Комментарии •

  • @deviprasadsahoo4694
    @deviprasadsahoo4694 4 месяца назад +63

    ଭାଇ ମାନେ ଆମ ନବୀନ ବାବୁ ଆଉ ଥରେ cm ହେଲେ kou mane khushi ଅଛନ୍ତି like comment kara World no 1 cm ନବୀନ ବାବୁ

    • @rajkishorpradhan8491
      @rajkishorpradhan8491 4 месяца назад +1

      ତୁ ଜା ନବୀନ ପଟ୍ଟନାୟକ ପେଳ ସଫା କରେ ବୁଦ୍ଧି ହେବ

  • @manoranjanmullick3487
    @manoranjanmullick3487 4 месяца назад +4

    💚ଆମ ନବୀନ କୁ ଆମ ପାଖକୁ ଫେରେଇଦିଅ ମୋଦି ❤️ଜି

  • @FinuPriyanka
    @FinuPriyanka 4 месяца назад +69

    ନବୀନ ବାବୁ ହେଲେ ମୁଖ୍ୟ ମନ୍ତ୍ରୀ ଆମେ ସବୁ ବହୁ ଖୁସି ହେବୁ ....ଯେଉଁମାନେ ଚାହୁଁଛନ୍ତି ମୋର comment କୁ like କରନ୍ତୁ

    • @mitubehera550
      @mitubehera550 4 месяца назад

      ଆମେ ତମ କଥା ରେ ସହ ମତ ନୁହଁ ଭାରତୀୟ ଜନତା ପରଟି ଜିନ୍ଦା ବାଦ ଜଣ ଓଡ଼ିଆ ମୁଖିମନ୍ତ୍ରୀ ହଇ ଓଡ଼ିଆ କହିବାର ଆସୁନି ଓ ବୁଝି ବାର ଆସୁନି ସେ ଓଡିଶା ଶାସନ କଣ ଚଲାଇବ ସେଠି ପାଁଇ ଗୋଟେ ଅଣ ଓଡିଆ କୁ ଆତକୁ ଟେକିଦେଇଥିଲେ ଆମ ପିୟ ନବୀନ ବାବୁ

    • @FinuPriyanka
      @FinuPriyanka 4 месяца назад +1

      @@mitubehera550 ଓଡ଼ିଆ ନ ଆସିଲେ ମଧ୍ୟ ଓଡ଼ିଆ ପୁଅ ସେ, ଏ କଥାକୁ କେହି ଅମାନ୍ୟ କରି ପାରିବେ ନାହିଁ, ଓଡିଶା ର ସରକାର କହିଲେ ନବୀନ ବାବୁ ଙ୍କୁ ବୁଝା ଯାଏ...ସେ ହାରି ଯାଇ ନାହାନ୍ତି ତ ଓଡିଶା ର ଗୋଟେ ବଡ଼ ପାର୍ଟି BJD ଯାହା ସମ୍ପୂର୍ଣ୍ଣ ଅଲଗା ଥିଲା, ଯାହା ସବୁ ରାଜ୍ୟ ଜାଣିଥିଲେ...ତାହା ଏବେ ଭୁଶୁଡ଼ି ଯାଇଛି...କିଛି ଭୁଲ ବୁଝାମଣା ଯୋଗୁ...ନବୀନ ବାବୁଙ୍କ ସହ Pandian ବାବୁ ରହି ସବୁ ବିଗାଡି ଦେଇଛନ୍ତି ଏହା ସତ୍ୟ କିନ୍ତୁ ଏହା ବି ସତ୍ୟ ନବୀନ ବାବୁ ଙ୍କୁ ମୁଖ୍ୟମନ୍ତ୍ରୀ ପଦ ରୁ ହଟାଇ ଓଡିଶା କାନ୍ଦୁଛି...

  • @SudhakarnaikSudhakarnaik-oo6hc
    @SudhakarnaikSudhakarnaik-oo6hc 4 месяца назад +91

    ନବୀନ ପଟ୍ଟନାୟକଙ୍କ ସାର୍ ମୁଖ୍ୟ ମନ୍ତ୍ରୀ ହୁଅନ୍ତୁ ଜୟ ଜଗନ୍ନାଥ

  • @lily_s_lily_s
    @lily_s_lily_s 4 месяца назад +65

    ଭଗବାନଙ୍କ କ୍ରୁପାରୁ ଆମ ପ୍ରିୟ ନବୀନ ସାର୍ ଆମ ଓଡ଼ିଶା ର ମୁଖ୍ୟମନ୍ତ୍ରୀ ପୁନି ହୋଇ ଯାଆନ୍ତେ କି ଆମେ ବହୁତ ଖୁସି ହୁଅନ୍ତୁ। ନିର୍ବାଚନ କମିଶନର ଯେତେ ଜଣ ଅଛନ୍ତି ସମସ୍ତ ସାମ୍ବାଦିକ ଭାଇ ଓ ଭଉଣୀମାନଙ୍କୁ ଏବଂ ଆମର ମାନ୍ୟବର ପ୍ରଧାନମନ୍ତ୍ରୀ ସମସ୍ତ ଙ୍କୁ ମୋର ଅନୁରୋଧ ଆମ ପ୍ରିୟ ମୁଖ୍ଯମନ୍ତ୍ରୀ ଙ୍କୁ ଆମକୁ ଫେରେଇ ଦିଅ🙏🙏🙏🙏 😭😭😭😭🙏🙏🙏🙏

