Комментарии •

  • @SatyajitNaik-w9w
    @SatyajitNaik-w9w 4 месяца назад +285

    ନବୀନ ପଟ୍ଟନାୟକ ସାର ବହୁତ୍ ଭଲ କିନ୍ତୁ ତାଙ୍କର ଯେଉଁମାନେ ଅଫିସର ଅଛନ୍ତି ସେ ମନେ ବହୁତ୍ ଖରାପ ସେ ମନେ ସାଧାରଣ ଲୋକଙ୍କୁ ବହୁତ୍ ହଇରାଣ କରୁଛନ୍ତି

    • @balabantasing613
      @balabantasing613 4 месяца назад +6

      Ok

    • @suchitasusmitatoppo9857
      @suchitasusmitatoppo9857 4 месяца назад +7

      Right

    • @MaheshWorld20
      @MaheshWorld20 4 месяца назад +8

      ସାବାସ ଏଥର ଠିକ୍ ବୁଝିପାରୁଛ 😂😂

    • @safetyashish7738
      @safetyashish7738 4 месяца назад +4

      Nabeen waste.....

    • @littoncool
      @littoncool 4 месяца назад +6

      Are. Naveen babu sabu janiki se officer manaku kain rakhithile ? Pandian kan karuthile se jani nathile ? Bilei akhi buji buji khira piuchi ?

  • @bmn2568
    @bmn2568 4 месяца назад +178

    ଯାହା ହେଉ କିଛି ଦିନ ପୂର୍ବେ ନବୀନ ବାବୁ ମାଇକ ଧରିବା ପାଇଁ ଅନ୍ୟର ସାହାରା ନେଉଥିଲେ ଏବେ ମାଇକ ଧରି ପାରୁଛନ୍ତି କଣ୍ଢେଇ ନାଚ ସରିଲା

  • @rameshchandrabarik4834
    @rameshchandrabarik4834 4 месяца назад +25

    ଲେଲିନ ମହାନ୍ତି ପାଣ୍ଡିଆନ ସାଥିରେ ଦିଲ୍ଲୀ ଗଲାନି?ତାର ଟେକିକି ଧରିବାକୁ।

  • @ajaykumarbarik6619
    @ajaykumarbarik6619 4 месяца назад +13

    ଯଦି ମାସେ ଆଗରୁ ପାନଡିଆନ କୁ ବାହାର କରାଯାଇଥାଆନ୍ତା ତା ହେଲେ ଏ ସମୟ ଦେଖିବାକୁ ପଡ଼ିଁ ନ ଥାଆନ୍ତା ।

  • @prakashkumarsahoo6245
    @prakashkumarsahoo6245 4 месяца назад +30

    ଓଟିଭି ଗୋଦି ମିଡିଆ

  • @sripatitalasaruda4437
    @sripatitalasaruda4437 4 месяца назад +29

    ଚିଟଫଣ୍ଡ ବିଷୟରେ ତ ବିଜେଡି ନେତା ମୁହଁ ଖୋଲୁ ନାହାନ୍ତି. ନବୀନ ଯାଇକି ଉଦଘାଟନ କରୁଛନ୍ତି, ଚିଟଫଣ୍ଡ ସଂସ୍ଥାକୁ ପୁରସ୍କାର ଦେଉଛନ୍ତି, ଯାହାଫଳରେ ଲୋକଙ୍କର ବିଶ୍ୱାସ ହେବାରୁ ଟଙ୍କା ଡିପୋଜିଟ କଲେ, ଏହା କଣ ସରକାର ର ଭୁଲ ନୁହେଁ.

