I am probably right that you are the only tuber of India, who is offering this much hospitality and return gifts to subscribers who are coming to your home. This is culture and pure connection with zero egos. Few RUclipsrs are here those who have 1k subscribers but behaving as Shah rukh khan,
I was very much delighted to see this nice vlog. From BBSR a subscriber came to you along with his family. It indicates that he was very much impressed with your vlog. You have also maintained good hospitality. Thanks a lot. Go ahead with all your devotion and sincere effort.
@gouranga ji your relation with all is pure .your hospitality and your family valu s great.........you are truly a vloger and inspiration for all ...Jay jagannath
Gouranga sir Eai jou ama subscriber Bhai asi thile bht Bhala loka Hruday ru bahut khola ama Bhai janaka mate bahut khusi lagila tanku dekhiki Au gote Mora special request Budha Nana au budhia Bhai nku neiki gote bhala video te Hau 🙏🙏
ପ୍ରକୃତ ରେ ଅତୀତ ର କୌଳିକ ବୃତ୍ତି କୁ ଆପଣାଇ ଅଛି ଆପଣଙ୍କ ର ଗ୍ରାମ । ବର୍ଷ ସାରା ନାନା ପ୍ରକାର ର କୃଷି କରି ସମ୍ପୂର୍ଣ୍ଣ ଅଞ୍ଚଳ କୁ ସବୁଜ ସୁନ୍ଦର କରି ରଖିଛନ୍ତି । ନାନାଦି ବୃକ୍ଷ ରାଜି ଗ୍ରାମ କୁ ଶୀତଳତା ପ୍ରଦାନ କରିବା ସହିତ ପରିବେଶ ସନ୍ତୁଳନ ରକ୍ଷା କରିଥାଏ । ପବନ ରେ ତାଳେ ତାଳେ ତରଙ୍ଗାୟିତ ଶସ୍ୟ କ୍ଷେତ୍ର ର ଦୃଶ୍ୟ ବାସ୍ତବରେ ଅତି ରମଣୀୟ । ଗ୍ରାମରେ ପରସ୍ପର ମଧ୍ୟରେ ସୌହାର୍ଦ୍ଦ ପୂର୍ଣ୍ଣ ସଂପର୍କ ରହିବା ଦ୍ବାରା ଗ୍ରାମର ବାତାବରଣ ଚିତ୍ତକର୍ଷକ ହୋଇ ଉଠେ ।
ଭୁବନେଶ୍ୱର ରୁ ଆସିଥିବା ଆଜ୍ଞା ଓ ତାଙ୍କ ପରିବାର ପ୍ରାକୃତିକ ଗ୍ରାମ୍ୟ ପରିବେଶ ଦେଖି ଭାରି ଖୁସି.
ପ୍ରକୃତି କୁ ଭଲ ପାଉଥିବା ଭାଇ ଜଣେ ଗଲେ ଗାଁ ର ପ୍ରାକୃତିକ ପରିବେଶ ଦେଖିଲେ ଭଲ ଲାଗିଲା ମୋର ବି ବହୁତ ଇଛା କିନ୍ତୁ ମୋ ଭାଗ୍ୟରେ ନାହିଁ ଏ ସୁନ୍ଦର ପରିବେଶ କୁ ଦେଖିବାକୁ ସତରେ ଆପଣଙ୍କ ଗାଁ ନିଆରା ସେଇଠାରେ ପ୍ରକୃତ ରାଣୀ ଅଛନ୍ତି ଗାଁ ବହୁତ ସୁନ୍ଦର ଭାଇଚାରା ଭଲ ଅନୁଷ୍ଠାନ ବି ଭଲ ଆହୁରି ଭଲ ମଠ ର ସନ୍ଧ୍ୟା ଲୋକଙ୍କ ଭିତରେ ମଣିଷ ପଣିଆ ଏବେବି ବଞ୍ଚିଛି ଭଗବାନ ଆପଣ ଙ୍କ ଗାଁ କୁ ଭଲରେ rakhantu
