଆ ଙ୍କୁ ଏମିତି କରିବାର ନଥିଲା. ଭାଇ...🙏

  • @kedarkedarnathjena-hm2zg
    @kedarkedarnathjena-hm2zg Год назад +5

    ଛୋଟ ପିଲା ଭଗବାନ୍ ସହିତ ସମାନ ତାକୁ ଠେଲି ଦେଇ କଣ ପାଇଁଲ ଭଲ କଲନି

  • @bhagbatabiswal8854
    @bhagbatabiswal8854 Год назад +2

    ଏ ଈ ଭିଡିଓ ରେ ଜଣାଗଲା ସେ କେତ ବେଈମାନ ଲକ ନିଜ ଝିଅକୁ ଟାଣି ଆଣିଲୁ ଛୁଆକୁ ପେଲିଦେଲୁ ଧିକ ତର ଭିଡ଼ିଓ ବନାଇବା ମାଇକିନା କୁ ନାଚାଉଚୁ ଶେଷରେ ଏତେ ତଳ କୁ ଖସି ଗଲୁ ଛି

  • @KnowledgeableOdia
    @KnowledgeableOdia Год назад +12

    7:34 - ବହୁତ୍ ଗର୍ବ। ଏ ଗର୍ବ ସମୟ ର ଚକ ରେ ଚାପି ହେଇଯିବ ନିଶ୍ଚୟ। Just wait and see.

  • @anamataria37571
    @anamataria37571 Год назад +82

    ବହୁଦିନ ପରେ ଗାଡ଼ି ଆସିଲା ବହୁତ ଖୁସି ଲାଗୁଛି
    ❤️😁❤️😁❤️👌ଜଏ ଜଗନ୍ନାଥ 🙏🙏🙏

  • @rachanarauta9686
    @rachanarauta9686 Год назад +7

    ସତରେ ଭାଇ ଗାଡି ଦେଖିକି ବହୁତ୍‌ ଖୁସି ଲାଗିଲା ଏମିତି ସବୁବେଳେ ଖୁସିରେ ରୁହ ଦିଦି ଭାଇ ଖୁସି ମା 🥰🥰🥰🥰🥰🥰🥰🥰🥰🥰🥰

  • @PradipParida-zd7pe
    @PradipParida-zd7pe Год назад +6

    ତୁମେ ଭଲ କଲନି ଏଇଟା ତୁମର ପରୀକ୍ଷା ଥିଲା

  • @abhiramkhatua7135
    @abhiramkhatua7135 Год назад +8

    ବହୁତ ସୁନ୍ଦର ହେଇଛି car ଆପଣଙ୍କୁ ବହୁତ ଅଭିନନ୍ଦନ ♥️♥️💕💞

  • @priyankabarik5592
    @priyankabarik5592 11 месяцев назад +9

    ଗର୍ବ ଗଞ୍ଜନ ନରହରି , ଗର୍ବ ନ ସହନ୍ତି କାହାରି । ଏ ଗର୍ବ ରହିଲେ ହେଲା ।

  • @MKtcreation859
    @MKtcreation859 Год назад +23

    Congratulations bhai &bhauja
    ଏମିତି ହସ ଖୁଶି ସବୁଦିନ ଚାଲି ଥାଉ ❤❤❤❤

  • @samarkumarjena8803
    @samarkumarjena8803 Год назад +2

    ପିଣ୍ଟୁ ରୂପା ଓ ଏକ ବଡ଼ ବୁଲ କେଲ ଏବଂ ତାହା ସହିତ ଆପଣ ଯେତେବେଳେ ବାପା ମାଆଙ୍କୁ ସମ୍ମାନ ଫଳରେ ତାହା ଅପମାନିତ କରିଛନ୍ତି

  • @udayasethy2358
    @udayasethy2358 Год назад +5

    ଭାଉଜଙ୍କ ମନ ଦୁଃଖ ହେଇ ଖଲା ଧଲା ଗଡିଦେଖୀ ବହୁତ୍ ବହୁତ୍ ଅଭିନନ୍ଦନ ଭାଇ ଭାଉଜ

  • @bharatsabar8002
    @bharatsabar8002 Год назад +6

    ଅଭିନନ୍ଦ ନୁଆ ଗାଡି ବହୁତ ସୁନ୍ଦର ଲାଗିଲା ଭାଇ ଜୟ ଜଗନ୍ନାଥ ସବୁ ବେଳେ ଆପଣଙ୍କୁ ଭଲରେ ରକି ଥାଆନ୍ତ ଜଗନ୍ନାଥ

