ମଝି ସମୁଦ୍ର ରେ କଣ୍ ପାଇଁ ଉଲ୍ହାଇଲା ଆମ FLIGHT || FIRST TIME IN SEAPLANE MALDIVES

Поделиться
HTML-код
  • Опубликовано: 11 сен 2024
  • ମଝି ସମୁଦ୍ର ରେ କଣ୍ ପାଇଁ ଉଲ୍ହାଇଲା ଆମ FLIGHT || FIRST TIME IN SEAPLANE MALDIVES #mutraveller #travel #labahansdavlog
    In this video, you will get complete information for planning budget maldives trip that includes water villa experience.
    OCEAN WAVES INN, GAAFARU
    CONTACT (Whatsapp) - +960 766-1881
    Best and budget friendly option for your amazing Maldives trip. They will take care of every excursions.

Комментарии • 1,7 тыс.

  • @Mrgajpati
    @Mrgajpati Месяц назад +357

    ବହୁତ ଭଲ ଲାଗିଲା ଖାସ୍ କରି ଏଇ ଭିଡିଓ ଟି ❤❤ ଲବ ଭାଇ ଏମିତି ଖୁସି ରେ ରୁହ ❤❤ ଆମକୁ ଏମିତି ଦେଶ ଦୁନିଆ ଦେଖାଉ ଥାଅ ❤❤❤ love you 🎉❤🎉

  • @SuryaBhai-05
    @SuryaBhai-05 Месяц назад +46

    Bro tumaku ଓଡ଼ିଆ କଥାଚିତ୍ର ଅଭିନେତ୍ରୀ ଅନୁ ଚୌଧୁରୀ ତମକୁ ପ୍ରସନସନା କରୁଥିବା ର ମୁଁ ଟିଭି ରେ ଦେଖିଲି ବହୁତ ଖୁସି ଲାଗିଲା❤

  • @jyotsnaranisingh5524
    @jyotsnaranisingh5524 Месяц назад +166

    ଭାଗ୍ୟ ରେ ଥିଲେ ଏମିତି ଜାଗା ଦେଖିବାକୁ ମିଳେ.... ଯା ହେଉ ଲୋବ ଭାଇ ତୁମ ମାଧ୍ୟମରେ ହେଲେ ବି ଆମେ ଦେଖିବାକୁ ପାଇଛୁ.... ଥେଙ୍କ୍ ୟୁ ❤

    • @santoshmohanty6043
      @santoshmohanty6043 Месяц назад +5

      ଭାଗ୍ୟ କର୍ମ ଅଧୀନ ରେ ଥାଏ, ଭଲ କର୍ମ କରିଲେ ଭାଗ୍ୟ ଖୋଲିଯାଏ,, ତେଣୁ ଆପଣ ଭଲକର୍ମ କରନ୍ତୁ ବିଦେଶ ଯାଇପାରିବେ

    • @Ahbpinku
      @Ahbpinku 28 дней назад +3

      ସେ ସେତିକି କଷ୍ଟ କରିଛି ବୋଲି ଆଜି success ପାଇଛି.... ଆଶୀର୍ବାଦ ଦିଅ ଭାଇକୁ ଆହୁରି ଆଗକୁ ଯାଉ ସେ

    • @samirsmr4706
      @samirsmr4706 28 дней назад

      Tanka thile miliba

    • @RajuDas69Kalandi
      @RajuDas69Kalandi 16 дней назад

      www.youtube.com/@RajuDas69Kalandi

  • @bikashmohapatra756
    @bikashmohapatra756 29 дней назад +10

    ଲବ ଭାଇ ର video ଆଉ ମୋବାଇଲରେ ମୁଁ ଦେଖୁନି LED TV full HD quality ରେ ହିଁ ଦେଖୁଛି କାରଣ ଭାଇ ର video quality mind blowing😊😊😊

  • @SukeshiSa
    @SukeshiSa Месяц назад +288

    ଲବ ଭାଇ ଓଡ଼ିଶା ର no 1 RUclips ra

  • @rantakarmaharana1877
    @rantakarmaharana1877 Месяц назад +23

    ଲବ ବାବୁ ତୁମ ପାଇଁ adisha ବାଷି ଗର୍ବିତ .ତୁମ ଙ୍କୁ
    ଭାଗବାନ ସାହ ହୁଏ ନ୍ତୁ ❤ଜୟ ଜଗନ୍ନାଥ

  • @Madhusmita787
    @Madhusmita787 Месяц назад +184

    ଆଜିର ଭିଡ଼ିଓ ଟି ଦେଖି ବହୁତ୍ ଭଲ ଲାଗିଲା, ସବୁବେଳେ ଏମିତି ଖୁସିରେ ରୁହ, ଭଗବାନ୍ ଙ୍କ ଦୟା ରୁ ଆହୁରି ଆଗକୁ ମାଡି ଚାଲ, ଜୟ ଜଗନ୍ନାଥ ❤❤❤❤❤❤❤❤❤❤❤❤❤

