Sampurna Ramayana | Kiskindhya Kanda | ସମ୍ପୂର୍ଣ ରାମାୟଣ - କିଷ୍କିନ୍ଧ୍ୟା କାଣ୍ଡ | Dukhishyam Tripathy

Поделиться
HTML-код
  • Опубликовано: 21 окт 2024
  • Album : Sampurna Ramayana (Kiskindhya Kanda)
    Singer : Dukhishyam Tripathy
    Written By : Baishya Sadashiba
    -------------------------------------------------------------------
    || ବୈଶ୍ୟ ସଦାଶିବ କୃତ ସମ୍ପୂର୍ଣ ରାମାୟଣର କିଷ୍କିନ୍ଧ୍ୟା କାଣ୍ଡ ||
    ସୁଗ୍ରୀବଙ୍କ ସଙ୍ଗେ ଶ୍ରୀରାମଙ୍କ ବନ୍ଧୁତା ସ୍ଥାପନ:
    ଇତି ମଧ୍ୟରେ ରାମ ଓ ଲକ୍ଷ୍ମଣ ପମ୍ପା ସରୋବର ନିକଟରେ ପହଞ୍ଚିଲେ । ପଥରେ ରାମ ଶବରୀର ଭକ୍ତିପୂର୍ଣ୍ଣ ଆତିଥ୍ୟ ଗ୍ରହଣ କରିଥିଲେ । ତତ୍ପରେ ସୁଗ୍ରୀବଙ୍କ ସନ୍ଧାନରେ ଦୁଇଭାଇ ଋଷ୍ୟମୁଖ ପର୍ବତ ଅଭିମୁଖେ ଯାତ୍ରା ଆରମ୍ଭ କଲେ । ସୁଗ୍ରୀବ ସେଠାରେ ରାମଲକ୍ଷ୍ମଣ ଦୁଇ ଭାଇଙ୍କୁ ଦେଖି ପ୍ରମାଦ ଗଣିଲା । ବାଳୀଙ୍କଦ୍ୱାରା ପ୍ରେରିତ ହୋଇ ସୁଗ୍ରୀବଙ୍କୁ ବଧ କରିବା ଉଦ୍ଦେଶ୍ୟରେ ଆସିଥାଇପାରନ୍ତି ଭାବି ଭୟଭୀତ ହେଲା । ତେବେ ସୁଗ୍ରୀବଙ୍କ ତରଫରୁ ତାଙ୍କ ମନ୍ତ୍ରୀ ହନୁମାନ ରାମ ଲକ୍ଷ୍ମଣଙ୍କୁ ଦେଖାକରି ସୁଗ୍ରୀବଙ୍କ ବିଷୟରେ କହିଲେ ଏବଂ ସୁଗ୍ରୀବଙ୍କ ସହ ରାମ ଲକ୍ଷ୍ମଣଙ୍କ ସାକ୍ଷତ କରାଇଲେ । ସେଠାରେ ବିଶ୍ରାମ ନେବାପରେ ସୁଗ୍ରୀବଙ୍କ ସହ ତାଙ୍କର ଦେଖା ହେଲା । ସୁଗ୍ରୀବଙ୍କ ଭାଇ ବାଳୀ ଇତିମଧ୍ୟରେ ସୁଗ୍ରୀବଙ୍କୁ ତଡ଼ିଦେଇ ନିଜେ କିଷ୍କିନ୍ଧ୍ୟାର ରାଜା ହୋଇଥିଲେ ଏବଂ ସୁଗ୍ରୀବଙ୍କ ସ୍ତ୍ରୀଙ୍କୁ ବଳପୂର୍ବକ ନେଇ ରାଣୀକରି ରଖିଥିଲେ । ସୁଗ୍ରୀବଙ୍କ ସହ ବନ୍ଧୁତା ସ୍ଥାପନ କଲାପରେ ରାମ ଆଶ୍ୱାସନା ଦେଲେ ଯେ ସେ ସୁଗ୍ରୀବଙ୍କୁ ତାଙ୍କ ରାଜ୍ୟ ଓ ସ୍ତ୍ରୀ ଫେରିପାଇବାରେ ସହାୟତା କରିବେ । ପ୍ରତିବଦଳରେ ସୁଗ୍ରୀବ ରାମଙ୍କୁ ସୀତାଙ୍କ ଉଦ୍ଧାରରେ ବାନର ସେନା ସହ ସାହାଯ୍ୟ କରିବାପାଇଁ ପ୍ରତିଶ୍ରୁତି ଦେଲେ । କିନ୍ତୁ ସମୟକ୍ରମେ ସୁଗ୍ରୀବ ତାଙ୍କ ପ୍ରତିଜ୍ଞା ଭୁଲିଯିବା ଦେଖି ତାରା, ସୁଗ୍ରୀବଙ୍କ ଦ୍ୱିତୀୟ ପତ୍ନୀ, ସୁଗ୍ରୀବଙ୍କୁ ଏ କଥା ମନେ ପକାଇଦେଇ ଲକ୍ଷ୍ମଣଙ୍କ କ୍ରୋଧରୁ ବଞ୍ଚିତ କରିପାରିଥିଲେ । ସୁଗ୍ରୀବ ତାଙ୍କର ସମସ୍ତ ବାନର ପାରିଷଦମାନଙ୍କୁ ଚାରି ଦିଗକୁ ପ୍ରେରଣ କରି ସୀତାଙ୍କ ସନ୍ଧାନ ନେବାକୁ ଆଦେଶ ଦେଲେ । ପୂର୍ବ, ପଶ୍ଚିମ ଏବଂ ଉତ୍ତର ଦିଗକୁ ଯାଇଥିବା ଦଳ ଖାଲି ହାତରେ ଫେରି ଆସିଲେ । ହେଲେ, ଅଙ୍ଗଦ ଓ ହନୁମାନ ଦକ୍ଷିଣ ଦିଗରୁ ସୂଚନା ଆଣିଲେ କି ସୀତାଙ୍କୁ ରାବଣ ହରଣ କରି ବେଇ ଲଙ୍କାରେ ବନ୍ଦୀ କରି ରଖିଛି।
    ଶ୍ରୀରାମଙ୍କଦ୍ୱାରା ବାଳୀବଧ:
