News@9 Discussion 12 September 2023

Поделиться
HTML-код
  • Опубликовано: 20 окт 2024

Комментарии • 233

  • @tusarkantasahu1064
    @tusarkantasahu1064 Год назад +60

    ମୋତେ ଯାହା ଲାଗୁଛି, ଆମ ମୁଖ୍ୟମନ୍ତ୍ରୀ ଙ୍କୁ ସଚିବ blackmail କରି, ମଜବୁର୍ କରି ରଖିଛନ୍ତି... ଏହା ମାନିବାକୁ ଆମେ ବାଧ୍ୟ ଯେ ମୁଖ୍ୟମନ୍ତ୍ରୀ ଠାରୁ ସଚିବ ବଡ଼

    • @nayakrajesh245
      @nayakrajesh245 Год назад +2

      Bhai au e odisa ama odia under re nahi ame tamili under re achanti vabi nebadarkar

    • @rudrichemistryacademy8781
      @rudrichemistryacademy8781 Год назад +1

      ଭାଇ ଆମେ ଓଡ଼ିଆ ଭାରି ସ୍ୱାଭିମାନୀ, ଆମ ଶାସନ ଆମ ହାତରେ ନାହିଁ କି ଆମେ ଭୋଟ ଦେଇଥିବା ନେତା ହାତରେ ବି ନାହିଁ, ସବୁ ନେତା ମନ୍ତ୍ରୀ ଆଜି ଖେଳନା କଣ୍ଢେଇ

    • @rmrov
      @rmrov Год назад +1

      Already proof heisarilani Odisha re Sachiba hin bada

    • @biswaranjanswain9358
      @biswaranjanswain9358 Год назад

      Bapa thru kana pua bada...eia Samit..rajaniti au kutaniti

    • @bijayakumardehury7182
      @bijayakumardehury7182 Год назад

      100 true,sradha ra mayajal .

  • @dayasagarkalta8157
    @dayasagarkalta8157 Год назад +35

    ବର୍ତମାନ ସୌମ୍ୟ ବାବୁ ପୁରା ସ୍ୱାଧୀନ, ଏବେ ବିଜେଡି କୁ ପୁରା ନଙ୍ଗଳା କରିବେ,

  • @chandikaprasadmohanty9313
    @chandikaprasadmohanty9313 Год назад +32

    ବିଜେଡି ଦୁଇ ଭାଗ ହୋଇ ଯିବାର ନିଶ୍ଚିତ ହୋଇ ଗଲା I

  • @DwarikanathNayak-y9n
    @DwarikanathNayak-y9n Год назад +34

    ନାରୀ ଧର୍ଷଣ , ଗୁଣ୍ଡା ଙ୍କ ବଳ ବିଜୁ ଜନତା ଦଳ

  • @sibaprasadmisra7929
    @sibaprasadmisra7929 Год назад +15

    ପାଣ୍ଡୁ ର ଅର୍ଶ କୁ ବାଧିଲା ଭଳିଆ ସୌମ୍ୟ ପଟ୍ଟନାୟକ ସଂପାଦକୀୟ ରେ ଲେଖିଲେ ଏହା ହେଲା ତାର ପରିଣାମ। ବର୍ତମାନ ଓଡ଼ିଶାରେ ବଜାରରେ ଡାବର ହନି ର ଘୋର ଅଭାବ କାରଣ ସବୁ ବିଜେଡି ନେତା ପ୍ରଚୁର ପରିମାଣରେ କିଣି ପାଣ୍ଡୁ ର କୁରୁଣ୍ଡରେ ବୋଲି କି ଚାଟିବା ରେ ବ୍ୟସ୍ତ। ତେଣୁ ଭକୁଆ ଓଡ଼ିଆ ଏବେ ପାଣ୍ଡୁ ପାଲା ଦେଖିବା ଛଡ଼ା ଅହୁ ଅନ୍ୟ ଗତି ନାହିଁ। ଧିକ ଧିକ ଧିକ... ଛି ଛି ଛି... ଥୁ ଥୁ ଥୁ...🖕🖕🖕

