ପାଣ୍ଡିଆନଙ୍କ ପିଏସ୍‌ଓ ଗଲେ କୁଟ୍ଟେଙ୍କ ଖାଲି କରିଦେଲା ! | Former CM Naveen Patnaik | BJD | Odisha Reporter

Поделиться
HTML-код
  • Опубликовано: 24 ноя 2024

Комментарии • 136

  • @UpendraBehera-o1z
    @UpendraBehera-o1z 21 день назад +64

    ନବୀନ ବାବୁ କାଚ ଘରେ ରହି ଥିଲେ । ସେ ମନ୍ତ୍ରୀ ଏବଂ ଏମଲ କୁ ଦେଖା ଦେଉ ନ‌ଥିଲେ । ଜନ ସାଧାରଣ ତାଙ୍କୁ ଦେଖି ପାରୁ ନ ଥିଲେ । ଏବେ ସେ କାଚ ଘରେ ରୁହନ୍ତୁ। ଅସୁବିଧା କେଉଁଠି ।

  • @kishorchandra2531
    @kishorchandra2531 21 день назад +28

    ଗିରିଧାରୀ ଗମାଙ୍ଗ ଙ୍କୁ ତୁମ ସରକାର୍ କିଭଳି ସୁରକ୍ଷା ଯୋଗାଇଥିଲା

  • @sunilrauto5923
    @sunilrauto5923 21 день назад +46

    4.5 କୋଟି ଓଡ଼ିଆ ନବୀନ ଙ୍କ ପରିବାର ବୋଲି ନବୀନ କହୁଥିଲେ ତାଙ୍କୁ ସୁରକ୍ଷା କିଛି ଦରକାର ନାହିଁ

  • @amitkumarmishra976
    @amitkumarmishra976 21 день назад +43

    Very good decision taking by the people's CM Mohan Majhi & BJP govt 🎉

  • @prakashkumarjena.babusan.n3760
    @prakashkumarjena.babusan.n3760 21 день назад +27

    ବହୁତ ଭଲ ହୋଇଛି ଜୟ ବିଜେପି ❤️❤️❤️❤️

    • @archanabarik2330
      @archanabarik2330 21 день назад

      BJP sarkar kukura sarkar ...... lajya Nahine tanku......😡😡

  • @rmohapatra8562
    @rmohapatra8562 21 день назад +48

    ଜନତାଙ୍କ ଟଙ୍କା ବର୍ବାଦ କରିବ ତୁମେମାନେ, ଭଲ କାମ କଲେ କୌଣସି ବିପଦ ଆସିବ ନାହିଁ, ଆମେ ରାତି 12 ବଜେ ଯାଉଛୁ, କିଛି ଅସୁବିଧା ହଉନି,ସୁରକ୍ଷା ଜନତାଙ୍କୁ ଦିଆଯାଉ, ଏମାନଙ୍କୁ ଦିଆ ନ ଯାଉ

  • @santoshdakua6698
    @santoshdakua6698 21 день назад +16

    ଦୃନୀତି କରିଥିବାରୁ ସେମାନେ ସୁରକ୍ଷା ଚାହାଁନ୍ତି

  • @susantasahoo9544
    @susantasahoo9544 21 день назад +3

    ସରକାରଙ୍କର ପଦକ୍ଷେପ ବହୁତ ବିଳମ୍ବ ହେଲା ତଥାପି ସ୍ୱାଗତଯୋଗ୍ୟ /ନବୀନ ବାବୁ ଯଦି ଲୋକପ୍ରିୟ ନେତା, ତେବେ ସୁରକ୍ଷାକର୍ମୀ କଣ ଦରକାର /

  • @santoshkumardas3424
    @santoshkumardas3424 21 день назад +26

    A very good step taken by the present Government.

