ବିଜେପି ର ୧୦୦ ଦିନ ଶାସନ ଉପରେ ମତାମତ ରଖିଲେ ଶ୍ରୀ ନରସିଂହ ମିଶ୍ର କହେଲେ ବିଜେପି ସରକାର୍ ଜୁମଲା ସରକାର୍।

Поделиться
HTML-код
  • Опубликовано: 17 ноя 2024

Комментарии • 328

  • @biranchimahakur.6476
    @biranchimahakur.6476 Месяц назад +93

    ଧନ୍ୟବାଦ୍ ଜଣାଉଛୁ, ମିଶ୍ର ଆଜ୍ଞା।

  • @sumantasahu5118
    @sumantasahu5118 Месяц назад +41

    ଭାରତୀୟ ଯୁମୂଳା ପାର୍ଟି।

  • @arjunbanchhor6913
    @arjunbanchhor6913 Месяц назад +71

    ପରିବର୍ତ୍ତନ ସୁରେ ମୁଇଁ ବି ଭୋଟ ଦେଉଛେ। ହେଲେ ଏହାଦେ ପସ୍ତାଉଛେ। ଇନ୍ତା ସାରା ଓଡ଼ିଶାର ବହୁତ୍ ଲୋକ ପସ୍ତାଉଛନ୍। ବେସିକରି ପଶ୍ଚିମ ଓଡ଼ିଶାର ଲୋକେ।

    • @NaradSeth
      @NaradSeth Месяц назад

      ଆର ଥର ଫର୍ ପରିବର୍ତ୍ତନ କର

    • @manjilkumarkhamari6784
      @manjilkumarkhamari6784 Месяц назад +1

      Tk wait kara ho sabu heba...

    • @deshidivas4791
      @deshidivas4791 Месяц назад +1

      Thikk heiiche😂😂😂😂😂.... andhbhakt...

    • @Hhhhhttt555
      @Hhhhhttt555 Месяц назад

      Kichhi nai hai ​@@manjilkumarkhamari6784

    • @manojkumarpadhan5279
      @manojkumarpadhan5279 Месяц назад

      ​@@deshidivas4791, chamcha

  • @BANTYSUNA-j8h
    @BANTYSUNA-j8h Месяц назад +52

    Congress party jindabad ❤❤❤❤

  • @DolamaniBagarty-dc3bw
    @DolamaniBagarty-dc3bw Месяц назад +26

    ବହୁତ ଭଲ.କଥା

  • @trinathmallik9972
    @trinathmallik9972 Месяц назад +28

    ଧନ୍ୟବାଦ ମିଶ୍ର sir 🙏🙏🙏

  • @jitendradash5617
    @jitendradash5617 Месяц назад +3

    Bjp ଯୁମୁଲ ସରକାର ଏଣେ ଯୁମୁଲା କରି ସବୁ ରେଶନ ରେଟ୍ ବଢେଇ ଚାଲିଛନ୍ତି

  • @SMILAN_143
    @SMILAN_143 Месяц назад +3

    ଆପଣ ଜଣେ ଅଭିଜ୍ଞ ନେତା ଏ ସରକାର କୁ ତୁରନ୍ତ ଭାଙ୍ଗନ୍ତୁ ❤❤

  • @satyamsibamdash2780
    @satyamsibamdash2780 Месяц назад +57

    ମୁଖ୍ୟମନ୍ତ୍ରୀ ୧୦୦ ଦିନ ରେ ପଖାଳ ଖାଇବାର news ଟା ବେଶି ଆସୁଛେ

    • @debanandabadhei7691
      @debanandabadhei7691 Месяц назад

      Sath katha bhai

    • @tapasdharua2754
      @tapasdharua2754 Месяц назад

      😱

    • @Beardman35
      @Beardman35 Месяц назад +1

      Khahar Gahre pakhal khauchan.. kahar ghare gurash piuchan 😂and Baki hagbar ta baki rahla 😂😂

    • @tikeswarNeha
      @tikeswarNeha Месяц назад

      Enta kaharir ghare pakhal khaidele
      E des ra development ni haye

    • @jyotsnakuanr
      @jyotsnakuanr Месяц назад

      Sata Katha bhai.....pm khali buluchhanti au CM khali pakhala khauchhanti.......