  • @purnapradhan9553
    @purnapradhan9553 4 месяца назад +3

    ❤ଧନ୍ୟବାଦ ଆପଣଙ୍କ ସୁଚିନ୍ତିତ ବକ୍ତବ୍ୟ ପାଇଁ ❤

  • @s.kbehera2828
    @s.kbehera2828 4 месяца назад +255

    ଅତିସୁନ୍ଦର କଥା ଟିଏ ଆଣିଛନ୍ତି ଜନସାଧାରଣଙ୍କ ସାମ୍ନାକୁ ଆଜ୍ଞା ।

    • @dusasansahoo4308
      @dusasansahoo4308 4 месяца назад +1

      ନବୀନବାବୁ ବିଜେପିରେ ସାମିଲ ହୋଇ ମୁଖ୍ୟମନ୍ତ୍ରୀ ବନନ୍ତୁ।

    • @1dhanush1667
      @1dhanush1667 4 месяца назад +3

      @@dusasansahoo4308 🤣🤣 CM hebe boli Nabin patnayak kan Nija dala BJD chadi debe

    • @sukramardi4583
      @sukramardi4583 4 месяца назад

      @@dusasansahoo4308 ଦଳ ଛାଡିବା ଦରକାର ନାହିଁ ପାଣ୍ଡୁକୁ ବହିଷ୍କାର କରିବା ଦରକାର

  • @bhismagolari
    @bhismagolari 4 месяца назад +46

    ଆମର ନବୀନ ବାବୁ ହେବେ ମୁଖ୍ୟମନ୍ତ୍ରୀ
    ନଂ 1 cm ନବୀନ ପୋଟନାୟକ

  • @ChefBhanjaKishore
    @ChefBhanjaKishore 4 месяца назад +4

    ଆମ ଓଡ଼ିଶା ରେ BSKY card, ଚାଲୁ ରହୁ କେବେ ବନ୍ଦ ନ ହେଉ , ଅଷ୍ମାନ୍ କାର୍ଡ ଦରକାର ନାହିଁ କେବଳ BSKY କାର୍ଡ ଦରକାର୍ ଏତିକି ଅନୁରୋଧ ସରକାର ଙ୍କୁ 🙏🙏🙏

  • @ganapatibhatra3796
    @ganapatibhatra3796 4 месяца назад +4

    ନବୀନ ପଟ୍ଟନାୟକ ଜିନ୍ଦାବାଦ

  • @Birabhue-t7s
    @Birabhue-t7s 4 месяца назад +338

    ନବୀନ ପଟ୍ଟନାୟକ ସାର୍ ମୁଖ୍ୟ ମନ୍ତ୍ରୀ ହବୋ

  • @jiban_rj-8818
    @jiban_rj-8818 4 месяца назад +1360

    Bhai mane nabeen babu cm hele kie kie Shanti khusi au Ananda paibe please like kara

  • @A1DGodia
    @A1DGodia 4 месяца назад +525

    ଆମର ନବୀନ ବାବୁ ହେବେ ମୁଖ୍ୟମନ୍ତ୍ରୀ ହବ

    • @Mili_12693
      @Mili_12693 4 месяца назад +5

      Naveen sir🙏🙏🙏🙏🙏 c m huante ki

    • @UGHINDIEDIT
      @UGHINDIEDIT 4 месяца назад +7

      ନିହାତି ହେବା ଦରକାର🎉

    • @NalaniMehar
      @NalaniMehar 4 месяца назад +3

      😂😂😂

    • @anandamohakuda4943
      @anandamohakuda4943 4 месяца назад +3

      Jay jagannath 🙏🙏🙏

    • @nilendrisahoovlogs312
      @nilendrisahoovlogs312 4 месяца назад +3

      ମନେ ମନେ ଗୁଡ଼ ଖାଉଥାଓ 😂

  • @BinodMallick-by3ue
    @BinodMallick-by3ue 4 месяца назад +2

    ନବୀନ ବାବୁଙ୍କୁ ଆଉଥରେ ମୁଖ୍ୟମନ୍ତ୍ରୀ କରନ୍ତୁ ନବୀନ ବାବୁଙ୍କର ଗୋଟିଏ ଆସା ଥିଲା ମୋ ଓଡିଶା ନବୀନ ଓଡ଼ିଶା ଗଢିବା ପାଇଁ ହେଲେ ଏ ପାଣ୍ଡୁ ସବୁ ସାରିଦେଲା

  • @sukulal4847
    @sukulal4847 4 месяца назад +9

    odisa re nabeen babu hi rahiba kie kie odisa basi bhai .bhauni.icha achijadi like kora