  • @stupidkabi4413
    @stupidkabi4413 Месяц назад +14

    I am from jajpur (Panikoili) .... One and only real hero and also my favourite❤️❤️❤️❤️❤️❤️❤️❤️❤️

  • @dambarudharsinku2293
    @dambarudharsinku2293 Месяц назад +112

    ଲବ ଭାଇ ଜଣେ ଆଦିବାସୀ ପିଲା କିନ୍ତୁ ଏତେ ଗୁଡାଏ ଦେଶ ବିଦେଶରେ ବୁଲି ଆମକୁ ଖୁସି କରାଉଛନ୍ତି ଧନ୍ୟବାଦ|; କେବଳ ଧନ୍ୟବାଦ ଦେଲେ
    କମ୍ ହେବ । ଭଗବାନ ତାଙ୍କର ଉତ୍ତରତର ଉନ୍ନତି କରନ୍ତୁ । ଏହାହିଁ ଭଗବାନଙ୍କ ନିକଟରେ ପ୍ରାର୍ଥନା ।

  • @samuelnaik3172
    @samuelnaik3172 Месяц назад +7

    ଲବ ଭାଇ ତମେ ଏତେ ବିଷୟ ସବୁ କେମିତି ମନେ ରଖୁଚ ମାନିଗଲି ତମକୁ,this god gifted ❤❤❤❤❤

  • @ChaitanyaHembram-l8i
    @ChaitanyaHembram-l8i Месяц назад +124

    ଲବ ଭାଇ ର ଭିଡିଓ ପୁରା sauth movie ପରି ଲାଗେ ମୋତେ ସବୁ ବେଳେ ଦେଖିବାକୁ ଇଚ୍ଛା କରେ ମୁଁ ଆଜି କାଲି movie ଏତେ ଦେଖୁନି ଖାଲି ଲବ ଭାଇ ର ଭିଡିଓ ଦେଖୁଛି i love you ଲବ ଭାଇ

  • @Mralokpujhari
    @Mralokpujhari Месяц назад +54

    ଆମ ଓଡ଼ିଶା ତମ ପାଇଁ ଗର୍ବ କରୁଛି ଭାଇ😊 ଜୟ ଜଗନ୍ନାଥ ସ୍ବାମୀ ❤ ତମକୁ ସବୁଦିନ ଖୁସିରେ ରଖିଥାଉ love you bhai

    • @anjananayak747
      @anjananayak747 Месяц назад

      ruclips.net/video/8uj5vQo2hKo/видео.htmlsi=_cmh_z8dMUp1WLP_

  • @nirbachanimalick4852
    @nirbachanimalick4852 Месяц назад +44

    ଚମତ୍କାର ପରିବେଷଣ ଭାଈ ଆପଣ ଆପଣଙ୍କ ଠାରୁ କିଛିଜାଣି ଥିବାରୁ ଆପଣଙ୍କୂ ଧନ୍ୟବାଦ ❤❤❤

    • @RMStudio16933
      @RMStudio16933 Месяц назад

      Hii ❤❤❤❤❤❤❤ miss u

  • @budurubhatra3
    @budurubhatra3 Месяц назад +16

    ଲବ ଭାଇ ଙ୍କର ଭିଡ଼ିଓ ଦେଖିବା ପାଇଁ ବହୁତ ଭଲ ଲାଗେ ମୁଁ ସବୁବେଳେ ଦେକେ

  • @swaticreation6559
    @swaticreation6559 Месяц назад +215

    ଅନୁ ଚୌଧୁରୀ....ହୀରୋ ହୀନ... ତୁମୁକୁ example ଆଉ ପ୍ରଶଂସା କରିଛନ୍ତି.. Recently

  • @OdiaFood116
    @OdiaFood116 Месяц назад +14

    ସତରେ ଲବ ଭାଇ ଓଡ଼ିଶାରେ no1 youtuber

  • @sankarsoren6314
    @sankarsoren6314 Месяц назад +309

    ମୟୁରଭଞ୍ଜ କୁ କିଏ କିଏ ଭଲ ପାଅ like କରନ୍ତୁ

  • @user-ib3cw6xm2n
    @user-ib3cw6xm2n Месяц назад +17

    Maldip is the beautiful place,, ମୁଁ ଭିଡିଓ ଦେଖି ବହୁତ ଖୁସି, keonjhar, Odisha

  • @UGPMaster
    @UGPMaster Месяц назад +50

    କେନ୍ଦୁଝର ଜିଲ୍ଲାର କିଏ କିଏ ଦେଖୁଛ ❤

  • @Gayatri-s7x
    @Gayatri-s7x Месяц назад +9

    ଜୟ ଜଗନ୍ନାଥ ଲବ ଭାଇ ଆପଣଙ୍କ video ବହୁତ ଭଲ ଲାଗୁଚି,,, ମହା ପ୍ରଭୁ ଜଗନ୍ନାଥ ଙ୍କ କୃପା ରୁ ଆପଣଙ୍କ ଆଶା ଶୀଘ୍ର ପୁରା ହେଉ, 🙏

