Jibanku Kiaba Bharasa || Odia Bhajan || Full Video || Sarat Nayak || Pankaj Jal || Sabitree Music

Поделиться
HTML-код
  • Опубликовано: 20 ноя 2024

Комментарии • 4,1 тыс.

  • @LipunSethy-h1q
    @LipunSethy-h1q Год назад +36

    ଅଇ ଭଜନ ନୁହେଁ ଜୀବନର ଲୁହାଝରା ସ୍ୱର ସଙ୍ଗୀତ🙏🙏🙏

    • @str615
      @str615 3 дня назад

      🙏🙏🙏Jai jagannath 🚩🚩 jai maa samlei maa 🙏🙏🙏🙏🙏🚩🚩🚩🌸🌼🌼

  • @mr.ankit.8
    @mr.ankit.8 4 месяца назад +63

    କେହି ରହିବେନି ରହିବେ ନାହିଁ ଟି
    ଏ ଭବରଙ୍ଗ ଭୂମିତଳେ,
    ସର୍ବେ ନିଜ ନିଜ ଅଭିନୟ ସାରି
    ବହୁଡ଼ିବେ କାଳ ବଳେ ।🙏

  • @Vicky-y6v8j
    @Vicky-y6v8j 4 месяца назад +35

    ଯେତେ ପାପ କଲେ ବି ଗୀତ ଶୁଣିବା ପରେ ମନା ପବିତ୍ର ❤Jay jagannath

  • @akashsa3742
    @akashsa3742 Год назад +74

    ଏ ଗୀତ ଶୁଣିକି ଆଖିରୁ ଲୁହ ଆସିଯାଉଛି /ବାସ୍ତବ ଜୀବନ ମିଛ କିସି ନାହିଁ ଏ ଦୁନିଆରେ ଜଗନ୍ନାଥ ହିଁ ସତ /ଜୟ ଜଗନ୍ନାଥ 🙏🙏🙏❤️❤️❤️

  • @statusclubcreation5234
    @statusclubcreation5234 2 года назад +41

    Mo Maa sabubele ae song sunanti ama 2vainku pilabele,,,I love this song forever kahinki na bahut kichhi sikhibaku milichhi ethiru ,,,bolo jay Jagannath 🙏🙏🙏

  • @rudranpadhi7549
    @rudranpadhi7549 4 месяца назад +101

    ଜୟ ଜଗନ୍ନାଥ। ଆଜି ମୁଁ ୨୪ ବର୍ଷ ବୟସର ଗୋଟେ ପରିପକ୍ଵ ଯୁବକ । ପିଲାଦିନର ସାର୍ଥକ ଟିଭି ରେ ସଞ୍ଜ ବେଳର ସେ ଭଜନ ସବୁ କେତେ ସୁମଧୁର ଥିଲା , ସବୁ ଗୋଟେ ଗୋଟେ ହେଇମନେ ପଡିଯାଉଛି। ଧନ୍ୟ ମୁଁ ଓଡ଼ିଶା ମାଟିର ସନ୍ତାନ। ମୋ ମାଆ ସ୍ମାର୍ଟ ଫୋନ ନୁହେଁ , ଗୀତା ଭାଗବତ ର ସାରାଂଶ ସିଖେଇଛି। ଧନ୍ୟ ମୋ ମାଆ ଧନ୍ୟ ମୋ ଓଡ଼ିଶା ❤

  • @TunaMahalik-up6sn
    @TunaMahalik-up6sn 5 месяцев назад +21

    ସତରେ ଯେମିତି ସମୟ ଭରଷା😢 ନାହିଁ ଠିକ୍ ସେହିପରି ଯିବନକୁ କିଛି ଭରଷା ନାହିଁ ଆଜି ଅଛି କାଲି ନାହିଁ 😢😢😢
    କେବେ କରି ଜୁଗ ସେସ ହେବ !!! ???

  • @sagarkumarsahoo777
    @sagarkumarsahoo777 Год назад +130

    ପ୍ରତେକ ଓଡ଼ିଆ ଏହି ଗୀତ କୁ ଶୁଣିବା ଦରକାର।ଏବଂ ନିଜ ସମସ୍ତ ଭୁଲ କୁ ବୁଝିକରି ସୁଧାରିବା ଦରକାର । ଏଇ ଘୋର କଳିଯୁଗ ର ପାପ ମାୟା ରୁ ମୁକ୍ତ ହେବାର ଚାବିକାଠି ଏହି ଗୀତ । ❤

