ଭୀମ/ଗୁରୁ/ଓ/ସ୍ୟାମଘନ/ଗୁରୁ/ଭଗବାନ/ଗୁରୁ/ଅବିଭକ୍ତ କୋରାପୁଟ/ଜିଲ୍ଲାର/କିଛି)ହାଲ ଚାଲଦର୍ଶକ_PCN_koraputia
HTML-код
- Опубликовано: 10 фев 2025
- ଭୀମ ଗୁରୁ ଓ ସ୍ୟାମଘନ ଗୁରୁ, ଭଗବାନ ଗୁରୁ ଅବିଭକ୍ତ କୋରାପୁଟ ଜିଲ୍ଲାର ନାଟ୍ୟ ଗୁରୁ କଳାକାର ମାନଙ୍କର କିଛି ହାଲ ଚାଲ ଓ ତାଙ୍କର କିଛି ଭବିଷ୍ୟତର କାହାଣୀ ବିଜ୍ଞାନ ଲକ ଳଚକୁ ଆଣିଛନ୍ତି ଏହି ନବରଙ୍ଗପୁର ଜିଲ୍ଲା ର ନାଟ ଗୁରୁ କଳାକାର ମାନଙ୍କର କିଛି କଥା କିଛି ଗୀତ ମାଧ୍ୟମ ରେ ଆପଣଙ୍କୁ ଦେଖାଉଛୁ#ଦର୍ଶକ_PCN_koraputia_ବନ୍ଦୁକୋପୁଟିଆPcn#PCN_Koraputia ଆମ ଚୈନାଲ Pcn Koraputia ୟୁଟ୍ୟୁବରେ କେବଳ ନାଟଗୁରୁ ମାନଙ୍କର ଗୀତ ପାଇ ପାରିବେ ଦର୍ଶକ ବନ୍ଦୁ , କୋରାପୁଟ ଜିଲ୍ଲାର ନାଟ ଗୁରୁ, ମାଲକାନଗିରି ଜିଲ୍ଲାର ନାଟ୍ୟ ଗୁରୁ,
କଳାହାଣ୍ଡି ଜିଲ୍ଲାର ନାଟ ଗୁରୁ ,
ନବରଙ୍ଗପୁର ଜିଲ୍ଲାର ନାଟଗୁରୁ, ଆମେ ଦେଖାଇ ଥାଉ ଅବିଭକ୍ତ କୋରାପୁଟ ଜିଲ୍ଲାର ଗୁରୁ ମାନଙ୍କୁ ଛଟରୁ ବଡ଼ କଳାକାର ନାଟ ଗୁରୁ କଳାକାର ମାନଙ୍କର ଦେଖନ୍ତୁ ଫ୍ରେସ୍ ଭିଡିଓ ଓ ଗୀତ ସମସ୍ତ କଳାକାର ମାନଙ୍କର ଦର୍ଶକ,ଅବିଭକ୍ତ କୋରାପୁଟ ଜିଲ୍ଲାର ନାଟ୍ୟ ଗୁରୁ ମାନଙ୍କର ବିଭିନ୍ନ ପ୍ରକାରର ନାଟକ ଗୁଡ଼ିକର ଗାୟକ ମାନଙ୍କର ଗୀତ ଆମେ , ଦେଖାଉ#PCN_koraputia_ନାଟଗୁରୁ
ବହୁତ ସୁନ୍ଦର ଭାବରେ ଗୀତ ଗାଆନ୍ତି ଆମ ନାଟ ଗୁରୁ କଳାକାର ମାନେ , ଅବିଭକ୍ତ କୋରାପୁଟ ଜିଲ୍ଲାର ନାଟକ, #Pcn_koraputia_ପୈାରାଣିକ_ନାଟକ /
#Pcn_koraputia_କାଳ୍ପନିକ_ନାଟକ /
#Pcn_koraputia_ସାମାଜିକ_ନାଟକ /
#PCN_koraputia_ନାଟଗୁରୁ /
#Pcn_koraputia_କଳାକାର_ଗୀତ /
#PCN_koraputia /