ବଙ୍କା ଦାସଙ୍କ ଜୀବନ କାହାଣୀ | ଓଡ଼ିଆ ପାଲା | ଗାୟକ ନଟରାଜ ମଧୁସୂଦନ ପତି | Odia Pala | Rudrakshya Television
HTML-код
- Опубликовано: 2 янв 2024
- ବଙ୍କା ଦାସଙ୍କ ଜୀବନ କାହାଣୀ | ଓଡ଼ିଆ ପାଲା | ଗାୟକ ନଟରାଜ ମଧୁସୂଦନ ପତି | Odia Pala | Rudrakshya Television
#odia_pala
#banka_dasnka_jibana_kahani
#gayak_madhusudan_pati
#gayak_sunil_kumar_mohapatra
#rudrakshya_television
This Programme Organized by 151 Badipala Mahostav, Kaipadar, Khordha
ପ୍ରିୟ ଦର୍ଶକ ବନ୍ଧୁ |
ମୁଁ ତାରା ପ୍ରସାଦ ମିଶ୍ର ଆପଣଙ୍କ ମାନଙ୍କୁ ସାଦରେ ପ୍ରଣାମ ଜଣାଉଛି | ଆପଣ ମାନେ ରୁଦ୍ରାକ୍ଷ ଟେଲିଭିଜନକୁ ଭଲ ପାଇବା ଦେଇଥିବାରୁ ସମସ୍ତଙ୍କୁ ସାଧୁବାଦ ଜଣାଉଛି | ଓଡ଼ିଶାର ପ୍ରାଚୀନ କଳା ସଂସ୍କୃତିକୁ ସର୍ବ ସମ୍ମୁଖରେ ପହଞ୍ଚେଇବା ପାଇଁ ରୁଦ୍ରାକ୍ଷ ଟେଲିଭିଯନ ସଦା ସର୍ବଦା ସଂକଳ୍ପ ବଦ୍ଧ | ଆପଣଙ୍କର ଭଲପାଇବା ଏବଂ ଆଶ୍ରିବାଦ ରହିଲେ ଆମେ ଆହୁରି ସଂସ୍କୃତି ଭିତିକ କାର୍ଯ୍ୟକ୍ରମ ଯଥା - ଓଡ଼ିଆ ପାଲା, ଦାସ କାଠିଆ, ପ୍ରବଚନ, ଭଜନ ଆଦି ଅନେକ ନୂଆ ନୂଆ କାର୍ଯ୍ୟକ୍ରମ କୁ ଆପଣଙ୍କ ପାଖରେ ପହଞ୍ଚେଇ ପାରିବୁ |ଯଦି ଆପଣ ଆମ ଚ୍ୟାନେଲ କୁ Subscribe କରିନାହାନ୍ତି ତେବେ ଏବେ ହିଁ Subscribe କରିନିଅନ୍ତୁ ଏବଂ ତୁରନ୍ତ ପୋଷ୍ଟ ଦେଖିବା ପାଇଁ ବେଲ ବଟମ କୁ ବ୍ୟବହାର କରନ୍ତୁ |
ଯଦି ଆପଣଙ୍କ ଅଂଚଳରେ ହେଉଥିବା ଏମିତି କିଛି କାର୍ଯ୍ୟମ ର ପ୍ରସାରଣ କରିବାପାଇଁ ଇଛାପ୍ରକାଶ କରନ୍ତି ତେବେ ଆମଶହ ଯୋଗା ଯୋଗ କରନ୍ତୁ
Rudrakshya Television, Mob. 7008527328
Like,............. Share......... Comment.......... Subscribe
Disclaimer-
Copyright Disclaimer under Section 107 of the copyright act 1976,
allowance is made for fair use for purposes such as criticism,
comment, news reporting, scholarship and research,
Fair use is a use permitted by copyright statute that might otherwise be infringing. Non-profit, educational or personal use tips the balance in favour of fair use.
Thank You For Watching🙏🙏🙏🙏🙏
Thika.thika.hela
Bahut Sundar 👌👌👌
ଵାଙ୍କା ଦାଶଙ୍କ ପୂର୍ବ ବୃତ୍ତାନ୍ତ ବର୍ଣ୍ଣନା ଅତୀବ ଚିତ୍ତାକର୍ଷକ ହେବାରୁ ଆପଣ ଧନ୍ୟଵାଦାଶୀର୍ଵାଦାର୍ହ ।
ଜୟ ଜଗନ୍ନାଥ ଜୟ ଜଗନ୍ନାଥ 👍👍
Fantastic
🙏🙏🌹ପ୍ରଣାମ. ଜୟଜଗନ୍ନାଥ
ଚମତ୍କାର ଜଣେ ଯୁବ ଗାୟକ ହିସାବରେ ଧନ୍ୟବାଦ ❤❤❤❤❤❤❤❤
Banka dash pala. Gayak Gangadhar panda.Thik Gauchhanti.sir nku thank you.