  • @anandinisahu9774
    @anandinisahu9774 4 месяца назад +14

    Very good katha jaha bi hau loka hairan na huantu nabeen cm is best cm of Orissa

  • @rakeshkumarbehera3444
    @rakeshkumarbehera3444 4 месяца назад +3

    ନବୀନ କେବଳ ନବୀନ

  • @bikram264
    @bikram264 4 месяца назад +9

    ଯଦି ନବୀନ ସାର୍ BJP ରେ ମୁଖ୍ୟମନ୍ତ୍ରୀ ହେବେ ତାହେଲେ ମୁ ବହୁତ ଖୁସି ହେବି। BJD ନୁହଁ

  • @hrushikeshbebartta4178
    @hrushikeshbebartta4178 4 месяца назад +11

    ସାର ଜାହାକହୁଛନ୍ତି ବହୁତ୍ ଭଲହେବ ଭଲକଥା

  • @rakeshkumarbehera3444
    @rakeshkumarbehera3444 4 месяца назад +2

    ଦୟାକରି ନବୀନ ବାବୁଙ୍କୁ ମୁଖ୍ୟ ମନ୍ତ୍ରୀ କରନ୍ତୁ

  • @ritalimallick9485
    @ritalimallick9485 4 месяца назад +3

    Naveen patnaik au thare cm heba darkar

  • @sumitrabisoyi2070
    @sumitrabisoyi2070 4 месяца назад +104

    Plsss naveen sir nku puni thare CM banantu🙏

  • @NilimaSahu-s1f
    @NilimaSahu-s1f 4 месяца назад +278

    ଆମର କେବଳ ନବୀନ ପଟ୍ଟନାୟକଙ୍କ ଦରକାର୍

    • @Aks056
      @Aks056 4 месяца назад +3

      Nabin to bapa na

    • @Raj_Raj_143-hmxrd
      @Raj_Raj_143-hmxrd 4 месяца назад +2

      Jou Loka 25 Varsha Hela Odisha Re Shasan Kala Kintu Aaji Prajyanta Odisha Ku Bala Taa Deichhi
      Aau Tate Aau Thare To Bopa Nabin Hi Darkar😡😡😡😡😡😡😡😡

    • @Jagabandhu37
      @Jagabandhu37 4 месяца назад +1

      Nabin Buda to JJ ki

    • @krushnachandraprusti7952
      @krushnachandraprusti7952 4 месяца назад

      Hinjili ja tu

    • @learnwithbini6060
      @learnwithbini6060 4 месяца назад +1

      Don't wrry every thing will be good.....❤ people of odisha realise soon....to whom they loose

  • @adityasahu4575
    @adityasahu4575 4 месяца назад +28

    ନବୀନ ପଟ୍ଟନାୟକ ହିଁ ଆମର ମୁଖ୍ୟ ମନ୍ତ୍ରୀ

  • @RAKESH20249
    @RAKESH20249 4 месяца назад +90

    Great person Navven Patnaik ❤️ Love' you sir

  • @Rkmusicchanel
    @Rkmusicchanel 4 месяца назад +2

    ଯଦି BJD ର କୌଣସି ବ୍ୟବସ୍ଥା ବନ୍ଦ କରାଯାଏ, ତେବେ next time no bjp only "bjd"

  • @sureshparida5823
    @sureshparida5823 4 месяца назад +104

    Naveen pattnayak odisha ra beast cm

  • @jayantimishar5566
    @jayantimishar5566 4 месяца назад +2

    Naveen patanayak C M hele ama odisha basinku khusi khabar milijaanta❤

  • @saritagauda8869
    @saritagauda8869 4 месяца назад +9

    Naveen sir nku hni mukhyamantri karantu🙏🙏🙏

  • @maktapanda406
    @maktapanda406 4 месяца назад +1

    ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ହେବାର ଲୋକ କଣ ନାହାନ୍ତି ଓଡ଼ିଶାରେ ଜନ୍ମହୋଇ ଓଡିଶାଭାଷା କହୁଥିବା ବୁଝୁଥିବା CM ହେବାର ଦକ୍ଷତା ଥିବାର ଆବଶ୍ୟକ, ବିରୋଧୀ ଦଳର ନେତା CM ହେବେ କିପରି ଯଦିସମ୍ବିଧାନରେ ଲେଖାଅଛି ହେବ🌹

  • @madhusmitamadkami7991
    @madhusmitamadkami7991 4 месяца назад +17

    ଆମର ନବୀନ ପଟ୍ଟନାୟକ ଦରକାର 🙏🏻🙏🏻🙏🏻🙏🏻🙏🏻

    • @RAKESHKUMAR-on9sm
      @RAKESHKUMAR-on9sm 4 месяца назад

      Odisha ku nabin ji darkarni ki tame bi darkarni 😂

  • @kandheikandi5646
    @kandheikandi5646 4 месяца назад +2

    Naveen Patnaik odisha cm

  • @SUBHALAXMIBAG-y9y
    @SUBHALAXMIBAG-y9y 4 месяца назад +15

    Naveen sir nku CM baneibar ete echha thila jadi vote deikari karilani kanhiki abe kahuchhnti Naveen sir darka....BJD ru CM kariki dekha BJP ru nai kahara daya neiki CM heba darkar nahi sir...... God bless you 🙏🙏🙏🙏🙏🙏🙏🙏the real hero Naveen sir