    ରାମଙ୍କ ଆଦେଶମତେ ସୁଗ୍ରୀବ ବାଳୀଙ୍କୁ ଯୁଦ୍ଧ ପାଇଁ ଆମନ୍ତ୍ରଣ କଲେ । ପ୍ରଥମ ଯୁଦ୍ଧରେ ରାମ, ବାଳୀ ଓ ସୁଗ୍ରୀଙ୍କ ରୁପ ଏବଂ ଯୁଦ୍ଧ କୌଶଳରେ ଅଦ୍ଭୁତ ସାମଞ୍ଜସ୍ୟ ଦେଖି ଦ୍ୱନ୍ଦରେ ପଡ଼ିଗଲେ ଏବଂ ବାଳୀଙ୍କୁ ବଧ କରି ପାରିଲେ ନାହିଁ । ପରାଜିତ ସୁଗ୍ରୀବ ଅତ୍ୟନ୍ତ ଦୁଃଖରେ ରାମଙ୍କୁ କହିଲେ, "ପ୍ରଭୁ, ଆପଣ ଯଦି ବାଳୀ ବଧ ଚାହାଁନ୍ତିନି, ତେବେ ମୁଁ କଦାପି ବାଳୀଙ୍କୁ ଯୁଦ୍ଧପାଇଁ ଆମନ୍ତ୍ରଣ କରି ନ ଥାନ୍ତି" । ରାମ କିନ୍ତୁ କହିଲେ, "ତୁମ ଦୁଇ ଭାଇଙ୍କ ମଧ୍ୟରେ ଏତେ ସାମଞ୍ଜସ୍ୟ ଥିଲା ଯେ ମୁଁ ବାଳୀଙ୍କୁ ଠିକଭାବେ ଚିହ୍ନଟ କରି ପାରି ନ ଥିଲି" । ଏହା ପରେ ରାମ ଓ ଲକ୍ଷ୍ମଣ ସୁଗ୍ରୀବଙ୍କୁ ପୁଣି ବୁଝାଇ ଆଉଥରେ ଯୁଦ୍ଧରେ ଅବତ୍ତୀର୍ଣ୍ଣ ହେବା ନିମନ୍ତେ ପରାମର୍ଶ ଦେଲେ । ଏଇଥର କିନ୍ତୁ ବାଳୀଙ୍କୁ ସହଜରେ ଚିହ୍ନଟ କରିବାପାଇଁ ସୁଗ୍ରୀଙ୍କ ଗଳାରେ ଏକ ଫୁଲମାଳା ଗଳାଇଦେଲେ । ଦୁହିଁଙ୍କ ମଧ୍ୟରେ ଭୀଷଣ ଯୁଦ୍ଧ ହେଲା । ଯୁଦ୍ଧରେ ସୁଗ୍ରୀବଙ୍କ ପରାଜୟ ନିକଟ ହେବାର ଦେଖି, ରାମ ତାଙ୍କ ପ୍ରତିଜ୍ଞା ରକ୍ଷା ପୂର୍ବକ ବାଳୀକୁ ଶରବିଦ୍ଧ କରି ବଧ କଲେ । ସୁଗ୍ରୀବକୁ କିଷ୍କିନ୍ଧ୍ୟାର ରାଜା କରି ସୀତାଙ୍କ ସନ୍ଧାନରେ ପୁଣି ବ୍ୟାପୃତ ହେଲେ ।
    -----------------------------------------------------------------------------------
    00:02 - RamaNka Saha Hanu Ra Bheta O Sugriba Saha Mitrata
    36:15 - RamaNkara Dundubi Pingiba, Saptashala Chhedana O Bali
    Binasa
    56:13 - Bali SriRamNka Kapthapakathana, BaliRa Mokhya, Sugriba
    Ra Rajyabhisheka O Tara RamaNku Abhishapa
    1:10:42 - RamaNkara Malyabanta Basa, Laxmana Sugriba Pashe
    Gamana O Banara Senya Anayana
    1:21:52 - Baka Ku SriRamaNka Baradana
    1:30:38 - Sugriba Ra Pashe LaxmanNKu Gamana O Sugri Sahara
    Aasiba
    1:51:00 - Sugribara Charidiga Duta Prerana, DakhinaKu Hanu Aadi
    Asta SenapatiNka Gamana
    1:56:03 - AstabiraNka Pampasara Prabesa, Sampatitharu SitaNka
    Sandesha
    ................................................................................
    Watch & Subscribe to our other RUclips Channels:
    👉 Sidharth Bhakti : / sidharthbhakti
    👉 Sidharth Music: / sidharthmusic
    👉 Sidharth TV : / sidharthtv
    👉 Namita Agrawal : / namitaagrawal
    .................................................................................
    Enjoy & stay connected with us!
    👉 Like us on Facebook : / sidharthbhaktiodia
    ........................................................................
    #SidharthMusic #SidharthTV #NamitaAgrawal #SitaramAgrawal #SidharthBhakti #odiabhajan #odiasong #jayjagannathtv
  • ВидеоклипыВидеоклипы

