ପାଣ୍ଡିଆନ୍ ସାର୍ ଜୁହାର....🙏🏻🚩

Поделиться
HTML-код
  • Опубликовано: 24 дек 2024

Комментарии • 2,3 тыс.

  • @somanathtamudia6664
    @somanathtamudia6664 7 месяцев назад +13

    ମନୋଜ ଭାଇନା ଆପଣ ଖାଲି ପଶ୍ଚିମ ଓଡିଶା ସବୁବେଳେ କହିବା ବନ୍ଦ କରିକି.. ଆପଣଙ୍କର ଯାହା ଅଶୁଵିଧା ଅଛି ସେ ବିଷୟରେ କହିଲେ ଭଲ ହୁଅନ୍ତା, ଆପଣ ବାର ବାର ପଶ୍ଚିମ ଓଡିଶା ପଶ୍ଚିମ ଓଡିଶା କହି କହି କଣ କହିବା କୁ ଚାହୁଁଛନ୍ତି. ଓଡିଶା ଗଟେ 🙏🏻

  • @bkscreative1050
    @bkscreative1050 7 месяцев назад +10

    ଆରେ ପଶ୍ଚିମ ଓଡ଼ିଶା ଲୋକ ବହୁତ୍ ଭଲ ଆରେ ମୋ ଘର ବି ସମ୍ବଲପୁର ହେଲେ ତୁ ମଘୀଆ ଓଡ଼ିଶା କୁ ଭାଙ୍ଗୁଚୁ ତତେ ଭୋଟ୍ ନୁହେଁ ତତେ ଖାଲି ଲଙ୍କା ଧୂଆଁ ଦରକାର୍

    • @moheshwarsabar744
      @moheshwarsabar744 7 месяцев назад +1

      ହଁ ଭାଇ ପଶ୍ଚିମ ଓଡ଼ିଶା ପୂର୍ବ ଓଡ଼ିଶା କଣ ପାଇଁ ହେଉଛନ୍ତି ଏମାନେ ଆମେ ହେଲେ ଓଡ଼ିଶା ମାଟିର ଲୋକ ଆମେ ସବୁ ଓଡିଆ ଯେତେବେଳେ election ଆସିଲେ ସେତବେଳେ ବହୁତ୍ ପ୍ରଚାର କରୁଛନ୍ତି ଆଉ ନିଜ ନିଜ ମଧ୍ୟରେ ଝଗଡ଼ା କରୁଛନ୍ତି ଏପରି ଲୋକ ମାନେ ଓଡିଶା କୁ 2 ଭାଗ କରିଦେବେ ଜୟ ମା ସମଲେଇ ଜୟ ଜଗନ୍ନାଥ love from Rayagada ❤️❤️❤️🚩🚩🚩

  • @silentframe2065
    @silentframe2065 7 месяцев назад +11

    ମନୋଜ ଦା, ଏ କୋଶଳ କାଣା ? ଓଡ଼ିଶା କେଭେ ନାଇଁ କହେବାର୍ ? ତମେ ହେଲ ଦୋଗଲା ପନ୍ ଲୋକ୍। ସବୁ ବେଲେ ପଶ୍ଚିମ ଓଡ଼ିଶା ପୂର୍ବ ଓଡ଼ିଶା କରବାର୍। ଖୁନ୍ ଗରମ୍ ହେଇଯାଉଛି ଯେବେ ପୂର୍ବ ପଶ୍ଚିମ କରୁଛନ। ଯେତେ ବେଲେ ଦେଖ ଏ ହିରୋ ଏନ୍ତା କଲା ସେ ଏନ୍ତା କଲା। ପାଗଲ ଲୋକ୍ ଏଟା।

    • @moheshwarsabar744
      @moheshwarsabar744 7 месяцев назад +1

      ଆମେ ସବୁ ଓଡିଶାବାସୀ we are only one in odisha Jay maa samalei Jay jagannath 🙏🙏🙏🚩🚩🚩

    • @LambodarMahananda-u6l
      @LambodarMahananda-u6l 6 месяцев назад +1

      କେତେ ଦିନ ରେ cha ଥେଇ ମାନେ

  • @SushilKumar-s2f5f
    @SushilKumar-s2f5f 7 месяцев назад +11

    ମୋ ଓଡ଼ିଶା... ପୂର୍ବ ଓଡ଼ିଶା.. ପଶ୍ଚିମ.. ଉତ୍ତର ଓଡ଼ିଶା ପାଇଁ ସ୍ଵତନ୍ତ୍ର ନୁହେଁ... ମହା ପ୍ରଭୁ ଜଗନ୍ନାଥ ଆଉ ମୋ ମାଆ ପାଇଁ ସ୍ଵତନ୍ତ୍ର. ଓଡ଼ିଆ ଚଳଚ୍ଚିତ୍ର ପାଇଁ ନୁହଁ. ତୁମେମାନେ ଆଗରୁ ଯାହା ଛିଣ୍ଡାଇ ଦେଇଛ ଓଡ଼ିଆ film industry ପାଇଁ. ଆମେ ଜାଣିଛୁ.

  • @amardancer4563
    @amardancer4563 7 месяцев назад +10

    ତମର ଖାଲି କୋଶଳ କୋଶଳ ହଉଚ ଆମ ଓଡ଼ିଶା ପାଇଁ କଣ କରିବ ତମେ ଓଡ଼ିଶା କୁ ଦି ଭାଗ କରିବାକୁ ଚାହୁଛ ତମର କଥା ବାର୍ତ୍ତା ଠିକ୍ ନାହିଁ ତମେ ଖାଲି ଭୁକିବା ଜାଣିଛ

    • @LambodarMahananda-u6l
      @LambodarMahananda-u6l 6 месяцев назад

      wait କର ରେ ବହୁତ ଜଲଦି ହେବା କୋଶଲ ରାଜ୍ୟ ।
      ରେ କଟକିଆ ମାନେ । ତମେ କେନ୍ତା ଭୁ କି ବଜେ ଯାନବା । time ଆସୁ ।।

  • @santoshkumarbiswal1057
    @santoshkumarbiswal1057 7 месяцев назад +21

    ଏଟା ଗୋଟେ ପାଗଳ ଓଡ଼ିଶା ତ ଗୋଟିଏ ପଶ୍ଚିମ ଓଡ଼ିଶା କଣ ପୂର୍ବ ଓଡ଼ିଶା କଣ ବେ ସେପଟେ ତାମିଲ ଆସି ଓଡ଼ିଆ ଙ୍କୁ ଆଉ ଓଡ଼ିଶା କୁ ଲୁଟିଲାଣି ଇଏ ଶଳା ଓଡ଼ିଶା କୁ ଭାଗ ଭାଗ କରିବାକୁ କହୁଛି

    • @LambodarMahananda-u6l
      @LambodarMahananda-u6l 6 месяцев назад

      ଏ ପାଗଳ ମାନେ ତମର ଭାଗ୍ୟ ଭଲ ରେ ଯେ ଅଲଗା ହେଇ ନେଇ ପାରୁଛେ ।।
      ନେଇ ତ କେନ୍ତା ହେ ତ ଯେ ଯାନ ତ ରେ କୁକୁର ମାନେ । ଆଉ ଓଲଟିଆ ମୋତେ କହୁଛୁ ।

