BJP ର ନେତା ମାନେ କହୁଛନ୍ କୋଶଲ୍ ହେବା... ll Manoj Mishra

Поделиться
HTML-код
  • Опубликовано: 24 дек 2024
  • BJP ର ନେତା ମାନେ କହୁଛନ୍ କୋଶଲ୍ ହେବା... ll Manoj Mishra
    #manojmishra
    #jaikoshal
    #westernodisha
    #odisha
    #bjp
    #bjpodisha
    #election2024
    #odishaelection2024

Комментарии • 2,4 тыс.

  • @mr.sk.1810
    @mr.sk.1810 6 месяцев назад +125

    ତୁ କେବଳ ସିନେମା ରେ ଖଳନାୟକ ନୁହେଁ ତୁ ତ ଅସଲି ଜୀବନରେ ଗୋଟେ ମହାନ୍ ଖଳନାୟକ।

    • @swagatkumarbedbak1327
      @swagatkumarbedbak1327 6 месяцев назад +7

      Sat katha

    • @kumarprahllada6197
      @kumarprahllada6197 6 месяцев назад +11

      ୟା ମାଇଣ୍ଡ୍ ରେ ପୁରା ଓଡ଼ିଶାର ବିକାଶର ଚିନ୍ତା ନାହିଁ ଖାଲି ଓଡ଼ିଶା କୁ ଭାଗ କରିବାର ଚିନ୍ତା ଅଛି।

    • @chikukhusicreations9488
      @chikukhusicreations9488 6 месяцев назад +4

      😅😂😂akdam ସତକଥା କହିଛନ୍ତି😅

    • @anantadaharua5458
      @anantadaharua5458 6 месяцев назад +1

      Right

    • @Social_-Reformer
      @Social_-Reformer 6 месяцев назад +5

      କଟକିଆ ମାନଙ୍କର ଗାଣ୍ଡିଫଟେଇ ଦେବେ ମନୋଜ ଦା

  • @Subhalaxmi7
    @Subhalaxmi7 6 месяцев назад +164

    ରାଜ୍ଯ ଦ୍ରୋହି ବୋ ତୁମେ ଦାଦା 😡ଭଲ୍ ଲୋକୋ ନାହିଁ ନି ତମେ

  • @SupremePower-wu7lz
    @SupremePower-wu7lz 6 месяцев назад +141

    ମଧୁସୂଦନ ଦାସ, ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପରିଶ୍ରମ କୁ ବୁଝିବାକୁ ଅସମର୍ଥ ମନୋଜ ମିଶ୍ର 😢😢

    • @manamb9222
      @manamb9222 6 месяцев назад +3

      Chal Kari ki ...misale ..koshal k....Jay koshal 🚩

    • @କାହ୍ନାକାହ୍ନା
      @କାହ୍ନାକାହ୍ନା 6 месяцев назад +3

      ଦାଦା ସେ ମାନଙ୍କର୍ ପରିଶ୍ରମ୍ କେ ଆମେ ସମ୍ମାନ୍ ଦେସୁ।
      ବାକି ଆଜି ଆଉ ନାଇଁ ସେଟା ଭାବି ଥିଲୁ ଯେ ଆମକୁ ଭିଲ୍ ପାତର୍ ଅନ୍ତର୍ ନାଇଁ ଥାଇ ଏବେ କିନ୍ତୁ ଅଲଗା।
      ଟିକେ ବୁଝବାର୍ କେ ଚେଷ୍ଟା କରୁନ୍।

    • @bbll143_
      @bbll143_ 6 месяцев назад +1

      Jay koshal ❣️🙏

    • @Sidhakatha19
      @Sidhakatha19 6 месяцев назад +2

      ​@@କାହ୍ନାକାହ୍ନାBhai tama MLA MP ku prasna karithanta joumne BJD re thile kan karuthile alaga rajya heigale kan adhika heba bhala netanku bachha odisha ra vikas ku agaku badheibaku chesta kara

    • @କାହ୍ନାକାହ୍ନା
      @କାହ୍ନାକାହ୍ନା 6 месяцев назад +2

      @@Sidhakatha19 yes boss
      ସେ ଭଲ୍ ନେତା ହଉ କି ଖରାପ୍ ନେତା ହଉ ଆମକୁ କେବଳ୍ ଅଲଗା ରାଜ୍ୟ ଦର୍କାର। ସେ tym ରେ ହେଇ ନାଇଁ ପାରି ବାକି ଇ ସମିୟା କେ ଆମର୍ ଆଶା ଅଛେ।

  • @satyatvodia
    @satyatvodia 6 месяцев назад +75

    🙏ଭାଇ ଦୟାକରି ଓଡିଶାକୁ ଦୁଇ ଭାଗ କରିବା ଚର୍ଚ୍ଚା କରନି କାରଣ ଆମ ଶରୀରରେ ପ୍ରତ୍ୟେକ ଅଙ୍ଗ ଯେପରି ଜରୁରୀ ସେହିପରି ଓଡିଶା ଆଉ ଓଡ଼ିଆଙ୍କ ପାଇଁ ପ୍ରତ୍ୟେକ ଜିଲ୍ଲା ସେହିପରି ଜରୁରୀ l ଜୟ ଜଗନ୍ନାଥ, ଜୟ ମା ସମଲେଇ l🙏❤🙏

  • @Goashvik
    @Goashvik 5 месяцев назад +1

    ଜୟ ମା ସମଲେଶ୍ୱରୀ 🙏🙏🙏🙏

  • @allinonetv4977
    @allinonetv4977 6 месяцев назад +107

    ତୋର ହିମତ ଅଚ୍ଛି ତ ସମ୍ବଲପୁର ରେ ଆସିକି କୋଶଲ କୋଶଲ ହେଇକି ଇଲେକ୍ସନ ଲଢ଼ି ପାରିବୁକି ସେଇ bolangir ତୁ ତ ସମ୍ବଲପୁର ରୁ ସମ୍ବଲପୁର ରୁ ଲଢ଼ି ପାରିବୁ, ସମ୍ବଲପୁରୀ ବାସି ତୋତେ ଫିଙ୍ଗି ଦେବେ ତୁ ନିଜେ ଖରାପ ପୁରା bolangir କୁ ବି ଖରାପ କରୁଛୁ

    • @WorldofPrakash285
      @WorldofPrakash285 6 месяцев назад +9

      ତୋର କଣ ଫାଟୁଛି କି... ତୋର ଘର ଭାଙ୍ଗୁଛି... ତୁ ତ ଦେଖ ତୋର ସେଇଟା ଭାଙ୍ଗିବ 😄

    • @allinonetv4977
      @allinonetv4977 6 месяцев назад +10

      @@WorldofPrakash285 sambalur re asiki koshal koshal heiki dekhau challenge taku mo tarafa ru