  • @bilasinipradhan4997
    @bilasinipradhan4997 Год назад +209

    ଅଭିନନ୍ଦନ ରୁପା ପିଣ୍ଟୁ ଖୁସି ନୂଆ ଗାଡି ଆସିଥିବାରୁ ଜୟ ମା ତାରିଣୀ ଙ୍କ ପାଖରେ ଆଶୀର୍ବାଦ କରନ୍ତୁ

  • @susantasenpati5884
    @susantasenpati5884 Год назад +6

    ଭାଈ ତମର ପଈସା ଅଛି ତମେ କିନୀଵ

  • @manguswain2170
    @manguswain2170 Год назад +1

    ଓଡ଼ିଆ ଲୋକ ସବୁ ଗଧ

  • @prasantamuduli7723
    @prasantamuduli7723 Год назад +8

    Congratulations 🎊 👏 ଭାଇ ଓ ଭାଉଜ ଏମିତି ସବୁବେଳେ ଖୁସିରେ ରୁହ

  • @kajalgouda7958
    @kajalgouda7958 Год назад +17

    Congratulations 🎉🎉 new gadi ..hele tama bapa nku empotarnc delani tama bapa bahar Loko pari siad re chida hele eta vala lagilani

  • @gouranganaik6378
    @gouranganaik6378 Год назад +3

    ସବୁ ଭିଡ଼ିଓ ଦେଖେ କିନ୍ତୁ କେବେ କୌଣସି comment କରେନି ଆଜି ଟିକେ ଗୋଟେ seen Facebook ରେ viral ହେବାର ଦେଖିଲା ବେଳେ ମୋତେ ଟିକେ ଖଟା ଲାଗିଲା ।। ଆଉ ପ୍ରଥମ ଥର ପାଇଁ କମଣ୍ଟ କରିଲି ।।।।
    ଜୟ ଜଗନ୍ନାଥ ସ୍ଵାମୀ

  • @sumitrapradhan9447
    @sumitrapradhan9447 Год назад +2

    Congratulations pintu Bhai and rupa didi love you all ♥️♥️♥️♥️♥️

  • @mantubehera2370
    @mantubehera2370 Год назад +7

    ଭାଇ ବହୁତ୍ ବହୁତ୍ ଖୁସି ଲାଗୁଛି ଭାଇ ସମସ୍ତ ଏମିତି ଖୁସି ରେ ରଖନ୍ତୁ loveu all Rupa pin2 khusi express Jay Jagannath 🙏

    • @bilasinidatta1996
      @bilasinidatta1996 Год назад

      ruclips.net/user/shortsm09oNonIsqk?feature=share?search

  • @Sumilifestylevlogs3514
    @Sumilifestylevlogs3514 Год назад +69

    Congratulations 🎉 ଭାଇ 🌹 ଭାଉଜ ତୁମେ ସବୁଦିନ ଏମିତି ଖୁସି ରେ ରୁହୋ

  • @SPARKSM7GAMING
    @SPARKSM7GAMING Год назад +5

    ଭାଇ ଭଗବାନ କୁ ଡର ରେ , ଭଗବାନ ସବୁ ସହିବେ ହେଲେ ଗର୍ବ ସହିବେ ନାହି ରେ ମୋ ଭାଇ, ସେ ଚୁଟ ଛୁଆଟାକୁ ଚାବି ଧରିବା ପାଇଁ ଦେଇଥିଲେ କଣ ତୁମର କିଛି ହେଇଯାଇଥାନ୍ତା କି?. ଜୟ ଜଗନ୍ନାଥ ତୁମର ମଙ୍ଗଳ କରନ୍ତୁ.