  • @saradaprasadmohanty9169
    @saradaprasadmohanty9169 Год назад +12

    ବିଜେଡି ରେ ସବୁ ନେତା ନିଜର ସ୍ଵାର୍ଥ କୁ ଦେଖନ୍ତି, ରାଜ୍ୟ ସ୍ଵାର୍ଥ ପଛରେ ।

  • @ranajitjena4668
    @ranajitjena4668 Год назад +25

    ଅନେକ ଦିନ ପରେ ଗୋଟେ ଭଲ ଖବର ପରିବେଷଣ କଲେ

  • @smoodisha4464
    @smoodisha4464 Год назад +7

    ଓଡ଼ିଶାରେ ପ୍ରମାଣ ହେଇ ଗଲାଯେ ଓଡ଼ିଶାର ନେତା MLA, MP, ବଡ଼ ନୁହଁନ୍ତି। ଏଠି ସଚିବ ବଡ଼। MLA , MP ଦଳ କେବଳ 5T ର ସେବକ।

  • @Biswajitswain15
    @Biswajitswain15 Год назад +2

    ଦେବାଶିଷ ସାର ର ଙ୍କୁ ବହୁତ ବହୁତ୍ ଧନ୍ୟବାଦ୍ ଜଣେ ଓଡ଼ିଆ ଭାବରେ ନିଜର ସ୍ୱାଭିମାନ ର ପରିଚୟ ଦେଇଥିବାରୁ।
    ମୋର ସବୁ ଓଡ଼ିଶା ବାସୀଙ୍କୁ ହାତ ଯୋଡ଼ି ଅନୁରୋଧ ମୋ ଓଡିଶା କୁ ବଞ୍ଚାନ୍ତୁ କୁଛି ତାମିଲ ଅଫିସର୍ ମାନଙ୍କୁ ଠାରୁ ଏବଂ ଆଶ ଆମେ ସମସ୍ତେ ସମ୍ୟ ବାବୁଙ୍କ ହାତରେ ହାତ ଦେଇ ୨୦୨୪ ରେ ନୂଆ ଓଡ଼ିଆ ଗଠନରେ ସହଯୋଗ କରିବା। ଜୟ ଜଗନ୍ନାଥ,,🙏

  • @abhayaswain6986
    @abhayaswain6986 Год назад +14

    B j d ଏକ ଅହଂ କାରି ଦଳ

  • @tilucreations
    @tilucreations Год назад

    Debasis kana yebe badaligale,
    Nija swarth pain voice badale

  • @kulamanijena-zd1cr
    @kulamanijena-zd1cr 9 месяцев назад

    Soumya babu is a intelgencey person . His opinion is absoulity correct.

  • @sriprabhat
    @sriprabhat Год назад +17

    ଦେବାଶିଷ ବାବୁ ଙ୍କ ସ୍ପଷ୍ଟ ମତ ଦିଅନ୍ତି

  • @deba1703
    @deba1703 Год назад

    Debasis babu jane sachot loka

  • @kalandinayak463
    @kalandinayak463 Год назад

    Somya babu right person in odisha.

  • @learners922
    @learners922 Год назад +42

    MLA ମାନେ ନବୀନ ସରକାରେ ଅଯୋଗ୍ୟ ଓ ଅଲୋଡ଼ା ହୋଇପଡିଛନ୍ତି.

    • @tusarkantasahu1064
      @tusarkantasahu1064 Год назад +2

      ନବୀନ ନିଜେ ଅଲୋଡା ହୋଇ ଥିବାରୁ ମନ୍ତ୍ରୀ ଙ୍କ କଥା କିଏ ପଚାରେ

  • @rabindrakumarnayak5739
    @rabindrakumarnayak5739 Год назад

    I'm agree with Amiya pandab and Mohanty sir

  • @sudarsandasdassudarsan2949
    @sudarsandasdassudarsan2949 Год назад

    Debasish babu perfect leader

  • @gopalpanda3586
    @gopalpanda3586 Год назад +10

    Debasish Babu pura puri thik kahuchanti...