  • @Asuchhi_Mo_Kalia_Suna
    @Asuchhi_Mo_Kalia_Suna 7 месяцев назад +10

    ସବୁ କଥା ଠିକ କହିଲ ମନୋଜ ବାବୁ ହେଲେ ଝିଅ ମାନେ କୀର୍ତ୍ତନ କରୁନାହାନ୍ତି ରେ ଭାଇ ବାର ଡାନ୍ସ କରୁଛନ୍ତି..
    ଆମର ଓଡ଼ିଆ culture କୁ ମାଟିରେ ମିସେଇବାକୁ ବସିଛନ୍ତି.. ଭଗବାନ ଙ୍କୁ ଶ୍ରଦ୍ଧାରେ ଭକ୍ତିରେ ଡକାଯାଏ ଆଉ ଆଜି କାଲି କା ଝିଅ କୀର୍ତ୍ତନ ନୁହେଁ ଅଶ୍ଳୀଳତା ଯାତ୍ରା ପାର୍ଟି ଡାନ୍ସ କରୁଛନ୍ତି.. ମୁଁ ଏହାକୁ ନିନ୍ଦା କରୁଛି..
    ମୋର ସରକାର ଓ ଭାଇ ଭଉଣୀ ମଉସା ମାଉସୀ ଦାଦା ଖୁଡି ସମସ୍ତଙ୍କୁ ଅନୁରୋଧ ଏଭଳି ଅଶ୍ଳୀଳତା କୁ ବିରୋଧ କରନ୍ତୁ
    ଜୟ ଶ୍ରୀ କୃଷ୍ଣ 🙏ଜୟ ଶ୍ରୀ ଜଗନ୍ନାଥ 🙏ଜୟ ମା ତାରିଣୀ 🙏ଜୟ ମା ବିରଜା 🙏ଜୟ ମା ଚଣ୍ଡୀ 🙏ଜୟ ମା ମଝିଘରିଆଣି 🙏ଜୟ ମା ସମଲେଶ୍ୱରୀ 🙏

  • @Djsteelworks
    @Djsteelworks 7 месяцев назад +5

    ମୁ ଭାବୁଥିଲି ମନୋଜ ବାବୁବୁ ବହୁତ ଭଲ ଯେତେବେଳେ ଜାଣିଲି ମନୋଜ ବାବୁ ଓଡିଶା କୁ ଭାଗ କରିବାକୁ ଚାହୁଁଛନ୍ତି ସେଦିନଠୁ ସେ ଭାବନା ଚାଲିଗଲା

  • @tulasinaik9517
    @tulasinaik9517 7 месяцев назад +5

    Manoj Mishra Rahul Gandhi jindabad jindabad congress party jindabad jindabad ❤❤❤

  • @susantasa9837
    @susantasa9837 6 месяцев назад +2

    ଦାଦା ଜୁହାର୍ ଆପନ୍ ବହୁତ୍ ଭଲ୍ ତୁମକୁ ମୋ ଭୋଟ୍ ଟି ଦେଇଛି ।ହେଲେ କାନା କରମା ।ଆପନ ଭୁଲ୍ ଦଲକୁ ଜାଇଛନ୍ତି କେବେବି ଜିତି ପାରିବେ ନାହି । ଦଲ ବଦଲାନ୍ତୁ ଆପଣ ନିଚ୍ଚୟ ଜିତିବେ ଇଟା ମୋର୍ ଆସା ।ଜୟ ମାଁ ସମଲେଇ ।ଜୟ ବିଜେପି

  • @srpcreatorsuman5317
    @srpcreatorsuman5317 7 месяцев назад +4

    ଆକୁ ମୁଁ ବହୁତ୍ ଭଲ ପାଉଥିଲି କିନ୍ତୁ ଏ କୋଶଳ କୋଶଳ ହେଲା ରୁ ମୋ ମନ ଛାଡ଼ିଗଲା । ପାଟି ଖୋଲିଲେ ଓଡିଶା କୁ ଭାଗ କରିବାକୁ ଚାହୁଁଛି

  • @satyanaik7321
    @satyanaik7321 7 месяцев назад +8

    ମୋନଜ ଭାଇଙ୍କ ଭଳି ବ୍ୟକ୍ତି ଙ୍କୁ ଭୋଟ ଦେବା ଆଉ କେମିତି ଲୋକ ଙ୍କୁ ଦେବେ ରେ ସେ ସବୁବେଳେ ସତ କଥା ଓ ମୁହାଁ ମୁହିଁ କୁହନ୍ତି ମୋତେ ତାଙ୍କୁ ବହୁତ ଭଲ ଲାଗନ୍ତି ❤❤❤

  • @RajTandi-fb8fh
    @RajTandi-fb8fh 7 месяцев назад +6

    Manoj Mishra jindabad

  • @SushilKumar-s2f5f
    @SushilKumar-s2f5f 7 месяцев назад +9

    ଏଇଟା ଆପଣଙ୍କ ବିଚାର..
    ଓଡ଼ିଶା କୁ କାହିଁକି ଦୁଇ ଭାଗରେ ବିଭକ୍ତ କରୁଛନ୍ତି. ଆପଣ କଣ ଜଗନ୍ନାଥ ଦେଶ ର ଲୋକ ନୁହଁନ୍ତି...
    ସେ ତ ସମସ୍ତ ଶକ୍ତି ର ଉତ୍ସ... ତାଙ୍କ ଠାରୁ ସବୁ ଶକ୍ତି....
    ଓଡ଼ିଶା ରାଜନୀତି ର ଉତ୍ସ ଆଉ ମନୋରଞ୍ଜନ ର ଉତ୍ସ ରେ ସୀମିତ ନୁହଁ.ମୋ ରାଜ୍ୟ ଓଡ଼ିଶା ସ୍ଵତନ୍ତ୍ର. ଜଗନ୍ନାଥ ଙ୍କ ପାଇଁ ପ୍ରସିଦ୍ଧ..
    ଆପଣ ରାଜନୀତି କରିବାକୁ ବହୁତ ସ୍ଵପ୍ନ ଦେଖୁଛନ୍ତି Mr. ମନୋଜ ବାବୁ. ସବୁଠାରୁ ଉର୍ଦ୍ଧ ରେ ରହି ରାଜ୍ୟ କଥା ଭାବନ୍ତୁ.
    ଛାଡ ଆପଣଙ୍କ ମନରେ ଏତେ ଭାବନା ଥିଲା. ସବୁବେଳେ ନିଜ ସ୍ୱାର୍ଥ କଥା ଭାବୁଛନ୍ତି.

    • @SushilKumar-s2f5f
      @SushilKumar-s2f5f 7 месяцев назад

      ରାଜ୍ୟ ରେ IT ସେକ୍ଟର ରେ କେମିତି ଉନ୍ନତି ହେବ ଭାବନ୍ତୁ. ମେଡିକାଲ, Industry କେମିତି ହେବେ ଟିକେ ଚିନ୍ତା କରନ୍ତୁ.

