Размер видео: 1280 X 720853 X 480640 X 360
Показать панель управления
Автовоспроизведение
Автоповтор
Jay Jaganath Radhe Radhe Gurudev Bahut Bahut Sundar 🙏🙏🙏
ଶିଶିର ସାର୍ ଆପଣ ପାଲା ଏକ ସ୍ଵତନ୍ତ୍ର ଏବଂ ଯଥାର୍ଥ ଆପଣ ସମୟ ଦେଲେ ଆପଣ ସହ କିଛି କଥା ହେବି
Guruji.. Namaste., Hurdaya.. parshipala!
ଓଁ ଗଣେଶାୟ ନମଃ
ସାରଙ୍କ ପାଲା ଅତିସୁନ୍ଦର
Super. Pala. Sir
❤❤❤
Ati sundr bayka mhasy
Excellent performance Sir,
Sisir Sir best pala Bala..
Jay jaggantha
Excellent expression
Kama Achi tekea please
Bhai bayaka bhai Kara no ta msg kara bhai
ଶିଶିର ସାର ନମସ୍କାର 🙏, ଗତ ଦି ମାସ ହେଲା ଆପଣଙ୍କ ପାଲା ମୁଁ ଚଣ୍ଡିଗଡ,ପଞ୍ଜାବ ରେ ଥାଇ ଦେଖୁଚି, ବହୁତ ଭଲ ଲାଗୁଚି. ପିଲାଦିନେ 35, 40 ବର୍ଷ ପୂର୍ବରୁ ଆମ ଗାଁ ମାଣିକାଗୋଡ଼ା ର ସ୍ବର୍ଗତ ଅଧ୍ୟାପକ ପ୍ରସନ୍ନ ତ୍ରିପାଠୀ (ପ୍ରସନ୍ନ ଭାଇନା ଙ୍କ ପାଲା ଦେଖି ଆମେ ବଡ ହେଇଛୁ ) ତାଙ୍କ ଭଳି ଆପଣଙ୍କ ପାଲା ଅତ୍ୟନ୍ତ ମନମୁଗ୍ଧ କର, ଜ୍ଞାନ ବର୍ଦ୍ଧକ, ପାରମ୍ପରିକ ଆଉ ବିଶୁଦ୍ଧ. କୌଣସି ପ୍ରକାର ଉଗ୍ର ଆଧୁନିକ ଅଶାଳୀନ ଶବ୍ଦ ର ବ୍ୟବହାର ନାହିଁ. ଓଡ଼ିଆ ଭାଷା କୁ ଜାଗ୍ରତ ପ୍ରହରୀ ଭଳି ପ୍ରଚେଷ୍ଟା ଆପଣଙ୍କ ଦ୍ୱାରା ଜାରିରହୁ. ପ୍ରଭୁ ଜଗନ୍ନାଥ ଆପଣକୁ ସୁ ସ୍ୱାସ୍ଥ୍ୟ ଆଉ କୋଟି ପରମାୟୁ ଦିଅନ୍ତୁ. ମୁଁ ଜଣେ ଅବସର ପ୍ରାପ୍ତ ବାୟୁସନିକ, ମୋ ଗାଁ ଠାକୁରାଣୀ ଠାରୁ ଏତିକି ମିନତୀ କରୁଚି 🌹🙏