Размер видео: 1280 X 720853 X 480640 X 360
Показать панель управления
Автовоспроизведение
Автоповтор
Bahutu Bhala Lagila Video ❤❤❤❤
ଅତି ସୁନ୍ଦର ସ୍ୱର 🙏🙏🙏🙏🙏 ପ୍ରଶାସନ ଦୟାକରି ଏହି ଲୋକକଳା କୁ ବଞ୍ଚାଇ ରଖିବାକୁ ଅନୁରୋଧ
ଅତି ସୁନ୍ଦର ସୁର 🙏🙏🙏
ଅତି ସୁନ୍ଦର
ଗାଁ ଗହଳିରେ ଲୁଚି ରହିଥିବା କଳାକା ପାଇଁ ଧନ୍ୟବାଦ
Verry verry good
Wawa apanak swar badhia 🙏🙏🙏
Guru jananku koti koti pranam 🙏🙏
ବୟସର ଅପରାହ୍ନରେ ଏତେ ସୁନ୍ଦର ସ୍ୱର । ଆଜିର ଆଧୁନିକ ସମୟରେ ଲୋପ ପାଇଯାଉଥିବା ଏହି ଲୋକନୃତ୍ୟ କୁ ବଜାୟ ରଖିବାକୁ ମୁଁ ପ୍ରସାଶନ କୁ ଅନୁରୋଧ କରୁଛି । ଏହି କଳାକାରଙ୍କୁ ଏବଂ ସନ୍ତୋଷ ସାର୍ ଙ୍କୁ ମୋର ବହୁତ ବହୁତ ଧନ୍ଯବାଦ 🙏🙏🙏
🙏🙏🙏🙏🙏କୋଟି କୋଟି ପ୍ରଣାମ ଏମାନେ ହିଁ ପ୍ରକୁତରେ କଳାକାର. ଏମାନଙ୍କ ପାଖରେ ଆଜିର କଳା କିଛି ନାହିଁ. ଧନ୍ୟବାଦ ସନ୍ତୋଷ ବାବୁ ଆପଣଙ୍କ ପ୍ରୟାସ କୁ
ଆଉ ବଞ୍ଚିବନି ଆଜ୍ଞା,ରାଧା ପ୍ରେମ ଲୀଳା ଏବେ ମୃତ
ଜଗନ୍ନାଥ ଜଗତର ମଙ୍ଗଳ କରନ୍ତୁ
ବହୁତ୍ ବହୁତ୍ ଧନ୍ୟବାଦ୍
ସତରେ ଖୁସିରେ ଆଖିରୁ ଲୁହ ଆସି ଯାଉଛି...ଏ ବୟସ ରେ ବି ଏତେ ସୁନ୍ଦର ସ୍ୱର ରେ ଗାଉଛନ୍ତି 🙏🙏🙏
ଧନ୍ୟବାଦ ଦ୍ବାରିକା ମହାସୟ
ଯେତେ ପ୍ରଶଂସା କଲେ ବି କମ୍ ପଡ଼ିବ। ଭଗବାନଙ୍କ ଆଶୀର୍ବାଦ ରେ ଏମାନେ ନିଶ୍ଚୟ ବୈକୁଣ୍ଠ ବାସ ର ଅଧିକାରୀ। କୋଟି କୋଟି ପ୍ରଣାମ, ଭଗବାନଙ୍କ ଲୀଳା ବର୍ଣ୍ଣନା କରୁଥିବାରୁ।❤
Sundar voice 🎉🎉🎉🎉🎉🎉🎉💯💯💯💯💯
bohuto sundr
Amazing voice❤❤❤.
ଅତି ସୁନ୍ଦର ଗାୟନ ପ୍ରକୃତ କଳାକାରମାନ ଙ୍କୁ ସନମାନ ମିଳୁ
Rare krishna krishna krishna hare hare
Jay Jagannath Swami Bayasa ra sesha samaya re madya bahut sundar swara re gai parichanti dhanyabad.. bhagaban tanku mangala kamana karantu..