    • @WorldofPrakash285
      @WorldofPrakash285 6 месяцев назад +4

      ସମ୍ବଲପୁର କାଣା ତମର ଭୁବନେଶ୍ୱର ଯାଇଥିଲୁ... ତମେ କେଁ ସୁଈଥିଲ କେଁ ହେ time ନ... 😂

    • @allinonetv4977
      @allinonetv4977 6 месяцев назад

      @@WorldofPrakash285 bbsr କୁ ତ ସେ ଆସିପାରିବନି

    • @dipaksuna8942
      @dipaksuna8942 6 месяцев назад +2

      Sambalpur na e tar dam nai na e tar katha bad bad ho bhai chada manoj babur katha kichhi bhelu nai na

  • @alokatraveldiary8132
    @alokatraveldiary8132 6 месяцев назад +317

    କୋଶଳ କୁ ସମସ୍ତେ ଭଲ ପାଉଛନ୍ତି ହେଲେ ତମକୁ ନୁହେଁ 😅

  • @be.logical.1st
    @be.logical.1st 6 месяцев назад +8

    ମା ସମଲେଇ ଜାଣିଛନ୍ତି ତୁ ଅନ୍ୟାୟ ପଥରେ ଥିଲୁ ସେଥିପାଇଁ ତତେ ହରେଇଲେ, ଜୟ ମା ସମଲେଇ, ଜୟ ଜଗନ୍ନାଥ 🙏

  • @KalingaHeritageHub87
    @KalingaHeritageHub87 6 месяцев назад +10

    ଜୟ ଉତ୍କଳ , ଜୟ କଳିଙ୍ଗ , ଜୟ ଓଡ଼ିଆ , ଜୟ ଜଗନ୍ନାଥ ❤ 4:59

  • @AaradhayaBiswal
    @AaradhayaBiswal 3 месяца назад +1

    Sir ❤️ my feboright leader ❤️🙏🙏🙏🙏🙏🙏🙏

  • @biswajitp1708
    @biswajitp1708 6 месяцев назад +35

    ଜୟ କୋଶଲ ଖାଲି କଣ ପାଇଁ କହୁଚୁ ତା ସାଙ୍ଗରେ ଜୟ କଂଗ୍ରେସ କହ ନା ହାରିଲା ପରେ କଂଗ୍ରେସ୍ କୁ ଭୁଲି ଗଲୁ କୁ😂😂😂😂

  • @SusantaSt
    @SusantaSt 6 месяцев назад +115

    ମନୋଜ ମିଶ୍ର ହାରିବାଟା ଵଲ ଏଇଛି ଏଇ ଶଳା ଓଡିଶା କୁ ଦୁଇ ବାଗ କରିବା ପାଇଁ ଚେଷ୍ଟା କରିଥିଲା ଆର ଜବାବ ଦେଇ ସାରିଲେଣି ମା ସମଲେଶ୍ୱରୀ ଆଉ ଜଗନ୍ନାଥ ଙ୍କ ଅବିଶାପ ପଲିଛି ଏଇ ମନୋଜ ମିଶ୍ର ଆଉ ଜୀବନରେ କିଛି କରିପାରିବେ ନାହିଁ ସାରା ଓଡିଶା ର ଲୁକ ଙ୍କ ର ଅବିଶାପ ଆର ଉପରେ ପଲିଛି ନମ୍ବର 1ଓଡିଶା ବିରୁଦ୍ଧରେ ରାଇଥିବା ଲୁକ ଆଉଚି ମନୋଜ ମିଶ୍ର ଓଡିଶା ର ଦେଶ ଦୃଇ ଓଡିଶା ବିରୁଦୀ

    • @KhiluKumar-bc8wo
      @KhiluKumar-bc8wo 6 месяцев назад +2

      State bhaag hele Desh nai bhaangi Jaye ... State au development heba.. Tamar yenta log mankar bichar dhara ra ..Amar anchal vikash nai hei parba

    • @umeshchandrabarik
      @umeshchandrabarik 6 месяцев назад +2

      ​@@KhiluKumar-bc8woNew start with new CM. Odisha bhangbar ta thik nuhe

    • @manasranjan5950
      @manasranjan5950 6 месяцев назад +1

      ​@@umeshchandrabarik ଶଳା କୁ ଗିରଫ୍ କରି ପୋଲିସ ଗୁଳିରେ ଅନକାଣ୍ଟର କରିବା ଦରକାର। ,👺😤

    • @anupamamahakud3296
      @anupamamahakud3296 6 месяцев назад

      ​@@KhiluKumar-bc8wo BIKASH KATHA AGARU MANE PADU NATHILA KI BHAI TAMARA EBE MANOJ DA ASIKI TAMARA SABU BIKAS KARIDEB. KAIN AME TA ODIA KI KOSHAL DITA ALGA BOLI KAHUNU TAME KN DESA BAHARE RAHUCHA KI GOTE RAJYA RE RAHI ETE CHOTA CHINTA DHRA KN NA MAA SAMALEI PASCHIM AU JAGANATH PURBA.
      TAMA BHALI JETE SABU ACHA SMTI RAHIJIBA KOSHAL KOSHAL HEI EMTI TAMA PAIN BAHUT ASI BAKRA KARI NIJA SWARTHA PURNA KARI CHALIJIBE

    • @KhiluKumar-bc8wo
      @KhiluKumar-bc8wo 6 месяцев назад +1

      @@anupamamahakud3296 Andra pradesh ru Telangana Banila kana hela?? .. ki6i asubidha hela nahi... Telangana ku dekha yebe kete develope hei6i.......

  • @drdmediasibatala4061
    @drdmediasibatala4061 6 месяцев назад +91

    ମନୋଜ ମିଶ୍ର ତମେ ଯଦି କୋଶଲ ଲାଗି ଲଢ଼ି ଥିତ ତ ତମେ ନିଶ୍ଚୟ ଜିତିଥିତ କିନ୍ତୁ ତମେ ରାଜନୀତି କରବାରଲାଗି ଚାଉଥିଲ 😄😄😄

  • @KalingaHeritageHub87
    @KalingaHeritageHub87 6 месяцев назад +12

    I'm a odia form Western odisha not Western odia .. Jaya Jagannath Jay maa samaleswari
    Jay Akhand ODISHA , ବନ୍ଦେ ଉତ୍କଳଜନନୀ ❤

  • @chinmayasahoo659
    @chinmayasahoo659 6 месяцев назад +30

    ଭାଇ ମୁ ତମ ଅଭିନୟ ପାଇଁ ଅନ୍ୟ ମାନଙ୍କ ସାଥେ ଲଢ଼ୁଥିଲି , କିନ୍ତୁ ଏବେ ଯେଉଁ ଓଡ଼ିଶା ବିଭାଜନ ର ଭାଷା ଶୁଣି ଖରାପ ଲାଗୁଚି

    • @satishkumarpradhan8849
      @satishkumarpradhan8849 6 месяцев назад +1

      😅😅 ....film Naa re andhar re hajeidela samstanku kichi din .........au ebe nua natak