  • @prakashswain8674
    @prakashswain8674 21 день назад +8

    ଶ୍ରୀଯୁକ୍ତ ବିଧାୟକ ଜୟନାରାୟଣ ମିଶ୍ର ଠିକ୍ କହୁଛନ୍ତି ।କିନ୍ତୁ ସଞ୍ଜୟ ଦାଶବର୍ମା ମହୋଦୟ ତାମିଲ ଭାଷାକୁ ପ୍ରାଞ୍ଜଳ‌ ଭାବରେ ଓଡିଆ ଭାଷାରେ ରାଜ୍ଯ ବାସୀଙ୍କୁ ଭ୍ରମିତ କରିବା ପାଇଁ କହୁଛନ୍ତି ।କାରଣ ଯେଉଁ ବିଜେଡି ଦଳ ସ୍ବର୍ଗତ ପ୍ରବାଦପୁରୁଷ ବିଜୁ ବାବୁଙ୍କର ଆଦର୍ଶ ଓ ନାଁ'କୁ ନେଇ ,ବିଜୁ ବାବୁଙ୍କର ଅଧୁରା ସ୍ଵପ୍ନ ପୁରଣ କରିବାର ଡାକରା ଦେଇ ଦୀର୍ଘ ଦଶନ୍ଧି କାଳ କ୍ଷମତାରେ ରହିଥିଲେ,ସେହି ସ୍ବର୍ଗତ ବିଜୁ ବାବୁ ନିଜର ବିସ୍ତାରିତ ରୂପରେ ସୁରକ୍ଷା ବଳୟ ପାଇଁ ଆଦୌ ଚିନ୍ତିତ ରହୁ ନଥିଲେ ।

  • @laxmidhardas6096
    @laxmidhardas6096 21 день назад +3

    ଠିକ୍ ହୋଇଛି 👍👍👍👍👍

  • @pabitranath5075
    @pabitranath5075 21 день назад +25

    Very good decision 👍🏻

  • @kishorechandrasekharmishra2658
    @kishorechandrasekharmishra2658 21 день назад +6

    ଏତେ ସୁରକ୍ଷା କ'ଣ ପାଇଁ ବୁଝି ହୁଏନି। ନବୀନପଟନାୟକ କ'ଣ ଆତଙ୍କବାଦୀ କାର୍ଯ୍ୟକ୍ରମରେ ଲିପ୍ତ ଥିଲେ ଯେ ତାଙ୍କ ଜୀବନ ପ୍ରତି ଏତେ ବିପଦ ଅଛି ? ସେ ପରା ଏତେ ଲୋକପ୍ରିୟ।

  • @creative_enthusiast_01
    @creative_enthusiast_01 21 день назад +10

    ସଞ୍ଜୟ ବାବୁ ମଝିରେ ଦଳ ଛାଡି କେଉଁ ଆଡେ କିଛି ମାସ ପଳେଇ ଯାଇ ଥିଲେ ,,ସେ ଜାଣିବା ଦରକାର , ଓଡ଼ିଶାର ପଇସା ଟା ମାଟି କି ଗୋଡ଼ି ନୁହଁ । ତାଙ୍କ ବେଳେ ରାଜକୋଷକୁ ଖାଲି କରି ଦେଇଛନ୍ତି ।ଆହୁରି ଇଚ୍ଛା ଅଛି ।ଜଣେ ଅଭିଙ୍ଗ ବରିଷ୍ଠ ନେତା ଭାବରେ ଓଡ଼ିଶାର ଟଙ୍କା କୁ କିପରି ସଠିକ ଭାବେ ଖର୍ଚ୍ଚ ହୋଇପାରିବ ଚିନ୍ତା କରନ୍ତୁ।

  • @mahendramallick9753
    @mahendramallick9753 21 день назад +13

    BJD ସରକାର ଥିବା ସମୟରେ ବିରୋଧି ଦଳ ନେତା ମାନଙ୍କୁ ସୁରକ୍ଷା ଯେଗାଇ ଦେଉ ଥିଲା କି? ଯଦି ପୂର୍ବରୁ ଏହା ହେଉ ନ ଥିଲା ଏବେ କାହିଁକି ଏତେ ବାଉଳି ହେଉଛ, ନବୀନ ତ ଲୋକ ପ୍ରିୟ ନେତା ଡରୁ ଛନ୍ତି କଣ ପାଇଁ? ଚାରି ମାସରେ କଣ ଲୋକ ପ୍ରିୟ କମି ଗଲା କି? ବିଜୁ ପଟ୍ଟନାୟକ ଖୋଲାରେ ବୁଲୁ ଥିଲେ ଏ କଣ ପାଇଁ ଡରୁ ଛନ୍ତି?