  • @LKkoraputia-xz5eh
    @LKkoraputia-xz5eh 4 месяца назад +115

    2024 ରେ ଏହି ଗୀତ କିହେ କୀହେ ଶୁଣୁଚ ❤❤❤❤❤ Jay shree jagannath

  • @janitech6312
    @janitech6312 Год назад +48

    ଦିନ ଥିଲା ଏ ଗୀତ ପ୍ରଥମେ ମୁଁ ଆମ୍ବ ଗଛ ଉପରେ ଶୁଣିଥିଲି କଥା ଟା ଅବଶ୍ୟ କିଛି ଲୋକଙ୍କୁ ହସ ଲାଗିବ ହେଲେ କଥା ଟା ସତ ଏବେ ବି ଏଇ ଗୀତ ଶୁଣିଲେ ସେ ଆମ୍ବ ଗଛ କଥା ମନେ ପଡେ ହେଲେ ସେ ଗଛ ଆଉନାହିଁ ସତରେ ଦୁନିଆଟା ଗୋଟେ ସ୍ବପ୍ନ

    • @BhabasankarMandal-y1s
      @BhabasankarMandal-y1s 4 месяца назад

      Please 🙏 search 🔍 kijiye 👉 sudarshan Mishra ❤

    • @maheshbehera1320
      @maheshbehera1320 3 месяца назад +4

      ❤❤

    • @Mr.adi_052
      @Mr.adi_052 3 месяца назад +2

      ନାହିଁ ରେ ଭାଈ 😅 ସତ ମୁଁ ବି 😢😢😢

    • @K_GAMER777
      @K_GAMER777 2 месяца назад +1

      ସତ ଭାଈ😌😌

    • @sidhant_2m861
      @sidhant_2m861 2 месяца назад +1

      ସତରେ ଭାଇ କିମିତି ଏ ଜୀବନ ମାନିବାକୁ ପଡ଼ିବା😢

  • @RiddhiInternet
    @RiddhiInternet 2 года назад +95

    nice song . ଏ ଗୀତ ଶୁଣିଲେ ମନେ ହୁଏ ମିଛ ମାୟା ସଂସାର ସବୁ ତୁଛ | ଗୀତିକାର ଅତି ସୁନ୍ଦର ଭାବରେ ଉପସ୍ଥାପନା କରିଛନ୍ତି ଗୀତ ଟିକୁ ,ଏଇ ଗୀତ କୁ ସଂପୂର୍ଣ୍ଣ ଶୁଣିଲେ ମନ ପ୍ରଫୁଲ୍ଲ ଏବଂ ସକାରାତ୍ମକ ଚିନ୍ତାଧାରା ଆସେ |

  • @gangarammandangi7368
    @gangarammandangi7368 Год назад +47

    ଜୟ ଜଗନ୍ନାଥ ସ୍ଵାମୀ , ନୟନ ପଥଗାମୀ ଭବତୁ ମେ । ବହୁତ ସୁନ୍ଦର ଗୀତ ଏବଂ ସୁନ୍ଦର ସ୍ୱର୍ । ବହୁତ ବହୁତ ଧନ୍ୟବାଦ୍ ଲେଖକ ଓ ଗାୟକ ମହାଶୟ ମାନଙ୍କୁ ।🙏🙏🙏।

  • @narayandalai9799
    @narayandalai9799 9 месяцев назад +8

    ଜୟ 🚩🌿ଶ୍ରୀ🚩🌴 ଜଗନ୍ନାଥ 🌿🚩🌻☘️🌱🌴🚩🌿☘️🌱🌴🚩🌿🌻🌻☘️ଜୟ 🌴🚩ଶ୍ରୀ 🚩🌴ପଞ୍ଚସଖା 🌴🚩🚩🌴🙏🙏🙏

  • @Li2MrSuman
    @Li2MrSuman 4 месяца назад +21

    ଆଜି ଏଇ ଗିତ ସୁଣୀ କି ମୋ ଆଖି ଖୁଲି ଗଲା🙏🙏🙏🙏 ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ 🙏🙏🙏🙏

  • @satyasahu6383
    @satyasahu6383 2 года назад +24

    Friends( ଜୀବନ କୁ କିଓବା ଭରଷା ) ବହୁତ ସୁନ୍ଦର ଭାବରେ ନିଜ ଜୀବନ ବିଷୟରେ ବର୍ଣ୍ଣନା କରିଛନ୍ତି ମୋତେ ବହୁତ ଭଲ ଲାଗିଲା ଆପଣ ମାନେ ବି ଦେଖନ୍ତୁ ଆଉ ନିଜ ଜୀବନକୁ ସତ୍କର୍ମ ର ମାର୍ଗ ଦୀୟନ୍ତୁ ଜଏ ଜଗରନାଥ,,,,,,,,,,,👏👏