    • @monalisabehera1198
      @monalisabehera1198 Год назад +1

      Aeta dekha gala 1st cake dhana katila 1st bi sia gadile basila seita dekha galani

  • @sibachatamba2001
    @sibachatamba2001 Год назад +1

    ନୂଆ ଗାଡି ପାଇଁ ଆପଣ ଏହିପରି କରିବା ଠିକ୍ ନୁହେଁ ଖୁସି ଓ ସେହି ପିଲା ଦୁଇ ଜଣଏକାପରୀ ପିଲାଙ୍କ ଶରୀରରେ ଠାକୁର ଥାଆନ୍ତି ଭଗବାନ ଆପଣକୁ ଦଣ୍ଡ ଦେବେ।

  • @simanchaldora3316
    @simanchaldora3316 Год назад +21

    Congratulations 🎉🎊🎉🎉 bhai & bhauja ❤️😍🥰💖🤩 ଭାଇ ଅପେକ୍ଷା ର ଅନ୍ତ ଘଟିଲା ଆପଣଙ୍କ 😍🥰💖🤩 Jay Jagannath apanku au apnka paribara ku au apananka gadi ku ❤️🥳🥰💖🎊💘 congrats❤️🧡

  • @Sahuvlog02
    @Sahuvlog02 Год назад +10

    Bhai4 number like comment mora Jai jagannath 🙏🙏🙏

  • @chulbulimama4735
    @chulbulimama4735 Год назад +4

    Congratulations 🎉🎈🎉 Bhai & Bhauja ... Love u khusi maa💝💝

  • @rasmitaodiablogger5778
    @rasmitaodiablogger5778 Год назад +2

    So beautiful ❤️ jodi Balck 😅gadi kali nka gadi so beautiful ❤bro jou dhana ku thelidela sabu kharap comment dauchhanti😮khusi ma dharile but dhana dusta but dhareithanta😊na ok God bless you ❤️ I am Rasmita 🥰

  • @manaswiniswain407
    @manaswiniswain407 Год назад +8

    ନୂଆ ଗାଡି ଆସିଥିବାରୁ ବହୁତ ଖୁସି ଲାଗୁଛି 🙏 Happy family 🥰🥰🥰🥰🥰🥰

  • @subhamnaik212
    @subhamnaik212 Год назад +41

    ବହୁତ ବହୁତ ଅଭିନନ୍ଦନ ଭାଇ ନୂଆ କାର ପାଇଁକା ଏମିତି କା ଆହୁରି ଅଧିକ ଉନ୍ନତି କରନ୍ତୁ ବୋଲି ମୋର ପ୍ରଭୁ ଜଗନ୍ନାଥଙ୍କ ପାଖରେ ପାଥନା

  • @rudrasolution5198
    @rudrasolution5198 Год назад +2

    ମୁଁ କେବଳ ସେ ଛୁଆଟା ପାଇଁ ଏ ସମ୍ପୂର୍ଣ୍ଣ ବ୍ଲଗ୍ କୁ ଦେଖିଲି , ପିଣ୍ଟୁ ଭାଇ ର ସେ ବନଜା , ସେ ସେମିତି କିଛି କରିନାହାନ୍ତି ହେଲେ shot re ଦେଖିଲେ କିଛି ଅଲଗା ଲାଗିଥିଲା ହେଲେ total ଦେଖିଲା ପରେ ଜାଣି ହେଲା । So don't blame him without any special reason.

  • @santoshsasmal1383
    @santoshsasmal1383 Год назад +2

    Car ବହୁତ୍ ସୁନ୍ଦର ହୋଇଛି👌👌👌👌

  • @lizabisoyi5608
    @lizabisoyi5608 Год назад +10

    Congratulations🎉 Bhai bhauja & all family members💗💗💗

  • @sukumarikhuntia9639
    @sukumarikhuntia9639 Год назад +51

    ଅଭିନ୍ଦନ ରୂପା ପିଣ୍ଟୁ ଓ ଖୁସି ଆପଣ ଙ୍କ ର ନୁଆ ଗାଡି ଆସିଥିବାରୁ ଜୟ ମା ତାରିଣୀ ପାଖରେ

  • @sangitasahoo7570
    @sangitasahoo7570 Год назад +1

    Bahutu khusi laguchi apanka nua ଗାଡି ଦେଖିକି ସତରେ 👌👌👌👌👌ସବୁବେଳେ ଏମିତି ଆଗକୁ jaoq🙏🙏🙏

  • @PradipParida-zd7pe
    @PradipParida-zd7pe Год назад +1

    ଏଇଟା ବଡ଼ ପରୀକ୍ଷା ଥିଲା ତୁମର ଆରମ୍ଭ କଣ ଥିଲା ଶେଷ କଣ ଗୋଟିଏ ବଡ଼ ଭୁଲ କେବଳ ପାପ ର ଘଡ଼ା ଭରି ଗଲା ସଂପୂଣ୍ଣ ଶେଷ କରିଦେଲା