    • @WorldofPrakash285
      @WorldofPrakash285 6 месяцев назад +1

      ଚିନ୍ମୟ ଭାଇ... ଦୁନିଆରେ ନା ସମସ୍ତେ ଅଭିନୟ କରନ୍ତି... ମନୋଜ ମିଶ୍ର ବୋଲି ନୁହଁ.. ତମେ ଭି କରୁଛ.. କିନ୍ତୁ ଆମେ ଦେଖି ପାରୁନୁ.... କେବେ ସମୟ ହେଲେ ରାତିରେ ଭାବିବ କି..... ମନେକର.. ତମ ମା ର ତମେମାନେ ଦୁଇ ଭାଇ.... ଜଣକୁ 100 ଟଙ୍କା ଦେଲେ ଆଉ ଜଣକୁ 10 ଟଙ୍କା.. ସେ ଜାଗାରେ.. ତମେ ଦୁଇ ଭାଇ ଲଢ଼େଇ କରିବ କାହିଁକିନା ତମ ମଧ୍ୟରେ ଭେଦ ଭାବ ଚାଲିଛି.. ତମେ ଘରର ବଡ଼ ପୁଅ ହେଲେ 100 ଆଉ ସାନ ହେଲେ 10... ଏ କି ପ୍ରକାର ନିୟମ.. ତମେ ମାନେ ଯଦି ଘରର ସଦସ୍ୟ ହେଇଛ ମାନେ ହିଁ ସମସ୍ତ ଙ୍କୁ ସାମାନ ଅଧିକାର. ଆଉ ସାମାନ ପାଇବାର ହକ... ଠିକ ସେଇ ପରି.. ଓଡିଶା ର ବିକାଶ କ୍ଷେତ୍ର ରେ ଅବା ଚାକିରୀ କ୍ଷେତ୍ରରେ.. ତମ ପୂର୍ବ ଓଡିଶା କୁ ଅଧିକ ଆଉ ପଶ୍ଚିମ ଓଡିଶା କୁ କମ ଦିଆଯାଉଛି... ଯଦି ବିଶ୍ୱାସ ହେଉନି.. ଆମ ପଶ୍ଚିମ ଓଡିଶା କୁ 10 ଦିନ ପାଇଁ ଆସ ସବୁ ଜାଣି ପାରିବ.... ସେମିତି ପାଇଁ ଲୋକ ବିରୋଧ ଭାଇ.... ଯଦି ତମେ ଶିକ୍ଷିତ ଆଉ ଭଲ ମଣିଷ.. କଥା ଟା ବୁଝିପାରିବ..ଧନ୍ୟବାଦ

    • @chinmayasahoo659
      @chinmayasahoo659 6 месяцев назад +1

      1st katha mu kau ଉପକୂଳ ଓଡ଼ିଶା ର ଜିଲ୍ଲା ରେ ମୋ ଘର ନି, ଆମେ ଅନୁଗୋଳ, ଢେଙ୍କାନାଳ ଲୋକ ଆମଠୁ ସବୁ ଖଣି ଖାଦାନ ପରିପୂର୍ଣ୍ଣ, ଆମଠୁ ସବୁ ଯାଉଚି କିନ୍ତୁ ଆମ ଥି କିଛି ଖାସ୍ ବିକାଶ ହେଇନି, ବିକାଶ ନାଆଁ ରେ ସହର ରେ କିଛି ଚିତ୍ର ବିଚିତ୍ର ହେଉଛି, କମ୍ୟୁନିକେସନ ଖରାପ, ଟା ବଡ ଆମେ ଓଡ଼ିଶା ବିଭାଜନ ର ଭାଷା କହୁନୁ
      ଆଜି ହେଇନି କଲି ହେବ ଏଇ ଆଶା ରେ ଅଛୁ
      ତମେ ବି ଟିକେ ଧାର୍ଯ୍ୟ ଧର ଭାଇ
      ସବୁ ଜିନିଷ ର ସମାଧାନ ପାଇଁ ସବୁ ଅଲଗା ହୋଇଯିବା na କଣ?

    • @NilakanthaSatpathy-gu2er
      @NilakanthaSatpathy-gu2er 6 месяцев назад

      ​@@chinmayasahoo659ତମେ ରାଜ୍ୟ ର ମଝି ରେ ରହିଲ, ଅଲଗା ହେବା କଥା କହିବ କେମିତି ? ତମ ଚାରିପଟେ ଓଡ଼ିଶା ଥାଇ ତମେ ଅଲଗା ରାଜ୍ୟ କରିବ ? 🤣🤣🤣🤣🤣🤣

    • @chinmayasahoo659
      @chinmayasahoo659 6 месяцев назад

      @@NilakanthaSatpathy-gu2er ham k tama jau logic hasa laguchi
      Tame tamara alaga rajya kara ame b dekhibu

  • @RanjanKhamari-c4w
    @RanjanKhamari-c4w 6 месяцев назад +211

    ଆଗୋରୁ କେନ୍ ନୁ ଶୁଇ ଥିଲୁ ଯେତେବେଳେ କଟକିଏନ ମାନଙ୍କର ସାଙ୍ଗେ ଏସ କରୁଥିଲୁ

    • @pradeepsingh5844
      @pradeepsingh5844 6 месяцев назад +3

      😂

    • @anshumanparichha4870
      @anshumanparichha4870 6 месяцев назад +2

      Right

    • @GupteswarChouhan
      @GupteswarChouhan 6 месяцев назад +1

      Jete kaha bhai reply ni dian

    • @mrpourkela1327
      @mrpourkela1327 6 месяцев назад +6

      Tui kana ukhdauthilu ......re comments kari asichhu j

    • @jitenmahalik6916
      @jitenmahalik6916 6 месяцев назад +6

      Bhai pura thik kahilo emane sabu nija nija swartha dekhanti loka manoku mitha mitha kotha kahiki bhakua banuchanti

  • @chinmayasahoo659
    @chinmayasahoo659 6 месяцев назад +90

    ମଧୁ ବାବୁ ଆଉ କୃଷ୍ଣଚନ୍ଦ୍ର ଗଜପତି ଙ୍କ ବଳିଦାନ କୁ ତମ ଭଳି ନେତା କେବେ ବୁଝିପରିବେନି, ଓଡ଼ିଶା କୁ କୋଶଳ ରାଜ୍ୟ ନା ରେ ଭାଙ୍ଗି ବାକୁ ଚେଷ୍ଟା କରନି , ଦୟାକରି 🙏

    • @srofficialbelpara6385
      @srofficialbelpara6385 6 месяцев назад +3

      Odisha vag heba Tumar puraba odisha ra sabu pila ina service kari be inar pila bekari Rahi be ki. Jay koshal

    • @chinmayasahoo659
      @chinmayasahoo659 6 месяцев назад +6

      Kn re ପୂର୍ବ ପଶ୍ଚିମ ଓଡ଼ିଶା ଚଲେଇଚ , ତାହେଲେ ଆମେ ମଧ୍ୟ ଓଡ଼ିଶା କରିବୁ ନା କଣ , ଯଦି ଚାକିରି ଦରକାର , ପାଠ ପଢି ଚାକିରି କର ଆମେ ତମ ଭଳି complain କରୁନୁ