  • @Puja_9692
    @Puja_9692 Месяц назад +79

    Waoooo😊ଲବ ଭାଇ ସତରେ ବହୁତ୍ ଭଲ ଭିଡ଼ିଓ ଟେ finally ଆଣିଛ 🥰🎉🎉କାହା କାହାକୁ ସବୁ ଆଜିର ଭିଡ଼ିଓ ଭଲ ଲାଗିଲା❤ ଲାଇକ୍ କର😊👍🏻👍🏻

  • @adityamohanty3982
    @adityamohanty3982 Месяц назад +5

    ଭାଇ ❤heart❤ ରୁ ତମକୁ ଧନ୍ୟବାଦ ଏହି video ପାଇଁ...✅
    ବହୁତ୍ କିଛି ଶିଖିବାକୁ ମିଳିଲା ମୁଁ କେବେ ବୁଲିବାକୁ ଯିବି ମୁଁ ଜାଣିନି ହେଲେ video ଦେଖିକି ଭଲ ଲାଗିଲା thank u bro..🎉
    ଜୟ ଜଗନ୍ନାଥ...🚩

  • @Odiabahugouri
    @Odiabahugouri Месяц назад +34

    Odisar no 1 RUclipsr, so you are great

  • @pruthirajmedia2300
    @pruthirajmedia2300 Месяц назад +8

    ଆଶା କରେ ଲବ ଭାଇ ଭଗବାନଙ୍କ ଦୟାରୁ ଏମିତି ଖୁସିରେ ରୁହନ୍ତୁ❤

  • @jdsoren9299
    @jdsoren9299 Месяц назад +27

    ଲବ ବାବୁ ଏମିତି ସୁନ୍ଦର ସମୁଦ୍ର ସହର ଦେଖେଇ ଥିବାରୁ ବହୁତ ଧନ୍ୟବାଦ୍

  • @magatabehera706
    @magatabehera706 Месяц назад +12

    ଲବ ଭାଈ ଭିଡ଼ିଓ ଅତି ସୁନ୍ଦର ହେଇଛି super ଜୟ ଜଗନ୍ନାଥ

  • @manbodrana5313
    @manbodrana5313 Месяц назад +27

    ଲବ ବାବୁ ଏ କଣ ଆମକୁ ସପ୍ନ ପରି ଲାଗୁଛି । କିନ୍ତୁ ମୁଁ ତୁମକୁ ବିଶ୍ବାସ କରେ ସବୁ ଠିକ୍ ଦେଖାଉଛନ୍ତି ।

  • @ManmathaSoren-no3jt
    @ManmathaSoren-no3jt Месяц назад +11

    Global warming କୁ ରକିଲେ ହିଁ Maldives ପରି ଅନେକ ଦେଶ ଦ୍ୱୀପ ସହିତ ନିଜକୁ ରକ୍ଷା କରିପାରିବା...ଲବ ଭାଇଙ୍କ channel ରେ 9.68 subscribers ଅଛୁ । ଆମେ ସମସ୍ତେ ପ୍ରତି ବର୍ଷ ଗୋଟିଏ ଲେଖାଏଁ ଗଛ ଲଗେଇ ବଡ଼ କଲେ କିଛି ମାତ୍ରାରେ କମେଇ ପାରିବା । ତେଣୁ start ହେଉ .....🙏🙏🙏

  • @Sweetsipun23
    @Sweetsipun23 Месяц назад +353

    ଭାଇ ଙ୍କୁ କେତେ ଜଣ ଭେଟିବାକୁ ଚାହାନ୍ତି Like କରିବେ

    • @AjitKumar-oq4uc
      @AjitKumar-oq4uc Месяц назад +3

      Emiti kn ki ie jone youtuber ,kichhi bahuta bada kamo to korini ,nua jaga social media dwara dekhichu koi bahuta bada kotha na kn ,are bhai jete paoisa income heuchi jadi possible poor people ku jadi help karithantha ta helr gote kotha, se jagare sure meet katiba kotha uthi thantha nku and ahuri encourage kariba kotha

    • @sanjuktabiswal1569
      @sanjuktabiswal1569 Месяц назад

      କେବେ ଯିବାପାଇଁ ଚିନ୍ତା କରି ନଥିବ କି ଯାଇ ପାରିବ ନାହିଁ, ବିଲୁଆ ହେଲେ ଅଙ୍ଗୁର ଖାଇବାକୁ ଚେଷ୍ଟା କରି ଥିଲା, ଖଟା କହିଲା ସେତିକି ଚେଷ୍ଟା ନଥିବ,​@@AjitKumar-oq4uc

