ମୁହଁ ଖୋଲିଲେ ମୃତକଙ୍କ ଭଉଣୀ ଗୋଟି ଗୋଟି କରି ଖୋଲିଲେ ବୋହୂର ଗୁମର Satyanagar Crematorium police recovers body

Поделиться
HTML-код
  • Опубликовано: 21 ноя 2024

Комментарии • 285

  • @chandrasekharjena5946
    @chandrasekharjena5946 11 дней назад +41

    ଭଉଣୀ ଖୋଲିଲା ବୋହୁ ର ଗୁମର ନା ଭିଣୋଇ ସମ୍ପତ୍ତି ଲୋଭ ରେ ଶାଳୀର ଚକ୍ରାନ୍ତ |

  • @kishorswain5316
    @kishorswain5316 12 дней назад +89

    ଏମାନେ ସବୁ ମିଛ କହୁଛନ୍ତି,କେବଳ ସମ୍ପତିର ଲୋଭ

  • @rabindranayak4653
    @rabindranayak4653 12 дней назад +99

    ସମ୍ପତ୍ତି... !!!
    ଶବ ବାହାନା ମାତ୍ର।

  • @sbcreation371
    @sbcreation371 12 дней назад +125

    ବୋହୂ ଠିକ୍ କରିଛି। ବଞ୍ଚି ଥିଲା ବେଳେ କେହି ବୁଝିଲେନି , ଏବେ ମରିଗଲା ବେଳେ ଜମି ପାଇଁ ନୂଆ ନାଟକ ଚାଲିଛି ।

    • @Broo401
      @Broo401 11 дней назад +5

      @@sbcreation371 ଆଚ୍ଛା!!! ସିଏ ବା false case ଦେଇଛି, କାହାକୁ ଘରେ ପୁରେଇ dauni, ଶାଶୁ କୁ tourture କରୁଛି, ନୁଝିଲେନି କଣ, ବୁଝିଥିଲେ ବୋଲି ତ ଆଜି ପର୍ଯ୍ୟନ୍ତ ବଞ୍ଚିଥିଲେ

    • @ashatutorial6176
      @ashatutorial6176 11 дней назад +2

      ​@@Broo401bohu kn pai maliba Kahiba tike ....se ta pension pauthile...amane jou asi ho hala karuchhanti Ankara adhikara kn kahibaku....only sampati pai

    • @SushilaTiria
      @SushilaTiria 10 дней назад +1

      ​@@Broo401 Ete tanka pakhare evidence ochhi to agaru court ro asray nei legally tanka didi nku neijai seba karithante husband advocate to ete evidence thila to court re evidence dekhei thante social media re setebele asithante ebe loka mala pare power dekhauchhanti.

    • @pashupati55
      @pashupati55 10 дней назад +1

      ​@@SushilaTiriaCourt ରେ ବା case ଚାଲିଛି ଆଉ କଣ ଲୋକ ଲଗେଇ ଉଠେଇ ନେଇ ଯାଇଥାନ୍ତେ ନାଁ କଣ

    • @thakurtrinathpany5657
      @thakurtrinathpany5657 9 дней назад +3

      Pagal na kana bhauni sampati re bhauni ra bhaga nahi

  • @RINKUUUUUU12333
    @RINKUUUUUU12333 12 дней назад +33

    ମାଗିଆ ଓକିଲ ପଇସା ପାଇଁ କିଛି ବି କହି ଦଉଛି

  • @prabirjena2147
    @prabirjena2147 12 дней назад +70

    ଏତେ ଯଦି ଅସୁବିଧା ଓ ସନ୍ଦେହ ଥିଲା ପୂର୍ବରୁ ନେଇ ନିଜ ପାଖରେ ରଖି ପାରିଥାନ୍ତେ, ପୋଲିସ କୁ complaint କରି ପାରିଥାନ୍ତେ, କେତେ କଣ କରି ପାରିଥାନ୍ତେ, ବୋହୂ ମଧ୍ୟ ପରିବାର ରେ ଯେତେ କଳହ ଥିଲେ ମଧ୍ୟ ସମ୍ପର୍କୀୟ ଙ୍କୁ ଜଣାଇ ପାରିଥାନ୍ତେ