  • @tripurendrasinghsamanta3480
    @tripurendrasinghsamanta3480 Год назад +1

    Nabin pattanaik gruhabandhi achhanti

  • @starindiadigitalcreation8644
    @starindiadigitalcreation8644 Год назад

    Jay samya

  • @chandanbhoi9213
    @chandanbhoi9213 Год назад +34

    ଦେବାଶିଷ sir ଆପଣ ପ୍ରକୃତରେ ଜଣେ ଭଲ ଲୋକ ପ୍ରତିନିଧି ଏବଂ ଆପଣଙ୍କ ପାଖରେ ଓଡିଆ ଜାତିର ସ୍ୱାଭିମାନ ଦେଖିବାକୁ ମିଳିଲା।

    • @prasantapanda1703
      @prasantapanda1703 Год назад

      ସ୍ୱାଭିମାନ ପାଇଁ ନୁହେଁ ଦଳରେ ଅଣଦେଖା ହେଉଛି ବୋଲି ଦେବାଶିଷ ଏମିତି କହୁଛି

    • @Tulubhai275
      @Tulubhai275 Год назад +1

      God bless you sir

  • @prasantaswain7298
    @prasantaswain7298 Год назад +1

    Debasis bhai apankakathaamaku bahut vallagila apnku pranam

  • @user-rabi317
    @user-rabi317 Год назад

    ବିଜୁ। ନାଁ ନେଇ ଏକ ଚୋର ଦଳ ଗଢ଼ି ଗୋଟେ ନମ୍ପୁଶକ କଥାନକହି। ଓଡ଼ିଆ। ନଜାଣି। ଗୋଟେ ତାମିଲଲୋକକୁ ଧରି ଓଡ଼ିଶା କୁ ଲୁଟିଚାଲିଛି ଧନ୍ୟ ରେ। ଓଡ଼ିଆ

  • @basantmangaraj714
    @basantmangaraj714 Год назад

    I request All reporters to live video reporting with CM... As a Odia...
    Swabhimani odia vali kama karantu... please...

  • @pritiranjandas4619
    @pritiranjandas4619 Год назад +15

    Somya ranjan Pattnaik is good humanity

  • @abiramgamango-nv6hf
    @abiramgamango-nv6hf Год назад +7

    ସୌମ୍ୟ ଆଜ୍ଞା ବହୁତ ଭଲ ଆଉ ନବୀନ ମୁଖ୍ୟମନ୍ତ୍ରୀ ବି ଭଲ କିନ୍ତୁ ଦଳଭିତରେ କିଛିନେତା ମାନଙ୍କୁ ଦେଇ ଟୁରିତୁରିଆ ବୁଦ୍ଧିରେ କାର୍ଯାନୁଷ୍ଠାନ କଲେ

  • @sulochanaswain5635
    @sulochanaswain5635 Год назад +2

    Sasikala

  • @GoutamKumar-cr6sd
    @GoutamKumar-cr6sd Год назад

    Debashis sir thik kahuchhanti

  • @dayanidhigadtya-yz1su
    @dayanidhigadtya-yz1su Год назад +5

    ସୈମ୍ୟବାବୁ ଅନ୍ୟବାଦ

  • @bijanmishra5021
    @bijanmishra5021 Год назад

    ବିଜେଡି ର ସୂର୍ଯ୍ଯ ଉଦୟ ହେଇଥିଲା ,ମୁଣ୍ଡ ଉପରେ ବହୁତ ଦିନ ରହିଲା ,କିନ୍ତୁ ଏବେ ସେ ସୂର୍ଯ୍ଯ ର ଅସ୍ତ ହୋଇସାରିଛି ଆଉ ଖାଲି ବିଜେଡି ର ରାତି ଆସିବାକୁ ଅପେକ୍ଷା ରହିଛି।