    • @ishwarchandra3980
      @ishwarchandra3980 21 день назад

      ୟାଙ୍କର ଚିନ୍ତା ନବୀନ ନୁହେଁ ନବୀନନିବାସ ରେ
      ଡିପୋକରାଯାଇଥିବା କଳା ଟଙ୍କାକୁ ଚିନ୍ତା ! କାଳେ ଲୁଟପାଟ ହେଇଯିବ 😁😁😁😁😁

  • @niranjanpanda8574
    @niranjanpanda8574 21 день назад +3

    Very good step of Mohan Govt, We hope immediate CBI investigation of various scam.

  • @niranjanchoudhury365
    @niranjanchoudhury365 21 день назад +8

    Good news

  • @uttamtaraiuttamtarai3746
    @uttamtaraiuttamtarai3746 21 день назад +17

    Thiki karichanti

  • @HimansuSahu-n5n
    @HimansuSahu-n5n 21 день назад +9

    Good 👍

  • @anantababa
    @anantababa 21 день назад +8

    Excellent,why we will spent money against this ips and ias. Next target cbi raid

  • @HaraprasadRana-fm1uu
    @HaraprasadRana-fm1uu 21 день назад +1

    ନବିନ ବାବୁ ଙ୍କ ସୁରକ୍ଷା କର୍ମୀ ପାଣ୍ଡୁ କୁ ରଖା ଯାଉ ଆଗରୁ ବି ଥିଲେ ଏବେ ବି ରଖା ଯାଉ

  • @ArunDas-hc5zz
    @ArunDas-hc5zz 21 день назад +1

    ତମ BJD ସଭାପତି ଙ୍କୁ bjd ନେତା ପାଳିକରି ନବୀନ ନିବାସରେ ସୁରକ୍ଷା ଦେଉନ,ଅସୁବିଧା କୋଉଠି

  • @Prakash-uy4wl
    @Prakash-uy4wl 21 день назад +14

    Good discussion

  • @laxmidharapanda6086
    @laxmidharapanda6086 21 день назад +1

    ଏଥର ପଥ ପଚାରି ପିତାଘର ଯିବେ ଆଉ ଓଡ଼ିଶା ମନ ନକରିବେ ! କାରଣ ନିଜ ଜୀବନପ୍ରତି ଭୟ ଆସିଯିବ !

  • @ashokkumarsahoo7041
    @ashokkumarsahoo7041 21 день назад

    Right deceission by Govt.

  • @akhaykumarsahoo4390
    @akhaykumarsahoo4390 21 день назад +3

    Bahut badhia heichi 😂😂😂

  • @harprasadsenapati3945
    @harprasadsenapati3945 21 день назад +4

    Khub Sundar Padakhyap . Aji parzanta rahithile kahiki ye kama Bahu agaru karibara thila . Jay Odisha Jay Mohan

  • @SatyamebaJayate-ml8qx
    @SatyamebaJayate-ml8qx 21 день назад +11

    ଏଥିରେ ବିସ୍ମିତ ହେବାର କିଛି ନାହିଁ... ବିଧିରେ ଯାହା ଅଛି ସେପରି ଯଦି କରା ଯାଇଛି ତେବେ ଅସୁବିଧା କେଉଁଠି?

  • @nrusinghbehera1994
    @nrusinghbehera1994 21 день назад +3

    Very good 💯💯💯💯💯

  • @kartiksenapati5963
    @kartiksenapati5963 21 день назад +3

    Verygooddecision

  • @prabirkumardas641
    @prabirkumardas641 21 день назад +5

    ସବୁ ସରକାର ରେ ଏଇଆ ହୋଇଥାଏ । ବର୍ତ୍ତମାନ ର ସରକାର ଗଲେ ତାଙ୍କ ଅବସ୍ଥା ମଧ୍ୟ ସେଇଆ ହେବ । ତେଣୁ ତାକୁ ନେଇ ଭିଡିଓ କରିବା କ'ଣ ଦରକାର । ସରକାର ର କେଉଁଠି ଭୁଲ ଭଟକା ରହୁଛି ତାକୁ ନେଇ ଭିଡିଓ କର ।

  • @HarapriyaAbility
    @HarapriyaAbility 21 день назад +5

    Kanhiniki Nabin Pattanik kie ki?