    • @Broo401
      @Broo401 11 дней назад

      @@prabirjena2147 ସବୁ ହୋଇପାରିଥାନ୍ତି, ଖାଲି ତୁମ ଭାଷଣ ଟା ସିଏ suniparileni, ବହୁତ୍ ବଡ଼ କଥା ଟେ କହିଲ, award ଟେ ମିଳିବ

    • @Broo401
      @Broo401 11 дней назад

      @@prabirjena2147 ବାବା, ସେ ସବୁ ସରିଛି, case ଭି ଚାଲିଛି, କିଛି ନ jaaniki ଜ୍ଞାନ bantani

    • @aclass8356
      @aclass8356 11 дней назад +2

      tame padisa ghara budhi ku ani rakha , dekhiba tama gandi re kete dam

    • @AnnapurnaJena-h5d
      @AnnapurnaJena-h5d 11 дней назад

      ​@@aclass8356sabu sei sampati lovi 😢😢😢

  • @anandaranajit7322
    @anandaranajit7322 9 дней назад +13

    କେବଳ ସମ୍ପତି ଲୋଭ

  • @himansudash9149
    @himansudash9149 11 дней назад +27

    ସବୁ ସମ୍ପତି ପାଇଁ ପାଗଳ

  • @ElishaNayak-t4p
    @ElishaNayak-t4p 8 дней назад +5

    ବଞ୍ଚିଥିବା ସମୟରେ ସବୁ କୁଆଡେ ଯାଇଥିଲ ଯଦି ଏତେ କଥା ଥିଲା କେସ୍ କରିବାକଥା , ହାତି ଗଲାପରେ କୁକୁର ପରିଭୁକିଲେ କଣ ହେବ

  • @PradeepMunda-ek1om
    @PradeepMunda-ek1om 11 дней назад +41

    ଇଏ ଶବୁନାଟକକରୁଛି ଏବୁଢି ସମ୍ପତ୍ତି ପାଇ

    • @SubjalaxmiSahoo-th9si
      @SubjalaxmiSahoo-th9si 3 дня назад

      Banchi thila bele sampati nei parilani mariba pare nauchi ta nati natuni pa achhi kemiti sali naba

  • @Sweta3370-b8y
    @Sweta3370-b8y 11 дней назад +23

    Ei maushi janak bahut chalakh

  • @anilkamila7763
    @anilkamila7763 9 дней назад +11

    ବଞ୍ଚିବା ସମୟରେ NEWS ରେ ଦେଲାନାହିଁ

  • @nibeditajena3070
    @nibeditajena3070 12 дней назад +68

    ଯଦି ଶାଶୁ ଚାହିଁଥାନ୍ତେ ନିଶ୍ଚୟ ଭଉଣୀ ପାଖକୁ ଆସିପାରିଥାନ୍ତେ, ଏ ଭଉଣୀ 7ବର୍ଷ ହେଲା କୋଉଠି ଥିଲେ

    • @kunmunsmruti6039
      @kunmunsmruti6039 12 дней назад

      କେଉଁ ଝିଅମାନେ ....???

    • @pal1906
      @pal1906 11 дней назад +1

      Right, sampatti hata ru palei ba bali abe ashichhanti.

    • @Broo401
      @Broo401 11 дней назад

      @@nibeditajena3070 ତୁମେ କୋଉଠି ଥିଲ 7 ବର୍ଷ ହେଲା, ଜ୍ଞାନ bantucha କିଛି ନ janiki, କୋଉ ଝିଅ?? ଏମାନେ ତାଙ୍କ ଭାଈ, ଭଉଣୀ. ତାଙ୍କ ଝିଅ ତ mental retired, ଏବେ only ସିଏ ବଞ୍ଚିଛି, ଆଉ ସବୁ ଚାଲିଗଲେ

    • @truptirekhajena9261
      @truptirekhajena9261 11 дней назад +1

      E jhia nuhanti, se tankara sana bhauni, sampati paibe nahin, bhala re bujhi ki comment karantu