  • @BishnuFf1234
    @BishnuFf1234 Год назад +31

    ବହୁତ ସୁନ୍ଦର ଗୀତ ❤,🙏🙏🙏🙏🙏 ଜୟ ଜଗନ୍ନାଥ ❤❤

  • @sdkumarcollegelifestyle
    @sdkumarcollegelifestyle 2 года назад +23

    Bohut volo lage a song ti sunile ବହୁତ ଖୁସୀ ଲାଗେ ଜୟ ଜଗନ୍ନାଥ 🙏🙏🙏

  • @AyushKumar-hr4cw
    @AyushKumar-hr4cw Год назад +218

    ଗୀତ ମାଧ୍ୟମ ରେ ଆମର ଜୀବନ ଓ ଚଲାପଥ ଦେଖେଇ ଥିବାରୁ ବହୁତ୍ ଧନ୍ୟବାଦ୍ , ଏହୀ ଭଳି ଗୀତ ଗୋଟେ ଖରାପ ମଣିଷ କୁ ଭଲ ମଣିଷ କରି ଦେଇ ପାରେ , ଅତି ସୁନ୍ଦର୍ ଭାବେ ବର୍ଣ୍ଣିତ ହେଇଚି ,

    • @Soumya_Hota
      @Soumya_Hota 11 месяцев назад +24

      👍 right

    • @narayandalai9799
      @narayandalai9799 9 месяцев назад +17

      ଜୟ 🚩🌿ଶ୍ରୀ🚩🌴 ଜଗନ୍ନାଥ 🌿🚩🌻☘️🌱🌴🚩🌿☘️🌱🌴🚩🌿🌻🌻☘️

    • @arjungouda4204
      @arjungouda4204 8 месяцев назад

      ❤❤​@@narayandalai9799

    • @sushantromeo.7789
      @sushantromeo.7789 8 месяцев назад +7

      Right

    • @SureshMeher-fe4wm
      @SureshMeher-fe4wm 8 месяцев назад +4

      ❤❤❤❤​@@Soumya_Hota

  • @sipu135
    @sipu135 7 месяцев назад +5

    ବହୁତ ଭଲ ଭାବେ ଲେଖକ ଲେଖିଛନ୍ତି ଏଇଟା ସତ କଥା ଆଜି ରେ ପୁଅ ଝିଅ ମାନେ ଏମିତି କାମ କରୁଛନ୍ତି ଏମାନଙ୍କ ଦୁଖଃ ରେ ନିଜ ବାପା ମାଆ ମରିଯାଉଛନ୍ତି....!
    ଧନ୍ଯବାଦ 🙏🙏🙏

  • @rmallik3345
    @rmallik3345 3 года назад +24

    ଶୁଣାଯାଉଛି ଛୋଟ ବେଳରୁ ବୁଝା ପଡୁଛି ଏବେଏବେ😭 Lyrics 🙏🏽🙏🏽 music 🙏🏽🙏🏽 Total Song 🙏🏽🙏🏽🙏🏽

  • @sureshsahoo3314
    @sureshsahoo3314 Год назад +45

    ମଣିଷ ଯେବେ ସବୁଆଡୁ ହାରାସ ହୋଇଯାଏ ସେତେବେଳେ ସେ ଆଉ କିଛି ବାଟ ନପାଏ ସେହି ସମୟରେ ପ୍ରଭୁ ଜଗତର ନାଥ ଜଗନ୍ନାଥଙ୍କ ଶରଣ ହୋଇଯାଅ ସବୁ କିଛି ଠିକ୍ ହୋଇଯିବ

    • @odjeevan10
      @odjeevan10 4 месяца назад +2

      Bhai Tama Katha suni kichi sikhya paili tenu dhanya bad apnaku

    • @Indian_Beauty_T
      @Indian_Beauty_T 4 месяца назад +1

      Jay Jaganath 🙏⭕❗⭕🙏

    • @SantoshSena-y9g
      @SantoshSena-y9g Месяц назад +1

      Jay jaganath

  • @bhimarajjhodia7812
    @bhimarajjhodia7812 Год назад +20

    ବହୁତ ସୁନ୍ଦର ଭାବରେ ଲେଖିଛନ୍ତି, ବହୁତ ଭଲ ଲାଗୁଛି ସମସ୍ତଙ୍କୁ ।

  • @dasharathsahoo5087
    @dasharathsahoo5087 2 года назад +72

    ଓଡିଶା ରେ ଏ ଭଳିଆ ଭଜନ ନାହିଁ ହୃଦୟ କୁ ଛୁଇଁ ଦେଲା ଯିଏ ଭଜନ ଗାଇଛି, ଲେଖିଛି ତାଙ୍କୁ ଜଗନ୍ନାଥ ଙ୍କ ପାଖରେ ମୋର କୋଟି କୋଟି ନମସ୍କାର ପ୍ରଭୁ ତାଙ୍କୁ ଆଶୀର୍ବାଦ ପ୍ରଦାନ କରନ୍ତୁ ଜୟ ଜଗନ୍ନାଥ