  • @KEDARNATHDHAL
    @KEDARNATHDHAL 4 месяца назад +8

    ବହୁତ୍ ସୁନ୍ଦର ପ୍ରତିଶୃତି ଓ ବିଚାରନ୍ତ ମୂଳକ ତଥ୍ୟ ଉପସ୍ଥାପନା କରିଛନ୍ତି । ଧନ୍ୟବାଦ୍

  • @aksar1608
    @aksar1608 4 месяца назад +31

    ହଇରାଣ ଲୋକମାନେ ହେଉଛନ୍ତି

  • @gangadharsatapathy316
    @gangadharsatapathy316 4 месяца назад +5

    ଧନ୍ୟବାଦ୍ ଆପଣଙ୍କ କହିବାର ପ୍ରଣାଳୀ କୁ।।❤❤❤❤❤❤❤❤❤❤❤❤

  • @pranya-kumar
    @pranya-kumar 4 месяца назад +18

    ଉତ୍ତରପ୍ରଦେଶ ରେ ଯାହା କାମ କଲା BJP ସେଇଥି ପାଁଇ ଉତ୍ତର ପ୍ରଦେଶ ରେ ୟୋଗୀ ଆଦିତ୍ୟ ନାଥଙ୍କୁ ହାରିବାକୁ ପଡିଲା...
    ମୋଦିଜୀ ବି ଅମ୍ବାନୀ ଆଉ ଅମିତ ସାହା ଙ୍କ remoto contraoler ସେମାନେ ପୁରା ଦେଶକୁ ଲୁଟୁଛନ୍ତି...
    ପେଟ୍ରୋଲ, ଡିଜେଲ, ଗରିବ ଲୋକଙ୍କ ଖାଇବା ତେଲ ଆଉ ଏଇ BJP ସରକାର ହିଁ ଖାଇବା ଚୂଡ଼ା ରେ GST ଲଗେଇଛନ୍ତି ଦରଦାମ ବୃଦ୍ଧି କରି bjp ଓଡିଶାକୁ ଲୁଟୁଛନ୍ତି...

    • @BuluAdbank-qw2dk
      @BuluAdbank-qw2dk 4 месяца назад

      Up re jati ku vote dauchan development ku nhi😂😂😂 odisha re Navin jaha kala Bala kae Babu barbad kala 24barse kana kala kaha ta garib k garib odisha re chi bjd sarkar 24 barse sasan

  • @DilipBag-cy5to
    @DilipBag-cy5to 4 месяца назад +3

    ନବୀନ ହେଲେ ଭଲ ହେବ ଏହା ଆମ ପ୍ରଥାନା

  • @AlokPattnayak-gu6ms
    @AlokPattnayak-gu6ms 4 месяца назад +55

    ନବୀନ ପଟନାୟକ ଓଡିଶା ର ହୃଦୟ

  • @ganapatibhatra3796
    @ganapatibhatra3796 4 месяца назад +2

    ଆଉ ଥରେ ଭୋଟ୍ ହେଇ ଯାଉ

  • @LaxmidharMaharana-so7rr
    @LaxmidharMaharana-so7rr 4 месяца назад +36

    ପ୍ରତେକ ଟି ଟିପଣୀ ଉଚିତ ବଧ ଦେଇ ଛନ୍ତି Sir🙏🙏🙏🙏🙏🙏🙏

  • @user-jv9rz9rv9n
    @user-jv9rz9rv9n 4 месяца назад +2

    ଯଦି ବିଜେଡି ହାରିଥାଏ କେବଳ କୁଜି ନେତା ମାନଙ୍କ ପାଇଁ କିଛି ଜିଲ୍ଲାପରିଷଦ ଏବଂ ସରପଞ୍ଚ ଯେଉଁମାନେ ଗ୍ରାମ ମାନଙ୍କରେ ଗୁଣ୍ଡାରାଜ ଚଳାଇଥିଲେ ଏବଂ ସରଳ, ଭଦ୍ର ଲୋକମାନଙ୍କୁ ଅତ୍ୟାଚାର କରି ମଦୁଆ ଏବଂ ବେଭିଚାର କରୁଥିବା ଚୋରମାନଙ୍କୁ ସାହାଯ୍ୟ କରୁଥିଲେ. ଅତ୍ୟଧିକ ଅନ୍ୟାୟର ଫଳ ପ୍ରକାଶ ପାଇଛି. ମୁଁ ଏବଂ ମୋ ପରିବାର ନବୀନ ସରକାରଙ୍କ ବଡ ଫ୍ୟାନ ଥିଲୁ କିନ୍ତୁ ଆଜି ଭୋଟ ପରିବର୍ତନ କରିବାର କାରଣ କେବଳ ଏହି କିଛି ହରିଜନ ଚୋର କୁଜିନେତା ଏବଂ ଏହି ଚୋର ମାନଙ୍କୁ ସମର୍ଥନ କରୁଥିବା ବିଜେଡିର ବଡ ବଡ ଆସନରେ ଥିବା ଡକାୟତମାନେ ଏମାନେ ଗାଁ ମାନଙ୍କୁ ନଷ୍ଟ କରିଦେଲେ. ଆଶ୍ଚର୍ଯ୍ୟ ହେବେ ଆଜ୍ଞା ମୋ ଗାଁରେ ଚୋରା ମଦ କାରବାର ହେଉଥିଲା ପ୍ରଶାସନ ଜାଣି ମଧ୍ୟ କିଛି କଲା ନାହିଁ ଏବେ ବ୍ରାଉନ ସୁଗାର ଭି ଉପଲବ୍ଦ ଅଟେ.କୁହନ୍ତୁ କେତେ ଉର୍ନତି କରିଛି ମୋ ଗାଁ, ଏବେ ବିଜେପି ସରକାରଙ୍କ ଭୟରେ ଦେଖନ୍ତୁ କେମିତି ଏମାନେ ଲୁଚିବା ଆରମ୍ଭ କଲେଣି.ମୋ କଥା କୁ କେହି ଖରାବ ଭାବନ୍ତୁ ନାହିଁ ଆଜ୍ଞା ଯାହା ସତ ତାହା ପ୍ରକାଶ କରୁଛି. ଯଦି କାହାରିକୁ ଖରାବ ଲାଗୁଥାଏ ତେବେ କ୍ଷମା ଚାହିଁବି. ଜୟ ଜଗନ୍ନାଥ 🙏🏼

