OAS Exam News | ଏଣିକି ଓଡ଼ିଆ ଭାଷାରେ ହେବ OAS ପରୀକ୍ଷା | Special Discussion | 22nd Sept 2022

Поделиться
HTML-код
  • Опубликовано: 6 фев 2025
  • OAS Exam News | ଏଣିକି ଓଡ଼ିଆ ଭାଷାରେ ହେବ OAS ପରୀକ୍ଷା . ଏଣିକି OAS ପରୀକ୍ଷାରେ ଇଂରାଜୀ ଭାଷା ବାଧକ ସାଜିବ ନାହିଁ . ପ୍ରଶ୍ନପତ୍ର ଉଭୟ ଓଡ଼ିଆ ଓ ଇଂରାଜୀ ଭାଷାରେ ରହିବ
    #oas #oasexam #opsc #cuttacknews #bhubaneswarnews #odishanews #Odianews #news18odia #news18odialive
    Live Odia News | ଲାଇଭ୍ ଓଡିଆ ନ୍ୟୁଜ୍ | Latest Odia Breaking News Today | Live Odia TV | Odisha TV Updates
    News18 Odia is one of India’s leading news channels. Please follow up page to watch live and breaking news with the latest videos added every hour.
    News18 ଓଡ଼ିଆ ହେଉଛି ଓଡିଶା ର ନାମୀ ଦାମୀ ନ୍ୟୁଜ ଚ୍ୟାନେଲ ଭିତରୁ ଗୋଟିଏ . ଆପଣ ଏହି ଚ୍ୟାନେଲରେ ଓଡ଼ିଶାର ଟିକି ନିଖି ଖବର ପାଇ ପାରିବେ
    Please visit our website bit.ly/2YaikeJ for latest opinions and detailed news coverage.
    Follow us on
    Facebook: / news18odia
    Twitter: ne...
    Website: bit.ly/2YaikeJ
    Subscribe our channel to get latest news and updates tinyurl.com/y4...

Комментарии • 287

  • @osfacts4u507
    @osfacts4u507 2 года назад +78

    କବି କହିଥିଲେ --
    ଉଚ ହେବା ପାଇଁ କର ଯେବେ ଆଶା ,
    ଉଚ୍ଚ କର ଆଗେ ନିଜ ମାତୃଭାଷା,

  • @jyotirekha34
    @jyotirekha34 2 года назад +189

    ସତରେ ଜଣେ ଗରିବ ଗାଁର ଛାତ୍ର ପାଇଁ ଏଇଟା ଗୋଟେ ବଡ଼ ସୁଯୋଗ କାରଣ, ଜଣେ ଗରିବ ଛାତ୍ର ଗାଁରେ ଥିବା ସରକାରୀ ସ୍କୁଲରେ ହିଁ ପାଠ ପଢିଥାଏ ଏବଂ ତାଙ୍କ ପାଖରେ ଏତେ ପଇସା ନଥାଏ କି ସେମାନେ ବେସରକାରୀ ସ୍କୁଲରେ ପାଠ ପଢି ପାରିବେ l ଏଥି ପାଇଁ ବହୁତ ଗରିବ ଛାତ୍ର ନିଜର ସ୍ୱପ୍ନ ପୂରଣ କରିପାରୁନଥିଲେ l ତେଣୁ, ଗୋଟେ ଗରିବ ଛାତ୍ର ପାଇଁ ଏଇଟା ଗୋଟେ ଏତେ ବଡ ଖୁସି ମୁଁ କହିପାରୁନି...ଧନ୍ୟବାଦ ଓଡିଶା ଲୋକସଭା ଆୟୋଗକୁ ଗରିବ ପିଲାମାନଙ୍କୁ ଏମିତି ଗୋଟେ ସୁଯୋଗ ଦେଇଥିବାରୁ, ପ୍ରଥମଥର ଏମିତି ଲାଗୁଚି ଆମ ସମ୍ବିଧାନରେ କିଛି ଗୋଟେ ସମାନତା ପରିଲକ୍ଷିତ ହେଉଛି... ମୁଁ ବି ଗୋଟେ ଗରିବ ଛାତ୍ର, ଆଜିଠୁ ମୁଁ ବି ନିଜକୁ ପ୍ରସ୍ତୁତ କରିବି... ବହୁତ ବହୁତ ଧନ୍ୟବାଦ 🤗😊😊😊😊