Mi like ❤🎉
ଅତି ସୁନ୍ଦର ସ୍ୱର ପୁଣି ବୟସ ର ଅପରାହ୍ନ ରେ, ଆଜିର ଆଧୁନିକ ଯୁଗରେ ଏପରି ହଜିଯାଇଥିବା କଳା ଓ ସଂସ୍କୃତିକୁ ଏବେବି ବଞ୍ଚାଇବା କଷ୍ଟକର ଅଟେ। ମୁଁ ଅଶେଷ ପ୍ରଣାମ କରୁଛି ଏହି ରାଧାପ୍ରେମ ଲୀଳା ର ମଣ୍ଡଳୀଙ୍କୁ
I am also 🙏🙏
ବହୁତସୁ ନ୍ଦର କ ଣ୍ଠ ବହୁତ ଧନ୍ୟ ବାଦ
Jay Jagannath swamy
Samstha nku mu pranam janauchhi🙏🏻🙏🏻
Ati sundar abhinay
ଖୁବ ସୁନ୍ଦର କଳା ଓ ସଂସ୍କୃତି ଗ୍ରାମାଞ୍ଚଳ ର 🙏🙏🙏
ଜୟ ଜଗନ୍ନାଥ ଆପଣ ମାନଙ୍କୁ କୋଟି କୋଟି ପ୍ରଣାମ
A beautiful
ବହୁତ୍ ବଢିଆ, ଦୁଆରୀ ଆଜ୍ଞା ଙ୍କୁ ଶତ ଧନ୍ୟବାଦ୍ 🙏
ବହୁତ୍ ବଢିଆ ଲାଗିଲା ❤❤❤❤❤❤
ଏତେ ସୁନ୍ଦର ସ୍ୱର ପୁଣି ଏଇ ବୟସରେ 🤔🤔ଅତି ସୁନ୍ଦର 💞💞💞
ବାଃ ବାଃ ବାଃ ଖୁସିରେ ବିଭୋର ହେଲି 🙏🙏🙏
ଜୟଜଗନ୍ନାଥ ଏପରି ପରିଣତ ବୟସରେ ଏ କଣ୍ଠଶ୍ଵର ଶୁଣି ମୁଁ ଆଶ୍ଚର୍ଯ୍ୟ ଚ଼କିତ ଏପରି କଳାକୁ ସରକାରୀ ପ୍ରୋତ୍ସାହନ ନିହାତି ଆବଶ୍ୟକ ଜୟ ପ୍ରଭୁ ଜଗନ୍ନାଥ ଜୟ
ରାଜା ସିନା ପୂଜା ପାଏ ଆପଣା ଦେଶରେ।କବି ପୂଜା ପାଉଥାଏ ଦେଶ ବିଦେଶ ରେ।।A ବୟସରେ ପୁଣି ଏତେ ସ୍ୱର ତାଳ mast 👌👌🙏🙏🙏
ଅତି ସୁନ୍ଦର କଲା ଏହି ବୟସରେ 🙏🙏🙏🙏🙏
ଅମୂଲ୍ୟ ଗୀତ ଅମୂଲ୍ୟ ସ୍ବର
ଅତି ସୁନ୍ଦର ପ୍ରୟାସ ଲୋକନୃତ୍ୟ ଗୁରୁ ସନ୍ତୋଷ ପାଢ଼ୀ ମହୋଦୟଙ୍କୁ ଅତି ଉଚ୍ଚ ଚିନ୍ତାଧାରା ବରିଷ୍ଠ କଳାକାର ମାନଙ୍କ ପ୍ରଚାର ଓ ଗଞ୍ଜାମ ଲୋକକଳା ସଂସ୍କୃତିକୁ ବଞ୍ଚେଇବା ମାଧ୍ୟମ ତଥା ପ୍ରୟାସକୁ ଶତ ଶତ ପ୍ରଣାମ ଜଣାଉଛି ।
Supara 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🤳🤳🤳
Jay jagannath old age super voice 👌
ସମସ୍ତ କଳାକାର ବୃନ୍ଦ ଙ୍କୁ ହୃଦୟ ରୁ କୋଟି ପ୍ରଣାମ 🙏🏻🙏🏻🙏🏻
ଏ ମାନେ ପ୍ରକୁତରେ କଳାକାର 🙏🙏🙏🙏
#ରାଧାପ୍ରେମ ଲୀଳା ଜୟଶ୍ରୀ ଶାରଦା ଗୋ ସଞ୍ଜକଞ୍ଜଲୋଚନାବିଧୁବନ୍ଦନା କୁନ୍ଦରଦନା ଗୋ..ପଦ..ଦିବ୍ୟ ଗାନକୁଶଳା, କୁନ୍ଦ-ଇନ୍ଦୁଧବଳା, ଦୀନଜନ ବତ୍ସଳା ଅମରୀ ଶିରମାଳା ଯେ...ମଣିହାର ମଣ୍ଡିତ କୁଚ କୁମ୍ଭମଣ୍ଡଳା ଦଳିତାଞ୍ଜନରେଖା ମଞ୍ଜୁ ନେତ୍ର ଯୁଗଳା,ମାଣିକ୍ୟ ବୀଣା ଗୁଣା-ଙ୍ଗୁଳି ଚାଳକ କଳା-କଉତୁକିନୀ ମନମୋହିନୀ ବାଳା - 1ତବ କରୁଣା ଲେଶ ସଂପାଦି ଆଦି ଶେଷ ,ରତି ମହତ ଭାଷ୍ୟ ଭାବେ ରଖିଲେ ଯଶ -2ଧନ୍ୟ ସେ ବୃହସ୍ପତି ବିରଚି ନାନା ସ୍ତୁତି .ଅରଜି ଗୁରୁ ଖ୍ୟାତି ସରଜିଲେ କୀରତି-3ପଡ଼ି ସେ ପାଦ ତଳେ କିଶୋରଚନ୍ଦ୍ର ବୋଲେ ସଦୟ ନେତ୍ରାଞ୍ଚଳେ ଅନାଇ ଦିଅ ବାରେ-4
❤❤❤❤❤ ବହୁତ ସୁନ୍ଦର କଣ୍ଠ ❤❤❤❤
Salute all artists.....