  • @NaradSeth
    @NaradSeth Месяц назад +10

    0:02 ପହିଲା bjp ର ମନ୍ତ୍ରୀ ମାନେ ସଭେ ଗୋଟେ ଗୋଟେ ଅଲଗା ଅଲଗା ବାଇଟ୍ ଦଉଛନ
    ଏଟା ରେଟ ବଢ଼ା ସରକାର
    ଆମର ପଇସା ଆମକୁ ଯୋଜନା ବାନବର୍ ସରକାର ସବୁ କେ ଆଗର ସରକାର କେ ଦୋଷ ଦେକରି ଖସି ଯିବାର ଠିକ୍ ନୁହେଁ

    • @drdmediasibatala4061
      @drdmediasibatala4061 Месяц назад

      ହିନ୍ଦୁ ମୁସଲିମ ବିଜେପି କରୁଛେ କି କଂଗ୍ରେସ କରୁଛେ ଭଲ ସେ news ଦେଖ ଆଉ କହେବ ତମେ ରାଜନୀତି କରୁଛ କର ହିନ୍ଦୁ ମୁସଲିମ ନେଇ କର ଆଉ କରୁଛ ବେଳେ ମୁସଲିମ ମାନଂକୁ କହି ପାର୍ବ କାଏଁ ତମେ ଜଦି ତମର ବାପାର ପୁଓ ବେଳେ

    • @NaradSeth
      @NaradSeth Месяц назад

      ଭାଇ ରାଜନୀତି ନାଇ ତ କରି ନେଇ ପାରୁ ହେଲେ ସିଖୁଚୁ news ଦେଖି କରି
      ମୁଇ ଦେଖେ ଉଛେ 6 ତୁମେ ଦେଖୁଛ 9

  • @Bhujbal-sv4en
    @Bhujbal-sv4en Месяц назад +1

    ଯେଉ ସରକାର ବି ହଉ ଆମର ପଶ୍ଚିମ ଓଡ଼ିଶା କେ ରୋଜଗାର ଦିଅ
    ଆଉ ଦାଦନ ସମସ୍ୟା କେ ବନ୍ଦକର

  • @kedardharua1314
    @kedardharua1314 Месяц назад +27

    Faltu BJP sarkar, nex time Congress ❤❤❤

  • @dillipnaik362
    @dillipnaik362 Месяц назад +19

    Bjp down down

  • @rjsoy4432
    @rjsoy4432 Месяц назад +1

    କୋଶଲ ରାଇଜ ବି ନି ହେବା ଯେବେ ଯାଏ ମୁଣ୍ଡ ବିକୁଥିବେ ଆମର ଆଡ଼ର ଦୋମୁହ ନେତା ଙ୍କର Power ପାଇଁ ସବୁ ନାଟ 😢😢

  • @SASADHARAMOHANTY
    @SASADHARAMOHANTY Месяц назад

    ଆଜ୍ଞାପ୍ରଣାମ ଭାରତୀୟ ଜାତୀୟ କଂଗ୍ରେସ ଜିନ୍ଦାବାଦ, ଏ ଭାରତୀୟ ଜନତା ପାର୍ଟି କେବେ ଲୋକ ମାନଙ୍କୁ କମ ଟଙ୍କାରେ ପେଟ୍ରୋଲ ଓ ଡିଜେଲ ତେଲ ଦେବେ