  • @santoshroul2587
    @santoshroul2587 Год назад +11

    Congrats 👏 ତମେ ବହୁତ ଜଲଦି ଆଗକୁ ଗଲ, ଆହୁରି ଆଗକୁ ଯାଅ।best of luck 🤞

  • @papakipari5309
    @papakipari5309 Год назад +9

    Congratulations cute family members 🙏❤️❤️🍨🍨🍨🍨🍨🍨🍨🍨❤️❤️❤️🙏🙏

  • @salipradhan8979
    @salipradhan8979 Год назад +2

    ବହୁତ ବହୁତ ଅଭିନନ୍ଦନ ଭାଇ ଭାଉଜ କାର ପାଇଁ

  • @gitasrichandan2963
    @gitasrichandan2963 Год назад +1

    ସବୁବେଳେ ଖୁସି ରେ ରୁହ congratulations

  • @archananaik6456
    @archananaik6456 Год назад +6

    Rupa tk adhika dekgei hau chanti

  • @barshasahuexpress3539
    @barshasahuexpress3539 Год назад +3

    So sweet & beautiful family 🥰🥰 love you Khushi maa & dhana 🥰😍😘❤️

  • @PradipParida-zd7pe
    @PradipParida-zd7pe Год назад +1

    ଜଉ ଭାଇ ମାନେ ଭିଡିଓ ଦେଖୁଛନ୍ତି ଏଥିରୁ କଣ ସିଖିଲ କଣ ଭୁଝିଲ ଏମାନେ ନୀଜ କୁ ବଡ଼ ଅବଙ୍ଗ ଭଗବାନ ମାନୁଛନ୍ତି ଏ ମାନ କର ପାପର ଘଡା ଭରି ଗଲାଣି ଭଗ ବାନ କେବେ ବି ଆଉ ଆଗକୁ ନ ନିହନ୍ତୁ
    ମୋର ଭଘ ବାନ କ ପାଖରେ ପ୍ରାଥନା

  • @AmbujaNaik-ps5ky
    @AmbujaNaik-ps5ky 5 месяцев назад +2

    ରୂପା ପିଟୁ ଭାଈ ଭାଉଜ

  • @subhashreegahan5695
    @subhashreegahan5695 Год назад +11

    Congregation pin2u bhai and rupa bhauja 🎉

    • @Titu_sethy12
      @Titu_sethy12 Год назад

      Congratulations pintu Bhai and rupa bhauja

  • @laxmiranibehera8173
    @laxmiranibehera8173 Год назад +15

    ଆପଣ କଳା ରଙ୍ଗ ର ଗାଡି ଆଣିଲେ ସେଥିପାଇଁ mu ବହୁତ ଖୁସି congratulations ପିଣ୍ଟୁ ଭାଇ ରୁପା ଭାଉଜ and cute ଖୁସି ମା ❤️❤️❤️ ଆପଣ ମାନେ ସବୁବେଳେ ଖୁସି ରେ ରୁହନ୍ତୁ ଜୟ ଜଗନ୍ନାଥ 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏love you ଳ 🤩🤩🤩🤩🤩🤩

  • @gajendrapradhan7169
    @gajendrapradhan7169 Год назад +1

    ହଁ ଖାଲି ବସିଥିବା ଲୋକ ମାନେ ଏମିତି ତୁମ ଭିଡିଓ ଦେଖୁଥାନ୍ତୁ ଆଉ ତୁମେ ଆଗକୁ ଏମିତି ଟାଇମ୍ ପାସ୍ କରୁଥାଅ ଟଙ୍କା କମେଇବା ର ଗୋଟେ ଭଲ ମାଧ୍ୟମ