  • @fakirmohansahoo2079
    @fakirmohansahoo2079 4 месяца назад

    ନବୀନ ବାବୁଙ୍କୁ ହୃଦୟ ରୁ କୋଟି କୋଟି ପ୍ରଣାମ, ଜୟ ଜଗନ୍ନାଥ 🙏🙏🙏

  • @krishnamahakud2954
    @krishnamahakud2954 4 месяца назад +30

    ଜନତା କ'ଣ ଅନ୍ଧ,, ତମମାନଙ୍କ ନିର୍ବାଚନ ମଣ୍ଡଳୀ ରେ ଆଗଧାଡିର ନେତା ତା ହେଲେ କ'ଣ କରୁଥିଲା, ସମୟ ଅଛି ସୁଧିରି ଯାଅ ଜନତା ଙ୍କ ଆଗରେ ଭୁଲ୍ ମାଗ, ଯେ ଆମେ ପାଣ୍ଡୁ ପାଇଁ ହାରିଲୂ ଆଗାମୀ ଦିନ ରେ ଆଉ ଏପରି ଭୂଲ କରିବୁ ନାହିଁ, ଜନତା ନିଶ୍ଚୟ ନବୀନ ପଟ୍ଟନାୟକଙ୍କ ସାଥିରେ ଅଛନ୍ତି, ଖାସ୍ ତମମାନଙ୍କ ଭୃଲ ପାଇଁ ସରଳ ନିଷ୍ପଟ ନିରିହ ସ୍ଵଛ ଭାବମୂର୍ତ୍ତି ବ୍ୟକ୍ତି ବିଶ୍ଵ ରେକର୍ଡ ରୁ ବଞ୍ଚିତ ହେଲେ

    • @sureshchandramallick3216
      @sureshchandramallick3216 4 месяца назад +1

      ଏହା ହେଉଛି ଅପ୍ରିୟ ସତ୍ୟ। ଧନ୍ୟବାଦ ଆପଣଙ୍କ ସୁଚିନ୍ତିତ ମତାମତ ପାଇଁ।

    • @abhayasahoo4212
      @abhayasahoo4212 4 месяца назад

      Pandu sangare au achanti babi

    • @sureshbehera7892
      @sureshbehera7892 4 месяца назад

      ଠିକ କହିଲ ଭାଇ

  • @raghunarhkarjee947
    @raghunarhkarjee947 4 месяца назад +92

    ସବୁ ଭୁଲ କୁଜିନେତା ଙ୍କ, ଦଳ ରୁ ଟଙ୍କା ଆଣି ଲୋକଙ୍କୁ ନ ଦେଇ ନିଜେ ନିଜେ ଖାଇଦେଲେ, ଲୋକେ ପରିବର୍ତନ ଚାହୁଁଥିଲେ ଏଣୁ ସରକାର ବଦଳାଇ ଦେଲେ !

    • @djrisingstar4314
      @djrisingstar4314 4 месяца назад +5

      Achha dala tahele tanka bantu thila 😮😅😅😅😅

    • @krishnachandra4198
      @krishnachandra4198 4 месяца назад +2

      ଭାଇ ଠିକ କହିଛନ୍ତି ତାମାନେ ୨୫ ବର୍ଷ ଶାସନ ରେ ବିଜେଡି କିଛି କାମ କରିନି ଟଙ୍କା ବଳରେ ଜିତି ଆସୁଥିଲେ ଭଲ କାମ କଣ କରୁଥିଲେ.... ତା ମାନେ ହାରିଯାଇଛନ୍ତି ଭଲ ହେଇଚି....

    • @raghunarhkarjee947
      @raghunarhkarjee947 4 месяца назад

      @@djrisingstar4314 ନିଶ୍ଚିତ କୁଜିନେତା ମାନେ ଲୋକ ଙ୍କ ନା ନେଇ ସର୍ବ ଗିଳା ହୁଅନ୍ତି

    • @chikukhusicreations9488
      @chikukhusicreations9488 4 месяца назад +1

      😂😂😂🎉

    • @DiptiSasmitanewvlogsreallystor
      @DiptiSasmitanewvlogsreallystor 4 месяца назад

      Right 👍🏻 ​@@krishnachandra4198

  • @RAKESH20249
    @RAKESH20249 4 месяца назад +42

    The great person Navven Patnaik ❤️ Love' you sir

  • @rupadharthapa4215
    @rupadharthapa4215 4 месяца назад +11

    ମୁଖ୍ୟମନ୍ତ୍ରୀ ଯଦି ଲିଡ୍ କରୁଥିଲେ ତା ହେଲେ MLA ମାନଙ୍କ ସହ ଦେଖା କରୁ ନ ଥିଲେ କାହିଁକି।

  • @DebasishNayak-h3m
    @DebasishNayak-h3m 4 месяца назад +84

    ମୋର ଆଉ କେଉଁ news channel ଉପରେ ଭରସା ନାଇଁ,,, ସବୁ ବିକ୍ରି ହେଇଗଲେ 😢

    • @basudevnayak1947
      @basudevnayak1947 4 месяца назад +7

      Kanak news not sold yet

    • @dineshasahu4561
      @dineshasahu4561 4 месяца назад +1

      Tight right

    • @musicloverraja9117
      @musicloverraja9117 4 месяца назад +12

      Ae OTV au Argus bekar channel.. sabu bele BJP BJD hauchi
      OTV pain BJD harila