  • @sanatanagochhayat2774
    @sanatanagochhayat2774 Год назад +2

    ଏ signature ନବୀନ ପଟ୍ଟନାୟକଙ୍କ ନୁହେଁ କାରଣ ଏବେ ତାଙ୍କ ହାତ ଥରୁଛି ଏହାକୁ ଜାଲି କରାଯାଇଛି।

  • @subhasispanda9945
    @subhasispanda9945 Год назад

    Ilove you congress sir 🚩🇭🇺🎉

  • @pintuvillagetour
    @pintuvillagetour Год назад

    କିଏ ମତେ କହିବେ କି ଓଡ଼ିଶାର ଜନ ସାଧାରଣ କାହାକୁ ନିର୍ବାଚିତ କରିଥିଲେ ??
    ପାଣ୍ଡିଆନ୍ ଙ୍କୁ ନା ନବୀନ ପଟ୍ଟନାୟକ ଙ୍କୁ ??
    ବିଧାୟକଙ୍କୁ ନା ପାଣ୍ଡିଆନ୍ ଙ୍କୁ ??
    ଗୋଟେ ତାମିଲନାଡୁ ଲୋକ ଆସି ଓଡ଼ିଶା ଶାସନ କରିବ 🤔🤔🤔🤔

  • @suphalkumarbehera4231
    @suphalkumarbehera4231 Год назад +1

    ଏଥି ରୁ ଜଣା ପଡିଲା ଯେ ୫ଟି ସଚିବ ବିନା ନବୀନବାବୁ ରାଜନୀତି କରିବାକୁ ଅକ୍ଷମ

  • @mukkamadi8183
    @mukkamadi8183 Год назад

    Odisha politics is going to change very soon

  • @prasantapanda1703
    @prasantapanda1703 Год назад +1

    ପାଣ୍ଡିଆନ କିଛି ନୁହେଁ ସବୁ ସେଇ ପରମ ମାଗିହା ହରାମି ନବୀନ ପଟନାୟକ କରୁଛି

  • @Tapan96
    @Tapan96 Год назад

    ଓଡ଼ିଶା ରେ ଓଡ଼ିଆ ନେତା ଙ୍କ କାମ ହେଲା ଟେଣ୍ଟ ମାରିବେ ଓ ଆଞ୍ଚଳିକ ଭୋଟର ଙ୍କୁ ସଭା କୁ ଆଣିବେ. ଚାରି କୋଟି ଓଡ଼ିଆ ମେଣ୍ଢା ଙ୍କ ଉପରେ ତାମିଲ ଶାସନ କରିବେ. ଜୟ ପଣ୍ଡାଆନ ଜୟ ତାମିଲ୍.

  • @ranjansubhadf-vc9xo
    @ranjansubhadf-vc9xo Год назад

    Debasish babu right cm au nahati

  • @niranjannayak503
    @niranjannayak503 Год назад

    ଓଡିଶା ସରକାର ଅନ୍ଧ ଧ୍ରୁତରାଷ୍ଟ

  • @bijayanayak1713
    @bijayanayak1713 Год назад

    ଦେବାଶିଷ ବାବୁ ଏବଂ ପ୍ରଶନ ବାବୁ ଠିକ୍ କହିଛନ୍ତି।

  • @bijayanayak1713
    @bijayanayak1713 Год назад

    ମୁଁ ଦଳିୟ କର୍ମି ହିସାବରେ ମତାମତ ଦେଉଚି ଯେ ମନ୍ୟବର ମୂଖ୍ୟମନ୍ତ୍ରୀ ତୁରନ୍ତ 5t ସଚିବଙ୍କୁ ବସାଇ ଦିଅନ୍ତୁ। ଆଗକୁ ଦଳ ଠିକ୍ ଭାବରେ ଚାଲିବ।

  • @prasitkumardas-rb3fx
    @prasitkumardas-rb3fx Год назад

    ଦେବାଶିଷ ନାୟକ ଠିକ୍ କଥା କହିଛନ୍ତି।

  • @chikumohapatra5886
    @chikumohapatra5886 Год назад +2

    Naveen Patnaik murda baad

  • @guruprasadpattnaik4538
    @guruprasadpattnaik4538 Год назад

    ଶ୍ରୀଯୁକ୍ତ ଦେବାଶିଷ ନାୟକ ଙ୍କୁ ଅଶେଷ ଅଶେଷ ଧନ୍ୟବାଦ୍
    ଦେବାଶିଷ ବାବୁ ଯାହା କହୁଛନ୍ତି ଠିକ୍
    କହୁଛନ୍ତି

  • @rabindrarath1070
    @rabindrarath1070 Год назад

    Soumya pattnayak ZINDABAD. Really hero of ODISHA. JAGO JANATA JAGO BJD HATAO ODISHA BACHAO.

