ଝିଅ ଦେଖି ଭୋଜି ଖାଇ ଗାଁକୁ ବାହାରିଲୁ l Gouranga Nayak Odia Vlogs l Bahaghara dekha
HTML-код
- Опубликовано: 8 окт 2024
- ଝିଅ ଦେଖି ଭୋଜି ଖାଇ ଗାଁକୁ ବାହାରିଲୁ l Gouranga Nayak Odia Vlogs l Bahaghara dekha
#gouranganayakodiavlogs #Bahaghara #villagelife #odiafoodvlogs #BahagharaBhoji
ସମ୍ପୂର୍ଣ ଗାଉଁଲି ପରିବେଶ ରେ ନିର୍ବନ୍ଧ ଦେଖି ବହୁତ ଆନନ୍ଦ ଲାଗୁଛି, ଏମିତି ଭିଡିଓ ସର୍ବଦା କରି ଚାଲନ୍ତୁ, ଜୟ ଜଗନ୍ନାଥ 🙏🙏🙏
ସତରେ ଭାଇ ବହୁତ ଭଲ ଲାଗୁଛି ତମେ ବନେଇଥିବା ଭିଡିଓ ସବୁ ଭିଡିଓ ମୁଁ ଦେଖେ
ଭାଇ ମଙ୍ଗଳସୁତ୍ର ମୋଉସା ପିନ୍ଧେଇ ବା ଠିକିନୁହ ଇଟା ଭୁଲ୍ 🙏🙏🙏
U r right 💯
Mu bi sei katha bhabu thili,, husband pindeiba katha
Mousa got excited 😅
ଯୋଉ ମାନେ ବାହାର ରାଜ୍ୟରେ ରହୁଛନ୍ତି ସେମାନେ ଆପଣଙ୍କ ଭିଡିଓ ଦେଖି ବହୁତ୍ ଆନନ୍ଦ ପାଉଥିବେ,ସତରେ ଖୁବ୍ ସୁନ୍ଦର
ଭାଇ ତୁମର ସେପଟେ କଦଳୀ ପତ୍ର ରେ ସବୁ ଭୋଜି ଖାଇବାର ଦେଖି ବହୁତ ଖୁସି ଲାଗୁଚି ,ପୁରା ପାରମ୍ପରିକ ଖାଇବା
Bhai kadali patrare amisha khaiba katha nuhen
ବହୁତ ଆଇଟମ ଖୁଆଇଲେ ଝିଅ ଘର, interview କିନ୍ତୁ ଭାରି କଡା, ଆପଣ ଙ୍କ area ରେ ମଉସା ଆସୁଛନ୍ତି ଶୁଣିଲେ ଝିଅ ଘର ଭୟ କରିବେ।
ଜୟ ଜଗନ୍ନାଥ।
ଭାଇ ବହୁତ ସୁନ୍ଦର 👌👌👌ଆଉ ଭାଇ ଯୋଉ ଜାଗାକୁ ଯାଉଛନ୍ତି ଜାଗାର ଠିକଣା screen ଉପରେ ଲେଖନ୍ତୁ
ଯାହା ହଉ ଆଜି ପର୍ଯ୍ୟନ୍ତ ବି ଏମିତି ପରମ୍ପରା ଚାଲିଛି ଦେଖିକି ବହୁତ ଖୁସି ଲାଗିଲା ଭାଇ l ତଳେ ବସି ପତ୍ର ଖଲି ରେ ଖାଇବା, ଝିଅ ଆସି ଓଡ଼ିଆ ପରମ୍ପରା ଅନୁସାରେ ସମ୍ମାନ କରିବା ଏ ସବୁ ଦେଖିକି ବହୁତ ଖୁସି ଲାଗିଲା l ଧନ୍ୟବାଦ ଗୌରାଙ୍ଗ ଭାଇ l ଏମିତି ସବୁବେଳେ ଆମକୁ ଐତିହ୍ୟ ଓ ପରମ୍ପରା ର ଭିଡିଓ ଦେଖାଉଥାଅ l 🙏
Gaan re esabu chalichi kichhi nua katha nuha
ସତରେ ଭାଇ କଦଳୀ ପତ୍ର ରେ ଖାଇବାର ମଜା କୋଉଠି ନାହିଁ.....
ଭାଇ ଦେଖିକି ଖୁସି ଲାଗିଲା cake କଟା ଆଉ ring ceremony ବଦଳେ ପ୍ରକୃତ ପରମ୍ପରା ହିସାବରେ ନିର୍ବନ୍ଧ ଟି ହେଲା. ଏଇ cake କଟା ଆଉ ring ପିନ୍ଧା ଫାର୍ସ ପାଇଁ ମୁଁ ଆଉ କୌଣସି ନିର୍ବନ୍ଧ ରେ ଯାଉନି କାହିଙ୍କି ନା ସେ ଫାର୍ସ ଗୁଡା ମୁଁ ଦେଖି ପାରିବିନି କାହାକୁ କଣ କହିଦେବି ସେ ଖରାପ ଭାବିବ. ଏଇ recently ମୋ ମାମୁଁ ଶଳା ର ring ceremony ଥିଲା ମୁଁ ଗଲିନି.
