Jay jay Jagannath mahaprabhu Jay jay Jagannath mahaprabhu samastanku sabubele bhalare rakhantu prabhu mo suna dhana ku au samasta maa bapa bhauni bhai samastanku sabubele bhalare rakhantu prabhu mo dhana ku sabubele khusire rakhantu prabhu 🙏🙏🙏🌺🌺🌺🌺🙏🙏🙏🙏🙏
ମା ଲକ୍ଷ୍ମୀ ଆଉ ରାଗଋଷ କରନି ପ୍ରଭୁଙ୍କୁ ଭିତରକୁ ଯିବାକୁ ଦିଅ ସେ ପରା ଭାବର ଠାକୁର କଣ କରିବେ ସେ ତାଙ୍କ ଭାଇ ବଳଭଦ୍ର ଆଉ ମା ସୁଭଦ୍ରାଙ୍କ ଯେତିକି ଭଲ ପାଆନ୍ତି ତୁମକୁ ବି ସେତିକି ଭଲ ପାଆନ୍ତି ଜୟ ଜଗନ୍ନାଥ
Jay Jagannath 🙏🙏💐❤️
ଲକ୍ଷ୍ମୀ କୁ ବହୁତ ଭଲ ପାଆନ୍ତି ଏ ସବୁ ଛଳନା ସେ ପରା କଳା କାର ମୋ କାଳିଆ ଠାକୁର 😂😂।❤❤
ଦେଢ଼ ସୁର ଘରଭଙ୍ଗା ଟା😂।।😂
ମୋ ବଡ ଭାଇଙ୍କୁ ନମସ୍କାର ❤❤
ଧନ୍ୟବାଦ ମାମା ତୁମ କୁ ❤❤❤❤
Bahut bahut sundar bhajan Namita bhauni ra, thank you
Badhia heichhe thank you
Bahut Sundara gita. Gote paribara ra kahani
ଅତି ସୁନ୍ଦର ! ଭାରି ଭଲ ଲାଗିଲା. ନମିତା ମାଡାମଙ୍କୁ ପ୍ରଭୁ ଶ୍ରୀଜଗନ୍ନାଥ ଦୀର୍ଘାୟୁ କରନ୍ତୁ. ଜୟ ଜଗନ୍ନାଥ.....
❤ hu Dr
ବହୁତ ସୁନ୍ଦର ହୋଇଛି କାହାଣୀ ଟି ଧନ୍ୟବାଦ ମା ନମିତା ଅଗ୍ରୱାଲ ❤❤❤❤
ପ୍ରତି ପଦ ପରେ ମୁଖଡା ପଦ ଟି ବାରବାର ପୁନରାବୃତ୍ତି ହୋଇ ଶୁଣିବାର ଧର୍ଯ୍ୟ ଚ୍ଯୁତି ଘଟୁଛି।
ଜଗନ୍ନାଥଙ୍କୁ ଦେଖିଲେ ମନ purijauchi ଜୟ ଜଗନ୍ନାଥ ❤❤❤❤
ଏମିତି ଲାଗୁଛି ସତରେ ଯେମିତି ମାଲକ୍ଷ୍ମୀ ଆଉ ମୋହାପ୍ରଭୁ ମାନବ ରୂପରେ କଳି ଲଗୁଛନ୍ତି। ଜୟ ଜଗନ୍ନାଥ ସ୍ଵାମୀ ।
Bahut sunder rachana karichhanti Arun Mantri Sir....Namita ma'am nka swara re bahut sundar laguchi Laxmi Narayannkara ehi Bhajan ti👌👌
You think you only know English ❤❤
ଆମ ଓଡିଶା ବାସୀ ଙ୍କ ଭାଗ୍ୟ ତମ ପରି ଠାକୁର ଙ୍କୁ ପାଇକି.....
ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବତୁ ମେ ଭବତୁ ମେ 🙏🙏🙏🙏🙏🙏
Hu
Jay jagannatha Swami Nayana patha gami bhaba tume 🙏
ହେ ନିଳାଚଳ ମହାପ୍ରଭୁ କାଳିଆ ଠାକୁର ଜଗନ୍ନାଥ ଥୟ ଧର ମାଁ ମହାଲକ୍ଷ୍ମୀ ମାନ ତେଜି ନିଜ ପ୍ରଭୂ ଙ୍କୁ ପାଛୋଟି ନେଵେ ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ
ମୋ ପ୍ରଭୁ ଆଜି ଅପମାନ ହେଲେ ଦୁନିଆ ଦାଣ୍ଡ ରେ
Jaya Laxmi a super video and song super Jaya jaganath
Badhiya 😍😍
Mysterious love story in the world 🌍 Jay LaxmiNarayan 🙏⭕❗⭕🙏😊
Jay Sri balabhadra🙏🙏❤❤ Jay Sri maa subhadra 🙏🙏❤❤Jay Sri jagannath 🙏 ♥
🪔🕉️🕉️ଜୟ🧿❕🧿 ଜଗନ୍ନାଥ🙏🙏🙏🙏
Thank you so much for your sharing 🙏🙏🙏🙏🙏 Jay Jagannath namaskar ❤❤
JAI JAGONNATH BOLORAM SUBHADRA RAKSHA KORO PROVO PRONAM NAO 🙏🏻🙏🏻🙏🏻
ସ୍ଵାମୀ ଓ ସ୍ତ୍ରୀ ର କଳି କଥା କଣ,କହିବି ❤ ଲକ୍ଷ୍ମୀ ନିଜେ ଜଗନ୍ନାଥ ସହିତ କଳି କରି, କଳିଯୁଗ ପାଇଁ ଇତିହାସ ସୃଷ୍ଟି କରିଛନ୍ତି ❤❤ ଜୟ ମା ଲକ୍ଷ୍ମୀ ସହିତ ତୁମ ଜଗନ୍ନାଥ ❤❤କଥା ଓ ଜୀବନ ର ଗାଥା ଆଉ କାହାକୁ କହିବା ❤❤❤❤
ମାମା ରାମ ସୀତାଙ୍କୁ ଘରୁ ବାହାର କରିଦେଇଥିଲେ ❤ ଚରିତ୍ର ହୀନ ଭାବି ଆମେ କଣ କରିଵା ❤ ସବୁ ମୋ କାଳିଆ ଠାକୁର ର ଇଛା ❤❤❤❤
ବହୁତ ଭଲଲାଗିଲା, ମୁଁ ବହୁତ କିଛି ଜାଣି ନ ଥିଲି,ଜାଣି ପାରିଲି, ବହୁତ ବହୁତ ଧନ୍ୟବାଦ
realy hart touching song
ହସି କହନ୍ତି କମଳା ପତି, ତୁମ୍ଭକୁ ଛାଡ଼ି ନାହିଁ ମୋଗତି, ଅଭିମାନିନୀ ପ୍ରିୟତମା ରସଗୋଲା ନେଇ ଆସିଛି, ମୁଁ ତୁମ୍ଭସପ୍ତ ଜନ୍ମ ପତି,ତୁମ୍ଭେ ଆମ୍ଭ ଯୁଗଯୁଗ ସାଥି
ତୁମ୍ଭେ ବୋଳିଛ ସେନେହ ଅଠା
ତୁମ୍ଭେ ରସ ଗୋଲାଠୁ ଅଧିକ ମିଠା 🙏🙏
Bahut sundar😊
ଖୁବ୍ ଚମତ୍କାର
Jay Jagannath🙏🙏 Namita mam nka kantha re Gita ti bhaut bhala lagila..
ମନ ଓ ହୁଦୟ ଜଗନ୍ନାଥ ମୟ ହୋଇଗଲା, ଧନ୍ୟବାଦ mam
ବହୁତ ବଢିଆ ଅପା❤❤❤❤❤❤
ଅପା ନା କଦଳୀ ଚୋପା ❤ ଜୟ ଜଗନ୍ନାଥ ଜୟ ଶ୍ରୀ ରାମ ଜୟ ଶ୍ରୀ କ୍ରୀଷ୍ଣା ରାଧେ ରାଧେ ❤❤❤❤😊
ମୋ ଅପା ତୁମ ଅପା ମୋ ଲକ୍ଷ୍ମୀ ❤❤
Very very nice ❤️❤️mam jay jagannath 🙏🙏
Jay jagannath swami👏👏koti koti pranama
Like all songs of Namita agrawal ❤❤ Jay maa laxmi ❤❤ Jay shree jagannath ❤❤❤❤❤
ଜୟ ଜଗନ୍ନାଥ ମଣିମା ⭕‼️⭕💕🌹🌹🌻🌸🌸🚩🌷🙏🪷🪷❤️❤️🌺🌸🌸🚩🪔🪔
ଯେତେ ଶୁଣିଲେ ଆହୁରି ଶୁଣିବାକୁ ଇଛା ହେଉଛି । ଜୟ ଜଗନ୍ନାଥ 🙏🥺 ଜୟ ମା ଲକ୍ଷ୍ମୀ 🙏🥺 ଅତି ସୁନ୍ଦର ଗୀତ
Sata kahila bhauni
@@see-reals❤æ❤ AA qq aw q AA qaaaa AA aaqqa QQ aaw❤❤
@@piyabatikharsea9082dfhihagwwri9900dghdw6uhfryujhgrruretuijgdr🎉gjgdetujjhtyy8ojyro6rio866uu4455i6y4e🎉roiuwy9ijeuourwri
Hn mu bi
@@see-realsopp î
Nice video and nice song. 🙏🏻🙏🏻
Bahut sundar bahut bahut bahut
kete sunder aama jagannath sanskruti ,bas aamaku aama sanskar aau sanskruti ku bajay rakhibaku haba ❤❤❤🙏🙏🙏💐💐💐
Jay Jagannath and Jay Maa Laxmi 🙌🙏🌸...