Jay jagannath swami
Beautiful song
❤❤❤
Pilabele ae nach kete dekhichi buliGreat our Artist
very good
ସମସ୍ତ କଳାକାର ମାନଙ୍କୁ ଧନ୍ୟବାଦ ଜଣାଉଛି,ପରିଣତ ଵୟସରେ ମାଶାରଦା ଙ୍କ କ୍ରୁପାରୁ କଣ୍ଠସ୍ଵର ସୁନ୍ଦର ରହିଛି,ଏହି ଵିଲୁପ୍ତ କଳା ଆଜିର ସମାଜକୁ ପ୍ରେରଣାଦାୟୀ ହେଉ।🙏ଜୟ ଜଗନ୍ନାଥ🙏
ନିଶ୍ଚିତ ଭାବରେ ପ୍ରୋତ୍ସାହନ ସହିତ କଳାକାର ଭତ୍ତା ମିଳିବା ଆବଶ୍ୟକ ଓ କଳାକୁ ବଞ୍ଚାଇବା ଆମ କର୍ତ୍ତବ୍ୟ । ❤
Supper 🌹🌹🌹🙏🙏🙏🌹🌹🌹🤔🤔🤔🤔
ବହୁତ ବଢିଆ ପ୍ରୟାସ ଗୁରୁ ସନ୍ତୋଷ ସାରକଥା ରେ ରହିଛି ସୁନା ଚିଂହେ ବଣିଆ
ଏ ବୟସରେ ସୁନ୍ଦର ସ୍ବର ଓ ପୁରୁଣା ଗୀତ ଆଧୁନିକ ଯୁଗରେ ଧନ୍ୟବାଦ🙏
ଇଏ ଗୋଟିଏ ଅତି ସୁନ୍ଦର ଅଭିଳାଷ ।
Odisha Sanskrit ku aei pari aagaku dekhaiba darakar.very good sir.jai Jagannath.
Bahuta khusi lagila ye bayasare yemiti kala pakhare rakhichanti Radha pema Lila kala karanku Mora hrudayaru pranam 🙏🙏🙏🙏🙏🙏🙏🙏🙏🙏🙏
बहुत-बहुत सुंदर है पापा जी
Bahut sundar paribeshan .sumadhur kanth.anya kichhi sumadhur geet apekhyare.
Jay Jagannath Jay 🙏🙏🙏🙏💐💐💐🙏🙏🙏🚩🚩👍👍
Bahut bahut dhanyawad duary angya nku❤
Amane mo Gaon pakha loka Thank you Guru Santosh padhi sar 👏👏👏
Jay sanatani ନମସ୍ତେ
କଳାକାର ସବୁବେଳେ ଅମର ତାର ମୃତ୍ୟୁ ନାହିଁ। ସେ ତା କଳା ମାଧ୍ୟମରେ ସଦା ସର୍ବଦା ଚିରଞ୍ଜିବୀ ।
Bapamananku,Mora, kotynameskar ❤❤❤❤❤
♥️♥️♥️बहुत ही सुन्दर है .."जितनी भी तारीफ की जाए उतना ही कम..."जय जगनथ"..🙏🙏🙏
Sundar
ପ୍ରଶାସନ ଙ୍କୁ ଅନୁରୋଧ ଏହି କଳା କୁ ବଞ୍ଚାଇ ରଖିବାକୁ ଅନୁରୋଧ 🙏🏻🙏🏻🙏🏻
ଲୋକମାନକର କଲା ସମସ୍ତ ଜନ ସାଧାରଣଙ୍କ ଲୋଚନକୁ ଆଣିବା ଅତି ସୁନ୍ଦର କାର୍ଯ୍ୟ
Radhe radhe
Ati sundar bapa mane singing🎤🎤🎤 karuchhanti 😍😍😍😍
Sundar Ati Sundar..