    • @TattooRoaster
      @TattooRoaster 10 месяцев назад +3

      2z refund
      Theek❤❤❤❤❤❤

  • @KanhabeheraBehera-f7k
    @KanhabeheraBehera-f7k 4 месяца назад +23

    ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ କୃଷ୍ଣ ହରେ ହରେ ହରେ ରାମ ହରେ ରାମ ରାମ ରାମ ହରେ ହରେ ❤❤❤

  • @DebasishOfficial02
    @DebasishOfficial02 Год назад +326

    ସକାଳୁ ଉଠି ଏହି ଗୀତ ଟି ଶୁଣିଲେ ମନ ଭରି ଯାଏ ❤️🙌🏻 ଜୟ ଜଗନ୍ନାଥ 🙏🏻🙏🏻

  • @jhanshibehera
    @jhanshibehera 9 месяцев назад +26

    ଜୀବନ କୁ କି ଅବା ଭରସା ଆଜି ଅଛି କାଲିକି ନାହିଁ 😌🙏🙏🙏

  • @narayandalai9799
    @narayandalai9799 9 месяцев назад +9

    ଜୟ🚩🌴 ଶ୍ରୀ 🚩🌴ଜଗନ୍ନାଥ🚩🌴 ସ୍ୱାମୀ🚩🌴 ନୟନ 🚩🌴ପଥ 🚩🌴ଗାମୀ🚩🌴 ଭବ 🚩🌴ତୁମେ 🙏🙏🙏

  • @pujaraninayak7751
    @pujaraninayak7751 2 года назад +43

    Life changing song...Sabu kichhi eithiru sikhihauchi ...Jay shree Krishna 🙏🙏🙏💕👌👌👌

  • @srinuk3564
    @srinuk3564 Год назад +11

    Bahut sundar abhinaya and song eia Gita sunila pare mind paribartan heijauchhii 🙏🙏🙏🙏🙏🙏🙏🙏

  • @saahosaaho3027
    @saahosaaho3027 Год назад +21

    ଜୀବନ ର ମାନେ କଣ ଏ ଗୀତ ଭଲ କି ବୁଝେଇ ଦେଲା 🙏🙏🙏❤️

  • @ajaybehera5914
    @ajaybehera5914 Год назад +3

    ଏ ଭଜନ ସୁଣିକି ବେଳ ଥାଉ ଥାଉ ସୁଧିରି ଜଓ ଭାଇ ଭଉଣୀ ମାନେ ,,, ଏହା ଏକ ମାଧ୍ୟମ ଅଟେ କଳୀ ଯୁଗରେ ଜନ୍ମ ହେଇ ମଧ୍ୟ ଭଗବାନଙ୍କ ସାନିଧ୍ୟ ଲଭ କରିବାର

  • @sidhikantajena7539
    @sidhikantajena7539 Год назад +9

    ଜଗନ୍ନାଥ ସ୍ୱାମୀ ନୟନପଥ ଗାମୀ ଭବତୁମେ 🙏🏻🙏🏻

  • @bijirampalai4386
    @bijirampalai4386 2 года назад +52

    ଭଲ ଲାଗିଲା ଗୀତ ଟା ମନକୁ ଛୁଇଁଲା ଭଲି ଗୀତ ସତରେ ଏ ଗୀତ ଜେ ଶୁଣିବ ତା ଲାଇଫ ଚେଞ୍ଜ ହୋଇଯିବ ଜେ ପ୍ରକୃତରେ ମଣିଷ ହୋଇଥିବ ସେ ତା ବାପା ଆଉ ବୋଉ କୁ ମାନୁଥିବ...
    ମତେ ବହୁତ ଭଲ ଲାଗିଲା ଗୀତ ଶୁଣି...?