    • @aniltarai7525
      @aniltarai7525 2 года назад +1

      Right ✅️ bro

    • @sanu3088
      @sanu3088 2 года назад +5

      ଗରିବ ବୋଲି ନାହିଁ। ସବୁକୁ ଦରକାର ଓଡିଆ ଲେଖିବାକୁ। କାରଣ ଅମୋର ମାତୃ ଭାଷାକୁ ବୁଲିଯାଉଛନ୍ତି। ଏବଂ ଲେଖି ପାରୁନାହାନ୍ତି ଯୁକ୍ତ ଦୁଇ ପିଲା ଓଡ଼ିଆ ଭାଷାରେ ସଟିକ untara।😭😭😭

    • @jyotirekha34
      @jyotirekha34 2 года назад +1

      Are bhai odia mobile re type kala belaku type mistake heijauchi...

    • @jyotirekha34
      @jyotirekha34 2 года назад

      Tuma comment bi bhai dekha kete type mistake... Sorry bhai... Kahuthibaru....

    • @sanu3088
      @sanu3088 2 года назад +4

      @@jyotirekha34 taha nuha j mu tomaku kauchhi...but gariba pila lekhiparunahanti eita bi tik nuha... problem to mora bi rahuchhi. Praya achanti students mane... college re..rice people chhua mane bi. Emiti nahi j only gariba ghara pila lekhiparunahanti. Mora bi odia re problem achhi..
      Because touch nahi. After 12th mora auu ete odia lekhe lekhi re ete nahi....so opsc jadi conduct karibe odia lekhibaku mora bi tk practice heba 🙂.. OAS main's exam debaku subidha heba..

  • @diksha...603
    @diksha...603 Год назад +22

    ବହୁତ୍ ଭଲ। କାରଣ ଆମେ ଓଡ଼ିଶାର ହୋଇ ଓଡ଼ିଆ ହେଇ english କୁ କାହିଁକି ପ୍ରାଧାନ୍ୟ ଦିଆଯାଉଛି।❤ ଆମେ ଓଡ଼ିଆ ଆମ ଭାଷା ଓଡ଼ିଆ।❤❤❤❤

  • @Fun_Ki_Club
    @Fun_Ki_Club 2 года назад +17

    ଏହା ଏକ ପ୍ରଶାସନିକ ସେବା । ଯେ ହେତୁ ଜଣେ OAS ପାଇଲା ପରେ ସେ ତ ଓଡ଼ିଶା ଭିତରେ ରହି ଲୋକମାନଙ୍କର ସେବା କରିବ । ସେ ଇଂରାଜୀକୁ ପ୍ରାଧାନ୍ୟ ଦେଇ କଣ ଲୋକମାନଙ୍କ ସହ ଯାଇ ଇଂରାଜୀରେ କଥା ହେବ। First priority must be given to Odia then English। English ଏବଂ ଓଡିଆ ହେଉଛି ଭାଷା ବିନିମୟର ଏକ ମାଧ୍ୟମ। ଇଂଲିଶ କହିଲେ କଣ ଆମେ ବେଶୀ talented ବୋଲି ଜଣାପଡିବା ଏହା ସମ୍ପୂର୍ଣ ଭୂଲ। ଆମେ ଓଡ଼ିଆ ଆମ ଭାଷା ଓଡ଼ିଆ । ଆଉ ଆମ ଜାତିକୁ ଉପରକୁ ନେବାକୁ ଭାଷା ଏକ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ।।।

  • @Zbazaar_43
    @Zbazaar_43 Год назад

    Thanks You sir🎉🎉🎉

  • @jitendranachika7784
    @jitendranachika7784 2 года назад +28

    ଆମକୁ ଇଂରାଜୀ ହିଁ ବଡ଼ ବାଧକ ଥିଲା । ଆମେ ମନେ ପକେଇ ଇଂରାଜୀରେ ଲେଖିପାରୁ କିନ୍ତୁ କହିବା ଟିକେ କଷ୍ଟକର କାରଣ କହିବାର ସଂପୂର୍ଣ୍ଣ ଦକ୍ଷତା ଆମର ନାହିଁ। ଆମେ ସହରାଞ୍ଚଳ ପରି ଦକ୍ଷ ଶିକ୍ଷକ ବା ଶିକ୍ଷାଠାରୁ ବଞ୍ଚିତ ହୋଇଛୁ ।