ଅତି ସୁନ୍ଦର ଭାବରେ ଗୀତ ଖାଉଛନ୍ତି ଆପଣମାନେ ବୟସ ୯୦ ହେଲେ କଣ ହେଲା ଜୟଶ୍ରୀ ଜଗନ୍ନାଥ।
Super voice 🙏🙏🙏👏👏👏👍👍👍
ଏ ଭଳି କଳା ଜାଣି ମଧ୍ୟ ଯଦି ଯୁଗ ପିଢି଼ ଯିଏ ସ୍ରୁଷ୍ଟି ନ କରିଛି ତାକଂ କୁ ନିଶ୍ଚୟ ପାପ ଲାଗିବ | କାରଣ ଏ କଳା ଆପଣ କଂ ର ଥିଲେ ମଧ୍ୟ ଗୁରୁକଂ ଆଶିର୍ବାଦ ରୁ ପାଇଛ ଆପଣ କଂ ଆଶିର୍ବାଦ ଓଡ଼ିଶାର ଅଶ୍ମିତା ,🙏,ଧନ୍ୟବାଦ |
ଆପଣମାନେ ଆମ ଜିଲା ର ଗଊରବ 🙏🏻🙏🏻🙏🏻🙏🏻
Dhanyabad ..santosh sir 🙏
Mora samashta gurujana maan ku namaskar
Very nice old is gold 👌👌👌🙏🙏🙏🙏🙏
Angya namaskr 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏
❤
Dhanyabad.old.is.gold
Radha Radha Radha Radha Radha Radha Radha Radha Radha Radha Radha Radha Radha Radha Radha Radha Radha Radha Radha Radha Radha Radha Radha Radha Radha Radha Radha Radha Radha Radha Radha Radha Radha Radha Radha Radha Radha Radha Radha Radha Radha Radha Radha Radha Radha Radha Radha Radha Radha Radha Radha Radha Radha Radha Radha Radha Radha Jai Shri radha
Dhanya Ganjam matiKalakar.
Nice old is gold
Nice🙏🙏🙏
Atee Sundara Kantha 💐🙏🙏
ଜୟ ଜଗନ୍ନାଥ ଏ କଳାକାର ଙ୍କୁ ମୋର ଆର୍ଥିକ ସୂବେଚ୍ଛା
ନମସ୍କାର 🙏🏾
ଅତି ସୁନ୍ଦର ସ୍ୱର 🙏🙏
ଏ ପରିଣତ ବୟସ ରେ ବି ଅତି ସୁନ୍ଦର ପରିବେଷଣ ଦେଖି ମୁଁ ମୋ ନିଜକୁ ବିଶ୍ୱାସ କରିପାରୁ ନାହିଁ। ସେମାନଙ୍କର ସେହି ପିଲାବେଳ ସମୟରେ କଣ କରିପାରୁ ଥିବେ। ତାହା ଭାବିଲା ବେଳକୁ ବହୁତ ଆଶ୍ଚର୍ଯ୍ୟ, ଚକିତ ଆଉ ବିସ୍ମିତ ଲାଗୁଚି।
Atisundar
Bahut danyavadh
eknumber
SALUTE to all artists
Athi Sundara galabahuta vala
Very nice, Old Is Gold 🙏🙏🙏🙏🙏