  • @HrusikeshOfficial
    @HrusikeshOfficial 2 года назад +33

    ହୃଦୟ ସ୍ପର୍ଶୀ ଗୀତ...💝💝 ଜୟ ଜଗନ୍ନାଥ..👏👏

  • @KanhabeheraBehera-f7k
    @KanhabeheraBehera-f7k 4 месяца назад +3

    ଏହି ପୃଷ୍ଠାଟି ଓଡ଼ିଆ ଭାଷା ରେ ବୋହୁତ ଭଲ ଲାଗିଲା

  • @krushnagouda8064
    @krushnagouda8064 2 года назад +24

    ଏ ଗୀତ ବୋହୁତ ଭଲ ବାର୍ତ୍ତା ଆଗାମୀ ପିଢ଼ି ପାଈ ଆଗକୁ kn kn ହୋଉଛି ଶୁଣିଲି ଶିଖିବା

  • @lalitmohanpradhan3427
    @lalitmohanpradhan3427 2 года назад +9

    Bahut bahut sundara ❤️ atee sundar parikalpna , bahut sundar upadesha ra samahara , atee sundara lekha( Geeta) swora o Sangeeta 🙏 jay jagannath 🙏

  • @kalyankumarmohanty3104
    @kalyankumarmohanty3104 2 года назад +16

    ଏ ଗୀତ ଶୁଣିଲେ ନିଜ କୁ ନିଜ କାହିଁକି କେଜାଣି ବହୁତ ଭୟ ଲାଗୁଛି... ଜୟ ଜଗନ୍ନାଥ 🙏🏼🙏🏼🙏🏼🙏🏼🙏🏼🙏🏼

    • @krushnagouda8064
      @krushnagouda8064 2 года назад

      ଭାଇ ଭୟ କିଛି ନାହିଁ but ଭଲ ଲାଗିବ

    • @kapalpuja5892
      @kapalpuja5892 2 года назад +1

      Right

  • @sibanathgond4646
    @sibanathgond4646 Год назад +2

    ବହୁତ ସୁନ୍ଦର ହେଇଛି କୋଟି କୋଟି ମୋର ନମସ୍କାର/ଅଲେଖ ମହିମା,🙏🙏🙏🌹🌹🌹👌👌

  • @AdityaSingh-sp9ff
    @AdityaSingh-sp9ff 2 года назад +86

    ଭଜନ ନୁହଁ ଇଏ ଜୀବନର ସତ୍ଯତା ଏଥିରେ ଲୁଚି ରହିଛି🙏🙏🙏🙏🙏🙏

  • @rohit3624
    @rohit3624 3 года назад +11

    ହୃଦୟସ୍ପର୍ଶୀ ସଙ୍ଗୀତ ଅତି ସୁନ୍ଦର 💞

  • @Karanlohar29986
    @Karanlohar29986 4 года назад +11

    WOW 😁
    Namaskar odia 🙏🙏🙏
    ବହୁତ୍ ସୁନ୍ଦର୍ ହେଇଛି ଲୋକହିତ ବାଣୀ ଟି ଆଉ ଆମ ସମସ୍ତଙ୍କ ର ପାଇଁ ନିଶ୍ଚିତ ଶୁଫଳ ଦାୟକ ହେବ । ଈଶ୍ୱର ଆପଣ ର ମଙ୍ଗଳ କରନ୍ତୁ ମୋର ପ୍ରାର୍ଥନା ଈଶ୍ୱର ଙ୍କ ପାଖେ।🙏🙏🙏

  • @tapankumar6665
    @tapankumar6665 3 месяца назад +1

    କୁନା ଭାଇ କେତେ ସୁନ୍ଦର ଭାବରେ ଜୀବନର ମହତ୍ତ୍ଵ ବୁଝେଇ ଦେଲେ 👌। ଜୟ ଜଗନ୍ନାଥ 🙏🙏🙏

  • @umabhoi2157
    @umabhoi2157 Год назад +20

    I love this song ❤️❤️❤️❤️
    Jie ehi gitara mulya bujhiba sie jibanara mulya bujhi pariba
    Jai maa samaleswari 🙏🙏🙏🙏
    Jai Jagannath 🙏🙏🙏🙏

  • @kismatmahanta7486
    @kismatmahanta7486 Год назад +9

    ଜେତେ ଶୁଣିଲେବି ମନ ବୁଝୁନି ଜଯ ଜଗନାଥ👌👌👌👌👌👌

  • @rudraprasadbehera7524
    @rudraprasadbehera7524 4 года назад +58

    ସବୁ କିଛି ଜାଣି ମଧ୍ୟ ମଣିଷ ସେହି ମାୟା ରେ ବାୟା।

    • @bnayakstudio1m673
      @bnayakstudio1m673 4 года назад +2

      Thanks for spiritually

    • @anatanahak7441
      @anatanahak7441 4 года назад +2

      Hm bhai satare kichi
      😩Jani parunanti 😓
      Tike kahicha ehi jibanaku
      Bharasa nahi e gita sunile bi
      Dara laguchi ⏩⏯️⏪

