Sambalpur News: ସମ୍ବଲପୁରନେ ଜୋର୍ ଧରିଛେ ପ୍ରଣବଙ୍କର୍ ପ୍ରଚାର୍... କାମ୍ କଥା କହି ମାଗୁଛନ୍ ଭୋଟ୍...
HTML-код
- Опубликовано: 24 янв 2025
- ବଜାଗଜା ବଜେଇକିନା ତାଙ୍କୁ ଲୋକମାନେ ସ୍ୱାଗତ୍ କରଲେ । ଆର ଜୟ ମା’ ସମଲେଇ କହିକିନା ନିଜର ଭାଷଣ ମୁଲ୍ କରଲେ ସମ୍ବଲପୁର ଲୋକସଭା ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ । ପାଖେ ତାଙ୍କର ଥିଲେ ସମ୍ବଲପୁର ବିଧାନସଭା ପ୍ରାର୍ଥୀ ରୋହିତ ପୂଝାରୀ । ସବୁ ସଭାନେ ଦେଖବାରକେ ମିଲିଥିଲା ବବିଙ୍କର କ୍ରେଜ୍ । ଶହ ଶହ ଲୁଙ୍କର ଭିଡ଼ ଦେଖବାରକେ ମିଲିଥିଲା । ମୁଖ୍ୟମନ୍ତ୍ରୀ କାମରେ କରିକିନା ଦେଖାସନ୍ । ହେଲେ ଧର୍ମେନ୍ଦ୍ର ପ୍ରଧାନ ଖାଲି କଥା କହସନ୍ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁବେଲେ ମା’ମାନଙ୍କର ସାଙ୍ଗେ ଅଛନ୍ । ହେଲେ ବିରୋଧୀ ନେତା ସେଟା ସହି ନାଇଁ ପାରବାର । ସେଥିର ଲାଗି ମିଶନ ଶକ୍ତି ବନ୍ଦ କରବାର ଲାଗି ଚେଷ୍ଟା କରୁଛନ୍ । ଇତା’ର ଜବାବ୍ ଆଏବାର ଦିନେ ଲୋକମାନେ ଦେବେ ବୋଲି କହିଥିଲେ ସମ୍ବଲପୁର ଲୋକସଭା ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ । ସମ୍ବଲପୁରନେ ବଢୁଛେ ବିଜେଡିର ବଲ୍ । ଚାଲିଛେ ମାରଥନ୍ ପ୍ରଚାର । ଭିନ୍ଭିନ୍ ଲୁକଙ୍କର ସାଙ୍ଗେ ଭେଟିକିନା ତାଙ୍କର ସମସ୍ୟାର କେନ୍ତା ସମାଧାନ କରାଯିବା ସେ ନେଇକିନା ଆଲୋଚନା କରୁଛନ୍ ବବି । ରାଜ୍ୟ ସରକାରଙ୍କର ଉନ୍ନୟନମୂଲକ ଯୋଜନା ଆର ନବୀନ ପଟ୍ଟନାୟକଙ୍କର କାମ କରବାର ପ୍ରତିବଦ୍ଧତା ଦେଖିକିନା ଲୋକମାନେ ବିଜେଡ଼ିନେ ସାମିଲ ହେଉଥିବାର ଦେଖବାରକେ ମିଲୁଛେ ।
For more such updates, please Like, Comment, and Share our videos and Subscribe to our RUclips channel.
Contacts:-
Mail- pahara24x7@gmail.com
Facebook- / paharaa24x7
RUclips- / paharaa24x7
Instagram- / paharaa24x7
Twitter- / paharaa24x7
WhatsApp- 7205661076
Website- www.paharaa.com/
Thanks & Regards
www.Paharaa.com
#Sambalpur #Odisha #PranabPrakasDas #NaveenPatnaik #BJD #GeneralElection2024
#Odisha #Paharaa
ବିଜେପି ବିଜେପିବିଜପିବିଜପିବିଜପିବିଜେପି
ଜୟ ଶ୍ରୀ ରାମ
ବବି ଶହେ ଶହେ ରେ ଜିତିବ ❤❤❤❤❤❤🎉🎉🎉🎉🎉🎉🎉
Sapan thi
😁😁😅😂😂
Lol
Swapna re jitiba kintu bastava re nuhen
Babby babu,,,, rohita babu win,,,, jay. Nahin,,,,,
Tui vote debu vel bo
Dharmendra Pradhan Jindabad.Jai Shree Ram.
