ବାବୁ ମହଲ: ପିକ୍‌ନିକ୍‌ | Babu Mahal #14: Picnic

Поделиться
HTML-код
  • Опубликовано: 16 дек 2019
  • ଆସିଯାଇଛି ପିକ୍‌ନିକ୍‌ ସିଜିନ। ପିକ୍‌ନିକ୍‌ ଯିବାକୁ ସମସ୍ତେ ହେଲେଣି ସଜବାଜ। ପିକ୍‌ନିକ୍‌ ଯାଇ ଟିକେ ମଜା ମଜଲିସ କରିବାକୁ ସଭିଙ୍କ ଇଚ୍ଛା। ତେବେ ପିକ୍‌ନିକ୍‌ରେ କିଛି ଲୋକ ଆମ ପରିବେଶକୁ ଅପରିଷ୍କାର କରିଥାନ୍ତି। ପିକ୍‌ନିକ୍‌ ସ୍ଥଳୀରେ ପ୍ଲାଷ୍ଟିକ ବସ୍ତୁ ବ୍ୟବହାର କରିବା ସହ ତାକୁ ଏଣେ ତେଣେ ଫୋଫାଡ଼ିଥାନ୍ତି। ପ୍ରାକୃତିକ ମନଲୋଭା ପରିବେଶକୁ ବ୍ୟବହାର ଉପଯୋଗୀ ରଖିବା ସଭିଙ୍କ କର୍ତ୍ତବ୍ୟ। ସଚେତନତାର ବାର୍ତ୍ତା ସହିତ ଏଥର ‘ବାବୁମହଲ’ରେ ପ୍ରସଙ୍ଗ ରହିଛି 'ପିକ୍‌ନିକ୍‌'।
    ଏହି ଆନିମେଶନ ଭିଡ଼ିଓଟିକୁ ସମ୍ପୂର୍ଣ୍ଣ ଦେଖନ୍ତୁ ଏବଂ ନିଜ ମତାମତ କମେଣ୍ଟବକ୍ସରେ ଲେଖନ୍ତୁ।
    Babu Mahal #14: Picnic ( A funny odia animated cartoon web series from Dharitri Live )
    This video is not allowed for reuse/ redistribution in any form and manner on any source. Copyright owner : Dharitri Live
    Also Watch:
    👉 Special Episodes : • Special Videos
    👉 'Fun with Public' all episodes: • Fun With Public | ଫନ୍ ...
    👉 Babu Mahal - Cartoon animation web series: • Babu Mahal | ବାବୁ ମହଲ
    👉 Health Tips: • Health Tips | ହେଲ୍‌ଥ୍‌...
    👉 Smart City Specials | ସ୍ମାର୍ଟ୍‌ ସିଟି ସ୍ପେଶାଲ୍ସ୍‍ : • Delicious momos in Bhu...
    👉 Man Mijaj | ମନ ମିଜାଜ : • Man Mijaj | ମନ ମିଜାଜ |...
    For more updates please visit us:
    👉 Website: www.dharitri.com
    👉 Facebook: / dharitrinews
    👉 Twitter: / dharitrilive1
    👉 RUclips: / dharitrilive
    #BabuMahal #Picnic #DharitriLive #Odisha #OdiaCartoons #Animation #Cartoon #Comedy #AnimatedComedy #Dharitri #CartoonVideo #Cartoons #FunnyCartoons #SaniaComedy #SaniaCartoon #PintuComedy #ବାବୁମହଲ #ପିକ୍‌ନିକ୍‌
  • КиноКино

Комментарии • 1,7 тыс.