    • @umeshchandrabarik
      @umeshchandrabarik 6 месяцев назад

      Sarkar change hela.Lets start new .Opportunities aau na mile.Gha bhangba ta solutions nuhe.​@@srofficialbelpara6385

    • @srofficialbelpara6385
      @srofficialbelpara6385 6 месяцев назад

      @@chinmayasahoo659 patha padhi bekari Government Jani suni byabasta kari chhanti jepari purba odisha ra pila adhika pila service kari pari be mu kahuni j paschim odisha ra pila mute paini boli.Junior techer District level re sujoga diaa gale bahut pila lava pai pari be. Paschim odisha Bikas parishad office BBSR re achhi aamar paschim odisha re kana jaga milu ni ki kahi le Bahut katha achhi type kari heba ni Jay koshal

    • @JYOTIROUT-hj6de
      @JYOTIROUT-hj6de 6 месяцев назад

      ​@@srofficialbelpara6385job jadi darkar tahale bhala patha padha kahaku anghuthi dekhaoni bujhila ...all India rank re nija ku ana tapare kahiba job miluchhi ki nai

  • @deepakkumarmalik9667
    @deepakkumarmalik9667 6 месяцев назад +1

    ଭାଇ ତମେ ଖାଲି କୋଶଲ କୋଶଲ କାହିଁକି ହୋଉଛ, ତୁମକୁ କିଏ ପଚାରିବେନି ଓଡ଼ିଶା କୁ ତୁମେ ଦୁଇଭାଗ କରିବାକୁ ଚାହୁଁଛ,ଛି ଛି

  • @SushruKumarPradhanSushruKumarP
    @SushruKumarPradhanSushruKumarP 6 месяцев назад +8

    ଆଉ ମଧ୍ୟ ମୁଁ କହି ରଖୁଛି ତମ ହିସାବ ରେ ମୁଁ ପୂର୍ବ ଓଡିଶା ର ପିଲା , ଆଉ ମୁଁ ମୋ ପଶ୍ଚିମ ଓଡ଼ିଶା ର ସମସ୍ତ ମା ,ମାଉସୀ , ଭାଇ , ଭଉଣୀ ସମସ୍ତ ଙ୍କୁ ବହୁତ୍ ସମ୍ମାନ କରେ ,ଆଉ ଆପଣ ମାନଙ୍କ ପାଇଁ ବହୁତ୍ ଭଲ ପାଇବା ମଧ୍ୟ ।

  • @bankingaspirants_india
    @bankingaspirants_india 6 месяцев назад +69

    ଯଦି କୋଶଳ ରାଜ୍ୟ ବନିବ, ତେବେ ସେଥିରେ ପୂର୍ବ ଓଡ଼ିଶା ର ମହାପୁରୁଷ ଙ୍କ ସ୍ଥାନ କଣ ହେବା ଏବଂ ପୂର୍ବ ଓଡିଶା ରେ ବୀର ସୁରେନ୍ଦ୍ର ସାଏ, ଲକ୍ଷ୍ମଣ ନାୟକ, ଧରଣୀ ଧର ନାୟକ, ବିର୍ସା ମୁଣ୍ଡା ଙ୍କର ସ୍ଥାନ ରେ କଣ ହେବା ।କଣ ହେବ ମହାପ୍ରଭୁ ଜଗନ୍ନାଥ ଙ୍କର ଆଉ ମା ସମଲେଶ୍ଵରୀ ଙ୍କର , କଣ ଆମେ ନନ୍ଦକିଶୋର ବଳ, ଭୀମ ଭୋଇ, ଗଙ୍ଗାଧର ମେହେରଙ୍କ ଲେଖା ପଢ଼ିବୁନି । ସେମାନେ ବି ଟା ପଶ୍ଚିମ ଓଡ଼ିଶା ର ଥିଲେ ହେଲେ ଓଡ଼ିଆ ସାହିତ୍ୟ ପ୍ରତି ତାଙ୍କର ଅବଦାନ କଣ ଲାଗି ଥିଲା । ହଁ ମାନୁଛି ବିକାଶ ହୋଇନି ବିକାଶ ବି ଭଦ୍ରକ ,ମୟୂରଭଞ୍ଜ , Keonjhar ରେ ହୋଇନି ତାର ମାନେ ନୁହଁ ଆମେ ବି ଗୋଟେ ରାଜ୍ୟ ବନେଇବୁ। ଶିକ୍ଷିତ ହେଲଣି ସରକାରଙ୍କୁ ପ୍ରଶ୍ନ କର ତୁମ ନେତାଙ୍କୁ ପ୍ରଶ୍ନ କର କଣ ବିକାଶ କରିବେ ।ଯଦି ସେମାନେ ବିକାଶ ନକରି ଦୁର୍ନୀତି
    କରନ୍ତି ସେଥିରେ ଓଡ଼ିଶା ର ଭୁଲ କଣ । ଖାଲି ମିଛରେ ଓଡ଼ିଶାକୁ ବାଣ୍ଟିବାକୁ ଚେଷ୍ଟା କଲେ କୁ ହେବ ।ଆମ ଭଦ୍ରକ ରେ ବଲାଙ୍ଗୀର ସମ୍ବଲପୁର ରୁ ଆସି ପିଲା ପଢୁଛନ୍ତି ସେମାନେ ବି ତ ଆମ ସ୍ଥାନ ନେଉଛନ୍ତି, ଏପଟେ ସମ୍ବଲପୁର, rourkela ରୁ ଆସି ଲୋକ job କରୁଛନ୍ତି ଆମେ କଣ ସେମାନଙ୍କୁ ଗୋଡେଇଦେବୁ ।ଆରେ ଭାଇ ଓଡ଼ିଶା ଆମର ଆଉ ସବୁ ଜିଲ୍ଲା ବି ଆମର ।ଆମେ ବି ସବୁ ଜିଲ୍ଲା କୁ ଯାଇପରିବୁ ଆଉ ସବୁ ଜିଲ୍ଲାରୁ ବି ଆମ ଜିଲ୍ଲା କୁ ଆସିପାରିବେ ।

  • @kumarworld.6276
    @kumarworld.6276 6 месяцев назад +31

    ହଁ ହଁ କୋଶଳ ହବ ତୁ ମୁଖ୍ୟମନ୍ତ୍ରୀ ହବୁ ବ୍ୟସ୍ତ ହନା.....କିନ୍ତୁ କୋଶଳ ହବ ତମେ ସବୁ ରହିବ କିନ୍ତ୍ ତୁ ବଞ୍ଚିକି ସେ ସବୁ ଦେଖି ପାରିଲେ ହେଲା 😂😂😂😂... ତୋ ମୁହଁକୁ ଟିକେ ଲାଜ ନାଇ ସଲା ଗୋଟେ ରାଜ୍ୟ ରେ ଜନ୍ମ ନେଇକି ରାଜ୍ୟ ବିଭାଜନ କଥା ଲୋକଙ୍କ ମୁଣ୍ଡରେ ପୁରାଉଛୁ..... ସେଥିପାଇଁ ହରିଲୁ😈