    • @kunmunsmruti6039
      @kunmunsmruti6039 11 дней назад +2

      @@truptirekhajena9261 absolutely true. .....ଲୋକେ zombie ଭଳି behave କଲେଣି.... କଣ ଦେଖୁଛନ୍ତି, କଣ ବୁଝୁଛନ୍ତି, କଣ spread କରୁଛନ୍ତି, କିଛି ବୁଝି ପାରୁନାହାନ୍ତି....sad but true....
      ପୁଣି ଏମିତି commentsକୁ 29 likes.....???!!!
      ଯାହା ହେଉ ଆପଣଙ୍କ ପରି କିଛି ତ ବୁଝିବା ମଣିଷ ଅଛନ୍ତି 😊

  • @alokdas1684
    @alokdas1684 10 дней назад +10

    ମିଛ କହୁଛ ଯଦି ଏତେ ଅସୁବିଧା ହେଲା ତାହେଲେ ତମେ ରଖିଲ ନାହଁ

  • @lachhamanbadajena4966
    @lachhamanbadajena4966 11 дней назад +7

    ଏଇଟା ସମ୍ପତି ଲୋଭ ରେ ଏମିତି ହଉଚି

  • @parshuramsahusahu1535
    @parshuramsahusahu1535 12 дней назад +31

    କେବଳ ସମ୍ପତି ର ଲୋଭ,

  • @ShailendraPratap-r8i
    @ShailendraPratap-r8i 10 дней назад +9

    ଏ ସବୁ ସମ୍ପତି ପାଇଁ.. ଏ ବୁଢ଼ୀ ଅସଲ...ଏତେ ଯଦି ହଇରାଣ କରୁଥିଲା.. ଭଉଣୀ banchitilabele ନେଇଗଲ ନୀ ପାଖକୁ

  • @bipashapanda6359
    @bipashapanda6359 6 дней назад +2

    ତମେ ଆଗରୁ ପୋଲିସ ପାଖକୁ ଗଲଣି

  • @BinayakPatra-rz9dr
    @BinayakPatra-rz9dr 11 дней назад +22

    ଏତେ ଦିନ ହେଲା ଏମାନେ କୁଆଡେ ଯାଇଥିଲେ, ଏବେ ଭାଷଣ ଦେଉଛନ୍ତି,, ସବୁ ନାଟକ ଧନ ଜମି ବାଡି ପାଇଁ

    • @Broo401
      @Broo401 11 дней назад +2

      @@BinayakPatra-rz9dr କଦଳୀ ଟା ବୁଝିଲ

    • @BinayakPatra-rz9dr
      @BinayakPatra-rz9dr 11 дней назад

      @Broo401 ମାନେ

    • @Broo401
      @Broo401 11 дней назад +2

      @@BinayakPatra-rz9dr ଏଇଠି ଧନ କୋଉଠୁ ଆସିଲା, ୟେ ଵା ଶାଶୁ ର ଭଉଣୀ and ଭାଇ, ଏମାନଙ୍କୁ କୋଉଠୁ ମିଳିବ property?

    • @BinayakPatra-rz9dr
      @BinayakPatra-rz9dr 11 дней назад +2

      @@Broo401 ସବୁ ଧନ ପାଈଁ ଏଥି ସବୁ ଖେଳ, ତମେ ଦୁନିଆକୁ ଭଲ ହିସାବରେ ଦେଖିନ, ସେଥିପାଇଁ ଜାଣି ପରୁନ

  • @jeevanjyotijena5424
    @jeevanjyotijena5424 7 дней назад +2

    ସବୁ ଧନ ସମ୍ପତ୍ତି ଲୋଭ ରେ ବୁଢୀ ଏମିତି କହୁଛ

  • @niranjansahoo8860
    @niranjansahoo8860 11 дней назад +4

    Dispute only for property.

