Mahana Mahana Priya Prabhu Tuma Nama/New Christian Song/ମହାନ 2 ପ୍ରିୟ ପ୍ରଭୁ ତୁମ ନାମ/Dance video

Поделиться
HTML-код
  • Опубликовано: 18 сен 2024
  • Mahana Mahana Priya Prabhu Tuma Nama/New Christian Song/ମହାନ 2 ପ୍ରିୟ ପ୍ରଭୁ ତୁମ ନାମ/Dance video
    ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ମହତ୍ ନାମର ଗୌରବ ହେଉ। ଏକ ଅତି ସୁନ୍ଦର ଗୀତ JYOTIRMAYA OFFICIAL RUclips▶️ CHANNEL ତରଫରୁ ପ୍ରସ୍ତୁତ କରାଯାଇଛି। କଣ୍ଠଦାନ କରିଛନ୍ତି ଭାଇ Lucky Mallick ଏବଂ ଭଉଣୀ Priyanka Pradhan ଯାହାକି DANCE VIDEO ବର୍ତ୍ତମାନ ଉନ୍ମୋଚନ ହୋଇଅଛି।
    ଆଶା କରୁଛୁ ନିଶ୍ଚିତ ଆପଣମାନଙ୍କୁ ଏହି ଗୀତ ଭଲ ଲାଗିବ। ପ୍ରଭୁଙ୍କ ଗୌରବ ନିମନ୍ତେ ଅନ୍ୟ ମାନଙ୍କ ନିକଟକୁ SHARE କରିବାକୁ ଭୁଲିବେନି ପୁଣି ଯଦି ଆପଣମାନେ ଆମ CHANNEL କୁ SUBSCRIBE କରିନାହାନ୍ତି ତେବେ SUBSCRIBE କରିବାକୁ ଭୁଲିବେନି।
    Lyrics:-
    ମହାନ ମହାନ ପ୍ରିୟ ପ୍ରଭୁ ଯୀଶୁ ତୁମ ନାମ
    ପବିତ୍ର ପବିତ୍ର ସଦା ସର୍ବଦା ପବିତ୍ର -2 ହୋ... ଦେଇଦେଲ ଅନନ୍ତ ଜୀବନ ମିଳିଲା ନୂଆ ମନ ତୁମରି ନାମେ -2
    ମହାନ......
    *ଭାସି ଯାଉଥିଲି ପାପ ଅନ୍ଧାରରେ
    ବୁଡୁ ଥିଲି ପାପ ସାଗରେ
    ହାତ ଧରି ନେଲ ବାଟ ଦେଖାଇଲ
    ଆବରିଲ ନିଜ ବକ୍ଷରେ -2
    ଜାଣି ମୁଁ ନ ଥିଲି ଶୁଣି ମୁଁ ନ ଥିଲି
    ଯୀଶୁ ନାମ ଏକ ଅନୁପମ ବୋଲି -2
    ସେ ନାମେ ପରିତ୍ରାଣ -2
    ମହାନ......
    *ଅନ୍ଧପରି ଯେବେ ବାଟ ଭୁଲି ଥିଲି
    ବାଟୋଇ ସାଜିଲ ମୋର
    ନିରାଶାର ହୋଇ ଘୂରି ବୁଲୁ ଥିଲି
    ଆଣିଲ ଆଶାର କିରଣ -2
    ଆଜି ବୁଝି ଗଲି ଆଜି ମାନି ଗଲି
    ଯୀଶୁଙ୍କର ବିନା କିଛି ନାହିଁ ମୋର
    ତାଙ୍କ ବିନା ବୃଥା ମୁଁ ହୋ.....-2
    ମହାନ.....
    TITLE -MAHANA MAHANA PRIYA PRABHU TUMA NAMA
    SINGER-LUCKY MALLICK & PRIYANKA PRADHAN
    MUSIC AND LYRICS- LUCKY MALLICK
    MUSIC ARRANGEMENTS-BAPI SHAMAL
    PRODUCER-MANATA PRADHAN
    RECORDING-GHUMURA STUDIO MADANPUR
    CAMERA -SUNAJ BHAI
    THAMBNAIL -ABHUDAYA KUMAR
    WhatsApp number -9439567643
    #newchristiansong
    #mahanamahanapriyaprabhutumanama
    #latestchristian
    #newchristiansong
    #luckymallicklyricssong
    #manatapradhanproducesong
    #jisunkaaagamanasong
    #secandcomingsong
    #jyotirmayaofficialmusicpresant
    #humansagarjukebox
    #latestkaraputiasong
    #jisussong
    #dancevideo
    #newchristmassongs
    #humansagarsong
    #amitpanisong
    #yeshdilip
    #adodia
    !!* ANTI-PIRACY WARNING *!
    This Content is Copyright to JM Music Present. Any unauthorised reproduction redistribution, re-upload (audio or video) is Strictly prohibited of this material.Legal action will be taken against those who violate this copyright Material Presented.

Комментарии • 29