    • @MinaketanNaik-ev8kg
      @MinaketanNaik-ev8kg Месяц назад +2

      କି ଵାଳ youtuber 🤣🤣😂😂

    • @hansdahhansdah8674
      @hansdahhansdah8674 Месяц назад

      ​@@AjitKumar-oq4ucଭାଇ ସେ ନିଜେ ଗରିବ ପିଲା.. ତଥାପି ସେ ତାର ମନବଳ ଦେଖ ସେ କୋଉଠି ଯାଇ କଣ ସବୁ କରୁଛି.. ତେଣୁ ତାଙ୍କୁ ଲୋକେ ପ୍ରସଂସା କରୁଛନ୍ତି. ସେ ଅନ୍ୟ ଗରିବ କୁ ସେତେବେଳେ ସାହାଯ୍ୟ କରିବ ଯେବେ ନିଜ କୁ ଷ୍ଟ୍ରଙ୍ଗ ମନେ କରିବ economically.. ବୁଝିଲେ.. କାହାକୁ judge କରିବା ପୂର୍ଵ ରୁ ତା ପରିସ୍ଥିତି ଆଗ ବୁଝିବାକୁ ଚେଷ୍ଟା କରନ୍ତୁ ଆପଣ ବି ଅନ୍ୟ ର ପ୍ରିୟ ହେଇ ପାରିବେ 👍

    • @ssshakti4763
      @ssshakti4763 Месяц назад

      ଭାଇ କଣ ମୁଣ୍ଡି 😄

  • @user-dw3gq9yx7v
    @user-dw3gq9yx7v 29 дней назад +2

    ଭାଇ ତୁମର ବହୁତ୍ ସାହସ ,ଏମିତି ତୁମେ ସାହସ କରି ଆମ ମାନକୁ ଭିଡିଓ ଦେଖାଅ ତୁମକୁ ବହୁତ୍ ଆର୍ଶିବାଦ ଜୟଜଗନ୍ନାଥ ❤❤❤

  • @Puja_9692
    @Puja_9692 Месяц назад +34

    ବହୁତ୍ ସୁନ୍ଦର୍ view ହେଇଛି ଭାଇ🙌👌.... ଧନ୍ୟବାଦ୍ ଲବ ଭାଇ ଏତେ ସାରା ଭଲ ଭଲ ଭିଡ଼ିଓ ଆମ ମାନଙ୍କ ପାଇଁ ଆଣୁଛନ୍ତି😍🥰😍👍🏻 Lord Jagannath Bless You 🙏🏻😊...👍🏻👍🏻

  • @DHvlogs-hg9xr
    @DHvlogs-hg9xr Месяц назад +16

    ଲବ ଭାଇ No 1 ହିରୋଇନ ଅନୁ ଚୌଧୁରୀ ତୁମକୁ.. ପ୍ରସଂସା ଦେଉଛନ୍ତି.. ଏତେ ବଡ ବଡ ଲୁକ ତୁମକୁ ପ୍ରସଂସା ଦେଉଛନ୍ତି.. ମୋତେ ବହୁତ ହେପି... ଆମେ ତ ଗୋଟେ ଗରିବ ଲୁକ..

  • @Rkbro424.10k
    @Rkbro424.10k Месяц назад +87

    ମୁଁ ଆଜି ଜାଣିଲି କମେଣ୍ଟ ରେ dubble tap କଲେ like ହୁଏ 👍👍

  • @dasarathimohapatra618
    @dasarathimohapatra618 Месяц назад +4

    ମାଲଦୀପ ବିଷୟରେ ବହୁତ କିଛି ଜାଣିବାକୁ ପାଇଲୁ,ଆଉ ବହୁତ ସୁନ୍ଦର ଯାଗା ଦେଖିବାକୁ ପାଇଲୁ, ଜଗନ୍ନାଥ ଙ୍କ ଆଶୀର୍ବାଦ ରୁ ଯାତ୍ରା ମଂଗଳ ମୟ ହେଉ,ଜୟ ଜଗନ୍ନାଥ,

  • @SukeshmitaBuruda
    @SukeshmitaBuruda Месяц назад +14

    ମୋତେ ସ୍ୱପ୍ନ ବଳି ଲାଗିଲା ବହୁତ ଭଲ ଲାଗୁଛି ଦେଖିକି

  • @Rojalijaworld-wx8eq
    @Rojalijaworld-wx8eq Месяц назад +5

    ବହୁତ ସୁନ୍ଦର ହେଇଛି ବ୍ଲଗ୍😮
    ବହୁତ୍ ଭଲ ଲାଗିଲା ଭିଡିଓ ଦେଖି😊 ⭕❗⭕ଜୟ ଜଗନ୍ନାଥ🙌ଜୟ ଶିବ ଶମ୍ଭୁ 🙏ଜୟ ଶ୍ରୀ ରାମ 🚩
    ❤ ମୟୂରଭଞ୍ଜ