  • @DinabandhuJal
    @DinabandhuJal 4 месяца назад +3

    ପାଞ୍ଚ ବର୍ଷ ରେ ଗୋଟିଏ ନୁଆଁ ନୁଆଁ ମୁଖ୍ୟ ମନ୍ତ୍ରୀ ବନେଇବା ଆମେ ସମସ୍ତେ ଏକାଠି ହୋଇ

    • @mahimaa604
      @mahimaa604 4 месяца назад

      Bahut uttam katha nuaanuaa heba nyaya ku pratham sthan jeunthi s m j

  • @akashmallik9838
    @akashmallik9838 4 месяца назад +4

    ଆମର ନବୀନ ସାର୍ ହେବେ ମୁଖ୍ୟମନ୍ତ୍ରୀ

  • @numerologistsannjoy5996
    @numerologistsannjoy5996 4 месяца назад +11

    ଯଦି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହୁଅନ୍ତି ତେବେ next ନିର୍ବାଚନ ରେ ଓଡିଶା ରେ କଂଗ୍ରେସ ଆସିବା ଟା ନିଶ୍ଚିତ 🙏

    • @rmmanoj8091
      @rmmanoj8091 4 месяца назад +1

      Chance nahi, odisha re congress asiba nahi

  • @subhabratamishra4465
    @subhabratamishra4465 4 месяца назад +2

    ମୁଣ୍ଡ ଖରାପ୍‌ ନା କଣ୍‌ , ନବୀନ୍‌ ପଟ୍ଟ୍‌ନାୟକ୍‌ ଆଉ CM ହେବେ ? ପୁଣି ପାଣ୍ଡାକୁ ଆଣିବେ ପୁଣି ଗାଣ୍ଡି ମାରିବେ । କାରଣ୍‌ ପ୍ରେମ୍‌ ପଟ୍ଟ୍‌ନାୟକ୍‌ କୁ ନବୀନ୍‌ ପଟ୍ଟ୍‌ନାୟକ୍‌‌ଙ୍କ ଜାଣତରେ‌ ଅର୍ଥ ରାଶି ଦିଆଯାଉ ଥିଲା । ପାଣ୍ଡା ନବୀନ୍‌ ର‌ ଇଶାରାରେ ଖାଲି ନାମକୁ ମାତ୍ର‌ ଦୂରେଇ ରହିଛି କିନ୍ତୁ ପଛରୁ ରହି BJDକୁ ଚଲାଇବ ।

  • @odishawali4368
    @odishawali4368 4 месяца назад +70

    We want Naveen Patnaik as our cm again 😭😭😭

  • @hiradadh5692
    @hiradadh5692 4 месяца назад +6

    Right kahuchhanti sir apana very good ❤❤❤❤❤❤

  • @Epili_Kameswar
    @Epili_Kameswar 4 месяца назад +35

    Modi ji ku Sabu Odisha ra bhai mane request Kara kemiti Naveen Patnaik 2024 Odisha CM

  • @AnitaNayak-kt1bq
    @AnitaNayak-kt1bq 4 месяца назад +84

    Naveen sir chahia hame

  • @Manoranjansomyaranjansahoo
    @Manoranjansomyaranjansahoo 4 месяца назад +60

    ନବୀନ sir cm ହୁଅନ୍ତୁ 👍🏻

    • @BharataMudi
      @BharataMudi 4 месяца назад

      Nabini sir b,j p .ra na. Bjd ra jeumanekomed.koruchhi.bujikari.komed.karantu

  • @Sonkirtna
    @Sonkirtna 4 месяца назад +2

    ନବୀନ ବାବୁ ହେଵ ମୁଖ୍ୟ ମନ୍ତ୍ରୀ

  • @damayantidas5308
    @damayantidas5308 4 месяца назад +9

    ଜୟ ଜଗନ୍ନାଥ ହେ ମହାବାହୁ ହେ ମଣିମା ଆପଣଙ୍କ ଆଶ୍ରୀବାଦରୁ ଆମର ଅତି ଆପଣାର ଓ ନିଜର ମହାଶୟ ମୂଖ୍ୟମନ୍ତ୍ରୀ ନବୀନସାରେଙ୍କୁ ଦୟାକରି ଆଉଥରେ ମୂଖ୍ୟମନ୍ତ୍ରୀ ଙ୍କ ପଦବୀରେ ରଖନ୍ତୁ ମୋର ଜୟ ଜଗନ୍ନାଥ ପାଖରେ ଗୁହାରି ନୀବେଦନ ମଣିମା ଆମ ଓଡ଼ିଶା ବାସୀଙ୍କ ର ସବୁକିଛି ର ଦାୟିତ୍ଵ ନୀୟନ୍ତୀ ଜୟ ଜଗନ୍ନାଥ ଜୟ ଜଗନ୍ନାଥ

