ଯଶିପୁର ପୋଲିସର ବଡ ସଫଳତା ଗଞ୍ଜେଇ ଭର୍ତ୍ତି ଗାଡ଼ି ଜବତ,୩ ଗିରଫ | ASPN News

Поделиться
HTML-код
  • Опубликовано: 6 сен 2024
  • ଯଶିପୁର ପୋଲିସକୁ ମିଳିଛି ବଡ଼ ସଫଳତା , ଗଞ୍ଜେଇ ଭର୍ତ୍ତି ଗାଡ଼ି ଜବତ,୩ ଗଞ୍ଜେଇ ମାଫିଆ ଗିରଫ, କିଛି ଦିନ ବ୍ୟବଧାନରେ ପୁଣି ଗଞ୍ଜେଇ ଚୋରା ଚାଲାଣ ହେଉଥିବା ଖବର ପାଇ ଗଞ୍ଜେଇ ମାଫିଆଙ୍କୁ ଗଡ଼େଇ ଗଡ଼େଇ ଧରିଛି ଯଶିପୁର ପୋଲିସ, ଆଜି ସକାଳୁ କଟକ ଜିଲ୍ଲା ବଡ଼ମ୍ବା କୋଷିକିଆରି ଅଞ୍ଚଳରୁ ମୟୂରଭଞ୍ଜ ଜିଲ୍ଲା ବିଶୋଇ ଅଞ୍ଚଳକୁ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ଖବର ପାଇ ୪୯ ନଂ ଜାତୀୟ ରାଜପଥ କଡ଼ରେ ଯଶିପୁର ପୋଲିସ ଛକି ବସିଥିଲା, ହଠାତ୍ ପୋଲିସ୍ କୁ ଦେଖି ମାଫିଆ ମାନେ ଗାଡ଼ି ବୁଲାଇ ଯଶିପୁର ଥାନା ଅଙ୍ଗାରପଦା ଗାଆଁ ରାସ୍ତାରେ ପଶିଯାଇ ଫେରାର ହେବାକୁ ଉଦ୍ୟମ କରୁଥିବା ବେଳେ ଯଶିପୁର ପୋଲିସ ଗଡ଼େଇ ଗଡ଼େଇ ସେମାନଙ୍କୁ ମସିଣାବିଲା ଗାଁ ମୁଣ୍ଡରେ ଧରିବାରେ ସଫଳ ହୋଇଛି , ସେମାନଙ୍କ ଠାରୁ ୨ଟି ଗାଡ଼ି ଓ ୧ କ୍ୟୁଣ୍ଟାଲ ରୁ ଉର୍ଦ୍ଧ ଗଞ୍ଜେଇ ଜବତ କରିଛି।
    #mayurbhanj #aspnnews #karanjia #jashipur
    Advance system for public News
    This is an Official Channel of ASPN NEWS Channel.
    Odisha's Most Growing Digital News web Portal...
    This is one of the leading Digital News Platforms of the Odisha & is Coming up with various Objectives and Issues of Human intrests since last 3 year.
    ASPN NEWS delivers reliable information across including Television, Internet, Newspaper
    A news channel for the People.
    Not Owned by any Politician, Businessman or any other's.
    A Digital news Channel of True Journalists..
    Subscribe our Channel / aspn news to get latest news and Updates.
    Please follow up page facebok.com/Aspn news to watch Social issues, Special Story, Political issues with the latest videos added every hour.
    Please visit our website www.aspnnews.in, www.aspnnews.live for latests Opinion and Detailed news coverage.

Комментарии •