  • @gurukrushnapanda9292
    @gurukrushnapanda9292 Год назад +1

    Bjd dala bhangiba ati sighra 🎉

  • @sanjaysahoo7023
    @sanjaysahoo7023 Год назад

    Our cm great

  • @chinmaysamal372
    @chinmaysamal372 Год назад

    ଦେବାଶିଷ ବାବୁଙ୍କ ମତରେ ସେତେବେଳର ମୁଖ୍ୟମନ୍ତ୍ରୀ ବର୍ତ୍ତମାନ ମୂର୍ଖମନ୍ତ୍ରୀ

  • @sudamcharanprusty
    @sudamcharanprusty Год назад

    ମୁଁ ଭାବୁଛି କିଛି ହେବନାହିଁ।
    ଜନତା ନ ଚାହିଁଲେ ପରିବର୍ତ୍ତନ
    ଅସମ୍ଭବ।ସେଭଳି ମାହୋଲ ସୃଷ୍ଟି
    କରିବାକୁ ଆମ ରାଜ୍ୟରେ ନେତା
    ନାହାନ୍ତି।ନଲେ ଗୋଟେ ନିଦ୍ଧିଷ୍ଟ
    ଦଳ 24 ବର୍ଷ ରହିଥାନ୍ତା କିପରି।
    ଆହୁରି କେତେ ବର୍ଷ ରହିବ କିଏ
    କହିବ।

  • @dasharathabadi440
    @dasharathabadi440 Год назад

    ଓଡ଼ିଶାର ଜନସାଧାରଣ ଜାଣି ଗଲେଣି ଯେ ବିଜେଡି ର ମିଛୁଆ ଦୋକାନ ଆଉ ଚଳିବନି। କାହିଁକି ନା ମିଛୁଆ ଦଳ ବୋଲି ପୁରୁଷ ଭୋଟର୍ ମାନଙ୍କୁ ଭରସା କରି ପାରୁନାହାନ୍ତି।କେବଳ ସ୍ତ୍ରୀ ମାନଙ୍କୁ ଟଙ୍କାର ଲୋଭ ଦେଖାଇ ଠକୁଛନ୍ତି। ଯେଉଁ ମାନେ ନିର୍ଲଜ ନିର୍ଲଠ ପୋଡ଼ା ମୁହାଁ ମାଇଚିଆ ହିଞ୍ଜଡ଼ା ସେମାନେ ତାଙ୍କ ସ୍ତ୍ରୀ ମାନଙ୍କୁ ବିଜେଡି ର ନେତା ମାନଙ୍କ ଆଗରେ ନଚାଇ ସେମାନେ ଆଣୁଥିବା ଟଙ୍କା ରେ ଚଳୁଛନ୍ତି।

  • @BasantakumarRaul
    @BasantakumarRaul Год назад

    ବାକି ରହିଲା 'ସମାଜ'। ଏହି ଖବରକାଗଜଟି ଖାଲି ବିଜ୍ଞାପନରୁ କୋଟି କୋଟି ଟଂକା ପାଇବା ପାଇଁ
    ବିଜେଡିର ସ୍ତୁତି ଗାନ କରୁଛି। ନିରପେକ୍ଷ ହୋଇ ପାରୁନି। ପୁନର୍ବାର ଗୋପବନ୍ଧୁଙ୍କ ଆବିର୍ଭାବ ଦରକାର।

  • @hemantakumarmohanty849
    @hemantakumarmohanty849 Год назад

    ବିଜେଡି ବିଧାୟକ ଚାଟୁକାର ବନ୍ଦ କର

  • @rabindrakumarnayak5739
    @rabindrakumarnayak5739 Год назад

    What is need of electing a MLA. spending crores of rupees.