  • @ChinmayeeDas-n2l
    @ChinmayeeDas-n2l 7 месяцев назад +5

    ଆଉ ଥରେ ବିବାଦ ଆରମ୍ଭ କରୁଛି ଶଳା ମାଡୁଆ ଟା ଏ କାହାର ହେଇପାରିବ ନାହିଁ ପଶ୍ଚିମ ଓଡ଼ିଶା କଣ କିରେ ପୁରା ଓଡ଼ିଶା କଥା କହ ଖାଲି ପଶ୍ଚିମ ଓଡ଼ିଶା ପଶ୍ଚିମ ଓଡ଼ିଶା ହଉଚୁ ମୂର୍ଖ

  • @mastery2000
    @mastery2000 7 месяцев назад +9

    ଏଇଟା ଗୋଟେ ପାଗଳ ମଣିଷ କୋଷ ଲ ଓଡ଼ିଶା କରି ଲୋକଙ୍କୁ ଭୁଆଁ ବନାଉଛୁ😂

  • @Manojmahananda-he3nh
    @Manojmahananda-he3nh 7 месяцев назад +6

    Jai congress 110% jitba Manoj mishra

    • @Manojmahananda-he3nh
      @Manojmahananda-he3nh 7 месяцев назад +1

      thank you bhai❤❤❤

    • @mks5547
      @mks5547 7 месяцев назад

      @@Manojmahananda-he3nh ପୁରା harba 70ବର୍ଷ lutuche

  • @ramesh_bhoi
    @ramesh_bhoi 7 месяцев назад +5

    ସାର୍ ଆପଣ ଚିନ୍ତା ନାଇ କରୁନ୍ ଆମେ ପଶ୍ଚିମଓଡିଶାର ଲୋକ୍ ଆପଣଙ୍କ ପଛେ ଅଛୁ 🙏🙏🙏🙏

    • @diliprauta746
      @diliprauta746 7 месяцев назад

      Manoj Mishra pacharu tikiye karipaka

  • @KumarPrabhat796
    @KumarPrabhat796 7 месяцев назад +2

    ମୁଁ ବି ଜଣେ tecnician ଓଡ଼ିଆ ଧାରାବାହିକ ରେ କାମ କରେ । ସତରେ ଏଠାକାର କିଛି ଲୋକ ଭଲ ନୁହନ୍ତି ଖାଲି ନିଜସ୍ବାର୍ଥ ଦେଖନ୍ତି, ଯିଏ ଉପରକୁ ଉଠିବାକୁ ଚାହୁଁଚି ତା ଗୋଡ଼ ଟାଣନ୍ତି । ଏଠି ସମସ୍ତେ ତୁମ AGAINST କଥା ହୁଅନ୍ତି ହେଲେ ମୁଁ ସବୁବେଳେ ତୁମ କଥାକୁ ଗୁରୁତ୍ଵ ଦେଇଆସିଛି କାରଣ ମୁଁ ଜାଣିଚି କିଏ ଠିକ୍ କିଏ ଭୁଲ୍ ,ଧନ୍ୟବାଦ୍❤

  • @SalientBoyDTuna123
    @SalientBoyDTuna123 7 месяцев назад +5

    ମୋନୋଜ ଭାଇ ଙ୍କ କଥାରେ ଯୋଉ ମାନେ ଏକମତ ଲାଇକ କର ❤❤❤ 💯 right brooo❤❤❤

  • @basantamahrana225
    @basantamahrana225 7 месяцев назад +7

    ରାଜ୍ୟ ଦ୍ରୋହି ମନୋଜ ମିଶ୍ର

    • @HareshBehera
      @HareshBehera 7 месяцев назад

      Kan janiju tui

    • @basantamahrana225
      @basantamahrana225 7 месяцев назад

      ତୁ କହି ବାକୁ ମୋତେ ତୁ କିଏ

    • @HareshBehera
      @HareshBehera 7 месяцев назад

      @@basantamahrana225 Manoj Mishra ku kahibaku Tu kie

    • @satyanarayansahu77
      @satyanarayansahu77 7 месяцев назад

      ତୋର୍ ମାର୍ ରଣ୍ଡି ଖାନା କେ ବନ୍ଦ କଲା କାଏଁ

    • @basantamahrana225
      @basantamahrana225 7 месяцев назад

      ମୋର ନାହିଁ ତୋ ମାର ରଣ୍ଡି ଖାନ ବନ୍ଦ କରିଛି

  • @M.T..A3r
    @M.T..A3r 7 месяцев назад +4

    ତମେ ଭାଇ ଏତେ ତଳକୁ ଖସିଯିବ ମୁଁ ଭାବିନଥିଲି । ଓଡ଼ିଶା କୁ ଦୁଇ ଭାଗ କରିବାକୁ ଜୋର୍ଦାର୍ ଲାଗି ପଡ଼ିଛ , ଛି ....

  • @Sridharnayak-ur5ej
    @Sridharnayak-ur5ej 7 месяцев назад +6

    ମନୋଜ ମିଶ୍ର ତୁମ କୁ ମୁଁ ଯାହା ଭାବୁଥିଲି ତୁମେ ତାର ବିପରିତ

  • @NRPEducation
    @NRPEducation 7 месяцев назад +2

    ମନୋଜ ମିଶ୍ରର ବହୁତ୍ ଗର୍ବ। ଭଗବାନ୍ କରୁ ଇ ବ୍ୟକ୍ତି ନିଜିତୁ

  • @bapisubratoffical
    @bapisubratoffical 7 месяцев назад +8

    Kire Jay Jagannath Kahibaku Kasta Lagila Ki ?

    • @ShamR-o8i
      @ShamR-o8i 7 месяцев назад

      Khangressi Unionist

  • @priya861
    @priya861 7 месяцев назад +7

    ଏ ମାଗିହl ଟି ଆଗରୁ ଓଡିଆ କହୁଥିଲା ଯେବେଠୁ ଏ ମାଗିହl ର ସବୁ ପୋଲ ଖୋଲିଗଲା ସେବେଠୁ ଶଳା ଟି ଓଡ଼ିଶା ଠୁ ସମ୍ବଲପୁର କୁ ଅଲଗା କରିବା ପାଇଁ କୋଶଳ କୋଶଳ ହଉଛି। ମାର ମାଗିହl ମନୋଜ ମିଶ୍ର କୁ ପାକିସ୍ଥାନ ଯାଉ।

    • @tapansagria6278
      @tapansagria6278 7 месяцев назад

      Bangladesi Mane bi paschim odisha re jaga maguchan chuhibu re banda

    • @MalpadaStar0351
      @MalpadaStar0351 7 месяцев назад

      କୁକୁର ଶଳା ଜୟେ କଲା ଜୟେ କଳାକାର

    • @rahult5753
      @rahult5753 7 месяцев назад

      Cuttackia MG, Go back...