ଜୟ ଜଗନ୍ନାଥ କଥାରେ ଅଛି ସୁନା ଚିହ୍ନେ ବଣିଆ ଗୁଣ ଚିହ୍ନେ ଗୁଣିଆ ସେମିତି ଗୋଟିଏ କଳା କାର କୁ ଆଉ ଗୋଟିଏ କଳା କାର ହିଁ ଚିହ୍ନି ପାରେ ଅନ୍ୟ କେହି ଚିହ୍ନି ପାରେ ନାହିଁ ଜୟ ହିନ୍ଦ୍ ଜୟ କଳା ଓ ସଂସ୍କୃତି
Jai kala jai ganjam jai jagannath
Nice
All are good
Bahutu Bhala Lagila Video ❤❤❤❤
ଅତି ସୁନ୍ଦର ସ୍ୱର 🙏🙏🙏🙏🙏 ପ୍ରଶାସନ ଦୟାକରି ଏହି ଲୋକକଳା କୁ ବଞ୍ଚାଇ ରଖିବାକୁ ଅନୁରୋଧ
ଅତି ସୁନ୍ଦର ସୁର 🙏🙏🙏
ଅତି ସୁନ୍ଦର
ଗାଁ ଗହଳିରେ ଲୁଚି ରହିଥିବା କଳାକା ପାଇଁ ଧନ୍ୟବାଦ
Verry verry good
Wawa apanak swar badhia 🙏🙏🙏
Guru jananku koti koti pranam 🙏🙏
ବୟସର ଅପରାହ୍ନରେ ଏତେ ସୁନ୍ଦର ସ୍ୱର । ଆଜିର ଆଧୁନିକ ସମୟରେ ଲୋପ ପାଇଯାଉଥିବା ଏହି ଲୋକନୃତ୍ୟ କୁ ବଜାୟ ରଖିବାକୁ ମୁଁ ପ୍ରସାଶନ କୁ ଅନୁରୋଧ କରୁଛି । ଏହି କଳାକାରଙ୍କୁ ଏବଂ ସନ୍ତୋଷ ସାର୍ ଙ୍କୁ ମୋର ବହୁତ ବହୁତ ଧନ୍ଯବାଦ 🙏🙏🙏
🙏🙏🙏🙏🙏କୋଟି କୋଟି ପ୍ରଣାମ ଏମାନେ ହିଁ ପ୍ରକୁତରେ କଳାକାର. ଏମାନଙ୍କ ପାଖରେ ଆଜିର କଳା କିଛି ନାହିଁ. ଧନ୍ୟବାଦ ସନ୍ତୋଷ ବାବୁ ଆପଣଙ୍କ ପ୍ରୟାସ କୁ
ଆଉ ବଞ୍ଚିବନି ଆଜ୍ଞା,
ରାଧା ପ୍ରେମ ଲୀଳା ଏବେ ମୃତ
ଜଗନ୍ନାଥ ଜଗତର ମଙ୍ଗଳ କରନ୍ତୁ
ବହୁତ୍ ବହୁତ୍ ଧନ୍ୟବାଦ୍
ସତରେ ଖୁସିରେ ଆଖିରୁ ଲୁହ ଆସି ଯାଉଛି...
ଏ ବୟସ ରେ ବି ଏତେ ସୁନ୍ଦର ସ୍ୱର ରେ ଗାଉଛନ୍ତି 🙏🙏🙏
ଧନ୍ୟବାଦ ଦ୍ବାରିକା ମହାସୟ
ଯେତେ ପ୍ରଶଂସା କଲେ ବି କମ୍ ପଡ଼ିବ। ଭଗବାନଙ୍କ ଆଶୀର୍ବାଦ ରେ ଏମାନେ ନିଶ୍ଚୟ ବୈକୁଣ୍ଠ ବାସ ର ଅଧିକାରୀ। କୋଟି କୋଟି ପ୍ରଣାମ, ଭଗବାନଙ୍କ ଲୀଳା ବର୍ଣ୍ଣନା କରୁଥିବାରୁ।❤
Sundar voice 🎉🎉🎉🎉🎉🎉🎉💯💯💯💯💯
bohuto sundr
Amazing voice❤❤❤.
ଅତି ସୁନ୍ଦର ଗାୟନ ପ୍ରକୃତ କଳାକାରମାନ ଙ୍କୁ ସନମାନ ମିଳୁ
Rare krishna krishna krishna hare hare
Jay Jagannath Swami
Bayasa ra sesha samaya re madya bahut sundar swara re gai parichanti dhanyabad.. bhagaban tanku mangala kamana karantu..