  • @krupasinghpatra2906
    @krupasinghpatra2906 Месяц назад

    ନରସିଂହ ମିଶ୍ର M L A ଥିଲେ ଆରୋ ପୋଲ ଖୋଲିଥିତେ BJP ଭାଗ୍ୟ ଭଲ ଯେ ସେ ବିଧାୟକ ନିହେଲେ

  • @RohitBariha-cm8df
    @RohitBariha-cm8df Месяц назад

    bhata tanka 3000 ଦେବି କହି ଠକୁଛି bjp sarkar ସବୁ ବେକାର୍ ଯୋଜନା କରୁଛନ୍ତି

  • @BenudharMohanty-on2hv
    @BenudharMohanty-on2hv Месяц назад

    ଜନତା BJP Bharatiya Jumla Party ପ୍ରତି ବିମୁଖ ହେବାର ମୁଖ୍ୟ କାରଣ ପ୍ରଥମତଃ ମିଛ ପ୍ରତିଶ୍ରୁତି ଦ୍ବିତୀୟତଃ ଦରଦାମ ବୃଦ୍ଧି ପ୍ରତିଶୃତି ପାଳନରେ ଅକ୍ଷମତା ତଥା ଦରଦାମ ବୃଦ୍ଧି ଉପରେ ଯଦି ଆଗାମୀ ଦିନରେ ସକ୍ଷମ ନ ହୁଅନ୍ତି ତେବେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସ୍ଥିତି ଟଳମଳ ନିଶ୍ଚିତ❤❤❤

  • @bahadursagar1698
    @bahadursagar1698 Месяц назад +1

    Namaskar & thanks to Mishra sir.

  • @basantasahu1031
    @basantasahu1031 Месяц назад

    ଛାଡ ହୋ, ଜେନ ସରକାର ହେଲେ ବି ଗରିବ ର ଦୁଃଖ ନାଇଁ ଯେ

  • @S.M.P.643
    @S.M.P.643 Месяц назад +3

    ବଲାଙ୍ଗିର ର ସିଂହ ଶ୍ରୀ ନରସିଂହ ମିଶ୍ର ❤

  • @rajendraswainswain6878
    @rajendraswainswain6878 Месяц назад

    Valuable guidance abd future informations for national i terest by his life ex perience.

  • @HaldharSuna-b1q
    @HaldharSuna-b1q Месяц назад

    ଯିଏ କଂରେଷ କେ ନି ଚିନବାର ସେ କଂରେଷ କେ ଭୋଟ ଦଉଛେ ଆର ଦେବାବି ଆଉ ଯିଏ bjp କେ ଚିନିଛେ ସେ କାହାକେ ଭୋଟ ନେଇ ଦିଏ ଏକ bjp କେ ଦେବା

  • @bharatbhusanmishra1312
    @bharatbhusanmishra1312 Месяц назад

    U have supported to bjp in loisingha thanks sir for your valuable politices

  • @ajayasahu4728
    @ajayasahu4728 Месяц назад

    Jay Jagannath Jay BJD Jay Naveen sir good decision your

  • @prasantapattanaik862
    @prasantapattanaik862 Месяц назад

    ଯେ ନିର୍ବାଚନ ପ୍ରଚାର ବେଳେ କ଼ହି ଥିବା ପ୍ରତିଶ୍ରୁତି ପହେଲୁ ନାଇଁ ଦେବାର ସେ କେନ୍ତା ସରକାର ଆଏ ଭାବ? କେନସି ସରକାର କଂଗ୍ରେସ ବିଜେଡ଼ି ଏନ୍ତା ଠକି କରି ମିଛ୍ କେଭେ କହିଥିଲେ?

  • @Mr..padhan8715
    @Mr..padhan8715 Месяц назад +13

    Right katha kahu6n mishra angya

  • @ekalabyagaigaria9679
    @ekalabyagaigaria9679 Месяц назад +16

    Ek number Congress leader ek number kahuchan 🙏🙏 ଆଜ୍ଞା

  • @trilochanbiswal52
    @trilochanbiswal52 Месяц назад

    ଇଟା ବଜେପି ର ପହେଲା ସରକାର ଆରୁ ଶେଷ ସରକାର ଆଏ, ଇଟା ହଉଛେ ଠକୁଆ ସରକାର

  • @GajindraBehera-r2t
    @GajindraBehera-r2t Месяц назад +9

    Right Katha kahile sir.

