ଦୁଃଖରେ ନୁହେଁ ହସ ଖୁସୀରେ ପରିବା ବିକୁଛୁ, ନିଆରା ୪ ସାଙ୍ଗଙ୍କ ପରିବା ବେପାର l Bhubaneswar
HTML-код
- Опубликовано: 20 окт 2024
- ଦୁଃଖରେ ନୁହେଁ ହସ ଖୁସୀରେ ପରିବା ବିକୁଛୁ, ନିଆରା ୪ ସାଙ୍ଗଙ୍କ ପରିବା ବେପାର l Bhubaneswar #PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha
Like our Website page:
www.pratidintv...
Like Our Facebook Page
: / pratidinodisha
Subscribe To Our RUclips Channel:
/ @pratidintvodisha
Subscribe To Our Hashtag Channel: / @hashtag6187
Like our Website page:
www.pratidintv...
ବହୁତ ଖୁସି ଲାଗୁଛି ଦୁଖର ସାଥୀ ଏବଂ ସୁଖର ସାଥୀ 🙏🙏🙏🙏🙏🙏🙏🙏🙏
Very nice good friendship 👌👌👌
Real friendship
dhanyawad mausa mananku
ଭାଈ ଚାରା ବନେଇ ରଖି ଥିବାରୁ ମୁଁ ସାଧୁବାଦୁ ଜଣାଉଛି!!
ଅନନ୍ୟ ଉଦାହରଣ
ଏହିଚାରି ସାଥୀମାନଙ୍କୁ ଅନେକ ଅନେକ ଅଭିନନ୍ଦନ
ତୁମ କୁ ମଉସା କୋଟି ନମସ୍କାର
God bless you Bhagavan humesa kush rakhe Bhagavan app Logu ko humesa asha rakhe baut sara dan mile 🙏🙏❤❤❤😊😊😊
ବହୁତ ଖୁସି ଲାଗିଲା ମଜା ଅଲଗା friend👭👬👫❤
ଯୋଡିକୁ ଧନ୍ୟବାଦ.। ସମସ୍ତଙ୍କର ଶିଖିବ।ର ଅଛି ।
Super Dosti Mousa ❤❤❤❤
💞💞💞
ସବୁଦିନ ମୁ ପରିବା ନି ଏ।
Bahut badhia
Bahut vala...emti friendship rahiba darkar...🎉
Thanku so much 👍👌
Beautiful news channel
A bayasare ete ghanistha bandhu❤❤🙏🏻🙏🏻
Thanks 👍 Bhai
Namaskar apananki
.
ଛୋଟ ବ୍ୟବସାୟ କରିବସ ଖଣ୍ଡେ,
ଯାଅନି ଦାଦନ ଖଟି
ସ୍ବାସ୍ଥ୍ୟକୁ ଗୁରୁତ୍ବ ଦେବାପାଇଁ ହେଲେ,
ଅଛି ଆମ ଜଡ଼ିବୁଟି
ମାଟିରେ ଲଗାଅ ଲଙ୍ଗଳ ମୁନକୁ,
ପଖାଳ, ତୋରାଣି ଖାଇ
ସୁନାର ଫସଲ ଫଳିବ ନିଶ୍ଚୟ,
ପ୍ରତିବର୍ଷ ଆମ ପାଇଁ
କେତେ ସରକାର ଗଲେଣି ଏଇଠୁ,
କେତେ ହାରି କେତେ ଜିତି
ମିଛ ଆଶା ଦେଇ ଭକୁଆ ବନାନ୍ତି,
ମେଞ୍ଚେ ମେଞ୍ଚେ ପ୍ରତିଶ୍ରୁତି
ଯିଏତ ଆସିଲା ସିଏତ ଲୁଟିଲା,
ଶାସନ ଭାରକୁ ନେଇ
ଶିକ୍ଷା ସ୍ବାସ୍ଥ୍ୟ କଥା କିଏସେ ପଚାରେ,
ନିଯୁକ୍ତି ଯାଇଛି ଶୋଇ
Good frend sri
Very good friendship 🎉
Shantira jibana❤
Good
Thank you media bhai mane ei prakara vedio dekhaithibaru ,bahut khusilagila,Ajkalira busy life re kaha pakhare time nahi ,sabu achi but manasika santi nahi.