  • @duniyarangamancha230
    @duniyarangamancha230 Месяц назад +38

    ମୟୂରଭଞ୍ଜ ଜିଲ୍ଲାରୁ କିଏ କିଏ ଦେଖୁଛନ୍ତି ଲାଇକ୍ କରନ୍ତୁ ❤

  • @Sapanarout-h1r
    @Sapanarout-h1r Месяц назад +7

    ଧନ୍ୟବାଦ ଲବ ଭାଇ ଜୟ ଜଗନ୍ନାଥ ଭାଗ୍ୟ ରେ ଥିଲେ ଏମିତି ଜାଗା ଦେଖିବାକୁ ମିଳେ ❤❤❤

  • @anupamadas6512
    @anupamadas6512 Месяц назад +9

    ଅନେକ ଅନେକ ଶୁଭେଚ୍ଛା ଓ ଧନ୍ଯବାଦ ଲବ ବେଟା । ସୁଦର ଭିଡିଓ ଖୁବ୍ ଭଲ ଲାଗିଲା । ଏମିତି ନୂଆ ନୂଆ ଭିଡିଓ ଆଣିବା ପାଇଁ ଅନୁରୋଧ କରୁଅଛୁ । ଯାହା ବି କରୁଛ ଆମ ପାଇଁ ଆମେ ତ ଜିବନ ଥିବା ଯାକେ ଦେଖି ପାରିବୁ ନାହିଁ ।

  • @likuedits
    @likuedits Месяц назад +4

    ଭାଇ ତମ ଭିଡିଓ ଦେଖି ମନ ପୁରା ଖୁସି ହେଇଯାଉଛି 😊

  • @malatimajhi9996
    @malatimajhi9996 Месяц назад +14

    Jaldi 1 million hei jau bhagban ku pray koruchi....😊

  • @everythingforyou9342
    @everythingforyou9342 Месяц назад +2

    ଲବ ଭାଇ ସତରେ ଜୀବନକୁ ଉପଭୋଗ କରୁଛ, ଭାଗ୍ୟରେ ଥିଲେ ଏମିତି ଜୀବନଟି ମିଳେ,
    Love you Laba bhai❤

  • @Tigergaming67-f30
    @Tigergaming67-f30 Месяц назад +34

    1 million complete kar idia bhai mane 😊

  • @judhisthiranaik2503
    @judhisthiranaik2503 Месяц назад +2

    🙏ଜୟ ଜଗନ୍ନାଥ 🙏ଲବବାବୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ, ଆପଣ ମାଳଦୀପ ବିଷୟରେ ବହୁତ କିଛି କହିଲେ ଆଉ ବହୁତ ସୁନ୍ଦର ଜାଗା ଦେଖାଇଲେ l

  • @southmovies2655
    @southmovies2655 Месяц назад +10

    This years 1 millions gone ❤️❤️laba hansda ❤️😍🎊

  • @EDUCATION_24Hours
    @EDUCATION_24Hours Месяц назад +3

    Bohut bohut dhanyawad bhai❤❤ Tuma pain bohut kichhi sikhiba pain miluchhi ❤❤ Bohut agaku jao.....jay jagannath 🙏🙏

  • @Nita143b-yi8zm
    @Nita143b-yi8zm Месяц назад +11

    ଲବ ଭାଇ ମୁଁ ବି ତୁମ ଭଳି ଦେଶ ବିଦେଶ ବୁଲିବାକୁ ଚାହୁଛି ହେଲେ ଦଶ କିଲୋମିଟର ଯିବା ପାଇଁ ପଇସା ନାହିଁ ପ୍ଲିଜ୍ ସପୋର୍ଟ କର🙏🙏🙏🙏🙏

  • @upendralifestyle5916
    @upendralifestyle5916 Месяц назад +6

    ମୋର ସମସ୍ତ ଭାଇ ଓ ଭଉଣୀ ମାନଙ୍କୁ ବିଶେଷ ଅନୁରୋଧ ଲବ ଭାଇ ଙ୍କ ର 1 milion ହେବାକୁ ଆଉ ଅଳ୍ପ ବାକି ଅଛି ସମସ୍ତେ ମିଶିକି ସାହାଯ୍ୟ କରିବା ଯେମିତି ଶୀଘ୍ର ତାଙ୍କ ସପ୍ନ ପୂରଣ ହେଉ ବହୁତ କଷ୍ଟ କରୁଛନ୍ତି please 👏👏👏👏👏👏👏👏👏👏👏👏👏👏👏👏👏👏👏👏👏👏👏👏👏👏upendra keonjhar

  • @basudebnaik1166
    @basudebnaik1166 Месяц назад +14

    Bahut icha thila Eie jaga dekhiba pain but aji video re lava Bhai tome dekheidelo...😊😊 thanks 🙏👍

