ଗ୍ୟାସ ବଟିକା କେମିତି ଖାଇବା ଉଚିତ୍ ? How Do You Take Gastric Medicine In Odia? Dr. Ashutosh Mohapatra
HTML-код
- Опубликовано: 31 янв 2025
- 🔍 Are you wondering how to take gastric medicine effectively? Dr. Ashutosh Mohapatra, a renowned gastroenterologist, is here to provide you with clear and practical guidance on this essential topic. Join us on this educational journey with SimpleeKare and Dr. Mohapatra to understand the right way to manage your gastric health.
Connect with us:
Website: www.simpleekar...
Facebook: / simpleekare
WhatsApp: +91 6371966229
Email: healthy@simpleekare.com
SimpleeKare ଦ୍ବାରା ପ୍ରସ୍ତୁତ ଏହି ଭିଡିଓଟି ଯଦି ଭଲ ଲାଗିଥାଏ ତେବେ ଆମ channel କୁ Like ଏବଂ Share କରନ୍ତୁ I Stay in the know with SimpleeKare! Subscribe to our channel, give us a thumbs up, and ring the bell to get notified about our health tips and insights.
#GastricMedicine #DigestiveHealth #SimpleeKare #DrAshutoshMohapatra
ଡାକ୍ତର ମାନେ ଖାଲି ମେଡିସିନ ଲେଖି ଦିଅନ୍ତି କିନ୍ତୁ କେଉଁ ମେଡିସିନ କେତେ ଦିନ ଖାଇବ, ବେସି ଦିନ ଖାଇଲେ କ'ଣ ପ୍ରଭାବ ପଡ଼ିବ ସେ ବିଷୟରେ କିଛି ଭଲଭାବରେ କୁହନ୍ତି ନାହଁ, ଯଦ୍ବାରାକି ଭଲ ଲୋକ ରୋଗାକ୍ରାନ୍ତ ହୋଇଥାନ୍ତି,ଯାହାର ପରିଣାମ ଆଜି ମୁଁ ଭୋଗୁଛି ।
I have never seen a doctor explaining so accurately and patiencely🙏jai jagganath
Bahuta Sundar bujhaela sir thank you
Dhanyabad.sir
Jay Jagannath sir
ସାକ୍ଷାତକରପାଇଁ ଅନେକ an❤ଧନ୍ୟବାଦ
T
ଜୟ ଜଗନ୍ନାଥ
Jay jagannath Swami nayana pathagami vaba tume thank you sir
Very nice tips.
Good advice, Sir
ଡାକ୍ତର ମାନେ କେଉଁ ପଣ୍ଡିତ ! ତିନି ପା ହେଲେ ଯମର ଭାଇ ,ଗ୍ୟାସ ଆଉ ଭିଟାମିନ ଔଷଧ ଲେଖିବାରେ ଏମାନେ ostad , କିଛି ଭଗବାନ ଙ୍କ ଛୁଆ ଡକ୍ଟର ଭାବରେ ଅଛନ୍ତି ବୋଲି ଲୋକଙ୍କର ଭରସା ଅଛି , ନ ହେଲେ ଏ ଯମଦୁତ ମାନେ ଡ଼ାକ୍ତରୀ ପେସାକୁ ବେ ଇଜ୍ଜତ୍ କରି ସାରନ୍ତେନୀ
Doctor ମାନେ କାହିଁକି ଗ୍ୟାସ ବାଟିକା ଲେଖୁଛନ୍ତି?
Thank u sir very much
ସାର ମୁର୍ଚ୍ଛା ରୋଗ ହେଲେ କଣ କଲେ ଭଲ ହୁଏ l
ଏ ଡାକ୍ତର ପାଖକୁ ଥରେ ଯିଏ ଯିବ ସେ ଏମିତି ତୁମକୁ ହଇରାଣ କରିବ ତାହା କଳ୍ପନା ବାହାରେ ସେ ପ୍ରଥମେ ଅଲଟ୍ରାସାଉଣ୍ଡ କରାଇ ମିଛରେ କ୍ୟାନ୍ସର ହୋଇଛି ବୋଲି କହି ସହିଦନଗର ଜେନେକ୍ସ ରେ ବହୁ ପ୍ରକାର ପରୀକ୍ଷା କରାଇ ଅଜସ୍ର ଟଙ୍କା ଖର୍ଚ୍ଚ କରାଇବ ଔଷଧ ବିଲକୁଲ ଲେଖିବ ନାହିଁ ଦୈବାତ ସେହିସମୟରେ ଆପଣ ଯଦି ପଞ୍ଜାରୁ ଖସିଗଲେତ ଭଲ ଅନ୍ୟ ଆଡେ ପରୀକ୍ଷା କଲେ କ୍ୟାନ୍ସର ର ନମୂନା କିଛି ଆସିବ ନାହିଁ ସେତେବେଳକୁ ଆପଣ ହଜାର ହଜାର ଟଙ୍କା ଖର୍ଚ୍ଚ କରାଇ ନିରାଶ ହୋଇଯାଇଥିବେ ମୁଁ ନିଜେ ଭୁକ୍ତ ଭୋଗି। ଯେନେକ୍ସ ହେଉଛି ଏ ଡାକ୍ତର ର ପଇସା ଲୁଟିବାର ପ୍ରମୁଖ ମାଧ୍ୟମ
😂😂😂😂
OMG 🤯
Sir 🙏
Gas tablet chhadi heuni .Kan karibi
Homepathy medicine khao ta pare Pura thik hei jiba
ଭେରୀ ଆରୋଗାଣ୍ଟ ଆଣ୍ଡ ମନି ମାଇନ୍ଡେଡ ଡକ୍ଟର
ଡାକ୍ତରମାନେ ଚାହାନ୍ତି ରୋଗୀ ବାରମ୍ବାର ଆସନ୍ତୁ, ସେମାନେ ଆୟ କରିବେ। ଏଣୁ ଡାକ୍ତର ଙ୍କୁ ନ ପଚାର ଔଷଧ କିଣିବା ମନା କରନ୍ତି। କିନ୍ତୁ ଅନେକ ଔଷଧ କମ୍ପାଉଣ୍ଡର ବି ଭଲ ଔଷଧ ଦିଅନ୍ତି।ଦିନେ ଡାକ୍ତର ମାନେ ଆକ୍ଷି,ଝିଭ,ନାଡି ଦେଖି ଔଷଧ ଦେଲେ ଭଲ ହେଉଥିଲା ରୋଗୀ,ଏବେ କିନ୍ତୁ କିଛି ନ ଦେଖି ବିଭିନ୍ନ ମେସିନ ମାଧ୍ୟମରେ ରେ ସବୁ ଚିକିତ୍ସା କରନ୍ତି। ଛୁଇଁବାକୁ ଚେଷ୍ଟା କରନ୍ତିନି।
Hn tame nije medicine khaidia...nhle se compounder thu....besi problem heiki mariba sthiti asile gba Dr pakhaku....
E sabu na heu boli manaa karanti nije medicine khaibaku
Pl.short. Your speech and go point wise
Pan gastric mane kana
500 pay kale dr, pakhaku jaijiheba
A dr pakha ku ja tamaku test karai packet Khali karai daba
Aei Doctor jaha kahuchi patient sunile aga marijiba 😂
Careless & money minded Dr.
Please give the pH number of doctor
Chora dr