  • @rasmitagomango3772
    @rasmitagomango3772 Год назад

    🙏🙏🙏👍👍👍❤️❤️❤️

  • @AnimeshMoharana-m2s
    @AnimeshMoharana-m2s 11 месяцев назад +1

    ଏତେ ଶୀଘ୍ର କାହିଁକି କରିଦେଲ ଯେ।

  • @sidhantabehera6875
    @sidhantabehera6875 2 года назад +19

    ଓଡ଼ିଆ ଭାଷା କୁ ସମ୍ମାନ।

  • @Gayatrisahoo-e6m
    @Gayatrisahoo-e6m 5 месяцев назад

    Right

  • @ahalyakumbhar5349
    @ahalyakumbhar5349 2 года назад +84

    It is good decision to gives respect to odia language.

  • @LikunSamantaray-wi1dp
    @LikunSamantaray-wi1dp 9 месяцев назад

    English au odia re exam kale jahaku English bhal se exam English language debe au jahaku odia sahaja lage semane odia re debe 👍👍

  • @shiv7192
    @shiv7192 2 года назад +5

    ବହୁତ ବହୁତ ଭଲ ଖବର ସମସ୍ତ ସପ୍ନ ପୁରା ହେବ

  • @harapriyajena9123
    @harapriyajena9123 Год назад

    Bohut bohut dhanyawad sir🙏

  • @AllinONE-gi1lm
    @AllinONE-gi1lm 2 года назад

    Bahut bhala heichhi

  • @akswain45
    @akswain45 2 года назад

    Navin sir...
    Sabu office re odia ree kaama heu... Pls... Sir

  • @priyadharua1745
    @priyadharua1745 Год назад

    Thanks u so much sir 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏

  • @akswain45
    @akswain45 2 года назад

    Pls sir odiaa ree kama heu... Office ree...
    I m odia..
    #odiaaa

  • @ParsuramjaniBlg
    @ParsuramjaniBlg 2 года назад

    jay odia

  • @debasish005
    @debasish005 2 года назад +10

    Bahut bhala decision. IAS jadi hindi medium re hauchi tahale OAS kahinki Odia medium re na haba !!

  • @D7r3a6honlineod17
    @D7r3a6honlineod17 Год назад +1

    My Dream is IAS ❤

  • @priyankaswain871
    @priyankaswain871 2 года назад +13

    ଓଡ଼ିଆ ଭାଷା ରେ ପରୀକ୍ଷା ବ୍ୟବସ୍ଥା ପାଇଁ ବହୁତ ପରୀକ୍ଷାର୍ଥୀ ପ୍ରେରିତ ହେବେ.