  • @saubhagyakumarswain8060
    @saubhagyakumarswain8060 Месяц назад +3

    ଆଜିର ଏହି ଭିଡିଓ ଦେଖି ପୁରା ମୁଣ୍ଡ ଖରାପ୍ ଲବ ଭାଇ। Thank u

  • @realityboyofficial2141
    @realityboyofficial2141 Месяц назад +15

    Bina skip ke kon kon dekhta hai laba dada ka video ❤

  • @Kalufoodvlogs
    @Kalufoodvlogs Месяц назад +1

    ଆଜିର ଭିଡିଓ ଭଲ ଲାଗିଲା ଲବ ପାଇଁ Drone short Ek No 1❤❤❤ Love from Odisha Koraput ❤❤

  • @user-pd5bl8dk2x
    @user-pd5bl8dk2x Месяц назад +10

    ଲବ ଭାଇ ଭିଡିଓ ବହୁତ ଭଲ ହେଇଛି ।ଆମ କୁ ଏତେ ସୁନ୍ଦର ଭିଉ ଦେଖେଇ ଥିବାରୁ ଧନ୍ୟବାଦ୍ ।

  • @Bhanjvloggersaraswati
    @Bhanjvloggersaraswati Месяц назад +1

    ମୋତେ ଲାଗୁଛି ଏହି ଭିଡ଼ିଓ ବହୁତ views ଯିବ

  • @sanjibkumar4687
    @sanjibkumar4687 Месяц назад +9

    Sabu videore kichi nua place kichhi nua shikhibaku miluchhi thank you labha bhai 🙏

  • @Stunt_boy_mangal
    @Stunt_boy_mangal Месяц назад +1

    ଲବ ଭାଇ ତମର ବହୁତ ଜଲଦି 1 milion ହେଇ ଯିବ ବ୍ୟସ୍ତ ହୁଅ ନା ❤️❤️..

  • @SAKTI_GAMING_08
    @SAKTI_GAMING_08 Месяц назад +12

    ଲବ ଭାଇ ର ଶ୍ରମ ପାଇଁ ସମସ୍ତେ like କର ❤😊

  • @GhasiRamHembram-qq5fo
    @GhasiRamHembram-qq5fo Месяц назад +3

    ବହୁତ ସୁନ୍ଦର ଜାଗା ଅଶେଷ ଅଶେଷ ଧନ୍ୟବାଦ ତୁମକୁ l

  • @Chandansahoo
    @Chandansahoo Месяц назад +32

    Jai jagannath

  • @sureshmajhi4280
    @sureshmajhi4280 29 дней назад

    ବହୁତ ସୁନ୍ଦର ପ୍ରାକୃତିକ ଜଳପ୍ରପାତ,, ବହୁତ ବହୁତ ଧନ୍ୟବାଦ ଲଵ ଭାଇ ଆମ ଦର୍ଶକ ମାନଙ୍କ ପାଇଁ ଆପଣ ହିଁ ଆମ ଓଡ଼ିଶାର ବିର ପୁତ୍ର ଜୟ ଜଗନ୍ନାଥ 🙏

  • @officiallaxman4096
    @officiallaxman4096 Месяц назад +23

    ଏତେ ସୁନ୍ଦର ହେଇଚି ଭାଇ ଭିଡିଓ ଦେଖି ମନ ଖୁସି ଲାଗିଲା

  • @Santoshtadingi-qg8vr
    @Santoshtadingi-qg8vr Месяц назад +2

    ଆମ ଓଡିଶା ପାଇଁ ଲବ ଭାଇ ବଡ଼ିଆ ବିଡ଼ିଓ ବନାଉ ଛନ୍ତି

  • @SahadebPangi-ff4tl
    @SahadebPangi-ff4tl Месяц назад +7

    ମୁଁ ସବୁ ବେଳେ ଭାଇଙ୍କ ଭିଡ଼ିଓ କେତେ ବେଳେ ଆସିବ ଜଗି ଥାଉଛି। ମତେ ବହୁତ ଭଲ ଲାଗୁଛି ଭାଇଙ୍କ ଭିଡ଼ିଓ ଦେଖିବାକୁ । ବହୁତ ବହୁତ୍ ଧନ୍ୟବାଦ ଭାଇ।❤❤❤ ଦିଲ୍ ସେ Love you ଭାଇ ❤❤❤ । ଆଉ ଗୋଟେ କଥା ଭାଇଙ୍କ 1 milion subscribe ହେଇଯାଉ ବୋଲି ମୁଁ ବହୁତ୍ ଲୋକକୁ ଭିଡ଼ିଓ send କରି Chanel subscribe କରିବାକୁ କହୁଛି। ଆଉ ଥରେ ❤ ଦିଲ୍ ସେ Love you ଭାଇ ❤

  • @alokkumarkhuntia9137
    @alokkumarkhuntia9137 Месяц назад +1

    ଭାଇ ତମ ଭିଡିଓ ଦେଖିବାକୁ ମତେ ବହୁତ ଭଲ ଲାଗେ ତମଠୁ କିଛି ଯେଗା ବିଷୟରେ ସିଖିବାକୁ ମିଳିଥାଏ ତମର ଭାଇ କିଛି ଅସୁବିଧା ହବନି ଯେଉଁଠି ତମ ପାଇଁ କୋଟି କୋଟି ଲୋକ ତମ ପାଇଁ ଭଗବାନ୍ କୁ ଡାକୁଛନ୍ତି ତମର କଣ୍ ହବ ଜଗନ୍ନାଥ ତମକୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ 🙏🙏