    • @abhaybariki6925
      @abhaybariki6925 4 года назад +1

      @@anatanahak7441 🥺😓

  • @ranjitkumbhar4935
    @ranjitkumbhar4935 Год назад +5

    ଅତି ସୁନ୍ଦର ଗୀତ ମନ କୁ ଛୁଇଁଲା ପରି ଗୀତ ❤️❤️❤️❤️

  • @Motivational-ff9fx
    @Motivational-ff9fx 11 месяцев назад +63

    ହେ ପ୍ରଭୁ ଜଗନ୍ନାଥ ମୁଁ ଅବାଟ ରେ ଗତି କରୁଛି ମୋତେ ଠିକ୍ ପଥ ରେ ପ୍ରବାହିତ କର ମାଧବ ମଧୁ😢😢😢😢😢😢😢😢😢😢😢

    • @LaxmipriyaMallick-fu1ur
      @LaxmipriyaMallick-fu1ur 8 месяцев назад +5

      ଦେଖ ଭାଇ ତମେ ତ ନିଜକୁ ନିଜେ ସୁଥାର

    • @ChandanDas-l4b
      @ChandanDas-l4b 8 месяцев назад

      😅😮0😅😅​@@LaxmipriyaMallick-fu1ur

  • @mkp.mukesh3276
    @mkp.mukesh3276 2 года назад +48

    ଯେତେ ସୁନିଲେବି ନୂଆ ନୂଆ ଲାଗୁଚି👌👌👌👌

  • @ସୁଧାଂଶୁମଲ୍ଲିକ୍

    ବହୁତ ସୁନ୍ଦର ଆଉ ହୃଦୟ ସ୍ପର୍ଶୀ ଗୀତ

  • @pujalinpolei884
    @pujalinpolei884 Год назад +3

    ବହୁତ୍ ବହୁତ୍ ସୁନ୍ଦର୍ ...... 🙏🏻

  • @dandadharsahu5971
    @dandadharsahu5971 3 года назад +12

    ବହୁତ ବହୁତ ସୁନ୍ଦର ,଼ଧନ୍ୟବାଦ। 🙏🙏🙏

  • @mayadharpodh6042
    @mayadharpodh6042 Год назад +8

    ଯେତେ ବେଳେ ମନ ଦୁଖ ହୁଏ ସେତେବେଳେ ଏହି ଗୀତ କୁ ଶୁଣିବ ଜେ ଜଗନ୍ନାଥ

  • @prasantkumar3830
    @prasantkumar3830 4 года назад +29

    Thanks savitree music creation of song
    Heart touching in song jibana ku ki aba bharasha. mind blowing singing
    Pankaj jal sir and very good acting kuna tripathy sir...jagannath pravu samasta desa basi nku satt buddhi deithantu.🙏Jay Jagannath🙏

  • @babasanthanmusiccreation9188
    @babasanthanmusiccreation9188 6 месяцев назад +6

    ଉଚ୍ଚାରଣ ଆଚରଣ ହୋଇବ ଯେବେ ମିଳନ
    ହରିହର ଭେଟିବୁ ତୁହି 🥰🙏🙏🙏

  • @jspatra6801
    @jspatra6801 Год назад +29

    One of my favourite song. I loved it 🥰

    • @Ak-Edits786
      @Ak-Edits786 Год назад

      My teacher singing this song and I'm edict to this song 😂

    • @moks.7772
      @moks.7772 Год назад +1

      ​@@Ak-Edits786 no need to laugh

  • @dmdinutalentmanagement4241
    @dmdinutalentmanagement4241 2 года назад +48

    ମନକୁ ପରିବର୍ତ୍ତନ କଲା ଭଳି ଗୀତ ବହୁତ ଭଲ ଲାଗୁଛି ଜୟ ଜଗନ୍ନାଥ 🙏🙏🙏

    • @deshabandhumajhi3562
      @deshabandhumajhi3562 2 года назад

      ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବତୁ ମେ

    • @chandulove6302
      @chandulove6302 10 месяцев назад

      ଉ​@@deshabandhumajhi3562

    • @GopinathPrusty
      @GopinathPrusty 10 месяцев назад +2

      😊😊😊😊😊😊

    • @GopinathPrusty
      @GopinathPrusty 10 месяцев назад +2

      😊😊😊😊😊😢😊😊😊

  • @unodisha1726
    @unodisha1726 Год назад +12

    Ollywood will never make this type of gem further

  • @amitcreation466
    @amitcreation466 Год назад +7

    ଏହି ତୋ ଭଜନ କହିଲେ କବନି ଏଇଟା ସତ୍ୟ କଥା Jay Jagannath 😍🙏

  • @SRIxxxxxxx
    @SRIxxxxxxx 2 года назад +9

    Odia best bhajan ,thank you sabitri music ❤️

  • @sibaprasaddalabehera9294
    @sibaprasaddalabehera9294 5 лет назад +27

    Very nice and beautiful Bhajan. My favorite song. This song is true.