    • @terenaam731
      @terenaam731 4 месяца назад +1

      I agree with you

    • @chiku..m..l9457
      @chiku..m..l9457 4 месяца назад +7

      Otv news sabubele nabin patnayak birudhare kahuchhanti

  • @tapanbehera378
    @tapanbehera378 4 месяца назад +4

    ପ୍ରଥମ ଦଳ କ୍ରୀତଦାସ ଆଉ second ଦଳ ସଚେତନ ବିଜୁ ଜନତା dala

  • @220383able
    @220383able 4 месяца назад

    ଏହି ଦଳ ବିନା ସମ୍ବିଧାନ ରେ ପ୍ରସାରିତ ହୋଇଥିଲା।

  • @jitendrabehera2210
    @jitendrabehera2210 4 месяца назад

    ନବୀନ ସାର ବହୁତ ଭଲ କିନ୍ତୁ ଯେ ପଯ୍ୟନ୍ତ ପାଣ୍ଡିଆନ କୁ ଦଳରୁ ବାହାର କରିନାହାନ୍ତି ସେ ପଯ୍ୟନ୍ତ ବିଜେଡି ସରକାର ଆଉ ଜିତିବ ନାହିଁ l

  • @KedarJena-ki9el
    @KedarJena-ki9el 4 месяца назад +19

    ପୁରୁଣା ନେତାଙ୍କୁ ବିଦା କର,ପାରିବାରିକ ଶାସନ ଭୁଲି ଯିବା ଉଚିତ୍ ନୁଆଲୋକଙ୍କୁ chance ଦିଅ

  • @culturalchronicles_od
    @culturalchronicles_od 4 месяца назад +11

    We don't care ର ଅର୍ଥ କଣ ଟିକେ ଲେଲିନ ମହାନ୍ତିଙ୍କୁ ପଚାରନ୍ତୁ । ଜନ ସାଧାରଣ ୟାଙ୍କ ଆଖିରେ ଏତେ ହୀନ !! ଓଡ଼ିଶାବାସୀ ଏମାନଙ୍କର ଏହି ପ୍ରକୃତି ଯୋଗୁ ପାନେ ଚଖେଇଛନ୍ତି । ବିଜେଡିର ଏହି ଟେମ୍ପରିଆ ପ୍ରବକ୍ତା ମାନଙ୍କ କୋଟେରୀ କୁ ଆଗ ଭାଙ୍ଗି, ଏଗୁଡାଙ୍କୁ ଦଳରୁ ନବୀନ ବାବୁ ଶୀଘ୍ର ବାହାର କରନ୍ତୁ । ଏଗୁଡା ସବୁ ପାଣ୍ଡିଆ ଚମଚା ଥିଲେ । ଏଗୁଡାଙ୍କ ପାଇଁ ଏଭଳି ଅବସ୍ଥା ଆଜି ବିଜେଡିର । ଏଗୁଡା ସବୁବେଳେ ବ୍ୟକ୍ତିଗତ ସ୍ତରକୁ ଖସି ଆକ୍ଷେପ କରନ୍ତି । ଗଣତନ୍ତ୍ରରେ ଯିଏ ଜନତାଙ୍କୁ ସମ୍ମାନ ଦେଇ କଥା କହି ଶିଖିନି, ସିଏ କୋଉ ବାଳ ପ୍ରବକ୍ତା ଟିକେ ବିଚାର କଲେ । କହୁଛି କଣ ନା we don't care.. ଏଇଟା କେଡେ ଅଭଦ୍ର ଟା.. ଏଗୁଡା ଏବେବି ସୁଦ୍ଧା ପାଣ୍ଡିଆ କୁ "କାର୍ତ୍ତିକ ସାର" ବୋଲି ସମ୍ବୋଧନ କରିବାକୁ ସଂକୋଚ କରୁ ନାହାଁନ୍ତି ।