  • @RamSingh-d7n
    @RamSingh-d7n 8 дней назад +2

    😮😮😮 agaru kouthi thila

  • @pabitrakumarjena691
    @pabitrakumarjena691 12 дней назад +7

    God bless you bohu

  • @rominanda577
    @rominanda577 6 дней назад +1

    ଲୋଭ ଲୋଭ ଆଓ କିଛି ନାହିଁ

  • @truptirekhajena9261
    @truptirekhajena9261 11 дней назад +9

    ଯେଉଁ ମାନେ ଭାବୁଛ ସମ୍ପତି ର ଲୋଭ ଅଛି ବୋଲି, ଭଲ ରେ ଜାଣି ରଖ ସାନ ଭଉଣୀ ସମ୍ପତି କେବେ ହେଲେ ପାଇବ ନାହିଁ । ଏ ସବୁ ମିଛ କଥା । ତାଙ୍କର ନାତି ନାତୁଣୀ ଅଛନ୍ତିବ। ବୋହୂ କାହିଁକି ସମ୍ପର୍କ ରଖୁ ନଥିଲା ତାକୁ ପଚାର । ଆଜି କାଲି ବୋହୂ ମାନେ କର୍ତ୍ତବ୍ୟ କରି ପାରିବେ ନାହିଁ ବୋଲି ସମସ୍ତ ଙ୍କୁ ଦୂରେଇ ଦେ ଉଛନ୍ତି

    • @kadambinibiswal7331
      @kadambinibiswal7331 8 дней назад +2

      You're right

    • @theimagecreator1963
      @theimagecreator1963 7 дней назад +1

      ଯଦି ଆପଣ ସୁସ୍ଥ ମାନସିକତା ର ହୋଇଥିବେ ତାହେଲେ ବିନା କାରଣରେ କେହି କାହାଠୁ ଦୂରେଇ ଯାଆନ୍ତି ନାହିଁ । ବାକି ରହିଲା ସମ୍ପର୍କ କଥା । ଏବେ କା ସମୟରେ ସମସ୍ତେ ଖୁସିରେ ନିଜ ପରିବାର ସହ ରହିବାକୁ ଚାହାଁନ୍ତି ଆଉ ଯୋଉ ଜାଗାରେ ତୃତୀୟ ଲୋକ ପଶନ୍ତି କେହି ପସନ୍ଦ କରନ୍ତି ନାହିଁ । ତୃତୀୟ ଲୋକ ପଶିବା ପାଇଁ ସୁଯୋଗ କିଏ ଦେଲା । ବୋହୂ ତା ନୂଆ ଆସିଥିଲା କାହାକୁ ଜାଣିନଥିଲା , କଦାପି ସେ ବୋହୂ ଅନ୍ୟକୁ ଖରାପ indicate କରିବନି, କାରଣ ସବୁ ମଣିଷଙ୍କ ଭିତରେ ଗୋଟେ 6th ସେନ୍ସ ଥାଏ ସେ ଯେତେ ଖରାପ ହେଉ ନା କାହିଁ । ଥରେ ଭାବନ୍ତୁ ମୋ କହିବା କଥା ନୁହେଁ ଜଣେ ଭୁଲ କରିଛି ହେଲେ ସେ ପୁଅ ବୋହୂ ଭୁଲ କରିବାକୁ ବାଧ୍ୟ ହୋଇଥିବେ ନିଶ୍ଚିନ୍ତ ।

    • @SubhashreeMohapatra-e3t
      @SubhashreeMohapatra-e3t 7 дней назад +1

      Absolutely correct 💯

  • @jyotiranjanbarik8665
    @jyotiranjanbarik8665 10 дней назад +2

    ଉଭୟ ଙ୍କର କିଛି ଦୋଷ ଦୁର୍ବଳତା ଜଣା ଯାଉଛି । CBI. Investigation କରାଯିବା ଆବଶ୍ୟକ ବୋଲି ଭାବୁଛି

  • @sunitabarik979
    @sunitabarik979 11 дней назад +6

    Why you all were silent before? Why didn't you take your sister to your home?

  • @kunmunsmruti6039
    @kunmunsmruti6039 12 дней назад +8

    If i am not mistaking, she was my class teacher in std-9 & 10 in Capital Girls High School.....
    Very very sad to know this......