  • @ARMAN-m-g
    @ARMAN-m-g 21 день назад +3

    ଏବେ ବି BJD ର ହାତ ବାରିସୀ ସାଜି ଥିବା ମଦ ମାଫିୟା ବାଲି ମାଫିୟା ଙ୍କ ପାଖରେ ଏବେ ବି pso ନିଯୁକୁ ଟି ଅଛନ୍ତି ଗଞ୍ଜାମ ରେ ସବୁଠୁ ଅଧିକ

  • @dasharathiroutray7176
    @dasharathiroutray7176 21 день назад +5

    Frustrated after defeat

  • @ShashikantaMahanta-e2y
    @ShashikantaMahanta-e2y 21 день назад +3

    Jayaraman Mishra's version is very good

  • @harprasadsenapati3945
    @harprasadsenapati3945 21 день назад +2

    Very Good Dicision

  • @sarojasatapathy1455
    @sarojasatapathy1455 21 день назад +2

    Good decision 👌

  • @mihirdwivedi8843
    @mihirdwivedi8843 21 день назад +3

    One of the best decision taken by CM, there was no need, BJD personals are simply criticising Bjp government

  • @tariniprasadmohanty1136
    @tariniprasadmohanty1136 21 день назад

    More Corruption more Security. Less Corruption less Security. Good Decision taken by Mohan Govt.

  • @deeptimayadash3027
    @deeptimayadash3027 21 день назад

    ନବୀନ ପଟ୍ଟନାୟକ ଜଣେ ଦକ୍ଷ
    ଓଡ଼ିଶାର ଲୋକ ତାଙ୍କ ସହିତ ଅଛନ୍ତି

  • @sop828
    @sop828 21 день назад

    Great Decision. 👍

  • @radheradhe515
    @radheradhe515 21 день назад

    Right 👍👍👍👍

  • @prafullamohanty5557
    @prafullamohanty5557 21 день назад

    Good & right Decision

  • @pravakarmishra8813
    @pravakarmishra8813 21 день назад

    Good step taken by new government

  • @sop828
    @sop828 21 день назад

    Much More Ahead 👍. Jharpada / Choudwar.

  • @subasjena1252
    @subasjena1252 21 день назад +6

    Jay bjp Jay bjp Jay bjp Jay bjp Jay bjp Jay bjp Jay bjp Jay bjp Jay bjp Jay bjp Jay bjp Jay bjp Jay bjp Jay bjp ❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤

    • @funnyexamples7947
      @funnyexamples7947 21 день назад

      Bhai ete prema b bhala nuha . 😂😂😂😂 eita gote political party not your family.

  • @sureshkumarpani3461
    @sureshkumarpani3461 18 дней назад

    ପାଞ୍ଚ ମାସ ହେଲା ଦିଆ ଗଲାଣି, ରଜକୋଷ ରୁ ଯୋଉ ଟଙ୍କା ନଷ୍ଟ ହେଲା, ସେଇ ଟଙ୍କା କି ରାଜ୍ୟ ସରକାର ଙ୍କ ଠାରୁ ଆଦାୟ କରାଯାଉ

  • @Dillip854
    @Dillip854 21 день назад

    Good decision of.majhi CM

  • @rajjena4219
    @rajjena4219 21 день назад

    Very good

  • @bhimasenbarik7990
    @bhimasenbarik7990 21 день назад

    Satyar Jay hela

  • @mihirmohanty6946
    @mihirmohanty6946 21 день назад

    Very good dicision

  • @SamratTudu-o5l
    @SamratTudu-o5l 21 день назад

    Good Decision

  • @Artabandhuhota-b3t
    @Artabandhuhota-b3t 20 дней назад

    Good governance

  • @PriyankaBehera-w8h
    @PriyankaBehera-w8h 21 день назад

    ଭଲ ହୋଇଛି
    ଗୋଟେ ପିଢ଼ି ର ଯୁବକ ଯୁବତୀ ଙ୍କ ଭାଗ୍ୟ ସହ ଖେଳିଥିଲେ ଏବେ ସମୟ ତାଙ୍କ ସହ ଖୋଲିଦେଲା

  • @voiceofodisha432
    @voiceofodisha432 21 день назад

    Good

  • @susantanayak551
    @susantanayak551 21 день назад

    Good decision

  • @HarapriyaAbility
    @HarapriyaAbility 21 день назад +2

    Nabin Pattanik kan bhagaban ki? MlA nki kanhiki ete security diajiba?