  • @bhubananandajena2243
    @bhubananandajena2243 Месяц назад +10

    Bhai mind-blowing seen
    Manigali bro

    • @Poorboys_vlog
      @Poorboys_vlog Месяц назад

      😊ଜୟ ଜଗନ୍ନାଥ ମୋ vlog ଦେଖନ୍ତୁ କେମିତି ଲାଗୁଛି Comment କରନ୍ତୁ❤

  • @SapanSankar
    @SapanSankar Месяц назад +2

    ତମ ସ୍ତ୍ରୀ ର ଆତ୍ମା 😂😂😂😂 ପାଇଁ ହସିଲି❤❤😂😂

  • @itssangramvlogs952
    @itssangramvlogs952 Месяц назад +20

    Love From ❤️ Bhubaneswar

  • @saritascreativeart7043
    @saritascreativeart7043 29 дней назад +1

    ଉର୍ମିଳା ସବୁଠୁ beautiful place miss କଲା 😊

  • @SandeepBarik-k4n
    @SandeepBarik-k4n Месяц назад +5

    Bhai ei video taa sabu thu bhala lagila au bahut kichhi sikhibaku mila❤

    • @Poorboys_vlog
      @Poorboys_vlog Месяц назад

      😊ଜୟ ଜଗନ୍ନାଥ ମୋ vlog ଦେଖନ୍ତୁ କେମିତି ଲାଗୁଛି Comment କରନ୍ତୁ 😘❤

  • @sureshkumarmallick2596
    @sureshkumarmallick2596 26 дней назад

    ତୁମେ ବହୁତ ଲକି,
    ତୁମ ମାତା ପିତାଙ୍କୁ କୋଟି କୋଟି ପ୍ରଣାମ 🙏🙏🙏🙏🙏, ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ କୃପାରୁ 🙏 ତୁମେ ସର୍ବଦା ସୁସ୍ଥ ରୁହ ଖୁସି ରୁହ, ତୁମର ପ୍ରତ୍ୟେକ ଇଛା ପୁରା ହେଉ, 🙏ଜୟ ଜଗନ୍ନାଥ 🙏

  • @user-ey6eg6xq9c
    @user-ey6eg6xq9c Месяц назад +7

    So intresting video. Laba bhai thank you

    • @Poorboys_vlog
      @Poorboys_vlog Месяц назад

      ❤ଜୟ ଜଗନ୍ନାଥ ମୋ vlog ଦେଖନ୍ତୁ କେମିତି ଲାଗୁଛି Comment କରନ୍ତୁ 😘

  • @BABUKORA938
    @BABUKORA938 Месяц назад +4

    ମୟୁରଭଞ୍ଜ କୁ କିଏ କିଏ ଭଲ ପାଅ ।ike କରନ୍ତୁ
    👇

  • @SHREYAGURUNG123
    @SHREYAGURUNG123 Месяц назад +31

    aapke nepal tour bhi dekhna chahaati hu bhaai

  • @PritamNetam-pj7cc
    @PritamNetam-pj7cc 28 дней назад

    ଆମ ଓଡ଼ିଶା ତମ ପାଇଁ ଗର୍ଭ କରୁଛି 😊 ଭାଇ ଜୟ ଜଗନ୍ନାଥ

  • @rathbibhutibhushan3
    @rathbibhutibhushan3 Месяц назад +7

    Odisha proud of you dear Laba Bhai 💕
    YT WORLD

    • @Poorboys_vlog
      @Poorboys_vlog Месяц назад +1

      ଜୟ ଜଗନ୍ନାଥ ମୋ vlog ଦେଖନ୍ତୁ କେମିତି ଲାଗୁଛି Comment କରନ୍ତୁ 😘😊😊

    • @Ajodhya123
      @Ajodhya123 29 дней назад

      Bhai tike kahibaki laba bhai sahita kemiti dekha haba pliz kahiba

  • @ratanlalpurty3569
    @ratanlalpurty3569 Месяц назад +1

    ବହୁତ ସୁନ୍ଦର ମଳଦ୍ୱୀପ, ବର୍ଣ୍ଣନା କରି ହେବ ନାହିଁ, ମନ କୁ ଚୁଇଁ ଗଲା, God Blesse You Brother ❤️🌹❤️🌹❤️🌹

  • @minadalai4685
    @minadalai4685 Месяц назад +7

    ବହୁତ୍ ଭଲ ଲାଗିଲା ❤❤

  • @OdishaEducation18
    @OdishaEducation18 Месяц назад +1

    ମୋତେ ତ ଲାଗୁଛି ମୁଁ movie ଦେଖୁଛି ବୋଲି , ଆଉ କାହାକୁ ସେମିତି feelings ହଉଛି କହିଲ ଦେଖି🧐🧐🧐

