ସମସ୍ତଙ୍କ ଭଏସ କୁ କପିକରି କେମିତି ଡ଼ାଏଲଗ୍ କୁହନ୍ତି // mitunavlogs // konarkgananatya // jatra //

Поделиться
HTML-код
  • Опубликовано: 21 ноя 2024

Комментарии • 2,4 тыс.

  • @simanpradhan7306
    @simanpradhan7306 11 месяцев назад +12

    ଅବିକଳ ସ୍ବର ବହୁତ ବଢିଆ ଲାଗିଲା ବହୁତ ବହୁତ ବହୁତ ଧନ୍ୟବାଦ୍ ଭାଇ

  • @janardhanpatra-zz2ih
    @janardhanpatra-zz2ih 7 месяцев назад +13

    🙏🙏🙏 ବହୁତ୍ ଭଲ ଲାଗିଲା

  • @prasantakumar6793
    @prasantakumar6793 2 года назад +16

    Wa ବହୁତ ସୁନ୍ଦର କଳାକାର ଟିଏ ଭଲ ଲାଗିଲା 👍

  • @devabratpradhan4613
    @devabratpradhan4613 27 дней назад +1

    ବହୁତ ସୁନ୍ଦର ଅଭି ବାବୁଙ୍କୁ ଅଭିନନ୍ଦନ, ଆଉ ବହୁତ ଅଭିନନ୍ଦନ ଯୋଗସୂତ୍ର କାରୀ ଅପା ଙ୍କୁ। ହରେକୃଷ୍ଣ ହରେକୃଷ୍ଣ

  • @niranjankisan6067
    @niranjankisan6067 Год назад +13

    Bahut sundar voice bhai... So nice

  • @swapneswarnag
    @swapneswarnag Год назад +4

    ATI sundar lagila👍👍👍👍👍

  • @sankarbiswal967
    @sankarbiswal967 Год назад +25

    ଅତି ସୁନ୍ଦର, ଭଗବାନ ଙ୍କ ଆଶୀର୍ବାଦ ତୁମ ପାଖରେ ସର୍ବଦା ରହିଥାଉ l ଜୟ ଜଗନ୍ନାଥ l

  • @balabantamallik6326
    @balabantamallik6326 Год назад +4

    Chamatkar bhai bohut bohut dhanya bad karuche bhai god bless you bhai amiti sabu bele khusi re ruha bhai

  • @sudhirnayak8995
    @sudhirnayak8995 Месяц назад +5

    ସ୍ୱର ଅବିକଳ ନକଲ କରୁଛ ଭାଇ, ବହୁତ ବଢିଆ, 👌👌ଧନ୍ୟବାଦ,

  • @biswabijaymishra76
    @biswabijaymishra76 2 года назад +46

    ବହୁତ ଭଲ ଲାଗିଲା wonderful voice, thanks 👍 brother, ଭଗବାନ ତୁମକୁ ସହାୟ ହୁଅନ୍ତୁ। ତୁମେ ଆହୁରି ଆଗକୁ ଯାଅ।

  • @chinmayabehera613
    @chinmayabehera613 2 года назад +41

    One of the best mimicry actor... Evergreen talented person of odisha. 👌 👌 👌 🙌

  • @natabarpradhan4244
    @natabarpradhan4244 2 года назад +15

    ଆମ ଓଡ଼ିଆ କଳାକାରଙ୍କ ପାଇଁ ଆମେ ଗର୍ବିତ। ଆଶା କରୁଛୁ ଏହିଭଳି ପ୍ରତିଭାମାନଙ୍କୁ ଯଥା ସମ୍ମାନ ପ୍ରଦାନ କରାଯାଉ। ଆପଣଙ୍କ ଚାନେଲ ମାଧ୍ୟମରେ କିଛି ଖୁସିର ଖୋରାକ ମିଳିଲା । ସୁନ୍ଦର ଉପସ୍ଥାପନା ପାଇଁ ହୃଦୟରୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ।🙏🙏ଜୟ ଜଗନ୍ନାଥ 🙏🙏💐💐