  • @sarojkendruka5195
    @sarojkendruka5195 4 месяца назад

    Sir UPSC odia re dei Heba ki

  • @santoshsantoshkumar1565
    @santoshsantoshkumar1565 5 месяцев назад

    OAS exam satare odia re dia haba

  • @debiprasadmishra2699
    @debiprasadmishra2699 2 года назад

    ଓଡିଆ ଭାଷା ରେ ଓଡିଶା ପ୍ରଶାସନିକ ସେବା ର ପରୀକ୍ଷା ସବୁ ହେଲେ ,ମଫସଲ୍ ଅଂଚଳର ବହୁ ପିଲାଙ୍କର ପରୀକ୍ଷା ଭୟ ଛାଡିବ। ସେମାନେ ପରୀକ୍ଷା ଦେବେ।
    ତେବେ ସ୍ପଷ୍ଟ ଭାବେ ଜାଣନ୍ତୁ ,
    ଓଡିଆ ଭାଷା ରେ ପରୀକ୍ଷା ଦେବା ଇଚ୍ଛାଧୀନ।ବାଧ୍ଯତାମୂଳକ ନୁହେଁ। ପିଲାଏ ନିଜ ପସନ୍ଦ ବିଷୟ( ପରୀକ୍ଷା ରେ ) ରଖିବେ।
    ଆପଣ ନିଜେ ଯଦି ଇଂରାଜୀ ଭାଷାର ଭଲ ଷ୍ଟଡି ମେଟେରିଆଲ୍ ପାଉଛନ୍ତି, ଇଂରାଜୀ ଲେଖିବା/କହିବା ରେ ସ୍ୱଚ୍ଛନ୍ଦ, ଇଂରାଜୀ ଭାଷା ରେ ପରୀକ୍ଷା ପ୍ରଶ୍ନ ର ଉତ୍ତର ଲେଖନ୍ତୁ।
    ଓଡିଆ ଭାଷା ରେ ପରୀକ୍ଷା ପ୍ରଶ୍ନ ର ଉତ୍ତର ଲେଖି ,ଓଡିଆ ଭାଷାରେ ସାକ୍ଷ୍ଯାତ୍ କାର ପରୀକ୍ଷା ଦେଇଥିବା କେହି ଜଣେ ଯେବେ ପ୍ରଶାସନିକ ଅଧିକାରୀ ହୁଏ ,କେବେବି ଭାବିବେନି ପୂରା ପରୀକ୍ଷା ବ୍ଯବସ୍ଥା ନିମ୍ନମାନର ହେଇଗଲା।
    କେବେବି ଧରିନିଅନ୍ତୁନି ଓଡିଆ ଭାଷା ଏକ ଗାଉଁଲୀ ଭାଷା। ଯହା ସେପରି ଭାବୁଥାନ୍ତି,ଦୈନିକ ଓଡିଆ ଖବର କାଗଜ ସମ୍ପାଦକୀୟ ଓ ଅନ୍ଯାନ୍ଯ ଲେଖା ପଢନ୍ତୁ ।
    ଯାହା ପଢିଲେ ,ମନେପକେଇ ଲେଖନ୍ତୁ। ଜାଣିପାରିବେ ଅାପଣ ମାତ୍ରୁଭାଷା ଓଡିଆରେ ଲେଖାଲେଖି କରିବାରେ କେତେ ଦକ୍ଷ!
    ହିନ୍ଦୀ,ତେଲଗୁ,ତାମିଲ୍ ,ମାଲାୟଲୀ ,କନ୍ନଡ ଭାଷା ରେ ପରୀକ୍ଷା ବସି ଯୁବକ ଯୁବତୀ ମାନେ ଭାରତୀୟ ପ୍ରଶସନିକ ସେବାରେ ଯୋଗ ଦେଉଛନ୍ତି।
    ଯେଉଁ ପ୍ରଦେଶରେ ପୋଷ୍ଟିଂ ହେଉଛି,ସେଠାକାର ଭାଷା ବି ଶିଖିଯାଉଛନ୍ତି।
    ସରକାରଙ୍କ ନିଷ୍ପତ୍ତି କୁ ସବୁ ସ୍ତରରେ ସ୍ୱାଗତ କରାଯାଉ ।

  • @suryakantanayak3207
    @suryakantanayak3207 2 года назад

    Ama odiea lokabu faida

  • @biswaranjansahu1736
    @biswaranjansahu1736 Год назад

    CSAT re thiba eng paragraph ku Odia re translate kariba na thila

  • @niranjanrout131
    @niranjanrout131 2 года назад +7

    ଖାଲି ଠAS ନୁହେଁ ବରଂ opsc ,ossc, osssc ରେ ମଧ୍ୟ ଓଡ଼ିଆରେ ପରୀକ୍ଷା ହେବ। ଦରକାର

  • @dhaneswarmohanta6552
    @dhaneswarmohanta6552 2 года назад

    Aloga rajore nijo matru vasaku prothame aanoti

  • @arnapurnasahoo8422
    @arnapurnasahoo8422 2 года назад +31

    ଧନ୍ୟବାଦ । ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହେବାରୁ

  • @priyankasahoo6358
    @priyankasahoo6358 Год назад

    Oas exam hindi laguage me nhi likh skte??