I am probably right that you are the only tuber of India, who is offering this much hospitality and return gifts to subscribers who are coming to your home. This is culture and pure connection with zero egos. Few RUclipsrs are here those who have 1k subscribers but behaving as Shah rukh khan,
Joyjogonth bhai gourango bhai
ଭାଇ, ଜୟ ଜଗନ୍ନାଥ । ଆପଣଙ୍କୁ ଯେତେ ତାରିଫ କଲେ କମ ହେବ । ଆଜିର ବ୍ଲଗଟି ବହୁତ୍ ଭଲ ଥିଲା । ଆପଣଙ୍କ ଆତିଥ୍ୟତା ଦେଖି ଆମେ ବହୁତ୍ ଖୁସି । ଭଗବାନ ଆପଣଙ୍କୁ ଭଲରେ ରଖନ୍ତୁ ।
ଜୟ ଜଗନ୍ନାଥ, ଆପଣଙ୍କ vlog ମୁଁ ସବୁବେଳେ ଦେଖେ, ଆପଣଙ୍କ ଗାଁ ର ପରିବେଶ ବହୁତ, ସୁନ୍ଦର. ଆପଣଙ୍କ ଗାଁ ଙ୍କୁ ଦେଖିବା ପାଇଁ ମୋର ଭାରି ଇଚ୍ଛା, ଠିକଣା ଦେଲେ ଯିବି
ବହୁତ ଖୁସି ଲାଗିଲା ଜୟ ଜଗନ୍ନାଥ🙏🏻
ବୁଦ୍ଧିଆ ଭାଇ ଙ୍କ ର ଭୁତ ଅନୁଭୂତି ବହୁତ ସୁନ୍ଦର ଲାଗିଲା | ଜୟ ଜଗନ୍ନାଥ |
ଖାଲି ଆମ କେନ୍ଦ୍ରାପଡ଼ା ରେ ଭାଇ ଆପଣ ଭଲ ପାଇବା ସାଉଁଟି ନାହାନ୍ତି ଓଡ଼ିଶା ସାରା ଆପଣଙ୍କ କଥା ରେ ସମସ୍ତେ ବିମୋହିତ। ଭୁବନେଶ୍ୱର ର Old A.G Colony ର ସମସ୍ତ ପରିବାର ଆପଣଙ୍କ ଭିଡିଓ ଦେଖନ୍ତି,କାରଣ ମୁଁ ଭୁବେଶ୍ବରର ର Watco Division ର କାମ ହଉଥିଲା ମୁଁ ପାର୍କ ରେ ବସିଥିବା ବେଳେ ଏମିତି ଆଲୋଚନା ହେଲା ସେମାନେ ପଚାରିଲେ ମୋ ଘର କୁଆଡେ ବୋଲି ମୁଁ ଯେମିତି କେନ୍ଦ୍ରାପଡ଼ା କହିଲି ଯେମିତି ଆପଣ ଙ୍କ ଭିଡିଓ ବିଷୟ ରେ ପଚାରିଲେ କି ନମ୍ବର କେମିତି ସଂଗ୍ରହ କରିବେ ସେମାନେ ଆସିବେ ବୋଲି ଆପଣ ଙ୍କ ପାଖକୁ ବ୍ୟସ୍ତ ବି ଥିଲେ। ଆପଣଙ୍କୁ ଓଡ଼ିଶା ସାରା ଭଲ ପାଇବା ଦିଅନ୍ତୁ। ଆପଣଙ୍କୁ ଭଲ ପାଇବା ମୁଁ ପପୁ Balana,Dashipur, Marshaghai 👏👏👏👏
ଅତି ସୁନ୍ଦର ❤। ଜୟ ଜଗନ୍ନାଥ।
ବୁଦ୍ଧିଆ ଭାଇ ଙ୍କ ଭୁତ ଅନୁଭୂତି ଟା ପ୍ରଥମ ଥର ଜାଣିବାକୁ ପାଇଲି ଆଉ ଜେଜ ଙ୍କ ଭୁତ ଅନୁଭୂତି ତ ଆଗରୁ ଶୁଣିଛୁ 😅😅😅ବହୁତ ଭଲ ଲାଗିଲା ⭕️‼️⭕️ ଜୟ ଜଗନ୍ନାଥ 🙏🙏🙏
ଗୈାରାଙ୍ଗ ବାବୁ ଆପଣଙ୍କର ଭିଡିଓ ଗୁଡ଼ିକ ଖୁବ୍ ସୁନ୍ଦର ଆଉ ବହୁତ ଭଲ ମଧ୍ୟ ଲାଗୁଛି। ଜୟ ଜଗନ୍ନାଥ 🙏🙏🙏
ସାର ଜୟ ଜଗନ୍ନାଥ ସାର ଭିଡିଓ ବହୁତ ଭଲ ଲାଗିଲା ଆପଣଙ୍କ ଭିଡିଓ କିଛି ଶିଖିବା କୁ ମିଳୁଛି
ଜୟ ଜଗନ୍ନାଥ ଶୁଭ ସନ୍ଧ୍ଯା। ବହୁତ ବନ୍ଧୁ ମାନେ ଗାଁକୁ ଯାଇ ଗ୍ରାମ୍ୟ ପରିବେଶ କୁ ଉପଭୋଗ କରୁଛନ୍ତି। ଦେଖି ବହୁତ ଆନନ୍ଦ ଲାଗୁଛି। ମୁଁ ମଧ୍ଯ ଦିନେ ଯାଇ ପହଞ୍ଚିବି।
I was very much delighted to see this nice vlog. From BBSR a subscriber came to you along with his family. It indicates that he was very much impressed with your vlog. You have also maintained good hospitality. Thanks a lot. Go ahead with all your devotion and sincere effort.