  • @Pin2Nayak-qq5wf
    @Pin2Nayak-qq5wf 4 месяца назад +51

    ଭଗବାନ କରନ୍ତୁ ଆଉଥରେ ନବୀନ ସାର୍ ଆସନ୍ତୁ😢😢😢😢😢

    • @SrimangalSahu-qj7hw
      @SrimangalSahu-qj7hw 4 месяца назад +1

      Ni aasu

    • @learnwithbini6060
      @learnwithbini6060 4 месяца назад

      Samastnkr echha Naveen pattnaik as cm

    • @RAKESHKUMAR-on9sm
      @RAKESHKUMAR-on9sm 4 месяца назад

      ​@@learnwithbini6060samasta nka icha jadi bjd one sided harila kemiti 😂

    • @learnwithbini6060
      @learnwithbini6060 4 месяца назад

      @@RAKESHKUMAR-on9sm seita ta.....Modi hawa duidin khusi

    • @learnwithbini6060
      @learnwithbini6060 4 месяца назад

      @@RAKESHKUMAR-on9sm modi uplala samstnku samste degle

  • @GitiranjanGiti
    @GitiranjanGiti 4 месяца назад +3

    ନବୀନ sir BJP ତରଫରୁ cm ହୁଅନ୍ତୁ

  • @skylontradingimpex6433
    @skylontradingimpex6433 4 месяца назад +3

    Modiji
    We love you as our pm
    But in Odisha we want Naveen Patnaik ji as our cm
    So plz 🙏 make bjp +BJD and make Naveen ji as our cm

  • @BabyBaby-c7q
    @BabyBaby-c7q 4 месяца назад +77

    Please Modi ji 🙏🙏🙏 amaa odisha ku ama CM Nabin patnayak CM hei ruhantu please sir Jay Jagannath 🙏🙏🙏 😭😭😭😭🙏🙏🙏🙏😭😭😭😭😭😭😭😭

    • @beingsarfraj27
      @beingsarfraj27 4 месяца назад +6

      Plz 😢 Navin Sir ji great leader

    • @shibanidhurua6536
      @shibanidhurua6536 4 месяца назад +2

      Kemiti kale haba solution bahar kara

    • @lipun1531
      @lipun1531 4 месяца назад

      Menta sarkar karibaku padiba possible
      Hele aau hebeni nabin sir​@@shibanidhurua6536

    • @arunmandal7362
      @arunmandal7362 4 месяца назад +2

      Right

    • @janumurmu2664
      @janumurmu2664 4 месяца назад +1

      Nabin sir hela bholo hobo

  • @STATUESWORLD
    @STATUESWORLD 4 месяца назад +2

    NAVEEN HELE BJP BI ମୂଳ ପଚ୍ଛ ହେଇ ଯିବ

  • @Lipu-b6l
    @Lipu-b6l 4 месяца назад +5

    ସତରେ କଣ କଳିଯୁଗ ଶେଷ ହୋଇଯିବ. ଜୟ ଜଗନ୍ନାଥ 🙏🙏🙏

  • @pratyushmohanty542
    @pratyushmohanty542 4 месяца назад

    ଆଉ ବାଳ ଅଛି ଯେ sunu pampudi ଖାଇବ..ନବୀନ ପଟ୍ଟନାୟକ ବିଦାୟ ନେଇଛନ୍ତି ଆଉ ଫେରିବେ ନାହିଁ ..ମୁଖ୍ୟମନ୍ତ୍ରୀ bjp ର ହେବ..

  • @akashpani938
    @akashpani938 4 месяца назад +6

    Nabin pattnaik our best CM

  • @prakashsahoo1789
    @prakashsahoo1789 4 месяца назад +41

    CM NAVEEN SIR DARKAR

  • @KumarSahu-mv8ti
    @KumarSahu-mv8ti 4 месяца назад +5

    ନବୀନ ପଟ୍ଟନାୟକ ସାର୍ କୁ ଆଣନ୍ତୁ କିନ୍ତୁ ପାଣ୍ଡିଆନ୍ ଯେମିତି ନ ଆସୁ ବିଜେପି କୁ

    • @sukramardi4583
      @sukramardi4583 4 месяца назад

      ପାଣ୍ଡିଆନ କାହିଁକି ବିଜେପି ଆସିବ କି ନବୀନ sir ଆସିବେ bjd ସରକାର ଥାଉ କିନ୍ତୁ ପାଣ୍ଡିଆନ କୌଣସି ଦଳରେ ନ ରହୁ