Mi like ❤🎉
ଅତି ସୁନ୍ଦର ସ୍ୱର ପୁଣି ବୟସ ର ଅପରାହ୍ନ ରେ, ଆଜିର ଆଧୁନିକ ଯୁଗରେ ଏପରି ହଜିଯାଇଥିବା କଳା ଓ ସଂସ୍କୃତିକୁ ଏବେବି ବଞ୍ଚାଇବା କଷ୍ଟକର ଅଟେ। ମୁଁ ଅଶେଷ ପ୍ରଣାମ କରୁଛି ଏହି ରାଧାପ୍ରେମ ଲୀଳା ର ମଣ୍ଡଳୀଙ୍କୁ
I am also 🙏🙏
ବହୁତସୁ ନ୍ଦର କ ଣ୍ଠ ବହୁତ ଧନ୍ୟ ବାଦ
Jay Jagannath swamy
Samstha nku mu pranam janauchhi🙏🏻🙏🏻
Ati sundar abhinay
ଖୁବ ସୁନ୍ଦର କଳା ଓ ସଂସ୍କୃତି ଗ୍ରାମାଞ୍ଚଳ ର 🙏🙏🙏
ଜୟ ଜଗନ୍ନାଥ
ଆପଣ ମାନଙ୍କୁ କୋଟି କୋଟି ପ୍ରଣାମ
A beautiful
ବହୁତ୍ ବଢିଆ, ଦୁଆରୀ ଆଜ୍ଞା ଙ୍କୁ ଶତ ଧନ୍ୟବାଦ୍ 🙏
ବହୁତ୍ ବଢିଆ ଲାଗିଲା ❤❤❤❤❤❤
ଏତେ ସୁନ୍ଦର ସ୍ୱର ପୁଣି ଏଇ ବୟସରେ 🤔🤔
ଅତି ସୁନ୍ଦର 💞💞💞
ବାଃ ବାଃ ବାଃ ଖୁସିରେ ବିଭୋର ହେଲି 🙏🙏🙏
ଜୟଜଗନ୍ନାଥ ଏପରି ପରିଣତ ବୟସରେ ଏ କଣ୍ଠଶ୍ଵର ଶୁଣି ମୁଁ ଆଶ୍ଚର୍ଯ୍ୟ ଚ଼କିତ ଏପରି କଳାକୁ ସରକାରୀ ପ୍ରୋତ୍ସାହନ ନିହାତି ଆବଶ୍ୟକ ଜୟ ପ୍ରଭୁ ଜଗନ୍ନାଥ ଜୟ
ରାଜା ସିନା ପୂଜା ପାଏ ଆପଣା ଦେଶରେ।
କବି ପୂଜା ପାଉଥାଏ ଦେଶ ବିଦେଶ ରେ।।
A ବୟସରେ ପୁଣି ଏତେ ସ୍ୱର ତାଳ mast
👌👌🙏🙏🙏
ଅତି ସୁନ୍ଦର କଲା ଏହି ବୟସରେ 🙏🙏🙏🙏🙏
ଅମୂଲ୍ୟ ଗୀତ ଅମୂଲ୍ୟ ସ୍ବର
ଅତି ସୁନ୍ଦର ପ୍ରୟାସ ଲୋକନୃତ୍ୟ ଗୁରୁ ସନ୍ତୋଷ ପାଢ଼ୀ ମହୋଦୟଙ୍କୁ ଅତି ଉଚ୍ଚ ଚିନ୍ତାଧାରା ବରିଷ୍ଠ କଳାକାର ମାନଙ୍କ ପ୍ରଚାର ଓ ଗଞ୍ଜାମ ଲୋକକଳା ସଂସ୍କୃତିକୁ ବଞ୍ଚେଇବା ମାଧ୍ୟମ ତଥା ପ୍ରୟାସକୁ ଶତ ଶତ ପ୍ରଣାମ ଜଣାଉଛି ।
Supara 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🤳🤳🤳
Jay jagannath old age super voice 👌
ସମସ୍ତ କଳାକାର ବୃନ୍ଦ ଙ୍କୁ ହୃଦୟ ରୁ କୋଟି ପ୍ରଣାମ 🙏🏻🙏🏻🙏🏻
ଏ ମାନେ ପ୍ରକୁତରେ କଳାକାର 🙏🙏🙏🙏
#ରାଧାପ୍ରେମ ଲୀଳା
ଜୟଶ୍ରୀ ଶାରଦା ଗୋ ସଞ୍ଜକଞ୍ଜଲୋଚନା
ବିଧୁବନ୍ଦନା କୁନ୍ଦରଦନା ଗୋ..ପଦ..
ଦିବ୍ୟ ଗାନକୁଶଳା, କୁନ୍ଦ-ଇନ୍ଦୁଧବଳା, ଦୀନଜନ ବତ୍ସଳା ଅମରୀ ଶିରମାଳା ଯେ...