    • @Chandrabatimunda
      @Chandrabatimunda 6 дней назад

      Dii kou man tk kuha ta

    • @Chandrabatimunda
      @Chandrabatimunda 6 дней назад

      Mu b capital girls high school re 2013 ru 2018 porjanta podhuthili

    • @kunmunsmruti6039
      @kunmunsmruti6039 6 дней назад

      @@Chandrabatimunda ସେ retire ହୋଇସାରିଥିବେ...

  • @missroutaray1084
    @missroutaray1084 11 дней назад +5

    Jadi emananakara saba ku adha podaa abasta re oppose kariba ra khyamata rahi paruchi then banchi thila bele jadi bohu misei dau nathila relative mananka saha , setebele e khyamata dekhei paru nathile ki? Jehetu claim hauchi tanka jhia abnormal, sethipain emane asi jaichanti ta sampati luti baku..

  • @pragnyaranibehuria1195
    @pragnyaranibehuria1195 7 дней назад

    Agaru kn karuthila

  • @indiantradition88
    @indiantradition88 12 дней назад +10

    Agaru police ku janeina??

  • @sasmitadas8671
    @sasmitadas8671 11 дней назад +3

    Property ta darkar jhia darkar thile aguru neleni

  • @debeshkumarbiswal4509
    @debeshkumarbiswal4509 11 дней назад +2

    ଭଉଣୀ ର କଣ ଅଛି

  • @dharmangitadiary7
    @dharmangitadiary7 12 дней назад +9

    ଅକିଲ ବହୁତ ବଦମାସ

  • @rashmirekhajena796
    @rashmirekhajena796 12 дней назад +12

    ବୋହୂମାନେ ଏପରି କରିଛନ୍ତି।ଆଉ ପୁଅମାନେ ସେମାନେ ଯାହା କରୁଛନ୍ତି ସେସବୁକୁ support କରୁଛନ୍ତି। ପୁଅମାନେ ମଣିଷ ହେଉଛନ୍ତି ରୋଜଗାର କରି ବାହା ହେଲା ପରେ କହୁଛନ୍ତି ବାପା ମା କିଛି କରି ନାହାନ୍ତି।ଆମେ କଷ୍ଟ କରି ମଣିଷ ହୋଇଛୁ।ହଉ ସମୟକୁ ଅପେକ୍ଷା କର।

    • @satyapirsubhajit5512
      @satyapirsubhajit5512 12 дней назад +1

      Husband nkar death hoi jaichi...death b sandeha ghrerare... only property pai khela hoichi..

  • @bhubaneswarsahoo6122
    @bhubaneswarsahoo6122 11 дней назад +4

    CBI INQUIRY NECESSARY

  • @indiantradition88
    @indiantradition88 12 дней назад +3

    Must inform

  • @PrahaladMuduli
    @PrahaladMuduli 11 дней назад +4

    କଳି ଯୋଗର.. ଇଏ ଘର କାହାଣୀ, ଯୋଗ ପରିବର୍ତନ ମୁହାଁ ହେବ ତେଣୁ ମୋହ ମାୟାରେ ନପଡି ପ୍ରଭୁଙ୍କ ସରଣ ନେବା ଉଚିତି

  • @gitabehera6085
    @gitabehera6085 12 дней назад +27

    ବୋହୂ ଟି ବହୁତ୍ ଭୁଲ କରିଛନ୍ତି କାହାକୁ ନ ଜନେଇ

    • @pal1906
      @pal1906 11 дней назад +11

      Aghatu jadi ammane satru bhaliya treat kari thhibe nischita, sethi pain daki na thiba

    • @SUNILKUMAR-ps6rb
      @SUNILKUMAR-ps6rb 10 дней назад +2

      No you wrong

    • @pal1906
      @pal1906 10 дней назад

      @@SUNILKUMAR-ps6rb kia bhul

  • @manashsamal7450
    @manashsamal7450 10 дней назад +2

    Jadi agaru ete problem heuthila tahele police re kn pain complan karunathila
    Sabu micha

  • @mpsarita6018
    @mpsarita6018 11 дней назад +10

    Mausi ete english kahuchha aagaru tame kuade thila ki gote bahu ete jinisha karidela eka eka ?????