  • @trilochankumbhar453
    @trilochankumbhar453 Месяц назад +14

    Ek dam right ✅ Katha Mishra angya

  • @akashsandha8469
    @akashsandha8469 Месяц назад +13

    ବିଜେପି ବାଲେ ଠକୁଛନ୍ତି ଜୟ ବିଜେଡ଼

  • @bobulpanigrahi1658
    @bobulpanigrahi1658 Месяц назад

    Dhanyabaad Sir...🎉🎉🎉❤

  • @santoshkumarmishra2620
    @santoshkumarmishra2620 Месяц назад

    ତୁମର ପୁରୁଣା ଅଭ୍ଯାସ ବିଜେପି ବିଜେଡି ବିରୁଧରେ କହିବା. ଆଉ କେବେବି ବିଧାନ ସଭାକୁ ଯିବାପାଇଁ ସୁଯୋଗ ପାଇବନି

  • @azadmahapatra9611
    @azadmahapatra9611 Месяц назад +1

    Narsingh mishra jindabad congress party jindabad

  • @HaldharSuna-b1q
    @HaldharSuna-b1q Месяц назад

    ଯିଏ କଂରେଷ କେ ଭଳ ଭାବେ ଜାନିଛେ ସେ କେଭେବି କଂରେଷ କେ ଭୋଟ ନେଇ ଦିଏ

  • @DebarajBachha
    @DebarajBachha Месяц назад

    ବହୁତଭଲ କହୁଛଁନ୍ ଆଜ୍ଞା...!

  • @JugendraBhue-j2b
    @JugendraBhue-j2b Месяц назад +1

    ନରସିଂହ ଆଜ୍ଞା ଜିନ୍ଦାବାଦ

  • @Webseries1435
    @Webseries1435 Месяц назад +5

    ତମେ ବିଧାୟକ ଥିଲ ବେଳେ ଟା ଖଲିଆପାଲି ରେ କେତେ ଟା ନନସେନ୍ସ କଲେଜ ଝିଅ ମାନଙ୍କୁ ତ ମିସବିହେବ କରୁ ଥିଲେ ଜାଣି ଛ କିନି ଆଜ୍ଞା ତୁମେ 5 YEAR ତକ କାଣ| କରି ଚ କହିବ ଟିକେ

  • @SushantaSeth-cw1nz
    @SushantaSeth-cw1nz Месяц назад +9

    Good News

  • @sakindrasethi9769
    @sakindrasethi9769 Месяц назад +8

    Juhar nursing sir 🙏🙏🙏🙏 right

  • @nityanandabhoi-qt7tz
    @nityanandabhoi-qt7tz Месяц назад

    Thank you mishra babu

  • @PratikkumarDas-vt6yv
    @PratikkumarDas-vt6yv Месяц назад

    100 ଦିନ ପୂର୍ଲା ପରେ ବି ମୋହନ ସରକାର ଗାଣ୍ଡିମାରି ମାରି ଚାଲିଛେ ମାର ରେ ବାବୁ କେତେ ମାର୍ବୁ ଜେ 5ବର୍ଷ ତକ

  • @iproudtobeindian3022
    @iproudtobeindian3022 Месяц назад +9

    CC camera ଲାଗି ଜଉ ପଇସା ଆସିଥିଲା ସେହି ପଇସା ସେହି ପୋଲିସ ଅଫିସର ଖାଇଛି ସେଥିପାଇଁ cc cemera ଲାଗି ନାହି 😂