ମଣିହାର ମଣ୍ଡିତ କୁଚ କୁମ୍ଭମଣ୍ଡଳା ଦଳିତାଞ୍ଜନରେଖା ମଞ୍ଜୁ ନେତ୍ର ଯୁଗଳା,
ମାଣିକ୍ୟ ବୀଣା ଗୁଣା-ଙ୍ଗୁଳି ଚାଳକ କଳା-କଉତୁକିନୀ ମନମୋହିନୀ ବାଳା - 1
ତବ କରୁଣା ଲେଶ ସଂପାଦି ଆଦି ଶେଷ ,ରତି ମହତ ଭାଷ୍ୟ ଭାବେ ରଖିଲେ ଯଶ -2
ଧନ୍ୟ ସେ ବୃହସ୍ପତି ବିରଚି ନାନା ସ୍ତୁତି .ଅରଜି ଗୁରୁ ଖ୍ୟାତି ସରଜିଲେ କୀରତି-3
ପଡ଼ି ସେ ପାଦ ତଳେ କିଶୋରଚନ୍ଦ୍ର ବୋଲେ ସଦୟ ନେତ୍ରାଞ୍ଚଳେ ଅନାଇ ଦିଅ ବାରେ-4
❤❤❤❤❤ ବହୁତ ସୁନ୍ଦର କଣ୍ଠ ❤❤❤❤
Salute all artists.....
Jay jagannath swami
Beautiful song
❤❤❤
Pilabele ae nach kete dekhichi buli
Great our Artist
very good
ସମସ୍ତ କଳାକାର ମାନଙ୍କୁ ଧନ୍ୟବାଦ ଜଣାଉଛି,ପରିଣତ ଵୟସରେ ମାଶାରଦା ଙ୍କ କ୍ରୁପାରୁ କଣ୍ଠସ୍ଵର ସୁନ୍ଦର ରହିଛି,ଏହି ଵିଲୁପ୍ତ କଳା ଆଜିର ସମାଜକୁ ପ୍ରେରଣାଦାୟୀ ହେଉ।🙏ଜୟ ଜଗନ୍ନାଥ🙏
ନିଶ୍ଚିତ ଭାବରେ ପ୍ରୋତ୍ସାହନ ସହିତ କଳାକାର ଭତ୍ତା ମିଳିବା ଆବଶ୍ୟକ ଓ କଳାକୁ ବଞ୍ଚାଇବା ଆମ କର୍ତ୍ତବ୍ୟ । ❤
Supper 🌹🌹🌹🙏🙏🙏🌹🌹🌹🤔🤔🤔🤔
ବହୁତ ବଢିଆ ପ୍ରୟାସ ଗୁରୁ ସନ୍ତୋଷ ସାର
କଥା ରେ ରହିଛି ସୁନା ଚିଂହେ ବଣିଆ
ଏ ବୟସରେ ସୁନ୍ଦର ସ୍ବର ଓ ପୁରୁଣା ଗୀତ ଆଧୁନିକ ଯୁଗରେ ଧନ୍ୟବାଦ🙏
ଇଏ ଗୋଟିଏ ଅତି ସୁନ୍ଦର ଅଭିଳାଷ ।
Odisha Sanskrit ku aei pari aagaku dekhaiba darakar.very good sir.jai Jagannath.
Bahuta khusi lagila ye bayasare yemiti kala pakhare rakhichanti
Radha pema Lila kala karanku Mora hrudayaru pranam 🙏🙏🙏🙏🙏🙏🙏🙏🙏🙏🙏
बहुत-बहुत सुंदर है पापा जी
Bahut sundar paribeshan .sumadhur kanth.anya kichhi sumadhur geet apekhyare.
Jay Jagannath Jay 🙏🙏🙏🙏💐💐💐🙏🙏🙏🚩🚩👍👍
Bahut bahut dhanyawad duary angya nku❤
Amane mo Gaon pakha loka Thank you Guru Santosh padhi sar 👏👏👏
Jay sanatani ନମସ୍ତେ
କଳାକାର ସବୁବେଳେ ଅମର ତାର ମୃତ୍ୟୁ ନାହିଁ। ସେ ତା କଳା ମାଧ୍ୟମରେ ସଦା ସର୍ବଦା ଚିରଞ୍ଜିବୀ ।
Bapamananku,Mora, kotynameskar ❤❤❤❤❤
♥️♥️♥️बहुत ही सुन्दर है .."जितनी भी तारीफ की जाए उतना ही कम..."जय जगनथ"..🙏🙏🙏
Sundar
ପ୍ରଶାସନ ଙ୍କୁ ଅନୁରୋଧ ଏହି କଳା କୁ ବଞ୍ଚାଇ ରଖିବାକୁ ଅନୁରୋଧ 🙏🏻🙏🏻🙏🏻
ଲୋକମାନକର କଲା ସମସ୍ତ ଜନ ସାଧାରଣଙ୍କ ଲୋଚନକୁ ଆଣିବା ଅତି ସୁନ୍ଦର କାର୍ଯ୍ୟ
Radhe radhe
Ati sundar bapa mane singing🎤🎤🎤 karuchhanti 😍😍😍😍
Sundar Ati Sundar..