  • @subratmohanty3593
    @subratmohanty3593 4 месяца назад

    #1 Reporting By Bhabani Sir..well done

  • @Satyajit12345-j
    @Satyajit12345-j 4 месяца назад +85

    ବବି ଦାସ ମିଛ କହୁଚି 😂

  • @omnamonarayan9176
    @omnamonarayan9176 4 месяца назад +2

    BJD ପାଇଁ ଓଡ଼ିଶାକୁ ବର୍ବାଦ କରି ଦେଇ ଥିଲା କିନୁ ଆଜି ସତ୍ୟର ବିଜୟ ହୋଇଛି

  • @BalaramNath-fe8ws
    @BalaramNath-fe8ws 4 месяца назад +6

    2024ପରେ ଆଉ କୋଉ ରାଜନିତି ଦଳ ,କହିପାରିବନ ଆମ ଦଳ ମୁଣ୍ଡି ମନମାଳିନି କମ କରିବା ପୂର୍ବରୁ ସହେ ଥର ଭାବିବ ଜନତା କିଛିବି କରିପାରିବେ

  • @prasantkudas3438
    @prasantkudas3438 4 месяца назад

    ସବୁ ଏଥର ହାରିବ , ନିଜ ଭିତରେ ବାଡା ବାଡିହୋଇ ମରିବ,ଏହା ଓଡ଼ିଶା ପାଇଁ ମଙ୍ଗଳ ଦାୟକ,

  • @atoz5429
    @atoz5429 4 месяца назад +1

    ଦିନେ ନବୀନ sir ପ୍ୟାରୀ , ଦାମ ରାଉତ, ବିଜୟ ମହପାତ୍ରଙ୍କୁ ଦୁରେଇଦେଇଥିଲେ

  • @Infoprenueur-ug2wz
    @Infoprenueur-ug2wz 4 месяца назад +43

    ଓଟଭି 2029 ରେ student ମାନେ ବିଜେଡି ପାଇଁ mp mla ହେବେ ଅରୁଣ ବାବୁ ଙ୍କ ଦ୍ୱାରା

    • @omnamonarayan9176
      @omnamonarayan9176 4 месяца назад +5

      ବିଜେଡି କେବେ ଆସିବ ନାହିଁ ବିଜେଡି ଓଡ଼ିଆ ଅସ୍ମିତା ବିରୋଧୀ

    • @Deepak-k-m-o
      @Deepak-k-m-o 4 месяца назад +3

      BJD ❌ BJP ✅

    • @omnamonarayan9176
      @omnamonarayan9176 4 месяца назад +1

      BJD Murdabad BJD Anti Odia language Odia culture and And BJD had insulted Rathyatra