  • @purnarout2826
    @purnarout2826 Год назад

    Swarth na purile seia haba

  • @niranjanmohapatra2209
    @niranjanmohapatra2209 Год назад +6

    Plz reporters do live video conference with CM.....😇😇😇😂😂😂

    • @turnonage
      @turnonage Год назад

      Aei janma re heiparivani bhai...cm dinaku 30 ghanta thipi kholi deiki souchanti

    • @sarojmohapatra5563
      @sarojmohapatra5563 Год назад

      😂😂😂

  • @tusarkantasahu1064
    @tusarkantasahu1064 Год назад +6

    ମୁଖ୍ୟମନ୍ତ୍ରୀ ବଡ଼ ନା ସଚିବ ବଡ଼????

    • @Jb-rn4gu
      @Jb-rn4gu Год назад

      Odisha re schibo badha..Kintu anya rajya re neta ..Badha..

  • @pradipbehera5147
    @pradipbehera5147 Год назад +10

    debasis babhu thik kahi6anti

  • @pratapsekharmohanty2960
    @pratapsekharmohanty2960 Год назад

    Rahul Gandhi zindabad 👍

  • @manojchaudhury7896
    @manojchaudhury7896 Год назад +1

    ସୌମ୍ୟରଞ୍ଜନ ସତ୍ୟ କହିଛନ୍ତି ଧନ୍ୟବାଦ

  • @amayakumarpradhan3020
    @amayakumarpradhan3020 Год назад

    Otv news channel mora atiki anuradha apana bjd neta na leykhi tent bala neta lekhantu 🙏

  • @subasjena1252
    @subasjena1252 Год назад +19

    Bjd hatao odisha banchao

  • @odishaculturetv3340
    @odishaculturetv3340 Год назад

    Prasana mohanty tik katha kuhantu

  • @pabitramohandas6943
    @pabitramohandas6943 Год назад +1

    ଏବେ ନକଲି ମୁଖ୍ୟମନ୍ତ୍ରୀରେ ରାଜ୍ୟ ଚାଲିଛି?ବିଜେଡିର କେହି ଓଟିଭିକୁ ଆସିବା ଦେଖି ଖୁସି ଲାଗିଲା l

  • @pkpanda1371
    @pkpanda1371 Год назад

    ବୈଜୟନ୍ତ ପଣ୍ଡା ଙ୍କୁ ବି ଦଳ ରୁ ବିଜେଡ଼ି ଯେତେ ବେଳେ get out କଲା ସେ ସମୟ ରେ ସମସ୍ତେ କହୁ ଥିଲେ ବିଜେଡ଼ି ଦଳ ପ୍ରଭାବିତ ହେବ। କଣ ହେଲା?? OTV କୁ ନେଇ ସେ ବିଜେପି ଦୁକାନ କୁ ଗଲେ। ରାଜନୀତି ଆକାଶ ରେ ହଜି ଗଲେ।Delhi ରେ ଅସହାୟ ଭାବେ ବୁଲୁ ଛନ୍ତି। କାଳେ ରାଜ୍ୟ ସଭା କୁ ଅମିତ୍ ଶାହା ପଠାଇ ଦେବେ କି?? ସେ ତ ଆଉ ସିଧା ନିର୍ବାଚନ ରେ ଜିତି ପାରିବେ ନାହିଁ। ଚିନ୍ତା ର ବିଷୟ।
    ପ୍ରଦୀପ ପୁରୋହିତ ମିଛୁଆ। ବର୍ଷା ବରିହା ତାଂକୁ ହରାଇ ଛନ୍ତି। ଜଣେ ନାରୀ ତାଂକୁ ହରାଇ ଛନ୍ତି। ଚୁଡ଼ି ପିନ୍ଧିବା ଉଚିତ୍ ପ୍ରଦୀପ ପୁରୋହିତ।