Комментарии • 289

  • @bisubehera6582
    @bisubehera6582 Год назад +2

    ଜୟ ଜଗନ୍ନାଥ ତୁମ ଚରଣ ବିନ୍ଦରେ କୋଟି କୋଟି🙏🙏🙏. ପ୍ରଣାମ

  • @jadabsahu6963
    @jadabsahu6963 7 месяцев назад

    Jai shree ram

  • @maheshbabumahesh5013
    @maheshbabumahesh5013 3 года назад +8

    Jai shree Ram....hari katha jete sunile b mana bharibani

  • @ManoranjanSahu-t2q
    @ManoranjanSahu-t2q 6 месяцев назад +2

    Jay srirama Jay.hanuman

  • @ajaysamal1195
    @ajaysamal1195 3 года назад +5

    Jai shri ram ram ram ram ramram ram ram ram ram ramram ram ram ram ram ram

  • @GouraMohapatra-pv4wd
    @GouraMohapatra-pv4wd Год назад

    Jaa siri ram

  • @sidhantabehera6875
    @sidhantabehera6875 2 года назад +9

    ବୈଶ୍ୟ ସଦାଶିବ ଙ୍କ ରଚିତ ରାମାୟଣ ବହୁତ ସରସ ସୁନ୍ଦର ଏବଂ ହୃଦୟସ୍ପର୍ଶୀ। ଦୁଃଖୀଶ୍ୟାମ ତ୍ରିପାଠୀ ଙ୍କ ସ୍ଵର ରେ ଲାଳିତ୍ୟପୁର୍ଣ୍ଣ ବହୁତ ଭଲ ଲାଗୁଛି।

