Размер видео: 1280 X 720853 X 480640 X 360
Показать панель управления
Автовоспроизведение
Автоповтор
ଜୟ ଜଗନ୍ନାଥ ଆଜି ମଧ୍ୟାନ ଅନୁଭୂତି ବହୁତ୍ ଭଲ ଲାଗିଲା ସମସ୍ତଙ୍କର ମଙ୍ଗଳ ହେଉ ଶେଷଦେବ ସାରେ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ପ୍ରଣାମ ଜୟ ଜଗନ୍ନାଥ
Se maa jane vala anubhuti kahile, abiswasaniya Anubhuti
Jay shree jagannath Swami Nayan path gami vaba tume 🙏🙏🙏
Jay Jagannath🙏 🙌
Jay shree jagannath ❤❤❤❤😢😢😢😢😢
Jay Jagannath
ଆଜିର ଭକ୍ତ ଅନୁଭୂତି ପ୍ରଦାନ କାର୍ଯ କ୍ରମ ବହୁତ ବହୁତ ବହୁତ ଭଲ ଲାଗିଲା । ସୁନ୍ଦର ଭକ୍ତି ସଂଗୀତ ନୈବେଦ୍ୟ ଖୁବ୍ ମନଛୁଆଁ। ଜଗନ୍ନାଥ ଧାମ ଏବଂ ସଂସ୍କୃତିର ରହସ୍ୟମୟ ଇତିବୃତ୍ତକୁ ଅତ୍ୟନ୍ତ ରୋଚକ ଢଁଗରେ ଉପସ୍ଥାପିତ କରିଥିବା ଶ୍ରଦ୍ଧେୟ ପଣ୍ଡିତ ଭଜରାମ ପଣ୍ଡିତ ରାଜେଶ କୁମାର ସେସଦେବ ସାହୁ ମହୋଦୟଙ୍କୁ ସାଧୁବାଦ | ଅତି ହୃଦୟସ୍ପର୍ଶୀ ମଣିମା ଙ୍କ ମହିମା | ସମସ୍ତ ଷ୍ଟୁଡିଓ ଭାଇମାନେ ଏବଂ କ୍ୟାମେରା ସହଯୋଗୀ ଭାଇ ମାନଙ୍କୁ ଆମର ବହୁତ ବହୁତ ଧନ୍ୟବାଦ ଅର୍ପଣ କରୁଛୁ | ମହାପ୍ରଭୂ ଜଗନ୍ନାଥ ସମସ୍ତଙ୍କର ମଙ୍ଗଳ କରନ୍ତୁ ଜୟ ଶ୍ରୀ ଜଗନ୍ନାଥ | (ଶ୍ରୀ ରମା କାନ୍ତ ମିଶ୍ର, ବରିଷ୍ଟ ଅଧ୍ୟାପକ (ପର୍ଯ୍ୟଟନ) ଅରୁଣାଚଳ ପ୍ରଦେଶ । )
*ଶ୍ରୀନୀଳାଦ୍ରିଶ_ଚଉତିଶା* *ହଂସାରୁ ଅହଂକାର ହରି ହାଟକ କଲ**ହଂସ ଦୀକ୍ଷାକୁ ହାର କଲି* *ହଳାହଳ ବିଷାଦ* *ହେରି ତୋ ହଂସପାଦ* *ହରାଇ ହଂସ ପ୍ରାୟ ହେଲି* , *ହେ ନୀଳାଦ୍ରୀଶ* ! *ହଂସ ପରମ ଆପଣ ତ* *ହଂସଚକ୍ରରେ ବିରାଜିତ* *ହର ହଳୀ ହରିଣୀ* *ହଟିବା ହେତୁ ଜାଣି* *ହଠେ ହୁବକୁ କଲି ହତ* *ହେ* ।। (କବିସମ୍ରାଟ_ଉପେନ୍ଦ୍ର_ଭଞ୍ଜଙ୍କ_)
ଜୟ ଜଗନ୍ନାଥ ଆଜି ମଧ୍ୟାନ ଅନୁଭୂତି ବହୁତ୍ ଭଲ ଲାଗିଲା ସମସ୍ତଙ୍କର ମଙ୍ଗଳ ହେଉ ଶେଷଦେବ ସାରେ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ପ୍ରଣାମ ଜୟ ଜଗନ୍ନାଥ
Se maa jane vala anubhuti kahile, abiswasaniya Anubhuti
Jay shree jagannath Swami Nayan path gami vaba tume 🙏🙏🙏
Jay Jagannath🙏 🙌
Jay shree jagannath ❤❤❤❤😢😢😢😢😢
Jay Jagannath
ଆଜିର ଭକ୍ତ ଅନୁଭୂତି ପ୍ରଦାନ କାର୍ଯ କ୍ରମ ବହୁତ ବହୁତ ବହୁତ ଭଲ ଲାଗିଲା । ସୁନ୍ଦର ଭକ୍ତି ସଂଗୀତ ନୈବେଦ୍ୟ ଖୁବ୍ ମନଛୁଆଁ। ଜଗନ୍ନାଥ ଧାମ ଏବଂ ସଂସ୍କୃତିର ରହସ୍ୟମୟ ଇତିବୃତ୍ତକୁ ଅତ୍ୟନ୍ତ ରୋଚକ ଢଁଗରେ ଉପସ୍ଥାପିତ କରିଥିବା ଶ୍ରଦ୍ଧେୟ ପଣ୍ଡିତ ଭଜରାମ ପଣ୍ଡିତ ରାଜେଶ କୁମାର ସେସଦେବ ସାହୁ ମହୋଦୟଙ୍କୁ ସାଧୁବାଦ | ଅତି ହୃଦୟସ୍ପର୍ଶୀ ମଣିମା ଙ୍କ ମହିମା | ସମସ୍ତ ଷ୍ଟୁଡିଓ ଭାଇମାନେ ଏବଂ କ୍ୟାମେରା ସହଯୋଗୀ ଭାଇ ମାନଙ୍କୁ ଆମର ବହୁତ ବହୁତ ଧନ୍ୟବାଦ ଅର୍ପଣ କରୁଛୁ | ମହାପ୍ରଭୂ ଜଗନ୍ନାଥ ସମସ୍ତଙ୍କର ମଙ୍ଗଳ କରନ୍ତୁ ଜୟ ଶ୍ରୀ ଜଗନ୍ନାଥ | (ଶ୍ରୀ ରମା କାନ୍ତ ମିଶ୍ର, ବରିଷ୍ଟ ଅଧ୍ୟାପକ (ପର୍ଯ୍ୟଟନ) ଅରୁଣାଚଳ ପ୍ରଦେଶ । )
*ଶ୍ରୀନୀଳାଦ୍ରିଶ_ଚଉତିଶା*
*ହଂସାରୁ ଅହଂକାର ହରି ହାଟକ କଲ*
*ହଂସ ଦୀକ୍ଷାକୁ ହାର କଲି*
*ହଳାହଳ ବିଷାଦ* *ହେରି ତୋ ହଂସପାଦ*
*ହରାଇ ହଂସ ପ୍ରାୟ ହେଲି* , *ହେ ନୀଳାଦ୍ରୀଶ* !
*ହଂସ ପରମ ଆପଣ ତ* *ହଂସଚକ୍ରରେ ବିରାଜିତ*
*ହର ହଳୀ ହରିଣୀ* *ହଟିବା ହେତୁ ଜାଣି*
*ହଠେ ହୁବକୁ କଲି ହତ* *ହେ* ।। (କବିସମ୍ରାଟ_ଉପେନ୍ଦ୍ର_ଭଞ୍ଜଙ୍କ_)