  • @kalicharanpadhy
    @kalicharanpadhy Год назад +10

    ବହୁତ ସୁନ୍ଦର କପି କରିଛନ୍ତି। ନିଶ୍ଚିତ ରୂପରେ ସତ୍ୟତା ଜଣା ପଡ଼ୁଛି। ବହୁତ ଭଲ ଲାଗେ ନିଜେ ଦୁଃଖରେ ଥାଇମଧ୍ୟ ଅନ୍ୟ ମୁହରେ ହସ ଫୁଟାଇବା ସମସ୍ତଙ୍କ ପାଖରେ ନଥାଏ । ଉଗବାନ ତୁମକୁ ବହୁତ ଆଗକୁ ନିଅନ୍ତୁ । ମେଡ଼େଙ୍କୁ ବି ବହୁତ ଧନ୍ୟ ବାଦ ପରିଚୟ୍ତୁ କର। ଇ ଥିବାରୁ,

  • @ranidash8676
    @ranidash8676 2 года назад +125

    ଭଗବାନ କରନ୍ତୁ ଏହି ପରି କଳାକାର ବହୁତ ନାଁ କରନ୍ତୁ, ଦୀର୍ଘାୟୁ ହୁଅନ୍ତୁ,
    ମାଡାମ ଙ୍କୁ ଧନ୍ୟବାଦ ଏହି ପରି କଳାକାରଙ୍କୁ ଆମ ପାଖରେ ପହଞ୍ଚେଇବା ପାଇଁ

  • @antaryamipatel7737
    @antaryamipatel7737 3 месяца назад +5

    ବହୁତ ସୁନ୍ଦର ଉପସ୍ଥାପନା,ଭାଇ ଙ୍କ ସଂଳାପ ବହୁତ ସୁନ୍ଦର ଲାଗିଲା

  • @brundabanbagh9085
    @brundabanbagh9085 2 года назад +12

    ବହୁତ ସୁନ୍ଦର କଳା ଭଗବାନ ତୁମକୁ ଦେଇଛନ୍ତି, ଆଗକୁ ତୁମର ଅଭିନୟ ଜାରି ରହୁ। ଜୟ ଜଗନ୍ନାଥ

  • @akashnayak3369
    @akashnayak3369 2 года назад +11

    ବହୁତ ଭଲ ଲାଗିଲା ସବୁଠାରୁ ବେଶୀ ହରପଟ ନାୟକଙ୍କ ଡାୟଲଗ ବହୁତ ଦୀନ ପରେ ସୁଣୀବାକୁ ମିଳିଲା ଅତି ସୁନ୍ଦର ❤️❤️🙏🙏 ଜୟ ଜଗନ୍ନାଥ

  • @satyamfreelearnearn.....9151
    @satyamfreelearnearn.....9151 2 года назад +3

    Video re 2 jana beautiful kalakar ashithile ....nice

  • @bidyadharbiswal4431
    @bidyadharbiswal4431 Год назад +2

    ବହୁତ ସୁନ୍ଦର, ବହୁତ ବଢ଼ିଆ 👍👌♥️

  • @prasantakumarmahapatra2297
    @prasantakumarmahapatra2297 Месяц назад +3

    Bahut bhala lagila mituna konarak gana natya mituna 🎉🎉🎉 om namah shivay om sri sri LADUKESH MAHESH SARANAKUL ladubaba santosh kumar mahapatra narendrapur saranakul ladubaba

  • @malayapanaka5961
    @malayapanaka5961 Год назад +3

    Oooo. Bhai 🔥💯💞✔️ super. God bless you jai jagannath 🙏

  • @mpodiatechno1983
    @mpodiatechno1983 2 года назад +7

    ଧନ୍ୟବାଦ୍ ଜଣାଉଛୁ ଆପଣଙ୍କ ଚାନେଲ୍ କୁ ଏବଂ କଳାକାର ଭାଇଙ୍କୁ।
    God bless you

  • @prasantapattanaik862
    @prasantapattanaik862 3 месяца назад +3

    Oh! The best. Very talented Boy. Most praiseworthy.Really.