  • @gobindachandramohanty8439
    @gobindachandramohanty8439 21 день назад

    ସଞ୍ଜୟ ଭାଇ ନବ ଦାସ ଙ୍କୁ ଫେରାଇ ଦିଅନ୍ତୁ

  • @narasinghdas3623
    @narasinghdas3623 15 дней назад

    ଯେମିତି କର୍ମ ସେମିତି ଫଳ

  • @babanathasahu1029
    @babanathasahu1029 21 день назад +3

    ଉଚିତ ପଦକ୍ଷେପ

  • @BijuPalaka-y3z
    @BijuPalaka-y3z 21 день назад +2

    Bjp jindabad

  • @udaybhanuroutray6430
    @udaybhanuroutray6430 21 день назад

    Bhala heichgi

  • @Dillipsahoo1974
    @Dillipsahoo1974 21 день назад

    ଏବେ ଏମାନଙ୍କୁ କାଟୁଛି

  • @suryanarayanrath1561
    @suryanarayanrath1561 21 день назад +2

    Surekha kan chorikam kela dara

  • @rameswar3765
    @rameswar3765 21 день назад +2

    ଚେନାଲ୍ ରେ ବାଜୁଥିଲେ କିଛି ଲାଭ ନାହିଁ ,ପ୍ରତି ଘରେ ଶିକ୍ଷିତ ବେକାର ଯୁବକ, ଯୁବତୀ ତାଙ୍କର କଥା ଚିନ୍ତାର କାରଣ, କେମିତି ନିଯୁକ୍ତ ହେବେ ବଜେଇଲେ ଭଲ ହେବ, ସୁରକ୍ଷା କଥାରୁ ସାଧାରଣ ଜନତାଙ୍କ ଲାଭ କଣ।

  • @mandaradhara4614
    @mandaradhara4614 21 день назад

    Nabin Babu Bhagabanka amruta santan.Tankara kichhi hele Odishare nian jaliba.Tama channelbala raksha paibeni.

  • @santoshkumarpradhansantu4438
    @santoshkumarpradhansantu4438 21 день назад

    bhalahoichhi

  • @biswajitdas-fy1en
    @biswajitdas-fy1en 21 день назад

    Jay BJP

  • @BibhutibhusanaMohanty-eh9kw
    @BibhutibhusanaMohanty-eh9kw 21 день назад +2

    Thikkarichantaymohansarkar.😅😅😅😅

  • @deeptimayadash3027
    @deeptimayadash3027 21 день назад

    ଲଜ୍ଜାର କଥା

  • @sandipkumarpradhan5141
    @sandipkumarpradhan5141 21 день назад

    Ok

  • @trend0017
    @trend0017 21 день назад

    etiki re habani.....navin jail jiba darkar....jetiki lutichi sabu hisab dau

  • @arunsatapathy9126
    @arunsatapathy9126 21 день назад +1

    Good news. BJP follow law.

  • @RajendraBehera-x3o
    @RajendraBehera-x3o 21 день назад

    Sanjaya Bhai tike bitarku asantu loke kahidebe Apanka pasna

  • @chittaranjansatapathy1589
    @chittaranjansatapathy1589 17 дней назад

    Mr. Burma, who are you.

  • @ManjariManjari-p6f
    @ManjariManjari-p6f 21 день назад

    Nabina babu nku surakhya darkar nahi.ajana re pso dei sarkari artha apachaya karajauchi.

  • @pralaychandradas8834
    @pralaychandradas8834 21 день назад

    This step should have been taken soon after bjp formed govt.

  • @smartbiology9318
    @smartbiology9318 21 день назад

    Very good judgement karana abea gariba lonka katha janiparibea

  • @KapilPati-li1yu
    @KapilPati-li1yu 21 день назад +1

    Right say jaynarayan mishra.. bjd neta manku ate Dara Jadi nije nabin pattnaik pso heijao

  • @jyotishkanungo9227
    @jyotishkanungo9227 21 день назад

    Sabu thik

  • @trinathpanda2400
    @trinathpanda2400 21 день назад

    Jaya.narayan.thik.kahichanti

  • @budhanathpradhan7059
    @budhanathpradhan7059 21 день назад

    Au bajibani choar jagibe shadhuku 5t choar jagibe p.dan

  • @sipunsagarmahanta6249
    @sipunsagarmahanta6249 21 день назад

    Tomo BJP tv bhari khushi

  • @sk-pm2od
    @sk-pm2od 21 день назад

    Government thik decision naechanti.....ethire kichi achambita habar nahi.......