  • @nirakarasahu8622
    @nirakarasahu8622 6 месяцев назад +95

    ଓଡିଶା କୁ ଯିଏ ଭାଙ୍ଗିବାକୁ ଚେଷ୍ଟା କରିବ ତର ଅବସ୍ଥା ଏମିତି ହେବ ....ଜୟ ଓଡିଶା .....ଜୟ ମା ସମଲେଇ

    • @BasudebDharua-cj8dw
      @BasudebDharua-cj8dw 6 месяцев назад +1

      କେଁ ହେଲା ଯେ ଅଲବତ ହେବା ଓଡିଶା ଦୁଇ ଭାଗ

    • @debaprasadmallick9747
      @debaprasadmallick9747 6 месяцев назад

      ଭାଇ କୋଶଳ ରାଜ୍ୟ କହୁଛ କୋଶଳୀ ଭାଷା ରେ ଲେଖ ଓଡ଼ିଆରେ କାଇଁ ଲେଖୁଛ😅​@@BasudebDharua-cj8dw

    • @hiranyajena994
      @hiranyajena994 6 месяцев назад

      କରିକି ଦେଖ କଣ ହେବ 🤐​@@BasudebDharua-cj8dw

    • @ashutoshmohanty713
      @ashutoshmohanty713 6 месяцев назад

      Thik ✅✅

    • @Inat97
      @Inat97 6 месяцев назад +2

      Kete bhaga Karib re Odisha ku 😡😡

  • @DEBASISHMOHAPATRA635
    @DEBASISHMOHAPATRA635 6 месяцев назад +3

    ତତେ ଶଳା କିଏ ପଚାରେ ବେ 😂😂😂 ରାଜ୍ୟ ଦ୍ରୋହୀ ଶଳା

  • @chandanpradhan1748
    @chandanpradhan1748 6 месяцев назад +2

    ମହାନ୍ ଖଳନାୟକ ମନୋଜ ଦାସ, ରାଜନୀତି ପାଇଁ ରାଜ୍ୟ କୁ ଅଲଗା କରିବା ର ସ୍ଲୋଗାନ୍ ଦଉଛି

  • @DibyanshuReyansh
    @DibyanshuReyansh 6 месяцев назад +19

    We all love sambalpur people, Sambalpur language, traditional, culture, but brother don't divide odisha in two parts, ahakanda odisha is best for our odisha

  • @kumarprahllada6197
    @kumarprahllada6197 6 месяцев назад +5

    Mind-wass ନାଇ କର୍ ତୁଇ 😂

  • @kirtidev901
    @kirtidev901 6 месяцев назад +6

    Divide and rule for own greed is the best thing taught by Britisher. People of Odisha moved ahead of this cheap tbought but it so heartbreaking to see one of our brother Manoj sir is still in those backward thoughts.
    United we stand

  • @Musicjunction382
    @Musicjunction382 6 месяцев назад +1

    ତୁମେ ତ ଆମର Western ଓଡିଶା ର ବୋଲି ବି ବହୁତ୍ ଲୋକ ନି ଯାନି ଥାଇ
    ଇ ଜେନ କୋଶଳ କୋଶଳ ହଉଛ ଓଡିଶା କେ କେତେ ଭାଗ କରିବ ।

  • @ଓହୋଗନ୍ଧେଇଲାରେ
    @ଓହୋଗନ୍ଧେଇଲାରେ 6 месяцев назад +2

    ଓଡ଼ିଶା ମାଟିର ଲୁଣ ଖାଇକି ମଧ୍ୟ ଜୟ ଜଗନ୍ନାଥ ଟିକେ କହିପରୁନ କି ମନୋଜ ବାବୁ??? 🤨🤨🤨

  • @saratkumarsahu2775
    @saratkumarsahu2775 6 месяцев назад +2

    ଆର ଥରକୁ ୫୦୦୦୦ ହଜାର ଭୋଟ
    ପାଇବୁ ବୁଝିଲୁ

  • @madhabsamal6996
    @madhabsamal6996 6 месяцев назад +16

    ମୋ ବାଲ ମନୋଜ୍ ଭାଗ୍

  • @odianewsapdet6751
    @odianewsapdet6751 6 месяцев назад +9

    ଦେଶ ଦୃଇ ମନୋଜ ମିଶ୍ର ଓଡିଶା ବିରୁଦୀ ବାଳ ଆକଟର ତୁ

  • @KalingaHeritageHub87
    @KalingaHeritageHub87 6 месяцев назад +4

    ବେନ୍ଦେ ଉତ୍କଳ ଜନନୀ❤

  • @priyanathswain2376
    @priyanathswain2376 6 месяцев назад +2

    କିଛି କରିପାରିବନି ଜୀବନରେ....10year ଛିଡା ହେଲେ bi ହାରିବୁ

  • @dharmendrasahoo1560
    @dharmendrasahoo1560 6 месяцев назад +2

    ତମକୁ କିଏ ଆଉ ସିନେମା ଦବ

  • @mukeshpatra8787
    @mukeshpatra8787 6 месяцев назад +12

    ଆରେ ଛୋଡ଼ିପୁଅ ଓଡିଶାକୁ ତୋରି ଭଳି ମାଧରଚୋଡ଼ 2ଭାଗ କରିବାକୁ ବସୁଛ.. ଚୋର ରାଜନୀତି ଚୋର ହିଁ କରନ୍ତି ଆଉ କଂଗ୍ରେସ ହେଉଛି ହିନ୍ଦୁସ୍ତାନ ବିରୋଧୀ ଦଳ ତୁ ବି ଚୋର.

  • @jagtanbarik832
    @jagtanbarik832 6 месяцев назад +7

    ଭଲ ହେଲା ମନୋଜ ଦାଦା ହାର୍ ଲ ଯେ ନାଇ ତ ବହୁତ୍ ଖରାପ୍ ହେଇ ଥିତା

  • @dharmendrasahoo1560
    @dharmendrasahoo1560 6 месяцев назад +3

    ତମେ ଓଡ଼ିଶାକୁ ଦୁଇ ଭାଗ କରିଦେଇ ନିଜର ରାଜନୈତିକ ଫାଇଦା ଉଠାଇ ଚାଲ ବାଃ ବାଃ ରେ ଓଡ଼ିଆ 🙏

  • @sanjauakumar8999
    @sanjauakumar8999 6 месяцев назад +1

    ମନଜ କୁଆଡେ ଶୋଇ ଥିଲୁ ,,ନାମ ନେ

  • @dsmbharat9668
    @dsmbharat9668 6 месяцев назад +1

    😂 ସଂସ୍ଥା ଚାଲୁ

  • @UpendraDas-h4j
    @UpendraDas-h4j 6 месяцев назад +4

    କୋଶଲ ରାଜ୍ୟର ଲାଗି କଂଗ୍ରେସ କେ ଯିବାର ଟା ଆପଣଙ୍କର ଭୁଲ୍ ପଦକ୍ଷେପ ଥିଲା।

  • @SupremePower-wu7lz
    @SupremePower-wu7lz 6 месяцев назад +12

    ମଧୁସୂଦନ ଦାସ, ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପରିଶ୍ରମ କୁ ବୁଝିବାକୁ ଅସମର୍ଥ କୋଶଳ ଵାସି