    • @anitagouda7137
      @anitagouda7137 Год назад

      X ,,3 😀 you heppees ok I have been me

  • @mrsusantahati1605
    @mrsusantahati1605 Год назад +1

    Rama rama🏹🏹🏹🏹🙏🙏🙏🙏🙏🙏

  • @yashbehera6504
    @yashbehera6504 9 месяцев назад +4

    ଆଜ୍ଞାଙ୍କ କଣ୍ଠ ସ୍ବର ଏତେ ମଧୁର ଯେ ମନ ମୁଗ୍ଧ କରୀ ଦିଏ ଆଉ ବାରୁମ୍ବlର ଶୁଣିବାକୁ ମନ ହୁଏ।
    ଧନ୍ୟବlଦ୍ ଆଜ୍ଞା ❤

  • @kandrapachinda1659
    @kandrapachinda1659 4 года назад +4

    Dhanya bad dukhishyam tripathi dhanya tumar gita

  • @nabinbhai8450
    @nabinbhai8450 2 года назад +4

    Jay shree Ram Ram ji ki jay

  • @biswambarkarmi6403
    @biswambarkarmi6403 23 дня назад

    Jaya seeta ram Jay seeta ram🙏🙏🙏🙏🙏

  • @rabinarayanpradhan9524
    @rabinarayanpradhan9524 3 года назад +3

    Jaisriram and sita.

  • @gobindasethia6410
    @gobindasethia6410 Год назад +1

    Jai Sri Ram jai Sri Ram jai Sri Ram

  • @n.gopabandhupradhan5101
    @n.gopabandhupradhan5101 2 года назад +2

    Jay siyaram

  • @Mrkalta24
    @Mrkalta24 6 месяцев назад +1

    Jay Shree ram

  • @kishorimeher9236
    @kishorimeher9236 2 года назад +7

    RADHE. Radhe

  • @narsingdeep6988
    @narsingdeep6988 Год назад +1

    🙏🙏

  • @sanjaykumardas326
    @sanjaykumardas326 4 года назад +6

    🙏🙏🙏🙏Jay ShreeRam🙏🙏🙏🙏

  • @simanchalraulo2786
    @simanchalraulo2786 3 года назад +11

    Jia sary rama

  • @jkkhamari1774
    @jkkhamari1774 Месяц назад

    Jai Siyaram

  • @manassahoo8362
    @manassahoo8362 2 года назад +1

    ~jay sita ram jay hanuman🌹🙏🌹l

  • @khiramajhi3170
    @khiramajhi3170 4 года назад +4

    Jai shree ram jai

  • @Chakra-s2t
    @Chakra-s2t Год назад +1

    Jay sri ram dukhi shayam Tripathi

  • @bhaskarprasad5271
    @bhaskarprasad5271 2 года назад +5

    ଜୟ ଶ୍ରୀ ରାମ 🙏 ରାମ ଯେ ରାମ ନାମ ଶ୍ରୀ ରାମ ନାମ ଯେ ଉଁ ନାମ ଧରିଲେ ନ ‌ଦ6ଣ୍ଡ କାଳ ଯମ । ଜୟ ଶ୍ରୀ ରାମ 🙏🤲

  • @bipinnayak9561
    @bipinnayak9561 3 года назад +9

    Jay shree ram 🙏🙏🙏🙏Jay jagannath 🙏🙏🙏🙏 Jay sri hanuman 🙏🙏🙏🙏

  • @neelamadhabpattanayak1719
    @neelamadhabpattanayak1719 Год назад

    Jay Sree Ram
    Jay Mahabali Hanuman

  • @NirmalKumar-ex4cs
    @NirmalKumar-ex4cs 3 года назад +4

    Jay Sri ram Mata sita Dev Jay Sri Hanuman

  • @ganeswartripathy9649
    @ganeswartripathy9649 Год назад

    Sita Ram Sita Ram Sita Ram 🙏 🙏🙏

  • @santoshsahoo6693
    @santoshsahoo6693 3 года назад +14

    Dukhishyam sir
    Pranam 🙏
    Heart ❤️ touching voice.
    Jay Shree Hanuman,
    Jay Shree Ram.