ଅତି ସୁନ୍ଦର ଭାବରେ ଗୀତ ଖାଉଛନ୍ତି ଆପଣମାନେ ବୟସ ୯୦ ହେଲେ କଣ ହେଲା ଜୟଶ୍ରୀ ଜଗନ୍ନାଥ।
Super voice 🙏🙏🙏👏👏👏👍👍👍
ଏ ଭଳି କଳା ଜାଣି ମଧ୍ୟ ଯଦି ଯୁଗ ପିଢି଼ ଯିଏ ସ୍ରୁଷ୍ଟି ନ କରିଛି ତାକଂ କୁ ନିଶ୍ଚୟ ପାପ ଲାଗିବ | କାରଣ ଏ କଳା ଆପଣ କଂ ର ଥିଲେ ମଧ୍ୟ ଗୁରୁକଂ ଆଶିର୍ବାଦ ରୁ ପାଇଛ ଆପଣ କଂ ଆଶିର୍ବାଦ ଓଡ଼ିଶାର ଅଶ୍ମିତା ,🙏,ଧନ୍ୟବାଦ |
ଆପଣମାନେ ଆମ ଜିଲା ର ଗଊରବ 🙏🏻🙏🏻🙏🏻🙏🏻
Dhanyabad ..santosh sir 🙏
Mora samashta gurujana maan ku namaskar
Very nice old is gold 👌👌👌🙏🙏🙏🙏🙏
Angya namaskr 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏
❤
Dhanyabad.old.is.gold
Radha Radha Radha Radha Radha Radha Radha Radha Radha Radha Radha Radha Radha Radha Radha Radha Radha Radha Radha Radha Radha Radha Radha Radha Radha Radha Radha Radha Radha Radha Radha Radha Radha Radha Radha Radha Radha Radha Radha Radha Radha Radha Radha Radha Radha Radha Radha Radha Radha Radha Radha Radha Radha Radha Radha Radha Radha Jai Shri radha
Dhanya Ganjam mati
Kalakar.
Nice old is gold
Nice🙏🙏🙏
Atee Sundara Kantha 💐🙏🙏
ଜୟ ଜଗନ୍ନାଥ ଏ କଳାକାର ଙ୍କୁ ମୋର ଆର୍ଥିକ ସୂବେଚ୍ଛା
ନମସ୍କାର 🙏🏾
ଅତି ସୁନ୍ଦର ସ୍ୱର 🙏🙏
ଏ ପରିଣତ ବୟସ ରେ ବି ଅତି ସୁନ୍ଦର ପରିବେଷଣ ଦେଖି ମୁଁ ମୋ ନିଜକୁ ବିଶ୍ୱାସ କରିପାରୁ ନାହିଁ। ସେମାନଙ୍କର ସେହି ପିଲାବେଳ ସମୟରେ କଣ କରିପାରୁ ଥିବେ। ତାହା ଭାବିଲା ବେଳକୁ ବହୁତ ଆଶ୍ଚର୍ଯ୍ୟ, ଚକିତ ଆଉ ବିସ୍ମିତ ଲାଗୁଚି।
Atisundar
Bahut danyavadh
eknumber
SALUTE to all artists
Athi Sundara galabahuta vala
Very nice, Old Is Gold 🙏🙏🙏🙏🙏
ଜୟ ଜଗନ୍ନାଥ କଥାରେ ଅଛି ସୁନା ଚିହ୍ନେ ବଣିଆ ଗୁଣ ଚିହ୍ନେ ଗୁଣିଆ ସେମିତି ଗୋଟିଏ କଳା କାର କୁ ଆଉ ଗୋଟିଏ କଳା କାର ହିଁ ଚିହ୍ନି ପାରେ ଅନ୍ୟ କେହି ଚିହ୍ନି ପାରେ ନାହିଁ
ଜୟ ହିନ୍ଦ୍ ଜୟ କଳା ଓ ସଂସ୍କୃତି
Jai kala jai ganjam jai jagannath
Nice
All are good