    • @Gopitech9109
      @Gopitech9109 6 месяцев назад

      Tame kouthu nabin ku Biju ku bujhila

    • @gopalrana5465
      @gopalrana5465 6 месяцев назад

      ଉତ୍କଳମଣି ଗୋପବନ୍ଧୁ ଦାସ କେତେ ଥର କୋଶଳ କୁ ଆସି ବିଭିନ୍ନ ବିପଦ ସମୟରେ ସେବା କରିଛନ୍ତି ???? ସେ ସମୟରେ କୋଶଳ ରେ ବି ତ ଅସୁବିଧା ମାନ ହୋଇଥିଲା । ତାଙ୍କୁ ଉତ୍କଳମଣି ନୁହେଁ ଉପକୂଳ ମଣି କହିଲେ ଠିକ୍ ଶୋଭା ପାଇବ

  • @Naha.0987
    @Naha.0987 6 месяцев назад +73

    ଯୋଦି ଓଡିଶା କୁ ଅଲଗା କରିବାକୁ ଚାହୁନାହାଁନ୍ତି ଏହା ଭଲ ନୁହଁ

    • @BasudebDharua-cj8dw
      @BasudebDharua-cj8dw 6 месяцев назад +4

      ଜୟ କୋଶଲ ହେବା ଓଡିଶା ଦୁଇ ଭାଗ❤❤

    • @Ghanavlog1
      @Ghanavlog1 6 месяцев назад +2

      Jay KOSALA

    • @Sourav6503
      @Sourav6503 6 месяцев назад

      Pakistan soch divide state

    • @rinkurout7405
      @rinkurout7405 6 месяцев назад +3

      Odisha ଦୁଇ ଭାଗ କରମୁ ଆମ କେ କୋଶଳ state ଦରକାର
      ଜୟ କୋଶଳ

    • @Sourav6503
      @Sourav6503 6 месяцев назад +4

      @@rinkurout7405 Tapare koshal baniba Pakistani jou pakistani India ku Divide Kari punishment pauchi au tame seivali Odisha ku divide kale .semti haba...

  • @situofficalfunnychennal
    @situofficalfunnychennal 5 месяцев назад

    Jay koshal 👍👍👍👍👍👍

  • @amitkumarmishra9356
    @amitkumarmishra9356 6 месяцев назад +9

    Dear Manoj Sir,
    The British sowed the seeds of division, but politics should focus on development, not dividing us. As an Odia, I support development for all regions-Western, Southern, and Coastal Odisha. I sympathize with you and believe the Odia film industry has treated you unfairly. However, the entire state stands with you.
    Yet, for your own ego, you talk about splitting Odisha into East and West to create Koshal. Is this justified? Are only the people from Cuttack or Coastal Odisha discriminating against Western Odisha? Are you sure people from Western Odisha don't discriminate against those from Coastal Odisha? I've felt discrimination myself. Some politicians from Western Odisha have falsely instilled the idea that Coastal Odisha discriminates against them. If someone speaks fluent Odia, they're labeled a 'Katakia,' regardless of whether they're from Mayurbhanj, Balasore, Ganjam, Keonjhar, or Kandhamal.
    Stop mobilizing people for your ego. Instead of dividing us, you should foster understanding and communication between regions. Invoking the name of Maa Samalei for separatist politics is wrong. Your conscience will not forgive you.
    There's still time to unite Odisha for the development of all regions, not through separatism. Remember, our forefathers worked hard and sacrificed to form Odisha. Respect their legacy.

    • @bankingaspirants_india
      @bankingaspirants_india 6 месяцев назад

      Are bro they couldn't understand your message,they are deaf and dumb.

  • @letseducate.
    @letseducate. 6 месяцев назад +20

    ଭାରତୀୟ ସୀମାନ୍ତ ରାଜ୍ୟ କାଶ୍ମୀର ରେ ପାକିସ୍ତାନୀ ମାନେ ଯାହା କରବା ଲାଗି ଚେଷ୍ଟା କରନ୍ତି, ଓଡ଼ିଶା ର ସୀମାନ୍ତ ଜିଲ୍ଲା ମାନଙ୍କରେ କିଛି ଓଡ଼ିଆ ସେହି ଚେଷ୍ଟାରେ ଅଛନ୍ତି । Separatist Heros of Odisha....

  • @Funny_Guru_
    @Funny_Guru_ 6 месяцев назад +7

    ଜୟ କଂଗ୍ରେସ ନାଇଁ କହେଲ ଯେ dada

    • @bibhisannial8927
      @bibhisannial8927 6 месяцев назад +1

      I think congress re kousal lagi laddu thile lekhe laguchhe

  • @theodiatraderjay
    @theodiatraderjay 6 месяцев назад +1

    ଏହା କେବଳ ରାଜନୈତିକ ଚାଲ..

  • @sanatanivinood
    @sanatanivinood 6 месяцев назад +2

    25 ବରସ କେନ୍ ତି ତିଲୁ 😂

  • @Sibunu137
    @Sibunu137 6 месяцев назад +7

    ଆପଣ ସବୁବେଳେ ଓଡ଼ିଶା କୁ ଭାଗ କରିବା କଥା କହୁଛନ୍ତି

    • @Gopitech9109
      @Gopitech9109 6 месяцев назад

      Darkar

    • @Sibunu137
      @Sibunu137 6 месяцев назад

      @@Gopitech9109 କଣ ପାଇଁ ଦରକାର ଓଡିଶା କେବେ ଭାଗ ହବନି

  • @cycleo9262
    @cycleo9262 6 месяцев назад +3

    ତୁଇ ସଲା ପୁଣି ଗପିଲୁ..........

  • @chemihub1600
    @chemihub1600 6 месяцев назад +14

    ମ।ଗିଆ ମୋନୋଜ ମିଶ୍ର

    • @kalingavlogs5731
      @kalingavlogs5731 6 месяцев назад

      Param maghia Sala 2ta Odisha karideb maghia ku mar

  • @Pulplepayal
    @Pulplepayal 6 месяцев назад +1

    Bhai dayakari odisha ku dui bhag Kariba katha prachar karantuni....