  • @nayak.creation1991
    @nayak.creation1991 Год назад +1

    କଳା ରଙ୍ଗ ଗାଡି ସମସ୍ତଙ୍କୁ ସୁହାଏନି ଭାଇ

  • @manasisethi4405
    @manasisethi4405 Год назад +13

    ❤️Congratulations ❤️ bhai and bhuja Beautiful family and cute khushi maa ❤️🙏

  • @bidyadharbehera3705
    @bidyadharbehera3705 Год назад +3

    Congratulations Rupa Bhauja & Pintu Bhai 🖤🖤🖤👌👌👌💞💕💞

  • @souravmeher6869
    @souravmeher6869 Год назад +1

    ବହୁତ ଖୁସି ଭାଇ । congratulations .....

  • @RadhaKisan-uc8xv
    @RadhaKisan-uc8xv Месяц назад

    ଭାଇ ବହୁତ ସୁନ୍ଦର ହେଇଛି ଗାଡ଼ି ଭାଇ ପୂଜା ବି ସୁନ୍ଦର ଭାବରେ ହେଲା ମା ଜାଗୁଳାଇ ସବୁବେଳେ ଭଲରେ ରଖିଥାନ୍ତୁ ❤❤❤❤

  • @chinkyskitchendiaries
    @chinkyskitchendiaries Год назад +18

    Many many congratulations 👏👏👏👏ରୁପା ଙ୍କ khushi ଦେଖି mana khushi heigala 🥰

  • @jhulananaik6296
    @jhulananaik6296 Год назад +6

    Congratulations 🥳💐🥳🥳💐 Bhai and bhauj ❤️❤️❤️ love u khushi maa 😘

  • @nilimajyotidwibedi8617
    @nilimajyotidwibedi8617 Год назад +1

    Congratultions🎉🎉🎉❤️❤️❤️pintu bhai Rupa Didi 😘😘 all family members ❤️❤️ so cute khusi maa 😘😘😘 love you so much Jay jagannath 🙏🙏🙏

  • @durjyodhanbehera3278
    @durjyodhanbehera3278 Год назад +1

    ବହୁତ ସୁନ୍ଦର ହେଇଛି ଭାଇ ବହୁତ ବହୁତ ଅଭିନନ୍ଦନ

  • @seemamanimajhi3670
    @seemamanimajhi3670 Год назад +44

    ବହୁତ ଭଲ ହେଇଛି ସମସ୍ତେ ଖୁସି ରେ ରୁହନ୍ତୁ ଜୟ ଜଗନ୍ନାଥ🙏

  • @swarnapravabehera1996
    @swarnapravabehera1996 Год назад +6

    Congratulations bhai 🥰😍😍emiti aagaku jaantu 🥰bhai jehetu bapa seithi thile ta nadia ta phateithile bhala heithanta ,

  • @kalix98
    @kalix98 Год назад +1

    ଲାଜ‌ ଟିକେ‌ ଲାଗୁନି 😂

  • @satyaranjanofficial4962
    @satyaranjanofficial4962 Год назад +1

    ରେ ମାଘିଆ ସେ ଛୋଟ ପିଲା ଟାକୁ କାହିଁକି ପେଲିଦେଲୁ ସେ କଣ ତୋ ଗାଡ଼ି ଚାବି ନେଇକି ଖାଇଯିବେ ନା କଣ ବେ ହାରାମି

  • @minatisahu5836
    @minatisahu5836 Год назад +6

    Congratulations Bhai bhauja all family members love you khushi maa 😊

  • @manjulapanda6481
    @manjulapanda6481 Год назад +4

    Congratulations pintu Bhai, Rupa bhauja & all family members God bless you sabu bele khusi re raha Rupa bhauja 🎂🙏❤️🎊🎊🎉🎈

  • @gouranganaik6378
    @gouranganaik6378 Год назад +1

    ଗୋଟେ ବଡ଼ ଭୁଲ ହେଇଯାଇଛି

  • @jitukrushnapradhan2978
    @jitukrushnapradhan2978 Год назад +1

    Nice👍 କେତେ ପଡିଲା ଗାଡୀ

  • @Barshavloger143
    @Barshavloger143 Год назад +3

    ବହୁତ ସୁନ୍ଦର ପରିବାର କାହାର ନଜର ନ ଲାଗୁ ଭାଇ ଭାଉଜ ଖୁସି ମା ସବୁବେଳେ ଖୁଶି ରେ ରଖନ୍ତୁ ମାଆ ତମକୁ🤗🤗