@gouranga ji your relation with all is pure .your hospitality and your family valu s great.........you are truly a vloger and inspiration for all ...Jay jagannath
ଗାଁ ରୁ ଯେବେ ଆସ୍କା 40, ମଦ retirement କରିବେ ଗାଁକୁ ପ୍ରକୁତ ଖୁସି ଫେରି asiba🙏
ସତରେ ଭାଇନା ଆପଣ ଜଣେ ସଚୋଟ ମଣିଷ 🙏ସମୟ ଆସିଲେ ଦେଖା ହେବା ଜୟ ଜଗନ୍ନାଥ 🙏
ଜୟ ଜଗନ୍ନାଥ ସାରେ ଶୁଭ ସନ୍ଧ୍ୟା
Golden village. Bhai tuma gaon...
ଜୟ ଜଗନ୍ନାଥ ଭାଇ 🙏
ଆପଣଙ୍କ କାର୍ଯ୍ୟକ୍ରମ ଦମଦାର ମୋ ଗାଁରେ ସାଙ୍ଗସାଥି ସମସ୍ତେ ଆପଣଙ୍କ କାର୍ଯ୍ୟକ୍ରମ ର ଦିବାନା👍 ମାଡିଚାଲ....
ଜୟ ଶ୍ରୀ ଜଗନ୍ନାଥ 🙏🏻
JAY JAGANNATH.....Mun emiti apnanka gaon ku jai,samastanku bhetibi boli bhabuchi,,,, Kintu jaiparuni...22/10 ..Srabana makar rasi mora.......apananka kahibanusare..shani kharap bela chalichi bodhe...Prabhu apanamananku bhalare rakhithantu🙏
Beautiful, You can see how people love U and ur videos. Continue please with some unknown local and near by areas
Beautiful agriculture God bless you
Beautiful village of kendrapada
ଗୌରାଙ୍ଗ ଭଲ ଆପଣଙ୍କ ଗାଁ ରେ ଧାନ ସରିଲା ପରେ ଗହିରା ବିଲ ରେ କି ଚାଷ କରା ଯାଏ ଆପଣଙ୍କ ଗାଁ ର ପ୍ରାକୃତିକ ଦୃଶ୍ୟ ଭାରି ଭଲ ଲାଗେ l ଥରେ ଯିବାକୁ ପ୍ରବଳ ଇଛା ହଉଛି ମା ଯେମିତି ହେଲେ ଯିବି l ଜୟ ଜଗନ୍ନାଥ
ଭାଈ କିଛି କହିଲ ନାହିଁ ଜେ
Gouranga sir Eai jou ama subscriber Bhai asi thile bht Bhala loka Hruday ru bahut khola ama Bhai janaka mate bahut khusi lagila tanku dekhiki Au gote Mora special request Budha Nana au budhia Bhai nku neiki gote bhala video te Hau 🙏🙏
ଜୟ ଜଗନ୍ନାଥ ଭାଇ ❤
Bahut sundara lagila blog ti...