    • @Rosameating
      @Rosameating 4 месяца назад

      No1 CM Naveen sir 💚💚👑

    • @omnamonarayan9176
      @omnamonarayan9176 4 месяца назад

      @@Rosameating BJP 🧡🧡🧡🧡🧡🧡🧡🧡🧡🧡🧡🧡🧡🧡🧡🧡🧡⚔️⚔️⚔️⚔️⚔️⚔️⚔️⚔️😈😈😈👊👊👊👊👊👊👊👊👊👊👊👊

  • @laxmidharbarik5867
    @laxmidharbarik5867 4 месяца назад

    ଏ ନେତା କାହାର ନୁହଁ ବର୍ଷା ଯୁଆଡେ ଛତା ସିଆଡେ ଶଳା ସାଧାରଣ ଲୋକ ହଇରାଣ ହଉଛନ୍ତି

  • @gobindachandraswain3060
    @gobindachandraswain3060 4 месяца назад +1

    ତୁମ ମାନଙ୍କ ଭଳି କ୍ରୀତଦାସ ଯୋଗୁଁ ଅବସ୍ଥା ଏ ପର୍ଯ୍ୟନ୍ତ ଯାଇଛି।

  • @jyotiranjanbiswal5233
    @jyotiranjanbiswal5233 4 месяца назад

    ବାବି ବାବୁ ପୂର୍ବତନ ମୁଖ୍ୟମନ୍ତ୍ରୀ

  • @SaiAlokJena
    @SaiAlokJena 4 месяца назад

    ତୁମେ ହାରିବା ବି ଦରକାର,,,,ସବୁବେଳେ ଜିତିଲେ ତୁମ ମୁହଁ ବଢିଯାଉଛି

  • @Bhagabatpujari1
    @Bhagabatpujari1 4 месяца назад +2

    ନବୀନବାବୁ ଆଉ30ବର୍ଷ୍ରଶାସନକରନ୍ତୁ କିନ୍ତୁଆମଚିଟଫଣ୍ଡଟଙ୍କା ଆଉଫ୍ଯମିଲିବେନିଫିଟ୍ ଦେଇଦିଅନ୍ତୁ

  • @hrudanandasahuofficial
    @hrudanandasahuofficial 4 месяца назад

    ପାଣ୍ଡିଆନ ଯୋଗୁଁ ବିଜେଡି ହାରିଲା 👍

  • @mamitanaik1145
    @mamitanaik1145 4 месяца назад +7

    Navin sir is great person

  • @pramodkumarlenka1102
    @pramodkumarlenka1102 4 месяца назад +7

    ବିଜୁ ଜନତା ଦଳ ଏବେସୁଦ୍ଧା ପରାଜୟର କାରଣ ପାଉନାହିଁ, ମୁଖ୍ୟମନ୍ତ୍ରୀ ଙ୍କର ଓଡ଼ିଶାର ବରିଷ୍ଠ ନେତାଙ୍କ ଉପରେ ଭରସା ନକରିବାର ଫଳ ନିର୍ବାଚନ ରେ ଦେଖାଦେଇଛି. କିନ୍ତୁ ଏବେସୁଦ୍ଧା ନେତାମାନେ ଜାଣିପାରୁନାହାନ୍ତି.

  • @baikunthamajhi3416
    @baikunthamajhi3416 4 месяца назад +1

    ଏହି ବିଜେଡି ସରକାର ଆଉ ଭରଷା ପାଇବ ନାହିଁ ବିଜେଡି ତିନି ପାଞ୍ଜି ରୁ ଗଲା ଅଫିସର ରାଜ ଶେଷ

  • @sujitcreation1719
    @sujitcreation1719 4 месяца назад +1

    ବାହା ଘର ବେଳେ ବାଇଗଣ ରୁଆ ।ଯେତେବେଳେ ପାଣ୍ଡିଆନ ଆସିଲେ ସେତେବେଳେ ସ୍ୱର ଉତ୍ତୋଳନ କଲନି କଣ ପାଇଁ ଏବେ ତାକୁ ଦୋଷ ଦେଇକି ଲାଭ କଣ ?ବିଜେଡ଼ି ନିଜ ଗୋଡ଼ରେ ନିଜେ କୁରାଢି ମାରିଛି । ଜୟ ଜଗନ୍ନାଥ ❤

  • @jogendraagrawal3148
    @jogendraagrawal3148 4 месяца назад +1

    ଶଙ୍ଖ ଭାଙ୍ଗିବ

  • @chandanparida1561
    @chandanparida1561 4 месяца назад +3

    ବାଳ ଲାଗି ପାତି ତ ହରେଇଦେଲ ଆଉ କଣ ବାକି ଅଛି 😢😢

  • @J.C.M.1989
    @J.C.M.1989 4 месяца назад +1

    ନବୀନ ନିବାସ ରେ ଭୁଲ ଅଛି

  • @khetrabasidas7799
    @khetrabasidas7799 4 месяца назад +2

    ଏହା ଆଗରୁ କରିଥିଲେ ଭଲ ହୋଥାଆନ୍ତା।

  • @ledtvripair7685
    @ledtvripair7685 4 месяца назад

    ହାରିବ

  • @pritamparida9226
    @pritamparida9226 4 месяца назад

    ତମ ଭଳି କେତକ ଲୋକଙ୍କ ପାଇଁ ଆଜି ବିଜେଡି ଦଳ ତଳକୁ ଯାଇଛି

  • @srikantsahoo3504
    @srikantsahoo3504 4 месяца назад +1

    BJD ଦୁଇ ଫାଳ❌
    BJD ଗୁଣ୍ଡ✅

  • @sasankapradhan2086
    @sasankapradhan2086 4 месяца назад +1

    ବଡ଼ ତାଉତୁରିଆ ମହାନ୍ତି ସରମ ନାହିଁରେ, ବେଲଜ୍ୟା କୋଉଥିକାର

  • @Optimistic_aspirant
    @Optimistic_aspirant 4 месяца назад +2

    Naveen Patnaik was like a father figure for Odias. Things are not same now after his resignation .