Jay lximi Narayanan 😢😢😢😢❤❤❤❤❤
ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବ ତୁମେ 🙏🙏🙏
ଅରୁଣ ମନ୍ତ୍ରୀଙ୍କ ଲକ୍ଷ୍ମୀ ନାରାୟଣ ଗୀତ ରଚ଼ନା ଖୁବ୍ ସୁନ୍ଦର ଏବଂ ନିଆରା....!
ଜୟ ଜଗନ୍ନାଥ
Jay jagannath jay maa laxmi thakurani🙏🙏🙏
ମାମା ଧନ୍ୟବାଦ ତୁମକୁ ମୋର ❤❤ ତରଫରୁ ସମ୍ମାନଜନକ ରହୁଛି ❤❤ ଜୟ ଜଗନ୍ନାଥ ❤❤
🕉️ଜୟ ଶ୍ରୀ ମା ଲଷ୍ମୀ 🙏🙏🙏🙏🙏nic
He prabhu Kalia saante tumaku dekhibaku bhari byakula heuchi. Jay Jagannath ❤❤❤❤❤
ମା ଲକ୍ଷ୍ମୀ ଜଗନ୍ନାଥ ଙ୍କ କଥା କାହିଁ କି କହୁଛନ୍ତି ସେ ପରା ବଡ ଛଳିଆ ମୋ ନିଳାଚଳିଆ❤❤ ଜୟ ଜଗନ୍ନାଥ ଜୟ ମା ଲକ୍ଷ୍ମୀ ❤❤
Jay Jagannath jay . Maa laxmi 🙏🙏🙏🙏🙏🙏🙏🌹🌹🌹🌹🌹🌹🌷🌷🌷🌷🌷🌸🌸🌸🌸🌸💐
Khub Sundar ❤️
🚩Jay maa laxminarayan ki jay🙏🙏🙏🌷🌷🌷🪔🪔🪔🪔🌷
Super
ଜୟ ଲକ୍ଷ୍ମୀ ନାରାୟଣ 🙏🙏 ଜୟ ଜଗନ୍ନାଥ ସ୍ଵାମୀ 🙏
Ok l mi kll km ll ll l mi pl
Ll p
ନୀଳାଦ୍ରି ବିଜେ ନିମନ୍ତେ ଉଦ୍ଦିଷ୍ଟ ଏହି ଭଜନଟିକୁ ନମିତା ଅଗ୍ରୱାଲ ମ୍ୟାଡମ୍ ସୁଲଳିତ କଣ୍ଠରେ ଗାନ କରି ଖୁବ୍ ଚମକୃତ ଭାବେ ଉପସ୍ଥାପନ କରିଛନ୍ତି ଏବଂ ହୃଦୟସ୍ପର୍ଶୀ❤। ଭଜନଟି ଜୀବନ୍ତ ପରି ମନେହୁଏ। ଜୟ ପ୍ରଭୁ ଲକ୍ଷ୍ମୀ ନାରାୟଣ ..🪷🙏🪷
😊😮😢🎉😂
Hm bhai
Best song.....hurdyaparsi.....manaku Santi....
No words to describe.Speechless.Awesome Voice & Singing Style.