  • @tribhubangopal
    @tribhubangopal Месяц назад +18

    ଏକଦମ ଠିକ୍ କଥା।

  • @Rudransh4949
    @Rudransh4949 Месяц назад

    ହଁ ଆଜ୍ଞା ସତ କଥା
    ବିଜେପି ହେତିର ଲାଗି ତିଷ୍ଠି ନାଇଁ ପାରେ
    ହଇଓ ମିଶ୍ର ଆଜ୍ଞା ଆମର ବଲାଙ୍ଗୀର ରେ ତୁମେ କେନ୍ତା କରି ହାରିଗଲ

  • @karunabudek8983
    @karunabudek8983 Месяц назад

    Apanankar spech excellent jay Narsing

  • @brajabhusansai5399
    @brajabhusansai5399 Месяц назад

    ଧନ୍ୟବାଦ ମିଶ୍ର ଆଙ୍ଗ୳।।

  • @PurnaChandra-ec6dv
    @PurnaChandra-ec6dv Месяц назад +5

    ସତ୍ଯ ବାକ୍ଯ ଆଜ୍ଞା 🎉

  • @AshokKumarDigal-s4i
    @AshokKumarDigal-s4i Месяц назад +1

    Thank you sir 🙏

  • @krupasahu7278
    @krupasahu7278 Месяц назад +1

    ❤❤❤❤

  • @PremChhura-cs1kt
    @PremChhura-cs1kt Месяц назад +1

    100 percent thik katha

  • @raiderFC
    @raiderFC Месяц назад

    ବହୁତ୍ ବଢିଆ କହି ଛନ ମିଶ୍ର ସାର

  • @barihababuofficial7356
    @barihababuofficial7356 Месяц назад

    ତୁମର congress ସରକାର ଯଦି ଆସିଲେ ତ ଦେଶ କେ ବିକି ଖାଇ ଦେବ ନ ବୋ କଣ ବିଜେପି ସରକାର କେ କହୁଛ ଯେ

  • @BabluBhoi-fk1zy
    @BabluBhoi-fk1zy Месяц назад +2

    Right katha kahuchhan sisr❤❤❤❤❤❤

  • @priyadharua1745
    @priyadharua1745 18 дней назад

    Congress pati jindabad

  • @sridharbiswal5551
    @sridharbiswal5551 Месяц назад

    କଥାଟିଏ ଠିକ ଅଛି।

  • @Keyboardboy-Sushil
    @Keyboardboy-Sushil Месяц назад +5

    Pura Right Sir 🙏

  • @munubehera6260
    @munubehera6260 Месяц назад

    ଗୁଟେ ଭୂତି ଥି ଦୁଇଟା ହଲିଆ. ରଜା ଘର କେ ଯ କଵାରକରବ.

  • @eliasheliash3463
    @eliasheliash3463 22 дня назад

    ପ୍ରାୟ ଲକପାଇପାରିନାହାନ୍ତି ପଇସା

  • @arajunmaharana6147
    @arajunmaharana6147 Месяц назад

    ମିଶ୍ରେ ଆଜ୍ଞା ଠିକ୍ କହୁଛନ୍ l ଜୁହାର 🙏

  • @nityanandabhoi-qt7tz
    @nityanandabhoi-qt7tz Месяц назад

    Bahut badhia kahichha mishra sir

  • @anandachandrapadhan2482
    @anandachandrapadhan2482 Месяц назад

    Congress comming soon sure next pm Rahul 🎉🎉🎉

  • @prabhu3560
    @prabhu3560 Месяц назад

    mor samiya thanks🎉

  • @anandachandrapadhan2482
    @anandachandrapadhan2482 Месяц назад

    Good statement 🎉🎉🎉

  • @PankajSabar-hu7rw
    @PankajSabar-hu7rw Месяц назад

    ସେ ସରକାର କରିଥିଲେ ବୋଲି ବିଜେପି ବାଲେ ରଗଂ ମାରୁଛ

  • @prakashchandrajena4344
    @prakashchandrajena4344 Месяц назад +5

    Right katha kahele sir....