  • @nityanandapatra8848
    @nityanandapatra8848 Год назад +8

    ଧନ୍ଯବାଦ ଭାଇ, ଯାହା ହେଉ ଭଗବାନ ଆପଣଙ୍କୁ ଭଲ କଳା ଦେଇଛନ୍ତି

  • @456ashok
    @456ashok 2 года назад +3

    Bahuti bhala lagila mituna didi
    Really very amazing this video and voice message mimicry 👍👍

  • @mrutyunjay.311
    @mrutyunjay.311 2 года назад +3

    Bahut mast... Awesome......❤️❤️❤️❤️

  • @mdjashisremix3435
    @mdjashisremix3435 Год назад +3

    ବହୁତ ସୁନ୍ଦର ଥିଲା ସମସ୍ତ କର ଭଏସ୍

  • @yangstarakash8212
    @yangstarakash8212 Год назад +12

    ବହୁତ ଭଲ ଭାଇ ଆଗେଇ ଚାଲ... ଆମେବି ଯାଜପୁରିଆ

  • @suryakantamohanti2866
    @suryakantamohanti2866 2 года назад +24

    ଧନ୍ଯବାଦ ଭାଇ ଧନ୍ଯବାଦ!
    ଶତକୋଟି ପ୍ରଣାମ ତୁମ ପିତା ମାତାଙ୍କୁ,
    ଆଉ ଧନ୍ଯବାଦ ମାଡମଙ୍କୁ, ତାଙ୍କ ଲାଗି
    ଆମେ ଧନ୍ୟହେଲୁ,
    ନମସ୍କାର ମାଡମ🙏

  • @LingarajRout-x5q
    @LingarajRout-x5q 29 дней назад +2

    BhAi.bahuta.danyabad

  • @chaitanyabariki810
    @chaitanyabariki810 2 года назад +26

    ସୁନ୍ଦର ଭିଡିଓ ❤️ ସୁନ୍ଦର ଉପସ୍ଥାପନା ❤️ ଏମିତି ସବୁ କଳାକାର ଙ୍କ ସାକ୍ଷାତ କାର ନିଅନ୍ତୁ 🙏 ଜୟ ଜଗନ୍ନାଥ 🙏 ବନ୍ଦେ ଉତ୍କଳଜନନୀ 🙏 ଜୟ କୋଣାର୍କ ଗଣନାଟ୍ୟ 🙏🙏 🙏

  • @BIKICREATION20
    @BIKICREATION20 2 года назад +4

    Wahh...very nice....👌👌👌👌👌

  • @ommsainayaksai5548
    @ommsainayaksai5548 Год назад +3

    ବହୁତ ସୁନ୍ଦର ଲାଗିଲା voice 🙋🏻‍♂️💯🙋🏻‍♂️🕺🏻💯💯💯💯💯💯💯💯🤟🤟🤟🤟🤟🥰🥰🥰🥰🥰🥰 God bless you bro

  • @NiranjanRao-d9h
    @NiranjanRao-d9h Год назад +2

    Super telent bhai manigali a bhagban asirbad achi bhai blessed you

  • @jayhindvlogs5512
    @jayhindvlogs5512 Год назад +2

    ବହୁତ ବଢିଆ ଲାଗୁଚି Bright future

  • @pradeepkanhar8663
    @pradeepkanhar8663 Год назад +4

    Verry verry Thank you brother for your voice.

  • @ranikanhar7826
    @ranikanhar7826 2 года назад +14

    ଦିଦି ମୁ ବହୁତ୍ ଖୁସି ହୋଇଗଲି ଆପଣଙ୍କୁ ବହୁତ୍ ବହୁତ୍ ଧନ୍ୟବାଦ୍ ମୋ favorite actors ମାନଙ୍କ voice ଶୁଣିବାକୁ ପାଇଲି thank you di

  • @babulkumar4004
    @babulkumar4004 2 года назад +6

    ଆପ୍ପା ଆପଣକୁ ହୃଦୟରୁ ଧନ୍ୟବାଦ କେତେ ଲୁଚି ରହିଥିବା କଳାକାରମାନଂକୁ ସମସ୍ତଙ୍କ ସାମ୍ନାକୁ ଆଣୁଛନ୍ତି ବହୁତ ବହୁତ ଧନ୍ୟବାଦ ଆପ୍ପା