  • @kpatro8463
    @kpatro8463 7 месяцев назад +15

    ଆରେ ମନୋଜ ଭାଇ, Pandian ସାର୍ ତ ଓଡ଼ିଆ ବୁଝି ନାଇ ପାରନ୍ ସମ୍ବଲପୁରୀ କାଣା ବୁଝ୍ ବେ । ୨୪ ବର୍ଷ BJD ଶାସନରେ ଖାଲି ପଶ୍ଚିମ ଓଡ଼ିଶା ନୁହେଁ ସମ୍ପୂର୍ଣ୍ଣ ଓଡ଼ିଶାର ପୂର୍ବ, ଉତ୍ତର, ଦକ୍ଷିଣ, ପଶ୍ଚିମ ଓଡ଼ିଶାର ବିକାଶର ସାଂସ୍କୃତିକ, ଆର୍ଥିକ କୌଣସି ଥିରେ ମଧ୍ୟ ବିକାଶ ହୋଇପାରିନାହିଁ । ଆଞ୍ଚଳିକ ମତ ଭେଦ ନ କରି କେମିତି ନିଜ ଅଞ୍ଚଳର ବିକାଶ ସହିତ ସଂପୂର୍ଣ୍ଣ ଓଡ଼ିଶାର ବିକାଶ ହେବ ତା ଉପରେ ଧ୍ୟାନ ଦିଅନ୍ତୁ । ଓଡ଼ିଶାର ବିଭିନ୍ନ ଜିଲ୍ଲା ମାନଙ୍କରେ ଆଞ୍ଚଳିକ ଭାଷା ରହିଛି, ଏମିତିକି ପଶ୍ଚିମ ଓଡିଶା ଭିତରେ ମଧ୍ୟ ଭାଷାର ପାର୍ଥକ୍ୟ ରହିଛି ଯେମିତି ସମ୍ବଲପୁରରେ ସମ୍ବଲପୁରୀ କିନ୍ତୁ କଳାହାଣ୍ଡି ଜିଲ୍ଲାରେ ଭାଷାର ପାର୍ଥକ୍ୟ ରହିଛି । ଆଞ୍ଚଳିକ ଭାଷାକୁ ନେଇ ରାଜନୀତି କଲେ ନିଜ ନିଜ ଲୋକଙ୍କ ମଧ୍ୟରେ ଖାଲି ପାତର ଅନ୍ତର ହେବ ସିନା କିନ୍ତୁ କୌଣସି ଅଞ୍ଚଳର ବା ରାଜ୍ୟର ବିକାଶ ହେବ ନାହିଁ । ଆମକୁ ଆମ ଓଡ଼ିଶା ର ଭିନ୍ନ ଭିନ୍ନ ସଂସ୍କୃତି ଚାଲିଚଳଣ କୁ ନେଇ ଗର୍ବ କରିବା କଥା । ଲୋକଙ୍କୁ ଦରକାର ଅଞ୍ଚଳର ବିକାଶ, ନିଜ ରାଜ୍ୟର ବିକାଶ ।
    ଓଡିଶାରେ ଓଡ଼ିଆ ସିନେମା ତ ଚାଲୁନାହିଁ । ଓଡିଆ ଫିଲ୍ମ୍ ଇଣ୍ଡଷ୍ଟ୍ରି Copy ସିନେମା ବାରମ୍ବାର ଗୋଟିଏ ଦଶନ୍ଧି ଧରି ଲୋକଙ୍କୁ ଦେଖେଇବା ଫଳରେ ବର୍ତ୍ତମାନ ଗୋଟିଏ ଭଲ ଓଡିଆ ସିନେମା ଆସିଲେ ମଧ୍ୟ ଲୋକ ବୁଝିବାକୁ ନାରାଜ ଯେ ଗୋଟିଏ ଭଲ ସିନେମା ଆସିଛି ବୋଲି । ସରକାରଙ୍କ ତରଫରୁ ମଧ୍ୟ ସିନେମା ଶିଳ୍ପ ଉନ୍ନତି କରିବାରେ କୌଣସି ପ୍ରଚେଷ୍ଟା ଦେଖିବାକୁ ମିଳୁନାହିଁ । ସେଥିରେ ମଧ୍ୟ ଯେଉଁ ଓଡ଼ିଆ କଳାକାର ମାନେ ନିଜର ଫିଲ୍ମ୍ ନ ଚାଲିଲେ ସରକାର ଙ୍କୁ ଦୋଷ ଦେଉଛନ୍ତି ସେହି କଳାକାର ମାନେ ସେହି ରାଜନୈତିକ ଦଳ ପାଇଁ ନିର୍ବାଚନୀ ପ୍ରଚାର କରିବା ପାଇଁ ଲାଗିପଡିଛନ୍ତି । ଓଡ଼ିଆ ସିନେମାର ବିକାଶ କଣ ଓଡ଼ିଶା ବିକାଶ ର ଏକ ଅଂଶ ନୁହେଁ କି? ତଥାପି ଓଡ଼ିଶାର କିଛି କଳାକାର ପଇସା ପାଇଁ ସବୁ କିଛି ଭୁଲି ଯାଉଛନ୍ତି । ସିନେମାରେ ସଫଳତା ମିଳିଲେ ସିନା ଓଡିଆ କଳାକାର ମାନଙ୍କର ନାମ ବଢିବ । ଓଡ଼ିଶାର ଲୋକ ତ ଓଡ଼ିଆ କଳାକାରଙ୍କୁ ଜାଣି ନଥିବେ । ଏଥିରେ କାହାକୁ ଦୋଷ ଦେବା ।
    ବର୍ତ୍ତମାନ ଓଡ଼ିଶାର ସରକାର ପରିବର୍ତ୍ତନ ହେଲେ ହିଁ ଓଡ଼ିଶାର ବିକାଶ ହୋଇପାରିବ ବୋଲି ଆଶା ଅଛି।
    ଜୟ ଓଡ଼ିଶା, ଜୟ ଜଗନ୍ନାଥ🚩 ଜୟ ମା ସମଲେଇ🚩 ଜୟ ମା ବିରଜା 🚩ଜୟ ମା ମାଣିକେଶ୍ଵରୀ🚩 ଜୟ ମା ଶାରଳା🚩 ଜୟ ମା କଟକଚଣ୍ଡି 🚩 ଜୟ ମା ତାରା ତାରିଣୀ 🚩ଜୟ ଲିଙ୍ଗରାଜ🚩
    ଜୟ ଶ୍ରୀ ରାମ 🚩

    • @pinku_005
      @pinku_005 7 месяцев назад

      ପାଣ୍ଡିଆନ ଯିବ ତାମିଲନାଡୁ ଏ ଯିବ ବମ୍ୱେ 😂😂😂।

    • @santoshkumarbiswal1057
      @santoshkumarbiswal1057 7 месяцев назад

      ସତ କଥା କହିଲେ ଭାଇ ଏଥର ସରକାର ପରିବର୍ତ୍ତନ ଦରକାର

  • @PrinceYadav-sv7kw
    @PrinceYadav-sv7kw 7 месяцев назад +6

    Right dada ame sabe tamer sange achhun❤

  • @boblychagli5951
    @boblychagli5951 6 месяцев назад +3

    ମନୋଜ ଭାଇ ଆପଣ ଭଲ ଅଭିନେତା , କିନ୍ତୁ ଆପଣଙ୍କ ମୁହଁରୁ ଓଡ଼ିଶାକୁ ଭାଗ କରିବା କଥା ଶୋଭା ପାଉନି ?

  • @subhashishmishra5101
    @subhashishmishra5101 7 месяцев назад +3

    ଆରେ ମନୋଜ ମିଶ୍ର ଜଣେ ଉଚ୍ଚ କୋଟୀର ଲୋକ ତାଙ୍କ ଚିନ୍ତାଧାରା ମଧ୍ୟ ବହୁତ୍ ଉଚ୍ଚ କୋଟୀର ତାଙ୍କ କଥାଟା ଓଡ଼ିଶା ବାସୀ ମାନେ ବୁଝିବା ପାଇଁ ଚେଷ୍ଟା କରନ୍ତୁ ଏବଂ ତାଙ୍କୁ କେହିବି ଅଭଦ୍ର ଭାଷା ରେ ଗାଳି ଦିଅନ୍ତୁ ନାହିଁ ଦୟାକରି 😊

  • @breakerff4427
    @breakerff4427 7 месяцев назад +6

    Bhai Odisha ku divide karibara Hina prayas karantuni.Hope Maa Samalei apananku sadbuddhi diantu...Jay Maa Samalei 🙏🙏🙏🙏

  • @Sadni-w4z
    @Sadni-w4z 7 месяцев назад +5

    ରାହୁଲ ଗାନ୍ଧୀଙ୍କ ଆଗରେ ତ ଥରେ ବି ଜୟ କୌଶଳ ନାହିଁ କହିଲ
    ବହୁତ ଆଶା ରଖିଥିଲୁ କି ରାହୁଲ ଗାନ୍ଧୀଙ୍କ ଆଗରେ ଥରୁଟିଏ ଜୟ କୌଶଳ ର ନାରା ଦେବ ବୋଲି । ସିଏ ଯାହା ହେଉ ବର୍ତ୍ତମାନ ମୋ ମତରେ ଆପଣ ରାଜନୈତିକ କାରବାର ଛାଡି ଦେଇ କୌଣସି ଅନ୍ୟ କାମ ଦେଖନ୍ତୁ ।