  • @ganeshbehera9575
    @ganeshbehera9575 2 года назад +29

    ଜିବନର ପ୍ରକୃତ ସତ୍ୟ ଘଟଣାର କାହାଣୀ ଗିତ ବହୁତ ଭଲ ଲାଗୁଛି

  • @usharanibehera5463
    @usharanibehera5463 Год назад +3

    Satare jibana badalai daba e Gita ti 😢😢❤🙏🏻🥰😘

  • @sasmitamahaling1382
    @sasmitamahaling1382 2 года назад +17

    Its mind-blowing song for every.................. Love my family..love my Jagannath......

  • @PratapPatel_DOST
    @PratapPatel_DOST 2 года назад +39

    Superb lyrics...content...picturisation....music and best voice....100%

  • @binodeenikar6938
    @binodeenikar6938 2 года назад +10

    It's awesome... Jay Jagannath Swami Nayan path gami vaba tume 🙏🏼🙏🏼🙏🏼

    • @bablusahu8102
      @bablusahu8102 2 года назад

      999999999999999999999999999999999999999999999999

  • @nibashbehera4764
    @nibashbehera4764 4 месяца назад +2

    Dina thila mu jetebele pratham srenire padhuthili Setebelethu mu ahi gita suni aasuchi.Satare ahi gitare life sikhibara achi

  • @Rohit39076
    @Rohit39076 2 года назад +14

    Awesome acting and singing sir. Jay Jaganath 🙏🙏🙏🙏🙏🙏

  • @ॐनमःशिवाय-च7छ
    @ॐनमःशिवाय-च7छ 3 года назад +14

    Wow excellent song and expression of kuna tripathi 🔥🔥🔥🔥🔥🔥

  • @BirajaSethi-x1z
    @BirajaSethi-x1z 11 месяцев назад +3

    ଜୟ ଜଗନ୍ନାଥ ସ୍ବାମୀ ଜଗତର ନାଥ ଜଗନ୍ନାଥ ସ୍ବାମୀ ଆମ ତରଫରୁ କୋଟି କୋଟି ପ୍ରଣାମ, ଜୟ ଜଗନ୍ନାଥ

  • @jaysenkhantu614
    @jaysenkhantu614 2 года назад +34

    Kuna Tripathy sir u are great.. Life changing song..

  • @pradoshnayak8198
    @pradoshnayak8198 2 года назад +22

    BAHUT SUNDAR VOICE 😘🙏❤️. JAY SHREE RAM KI JAY 🙏🙏🙏🙏❤️❤️❤️😭😘

  • @rajkishorbehera820
    @rajkishorbehera820 2 года назад +11

    HRUDAYA SWARSA GEETA, AND EVERGREEN SONG. SALUT TO ALL TEAM 🙏🏼

  • @NageswarNath-12
    @NageswarNath-12 3 месяца назад +1

    ଜୟ ଜଗନ୍ନାଥ
    ସତରେ ଏ ଜୀବନକୁ ଭରସା ନାହିଁ ଯେ କେତେବେଳେ ପ୍ରାଣବାୟୁ ଛାଡ଼ି ଚାଲିଯିବ ତାହା ଜଣା ନାହିଁ କାହାକୁ

  • @pravasinisabar9827
    @pravasinisabar9827 2 года назад +17

    Amazing words.
    Jay jagannath 🙏

  • @ohmygaush5271
    @ohmygaush5271 3 года назад +13

    Bhajan + Motion 🥰

  • @Prasnjitmishravlog1102
    @Prasnjitmishravlog1102 5 месяцев назад +4

    The best song
    Modern life re modern gita suniba thu bhut guna re a gita suniba darkar........ Salute of this song writer & singer❤❤❤❤❤❤🎉🎉🎉🎉❤❤❤❤❤❤❤❤