  • @Mallick45
    @Mallick45 Год назад

    Samya ranjan bida pandhiyan entree

  • @Amarsinghpradhangamilcom
    @Amarsinghpradhangamilcom Год назад

    ଭୁଲକୁ ନସଜାଡି ଏକସନ୍ ନେଵା ଭୁଲ

  • @nalinimohapatra4033
    @nalinimohapatra4033 Год назад +1

    ଏଵେ ଯେଉଁ ଶାସନ ଚାଲିଛି ତାହା ନଵୀନ ଶାସନ ନୁହେଁ

  • @sushamanayak4316
    @sushamanayak4316 Год назад

    soumya sanddha chhua

  • @rabindrasahoo1394
    @rabindrasahoo1394 Год назад +4

    Mr Debashish Nayak true fact.......👍🙏

  • @pradiptabarik7195
    @pradiptabarik7195 Год назад +4

    Bjd hotao

  • @basantinaik8924
    @basantinaik8924 Год назад +4

    ବିଜେଡି ସରକାର ହଟାଓ ଓଡିଶା ବଞ୍ଚାଓ

  • @SsPix23
    @SsPix23 Год назад

    Naveen Odisha

  • @naraharimishra7098
    @naraharimishra7098 Год назад

    The then Naveen is not today's Naveen.

  • @jitenmarandi9938
    @jitenmarandi9938 Год назад

    Bobi Bhai tome b tent bandhilo last re...

  • @akhilchandrabarik6440
    @akhilchandrabarik6440 Год назад

    Why such debates? Internal matter of BJD.

  • @puneshsenapati4969
    @puneshsenapati4969 Год назад

    ଏଉ ଏକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ହେଉଛି ସୌମ୍ୟରଞ୍ଜନ ପଟ୍ଟନାୟକ ତାଙ୍କ ଗଣମାଧ୍ୟମରେ ସ୍ପଷ୍ଟ ପ୍ରମାଣ ଦେବାକୁ ହେବ ଯେ, କିପରି ସେ ମୁଖ୍ୟମନ୍ତ୍ରୀ ଙ୍କୁ ଭେଟିବା ପାଇଁ ସେ ଉଦ୍ୟମ କରି ବିଫଳ ହୋଇଥିଲେ।

  • @gyanendrasahoo3318
    @gyanendrasahoo3318 Год назад +1

    Odisha Ra loka mananku au kete bhandeibe am cm

  • @PrasantaPattanayak-d8s
    @PrasantaPattanayak-d8s Год назад

    Kali yug re sata sachote heba papa

  • @tilucreations
    @tilucreations Год назад +1

    Now CM is physically, Psychologically not fit.
    It is the Dimond time for Mr. Pandian 😊😊😊😊😊

  • @SAHILFF456
    @SAHILFF456 Год назад

    5T sachib pandiaan of odissa every works most

  • @pkpanda1371
    @pkpanda1371 Год назад

    ଭବାନୀ ବାବୁ, ବୈଜୟନ୍ତ ପଣ୍ଡା ଙ୍କ ଆଦିବାସୀ ଜମି କେଳେଙ୍କରି କୁ ନେଇ ଏକ ଡି ବେଟ କାରା ଯାଉ।
    ଦେବାଶିଷ ନାୟକ ଙ୍କୁ OTV କୁ ଡାକି କି ବାର୍ତ୍ତା ଦେବାକୁ ଚାହୁଁଛନ୍ତି??? ଦେବାଶିଷ ନାୟକ ଟିକେଟ ଟିଏ ପାଇଲେ ନାହିଁ। ଏଣୁ ସେ ବିଜେଡି ଦଳ କୁ କେମିତି ଭଲ ପାଇବେ? ନବୀନ ପଟ୍ଟନାୟକ ଙ୍କ ବିରୋଧୀ ଦଳ ନେତା ଙ୍କୁ ଡାକି OTV ଭଲ ଡି ବେ ଟ କରୁଛି। କି ଶିକ୍ଷା ମିଳିବ ଏମିତି କାର୍ଯ୍ୟକ୍ରମ ରେ?? ଲୋକେ କଣ ଶିଖିବେ??