  • @bhagirathibiswal715
    @bhagirathibiswal715 7 месяцев назад +5

    ବାଇ ସାଧାରଣ କଳାକାର ପାଇଁ ଓଡ଼ିଶା କୁ ଦୁଇ ଭାଗ କରୁଛ , ଏଭଳି କଥା କହିଲେ ଖାଲି ପଶ୍ଚିମ ଓଡ଼ିଶା ନୁହେଁ ପୁରା ଓଡ଼ିଶା ତୁମ ବିରୋଧରେ ଆନ୍ଦୋଳନ କରିବେ ଆଉ ତୁମକୁ ଓଡ଼ିଶାରୁ ବାହାର କରିଦେବେ ,ଜୟ ଜଗନ୍ନାଥ,ଜୟ ଓଡ଼ିଆ ଜୟ ଓଡ଼ିଶା

    • @starindiadigitalcreation8644
      @starindiadigitalcreation8644 7 месяцев назад

      WB ru jemity bhasa pain odisha bhago bhago hei thila thik semity aji bi bhasa pain bhaga bhaga heba dorkar

  • @OnkarMajhi-s3f
    @OnkarMajhi-s3f 4 месяца назад +3

    Manoj mishra thanks❤❤❤

  • @drmedia5418
    @drmedia5418 7 месяцев назад +5

    ପାଣ୍ଡିଆନ କିଏ ଯେ ତାକେ ଜୁହାର କରୁଛ ହୋ

  • @DineshBhue-ij6dm
    @DineshBhue-ij6dm 7 месяцев назад +4

    ଜେମା ସମ୍ବଲେଈ ହେ ମୋନୋଜ ମିଶ୍ର ହାତ ଚିନ୍ହ ରେ ଭୋଟ ଦେମା

  • @shashikantmahakud3930
    @shashikantmahakud3930 7 месяцев назад +5

    ହଁ କଂଗ୍ରେସ ବାଲା ସବୁ କରି ଦେଇଥିଲେନ ପଶ୍ଚିମ ଓଡ଼ିଶା ପାଇଁ ନ, ସେଥି ପାଇ ନ ତୁମେ କଂଗ୍ରେସ ରେ ମିଶି ଗଲ। ଏଇ ଭିଡିଓ ବି ନିର୍ବାଚନ ପାଇଁ ପ୍ରସ୍ତୁତ କରିଛନ୍ ପଶ୍ଚିମ ଓଡ଼ିଶା ଲୋକ ମାନଙ୍କୁ ବୁକା ବନେଇବର୍ ପାଇନ 😅😅😅

    • @Indian-h8j
      @Indian-h8j 7 месяцев назад

      Aghe bhal se Sambalpuri sikh

    • @shashikantmahakud3930
      @shashikantmahakud3930 7 месяцев назад

      @@Indian-h8j ଆଗ ଭଲ ସେ ଓଡ଼ିଆ ବି ଶିଖିବା ଦରକାର, ସମ୍ବଲପୁରୀ ଏକ ଭାଷା ହୋଇପାରେ କିନ୍ତୁ ଆମ ପରିଚୟ ଓଡ଼ିଆ, ଏବଂ ଆମକୁ ପ୍ରଥମେ ଶୁଦ୍ଧ ଓଡ଼ିଆ ବି ଆସିବା ଦରକାର 🙏🏽🙏🏽

  • @srabani.123
    @srabani.123 7 месяцев назад +4

    ଦେଶଦ୍ରୋହି, ଖଳନାୟକ ଓଡ଼ିଶା କୁ ଭାଗ କରିବାର ମୁଖ୍ୟ ଖଳନାୟକ

  • @cnmajhi8120
    @cnmajhi8120 7 месяцев назад +4

    Only one bjp sarkaar no congress no bjd only bjp 400par

  • @M_A_lifestyle978
    @M_A_lifestyle978 7 месяцев назад +8

    ଆପଣଙ୍କୁ ଜେଲ୍ ରେ ଠୋକିଲେ ଭଲ ହୁଅନ୍ତା, କାରଣ ଓଡ଼ିଶା ଗୋଟିଏ ଆପଣ ଓଡ଼ିଶା କୁ ପୂର୍ବ ପଶ୍ଚିମ କହି କହି ଓଡ଼ିଶା କୁ ଭାଗ ଭାଗ କରୁଛନ୍ତି

  • @etishrisapthy7108
    @etishrisapthy7108 7 месяцев назад +4

    ମନୋଜ ଭାଇ ଠିକ୍ କଥା କହିଛନ୍ତି ପାଣ୍ଡୁ ଓଡିଶା ରୁ ବିଦା ହେବା ଦରକାର

  • @Muodia2406
    @Muodia2406 7 месяцев назад +8

    ଏଇଟା ଘରଭଙ୍ଗା ଟା

    • @jiteshempire
      @jiteshempire 7 месяцев назад

      Hnn bhai thik katha 😂

    • @starindiadigitalcreation8644
      @starindiadigitalcreation8644 7 месяцев назад +1

      Tu😂😂😂

    • @Muodia2406
      @Muodia2406 7 месяцев назад

      @@starindiadigitalcreation8644 ଆପଣ ବୋଧେ ଠିକ ସେ ବୁଝିପାରିଲେନି ସେଥିପାଇଁ ଏମିତି କହୁଛନ୍ତି। ସେ ସବୁବବଲେ ପୂର୍ବ ଓଡିଶା ଆଉ ପଶ୍ଚିମ ଓଡିଶା କହିକି ମନରେ ଭେଦ ଭାବ ସୃଷ୍ଟି କରୁଛନ୍ତି। ଓଡିଶା ହଉଚି ଗୋଟେ ସେଥିପାଇଁ ମୁଁ କହିଲି।

  • @Pkcom37
    @Pkcom37 6 месяцев назад +3

    ଜୟ ଶ୍ରୀ ରାମ 🙏🚩 ମୋନଜ ଭାଈ

  • @SatyaprakashJena-r9f
    @SatyaprakashJena-r9f 7 месяцев назад +2

    ମନୋଜ ଭାଇ ଆମେ ତୁମକୁ ମିସ୍ କରୁଛୁ 😢 ଓଡ଼ିଆ ସିନେ ଜଗତ କୁ ଫେରିଆସାନ୍ତୁ 😊 କୋଶଳ,କଟକିଆ ଛାଡନ୍ତୁ jay jagannath ❤ ବନ୍ଦେ ଉତ୍କଳ ଜନନୀ❤

  • @NarottamMahanta-f3e
    @NarottamMahanta-f3e 7 месяцев назад +2

    ବହୁତ ବଢିଆ କିନ୍ତୁ ଓଡିଶା କୁ ଭାଗ କରନ୍ତୁନି

  • @subaslenka6416
    @subaslenka6416 7 месяцев назад +6

    Manoj Babu ,apana MP ଭାବରେ ହାରିବା ଜାଣି ସାରିଲେଣି ତେଣୁ ପୁଣି ଆପଣ ରଙ୍ଗ ଦେଖେଇବା ଆରମ୍ଭ କଲେଣି a sabu bhala laguni aapana carier re najar ଦିଅନ୍ତୁ

  • @lokarajofficial321
    @lokarajofficial321 7 месяцев назад +4

    Manoj sir sure jitma Jay kosal Jay congress

  • @Kk.premrajBag-bp1qn
    @Kk.premrajBag-bp1qn 7 месяцев назад +3

    Monoj Mishra Zinda bad

  • @SusantaSt
    @SusantaSt 6 месяцев назад +2

    ମନୋଜ ମିଶ୍ର ଓଡିଶା ଦୁଇ ପାଳ କରିବାର ଚେଷ୍ଟା ଆଜି ବଲ ଜବାବ ମିଳିଛି

  • @suryathebeast5077
    @suryathebeast5077 6 месяцев назад +5

    Koshal ku #manojmishra nua rajya karibe.. Kou mane agree acha like cmnt....