    • @bilasinidatta1996
      @bilasinidatta1996 Год назад

      ruclips.net/user/shortsm09oNonIsqk?feature=share?search

  • @bhikarisahu4513
    @bhikarisahu4513 Год назад +38

    ଭାଇ ଆପଣଙ୍କ ଖୁସିର କାହାର ନଜର ନ ଲାଗୁ ଭଗବାନ ଅପନ ଙ୍କୁ ଖୁସିର ରକିଥା ତୁ

  • @Lp245-e2m
    @Lp245-e2m Год назад +2

    Congratulations To both of you🎉🎉🎉

  • @tukunamajhi2689
    @tukunamajhi2689 Год назад +1

    Congratulations bhai 🎉🎉🎉😎😋😍

  • @monikamaillk1776
    @monikamaillk1776 Год назад +10

    Congratulations🎉🎉 pintu bhai rupa bhauja & all family members❤❤ love you khushi maa jay jagannath🙏🙏🙏🙏🙏

  • @Mamali308
    @Mamali308 Год назад +5

    ବହୁତ ବହୁତ ଅଭିନନ୍ଦନ ଭାଇ💖💖💖💖ଆଉ ଭାଉଜଙ୍କୁ ବି ଅତି ସୁନ୍ଦର ହେଇଛି ଗାଡ଼ି 🚗🚗🚗🚗

  • @kunideba6075
    @kunideba6075 Год назад +1

    Congratulations 🎉🎉🎊rupa pintu khusi maa tama paribaraku sai baba khusire rakhatu

  • @bikashswain8373
    @bikashswain8373 Год назад +1

    Congradulation pintu bhai Rupa bhauja❤️❤️

  • @prasantabehera9181
    @prasantabehera9181 Год назад +5

    ଦିଦି ଭାଇ ଖୁସି ମାମା ଆପଣଙ୍କ ସମସ୍ତେ ଙ୍କୁ ଅଭିନନ୍ଦନ ନୂଆ ଗାଡି ଆସିଲା ବହୁତ ଖୁସି ଲାଗୁଚି ଭାଇ👌👌❤️❤️ 🥰🥰🥰

  • @shreeyapasayat123
    @shreeyapasayat123 Год назад +5

    Congratulations Rupa bhauni 🙏❤️💐

  • @riteshexpress2344
    @riteshexpress2344 Год назад +1

    Bhi apananku khushi dekhile amekhushi 🤗🤗🤗🤗🤗🤗🤗🤗🤗Bahutsundar car👌👌 Bhagaban karantu tuma khushi re najar nalagu 🙏🙏🙏🙏amiti sabubele khushi re🙏😃😃😃 rakhantu 😍😍😍😍😘😘😘

  • @sasmitanayak6355
    @sasmitanayak6355 Год назад +1

    Bhout ❤❤❤❤🙏🏼🙏🏼🙏🏼dhanay bad rupa vauja pintu bhai 🥰🥰🥰 khushi ma far da new 🚘🚘🚘🚘

  • @karinatandi2389
    @karinatandi2389 Год назад +4

    Congratulation Rupa bhauja,Pin2 bhai and all family members...🥰❤️

  • @_unique_ashu__
    @_unique_ashu__ Год назад +3

    God Bless U Both

  • @maitrichhandasamal9378
    @maitrichhandasamal9378 Год назад

    Wooooooooooooooooooooooooooooooooooooooooooooooooooo nice superb colour congress rupa pintu

  • @minatisahani2870
    @minatisahani2870 Год назад +1

    👌👍bahuta khusi gadi dekhi

  • @satyasamal7008
    @satyasamal7008 Год назад +6

    ଅଭିନନ୍ଦନ ଭାଇ ବହୁତ ଭଲ ଲାଗିଲା ନୂଆ ଗାଡି ଆସିଥିବା ରୁ ଅଧିକ ମୁଁ ବହୁତ ଖୁସି ମା ତାରଣୀ ପାଖରେ ପ୍ରାର୍ଥନା କରୁଛି ମୋ ଭାଇକୁ ଭଲରେ ରଖୁ ମୋର ଏତିକି କାମନା🥰🥰🥰🥰🥰🥰