    • @alexanderfleming7906
      @alexanderfleming7906 Год назад

      Bando tu ago kuho pandian bodo na MP, MLA bodo ,taro answer de pore olga kotha

  • @rakeshakumar351
    @rakeshakumar351 Год назад

    Debasish Babu katha padia kahile mana ku paila

  • @sushilray4557
    @sushilray4557 Год назад

    95/ mla nku CM chinhi nahanti

  • @mdsamiwalaansari2878
    @mdsamiwalaansari2878 Год назад

    Good Decision by BjD supremo,BjD ra Dana khaiee ,natho maruchi, soumya

  • @LaxmidharDas-p5f
    @LaxmidharDas-p5f Год назад

    Are bhai soumya pattanaik ku pandya hin dekha karei deini

  • @sudhansudash5039
    @sudhansudash5039 Год назад

    WHY NABIN PATNAYAK NOT TAKING ACTION AS LIKE TAKEN BEFORE AGAINST ONE GAME CHANGER LEADER WHO WAS TERMINATED ON LONDON TRIP

  • @chakradharhaiburu
    @chakradharhaiburu Год назад +9

    ପାଣ୍ଡିଆନ୍ ତାହେଲେ ଦଳକୁ ଏତେ ଅଳିଆ କରିଦେଇଛନ୍ତି

  • @Gemrworld2024
    @Gemrworld2024 Год назад

    Naveen pattanak is a sweeper and pandian is a BJD owner

  • @lingarajdalua524
    @lingarajdalua524 Год назад

    ସତ ଟା ହେଲା ଏଇଜା ଜେ ନବୀନକୁ ପାଣ୍ଡୁ ଆଉ କିଛି ତା'ର ସହଜୋଗି ଜବରଦସ୍ତ ବନ୍ଦି କରି ରଖିଛନ୍ତି ଡାକ୍ତର ଖାଦ୍ୟ ମଦ ଜେତେ ପିଇବୁ ଦିଆହବ ତୁ ମୁଁ ହଁ ବନ୍ଦ କରି ବଞ୍ଚିକି ରହ କାରଣ ନବୀନ ମଲାବାସୀ ପାଣ୍ଡୁ ତାମିଲ ନାଡୁ ଏଇଟା ସତ ସାହସ ଅଛି ତ ନବୀନ କୁ ପାଣ୍ଡୁଠୁ ଅଲଗା କରି ଆଣନ୍ତୁ ସବୁସତ ଜଣା ପଡିଜିବ ଅବସ୍ୟ ନବୀନ ଜେ ପୁରା ସତି ତାନୁହେ କିନ୍ତୁ ଏକଥା ସତ

  • @indianethicsthoughts2832
    @indianethicsthoughts2832 Год назад

    Se dalia bisayare kimba birodhare ta Semiti kahinahnati
    Baristha sambadika dipatiya kahuchhi

  • @rashmiranjansenapati1262
    @rashmiranjansenapati1262 Год назад

    Sambadapatra Independence nahi

  • @kedarpradhan6292
    @kedarpradhan6292 Год назад

    BJD hatao odisha bachao

  • @tanujasahu92
    @tanujasahu92 Год назад +1

    Jaha hau Argus OTV ku 1:40 news mili thibaru dhanyabad l

  • @sudhansusekhardash9010
    @sudhansusekhardash9010 Год назад

    ଦେବାଶିଷ ବାବୁ, ଯାହା ମନରେ ଆସିଲା ସଭାପତିଙ୍କୁ ସାକ୍ଷାତ କରି କହି ପାରିଥାନ୍ତେ। କିନ୍ତୁ ଖବର କାଗଜ ରେ ବାହାର କଲେ କଣ ସମାଧାନ ହୁଏ। public ରେ ହାଲା ଗୁଲାରେ ସବୁ ହୋଇଯାଏ।

  • @basantadhal4167
    @basantadhal4167 Год назад

    Bjd govt end of 2024

  • @naikvlogsnaik9688
    @naikvlogsnaik9688 Год назад +2

    Debasis babu thik kahichhanti

  • @niranjanbehera281
    @niranjanbehera281 Год назад

    Debasish sir thik kahuchanti

  • @sanjaysamal9806
    @sanjaysamal9806 Год назад

    We will see in the coming election fight in between BJD&BJD.BJD must loose many seats. Odisha people now realise the situation.
    😅

  • @basudebswain1927
    @basudebswain1927 Год назад

    Somya babu rase his. Voice for the people of Odisha to reform the Goverment not to made mistake having giveing responsiblity to a single man .