  • @KalkiAvatar-z2e
    @KalkiAvatar-z2e Месяц назад +5

    Bjpଗୁଟେ ଚୁର୍ନି ସର୍କାର୍... ନିର୍ଲଜିଆ ,,ଆର୍ ସେଂରା ସରକାର୍... SHG ମହିଳା ମାନ୍କର୍ କଥା କେବ୍ କେ ବୁଝ୍ବା ଇ ଚୁର୍ନି ସର୍କାର୍...ଶୁଭଦ୍ରା ଯୋଜନା ବାଳ ଜୋଯନା କରିଚୁ...ନବୀନ୍ ରୁ ଗୁହୁର ସଂଗେ ସମାନ୍ ଇ ବିଜେପି ସର୍ କାର୍

    • @NaradSeth
      @NaradSeth Месяц назад

      Right

    • @pramodkudei9235
      @pramodkudei9235 Месяц назад

      Tuai andh Bhakt

    • @KalkiAvatar-z2e
      @KalkiAvatar-z2e Месяц назад

      ହଁ ପରେ ତର୍ ଗିଜେ ଆଁଖ୍ ଅଛେ....ଆମେ ଅନ୍ଧ ଭକ୍ତ. .ମୋର୍ ବାଣ୍ଡେ ଗୁଟେ ଖାଲି ଆଏଁଖ୍ଅଛେ

  • @niranjan3333
    @niranjan3333 Месяц назад +1

    💯 True Right Sir Center Nd State Main Congress Govt..Jauri Hai Only Bol Bachan Zero Action Feku Jhansaram Andha bhakat godi dalaa media party Hai Tax Washoli Sarkar GST Price Hack Govt Same Only one agenda Hindu Muslim Lion Tiger leader Narasinga Mishra Sir Proud Of Western Odisha.. Bolangir Jay Khoshal Jay Congress🔥

  • @shibadattadash3364
    @shibadattadash3364 Месяц назад

    ସତ୍ କଥା ମିଶ୍ର ଆଜ୍ଞା

  • @SmilingCalicoCat-xj4zy
    @SmilingCalicoCat-xj4zy Месяц назад

    ପୁରାସତ୍ କଥା,କହେଲେ ଆଜ୍ଞା

  • @Sugriba_Sangita
    @Sugriba_Sangita Месяц назад +1

    Ak number kahi6n narsing misra air

  • @SanjayaNayak-dn6mu
    @SanjayaNayak-dn6mu Месяц назад

    Exactly Sir..... 🙏👍❤️👍🙏

  • @sanjeebsahu2849
    @sanjeebsahu2849 Месяц назад +1

    ଆମର Gandhinagar field ତ sir 8 ବରସ ହେଲା କିଛି ନାଇଁ କଲେ.
    ହାରି ଗଲେ ସରି ଗଲା ସବୁ 😢😢😢