  • @sujatapadhan1310
    @sujatapadhan1310 2 года назад +1

    Jai shree ram🙏🙏🙏

  • @jeebanjyotimishra7395
    @jeebanjyotimishra7395 4 года назад +1

    ବାସ୍ତବିକ ଦ୍ଵିତୀୟ ବାଣୀ କଣ୍ଠ । ଜୟ ଜୟ ସୀତାରାମ

  • @ManoranjanSahu-t2q
    @ManoranjanSahu-t2q 6 месяцев назад +1

    Ati sundara ati madhura

  • @pinkybehera6060
    @pinkybehera6060 Год назад +2

    Jay sri Ram ❤❤❤❤

  • @sureshchandrabhoi5337
    @sureshchandrabhoi5337 Год назад +15

    Very beautiful song so sweet voice Tripathy Sir 👍🙏🙏

  • @sanyashibhai3099
    @sanyashibhai3099 3 года назад +1

    JayaSriram

  • @anirudhamohanty5951
    @anirudhamohanty5951 2 года назад +1

    Jaya jaganath

  • @n.gopabandhupradhan5101
    @n.gopabandhupradhan5101 2 года назад +1

    Bahut sundar

  • @sushiljena4811
    @sushiljena4811 4 года назад +4

    ଧନ୍ୟବାଦ ତ୍ରିପାଠୀ ସାର

  • @anilpolai3476
    @anilpolai3476 5 лет назад +5

    ଧନ୍ୟବାଦ ଦୁଖିଶ୍ଯାମ ଙ୍କୁ ମୋର ପ୍ରଣାମ

  • @dharmabagarti4949
    @dharmabagarti4949 3 года назад +4

    SUPER 👌🏻👌🏻👌🏻👌🏻👌🏻👌🏻👌🏻👌🏻👌👌👌

  • @sushiljena4811
    @sushiljena4811 4 года назад +4

    ଆପଣଙ୍କ ଭଜନ ଗାନ ବହୁତ ମଥୁର ଜୟ ଶ୍ରୀ ରାମ ଓ ଲକ୍ଷ୍ମଣ ସୀତା ଦେବୀ

  • @dharmendrasahu3300
    @dharmendrasahu3300 3 года назад +7

    Jay shree ram 🙏🙏🙏jay hanuman

  • @santoshpadhy5574
    @santoshpadhy5574 4 года назад +5

    Jaya jagannatha Maa

  • @Manoj-yp3ps
    @Manoj-yp3ps Год назад

    Atma Santi lagil jiy srri ram

  • @tununaik4992
    @tununaik4992 2 года назад +1

    Jay ya mahadeb

  • @samikshyasaptadarshini347
    @samikshyasaptadarshini347 3 года назад +5

    Beautiful Sir
    Heart touching song by sri

  • @indrameher7977
    @indrameher7977 3 года назад +3

    ଜୟ ଶ୍ରୀ ରାମ

  • @niveditapati9821
    @niveditapati9821 3 года назад +16

    ମନ କର୍ଣ ପବିତ୍ର ହେଲା। କବି ଏବଂ ଗାୟକ 🙏🙏 ଚୀର ନମସ୍ୟ

    • @padamlochanjal9283
      @padamlochanjal9283 3 года назад +2

      रामायण के कवि और उसे लिखने वाले अन्य कार्य करने वाले लोगों को आ धन्यवाद----पद्मलोचन जाल ।

    • @BagdalBag
      @BagdalBag 8 месяцев назад

      ​@@padamlochanjal9283😊PPPPPPPPPPPPPPPPPO ooooppplllppp lppplpppppplppllllklllkooo p ol pppp

  • @MsBijay2009
    @MsBijay2009 5 лет назад +3

    ଜୟ ଶ୍ରୀ ରାମ । ବହୁତ ବହୁତ ଧନ୍ୟବାଦ ।

  • @chandanfitness192
    @chandanfitness192 4 года назад +4

    Jay Sitaram

  • @jitendrakumarsahoo6162
    @jitendrakumarsahoo6162 3 года назад +1

    Jai shree ram ..hair katha sunile mana pabitra hoijiba..