  • @rajeshmallick7570
    @rajeshmallick7570 4 месяца назад +1

    Right

  • @samirakumarpradhan4270
    @samirakumarpradhan4270 4 месяца назад +1

    Au amo Navin sir jadi hari chanti .. vk pandiyan jougu harichanti..
    Navin sir you are right person CM

  • @DusmantakumarBehera-hh7jb
    @DusmantakumarBehera-hh7jb 4 месяца назад

    ହାରିଗଲା ପରେ କେତେ ବୁଦ୍ଧି କନମୁଳିରୁ ବାହାରିବ, ବେଳୁହିଁ ସାବଧାନ ହେଲନି

  • @parameswarmahanta-rv5or
    @parameswarmahanta-rv5or 4 месяца назад +1

    ଲେନିନ୍ ମହାନ୍ତି ଜଣେ ସୁପର ଟାଉଟର ଦଲାଲ ମିଥ୍ୟା ବା ଦୀ ଲୁଣ୍ଠନ କରି

  • @sanatjena8974
    @sanatjena8974 4 месяца назад

    Jay Naveen

  • @dillipmallick5785
    @dillipmallick5785 4 месяца назад

    ଓଟିଭି ବାଳାଙ୍କୁ କହୁଥିଲା ଦଳ ଦୀ ଫାଳ ।।। ଝାବଡ ଚ୍ୟାନେଲ

  • @nagenkumarbehera881
    @nagenkumarbehera881 4 месяца назад +2

    ବହୁତ ଡେରି ହୋଇ ଗଲା

  • @MAHABIRVLOG440
    @MAHABIRVLOG440 4 месяца назад +1

    The great cm nabin sir

  • @basudevnayak7208
    @basudevnayak7208 4 месяца назад +2

    ଲେନିନ ମହାନ୍ତି ପାଣ୍ଡୁ କୁ ପୂଜା କରେ ।ଅଚେତ୍ ତାହାର ହାତ ଖର୍ଚ୍ଚ ମିଳିବ ନାହିଁ ।

  • @subhamcomputer5362
    @subhamcomputer5362 4 месяца назад +1

    ଓଡ଼ିଶାରେ ଏତେ darirya ବଢ଼ି jaichi ତାକୁ ରୋକିବାକୁ ପୂର୍ବ ସରକାର ଦାୟୀ

  • @DillipDas-zd8hi
    @DillipDas-zd8hi 4 месяца назад +1

    Leanbabu bali maphia congrasu achinti

  • @manashnayak2794
    @manashnayak2794 4 месяца назад

    ନବୀନ ପେଳକୁ ବିଜେପି ନେତା ହେବେନି

  • @shaitansingh9698
    @shaitansingh9698 4 месяца назад

    Bhala hela, rajya basi nka abhisapa padichi❤

  • @DNPTechnical18
    @DNPTechnical18 4 месяца назад

    Naveen Patnaik 💚

  • @laxmansahoo192
    @laxmansahoo192 4 месяца назад +1

    Jay jagnath Cm ku tikea rest deai thibaru.dhanyabad

  • @jitendrabehera2210
    @jitendrabehera2210 4 месяца назад

    କଣ ପାଇଁ ନା ଓଡିଶାର ଲୋକମାନେ ପାଣ୍ଡିଆନକୁ ଭଲ ପାଉନାହାନ୍ତି

  • @user-pk3lw3jh6j
    @user-pk3lw3jh6j 4 месяца назад

    I love you Naveen sir

  • @CreationOdia1234
    @CreationOdia1234 4 месяца назад +2

    BJP ପାଖରୁ ଟଙ୍କା ଖାଇ VK PANDIAN
    BJD କୁ ହରେଇଲା

    • @prasantapadhan6192
      @prasantapadhan6192 4 месяца назад

      ଛାମୁ ଙ୍କ ନିଦ ଏବେ ଏବେ ଭାଙ୍ଗିଲା

  • @sumantbiswal7646
    @sumantbiswal7646 4 месяца назад

    Pl continues sir...Navin Sir

  • @subhamcomputer5362
    @subhamcomputer5362 4 месяца назад +1

    Law behind the action. ଅଇନି ତା ବାଟରେ ଯିବ. ଆପଣଙ୍କ କାମ କିଛିବି ନାହିଁ

  • @pratapdipu9197
    @pratapdipu9197 4 месяца назад +1

    ଆଉ ବାଳ ଥିବ ଯେ ‌‌-------ଖାଇବ

  • @dr.pradeeptarai3422