ଭୁଲ ଅଛି ବାଙ୍କା ଙ୍କ ପୂର୍ବ କଥା
ସମୂର୍ଣ ମିଥ୍ୟା ବଚନ
Alap kichhi janichhanti
Jane gayka kahuchanti 50 tanka au apana kahuchanti 200 tanka
ଗଙ୍ଗାଧର ପୁହାଣ ଙ୍କ ର ଚର୍ଚ୍ଚା ଆପଣ ଙ୍କ ଠାରୁ ଭଲ ଲାଗିଲା
Gayak mahasaynku❤bhala karithibaru 👍
Very Nice.Jay Jagannath 🙏🙏🙏 (Dt 3.01.024.)
ଜୟ ଜଗନ୍ନାଥ ସ୍ବାମୀ ନୟନ ପଥଗାମୀ ଭବତୁ ମେ 🙏🙏
Ganga dhara puhana the best
ଗଙ୍ଗାଧର ପୁହାଣ ଙ୍କ ପାଲା ରୁ ଏହି ବିଷୟ ଦେଖିଥିଲି
Ganga is the best
❤❤❤❤❤
ଜୟ ଜଗନ୍ନାଥ,
Jay jagannath 🙏 very nice pranam guru dev
Jay jagannath 🙏 Jay shree ram ❤
Sisir Padhi sir always better than everyone 🙏🙏
Bhala laguni puhana bhala gauchhanti
Very nice
ଭଲ ହେଲାନି
Sir namaskare
❤❤ good
ଗଙ୍ଗାଧର ପୁହାଣ ଠାରୁ ପାଲା ଶିଖ ତା ପରେ ଏ ବିଷୟରେ ଗାଇବ।
ସେତେବେଳ ପାଲାବାଲା ମାଂସ ତରକାରୀ ଖାଉ ନଥିଲେ ।
ଭଲ କହୁଛ
Helani pala pati sir
Gangadhar puhan sir nka bhali artha helani
Uchakutira hehanahi bankadas jibani
Puhan mahasaya nka bichakyanaupastapana
Dr. Shishir Padhi nka performance is better.
ଗଙ୍ଗାଧର ପୁହାଣ ଙ୍କ ପରିବେଷଣ ସବୁଠାରୁ ସୁନ୍ଦର
Puhana mahasayanka valiah3lani
Pala) giant I ki kahanti
think about pala culture how forget culture
ସାର ଗଙ୍ଗାଧର ପୁହାଣ ଙ୍କୁ ଠାରୁ କିଛି ଶିକ୍ଷା ଲାଭ ହୁଅନ୍ତା
Gangadhar puhan pakharu sikha
Banka nidhi dasa bisaya re gayaka kichhi janinati fast janantu tapare gayaba
Wrong descriptions
Aekukechejaninie
ପାଲା ଲାଗୁଛି ଗପ ଭଳି। ଗଙ୍ଗାଧର ପୁହାଣ ହିଁ ଠିକ୍ ଗାଇଛନ୍ତି
କଳା ଡ୍ରେସ୍ ପିନ୍ଧି ଛନ୍ତି ।
ମାଂସ ତରକାରୀ ଖାଇଲେ ଗାୟକ ।
ଏମିତି ଟଳମଳ ହେଉଛନ୍ତି କାହିଁକି ,
କମଳ ମୁଖୀ ସ୍ନାନେ ଗଲେଣି ।
Micha kahani khali gapa.....
Helani helani ,,,tame ahuri sikhya kara...Ganga puhana sirnka thu kichhi sikha
Wrong Descriptions
Micha katha.......mu Janichi sea kahani
Thik helani .
ଗଙ୍ଗାଧର ପୁହାଣ ଙ୍କ ଭଳି ହେଲା ନାହିଁ
ଆହୁରି ମଧ୍ୟ ଛାଡ଼ି ଦେଉଛନ୍ତି
ବହୁତ ଭୁଲ୍ ଗାଉଛନ୍ତି ଚଣ୍ଡି ନୁହେଁ ମଙ୍ଗଳା
Hmmm je
ଆପଣ ଠିକ୍ କହିଲେ,,,ହେଲା ନାହିଁ ସେପରି
Ganga dhara puhana best
ଶିଶିର ପଢି ଗାଇବେ ପ୍ରାଣଧନ ତମେ ନୁହଁ। ତୁମ ଦ୍ଵାରା ହେଲାନି।