    • @mitunavlogs1379
      @mitunavlogs1379  2 года назад

      Agyan 🙏

    • @Asishi3379
      @Asishi3379 Год назад

      ତମେ ଆସ ଆମ ଯାତ୍ରା ରେ ରୋଲ୍ କରିବ

  • @sasmitasahu9097
    @sasmitasahu9097 27 дней назад +2

    ବହୁତ ସୁନ୍ଦର କହୁଛ ଭାଇ ଭଲ ଲାଗିଲା

  • @TheSakhyaatkaar
    @TheSakhyaatkaar Год назад +1

    ଭଲ ଲାଗିଲା । କଳାକାରତ ଅତି ସୁନ୍ଦର, ଜଣେ ସରଳିଆ ମଣିଷ ମଧ୍ୟ ।

  • @anupworld7231
    @anupworld7231 2 года назад +3

    Khatarnak 😀😀😀😘😘😘🙏🏻🙏🏻🙏🏻Bhai.... All legends miss you ... All odia super star of old filmy dunia 😭🙏🏻

  • @sarbeswarmahanta2923
    @sarbeswarmahanta2923 Год назад +3

    ଜୟ ଜଗନ୍ନାଥ ଅପା 🌹🌹🌹ଅଭିମନ୍ୟୁ ଭାଇ ଜୟ ଜଗନ୍ନାଥ 🌻🌻🌻🌻🌻 ବହୁତ ସୁନ୍ଦର ବହୁତ ସୁନ୍ଦର 🙏🙏🙏🙏🙏💮💮🏵️🏵️🌼🏵️💮🌸

  • @pradipkumarbehera7086
    @pradipkumarbehera7086 2 года назад +4

    ଅତି ସୁନ୍ଦର voice👌

  • @birendrakumarmahanta1516
    @birendrakumarmahanta1516 Год назад +1

    ବହୁତ୍ ସୁନ୍ଦର୍ ଭାଇ ଆପଣଙ୍କର ମିମିଗ୍ରି🥰🥰🥰🥰👍👍👍

  • @asutoshraj3651
    @asutoshraj3651 22 дня назад +2

    ଭାଇ କି ଅବିକଳ ନକଲ ବହୁତ ବହୁତ ଧନ୍ୟବାଦ

  • @subhenupalai7296
    @subhenupalai7296 Месяц назад +3

    ସେଇ ଗଳାରୁ ଅନେକ ସ୍ୱର ବଦଳାଇବା କଷ୍ଟକର।କିନ୍ତୁ ଭାଇ ପ୍ରତ୍ୟେକ ସ୍ୱରକୁ ଅତି ସୁନ୍ଦର ଭାବରେ ଉପସ୍ଥାପନା କରିବା ପାଇଁ ଅନେକ ଅନେକ ଶୁଭେଚ୍ଛା ଓ ଧନ୍ୟବାଦ।।

  • @gourangojha8202
    @gourangojha8202 2 года назад +4

    👌👌👌👌👌ଭଲ ଲାଗୁଛି ଭାଇ ମିଶିଯାଉଛି

  • @ajambarsabar6528
    @ajambarsabar6528 Год назад +16

    ଆରେ ଭାଇ ଓଡ଼ିଆ ପୁଅ ହେଇଥିବାରୁ ତୁମ ପାଇଁ ମୁଁ ଗର୍ବିତ thanks amen

  • @KISHOREKUMARDAS-vn9ez
    @KISHOREKUMARDAS-vn9ez 3 месяца назад

    ବହୁତ ବଢିଆ ଲାଗିଲା ଭାଇ
    ତମେ କୋଉ ଆର୍ଟିଷ୍ଟ ଠାରୁ କମ ନୁହଁ...
    ଜୟ ଜଗନ୍ନାଥ
    🙏🙏🙏

  • @DebendraMohuria
    @DebendraMohuria 22 дня назад +2

    Very very nice teun 👌👌👌👌👌

  • @biswanathnaikbankipalisank5968
    @biswanathnaikbankipalisank5968 2 года назад +4

    Bahut sundar posts sister 👌👌👌

  • @sunitabeherdalaibeherdalai4183
    @sunitabeherdalaibeherdalai4183 Год назад +4

    Ekllent voice ....my heart touching ❤

  • @ankitmohanty8190
    @ankitmohanty8190 2 года назад +4

    Wow chamatkar, duniare amiti bi Manisa achhanti.god bless you.