  • @KamalaNaik-z9s
    @KamalaNaik-z9s 11 месяцев назад

    Bhala hela odia asila

  • @saktikumbhar2727
    @saktikumbhar2727 Год назад

    Odia hele bhala heba

  • @mr.krushnavlogs8895
    @mr.krushnavlogs8895 2 года назад +22

    Odia re Study material jaldi Miliba Darkar 🙂

  • @purnachandramajhi1027
    @purnachandramajhi1027 Год назад

    thanks to odisha govt

  • @dutyisgod6019
    @dutyisgod6019 2 года назад +6

    Late re heu pachhe bhala decesion by the government..

  • @brightclicks1591
    @brightclicks1591 2 года назад +12

    Odiare hele kichi bi problem heba nahi, because Jane jadi odia re oas exam daba au pai bi jiba, sie ete murkha bi heinathiba je English padhi paribani/ English bujhi paribani ki English lekhiparibani.
    Jadi Jane odia re oas pauchi sie 100% prasasanika karya sambalipariba

    • @jennysingh8097
      @jennysingh8097 2 года назад

      Correct kohile mu b sahomoto apononko kotha re because aji ka date re loke kebola high language bhabuchhanti English ku but bhuli jauchhanti j amo nijo language ku... Anikii ame b try koriba exam pain

  • @prabhanshubag6586
    @prabhanshubag6586 2 года назад +52

    This is the best decision 👍👍👍
    Thank you opsc🙏🙏🙏

  • @pintubehera7954
    @pintubehera7954 2 года назад

    Good dissisone

  • @prabhashini9341
    @prabhashini9341 2 года назад

    Question odia re asiba ta

  • @soumyaranjanmohapatra7933
    @soumyaranjanmohapatra7933 2 года назад +14

    Main katha hauchi pila mane jaha bhi resources follow karuchanti se sabu English re achhi..so English re hin answer lekhuchhanti...odia re kichhi bhi books nahi pile padhibe kouthu??aau lekhibe kemiti

    • @SR01995
      @SR01995 2 года назад

      Exactly murkha loka guda. Kichhi bujhu nahanti
      Khali odia odia chilauchanti

    • @AllhaSuarwala
      @AllhaSuarwala 2 года назад

      ଠିକ୍ କଥା। 👍 ଓଡ଼ିଆରେ ତ ବହି ହିଁ ନାହିଁ।

    • @gopalmohapatro6697
      @gopalmohapatro6697 11 месяцев назад

      ​@@SR01995aarey pagala na kn jouta English re padhiki bujhigala seita Tama nija language re lekhiba re problem kn ?

    • @Being7762
      @Being7762 8 месяцев назад

      ​@@SR01995murkha kie??? Dhanya apana aau apanakoro chintadhara

  • @jaydevadha7816
    @jaydevadha7816 2 года назад

    Thanks reporter sir 🙏🙏🙏🙏

  • @mudhumita2023
    @mudhumita2023 2 года назад +9

    2017 ru kn opsc soi padi thila. Odia re ta material nahi. Coaching nahi. Unlimited chance dia general pilanku

    • @babysworld3985
      @babysworld3985 2 года назад

      General mane kan vul jemiti karipakaichhanti

    • @SR01995
      @SR01995 2 года назад

      Unlimited?? 🤣🤣🤣 kain ea kn buffet heichi na kn je tamaku unlmited dia haba.
      6 ta helani pa
      10-12 years almost lagi jiba 6 ta ku complete karibaku
      Etiki re jadi habani then thau.

    • @babysworld3985
      @babysworld3985 2 года назад +1

      General pila Kan papa Kari pakaichhanti au SC bc Govt. Ra bada pua jemiti

    • @babysworld3985
      @babysworld3985 2 года назад

      @@SR01995 Ate discrimination Vala nunha Vai,seriously

    • @AllhaSuarwala
      @AllhaSuarwala 2 года назад

      @@babysworld3985 ଆହା ରେ.... ସବୁ କର୍ମର ଫଳ..
      ଯଦି ଆପଣଙ୍କ ପୂର୍ବଜ / ପୂର୍ବ ପିଢ଼ି ଆମ ସହିତ ଏତେ ଭେଦ ଭାବ Discrimination କରି ନ ଥାନ୍ତେ ତାହେଲେ ଏମିତି ଦିନ ଦେଖିବାକୁ ପଡ଼ନ୍ତାନି । କ'ଣ କରାଯିବ ଆଉ ? ସବୁ ତ Secular ସରକାର ହାତରେ ।
      ଏବେ ତମମାନେ ଭୁକ୍ତ....