    @dr.pradeeptarai3422 4 месяца назад

    ସବୁ ସରିଗଲା ପରେ ବାବା ପାଣ୍ଡୁ ରଙ୍ଗା ଶାସ୍ତ୍ରୀ ଙ୍କ ର ଫଟୋଚିତ୍ର ରଖି ପୂଜା କର।

  • @DillipDas-zd8hi
    @DillipDas-zd8hi 4 месяца назад +1

    Raja bhai Deabi bhaina sachibhai teikea dalaku deakhauntu

  • @subhamcomputer5362
    @subhamcomputer5362 4 месяца назад +2

    ବରିଷ୍ଠ ଘରେ ସୋଇପଡ଼ନ୍ତୁ

  • @dibyaranjannath3298
    @dibyaranjannath3298 4 месяца назад +1

    ଯାହା କୁହ ଭାଇ ଓଟିଭି ଆଉ ଅରର୍ଗସ ଆମ ଓଡ଼ିଶା ର ସବୁଠୁ ବେଷ୍ଟ ଚ୍ୟାନେଲ 😂😂😂😂

    • @banty6350
      @banty6350 4 месяца назад

      ଏବେ ବିଜେପି ଆସିଲା ଓଟିଭି ଆଉରି ଚାଟିବ ରାଜ୍ୟ ସରକାର ର କଂଗ୍ରେସ କୁ ନିଚ୍ଛା ଦେଖେଇବ

  • @mamatapalei3896
    @mamatapalei3896 4 месяца назад +1

    BJD bhangiba congress nua tiari haba odisha re Congress and BJP rahibe Odisha re ok

  • @BenudharMajhi-oj2dd
    @BenudharMajhi-oj2dd 4 месяца назад +1

    BJD police ku aage phasi diajau 🎉sebhitre achhi shree Kant sahoo❤ Sadar keonjhar

  • @parameswarmahanta-rv5or
    @parameswarmahanta-rv5or 4 месяца назад

    ସତ କଥା ଜଣା ପଡିଯିବାରୁ ବାଜେ ଗେଣ୍ଡା ଦଳକୁ ବାଧୁଛି

  • @mishra57
    @mishra57 4 месяца назад

    ଏ lenin ଗୋଟେ ବଡ଼ ଗଲୁଆ ଆଉ ଗାଲୁଆ, ଆହାରି ପାଇଁ bjd ହାରିଲା

  • @s.jagnyasenipradhan6547
    @s.jagnyasenipradhan6547 4 месяца назад

    Love you Naveen sir ❤

  • @kanha8665
    @kanha8665 4 месяца назад

    ଓତିଭି କୁ ବିଜେପି କିନିନେଇଛି

  • @laxmansahoo4681
    @laxmansahoo4681 4 месяца назад

    ବିନା ଦାଗରେ ବିଜେଡି ଅଚଳ ---ଶାଗୁଆ 🎉

  • @babitadalai8691
    @babitadalai8691 4 месяца назад +1

    Nabeen. Sir. Nku. Tanka. Charipakha. Buluthiba. Chora. Mananka. Jogu. Harigale. Nacheta. Nabeen. Sir. 24. C. Gold. Tanku. BadhyA. Karajauthila

  • @bishalcreation7414
    @bishalcreation7414 4 месяца назад

    Auuu kichi balo hoboni.....ebe only Padma 👍bjp🎉❤

  • @SamitBaranNayak
    @SamitBaranNayak 4 месяца назад

    OTV ନ୍ୟୁଜ ଜାନିନି 4 ଫଳ ହୋଇ ଯାଇଛି BJD

  • @alivamallik2209
    @alivamallik2209 4 месяца назад +1

    Kichi nua panchayata starare kichi b kama helani ghmata heigala

  • @awarld828
    @awarld828 4 месяца назад +1

    Why did not do it before sir?

  • @Pravati-jf9mk
    @Pravati-jf9mk 4 месяца назад

    Lenin mohanty jindabad

  • @rushbasaha5496
    @rushbasaha5496 4 месяца назад +1

    ଘର୍ ବୁଡି ଆଣ୍ଠେ ପାଏନ୍ କଣା (ଅନ୍ଧ ଲେଲିନ୍ ମହାନ୍ତି) କହୁଛେ ମେଘ୍ ଦୁଲକୁଛେ

  • @shovankar9892
    @shovankar9892 4 месяца назад +1

    ଲେନିନ ବାବୁ 2018 ରେ କାର୍ତ୍ତିକେୟନ ବାବୁ ( କାର୍ତିକ ସାର ନୁହଁ ) ଥିଲେ କିନ୍ତୁ ସେ ଚାକିରୀ ରେ ଥିଲେ ଏବଂ ଖୋଲା ଖୋଲି ନିର୍ଭାଚନ ପ୍ରଚାର କରୁନଥିଲେ