  • @KalingaHeritageHub87
    @KalingaHeritageHub87 6 месяцев назад +2

    ବନ୍ଦେ ଉତ୍କଜନନୀ ❤

  • @RanjitSahu-l3m
    @RanjitSahu-l3m 6 месяцев назад +58

    ମନୋଜ ଆଜ୍ଞା ଆମର ସାଙ୍ଗେ ମାଁ ସମଲେଶ୍ବରୀଙ୍କ ଆମର ପଞ୍ଚମ ଅଞ୍ଚଳ ଅଛେ

  • @BijuBhai100-k1k
    @BijuBhai100-k1k 6 месяцев назад +6

    ଜୟ କୋଶଲ 🙏🙏🙏

  • @drpediting7774
    @drpediting7774 6 месяцев назад +5

    ଓଡ଼ିଶା ରେ କଂଗ୍ରେସ ଖତମ୍ କରମା

  • @Smrutiranjan-n6e
    @Smrutiranjan-n6e 6 месяцев назад +1

    Manoj Mishra ❌ peloj Mishra ✔️

  • @sanjubabafun3747
    @sanjubabafun3747 6 месяцев назад +1

    We r with u Manoj daa ❤ love from laxmimunda

  • @BIDYAvlogs-j8i
    @BIDYAvlogs-j8i 6 месяцев назад +5

    ବହୁତ ଭଲ ହୋଇଛି। ଓଡିଶା ସାରା ଲୋକ ଚାହୁଁଥିଲେ ତୋ ହାରିବା ପାଇଁ। ତୁ ପଶ୍ଚିମ ଓଡିଶା ର ସରଳ ଲୋକଙ୍କୁ ଭୁଆଁ ବୁଲେଇ ନେତା ହେବାକୁ ଭାବୁଥିଲୁ। କିନ୍ତୁ ସେକଥା ଲୋକ ବୁଝି ପାରିଲେ।

  • @ChhabilaMohanty
    @ChhabilaMohanty 6 месяцев назад +44

    Waiting to hear from you dada❤ we love you jay koshal 🚩

  • @hinduvahinikhabarsrp5919
    @hinduvahinikhabarsrp5919 6 месяцев назад +7

    ଆଜ୍ଞା ଆପଣ କୋଶଳ ରୁ ଲଢି ଥିଲେ ଭଲ ହୋଇଥିତା, କାରଣ ଆପଣ ପାର୍ଟି ଚୋସ୍ କଲେ, ସେଥିପାଇଁ ଲୋକେ କହୁଛନ୍, ଆପଣ କୋଶଳ naise ବୋଳି,plase ରେପ୍ଲେ ଦେବେ

  • @manasranjanpradhan9107
    @manasranjanpradhan9107 5 месяцев назад +1

    K.V singh deo upre kichhi kaha dada..koshal state BJP ra agenda re nina Jen kahichhan...

  • @odishayoutuber4042
    @odishayoutuber4042 6 месяцев назад +1

    Jay maa Sambalei ki Jay

  • @hareramchhatria9926
    @hareramchhatria9926 6 месяцев назад +60

    ଆପଣ ନାହିଁ ହାରି କୋଶଳ ହାରିଗଲା

  • @dilipdas-t4d1j
    @dilipdas-t4d1j 6 месяцев назад +5

    Jay Koshal , Jay Maa Samlei
    Huge respect for Manoj Mishra
    Love from Chhattisgarh ❤

  • @GopinathNaik-wq3ml
    @GopinathNaik-wq3ml 6 месяцев назад +38

    ଜୟ କୋଶଲ, ଜୟ ମା ସମଲେଇ

  • @sandipparida8985
    @sandipparida8985 6 месяцев назад +1

    ଏ ଗୋଟେ ନେତା ସଳl ଓଡ଼ିଶା କୁ 2 ଭାଗ କରୁଛି

  • @Smrutiranjan-n6e
    @Smrutiranjan-n6e 6 месяцев назад +1

    Koshal hebar ta, manoj Mishra chief minister hebar ta sure aye 😂😂 as a balangirian we dont take him seriously 😂😂

    • @____4371
      @____4371 6 месяцев назад

      😂😂

  • @KaranDharua-i4q
    @KaranDharua-i4q 6 месяцев назад +11

    ତମେ ନାଇ ହାରି କୋଶଳ ବାସି ମନ୍ ଜିତି ଛ,,jai koshal 🚩⚔️

    • @pkparida471
      @pkparida471 6 месяцев назад

      ମୋର ପେଳ ଗା ଜିତିଛି ଏଇ ଚୋର ମାଘିଆ ଟା

  • @tribikrampurohit4837
    @tribikrampurohit4837 6 месяцев назад +8

    Kichi chinta nai sir
    Fight chalu
    Jay kosal
    Jay maa samalei
    Jay Congress

  • @bhubaneswarmeher5709
    @bhubaneswarmeher5709 6 месяцев назад +32

    ଆଗକେ ବଢମା ମିଶ୍ର ଆଜ୍ଞା। ଆମର଼ କୋଶଲ୍ ରାଜ୍ୟ ନିଶ୍ଚୟ ହେବା । ଜୟକୋଶଲ,ଜୟମା ସମଲେଇ ।

  • @srutiranjandas3688
    @srutiranjandas3688 6 месяцев назад +1

    Acting beautiful..

  • @priyaranjanchampatiray334
    @priyaranjanchampatiray334 6 месяцев назад +2

    ଆରେ ଭାଡୁଆ ତୁ ତ କହିବୁ ହରିଲୁ.. ଆଉ ବକ୍ ବାକ୍ ନାହେଇକି ଘରେ ଶୋଇବୁ ଜା.. ଆଉ କିଛି ଦିନ ପରେ ଲୋକ ତୋତେ ପିଟିବେ ତୋର ଅପକାର୍ମ ପାଇଁ ।

  • @nareshsagaria9749
    @nareshsagaria9749 6 месяцев назад +6

    ଦଳ ବଳ ନିର୍ବିଶେଷରେ ଆମେ ସମସ୍ତେ ଏକ ହେଇକରି ଯଦି ସ୍ଵରାଉତ୍ତୋଳ କର୍ମା ତାହାହେଲେ କୋଶଲ ରାଜ୍ୟ ହେବା। ଜୟ କୋଶଲ ଜୟ ମାଁ ସମଲେଇ 🚩

  • @dibashchhatria9072
    @dibashchhatria9072 6 месяцев назад +6

    ଧନ୍ୟବାଦ ସାର ବହୁତ ବଢିଆ ଭାଷଣ ମୁଇ ବହୁତ ଖୁସିହେଲି

  • @bikashdalbehera6994
    @bikashdalbehera6994 6 месяцев назад +21

    Jay koshal jay maa samlei

  • @foodieodi
    @foodieodi 6 месяцев назад

    ତୋ movie ଯିଏ ଆଜିଠୁ ଦେଖିବ ସେ ରାଜ୍ୟ ଦ୍ରୋହି ଅଟେ 👍👍👍

  • @debadattamajhi626
    @debadattamajhi626 6 месяцев назад +2

    ବହୁତ ସୁନ୍ଦର କଥା ଟେ କହିଲ ଦାଦା କୁସଲ ମାଟି ର ଳାଗି ସମସ୍ତେ ମିଶିକି ଲଢେଇ କର ମା

  • @user-usepunyarajrana
    @user-usepunyarajrana 6 месяцев назад +5

    ଧନ୍ୟବାଦ ଦାଦା ଆପଣ ହାରି କରି ଭି ଆମର ମନ ଜିତିଗଲେ 😭😭😭😭

  • @GanapatiNaik-gv1yf
    @GanapatiNaik-gv1yf 6 месяцев назад +6

    Manoj dada amar great leader
    Jay koshal jay maa samalei
    Jay congress

  • @Silpasuman1000
    @Silpasuman1000 6 месяцев назад +5

    ଆମେ ଭାରତବାସୀ ଆମେ ଉତ୍କଳୀୟ ମିଳିମିଶି ରହିବାର ପ୍ରୟାସ କରନ୍ତୁ

  • @onlyshorts10
    @onlyshorts10 6 месяцев назад +1

    Jay jagannath nanhi na😮 bhala bhala , sala Bala katha kahiki Odisha ku di bhaga karuchi. Emiti loka ku 😠😠😠😠 dekha kahu kahu Odia b paleila.