  • @pritamjena5223
    @pritamjena5223 Год назад +8

    ଆମେ ମାନେ ଆଶା କରୁଛୁ ଯେ ଆପଣ ମାନେ ଆହୁରି ଆଗକୁ ଯାନ୍ତୁ (ପିଣ୍ଟୁ ଭାଇ💓🙏😘)

    • @lipikajena5864
      @lipikajena5864 Год назад +1

      ଆମେ ମାନେ ଆଶା କରୁଛୁଆପଣ ମାନେ ଆହୁରି ଆଗକୁ ଯାଅ. ଭଲରେ ରୁହ Love you all. 😘😘

  • @rameshnayak2279
    @rameshnayak2279 Год назад +1

    Congratulations Rupa Didi Pintu Bhai ❤️❤️

  • @asishkumarpadhy3742
    @asishkumarpadhy3742 Год назад +2

    Congratulation all rupa pin2 khusi express team...Never give up...

  • @jayjagannath9889
    @jayjagannath9889 Год назад +3

    Black black all black Jay Jagannath beautiful family ❤️👌🙏

  • @sarojkumarsahoo2984
    @sarojkumarsahoo2984 Год назад +3

    Congratulations 🎉👏❤️so beautiful

  • @kunjalatasejpada153
    @kunjalatasejpada153 Год назад

    Congratulations Pintu Bhai Rupa bhauji all family members ❤️❤️

  • @royalbabu45
    @royalbabu45 Год назад +1

    Congratulation both of you🙏🙏🥰🥰😍😍

  • @shrabanidash2167
    @shrabanidash2167 Год назад +18

    Congratulations 🎉 Bhai& bhauja ✨ ଅପେକ୍ଷା ର ଅନ୍ତ ଘଟିଲା💫 congrs🥳 ଜୟ ଜଗନ୍ନାଥ 🙌🏻 ଜୟ ମା ତାରିଣୀ🙏🏻🙏🏻

  • @shradhanjalidalabehera7760
    @shradhanjalidalabehera7760 Год назад +3

    Congratulations 🥳👏super collection

  • @mukeshnag7762
    @mukeshnag7762 Год назад

    Congratulation💐💐💐👌👍👌goad bless you Rupa pintu and khushi

  • @diptiranjansahoo9982
    @diptiranjansahoo9982 Год назад

    Pintubhai💘 rupabhauj nku bahuta bahuta avinadan black gadi ani thibaru morbi black gadi pasand love you❤ all members God bless you ❤khusimaa jay gaganatha🌹

  • @chinmaykumarbehera7431
    @chinmaykumarbehera7431 Год назад +7

    ପ୍ରଥମେ ଅନେକ ଅନେକ ଅଭିନନ୍ଦନ ଏମିତି ସବୁବେଳେ ଆଗକୁ ଯାଅ ଏବଂ ପ୍ରଭୁ ଜଗନ୍ନାଥ ଆପଣଙ୍କ ପରିବାରକୁ ଏମିତି ସବୁବେଳେ ଖୁସିରେ ରଖନ୍ତୁ ❤️❤️❤️❤️❤️🥰🥰🙏🙏🙏

  • @rakeshbehera6466
    @rakeshbehera6466 Год назад +11

    Congratulations 🎉🎉ପିଣ୍ଟୁ ଭାଇ ରୁପା ଭାଉଜ ଖୁସି ମା ନୁଆ ଗାଡି ଦେଖି ବହୁତ ଖୁସି ଲାଗିଲା ଲଭ୍ ୟୁ ପିଣ୍ଟୁ ଭାଇ ରୁପା ଭାଉଜ ଖୁସି ମା ♥️♥️♥️♥️🙏🙏 ଜୟ ଜଗନ୍ନାଥ 🙏🙏

  • @shubhranshusahoolifestyle9646
    @shubhranshusahoolifestyle9646 Год назад +1

    Congratulations pintu bhai and rupa Bhauja and kushi maa

  • @pujarani9097
    @pujarani9097 Год назад +1

    Congratulations 🎉🎉 Bhai & bhauja love you Khushi maa 🥰🥰