  • @somendusatapathy6538
    @somendusatapathy6538 4 месяца назад

    ହେଇଯାଉ

  • @SudhansuSwain-cm4gi
    @SudhansuSwain-cm4gi 4 месяца назад

    ଆଗକୁ ପାଣ୍ଡିଆନ, ସସ୍ମିତ ପାତ୍ର ଆଉ ଏ ଚୋର ଲେଲିନ ମହାନ୍ତି ଆଉଟ ହେବେ ଦଳରୁ

  • @muktikantajena7913
    @muktikantajena7913 4 месяца назад +7

    ସବୁବେଳେ ବିଜେଡ଼ି ବିରୁଦ୍ଧରେ ଗପ । ତମ ଅବସ୍ଥା କଣ ହେବ ।ସମୟ କହିବ ।

  • @laxmansahoo4681
    @laxmansahoo4681 4 месяца назад +2

    ଏତେ ମାନ୍ୟବର କାହିଁକି 🎉

    • @SauravKumar-ck6cr
      @SauravKumar-ck6cr 4 месяца назад

      Kain tu maikina Ani sarila pore bapa ku bapa dakunu ki ... Abee budha dakuchu 😂

  • @rabindrakumarparida941
    @rabindrakumarparida941 4 месяца назад

    ଗାଁ ଗାଁରେ ଲୋକଙ୍କୁ ଭାଗ ଭାଗ କରି ,ନିର୍ଯାତନା ଦେବା ମାହାଙ୍ଗା ପଡ଼ିଲା।

  • @anjalipatra2685
    @anjalipatra2685 4 месяца назад

    Navvin patnayak jindabad

  • @SiddhivinayakProcess.
    @SiddhivinayakProcess. 4 месяца назад

    ବବି ଦାସ ନିଜକୁ ବହୁତ ସିଆଣା ଭାବୁଛି ମା--ଗି--,କାମଚା

  • @AlokkumarkhuntiaAlok
    @AlokkumarkhuntiaAlok 4 месяца назад

    Naveen good

  • @pradhankrushna7455
    @pradhankrushna7455 4 месяца назад +1

    ନବୀନ ଜାଣି ଶୁଣି ଓଡ଼ିଆ କୁହନ୍ତି ନାହିଁ ଏବଂ PG Cell chalanti ନାହିଁ କାରଣ ଲୋକଙ୍କ ପାଖରେ ଉତ୍ତର ଦାୟି ହେବାକୁ ପଡିବ ବ୍ୟକ୍ତି ମୁକ ହେଲେ ଭଲ ଲୋକ ହୁଅନ୍ତି ନାହିଁ

  • @subashdas5642
    @subashdas5642 4 месяца назад

    ଭିତରେ କିଛି ଅଛି.

  • @PrasannaKumarNayak-zi9li
    @PrasannaKumarNayak-zi9li 4 месяца назад

    କେବଳ ପାଣ୍ଡିଆ ନା ପାଇଁ ଆଜି ବି ଯେ ଡି ଏଭଳି ଅଭାବନୀୟ ପରିସ୍ଥିତି

  • @SomeoneYt-xf3wn
    @SomeoneYt-xf3wn 4 месяца назад

    🙏🙏🙏

  • @jagabandhusahoo89
    @jagabandhusahoo89 4 месяца назад +1

    କ୍ରିତଦାସରୁ ଚାଟୁକାରକୁ ପ୍ମମ୍ନୋସନ ହେଇଗଲା

  • @alokranjanjena732
    @alokranjanjena732 4 месяца назад

    Thik katha

  • @rakeshkumarpradhan5708
    @rakeshkumarpradhan5708 4 месяца назад +1

    Pandian pain emti heichi 100%

  • @durproduction3549
    @durproduction3549 4 месяца назад

    Bjd Hama jiban Naveen patnaik sir💕💕💕

  • @bkpaccount9121
    @bkpaccount9121 4 месяца назад +1

    Emiti meeting agaru korbar thila nijo party lok veti paru nathile election agaru preparation meeting koribarbthila