  • @Jahar-h8x
    @Jahar-h8x Месяц назад

    ବିଜେପି ଚଳିବ ନାହିଁ

  • @rameshdumal9386
    @rameshdumal9386 Месяц назад

    ଠିକ୍ କଥା ସାର୍

  • @bulatigagan
    @bulatigagan Месяц назад +1

    ହାରଲା କେ ହନୁ ସତ କହୁଛେ କାଇଁ ।

  • @susantakumarbhoi8151
    @susantakumarbhoi8151 Месяц назад

    ଲୋକମା ନ ଙ୍କୁ ରୋ ଜଗାର ଦେଲେସି ନହେଵା

  • @hemantasahu9997
    @hemantasahu9997 8 дней назад

    ତୁମେ ନରସିଂହ ମିଶ୍ର ବୋଧହୁଏ ବିଜେଡି ଛି ମିସ୍,ଲ ନ

  • @ashokbhoi6532
    @ashokbhoi6532 Месяц назад +1

    1000% right sir

  • @koshalview7152
    @koshalview7152 Месяц назад

    Jay congress

  • @daitarisahu1092
    @daitarisahu1092 Месяц назад +10

    ଜେନ୍ ଯାଗାରେ ପୋଲିସ ଶୃଙ୍ଖଳା ରକ୍ଷା କରବାର୍ କଥା, ସେ ଜାଗାରେ ପୋଲିସ ବିଶୃଙ୍ଖଳା ସୃଷ୍ଟି କରୁଛେ। ଦୋଷୀ ଠାନୁ ଲାଞ୍ଚ ନେଇକରି ବିନ୍‌ଦୋଷୀକେ ଦୋଷୀ ବନଉଛେ ନିରିହ ଲୋକଙ୍କୁ Depression ସୃଷ୍ଟି କରୁଛେ। ଲୋକ ମାଓବାଦୀ ହେବାରରେ ଆର୍ ଖରାପ ରାସ୍ତାରେ ଯିବାରେ ପୋଲିସ ପ୍ରଶାସନ ହିଁ ଦାୟୀ।

  • @chandrasekharmeher2
    @chandrasekharmeher2 Месяц назад

    Thik katha

  • @Bhartikakde111
    @Bhartikakde111 Месяц назад

    ଆପଣ ଯାହା କହୁଛନ ସତ୍ କଥା ଆଜ୍ଞା

  • @mydesimurgi9494
    @mydesimurgi9494 Месяц назад

    କିହେ ଭି ଭଲ ସରକାର ନାଇସେ ସଭେ ଖାଉ ସରକାର

  • @keshrajbhoi-pl1eg
    @keshrajbhoi-pl1eg Месяц назад

    Correct ekdam right 👍

  • @PriyanshuMishra-kk5sg
    @PriyanshuMishra-kk5sg Месяц назад +2

    ଧନ୍ୟବାଦ୍ ମିଶ୍ର sir

  • @prakastech1002
    @prakastech1002 Месяц назад

    Ur right sir ❤❤❤❤ subhadra yojana thagidela

  • @pyaripodh8153
    @pyaripodh8153 Месяц назад

    Right katha sir 🙏🙏🙏

  • @milanthelakoushiknanchhpr9164
    @milanthelakoushiknanchhpr9164 Месяц назад

    ଆଗିଆ ଆପଣ କର ସରକାର ବି ପଚାଶ ବର୍ଷ ଦେଷ ଚଲାଲେ ତାପରେ ବିଜେଡି ପଚିଶ ବର୍ଷ କାଣାକଲ ଲୋକ ଭୋକେ ମରୁଥିଲେ ଏବେ ଟିକିଲାଗି ହେତା କହୁଛ କେ

  • @rajatkumaragasti9186
    @rajatkumaragasti9186 Месяц назад

    Ek number 👌👌

  • @nruttamnagofficial5198
    @nruttamnagofficial5198 Месяц назад

    Thanks Mishra sir

  • @sanjeebsahoo7087
    @sanjeebsahoo7087 Месяц назад

    Right Sir...👍

  • @AmitPatra-j7t
    @AmitPatra-j7t 20 дней назад

    Ek number sir

  • @krishgemer995
    @krishgemer995 Месяц назад

    Mishra sir bjd 24 yr thila tume kene suithila congress

  • @ChitaPattnaik
    @ChitaPattnaik Месяц назад

    ସହେ ରୁ ସହେ ସତ କଥା

  • @bullusagar3854
    @bullusagar3854 Месяц назад

    BJP best sarkar.

  • @mrutyunjayaacharya
    @mrutyunjayaacharya Месяц назад +1

    ହଡାଵେପାରୀ ଧପାଵାଜ୍ ବିଜେପି 😂

  • @EvenswarpradhanPradhanevenswar
    @EvenswarpradhanPradhanevenswar Месяц назад

    ଆପଣ କାମରେ ସାହାଯ୍ୟ କରନ୍ତୁ

  • @santonukumarbhoi5013
    @santonukumarbhoi5013 Месяц назад

    BJP HEUCHHI BHARATIYA JATRA PARTY