ବିଜେପି ଜିତିବ
Bjd record odisha in sambalpur again joy
Booby Bhai is a good person
Very good
Only bjp 🚩....jay koshal
Dia vote . Janba pare. Hete dinu kana karichhan sambhal lagi . Purba odisa re devlopment dekha au sambalpur ra development Deka. Sabu bele ame pache hi rahema.
💚💚💚💚💚
ମୋଦୀ କେ ଧର୍ମେନ୍ଦ୍ର କହେବେ?ସେ ତ ମୋଦୀକେ ଡରବେ।ଆମର ଦାବୀ ପ୍ରଣବ ଦାସ୍ ଜୋର୍ କରି କହି ପାରବେ।
Traffic kaam kie karba, se
Aajira Naara mu Odia Naveen mo murabi 🙏 mo chinha jodi sankha💚💚💚💚💚💚
Hete dinu khai sui thile . Sabu bele amku pache rakhichhan. Khali samlei mandir ta banei dei ki lolypop dei deichhan . Nije compair kara katkia Manku besi dekhsan ki sambalpuria ke besi dekhsan kuha
Please, Change government. Congress/BJP no matter in odisha... .
BJP
Sambalpure munush nai thai katkia raj chalba
Hnn chaliba
Bjp
Only Naveen babu ❤❤ only BJD
ବିଜେପି ବାଲେ କହ ପ୍ରଣବ ଯାହା ସବୁ କହେଲେ ସତ କି ନାଇଁ? ନବୀନ ମାନେ ଭଦ୍ର,ନମ୍ର, ସମ୍ମାନାସ୍ପଦ
BJD jitbo
Ethara bjp win bjp win bjp win bjp win bjp win bjp win bjp win
Jai Bjd
Jay Naveen
Have u gone insane..Mrs. Pallavi hota!! How much u paid for this channel..Please focus on Farmers of Western Odisha.. They are living very miserable life.. They didn't got the right amount of price for their paddy..
ଏ ଅଶୋକ ଦାସର ପୁତ୍ର ନା ତାମିଲନାଡୁର ପୁତ୍ର
Only BJD
Bjd
Bjd jindabad
Au thare bjd ke vote dia 1 no heba garibire. Jay koshal.
Jay baby Bhai
Jay bjd
ମଦ ଭାଟି ଖୁଲବା କଟକିଆ ବବି ଇଥର Bjp କେ ଭୋଟ ଡେମା ଜୟକୋଶଳ
Ba
jitiba
ମଦଭାଟିରଡିପଳ୍ମମେଡହେଇଛେପଞ୍ଚିମୱଡିଶାରେଯୟକୋଶଳ
Modi sabuthire tax .aakaashachhuyan rate .so. no vote bjp odishare
Centre jete tax nauchhhe ,state bi hetki .but state bi ta nai kamabar...
Choro ku vote deanahi
Jai koshal katkia hata o odisa baja o
Bjd aru bjp wale kana local neta nei paile kain sabu bahar candidate
Katha bahut kahuchhi kama jetiki heini
Eie dharmendra Pradhan nuhan jie Khali bhasana kahib Babi agge kama Kariba tapare katha kahiba
Tamilnadu sarkar darkar naina..
Bargarh asi kari dekhu tumar pandu aou nabin kenta mad badba j
Bjd must win
E ସରକାର ଚାଷୀ k 100 ଟଙ୍କା ବୋନସ ଦେମି କହି ଥିଲା....କେତେ ଦେଲ ବୋ କଟକୀୟl ସରକାର.. ଫେର ଲାଇନ ଫ୍ରି ଦେମୂ ବଳି ମଗୀହେ କାହା k ଠକୁ ଛ ବୋ... ଭକୁଆ ବନାଉଛ ନାଇ...BJD ହଟାଆ କୋଶଳ ମାଟି ମୁକଳl
Jay baby
Bjp 💐
Sabu ultia heba..
Modi galua Khali bhasan only bjd
Naveen ta teki dauchi ....change drkr Tamil sasan chalibani ethara
No vote for bjd
Rip boby Das political career...
Pahara nai eta Puhuria channel...
Madi chalo
ghata kar ba
BJP