  • @Madhunayak-jc3ns
    @Madhunayak-jc3ns 4 месяца назад +2

    BJP ର କଣ ମୁଖ୍ୟମନ୍ତ୍ରୀ ହେବାକୁ ଲୋକ ନାହାନ୍ତି, ମା ଗିହା

  • @tudurusika3131
    @tudurusika3131 4 месяца назад +53

    ସାମ୍ବାଦିକ ମାନଙ୍କର କାମ ଧନ୍ଦା ନାହିଁ ବୋଧେ ମିଛ ସମ୍ବାଦ ଜନ ସାଧାରଣଙ୍କୁ ଶୁଣଉଛନ୍ତି,

  • @HimansuBehera-Electrical
    @HimansuBehera-Electrical 4 месяца назад +2

    Amara CM NAVEEN PATNAIK ebebi achhanti rahithibe mandhya

  • @kailashpatra7127
    @kailashpatra7127 4 месяца назад +3

    Naveen sir CM haba dara kara❤❤❤🎉

  • @RABINDRA.RADIO90
    @RABINDRA.RADIO90 4 месяца назад +1

    Very good speech, very good information thank you Samba paribar

  • @sudhirdas1311
    @sudhirdas1311 4 месяца назад +74

    କେମିତି ହେବେ କୋଉ ଆଧାର ରେ ହେବେ
    କାହିଁକି ଏପରି ମିଥ୍ୟା ପ୍ରଚାର କାହିଁକି କରୁଛ

    • @lipun1531
      @lipun1531 4 месяца назад +3

      Possible hele aau hebeni

    • @RAKESHKUMAR-on9sm
      @RAKESHKUMAR-on9sm 4 месяца назад

      ​@@lipun1531bhak kahila kn posible 🤮

    • @RAKESHKUMAR-on9sm
      @RAKESHKUMAR-on9sm 4 месяца назад

      Dina ta rati karei daba oleiki kahila kn posible

  • @prasantapattanaik862
    @prasantapattanaik862 4 месяца назад +2

    ମୋଦୀ ଚାହିଲେ ସବୁ ସମ୍ଭବ।କିନ୍ତୁ ମୋଦୀ ଚାହିଁଲେ ତ ।

  • @akd82414
    @akd82414 4 месяца назад +6

    I need Naveen Pattnaik sir first of all

  • @ganeshprasad9075
    @ganeshprasad9075 4 месяца назад +2

    ଓଡିଶା ବାସୀ ସାତ ମହଣ ଘିଅ ଆହୁତି ଦେଇ ସରକାର ବଦଳ କରିଛନ୍ତି ଏ ଗପ ବାହାପିଆ କଥା ବୁଝି ପାରୁନାହାନ୍ତି

  • @Jhili.-3biki.3-.
    @Jhili.-3biki.3-. 4 месяца назад +3

    ହେ ଓଡ଼ିଶା ବାସୀ ଚାଲ ଏକାଠି ହେବା... ପୁଣି ନବୀନ ଙ୍କୁ ଆଣିବା ପାଇଁ ରାଜ ରାସ୍ତା ରେ ଅନଶନ କରିବା.. ଆଉ ରାସ୍ତା ରୋକ୍ କରିବା ....🙏🙏🙏🙏🙏🙏🙏🙏

    • @p.pnayak6238
      @p.pnayak6238 4 месяца назад +1

      Odisha Basi Ekathi hoi BJP Ku ta anichanti , Sethipaiin BJP Odisha re Bahumata pai Sarkar gathhan Karibaku jauchhi... Apana kahaku dakuchhanti puni Nabeen nku aniba paiin😊 Sabu Maya re Baya..😂😂

  • @KumaraSahu-ns7sh
    @KumaraSahu-ns7sh 4 месяца назад +2

    ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ

  • @diptiranjanbehera3511
    @diptiranjanbehera3511 4 месяца назад +10

    ଆମର ନବୀନ ଦରକାର 🚩🚩

  • @jayaprakashdash6918
    @jayaprakashdash6918 4 месяца назад +1

    ବିଜେପି ଦଳର ବହୁ ବିଧାୟକ ନିର୍ବାଚିତ ସୋଇଥିବା ବେଳେ କେତେକ ପାଗଳା ନବିନ ପଟ୍ଟନାୟକ ମୂଖ୍ୟମନ୍ତ୍ରୀ ହେବେ ବୋଲି ପ୍ରଳାପ କରୁଥିଲେ,

  • @sujitnayak4600
    @sujitnayak4600 4 месяца назад +82

    Band haba darkar naveen ku hareiba Mane ama sahita hairana haba darkar

  • @GhasiramMajhi-d8e
    @GhasiramMajhi-d8e 4 месяца назад +9

    ନବୀନ ହିଁ ଆମ ଓଡିଶାରେ ଦରକାର

  • @NReina92
    @NReina92 4 месяца назад +3

    Amara mukhya mantri nabin Babu
    Please 🙏

  • @BKRanjanBehera
    @BKRanjanBehera 4 месяца назад +2

    Om shanti yes Naveen patnayak b j p
    Cm

  • @PrashantNayak-yv4du
    @PrashantNayak-yv4du 4 месяца назад +13

    Navin babu asiba hin darkar 🙏

  • @sarojinisarojinl4100
    @sarojinisarojinl4100 4 месяца назад +1

    Bahut bhala Heba sir Navin sir cm hele❤❤❤❤❤❤

  • @SagarBehera-s1d
    @SagarBehera-s1d 4 месяца назад +5

    Nabin sir cm karajau

  • @srikrishna12311
    @srikrishna12311 4 месяца назад +1

    ଗୋଟିଏ ବି ଲୋକ ପ୍ରିୟ ଯୋଜନା ବନ୍ଦ କଲେ ଭଲ କି ନାମ ନବ।5 ବର୍ଷ ଶାସନରେ ରହିବା ସ୍ୱପ୍ନ ହୋଇ ରହି ଯିବ।

  • @Rolex77077
    @Rolex77077 4 месяца назад +5

    We want Naveen that's it 🙄 (Odisha wale bahuta bada bhul karidele 👀😖💔💔💔💔)