  • @Santwanapradhan12
    @Santwanapradhan12 11 дней назад +2

    Bahut thik karichi sampati pai khali maruchanti

  • @Santwanapradhan12
    @Santwanapradhan12 11 дней назад +2

    Sister ra sampati re tuma kn adhikar

  • @debashikhuntia6837
    @debashikhuntia6837 11 дней назад +3

    Mausha aau maushi ku khali chapal pahar darakare se mausa aau mausi kiye

  • @Sweta3370-b8y
    @Sweta3370-b8y 11 дней назад +2

    Sampati apankar udesya

  • @saktimayeerath6398
    @saktimayeerath6398 6 дней назад

    ମିଛ କଥା।

  • @santoshkumarmishra2620
    @santoshkumarmishra2620 12 дней назад +15

    ତଦନ୍ତ ର ଫଳ ଶୂନ୍. ଏପରି କେତେ ତଦନ୍ତ ହୋଇଛି. ଗଳାବାଟ ବହୁତ ଅଛି

    • @Broo401
      @Broo401 12 дней назад +2

      Correct, police କିଛି ଭି କରିବନି

  • @krshnasundaray4449
    @krshnasundaray4449 11 дней назад +1

    ଏମିତି ବହୁତ କେସ ହଉଛି। ବୋହୁ ଏମତି କରିଛି। ତା ଗାଁରେ ତା ଘର ଲୋକ ସମ୍ପର୍କ ଲୋକ ଙ୍କୁ କାଇଁ ଜଣେଇ ଲା ନି ବୋହୁ।
    ଆଜି କାଲି ବୋହୁ ଶାଶୁ ସରୁର ଙ୍କୁ ପଚା ରୁ ନି 😢😢।

  • @akshayakhatoi6371
    @akshayakhatoi6371 7 дней назад

    ସବୁ ଜାଣିଥିଲୁ ଆଗରୁ ପୋଲିସରେ କହୁଥିଲୁ କଣ ପାଇଁ।

  • @amrutamaitrisahoosahoo9336
    @amrutamaitrisahoosahoo9336 10 дней назад +2

    Pila mananku dekhibaku jiba kana darkar, tanku ta pakhaku dakiparithanta, kan mausi, gote para jhia pachare kahiki lagicha

  • @indiantradition88
    @indiantradition88 12 дней назад +15

    Bhala bohu dekhi gharaku nia..
    Dusta pila ku baha huani

    • @sanjuktabiswal1569
      @sanjuktabiswal1569 12 дней назад +3

      କେମିତି ଜାଣିବ ଭଲ ପିଲା ମନ୍ଦ ପିଲା

    • @Dishajena1234
      @Dishajena1234 12 дней назад

      Result of love marriage and live in relationship

  • @SukantaMohanty-kd1yb
    @SukantaMohanty-kd1yb 12 дней назад +3

    Para paribar re anpankar adhikar kana achi.

    • @SukantaMohanty-kd1yb
      @SukantaMohanty-kd1yb 12 дней назад

      Husband adv. Khali share, ame apanaka tharu kana sikhi bu

    • @satyapirsubhajit5512
      @satyapirsubhajit5512 11 дней назад

      Se tanka bhauni nkar death hela ...para paribar kn ?? Kichhi n Jani kn pai lekhi jaucha

  • @Sweta3370-b8y
    @Sweta3370-b8y 11 дней назад +1

    When this advocate uncle said that he is applying to addopt MLA's legal MR daughter it says something that he wants to take their property

  • @rubyswain5115
    @rubyswain5115 12 дней назад +8

    Ate abasta karuthila thik achhi agaru kahin police ku janeilani ate abasta karuthila mausi ku nijaloka kehi nathile pakhre nija pakha ku neigalani

  • @bsuchismita8014
    @bsuchismita8014 9 дней назад +2

    Jadi nija bhauni nku ete love karuthila Sabu jani ki bhi tanku Nija pakhaku nelani bohu ra bhi bhul relatives nku na daki kn pi eka poduthile paisa sampati pi loka kete talaku Khasi jauchi 😢 mala pare Sabu upraku neiki jiba re

  • @GirisLucky
    @GirisLucky 11 дней назад +1

    Nathile alga katha

  • @GirisLucky
    @GirisLucky 11 дней назад +1

    Tanke kie kichhi kahunahanti tame kie

  • @AnnapurnaJena-h5d
    @AnnapurnaJena-h5d 11 дней назад

    Samparkiya mane saba katha kahi sampati re vaga baseibaku asichanti tanka shashu nka na re bahut sampati achhi bohu kale sabu nei jiba sethi pain emane role karuchanti😢😢

  • @sankarprasadrath7866
    @sankarprasadrath7866 12 дней назад +2

    Do not let to free that daughter in law.