Jay Jagannath
ମଉସା ମଙ୍ଗଳସୂତ୍ର ତ ପିନ୍ଧେଇଲ ଆଉ ସିନ୍ଦୂର କାଇଁ ବାକି ରଖିଲ
Jhio dekha bahutt badhia lagila, ama odia sanskruti, parampara, Odia sanskara 💞💞💞💞💞💞💞
❤️❤️❤️❤️❤️
Tama gaan re kete bhoji, bahut badhia 👌
ଭାଇ କିଛି ଭଲ ହେଲାନାହିଁ।
ମଉସା ଜଣକ ମୁଦି,ଆଉ ମଂଗଳ ସୁତ୍ର ପିନ୍ଧେଇଲେ।
କିଛି ଭଲ ହେଲାନାହିଁ।😭😭😭😭😭😭😭😂😂😂😂😂😂😂
Nai kichi bi bhul nahi
Thanks for being the Flag Bearer of Our Culture and showing them in the public platform , All the best to you keep it raw as you keep it always...
ପ୍ରାକୃତିକ ସୌନ୍ଦର୍ଯ୍ୟ ର ଗନ୍ତାଘର ଆମର ଏହି ଓଡ଼ିଶା । ଅନେକ ଐତିହ ପରମ୍ପରା କୁ ସାଇତି କରି ରଖିଛି ନିଜ ବକ୍ଷ ଦେଶ ରେ । କଳା ସଂସ୍କୃତି ରେ ପରିପୂର୍ଣ୍ଣ ଆମ ରାଜ୍ୟ କୁ ଅନେକ ପର୍ଯ୍ୟଟକ ଆସିଥାନ୍ତି ଭ୍ରମଣ କରିବାକୁ ପ୍ରତିବର୍ଷ । ବଡ଼ ବିଡମ୍ବନା ର ବିଷୟ ଏହି କି ଯେ ପୁରାତନ ଐତିହ୍ୟ କୁ ବହନ କରିଥିବା ଉକ୍ତ କୀର୍ତ୍ତିରାଜି ଗୁଡିକ ସମ୍ପ୍ରତି ଜରା ଜିର୍ଣ୍ଣ ଅବସ୍ଥା ରେ ବିଦ୍ୟମାନ । ପ୍ରଶାସନିକ ସ୍ତରରେ ତଥା ଆଞ୍ଚଳିକ ଲୋକ ମାନଙ୍କ ମିଳିତ ଉଦ୍ୟମ ରେ ସେହି ସ୍ଥାନ ଗୁଡ଼ିକୁ ରକ୍ଷଣା ବେକ୍ଷଣ କରାଗଲେ ଭବିଷ୍ୟତ ରେ ଓଡ଼ିଶା କୁ ଶ୍ରେଷ୍ଠ ପର୍ଯ୍ୟଟନ ସ୍ଥଳ ଭାବରେ ପରିଚିତ କରିବା ସାଙ୍ଗକୁ ରାଜ୍ୟ ର ଅର୍ଥନୈତିକ ଅଭିବୃଦ୍ଧି ରେ ସହାୟ ହେବ ।
ଗୌରାଙ୍ଗ ବାବୁ ସଂପୂର୍ଣ୍ଣ ଗାଁ ଓ ସାହି, ଗଳିର ଭିଡିଓ କରି,ଗାଁ ମାଟି ର ମହକ ଭିଡିଓ କରି, ଆମକୁ ବହୁତ୍ ଆନନ୍ଦିତ କରୁଚ।ଧନ୍ୟବାଦ୍।
Life is a celebration of festivals.
Marriage is a milestone and most
Important function.Your You tube
Chanell is unique for food and
Feasts.