@@chaitanyarout9813কি রে ভাই
Jay jay Jagannath mahaprabhu Jay jay Jagannath mahaprabhu samastanku sabubele bhalare rakhantu prabhu mo suna dhana ku au samasta maa bapa bhauni bhai samastanku sabubele bhalare rakhantu prabhu mo dhana ku sabubele khusire rakhantu prabhu 🙏🙏🙏🌺🌺🌺🌺🙏🙏🙏🙏🙏
Namita mem ଚମତ୍କାର ଗୁଣରେ ଗାଇଲେ ❤❤❤❤❤❤❤ i ଲାଇକ u
Namita mama nka jenu song hele bi bahutu sundra lage tanka vioce mitha
ଆପଣ ନମିତା କୁ ମୋ ନମିତା କହିପାରି ବେ କି ❤❤ ଜୟ ମା ଲକ୍ଷ୍ମୀ ମୋ ଲକ୍ଷ୍ମୀ ❤❤
Jay shree Jagdish hare
Bhout sundar vaba re ma'am laxman narayana nka kali sunei lee ❤
Ki ସୁନ୍ଦର ବର୍ଣ୍ଣନା ଜୟ ଲକ୍ଷ୍ମୀ ନାରାୟଣ,🙏🙏
ଜୟ ଲକ୍ଷ୍ମୀ ନାରାୟଣ 15:30
Jayjagannath.....maalaxmi😃😃😂😨😨😨💇💇💇💜💛💚🔯🔯🔯🚸🚸🌷🌷🌷🌷🌷🌷🌷🌷🌷🌷🌷🌷
I m a Muslim boy bt I love ❤ mahaprabhu.. Jay jagannath 💓
f4
Jai laxmi narayana namah 🙏🙏🙏 jai jagganath swami nayana patha gami bhava tu me🙏🙏🙏🙏
Ati sundar jay jagannath swami🌹💦🌹💦🌹💦
Jahara bapa Jagannath au maa. Laxmi sei hauchi Odia, jahara pua jagannath au bohu Laxmi sei hauchi Odia
Mote bahut bhala lage Laxmi Narayan kali ❤❤❤
Jay Jagannath Jay man Lakshmi 👍👍👍👍👍👍👍🙏🙏🙏🙏🙏🙏🙏🙏🙏🌺🌺🌺🌺🌺🌺🌺👌👌👌
Shriman Narayan Laxmi Narayan namo🙏🙏🙏🙏❤❤🌷🌼🌸🌹🙏🙏🙏
Jay jagannath 🙏🙏🙏🙏🙏❤❤❤❤❤
❤❤❤❤❤
Jay Jagannath🙏jay maa mahalaxmi🙏🙏🌻🌹👌🙏
Jai Sitaram
Beutiful song namita mam
ଅତି ସୁନ୍ଦର ଜୟଜଗନ୍ନାଥ
Bahut sundar mem
Bhauta badhiya lagila Namita Madam 😂😂😂😅😅😊😊
Jay jaganatha
Bahut sundor
ଜୟ ଲକ୍ଷ୍ମୀ ନାରାୟଣ।।।।।। ଜୟ ଜଗନ୍ନାଥ 🙏🙏🙏
Maha parbhu sri jagarnath balvadra u mata subhanra ko sri charno komle mohori kuti kuti parnamo..
Jai maa Laxmi jai jagannath mahaprabhu koti koti pranam prabhu tumara Lila 🙏🙏🙏🙏🙏🙏🙏💐🙏🙏🙏🙏🙏💐💐I love you jaga ❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️
Jay Laxmi Narayan 🙏🙏🙏🙏
Jay jagannath 🙏🙏🌺🌺🌺🌸🌸
ପ୍ରଣାମ ପ୍ରଭୁ ଜୟ ଶ୍ରୀ ଜଗନ୍ନାଥ ଶୁଭ ରାତ୍ରୀ ମଣିମା 🙏🏻🙏🏻🙏🏻❤️❤️❤️🪔🪔🪔
Hare krishna. ....radhe radhe ♥️✨.....jay jagannath ⭕❗⭕
Jay Jagannath mahaprabhu 😭😭
Jay jagannath ki Jay jagannath❤❤❤❤🙏🙏🙏🙏🙏🙏
Jaya jagnnath
Jay jagannath Jay maa laxmi tookurani 🙏🙏🙏🙏🙏🙏🙏
Ati sundar 🙏🙏🙏🌺🌺🌺
ଜୟ ମା ଲକ୍ଷ୍ମୀ ଜୟ ଶ୍ରୀ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବ ତୁମେ ତୁମ ପାଦ ତଳେ ମୋର କୋଟି କୋଟି ନମସ୍ତେ 🙏🙏🙏🌷🌷🌷⭕‼️⭕🙏🙏🙏🌷🌷🌷
Jayjagnnath. Ati sundar
😮😮😮 ଜୟ ଜଗନ୍ନାଥ ❤ ଜୟ ମା ଲକ୍ଷ୍ମୀ❤❤😮😮😮 ଅତି ସୁନ୍ଦର୍
Jayalaxminaryana
Jay jagannath 🙏🙏🙏 jay maa Laxmi Devi
❤❤❤❤ ଜୟ ମା ଲକ୍ଷ୍ମୀ ❤❤ ଜୟ ମା ଲକ୍ଷ୍ମୀ ❤❤❤❤
Jay Jagannath ⭕‼️⭕ mo baba 😊😊❤❤
ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବତୁମେ ପ୍ରଭୁ ଙ୍କ ରସଗୋଲାକୁ ମା ଙ୍କ ଭାରି ଲୋଭ ଏ ଣୁ ପ୍ରଭୁ ଜଗନ୍ନାଥ ତାଙ୍କୁ ମା ଙ୍କୁ ଭଣ୍ଡାଇ ଦେଲେ