  • @SukantaMohanty-kd1yb
    @SukantaMohanty-kd1yb 12 дней назад

    Bhaskar agaru kuade thila

  • @arunanshupatra8947
    @arunanshupatra8947 11 дней назад

    Bahu thik kahuchi

  • @NirojanaliniBiswal
    @NirojanaliniBiswal 6 дней назад

    Abs.right

  • @JanmejayBastia-rw9ug
    @JanmejayBastia-rw9ug 11 дней назад +2

    Bohu mane ebe bahuta saghatik bohu kathare bhasi gaani sabu bichara kara

  • @sabitamurmu4621
    @sabitamurmu4621 12 дней назад +6

    Ghoro loko ba relatives torture koru thhile but sahi podisha loko b nahanti ,at least kiye to pakha pakhi loko asithhanta hele doubt huonta nahi

  • @jimalmurmu915
    @jimalmurmu915 9 дней назад

    Sampathi thile problem na thile be problem example Shanti nahi mananba jibana

  • @SubhashreeMohapatra-e3t
    @SubhashreeMohapatra-e3t 7 дней назад

    Mausi absolutely correct 💯 mausi kahiki sampati naba samasthe marigale eka sange gote gote barsa gap re sasu, sasura and also swami tapare bohu innocent au barse 6month re abnormal nanda b marijiba aji kali bohu kehi seva karunahanti bada ghare sampati paisa lobha re bibaha kari nija raj chalei innocent sympathy gain karuchanti e a kan pain relatives nka sange relation katidauthila investigation karajau alu kholu kholu mahadev baharibe after all bhagwan sabu dekhuchanti

  • @amulyabalapanda2512
    @amulyabalapanda2512 12 дней назад +1

    3rd parson

  • @sanghamitrapattnayak3133
    @sanghamitrapattnayak3133 12 дней назад +2

    Bohu thiki karichi...amane khali sapati lobha ..

    • @Broo401
      @Broo401 11 дней назад

      @@sanghamitrapattnayak3133 No, wrong

    • @upasanamahapatra
      @upasanamahapatra 11 дней назад

      Right kn kahuna

  • @24_BROKENHOPES_29
    @24_BROKENHOPES_29 7 дней назад +1

    Faseibaku chakranta,,,mala pare aasuchhanti naata lageibaku

  • @madhabgahan1050
    @madhabgahan1050 8 дней назад

    ଏ ପୁରା ମିଛୁଆଣି

  • @mitalimadhuchhandamohanty365
    @mitalimadhuchhandamohanty365 8 дней назад

    Kouthi thila sabu ebe malapare ebe ate dukha kn pai

  • @ratnakarsethi8403
    @ratnakarsethi8403 12 дней назад +2

    Ghora anyaya 😢

  • @dlx_dynamite
    @dlx_dynamite 9 дней назад

    Bohu ra kede sahasa

  • @SukantaMohanty-kd1yb
    @SukantaMohanty-kd1yb 12 дней назад

    Let the family, live in peace having two kids.

  • @SushilaPadhi-s6t
    @SushilaPadhi-s6t 7 дней назад

    Apanankara property lova apana bahut nimna category ra site live in re Thile apanankara kan achhi apana own family Katha bujhantu

  • @sunitaacharyavlogs...3538
    @sunitaacharyavlogs...3538 9 дней назад

    Emanw kie

  • @ArmanBag-s8i
    @ArmanBag-s8i 8 дней назад

    Bahu ku samapti na deba katha

  • @SaswatiRath-l4k
    @SaswatiRath-l4k 10 дней назад

    Bohu innocent haibara acting Karachi,sabu bandhu, bandhaba bhul haibeni

  • @SukantaMohanty-kd1yb
    @SukantaMohanty-kd1yb 12 дней назад +2

    Baha ta hela, agi kemiti live in hehi gala.