❤️❤️
marriage is not imp for all
ଭାଇ ଆପଣଙ୍କ ସବୁ ଭିଡ଼ିଓ ଭଲ ଲାଗୁଛି
ସତରେ ଭାଇନା କଦଳୀ ପତ୍ର ରେ ଖାଇବା ର ଯୋଉ ମଜା ସେ ଖଲି ରେ କାଇଁ
Kadali patra re khaibara maja alaga .❤️❤️
ବହୁତ ସୁନ୍ଦର ଭିଡ଼ିଓ 😍😍😍
Video background music ବହୁତ ବଢିଆ
ଗୋଟେ ଜିନିଷ ଭଲ ଲାଗୁଛି କି ସବୁ ଭୋଜିରେ
କଦଳୀ ପତ୍ର ନା ଆଜିକାଲିର ପ୍ଲାଷ୍ଟିକ କି ଶାଳ ପତ୍ର ମଜା ଆସିଗଲା ଦେଖିକି ❤️
କେତେ ସୁଦଂର ଆମ ଓଡ଼ିଶା। ବହୁତ ସୁଦଂର। 🙏🙏🙏
ଭାଇ ତୁମ କେନ୍ଦ୍ରାପଡ଼ା ରେ ଭୋଜି ରେ କଣସବୁ ଆଇଟମ ହୂଏ ଟିକେ ଦେଖାଅ
ଭାଇ ଆପଣଙ୍କ ଭିଡିଓ ମୋତେ ବହୁତ୍ ଭଲ ଲାଗେ❤️ Love you Gaurang bhai ❤️
Very happy moments. Really i miss my village and this culture. I remember this when I was a child .
Video bahut vala laguchi bhai love frm cuttack
Thanks dear
ଖାଇବା ଟା ନିଶ୍ଚୟ ବଢ଼ିଆ ହେଇଥିବ,ପାଟିରୁ ଲାଳ ଗଡୁଛି।
Sanu smile a very nice bhai Cuttack ade tike agamana hau
Jay shree Ram sir apanaka video ku wait thila
Thanks
Love from Jagatsinghpur Naugaon. Sir apanka bhasa ucharana style bhala lage vidoe dekhu dekhu keetebele sarijaye Jana padeni
Bhai amo khanti odia
କେତେ ସୁନ୍ଦର ମୋର ସନାତନ ସଂସ୍କୃତି ପରମ୍ପରା 🙏
Really, bahutta volo lagila,,,emiti vedio agaku karuthoa bhai
Really love this... bahut badhiya lagila...khaiba ta badhiya heichhi
Apnka vdo dekhi ...puruna katha sabu manepadijauchhi ...super 💗💗
Bhai bhoji bhala heichi bhoji dekhi patiru nala gadijauchi
Bhai jai jagannatha
Bhai jaha kahucha kuha dhana au little mo pua jhia❤️
Bhai pura ama odia culture asigala bhai bahut bhala heichi video ta Love from Sambalpur Odisha ❤️
Your uncle is a pleasant person . Asking questions is as much difficult as answering them . The girl was clearly very nervous . Food look absolutely fabulous. Well done .
Ati sundar.. bhari khusi lagila.. I born and brought up in Bbsr. But whenever I feel depressed I go to my village
Gaurangababu ... Apananka video tiku dekhi mana ta bahut khusi hei gala ...
Really miss my Odisha cultures....😢
Bahut sunder language voice apankara sir, bahut sunder laguchi nija pila bela ra katha mone padijauchi
Bhaina bhoji ta jabardast heichi. Baki mu nathhili.. 👌👌👌👌😄😄😄😄
Thank u bhaina a e culture dekheiba pain.. aji a e jou chatarkia bapa maa sabu cake katiki banauchanti.. semananku tike dekhamtu
You tube re sabuthu bhala video.. Apanka video.... Really village made..
Bhaina tama katha mate bhala lage sabutharu bhala lagila bhoji bhata kadali patarare bi pari besha bhala
Bhai bahut khushi lagila dekhi amiti nua nua video karichala 🙏
Day to day gourang Nayak vlog
Love you from Aul,Kendrapara
Love from Balichandrapur
Jabardast bhoji khaiba..ku sundar nirbandha..
Gauranga babu 🙏.... Bahut sundar paribesana ... Jai Jagannath 🙏
Marriages r made in heaven
We r just.............. it's proven
😄😄💜💚
Kou jaga bahuta vala lagila dekhi 👌🙏
ବହୁତ ସୁନ୍ଦର
ବହୁତ୍ ଭଲ ଲାଗିଲା....
Goranga bhai tama video bhari bhala laguchi .dhana au little ra katha re mo peta purijauchi .mo bhai goranga bhai
Bahut sundar uchha kotira athiti charcha
Samalpure " Dhum tiun "
Pure desi ,ganuli,,,dekhiki sundar lagila
Eate sara loka nku basiki jhia ku eamiti basiba pachariba eaita sabu jaga re heuni ame bi gona re rahuchi but eate bi hueni
Jaya Jagannatha...Great blog again today....another jhia dekha karyakrama with delicious bhoji in the menu.....same evergreen traditional and reliable procedures of a marriage....God Bless to all of them....ati sundara nirbandha process in the temple....ending with kuni pila khela of Dhana, Little and Sanu....Jaya Jagannatha....
ଖୁବ୍ ସୁନ୍ଦର ଭିଡିଓ 🙏🙏🙏
ଅପଣଂକ ଭଲଗ ବଢିଆ ଲାଗୁଛି.... ସିଏ ବୁଢା କଣ ରେଗିଙ୍ଗ କଲା ଭଳିଆ question ପଚାରୁଛି ....😄😄.