  • @subratkhuntia9586
    @subratkhuntia9586 4 месяца назад +2

    ନବୀନ ଙ୍କୁ ମୂକ୍ଷମନ୍ତ୍ରୀ କରିବା କଥା ଚିନ୍ତା କରନ୍ତୁ ନାହିଁ କାରଣ ସେ ମୁକ୍ଷମନ୍ତ୍ରି ହେଲେ ପୁଣି ସେଇ ଦୁଃଖ । ସେ ଆସିଲେ ପୁଣି ସେଇ ଦୁଇ ଲକ୍ଷ୍ୟ ର କାମଟା ଆଠ ଲକ୍ଷ କରି ଗାଣ୍ଡୀ ମାରିବେ ଓ ଓଡ଼ିଶା ର ସ୍ତ୍ରୀ ମାନଙ୍କୁ ଦୁବାଇ ନେଇ ପୁରୁଷ ମାନଙ୍କୁ ଗଣ୍ଡିଆ କରିବେ ପରିବର୍ତ୍ତନ ପାଇଁ ଆମେ ଯେଉଁ ଭୋଟ ଦେଇଥିଲୁ ତାହା ବେକାର ହେଇଯିବ । ଆପଣମାନେ ଏଠି ଆଉ ରାଜନୀତି ପଶାନ୍ତୁ ନାହିଁ

  • @PrashantaChandraPanda-lu1fv
    @PrashantaChandraPanda-lu1fv 4 месяца назад +5

    ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ନିଶ୍ଚିତ୍ତ ଭାବେ ଅବିସ୍ମରଣୀୟ ବିରଳ ବ୍ୟକ୍ତିତ୍ୱର ବଳିଷ୍ଠ ରାଜନେତା। କିନ୍ତୁ ଜନତା ଏକ ପରିବର୍ତ୍ତନ ଚାହୁଁ ଥିଲା ବେଳେ, ଏପରି କଲେ ଏହା ଧରି ନିଆ ହେବ ଯେ ବିଜେପି ରେ ଓଡ଼ିଶା ସରକାର ଚଳାଇବାକୁ କେହି ଉପଯୁକ୍ତ ନାହାନ୍ତି। ଦ୍ବିତୀୟତଃ ଦୁର୍ନୀତି, ସ୍ୱେଚ୍ଛାଚାର, ନାରୀ ନିର୍ଯାତନା, ଧର୍ଷଣ ଓ ହତ୍ୟା ଆଦି ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହେବା କଷ୍ଟ। ଜନତା ପ୍ରମାଣ କରିବ ଯେ ବିଜେପି ଓ ବିଜେଡ଼ି ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ଵ। ଏସବୁ କ୍ଷତିରେ ବିଜେପି ତାହା କରିବନାହିଁ।

  • @sidhukumar3846
    @sidhukumar3846 4 месяца назад +2

    Bhai kn kahila ma super 👌👌👌 Naveen Patnaik hebaa darkar

  • @ChandrikaSahu-m6e
    @ChandrikaSahu-m6e 4 месяца назад +42

    Nabin sir cm hoiparibe ki,bhal heba

  • @BenudharMohanty-on2hv
    @BenudharMohanty-on2hv 4 месяца назад +2

    Is it possible Sir please explain so that Odishabasi chiropakuta hebe Jay Jagannath

  • @ChandrikaSahu-m6e
    @ChandrikaSahu-m6e 4 месяца назад +58

    Right sir

  • @pjapanmcrazyboy645
    @pjapanmcrazyboy645 4 месяца назад +1

    ନୂଆ ସରକାର ନୂଆ ମୁଖ୍ୟମନ୍ତ୍ରୀ ହେବ ଏଇଟା ଵା ଅଜଣା ଅଛି, ବେକାର ଜିନିଷ ଛାଡ଼ନ୍ତୁ ନାହିଁ

  • @ThabiraPari
    @ThabiraPari 4 месяца назад +4

    Am odisa nabina sir cm darkar

  • @Actorchinmayvlogs
    @Actorchinmayvlogs 4 месяца назад +2

    ଠିକ୍ ଯେ ହେଲେ Stage ଉପରେ ନବୀନା ଠିଆ ହେଇ ପାରିଲେ ତ , ଯୋଉ ରେଟ୍ ରେ ଥରିଲାଣି କେତେ ଗଳି ପଡିବ Guarantee ନାହିଁ, ତୁ ଶଳାଟି ସରୁ କଥା କହି ଆଉ ଓଡିଶା ବୀସିଂକୁ G ମାରନା ରେ ନାରଣା

  • @padmini-cz3xt
    @padmini-cz3xt 4 месяца назад +7

    Right ସାର୍

  • @kauslyasahoo4809
    @kauslyasahoo4809 4 месяца назад +2

    ନବୀନ sir ଙ୍କୁ ଶେଷ ଥର ପାଇଁ chance ଦିଆଯାଉ

  • @SatapathyMohinee
    @SatapathyMohinee 4 месяца назад +4

    Odisha ra mukhya mantri nabin patanaik huantu jie chahuncha like gote heu😟

  • @nalinidalai5832
    @nalinidalai5832 4 месяца назад +24

    Please🙏 nabin sir nku CM karajai

  • @krushnajena2059
    @krushnajena2059 4 месяца назад +36

    Only amaku Navin sir darkara

  • @sanatanbehera7829
    @sanatanbehera7829 4 месяца назад

    ଆର ଥରକୁ ହାତ ଥୟ. ଯଦି ନବୀନ ମୁଖ୍ୟ ମନ୍ତ୍ରୀ hebe