    • @Broo401
      @Broo401 11 дней назад +1

      @@SukantaMohanty-kd1yb କଣ ଟା ବୁଝିଲ

  • @kabitamohapatra5530
    @kabitamohapatra5530 7 дней назад +1

    ଭଉଣୀ ,ଭଉଣୀ ଲାଗି sure kahiba.
    ଏଇଟା ବୋହୂର ଷଡ଼ଯନ୍ତ୍ର।

  • @sthitapragyannanda7486
    @sthitapragyannanda7486 10 дней назад

    Mausa mausi pura court case kahileni 😂

  • @kabitamohapatra5530
    @kabitamohapatra5530 7 дней назад +1

    ସମ୍ପତି କାହାର ଥିଲା,ଏ ବୋହୂ କହୁଛି ସବୁ ମୋର।ତୁ ନିଜେ ସମ୍ପତି କର।

  • @r.behera5529
    @r.behera5529 6 дней назад

    A mausi kn agaru kauthi thila....kain hairan karuchha se bohu ku

  • @SushilaTiria
    @SushilaTiria 10 дней назад

    Ete evidence thila to se loka banchithila bele court ro asray neithanto social media re court re evidence dekhei tumo didiku tumo pakhaku nei jaithanto au taro jatna karithanto .emane gate gate bahana karuchhanti . dairy re lekhichhanti kahuchha to j ete dino kuade thilo dairy lekha to keberu paithilo tumo didi ku pakhaku nei jaithanto .jadi death karithiba lokaro wish fulfil karibaku chahunchha to banchithila bele puran kaloni mala bare baulei heuchhanti

  • @PravatiMili
    @PravatiMili 7 дней назад

    A mausi nuhe rakhyasi

  • @ade3009
    @ade3009 4 дня назад

    Akila babu kou kesh chalichi kes ra na ka kouthi pai heichi kahiboki

  • @kamalaworklifestyle2751
    @kamalaworklifestyle2751 11 дней назад

    Bohu ra kama saba sanskar kariba

  • @KumudiniMohanta-zv9wb
    @KumudiniMohanta-zv9wb 10 дней назад

    3rd parson shampati labhi

  • @bharatnaik7712
    @bharatnaik7712 12 дней назад

    Jau police station ra adhikari se kn kahuchnti

  • @sanghamitrapattnayak3133
    @sanghamitrapattnayak3133 12 дней назад

    Amane kete bhala muha ru janaparuchi....

  • @pkfact2188
    @pkfact2188 11 дней назад

    Not intrested on news

  • @DIPIKABAHUBALENDRA
    @DIPIKABAHUBALENDRA 8 дней назад

    Ate sabu bhujiparucha nija bhuni nka sab saskar kete jaruri janiparun

  • @pramodnayak2355
    @pramodnayak2355 10 дней назад

    ଘର ଭଙ୍ଗା ଲୋକ

  • @pradeepbehera2311
    @pradeepbehera2311 11 дней назад +4

    When elder sister is alive, no treatment/ police complain was
    done by younger sister. Now false
    complain has been made to grab
    the property.

  • @niranjansahoo8860
    @niranjansahoo8860 11 дней назад

    Bada Ghar Bada Gumar, kebal sampati pai ete naatak .

  • @sanjeebkumar1982
    @sanjeebkumar1982 11 дней назад

    😢

  • @rockstarvlogger9753
    @rockstarvlogger9753 4 дня назад

    Alakhyani taa samastanku maribaku aasichi bohu naa rakhyasuni

  • @sarojkumarswain1587
    @sarojkumarswain1587 9 дней назад

    Both husband and wife r very critical : ; these drama for property

  • @madhusmitarout_
    @madhusmitarout_ 12 дней назад +3

    Se maid servant ku pachara jau

  • @chdebadattasaran2490
    @chdebadattasaran2490 11 дней назад

    Se bohu ra pura history check karajau jadi se badmas thiba immediately taku punishment karajau.