  • @laxmidharmahanta1750
    @laxmidharmahanta1750 Год назад +2

    Excellent dialogue.Keep it up.

  • @arta196
    @arta196 Год назад +2

    ସେତିକି ମନକୁ ନ ଛୁଇଁଲେ ଧନ୍ୟବାଦ ବି ଦିଏନା, କି ଏ ବାବୁଙ୍କୁ ମୁଁ ଧନ୍ୟବାଦ ଦେଉଛି, ଏଇଥିପାଇଁ ଯେ ସେ ଯେଉଁ କପି କରିଛନ୍ତି ନିଶ୍ଚିତ ଭାବେ ମନଛୁଆଁ ଲାଗୁଛି ।ବହୁତ ସୁନ୍ଦର,ବହୁତ ଧନ୍ୟବାଦ

    • @mitunavlogs1379
      @mitunavlogs1379  Год назад

      Agyan 🙏

    • @raghunathsahoo3971
      @raghunathsahoo3971 Месяц назад

      ଅତି ସୁନ୍ଦର ଜୟ ଜଗନ୍ନାଥ
      ଛୋଟ ରୁ ବଡ଼ ହୋଇ ନାମ ରଖିବ

  • @amulyasahoojatra7163
    @amulyasahoojatra7163 2 года назад +6

    ଅପା ଜୟ ଜଗନ୍ନାଥ 🙏🙏🙏
    ଆଜିର ଭିଡ଼ିଓ ଟି ଭଲ ଲାଗିଲା
    👍👍👍👍👍👍👍👍

  • @ajitkumardasadhikari5583
    @ajitkumardasadhikari5583 Год назад +4

    Excellent artist, hates off 👏 👌

  • @ramakantadas7606
    @ramakantadas7606 2 года назад +6

    ବହୁତ ଭଲ ହୋଇଛି ଅଭିଭାଇ ମୋ ମନ ଏତେ ଖୁସି ଯେ ଭାସାରେ ପ୍ରକାଶ କରିପାରୁନି ଆଗକୁ ମାଡ଼ି ଚାଲନ୍ୟବାଦ

  • @gopalmajhi2234
    @gopalmajhi2234 Год назад +2

    Mam ଆପଣକୁ ବହୁତ ବହୁତ ଧନ୍ୟବାଦ 🙏 ଏମିତି କଳାକାର ଙ୍କୁ ଆମ ମାନଙ୍କ ସମ୍ମୁଖରେ ପହଞ୍ଚେଇବା ପାଇଁ 👍👍👍

  • @tunigouda
    @tunigouda Год назад +1

    ଅତି ସୁନ୍ଦର ଲାଗୁଚି ଏ ଅପେରା ତ ମୋର ବହୁତ ଭଲ ଲାଗୁଚି 🙏🙏🙏🙏

  • @beheraajaya3208
    @beheraajaya3208 Год назад +5

    ସିଦ୍ଧାନ୍ତ ସାର୍ ଙ୍କ voice awesome

  • @sdr1412
    @sdr1412 Год назад +6

    Nice voice bro 👌👌👌👌👌🎤

  • @DP-nh9qq
    @DP-nh9qq 2 года назад +10

    God gifted voice .Really Thank you brother. 🙏

  • @arunkumarmishra9212
    @arunkumarmishra9212 18 дней назад +1

    ରବି ଶତପଥୀଙ୍କ ଭଏସ୍ ସବୁଠାରୁ ବହୁତ୍ ଭଲ ଲାଗିଲା, ଭଗବାନ ମଙ୍ଗଳ କରନ୍ତୁ

  • @suneeljain2809
    @suneeljain2809 22 дня назад +1

    ATI Sundar lagila bhai 👍👍👍👌👌👌

  • @rajeshpanda.6328
    @rajeshpanda.6328 2 года назад +5

    very nice vidio apa

  • @arunkumarnayak9209
    @arunkumarnayak9209 2 года назад +4

    Very very intelligent good voice thanks God bless you jesus

  • @kajal94142
    @kajal94142 Год назад +5

    Oh bhari badhia talent bhai emiti loka ra talent ku banchhai rakha odia industry agaku jiba🤩