  • @archananaik6456
    @archananaik6456 2 года назад

    Right disision 🙏🙏

  • @sudhrutiparida5289
    @sudhrutiparida5289 2 года назад +2

    Odia re book asiba ki darkar

  • @Chinm_ay74.inista
    @Chinm_ay74.inista 2 года назад

    I think it will be not comfortable of all of these students because he will not change of this syllabus and not lecturers union public service commission of India level question and obviously Orissa public service commission of PSC Odisha state mein office exam chal raha hai to all audio student will not attend of the interview so I think it will not comefortable all students so the government salary exam

  • @bhajamajhi4856
    @bhajamajhi4856 2 года назад +1

    nice bahuta bhala lagila

  • @tejrajsahu3419
    @tejrajsahu3419 2 года назад +1

    Civil service exam deba....language re atki jai6

  • @rupalirupasmita1666
    @rupalirupasmita1666 2 года назад

    Tq sarangi sir ☺

  • @pranavstatusps
    @pranavstatusps 2 года назад +2

    Khali odia heigale kn haba 🤣 jaldi Study material bi bahar kar

  • @shdmstudio5039
    @shdmstudio5039 2 года назад

    That's good thank you

  • @pragatipaik7046
    @pragatipaik7046 2 года назад

    Thanks you sir

  • @rupalikhosla8964
    @rupalikhosla8964 2 года назад

    good decision... thank you...

  • @supriyarana3217
    @supriyarana3217 2 года назад

    Good step

  • @pujasahu7266
    @pujasahu7266 2 года назад +5

    Thank you soooooo much for this decision....... ☺🙏🏻

  • @RajKumar-tt1kq
    @RajKumar-tt1kq 2 года назад +1

    This is good decision thaks opsc

  • @debidharitrimishra9993
    @debidharitrimishra9993 2 года назад

    Hmmm nishchay faida haba

  • @swatisaswati01
    @swatisaswati01 2 года назад

    Thnx 🙏

  • @Priya1Creation
    @Priya1Creation 2 года назад

    Right and good decision. Tq sir

  • @geetanjaliswain2049
    @geetanjaliswain2049 2 года назад

    Good idea

  • @gangadharbhuyan9645
    @gangadharbhuyan9645 2 года назад +13

    I would say if it will be better proper choice filling in interview language either in odia or in English ...

  • @jogendratudu6710
    @jogendratudu6710 2 года назад

    Book aau syllabus bhi odia re hele sina bholo hobo

  • @rashmitamuskhan3827
    @rashmitamuskhan3827 2 года назад

    Yes sir it's true and good decision.👍

  • @samin536
    @samin536 2 года назад +9

    Bhala hela odia language re exam heba... English odia emty kichhi bi nahi.. understanding hni bahut important...ama matrubhasa odia..ame bhalse explain karipariba

  • @baisakhubag3372
    @baisakhubag3372 2 года назад

    Odiya o Hindi bhasha re heba katha odisha re English re sabu band heba katha

  • @rojismitajena3984
    @rojismitajena3984 2 года назад +3

    Pranam 🙏🏽 sir, mu jane poor family ra jhia,but mora gote lakya mu opsc exam debi , eai Odia language re exam heba jani more nija upare confidence asuchi jee mu eai exam clear kariparibe.

  • @rubeenamallik5367
    @rubeenamallik5367 2 года назад +3

    English weak thaye boli icha thai bi attempt karibaku saas huyeni but abe se dara au hebani

  • @kabitamohanta1120
    @kabitamohanta1120 2 года назад +1

    Bohut bholo dicision sarker ro🙏🙏

  • @sureshbhoi4191
    @sureshbhoi4191 2 года назад

    Matru bhasha Matru bhumi prati ja hrudayare mamata nahi taku jadi gyani gane ganiba agyan rahibe kahi...