Pura mental peace...👌👌👌
super
ପ୍ରକୃତ ବନ୍ଧୁ ଆପଣ ମାନଙ୍କ ଭିତରେ ଅଛି ଆଜି କାଲି ଗୋଟେ ଦୁଇଟି ମିଳିବ କିନ୍ତୁ ଚାରି ଜଣଙ୍କ ବନ୍ଧୁତାକୁ ମାନିବାକୁ ପଡିବ 🙏🙏ମୋର ହେଲେ 2ଟି ବନ୍ଧୁ ଭଲ ଆଉ ସବୁ ନିଜ ସ୍ୱାର୍ଥ ଦେଖନ୍ତି 🙏
👍👍👍
ଦେଖ ତୁମେ ଯେତେବେଳେ ଇସ୍କୁଲ ରେ ପାଠ ପଢୁଥିଲ ସେତେବେଳେ ଯେଉଁ ସାଂଗ ସାଥି ଯେଉଁ ମଜା ବର୍ତ୍ତମାନ ପାଠ ପଢିବାରେ ସେ ମଜା ନାହିଁ ସେପରି ଏ ୪ ଜଣ ବହୁତ ଖୁସି ରେ ସମୟ ଗଢୁଛି
@@Bijaya-d8h Hm
@@cutekajal123 good evening
Satare emiti sanga miliba bahut kasta
Super
Ki sango re bhai🙏🙏🙏🙏♥️♥️♥️
ଭିତରକୁ କୋଉ ଗାଁ କହୁନ
Nice
ଆପଣ ଦୋସ୍ତି ସଲାମ 🙏🙏ଆମର ସାଙ୍ଗ ଅଛନ୍ତି ମଦ ପିଇଲିନି ବୋଲି ସାଙ୍ଗ ଛାଡିଦେଲେ..... 😭
Love you mausa❤
🙏🙏🙏🙏🙏🙏
ଏମିତି ବହୁତ ଲୋକ ଅଛନ୍ତି ,news ଯାଉଥି ପାଇଁ କରିବା କଥା ସେଇଟା କଲେ ଭଲ ହବ , ଧନ୍ୟ ତମ ମିଡ଼ିଆ ବାଲା କୁ ଜଉ ବାଳ news ସବୁ ଦଉଚ, ସରକାର କୁ ଜlଓ ପଚାର ମହଙ୍ଗା ଜିନିଷ ହଉଚି
କି ବାଳ news ତ କଥାରେ କିଛି ଯଥାର୍ଥ ନାହିଁ କଥା ରେ ଅଛି ଅଳ୍ପ ବିଦ୍ୟା ଭୟଙ୍କରୀ ଆରେ ମେଣ୍ଢା ଗିହା ଏଇଟା ତତେ କୋଉ କଣରୁ ଖରାପ ଲାଗିଲା କହ
ଆଜିକା ଦୁନିଆ ରେ।ଏମିତି ବନ୍ଧୁତା ଆଉ ବିଶ୍ୱାସ ମିଳିବା ବହୁତ୍ କଷ୍ଟ
Ei sabu jinisha dekheile hueta kichhi loka sikhibe
Tu dhruv tatti ra viewer ki??to pakhare common sense achi na, school khali attendance pain jauthilu
ପରିବା ଦର ଟିକେ କମ କରନ୍ତୁ ଆଜ୍ଞା 🙏
Kahike
Hii
Ama adaspur
Full viral
Apana Mane 4 Jana misi ki pariba bepara karuchhanti.very very good yes online re karantu off line re na Kari & Apana Mane khusita .
Bhala lagila 4jana nka bandhutwa....but a kan gotia news
A mausa bahut bhala loka mu janichi
Adashpur bazar niali road
Seta belara sanga thik ebera sanga sabu dhoka baja aau swarth para,
Reporter tame kipari behev karucha, tame tame kahi question karucha, apana boli kahile tamuku ke prblm
Sabu lembhu mate deidio mausha
Lembu kn kariba
@@NiranjanSahoo-cw7bo ହିଷ୍ଟିରିଆ ଦୋଷ ଅଛି କିରେ ଝିଅ ପିଲା ଦେଖୁ ଦେଖୁ reply
Ama ade 50 kinile 100 bikibe paradip kujang
Chanel bhai BJD Kama sari gala ki 😅😅😅😅
Please learn how to anchor professionally
Biswas, jagatar, mula
super