Bahut sundar bhoji hoichi bhaina
Good evening my dear Gourang. I am very appreciated to you for remembering everyone's childhood memories and village life through your channel. I am also proud to you as a college friend. God always bless you and your family also. Well done and keep it up. Thanks my dear. Regards from Susanta
Bhai...mausa kn painee mangalasutra pindheile????
ମୁଁ ମଧ୍ୟ ଯାଇଥିଲି ଆପଣଙ୍କ ସହ ମଧ୍ୟ ଭେଟିଛି. ବହୁତ ଭଲ ଲାଗିଲା.
ଖୁବ ସୁନ୍ଦର ଭାଇ ଦେଖିକି ଖୁସିଲାଗିଲା .. ଆଉ ନିର୍ବନ୍ଧ ଟା କାହାର
Vala lage gna ra culture
ଭିଡିଓଟି ବହୁତ ଭଲ ଲାଗିଲା କିନ୍ତୁ ( ମୋ ଦୃଷ୍ଟିରେ ) କିଛି ବ୍ୟତିକ୍ରମ ଲକ୍ଷ କଲି । ପ୍ରଥମେ ଭୋଜି ଖିଆ ହେଲା ଆଉ ତାପରେ ମନ୍ଦିରରେ ନିର୍ବନ୍ଧ । ଟିକେ ଅଡୁଆ ଲାଗିଲା କାରଣ ପ୍ରଥମେ ନିର୍ବନ୍ଧ ହେବାର ଥିଲା ଆଉ ତାପରେ ପ୍ରୀତିଭୋଜନ । ବୟସ୍କ ବ୍ୟକ୍ତି ଜଣକ ଝିଅକୁ ମୁଦି ପିନ୍ଧାଇବା ମୋତେ ଟିକେ ଅଡୁଆ ଲାଗିଲା କାରଣ ମୋ ହିସାବରେ ପୁଅ କିମ୍ବା ପୁଅର ପରିବାର ତରଫରୁ କୌଣସି ମହିଳା ଝିଅକୁ ମୁଦି ପିନ୍ଧାଇବା ଉଚିତ୍ ଥିଲା ।
Yes 👍
Ame odia ama sanskruti ama ku badiya proud get bron in this previously land Utkal Jay Jagannath 🙏.
Bhut Khushi lagila apana nka video dekhi
Feeling's good....
Excellent Bhai Namaskar.
I love village life
Se uncle kon ornaments Sabu dele, but puo dei thile bhalo huonta, may be aponk side ra riti riwaj bodhe.
Jay jagannath Gauranga babu
Jhia kahaku swami maniba jia mangalasutra pindheichhi taku naa jia sindura pindheichhi taku
Jay jaganatha sir
Nice authentic, simple best healthy food
Aapana vedio bahuta bhala lagila kadali patrare khaiba
ଆପଣ ଙ୍କ vlogs daily dekhuji sir 🙏🙏🙏🙏
Thank you bro
"Dhana" and "little" with "Nata" are always awesome in your videos.
Ho In
Bhai perfect muzic pakaucha.. Mast bhai..
Bahutu khusi lagila.
Dekike.
Bhai tama vlog bahut bahut bhala pure odia jai jagannath 🙏🙏👏👏
Gouranga bhai 🙏❤️🙏🙏🙏🙏🙏❤️👍🙏🙏❤️🙏🙏
ଏଇ ନ୍ନିବନ୍ଦ ରେ ସେ ଝିଅ କୁ କାହିକି ମୁଦୀ ଆଉ ମୋଙ୍ଗଳସୂତ୍ର ସେ ବୁଢା ଲୋକ ଟି ପିନ୍ଦାଇଲେ ସେ ହାତ ରେ ବି ତ ଧରେଇ ଦେଇ ପାରିଥାନ୍ତେ ଅଥବା କୋଣସୀ ତ୍ରୀ ଲୋକ ଙ୍କ ଦ୍ୟାରା ପିନ୍ଦାଇ ଦେଇ ପାରିଥାଆନ୍ତେ । ଏହି ନୀୟମ ଟି ମୋତେ ଭୁଲ୍ ଲାଗିଲା ।
🙏 apana jou background music a vlog re rakhichnti jhia asilabele plj se music nm kahibe
Bhai nkara Friendly Katha barta Ta Vala
Memories refreshed...😊
Jaya jagannath 🙏🙏🙏
Jay shanidev 🙏Gouranga sir
Bhai thare entire family saha gote kooude bulibaku jao and vlog karo .😍😍
Jay Jagannath vai
Great environment. Love your channel
Bhaina Jay jagannath
Jay Jagannath