ଜୟ ଜଗନ୍ନାଥ sir 🙏🙏🙏🙏🙏
Jai jagannath swami ❤️👍🙏🏾 dhanyawad you
jay jagannath sir❤❤❤❤
Jay Jagannath 🙏🙏🙏🙏
SATARE BAHUT SUNDAR LAGUCHHI APANA NKA RA VLOGS
ବହୁତ ଭଲ ଲାଗିଲା ଜୟ ଜଗନ୍ନାଥ 🙏🙏🙏
ଆମଘର,ଚାନ୍ଦବାଲି ରେ, ମୋର ଭାରି ଇଚ୍ଛା, ଭାଇ, ଙ୍କୁ, ଦେଖିବାକୁ,ଭାଇ,ଙ୍କ, ଭିଡିଓ, ସବୁବେଳେ ଦେଖେ,,🙏🙏🙏🙏
Love from Jagatsinghpur ❤️
Bhai apankar subu subject bahut sunder apanku abhinandan
Pakhala bhata kharadine khaibara maja hi kichhi alaga Gaura bhai🥰
Jai jaganatha
Awesome vlogs & jai jagannath & village place awesome & enjoy
Fantastic agriculture
ବୁଦ୍ଧିଆ ଭାଇ ଆଉ ଗୌରାଙ୍ଗ ଭାଇ ସମ୍ପର୍କ ର ଅନ୍ୟନାମ 🙏
😮😮
Bhai bahut bhala lagila bhubaneswar Bhai gaa ku dakhi Baku ashichanti
Bhala lagila bhai Tama video dekhili bohuta Sundar👌👌
Jay Jagannath excellent vlogs 👌👌
ଆପଣଙ୍କ vlog ନିଆରା ଏଠି ଭଲ ପାଇବା, ଗାଁ, ସୁନ୍ଦର ପରିବେଶ, ଧନ, ଲିଟିଲି, ବୋଧିଆ ଭାଇ, ନଟ, ଜେଜେ, ଟୁକୁ ଭାଇ, କାବୁ ଭାଇ... ମଠ, ମଠ ଭଜନ, ମଠ ଡାଲମା ଗାଁ ପ୍ରତି ମନକୁ ଟାଣିନେଉଛି, ସୁନ୍ଦର ରୁ ଅତି ସୁନ୍ଦର vlog, ଜୟ ଜଗନ୍ନାଥ 🙏
ଆପଣଙ୍କ କଥା ଶୈଳୀ ଅତି ମଧୁର ଆପଣକୁ 🙏
Sabascriber ଆସିଲେ ଦେଖିକି ଖୁସି ଲାଗିଲା.. ଆପଣ ଭାଇ ବହୁତ୍ ଭଲ .. ଆପଣଙ୍କ କଥା ବାର୍ତ୍ତା , ଅନ୍ୟ ମାନଙ୍କ ପ୍ରତି ଉଚିତ୍ ବ୍ୟବହାର ଏସବୁ ଦେଖିଲେ ଯେ କେହି ବି ଅାପଣଙ୍କୁ ଦେଖା କରିବାକୁ ପସନ୍ଦ କରିବ..🥰🥰
Jai jagannath sir
Apana nka video ete popular samaste dekhuchhanti budhia bhai nka ange libha Katha jeje nka Bhuta gapa bahut badhia lagila
Beautiful block video
Bhai bhohut bholo laguchi aponoko blog au dhono ro kotha bhohut bholo
Jay Jagannath sir 🙏🙏🙏 Good evening... all of you 💚💕🧡🧡❤️❤️🧡..
Bhai jay jagannath. Your village are so beautiful and your family is very beautiful.
Jay Jaganatha 🙏
ଜୟ ଜଗନ୍ନାଥ ଭାଇ
Beautiful village
Jay Jagannath
Sir apana kan video bhari bhala laguchi au mu sabu apisode dekhuchi jay Jagannath 🙏❤️
Gouranga Bhai kabuha bhai kude gale kabhua bhai dekha Tama video Masta laguchi face laguchi
Mu be sure dina na dine jibi Bhai Odagaon/ Nayagarh ru love From ( Odisha Food Vlog )
Jay Jagannath...bhala lagila ajira blog thi...