  • @mayadharbehera428
    @mayadharbehera428 Год назад +1

    ବହୁତ୍ ସୁନ୍ଦର୍ ଧନ୍ୟବାଦ୍ ଭାଇ ଙ୍କ ଭଏସ୍

  • @ksetramohonbehera3289
    @ksetramohonbehera3289 Год назад +1

    ବହୁତ. ବହୁତ ସୁନ୍ଦର. ତାଙ୍କ ପାଖରେ. ପ୍ରଜ୍ଞା. କମେଡିଆନ. ଅଙ୍ଗନ ୱାଡି. ଛୁଆ

  • @bhajamannaik7620
    @bhajamannaik7620 2 года назад +4

    Excellent voice Vai...

  • @gidiyanpani1845
    @gidiyanpani1845 2 года назад +6

    Mind blowing bhai..❤this performance

  • @simanchalmahankud5956
    @simanchalmahankud5956 Год назад +3

    ଵହୁତ ଭଲ ଲାଗିଲା ।ପୁଣି ଥରେ ଅଲଗା ଭିଡିଓ ରିଲେ କରନ୍ତୁ।

  • @rasmiranjan2047
    @rasmiranjan2047 2 года назад +1

    ଅତି ସୁନ୍ଦର ନିମିକ୍ରି ରାଇ ସlର୍ ହର ସlର୍ ବିନୋଦ ବିଜୟ ପୁରା ମିଶୁଚି

  • @laxmidhardalabehera4611
    @laxmidhardalabehera4611 Год назад +1

    ଆମେତ ଓଡ଼ିଆ ବହୁତ ବହୁତ ସୁନ୍ଦର ‌ବହୁତ ବଢିଆ।

  • @sanjaynayak1462
    @sanjaynayak1462 2 года назад +9

    ଭାଇ ମୋର ସୁନ୍ଦର କମେଡି କଲେ ସତରେ mind-blowing acting kale god bless you Bhai 🙏🙏
    Aau ମିଟୁ ଦିଦି ଆପଣଂକୁ ବି ମୋର ପ୍ରଣାମ 🙏ତମ ସିନ ଦେଖିଲେ ଦିଦି, ଆଖିରେ 😂ଲୁହ ଆସିଯାଏ 🙏🙏🙏👍👩‍👧‍👦