  • @manasnayak7007
    @manasnayak7007 Месяц назад +8

    Tooo much looking most beautiful...... pictures❤

  • @kalebdigal7202
    @kalebdigal7202 Месяц назад +1

    ସବୁଠୁ ବେଷ୍ଟ୍ ଭିଡ଼ିଓ ଭାଇ

  • @b.ncreation3869
    @b.ncreation3869 Месяц назад +1014

    ଆଜି ମୋ birthday ହେଲେ 0 like 😊

  • @Odiatqmusic
    @Odiatqmusic Месяц назад +1

    ଲବ ଭାଇ ଙ୍କ 1M ହେବାକୁ ଯାଉଛି କିଏ କିଏ ଖୁସି ଅଛ like କର❤

  • @user-ri3ju2vs7o
    @user-ri3ju2vs7o Месяц назад +14

    Wonderful journey

  • @priyabratadashsharma153
    @priyabratadashsharma153 29 дней назад +1

    Bahut Ananda laguchi pratyeka desa re vdo saha ama odia bhasa suna gala❤

  • @Kshirodmunda-o3f
    @Kshirodmunda-o3f Месяц назад +7

    Jay jaganath,

  • @user-dq5io6dr1c
    @user-dq5io6dr1c Месяц назад +2

    ବହୁତ ସୁନ୍ଦର ଲାଗୁଛି ଭାଇ

  • @narendraraita4662
    @narendraraita4662 Месяц назад +3

    ଆଜିର ଭିଡିଓ ରେ ବହୁତ ଭଲ ଲାଗିଲା ଇଶ୍ଵର ଆଶୀର୍ବାଦ କରନ୍ତୁ ଧନ୍ୟବାଦ ଲବ ଭାଇ

  • @narayangouda4721
    @narayangouda4721 Месяц назад +1

    ଲଭ ଭାଈ ସବୁକୁ ଭଲ ପାଇବା ଦିଅନ୍ତି ଜୟ ଜଗନ୍ନାଥ 🤗❤️

  • @rupabhoi5008
    @rupabhoi5008 Месяц назад +5

    Ajira video mate bahut bhala lagila❤❤❤❤

  • @keshabnayak3766
    @keshabnayak3766 Месяц назад

    ଭାଇ ଏ ଲିଟ୍ରେଲି କୁ ମାଲଦ୍ଵୀପ ରେ କଉଠୁ ପାଇଲ 😂😂😂। ଏହି ଏପିଶୋଡ ଟି ବହୁତ ଭଲ ଲାଗିଲା। ଜୟ ଜଗନ୍ନାଥ।

  • @deepaknahak3012
    @deepaknahak3012 Месяц назад +12

    Ganjam ru kia dekhucha like kara❤

  • @RajeswarPradhan-gr5el
    @RajeswarPradhan-gr5el 29 дней назад

    ଅତି ସୁନ୍ଦର ଦୃଶ୍ୟ ଭାଇ ମୁଁ ପ୍ରଥମ ଥର ଏମିତି ଜାହାଜ ଦେଖିଲି।

  • @Ranjita-su7rl
    @Ranjita-su7rl Месяц назад +6

    ବଉତ ବଲ ଲାଗିଲା ଭାଇ🎉

  • @hrudanandasankhua5824
    @hrudanandasankhua5824 Месяц назад +1

    ଲବ ଭାଇ ଭିଡ଼ିଓ ବହୁତୁ ଭଲ ଲାଗିଲା ଲବ ଭାଇ ସବୁବେଳେ ଖୁସିରେ ରୁହ Love you Laba Bhai ❤️❤️❤️❤️❤❤️️️️️️️ଜୟ ଜଗନ୍ନାଥ 🙏 ଜୟ ଶ୍ରୀ ରାମ 🙏 Good bless you 👍

  • @bldiscovery9857
    @bldiscovery9857 Месяц назад +5

    Ajira video bahut bhola lagila bhai ❤️

  • @anjananayak747
    @anjananayak747 Месяц назад

    ତମେ ଯେଉଁ ଯେଉଁ information ଦିଅ, ସେଇଟା ବହୁତ ଭଲ ଲାଗେ। ତମ vlog ru jaga ସହ ଅନ୍ୟ ଜାନ କାରି ଭଲ ଲାଗେ। God bless you beta❤❤

  • @harishnimala5911
    @harishnimala5911 Месяц назад +3

    Odisha proudly say lobo Bhai great
    ... youtuber

  • @hiranyakumar5511
    @hiranyakumar5511 Месяц назад +1

    ଭାଇ ଆପଣଙ୍କ ର ponit of view ବହୁତ ସୁନ୍ଦର. Thank you. Best of luck. May God Bless you

  • @binapanimohapatra2879
    @binapanimohapatra2879 Месяц назад +3

    Joy Indian Laba Hansda Joy Jagannath God bless u❤❤❤❤

  • @mrdebasish6976
    @mrdebasish6976 29 дней назад

    ମୁଁ ସେତେବେଳୁ ଭାବୁଛି ଏ ସମୁଦ୍ର ଭିତରକୁ ଖାଡି, ଗୁଡି, cement କେମିତି ଗଲା ବହୁତ ବଢିଆ ଲାଗିଲା