  • @basantivlogs7209
    @basantivlogs7209 2 года назад

    Jay sita ram

  • @pratapchandrbehera6551
    @pratapchandrbehera6551 5 лет назад +9

    ଶ୍ରୀ ରାମ ଜୟ ରାମ ଜୟ ଜୟ ରାମ

  • @satyabrata4308
    @satyabrata4308 2 года назад

    Sita ram

  • @vippointkumar3107
    @vippointkumar3107 5 лет назад +8

    Jai Shri Sita Ram 🙏🙏 🙏
    Jai Shri Hanuman 🙏 🙏👍

  • @debendratripathy3162
    @debendratripathy3162 5 лет назад +2

    Paschima odisa r gouraba
    Tripathy Sar bahut sundara
    Sri ram Jay ram Jay Jay ram

    • @chintamanidash8365
      @chintamanidash8365 4 года назад

      ସଂପୂର୍ଣ୍ଣ ଓଡ଼ିଶା ର ଗର୍ବ ଓ ଗୌରବର ପ୍ରତୀକ ଦୁଃଖିଶ୍ୟମ ତ୍ରିପାଠୀ ସାର୍,, ପ୍ରଣାମ

  • @upasanamarga10k
    @upasanamarga10k 2 года назад +10

    ଜୟ ସୀତା ରାମ ❤️🏹🏹🙏🏻

  • @RaviRavi-wz4mz
    @RaviRavi-wz4mz 11 месяцев назад

    Jaysreeram

  • @ramakantakantadehury4641
    @ramakantakantadehury4641 4 года назад

    Jayshree Ram🐚🐚🐚🐚🦋🦋🦋 Jayshree Ram 🕉️🐿️🐿️🐿️🌹🌻🌷

  • @abhinadas5175
    @abhinadas5175 2 года назад

    Jay sir rama

  • @sujitkumarsahoo4439
    @sujitkumarsahoo4439 3 года назад +3

    जय सिया राम, राम लखन सीता, जय बजरंग बली, जय हनुमान जी

  • @bauribandhumohapatra5769
    @bauribandhumohapatra5769 6 месяцев назад

    Jai Sriram

  • @swapnasahoo9902
    @swapnasahoo9902 Год назад

    Mere ram

  • @trilochandash7991
    @trilochandash7991 4 года назад +3

    ଜୟ ହନୁମାନ🙏🙏🙏

  • @prasanamishra1338
    @prasanamishra1338 2 года назад +1

    Jaysriram🙏🙏🙏🙏🙏🙏🙏

  • @gobindchandrapatra1924
    @gobindchandrapatra1924 5 лет назад +18

    ସିଦ୍ଧାର୍ଥ ଭକ୍ତି ଏବଂ ଶ୍ରୀ ଦୁଖୀଶ୍ୟାମ ତ୍ରିପାଠୀ ସାର ଙ୍କୁ ମୋର ପ୍ରାଣମ ଓ ବହୁତ ବହୁତ ଧନ୍ୟବାଦ।

  • @kambhudehuri2391
    @kambhudehuri2391 3 года назад

    Jaysriram

  • @RajeshRana-ig4tb
    @RajeshRana-ig4tb 3 года назад +12

    ଜୟ ଜୟ ଶ୍ରୀରାମ 🙏🏻❤

  • @umabarijumabarik7826
    @umabarijumabarik7826 3 года назад +6

    jay, sri, 🙏

  • @sabyasachijena2856
    @sabyasachijena2856 4 года назад +1

    ଆତ୍ମା ପବିତ୍ର ହୋଇ ଗଲା। Jai Shree Ram..