  • @goodartitude.9917
    @goodartitude.9917 Год назад +11

    ଭାଇ ବହୁତ ବଢିଆ mimicry କରୁଛନ୍ତି... SUPER 👌👌

  • @swapneswarpaikaray1229
    @swapneswarpaikaray1229 2 года назад +11

    ସଂଳାପ ତ ବହୁତ ଭଲ ଲାଗିଲା ।ତେବେ ଏମିତି ସ୍ବରକୁ ନେଇ ମଧ୍ୟ ଭିଡିଓ କରନ୍ତୁ

  • @susantasethi7519
    @susantasethi7519 2 года назад +1

    Bahut bhala lagila mituna apa

  • @santoshkumarmandal9679
    @santoshkumarmandal9679 Год назад +1

    ବଉତ ଭଲ ଲାଗିଲା all the best God bless you

  • @sudambhaiofficial2999
    @sudambhaiofficial2999 2 года назад +4

    Beautiful voice bhai... ❤️

  • @jayantamallick6477
    @jayantamallick6477 Год назад +79

    ଅବିକଳ ନକଲ କରୁଥିବାରୁ ଅନେକ ଧନ୍ୟବାଦ୍ ।

  • @Binod.jatra7
    @Binod.jatra7 2 года назад +15

    ଜୟ ଜଗନ୍ନାଥ my god is Tha best artist =Jollywood

  • @trilochanmohanty6563
    @trilochanmohanty6563 Год назад +1

    ,ବହୁତ ସୁନ୍ଦର,ଭଗବାନ ମଙ୍ଗଳ କରନ୍ତ ❤❤❤

  • @NarayanSahu-kk4ju
    @NarayanSahu-kk4ju 3 месяца назад

    ସତି ସୁନ୍ଦର ଅଭିନୟ ମୁଗାମମୋ ଖୁସ ହୁଆ

  • @jogindrasahoo808
    @jogindrasahoo808 Год назад +5

    Tremendious voice,God bless him.

  • @jyotijyoti9919
    @jyotijyoti9919 2 года назад +3

    Nice voice 👌👌👌👌

  • @rashmiranjanmohapatra2181
    @rashmiranjanmohapatra2181 2 года назад +4

    ବିନୋଦ voice 👌👌👌

  • @AmitKumarBiswal-i4e
    @AmitKumarBiswal-i4e 8 дней назад +1

    ଏ ଭାଇ ଜଣଙ୍କୁ ରାଷ୍ଟ୍ରପତି ପୁରସ୍କାର ମିଳିବା ଦରକାର ❤

  • @hemalatabajubondho1143
    @hemalatabajubondho1143 Год назад +2

    ଅପା। ନମସ୍କାର। ବଢିଆ ଲାଗିଲା।

  • @binodbiharinayak54
    @binodbiharinayak54 2 года назад +8

    bhai most beautiful voice jay jagannath ❤🙏

  • @gourangojha8202
    @gourangojha8202 2 года назад +2

    ମାନିବାକୁ ପଡିବ ତୁମକୁ ବାହୁତ ବଢିଆ ଲାଗୁଛି 👍👍👍👍👌👌👌👌👌👌👌👌

  • @padalamdumali5865
    @padalamdumali5865 2 года назад +5

    ଭାଇଙ୍କୁ 100ସଲାମ

  • @chudamanidharua7208
    @chudamanidharua7208 2 года назад +1

    ବହୁତ ବହୁତ ସୁନ୍ଦର କଫି କରୁଛନ ଦାଦା ଧନ୍ୟ ବାଦ୍

  • @manoranjanseth5198
    @manoranjanseth5198 Год назад +1

    ଖୁବ ସୁନ୍ଦର ମିମିକ୍ରି...👌👌👌😂😂

  • @khusimallik6724
    @khusimallik6724 2 года назад +3

    ଜୀବନରେ ବହୁତ ଆଗକୁ ଯିବେ ଭାଇ ଆମର

  • @rajendradalabehera4142
    @rajendradalabehera4142 2 года назад +2

    ଭଗବାନ ଏହିଭଳି ପ୍ରତିଭାକୁ ଦୀର୍ଘାୟୁ କରନ୍ତୁ ।ଚମତ୍କାର ଅତିଚମତ୍କାର ଧନ୍ୟବାଦ।ବହୁତ ବର୍ଷପୂର୍ବେ "ମହେଶ୍ୱର ମହାନ୍ତି"ନାମରେ ଜଣେ କଳାକାର ଥିଲେ ,ସେ ସ୍କୁଲ କଲେଜ ବୁଲନ୍ତି ।ଏକାଙ୍କିକା ଦେଖାନ୍ତି ।ସେ ଜଣେ ବହୁତ ପ୍ରକାର ଶ୍ୱର ରେ ସଂଳାପ କରିପାରୁ ଥିଲେ ।ବୋଧହୁଏ ନୟାଗଡ ଗ୍ରାମର ଲୋକ ।

  • @muktisarthak4322
    @muktisarthak4322 Год назад +3

    Super

  • @tapassahu6659
    @tapassahu6659 Год назад +1

    Bahut bahut bholo lagila apa,mind blowing voice

  • @newstarsvision7754
    @newstarsvision7754 3 месяца назад +1

    Wow Vai super ❤ଭାଇ ତାରିଫ ନକରି ରହି ହଉନି।