Nice volg sir jai jagannath
Sir apnanka vloge dakhike bahut bhala lagila ❤️❤️❤️🥰🥰🥰
Jay jagaanath gouranga Bhai ati sundar
ବହୁତ ସୁନ୍ଦର ଭାଇ🙏🙏🙏🙏
ଘଇତା ମାରି ପାଟ ବୋଲି ଏକ ସ୍ଥାନ ଅଛି ସେଇ ପେଟ ବୋଧେ
🙏🙏🌹ପ୍ରଣାମ.ଜୟଜଗନ୍ନାଥ
ବହୁତ୍ ସୁନ୍ଦର...
Super duper hit video, I like you
ଜୟଜଗନାଥ
Ame odia bhari badhia
gouranga sir is the best❤
Exllent vlog 👍👍👍
🛕🙏🏻🇮🇳🛕Jay 🙏🏻jagannath sir
Mu b 🌻Jagatsinghpur ru...🌻🌻🌻🌻🌻🌻aji 🌻blog🌻 ta🌻 super se upar🌻
Jay Jagannath Bhai namaskar God bless you 🥰🥰🥰❤️❤️❤️
Jay Jay Jay Jagannath...Gourang Sir🙏🙏🙏🙏🙏
Jai jagannath 🙏
ଜୟ ଜଗନ୍ନାଥ ଗୌରାଙ୍ଗ ଭାଈ 🙏😍🌹🥰❤️
Bhie❤❤ in
Jay jagannatha
Aei heuchi bhala paiba ra power 💪💪 👍👍👍
Bhudia bhaika Katha vari valalage
Sir apananka gain ku jibaku bahut ichha hauchhi
Jay jagannath swami ⭕‼️⭕🙏🙏🙏
Sri Jay jagannath 🙏
Jay jagannath ❤
Jay jagannath sir
JAY JAGANNATH BHAI
ଯଦି ସବୁ ଯୋଗଦାନ କରିଥିବା ଭାଇମାନେ ( ଆପଣଙ୍କ ଯୋଗସୂତ୍ର ସଂସ୍ଥା ମାଧ୍ୟମରେ) ଆପଣଙ୍କ ଘରକୁ ପାଳି କରି ଯାଆନ୍ତି ,ତେବେ ପ୍ରତିଦିନ ୩୫୦ ଜଣଙ୍କର ଭାଗ ପଡ଼ୁଛି । ତେବେ ଆପଣଙ୍କ ଘରେ ପ୍ରତ୍ୟେକ ଦିନ ଅଷ୍ଟପ୍ରହରୀ ସଦୃଶ ପାଲା ହେବ । ଏଣୁ ଆପଣଙ୍କୁ ଏପରି ଅସୁବିଧାରେ ନ ପକେଇବାକୁ ଆମେ ଏହି ସିଦ୍ଧାନ୍ତ ରେ ଉପନୀତ ହେଲୁ କି
ଆମେ ଏଥିରେ ସାମିଲ ହେବୁ ନାହିଁ ।...
କଣ , ମନ ଦୁଃଖ କଲେ କି ! 😊😅
🤣
Gouranga bhai tama gaan na kan. Kendrpara re. I am from NIKIRAI
Jay jagannath bhai emiti vlog kari chalantu.
Really as a vlogger you got a great achievement sir. One subscriber is coming far from 100km to meet you. Great work..🎉
😮ଭାଲଲାଗିଲା ରବିବାଟା😅ପୁରା ହାପି
Jay jagannath bhi
Good blas you sir
ଭାଇ କିଛି କାମ ଧିଲା ଆପଣଙ୍କ ପାଖରେ ଭାଇ ବୁଦ୍ଧିଆ ଭାଇ ତ କଦଳୀ ବେପାର ରେ ପୁରା ନମ୍ବର 1ଭାଇ ଆମର କଞ୍ଚା କଦଳୀ କାନ୍ଦି କେମିତି ପଚିବ ଟିକେ କହି ଥାନ୍ତା ଜୟ ଜଗନ୍ନାଥ 🙏🙏
ଗ୍ରାମର ନାମ ଵିରିଦ୍ଧୋଲ
Awesome blog bhai. Jai jagannath❤❤❤❤❤❤❤❤❤🎉🎉🎉🎉🎉🎉🎉🎉🎉🎉🎉🎉🎉.