  • @ganeswartripathy9649
    @ganeswartripathy9649 Год назад

    Excellent 🙏 🙏

  • @iloveodia3081
    @iloveodia3081 5 лет назад +4

    Jay Sri Sita Ram
    Jay angad ,Jay sugriv..

  • @sureswarisingh7036
    @sureswarisingh7036 4 года назад +2

    JaysitaRam..jayHanuman

  • @kalyanibhuyan2173
    @kalyanibhuyan2173 3 года назад +4

    Jay Sitaram🙏🙏

  • @ranjansahu6272
    @ranjansahu6272 4 года назад +7

    🌹🌺🌸🌺🌺🌺🌸

  • @ramakantameher3921
    @ramakantameher3921 3 года назад +6

    Jay shree ram 🙏🙏🙏🙏🙏

  • @edmtaporidancemixdjaditya8852
    @edmtaporidancemixdjaditya8852 Год назад +4

    Jay jagannath 🙏🙏♥️♥️🌺🌹

  • @prabinamahakuda5143
    @prabinamahakuda5143 3 года назад +3

    Jay sree ram...

  • @pramilapradhan1950
    @pramilapradhan1950 2 года назад

    Jay.sita.ram

  • @niranjandalai9856
    @niranjandalai9856 7 месяцев назад

    Atma trupti heigala

  • @ganeshrana6883
    @ganeshrana6883 5 лет назад +5

    Very Nice Jay Sri ram

    • @ajayswain662
      @ajayswain662 4 года назад +1

      Jay Sri ram 🌻🌻 🌻🌻 🌻🙏 🙏🌺🌺 🌸🌹 🌹🙏 🙏🌺🌺🌸🌸🌹🌹🙏🙏 🙏

  • @prasantkumarsahoo943
    @prasantkumarsahoo943 4 года назад +5

    bahut sundar gita..jay seta ram..jay hanuman

  • @laxmanbhai8760
    @laxmanbhai8760 Год назад

    Jay shree Ram ❤❤❤

  • @subratdhal3346
    @subratdhal3346 2 года назад

    Jy Sri ram

  • @subratkhamari
    @subratkhamari 5 лет назад +12

    Sundara Kanda upload karantu please

  • @ramswamimallik7538
    @ramswamimallik7538 4 года назад +1

    ଜୟ ହନୁମାନ

  • @ashokkumarrout3780
    @ashokkumarrout3780 2 года назад +1

    ଜୟ ଶ୍ରୀ ରାମ ଚନ୍ଦ୍ର

  • @bibatsarana9058
    @bibatsarana9058 5 лет назад +3

    Sita Ram sita ram

  • @upendrapradhan4789
    @upendrapradhan4789 2 года назад +1

    Supper

  • @madhusudandash7972
    @madhusudandash7972 2 года назад +1

    Very very nice

  • @swetalalpradhan5279
    @swetalalpradhan5279 3 года назад +3

    🙏🙏🙏🙏🙏🙏so nice 🙏🙏🙏🙏🙏

  • @biprabarapradhan301
    @biprabarapradhan301 Год назад +1

    रामायण एक धार्मिक काव्य ही नही , अपितु मानवता और परिवार के बीच के संबंध को प्रेम के अटूट बंधन में जोड़ता है । और मानवता को एक सीख दी रही है की प्रेम का वास्तविक अर्थ क्या है । अदभुत ! "जय श्रीराम"

  • @balaramkumar4679
    @balaramkumar4679 10 месяцев назад +1

    Love

  • @pujachhual407
    @pujachhual407 2 года назад

    Rama

  • @gautamsuar9073
    @gautamsuar9073 5 лет назад +5

    JAY SRI RAM
    Please upload all
    🙏🙏

  • @tapasbapuni4456
    @tapasbapuni4456 3 года назад +3

    Nice 👍👍👍 song

  • @babulisodi9584
    @babulisodi9584 2 года назад +1

    Good morning Jay

  • @sridharmahapatra8535
    @sridharmahapatra8535 3 года назад +3

    Jay Jay sri ram 🙏🙏🙏🙏🙏🙏

  • @prasantbehera5454
    @prasantbehera5454 5 лет назад +13

    Thank u sir.... Jay sreeram