  • @rahulbag2795
    @rahulbag2795 7 месяцев назад +6

    Manoj bhai sat katha te kahemi kharap nai bhab ba tame tk attitude re katha mane ghamand futani marla enti katha lagsa
    Kharap nai bhab ba

  • @alokdas802
    @alokdas802 7 месяцев назад +4

    ତୁ ପରମ ମାଡ଼ର୍ ଇଣ୍ଡିଆ

  • @mks5547
    @mks5547 7 месяцев назад +5

    ମନୋଜ ତୋର ଫିଲ୍ମ୍ ପୁରା ଫାଲତୁ ଅଛେ

    • @pinku_005
      @pinku_005 7 месяцев назад +2

      😂 ସେ ତ କହୁଛି ସେ ସୁପରଷ୍ଟାର , ତାର ଖାଲି କଥା କଥା କେ ବମ୍ୱେ 😂

  • @Pkcom37
    @Pkcom37 6 месяцев назад +2

    ଫିଲ୍ମ୍ ରେ ରାଜନୀତି କରିବାରୁ ଓଡ଼ିଶା ର ଫିଲ୍ମ୍ ଲୋପ ପାଇବାକୁ ବସିଲାଣି
    ଯଦି ମୋନଜ ଭାଈ କଷ୍ଟ କରି ଓଡିଆ ଫିଲ୍ମ୍ କୁ ଆଗକୁ ନବାକୁ ଚାହୁଁଛନ୍ତି ଏ ତ ସ୍ବାଗତ ର କଥା 🎉

  • @amazingkrushna819
    @amazingkrushna819 7 месяцев назад +3

    Amen Odia misile sabu haba....sei 5T - 5tamil baharibe odisha ru

  • @mr.silupradhan5135
    @mr.silupradhan5135 7 месяцев назад +7

    ଓଡିଶା କୁ ତମର ଭାଗ କରିବା ପାଇଁ ତମର ଲକ୍ଷ୍ୟ ଆଉ କିଛି ନାଇଁ

  • @laxman9145
    @laxman9145 7 месяцев назад +7

    ମନୋଜେ ଆଜ୍ଞା ସତ କହୁଚନ ସଭିଏ ବୁଝ🚩 ଜୟ କୋଶଲ 🚩

  • @ashutoshmohanty713
    @ashutoshmohanty713 7 месяцев назад +3

    Khangreess policy -Divide and Rule..
    ଓଡ଼ିଶା ବାସୀ ସମସ୍ତେ ଏହାକୁ ମନେ ରଖିବେ

  • @KumarPrabhat796
    @KumarPrabhat796 7 месяцев назад +2

    ମୁଁ ସବୁବେଳେ ତୁମକୁ support କରୁଛି ଦାଦା ଯଦି
    ତମ ମନ ରେ ଆଘାତ ଲାଗିଚି ତାହାଲେ ସତ୍ୟ ର ସାମ୍ନା କର ।ଧର୍ମ ର ହେଉ ଜୟ ,ଜୟ ଜଗନ୍ନାଥ ଜୟ ମା ସମଲେଇ 🙏🙏

  • @mrchandrakantbiswas-fn6ej
    @mrchandrakantbiswas-fn6ej 7 месяцев назад +2

    my favourite actor manoj mishra ❤❤❤

  • @soubhagyadash4512
    @soubhagyadash4512 7 месяцев назад +5

    Jay maa samalei Jay maa Cuttack chandi

  • @Bestof_SATYA_Vlogs
    @Bestof_SATYA_Vlogs 7 месяцев назад +6

    ତୋ ଫିଲ୍ମ ଗୋଟେ ଫିଲ୍ମ ର ଗଣା ହୁଏନା ଯେ ତୋ ଫିଲ୍ମ ସମସ୍ତେ ଦେଖିବାକୁ ଯିବେ। ତୁ ଗୋଟେ ପାଗଳ ଯେକି ଓଡିଶା କୁ ଭାଗ ଭାଗ କରିବାକୁଚାହୁଁଛୁ କିନ୍ତୁ ତୁ ସେହିଭଳି ପାଗଳ ଭଳି ଗପୁଥୁବୁ କିନ୍ତୁ ତୁ କିଛି କରିପାରିବୁନି।

  • @Odiaclasic
    @Odiaclasic 7 месяцев назад +4

    ଓଡିଶା ରେ ଖାଇ, ଓଡ଼ିଶାରେ ବଢ଼ି, ଓଡିଶା କୁ ଭାଗ କରି ନୂତନ କୋଶଲ ରାଜ୍ୟ ଦାବି କରୁଥିବା ଲୋକ ସବୁବେଳେ ଆଣ୍ଟିର ଛୁରୀ ହୋଇଥାଏ

  • @LambodarMahananda-u6l
    @LambodarMahananda-u6l 6 месяцев назад +4

    ମନୋଜ ଦା ମୁଇ କହୁଛେ ମୁଇ ବଲାଙ୍ଗୀରିଆ ଛୁଆ କହୁଛେ ।।
    ଯେ ତମେ ନେତା ରେ Sure ଜି ତ୍ ବ
    ଇଟା ଆଏ ସତ କଥା ।।
    ସେ କଥା ଛାଡ
    1....ତମେ କାହାର କଥା ନେଇ ଶୁନ୍ ବ ଆଉ ତମେ ତମର କାମ କରି ଚା ଲ୍ ବା ।
    ଆମେ ତମର୍ ସାଙ୍ଗେ ଏକା ଅଛୁ ।। ok
    2.....ଫାଷ୍ଟ କଥା ହେଲା କୋଶଲ କରମା ।
    sure ଦା ।
    3.... କେତେ କଷ୍ଟେ ଆମେ ତାମିଲନାଡୁ ଯାଉଛୁ ଦା । ଦାଦନ ଘଟି ।। ଟ୍ରେନ ରେ ଗଲା ବେଳେ କେତେ କଷ୍ଟେ ପରିସାନ୍ ହେଉଛୁ । କମ୍ପାନୀ ରେ କେତେ ଚର୍ଚ୍ଚର୍ କରି କି କାମ karauchhan ।।
    ତାଙ୍କର ଲାଗି ଗୁଟେ ଅଲଗା rate ପନିପରିବା ଆମର ଲାଗି ଗୁଟେ ଅଲଗା ରେଟ ଦା
    ବହୁତ ଦୁଖେ ଦିନ ବିତାସୁ ଦା ଆଉ ବହୁତ ବି ଚର୍ଚ୍ଚର କର୍ ସ ନ୍ ।
    ଏନ୍ତା କାମ ଟେ କର ଯେ ଦା ଭଲେ ଦିନ କେ 200 ମିଳବା ହେଲେ ତାମିଲନାଡୁ ନେଇ ଯାଉ ଦାଦା plz plz plz ଦା