  • @DNPTechnical18
    @DNPTechnical18 6 месяцев назад +1

    ପଶ୍ଚିମ ଓଡିଶାର ଉନ୍ନତି ପାଇଁ କଣ ଓଡ଼ିଶା ଦୁଇଭାଗ ହେବା ନିହାତି ଜରୁରୀ।

  • @jiteshkalet1364
    @jiteshkalet1364 6 месяцев назад +18

    ଦାଦା ଆମେ ତୁମର ସାଙ୍ଗେ ସବୁ ବେଳେ ଅଛୁ। ଜୟ କୋଶଳ ଜୟ କଂଗ୍ରେସ 🎉❤

  • @kosalshekhar2123
    @kosalshekhar2123 6 месяцев назад +5

    Salute to your never dying sprit for our motherland (Kosalanchal)… 🙏🏻🙏🏻🙏🏻

  • @GiridhariMahakur-xz3jt
    @GiridhariMahakur-xz3jt 6 месяцев назад +8

    ଅଛୁ ଦାଦା

  • @RushabhSeth-wl6fl
    @RushabhSeth-wl6fl 6 месяцев назад +1

    ଇ ଶଳା ତ ଗୁଟେ ହିନ୍ଦୁ ବିରୋଧୀ ଦଳ ସାଙ୍ଗେ ମିଶିଛେ ଇ ଶଳା କେ କୋଶଳ ଥି ନାଇଁ ମିଶାବାର କଥା

    • @NilakanthaSatpathy-gu2er
      @NilakanthaSatpathy-gu2er 6 месяцев назад

      କୋଶଳ ରାଜ୍ୟ ହେଲେ ଇତାକେ କୋଶଲ ରୁ ଖେଦି ଦେମା

  • @WCShiv
    @WCShiv 6 месяцев назад

    Koi fark nahi padta ..if u are on 365 day or 399 day😂😂

  • @UTTAMWORLDS
    @UTTAMWORLDS 6 месяцев назад +5

    Manoj dada ❤

  • @nirojputel1179
    @nirojputel1179 6 месяцев назад +4

    Jay koshal dada

  • @sanyasibiswal3340
    @sanyasibiswal3340 6 месяцев назад +22

    We are always with you honorable Manoj Mishra sir❤️🔥🔥🔥🔥🔥🔥

  • @sidhabudhaproduction2046
    @sidhabudhaproduction2046 6 месяцев назад

    କଂଗ୍ରେସ କେ ସପୋର୍ଟ ମାନେ ଡାଇରେକ୍ଟ ପାକିସ୍ତାନ ଆଉ ଚୀନ କେ ସପୋର୍ଟ.... ଆଉ ଅକଟିଂଗ ନାଇଁ କରୁନ

  • @debendramishra2768
    @debendramishra2768 6 месяцев назад

    ମନୋଜ ସାର୍ ମୁଇଁ ୭୦ ବିଧାନସଭା ନିର୍ବାଚନ କ୍ଷେତ୍ରରୁ ତୁରେକେଲା ବ୍ଲକ୍ ଅନ୍ତର୍ଗତ ମହୁଲ ପାଟି ଗ୍ରାମପଞ୍ଚାୟତ ର ୬ ନମ୍ବର ବୁଥ ଅନ୍ତର୍ଗତ ମାଗୁରଜଙ୍ଗଲରେ ମୋର ଘର ମୁଇଁ ଜଣେ କଂଗ୍ରେସ ଦଳରେ ପ୍ରାଥମିକ ସଦସ୍ୟ ହିସାବରେ ବହୁତ ପୁରୁଖା ସଦସ୍ୟ ଆଏ ସଂସଦ ରିଜଲ୍ଟ ରେ ଆପଣ ହାରଲେ ଭି ସୁଦ୍ଧା କେତେ ଭୋଟ ପାଇଛନ ମୁଇଁ ନାଇଁ ଜାନିପାରବାର କେନ୍ତା କଲେ ମୁଇଁ ପାଏମି

  • @awesomebros6906
    @awesomebros6906 6 месяцев назад +5

    "Vote jitle nei hua maharaniji (we support bjp but) khali patnagarh balangir aau sonepur kahle nei hua kantabanji muribahal aau titilagarh ade asun maharani ji.E area kana development karichhan kahun t k ta hete baras loksabhaprarti heikari"

    • @devkumarmishra3508
      @devkumarmishra3508 6 месяцев назад +2

      Maharaniji kehensi ade b development ni kari

  • @SantoshKumar-tj2ct
    @SantoshKumar-tj2ct 6 месяцев назад +2

    Congress bhai tui aamku maf kar

  • @sangramkhuntia1601
    @sangramkhuntia1601 6 месяцев назад +4

    ତୁ ଗୋଟେ ପାଗଳ ରେ ରୋଜଗାର ଆଉ ନାହିଁ କି youtube ରେ ଆସିଗଲୁ

  • @full_sambalpuri_karaoke_treck
    @full_sambalpuri_karaoke_treck 6 месяцев назад +4

    Jay koshal

  • @little9169
    @little9169 6 месяцев назад

    ଆମେ ଉପକୂଳ ଓଡ଼ିଶାର ଲୋକ ଭାରତ ରୁ ଅଲଗା ହବୁ ଆଉ ଆମ ବନ୍ଦର ଗୁଡ଼ିକ ସବୁ ନିଜେ ଅଧୀନରେ ରଖିବୁ ଆଉ କିଛି ଚୀନକୁ ଦବୁ ତମେ ଭାଙ୍ଗ ଓଡ଼ିଶାକୁ ତାପରେ ଦେଖିବ ଗଞ୍ଜାମ, କଟକ ,ଖୋର୍ଦ୍ଧା , କେନ୍ଦ୍ରାପଡା ଭଦ୍ରକ ରୁ ବାଲେଶ୍ୱର ଲୋକଙ୍କ ଶକ୍ତି ...
    ବନ୍ଦେ ଉତ୍କଳ ଜନନୀ
    ଜୟ ଜଗନ୍ନାଥ

  • @Onemanarmy334
    @Onemanarmy334 6 месяцев назад +1

    ଜୟ କୋଶଳ ମନୋଜ ଦାଦା ହେବା ସବୁକିଛି ଜୟ ମା ସମଲେଇ 🙏🙏🙏🚩🚩🚩