  • @dhirendrapanigrahi7303
    @dhirendrapanigrahi7303 21 день назад

    Ate paisa achi,pvt security rakhuna 40 ta

  • @amohapatra123
    @amohapatra123 21 день назад

    Need

  • @norbetkindo7818
    @norbetkindo7818 21 день назад

    Harle v bjd jindabad

  • @SalilMohapatra
    @SalilMohapatra 21 день назад

    Durniti..Tadanta,.kara..AsaLa..chehera....janapadiba

  • @satyanandanath3521
    @satyanandanath3521 21 день назад

    ଆମର ପ୍ରିୟ ନିର୍ବାଚିତ ନେତା ମାନେ ଆମର ସମ୍ମାନୀୟ ଆଉ ପ୍ରିୟ, ଏମାନଙ୍କୁ ସୁରକ୍ଷା କଣ ପାଇଁ ଦରକାର? ଯେଉଁ ମାନେ ସୁରକ୍ଷା
    ମାଗୁ ଛନ୍ତି କିମ୍ବା ଦାବୀ କରୁଛନ୍ତି, କ୍ଷମତା ରେ
    ଥିବା ବେଳେ ନିଶ୍ଚୟ କିଛି ଅପକର୍ମ, ଲୁଣ୍ଠନ କରିଥିବେ l ସେଇଥି ପାଇଁ ସୁରକ୍ଷା ଖୋଜୁଛନ୍ତି l ଯେଉଁ ରାଜ୍ୟ ରେ ଛାତ୍ର ଛାତ୍ରୀ ଙ୍କ ପାଇଁ ଆବଶ୍ୟକ ଶିକ୍ଷକ, ସାଧାରଣ ଜନତା ଙ୍କ ପାଇଁ ଆବଶ୍ୟକ ଡାକ୍ତର ନାହାନ୍ତି,
    ସେ ରାଜ୍ୟ ରେ, ଏମାନଙ୍କ ପାଇଁ ସୁରକ୍ଷା
    ଯୋଗାଇ ଦେବା, ସାଧାରାଣ ଜନତା ଙ୍କୁ
    ଉପହାସ ନୁହେଁ ତ ଆଉ କଣ?

  • @purnachandramohanty5951
    @purnachandramohanty5951 21 день назад

    Otv ra 😇

  • @mandaradhara4614
    @mandaradhara4614 21 день назад

    Nabin Babu measurity Odianka hrudayara Raja.Mishra Babu Saptarathi madhyaru Jane.Please don't comment like sadakchhap person.

  • @abhijitpradhan4169
    @abhijitpradhan4169 21 день назад

    BJD kn purbatana CM ku surakhya dae thila ki,JETI KI SURAKHYA DEBA KATHA DEA JAI CHE

  • @sarojkumarmohanty6139
    @sarojkumarmohanty6139 21 день назад

    Jeun Neta , mantri mananakra mrutyu ku bhay achhi semane tank nija uparijita Artha ru surakhya karmi rakhantu Matra sadharana janatanka tikas Artha ku nija surakhya babadare kharcha na heu ,Thare neta ,mantri hei 7 purus mauj majlis Kariba athacha sadhran janatanka tikas re puni Nijara garima dekhaiba ,Aita ki prakar Nyaee. ?

  • @dillipkumarkumar1959
    @dillipkumarkumar1959 20 дней назад

    Jaisa ko taisa

  • @BijayakishoreRath
    @BijayakishoreRath 13 дней назад

    A mg...pandu tallateka

  • @sibasankarsamal3514
    @sibasankarsamal3514 21 день назад

    😂😂nabin pain jahaku ate dara laguchi😂😂se nije jaiki nabin pakhare security haiki rahu😂😂

  • @manojmohapatra9938
    @manojmohapatra9938 21 день назад

    Bala paisa achi....bouncer rahibe......bala khabar otv dekhauchi

  • @birajmohapatra2377
    @birajmohapatra2377 21 день назад

    Ete rangin kari kahiba darkar nahi surakhya hatiba darkar

  • @dasharathiroutray7176
    @dasharathiroutray7176 21 день назад +2

    Pc sarkar dadan liquor experts has come to an end. Now bjp only

  • @Nqk4fq
    @Nqk4fq 21 день назад

    Magia chora bjd