    • @moheshwarsabar744
      @moheshwarsabar744 6 месяцев назад

      ହଁ ତମ କଥା ସତ ଭାଇ ଓଡିଶା ର ଲୋକ ମାନେ ଦାଦନ ଖଟିବାକୁ କିଏ ତ tamilnadu ଯାଉଛନ୍ତି ଆଉ କିଏ ସୁରଟ ଯାଉଛନ୍ତି ଆମ ଓଡିଶା କୁ ଗୋଟେ ଭଲ ସରକାର ଗଡିବାକୁ ପଡ଼ିବ କିନ୍ତୁ ତମେ ମାନେ ପଶ୍ଚିମ ଓଡ଼ିଶା ପୂର୍ବ ଓଡ଼ିଶା କହି ଓଡିଶା କୁ 2 ଭାଗ କରିବାକୁ ଚାହୁଁଛ ନା ସେଇଟା ଗୋଟେ ଭୁଲ ଧାରଣା ଓଡିଶା ତ ଓଡ଼ିଶା ଆଉ କଣ ପାଇଁ ତମେ କୋଶଳ ରାଜ୍ୟ କହି ଓଡ଼ିଶା କୁ 2 ଭାଗ କରିବାକୁ ଚେଷ୍ଟା କରୁଛ love from Rayagada district 🙏👍

  • @ChinmayeeDas-n2l
    @ChinmayeeDas-n2l 7 месяцев назад +4

    ଏ ମୂର୍ଖ ଟା ସିନେମା ଜଗତର ହେଇପରିଲାନି କି ରାଜନୀତି ଜଗତର ବି ହେଇପାରିବ ନାହିଁ

  • @Boomboom78788
    @Boomboom78788 7 месяцев назад +4

    ଇ ମାଗିହା କେ ଭୋଟ କିହେ ନି ଦିଅ

  • @KSSANITARY
    @KSSANITARY 7 месяцев назад +5

    ଆଉ ସିନେମା କଥା କହନି ତୁମେ ଆରମ୍ଭ ରୁ ରାଜନୀତି କରିବାକୁ ଆସିଛ

  • @lalitmohanmishra3561
    @lalitmohanmishra3561 7 месяцев назад +4

    Sorry ମନୋଜ ବାବୁ,କଟକ - ସମ୍ବଲପୁର କରି ଶସ୍ତା ରାଜନୀତି କରନି ହାରିଯିବ,ଆମଭଳି ବହୁତ୍ ଲୋକ ଅଛନ୍ତି ଯେଉଁ ମାନେ ଫିଲ୍ମ,ନାଚ,ଯାତ୍ରା,ଡ୍ରାମା...ରେ ଆଗ୍ରହ ରଖନ୍ତି ନାହିଁ,ଏଣୁ ତୁମ କଥା ର କୌଣସି ପ୍ରଭାବ ଆମ ଉପରେ ପଡ଼ିବନି,ଏଣୁ
    ଲୋକଙ୍କର କଣ ଦରକାର, ତୁମେ କଣ କରି ପାରିବ ସେକଥା କୁହ,ତୁମେ ପଶ୍ଚିମ ଓଡ଼ିଶା ପାଇଁ କଣ କରି ପାରିବ ସେକଥା କୁହ,
    ତୁମକୁ BJP ନେବାକୁ ଚାହୁଁଛି କିନ୍ତୁ ତୁମେ କଂଗ୍ରେସ ରେ କ୍ୟାରୀଅର୍ କରିବାକୁ ଚାହୁଁଛ, wrong choice ,

  • @be.logical.1st
    @be.logical.1st 6 месяцев назад +1

    ମନୋଜ ଭାଇ ଆପଣଙ୍କ ପାଇଁ ମୋ ମନରେ ବହୁତ ସମ୍ମାନ ଥିଲା, ଯେତେବେଳେ ଆପଣଙ୍କର ସିନେମା controversy ହେଇଥିଲା ପୁରା ଓଡ଼ିଶାରୁ ଆପଣଙ୍କୁ ଲୋକଙ୍କ ସମର୍ଥନ ମିଳିଥିଲା, ହେଲେ ଏବେ ଆପଣ ଯାହା କରୁଛନ୍ତି ଦେଖିକି କଷ୍ଟ ହଉଚି 😢🥺

  • @kumarsushil1205
    @kumarsushil1205 6 месяцев назад +1

    ମନୋଜ ଭାଇ.. ଆପଣ ଏବେ ଆପଙ୍କର ଫିଲ୍ମ କୁ ଓଡ଼ିଶା ରେ ଚଳେଇ ପାରିବେ..
    We waiting to watch your film again. We love You as a artiste. We have seen old Bollywood film.
    ଏବେ ସରକାର ପରିବର୍ତ୍ତନ ହୋଇଛି. ଆପଣଙ୍କ ଦାବୀ ରଖି ପାରିବେ.
    ଆପଣ ଯୋଉ "କଟକିଆ".... ଆଉ "କୋଶଳ"... କହୁଛନ୍ତି.
    ଆପଣ ରାଜନୀତି କରିବାର ସ୍ୱପ୍ନ ଦେଖୁଛନ୍ତି.

  • @Bapa4207
    @Bapa4207 7 месяцев назад +4

    ଏଇଟା ଟାଉଟର ଟା ହାରିବ 🤣😁

  • @santoshdas7048
    @santoshdas7048 7 месяцев назад +6

    ଏଇଟା ମହାନ ବେଧେଇ ପୁଅ।

  • @odishamohantafamily
    @odishamohantafamily 6 месяцев назад +4

    कॉंग्रेस पार्टी ख़तम

  • @user-DhanurjayDas
    @user-DhanurjayDas 7 месяцев назад +2

    ଜୟ ମାତା ସମଲେଇ🕉️❤🙏🏽🚩🚩🚩

  • @odia_Blind_couple
    @odia_Blind_couple 7 месяцев назад +2

    ସାର୍ ସବୁ movie କୁ ସବୁବେଳେ ସମାନ ଗୁରୁତ୍ୱ ଦିଆଯାଉ । ସାର୍ ଯେତେ movie ଆସୁଛି ସବୁ language ରେ relies କରାଯାଉ ସାରା ଭାରତ ରେ ସବୁ ଦର୍ଶକଙ୍କ ପାଖରେ ପହଞ୍ଚୁ । ଜୟ ଜଗନ୍ନାଥ 🙏

  • @kingrkdgamar7463
    @kingrkdgamar7463 7 месяцев назад +3

    ଭାଇ ଆଉ ଗୋଟେ କଥା କହିବି ଭାବୁଛି ଆପଣ ଙ୍କକୁ ତ ଆଉ ଫିଲ୍ମି ରେ କାମ ମିଳିବନି ସେଥି ପାଇଁ ଆପଣ ସେଥିପାଇ ଜୟ କଂଗ୍ରେସ କହୁଚ ନା 😅 ସତ କୁହ 😅

  • @theheritage3181
    @theheritage3181 7 месяцев назад +5

    Only odisha..🎉

    • @BalaramBiswal-b3y
      @BalaramBiswal-b3y 7 месяцев назад

      Only koshal

    • @theheritage3181
      @theheritage3181 7 месяцев назад +1

      @@BalaramBiswal-b3y ebe ta apana odisha re achanti au use karuthiba note tanka re bi odia language achi, ta tanka use Kariba band karidia bhai

    • @theheritage3181
      @theheritage3181 7 месяцев назад +1

      @@BalaramBiswal-b3y apana ebe odisha re, au use karuthiba note tanka re bi odia language achi...feel proud 🦚