  • @sunitasahoo2374
    @sunitasahoo2374 2 года назад +15

    The only motivation I took for life❤️🙏

  • @my___travelsnap
    @my___travelsnap 2 года назад +34

    We need this type of bhajan again in our industry

  • @sabyasachi7111
    @sabyasachi7111 4 года назад +8

    ବହୁ ସୁନ୍ଦର

  • @dibakarpanka7400
    @dibakarpanka7400 7 месяцев назад +1

    ଜୟ ଜଗନ୍ନାଥ ସ୍ଵାମୀ । ସତରେ ଲେଖକ ଓ ଗାୟକ ଙ୍କୁ ମୋର କୋଟି କୋଟି ପ୍ରଣାମ । ❤

  • @ajayamaharana2880
    @ajayamaharana2880 5 лет назад +31

    My favorite song 👌👌

  • @nibeditapradhan1294
    @nibeditapradhan1294 3 года назад +19

    I lv this song.. Jay Jagannath

  • @lijaranijena5149
    @lijaranijena5149 5 лет назад +24

    A song ku jiea lekhichi tanku more koti namaskare...🙏my fav.... Bhajan

  • @susantabehera7510
    @susantabehera7510 Год назад +3

    ସତରେ ଏ ଗୀତ ବେଳେବେଳେ ସତ ହଉଛି ଆଜି OTV ଦେଖିଲେ ଆପଣ ଜାଣିପାରିବେ

  • @prasadmohanty6222
    @prasadmohanty6222 3 года назад +27

    Heart touching bhajan 🥰all time my favourite.......

  • @parthasarathisahoo6133
    @parthasarathisahoo6133 3 года назад +54

    ୨୦୨୧ ରେ କିଏ କିଏ ଏ ଗୀତ ଶୁଣୁଛ।।।
    [👍🏼]

  • @pramodmishra2037
    @pramodmishra2037 5 лет назад +23

    Those who dislike this song are culprits...
    I heartily salute to the writer and lyrics of this song

  • @ArabindaBehera-e8y
    @ArabindaBehera-e8y 7 месяцев назад +3

    Bahut sundar laguchai song ଜୟ ଜଗନ୍ନାଥ 🙏🏻🙏🏻🙏🏻🙏🏻🙏🏻🙏🏻

  • @trilochanbindhani5039
    @trilochanbindhani5039 3 года назад +12

    Jay jaganath👏👏👏👏👏👏

  • @smrutiranjanbiswal3585
    @smrutiranjanbiswal3585 3 года назад +14

    Really beautiful song 💯💯

  • @biswaprakash016
    @biswaprakash016 5 лет назад +22

    Gossbumbs♥️😍😍

  • @Life-r9u
    @Life-r9u Месяц назад

    27:50 କିଟ ଠାରୁ ଦ୍ରୁମ ଯାଏ ସଭିଙ୍କର ରୁଣି ହେଇ ହେଇଚୁ , କେବେ ଥରେ ଭାବିଚୁକି ପ୍ରଦିଦାନେ କିବା ଦେଇଚୁ ।
    ପବନ ମାଟି ପାଣିରେ ଆକାଶ ଅଗ୍ନି ସାଧିରେ , ପଞ୍ଚଭୂତ ତୋ ଶରୀର ସମସ୍ତଙ୍କ ଅଧିକାର ଛାଡ଼ିଯିବୁ କିଛି ନନେଇ।
    What a amazing song.. hats off to the writer who wrote these lines.

    • @Life-r9u
      @Life-r9u Месяц назад

      Bajaya Malla & Arun Mantri

  • @bikramrekha
    @bikramrekha 5 лет назад +77

    Jiban ra prakruta satya jahaki manisa garba ahankar bhitare budi rahi bujhiparuni.... 🙏🙏🙏🙏 Jay Jagannath 🙏🙏🙏

  • @sushamamaharana1725
    @sushamamaharana1725 4 года назад +18

    This is the soul touching song . kuna bhai u r one piece.

  • @goutamsethi3373
    @goutamsethi3373 5 лет назад +7

    Satare bhai jibanaku kie aba bharasha really

  • @KanhabeheraBehera-f7k
    @KanhabeheraBehera-f7k 2 месяца назад +22

    କେତେ ଖରାପ ବାଟକୁ ଗଲେ ମଧ୍ୟ ଏହି ଗୀତ ଶୁଣି ଭଲ ବାଟକୁ ଆସିବ ଜୟ ଜଗନ୍ନାଥ ❤❤❤

  • @AkhayaLenka-tw2kl
    @AkhayaLenka-tw2kl 9 месяцев назад +1

    ବହୁତ ଖୁସି ଯେ ଜଡ଼ିତ ସୁଣିକି🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏😔😔😔😔😔😔☹️☹️☹️☹️☹️😘😘😘😘😘😘

  • @prasantakumrakumar7583
    @prasantakumrakumar7583 4 года назад +17

    Jay jagannath 🙏🌺🌺🌺🙏 beautiful song

  • @killerpoint1859
    @killerpoint1859 5 лет назад +16

    Bohut sundar bhajan.