  • @sonalibarik8151
    @sonalibarik8151 2 года назад +2

    Very good decision respect to matrubhasha odia🙏😊

  • @itsbarun5065
    @itsbarun5065 2 года назад +17

    Study material miluni odia

  • @snehasishmohakud6778
    @snehasishmohakud6778 2 года назад

    Very good sir

  • @sonagudlycreation6717
    @sonagudlycreation6717 2 года назад +1

    IAS jadi Hindi re hauchi OAS odia language options re Kai Rahi bani

  • @sidhantabehera6875
    @sidhantabehera6875 2 года назад

    Achha bahut bhala

  • @anitabrahma2847
    @anitabrahma2847 2 года назад +10

    This is the best decision 👍 Thank you Opsc

  • @lordjagannaatha4787
    @lordjagannaatha4787 2 года назад +2

    But English re lekhiba pila hi top kariba 🙂

  • @vishnuofficialvlogs
    @vishnuofficialvlogs 2 года назад +4

    Thank you

  • @narayanabiswal3705
    @narayanabiswal3705 2 года назад +6

    Thank You So Much

  • @tarjenbenya1493
    @tarjenbenya1493 2 года назад

    Only question odia re aasile hobo nhi. Books b miliba ro ochhi

  • @ouruniverse1671
    @ouruniverse1671 2 года назад

    Govt school pila eithara udeibea

  • @itishreesahoo341
    @itishreesahoo341 2 года назад +3

    Take khali news kara but padhiba pain kichhi subidha e Odisha re kichhibi nai seithipain Odisha pila kehibi e exm re besi qualify heiparunahanti

  • @flywithshree123
    @flywithshree123 2 года назад

    Thank you so much sir

  • @purohitpritam7432
    @purohitpritam7432 2 года назад +10

    most of the candidates will not ne able to write in odia cause they have no practice on it.

    • @meenu_933
      @meenu_933 2 года назад +1

      Right

    • @Patriot_456
      @Patriot_456 2 года назад +3

      Kie kahila na lekhipariba sabu odia pila lekhiparibe sudha odia akhyara re

  • @subhashreenag7660
    @subhashreenag7660 2 года назад +3

    Best decision 🙌...

  • @laxmipriyapradhan2122
    @laxmipriyapradhan2122 2 года назад

    Very good decision

  • @subashmarndi4363
    @subashmarndi4363 2 года назад +4

    We are so proud😊

  • @crafter.07
    @crafter.07 2 года назад +1

    Emt hele ta samaste topper heiki baharibe🤣

  • @priyankajena5750
    @priyankajena5750 2 года назад +1

    Odisha re janasadharan odia kuhanti ,odia re complane dianti , English re kehi complane karantiniki

  • @suchismitagrahacharya4063
    @suchismitagrahacharya4063 2 года назад

    Bt ame odia materials kouthu paibu

  • @baisakhubag3372
    @baisakhubag3372 2 года назад

    Bharata re kebala Hindi o Naja anchal ra Bhasa heba katha jemiti ki odisha re odiya bhasa heba katha

  • @Susmayasonali4917
    @Susmayasonali4917 2 года назад +1

    English re sabu padhi odia re exam daba bahut kasta. Odia re kichhi bi resources nahi. Odia re heiki bi kichhi faida nahi.

  • @myspecialeducation9384
    @myspecialeducation9384 2 года назад

    Thanks sir

  • @haraprasadsabhapati6231
    @haraprasadsabhapati6231 2 года назад +1

    thank you nabin pattnayak

  • @rasmitabehera1207
    @rasmitabehera1207 2 года назад

    Thank you🙏

  • @debismitarana4388
    @debismitarana4388 2 года назад +1

    Thank you sir

  • @bichitranandamallick9479
    @bichitranandamallick9479 2 года назад +5

    Vai OAS diantu nai...jadi English bujhiparuna

  • @suryakantasethy7555
    @suryakantasethy7555 2 года назад

    Great decision 🤠

  • @abhitherider1495
    @abhitherider1495 2 года назад +1

    Its a very good decision

  • @baisakhubag3372
    @baisakhubag3372 2 года назад

    Bideshi loka odiya bhasare kana pariskhya diyanti ki j ame English bhasare debu

  • @manshisharma7625
    @manshisharma7625 2 года назад +1

    Good decision 😊😊😊😊😊😊