    • @BalaramBiswal-b3y
      @BalaramBiswal-b3y 7 месяцев назад

      @@theheritage3181 my writing script is koshli

    • @theheritage3181
      @theheritage3181 7 месяцев назад

      @@BalaramBiswal-b3y ok write it properly,no problem 🥱

  • @pintubabu07CSK
    @pintubabu07CSK 7 месяцев назад +4

    Jay odisha kahibaku kan laja laguchhi..... Kan na jay kushal 😅😅😅

  • @sarjankarna1248
    @sarjankarna1248 7 месяцев назад +2

    Jay ho Manoj mishra dada🙋‍♂️🙋‍♂️🙋‍♂️💖

  • @sunilpatra6290
    @sunilpatra6290 7 месяцев назад +2

    ଯେତେ ଦିନ ତକ୍ ଆମର ପଶ୍ଚିମ ଓଡ଼ିଶା ରେ, ମଦ ଆର୍ ପଇସା ର ଚଠା ମାନେ ଥିବେ, ଆମର ପଶ୍ଚିମ ଓଡ଼ିଶା କେଭେ ନିୟେ ନାଇଁ ପାଏ 😢😢😢

  • @manojparida6577
    @manojparida6577 7 месяцев назад +6

    Mote laguchhi manoj mishra heuchhi odisha ra villan

  • @narayansamal9381
    @narayansamal9381 7 месяцев назад +6

    Sala ie ebe bi sei purva paschima hauchi

  • @HareKrishna.179
    @HareKrishna.179 7 месяцев назад +6

    ସବୁ କିଛି ଠିକ୍ ଥିଲା ସେତେବେଳ ପର୍ଯ୍ୟନ୍ତ ଯେତେବେଳ ପର୍ଯ୍ୟନ୍ତ ଓଡିଆ ସିନେମା ତକ୍ ସୀମିତ ଥିଲା but ରାଜନୀତି ରେ ଏଣ୍ଟ୍ରି କଲା ପରେ ତୋର ସବୁ ଅସଲି ଚେହେରା ଜଣା ପଡ଼ିଗଲା
    ଆଉ mind game ନାଇଁ ଖେଲ୍ ନ
    ହେଲାନ ଆର୍ ଆମେ ଜାନଲୁନ 😂
    ବନ୍ଦ୍ କର୍ ତୋର୍ ଇ ଭୂର୍କୁଟି
    ବେଶୀ ଦେଖେଇ ହଉଛୁ ଆର୍ ନିଜେ ନିଜକେ expose କରୁଛୁ

  • @SUBYOT_SKETCH
    @SUBYOT_SKETCH 7 месяцев назад +1

    Monoj sir i am big fan of yours when i saw a telegu or tamil filmi.That day i really very proude of you sir. I never thought that such a big movie could be made in Western Odisha with a low budget. that day i knew one thing that you also a producer. Currently, I am studying but I also want to become a film producer in Western Odisha for enhance my art culture❤❤ always with you ❤ great awareness video for all youth who belongs from western odisha ❤❤

  • @jitendradas175
    @jitendradas175 7 месяцев назад +2

    One odisha 🙏no west no east only Odisha 👍

  • @balaramraul5981
    @balaramraul5981 7 месяцев назад +3

    ମନୋଜ ବାବୁ ଆପଣଙ୍କ ଭଳି ଗlଲୁଆ ମୁ ଆଗରୁ କେବେ ଦେଖି ନାହିଁ। ପଶ୍ଚିମ ଓଡ଼ିଶା ର ଲୋକ ମାନଙ୍କ ମନରେ ବିଷ କାହିଁ ଭରୁଛନ୍ତି ଆପଣ ଭଲଭାବରେ ଜାଣିଛନ୍ତି କୋଶଳ ର କଥା ନକହିଲେ ଭୋଟ ପାଇବେ ନାହିଁ ତେଣୁ ଦୟା କରି ଓଡ଼ିଶା କୁ ଭାଗ କରିବାକୁ ପ୍ରାୟାସ କରନାହିଁ ନହେଲେ କେବଳ ଜୁତା ରେ ମାଡ଼ ଖାଇବା ଛଡ଼ା ଆଉ କିଛି ହବନି

    • @starindiadigitalcreation8644
      @starindiadigitalcreation8644 7 месяцев назад

      Odisha bhaga bhaga heba dorkar

    • @balaramraul5981
      @balaramraul5981 7 месяцев назад

      @@starindiadigitalcreation8644 ବଣ୍ଡର ଦମ୍ ଅଛି କରିକି ଦେଖା କଥାରେ କହିଲେ
      ହବନି

  • @gahami8567
    @gahami8567 6 месяцев назад +5

    Tui harlu bhal hela.. Tor bhalia luk nai jitbar katha...

  • @Manoj.1989
    @Manoj.1989 7 месяцев назад +4

    କିରେ ଜୟ ଓଡ଼ିଶା କହିବୁନି କି.....

  • @soubhagyaranjanbiswal9836
    @soubhagyaranjanbiswal9836 6 месяцев назад +2

    Today Release Mind game part-2 😂😂😂😂

  • @ssofficial5163
    @ssofficial5163 6 месяцев назад +2

    ଯତେ ବେଳେ ସିନେମା ରେ କାମ କରୁଥିଲ ପଞ୍ଚିମ ଓଡି଼ଶା କେ ପଚଉ ଥିଲ କେଁ

  • @tilakharipal9743
    @tilakharipal9743 7 месяцев назад +4

    Bjp ana sabu milba jay jagannath jay maa samleiswari jay Siya Ram 🙏

  • @Yourtv2488
    @Yourtv2488 7 месяцев назад +3

    I support you 💯❤

  • @Lomaharsa
    @Lomaharsa 7 месяцев назад +5

    ପାଣ୍ଡିଆନ କୁକୁର ଆଇ

  • @swapnilraja1409
    @swapnilraja1409 5 месяцев назад +2

    ତତେ ଇଥର ଆଉ କେହି ଭୋଟ ନାଇ ଦିଆନ, ଜାନିଥା ମନୋଜ୍,ତୁଇ ବି ବେକାର ଆଉ, ରାଜନୀତି କରୁଥିଲୁ 😂😂😂

  • @bindasssff2507
    @bindasssff2507 6 месяцев назад +2

    ସମ୍ଵଲପୁର୍ ଵାସି ହେତିର୍ ଲାଗି ଵଵି ଦାସ ନାଇଁ ଜିତଵାର କଥା ଆମର୍ ନେ । କଟକିଆ ଲୋକ୍ ଵଵି ଦାସ😂

  • @smrutiranjan8588
    @smrutiranjan8588 6 месяцев назад +3

    Manoj Bhai Jau Respect thila apananka prati apana taku nasta karichanti...Odisha Bhangibara manasikata nei mane JAI KOSALA slogan dei...Mo Odisha Ek thila achi rahiba...Apananka Bhali kete ta loka Odisha ku bhangiparibeni...
    ବନ୍ଦେ ଉତ୍କଳ ଜନନୀ

  • @niteshbarik6264
    @niteshbarik6264 7 месяцев назад +3

    Jay bharat, bharat mata ki jay kahithile bhala heithanta😊

  • @ARMAN-m-g
    @ARMAN-m-g 7 месяцев назад +4

    ତେଲିଆ ଶଳା

  • @sbtdigal7459
    @sbtdigal7459 6 месяцев назад +2

    Right bro

  • @jasminemusicodia3424
    @jasminemusicodia3424 7 месяцев назад +1

    ଜୟ କୋଷଲ ରୁକୁସୁନା ଜୋଜୋ ସମସ୍ତେ ବଦଳିଗଲେ ଗୋ ଦାଦା