Budha Raja Temple। Ampani। Kalahandi। କାହିଁକି ବାବାଙ୍କ ନାମ ବୁଢ଼ାରଜା? Budha Raja dussehra

Поделиться
HTML-код
  • Опубликовано: 10 фев 2025
  • Budha Raja Temple। Ampani। Kalahandi। କାହିଁକି ବାବାଙ୍କ ନାମ ବୁଢ଼ାରଜା? Budha Raja dussehra
    #budharaja
    #ampani
    #kalahandi
    #mytemplestourandtravel
    #budharajadusserha
    ବୁଢ଼ାରଜା ମନ୍ଦିର ଓ କିମ୍ବଦନ୍ତୀ-
    ବିଶେଷ ପର୍ବ ପର୍ବାଣୀ- ବୁଢ଼ାରଜା ଦଶହରା, ଚୈତ୍ର ପୂଜା,ଶନିବାର, ମଙ୍ଗଳବାର
    ସନ୍ତାନ ପ୍ରାପ୍ତି ପାଇଁ ମାନସିକ ପୂଜା
    ଆଦିବାସୀ ଙ୍କର ଆରାଧ୍ୟ ଦେବତା ଶ୍ରୀ ବୁଢ଼ାରଜା। କିନ୍ତୁ ସମସ୍ତେ ତାଙ୍କୁ ପୂଜା କରିଥାନ୍ତି, ମନ୍ଦିର ଆଗ ପଟେ ଗାଡି ରଖି ଭକ୍ତିର ସହ ମୁଣ୍ଡିଆ ମାରି ଆଗକୁ ବଢ଼ିଥାନ୍ତି। ବୁଢ଼ାରଜା ମନ୍ଦିର ରେ ହୁଏ ଓଡ଼ିଶାର ଶେଷ ଦଶହରା ବା କାର୍ତ୍ତିକ ଦଶହରା।
    ବୁଢ଼ାରଜା ନିଃସନ୍ତାନ ମାନଙ୍କୁ ସନ୍ତାନ ପ୍ରଦାନ କରିଥାନ୍ତି। ଅନେକ ରହସ୍ୟ ଭରା ମନ୍ଦିର।
    ସ୍ଥାନ- ବୁଢ଼ାରଜା ମନ୍ଦିର, ଆମପାଣି
    ଜିଲ୍ଲା- କଳାହାଣ୍ଡି, ଓଡିଶା
    Place- Budha Raja Temple
    Ampani , Odisha
    Welcome to my channel to explore the unexplores with me.
    Thanks for watching friends
    ଦୟାକରି Like,Share,Subscribe & Share କରନ୍ତୁ
    My Temples Tour and Travels

Комментарии • 40