ଚୀନ୍ ଟାର୍ଗେଟରେ ରହିପାରେ ଓଡ଼ିଶାର ଏପିଜେ ଅବଦୁଲ କଲାମ ଦ୍ବୀପ । NandighoshaTV

Поделиться
HTML-код
  • Опубликовано: 31 янв 2025

Комментарии •

  • @akshayasahu1858
    @akshayasahu1858 2 года назад +79

    ରାବଣ ସବୁବେଳେ ରାବଣ, ଯେତେ ସାହାଯ୍ୟ କଲେବି ଆସୁରୀ ପ୍ରବୁତି ଯିବ ନାହିଁ।
    କିନ୍ତୁ ଆମର ସୈନ୍ୟ ମାନଙ୍କୁ ସଦା ସର୍ବଦା ଆର୍ଲଟ ରହିବା ଦରକାର। ଜୟ ହିନ୍ଦ୍

  • @kishorekumarcreative
    @kishorekumarcreative 2 года назад +142

    ମିଛ ନୁହଁ ଭାରତ ସରକାର ଏବଂ ରାଜ୍ଯ ସରକାର, ସମୁଦ୍ର ତଟ ଥାନ ସମ୍ପୂର୍ଣ୍ଣ ସତର୍କ ହେବା ଜରୁରୀ, ବେଖାତିର କରିବା ଉଚିତ୍ ନୁହଁ🇮🇳🇮🇳🇮🇳🇮🇳🇮🇳🇮🇳🇮🇳

  • @rishikesh4340
    @rishikesh4340 2 года назад +92

    ଏଭଳି ସମୟରେ ଶ୍ରୀଲଙ୍କାକୁ ଆହୁରି, ଗହମ, ଚାଉଳ, ତେଲ ଏବଂ ଅନ୍ୟାନ୍ୟ ଚଳନିୟ ଖାଦ୍ୟ ସାମଗ୍ରୀ ଭାରତ ସରକାରଙ୍କ ତରଫରୁ ଦିଆଯାଉ ଯେମିତି ଏସବୁ ର ସୁବିଧା ଶ୍ରୀଲଙ୍କା ପାଇ ଚୀନ କୁ ସାହାଯ୍ୟ କରିବ ।

    • @lipunnaik5164
      @lipunnaik5164 2 года назад +4

      ସେଥିପାଇଁ ତ ଅନ୍ଧଭକ୍ତ ମାନେ କୁହନ୍ତି.. ମୋଦି ହେ ତ ମୁମକିନ ହେ....

    • @manoranjanmartha24
      @manoranjanmartha24 2 года назад +1

      Are bhai India pressure kala pare srilanka Mana karisarilani China jahaj ku

  • @biswajitmahakud1360
    @biswajitmahakud1360 2 года назад +2

    ଚାଇନାକୁବିସଶ୍ବାସନାହିନ ସତର୍କ ରହିବା ଉଚିତ୍ ଭାରତ୍‌ମାତାକୀ ଜେ 🇮🇳🇮🇳🇮🇳🇮🇳🇮🇳

  • @rajeshkumarnayak1057
    @rajeshkumarnayak1057 2 года назад +12

    ସେ ଶଳା ଚାଇନା....ଆମ ଦେଶର ଥିବା ମୋ ଭଳିଆ ଲକ୍ଷ୍ୟ ଲକ୍ଷ୍ୟ ହତାଶିଆ,ଦେଶପ୍ରେମୀ ଟୋକା ମାନଙ୍କୁ ସରକାର ଯଦି ଥରେ ସୁଯୋଗ ଦିଅନ୍ତେ, ଚାଇନା ଆଉ ସେ ଭିଖାରି ପାକିସ୍ତାନ କୁ ସମୂଳେ ସମାପ୍ତ କରି ଆମେ ସେଠି ଶୌଚାଳୟ ବନାନ୍ତେ II
    Jay Hind 🇮🇳🇮🇳

  • @mrpabitrakumar7729
    @mrpabitrakumar7729 2 года назад +16

    ଶ୍ରୀଲଙ୍କା ହାରାମି ଅଛି ବହୁତ

  • @anantakumar5936
    @anantakumar5936 2 года назад +1

    ଜାହାଜ ଆଉ ଆସିବନି,,

  • @padmalochansethy4055
    @padmalochansethy4055 2 года назад +2

    ସତରେ ହାହୁରି ଆମ ଭାରତ ର କିଛି ଗ୍ୟାନ ଵଳର ଅସ୍ତ୍ରଶସ୍ତ୍ର
    ଦରକାର ହେଉଛି🇮🇳

  • @Adishakti-369
    @Adishakti-369 2 года назад +1

    ନମକ ହାରାମ୍ ଶ୍ରୀଲଙ୍କା

  • @gagerangafamily7728
    @gagerangafamily7728 2 года назад +44

    ଏଇଟା actually ସତ ଘଟଣା, ବସଙ୍ଗପସଗାର ଦେଇ ଆସି ପାରନ୍ତି ଏଇଥିପାଇଁ ରାଜ୍ୟ ସରକାର ଓ କେନ୍ଦ୍ର ସରକାର ପ୍ଲାଟୁନ ଫୋର୍ସକୁ ବଡେଇ କଥା ।

  • @tapasyoutubevideos446
    @tapasyoutubevideos446 2 года назад +2

    ମାଳିକା ରେ ଯାହା ଲେଖା ହେଇଛି ତାହା ହେଉଛି (ଜୟ ଜଗନ୍ନାଥ)🙏🏼🙏🏼😔😔🥺🥺

  • @papukumar8593
    @papukumar8593 2 года назад +1

    Jay jagantha

  • @khirodkumarchhualsingh4093
    @khirodkumarchhualsingh4093 2 года назад +64

    ଶ୍ରୀଲଙ୍କା ଭାରତ ର ମିତ୍ର ନୁହଁ(malika barnita)

  • @surajKumar-li9sh
    @surajKumar-li9sh 2 года назад +13

    ଚୀନ ର ଟାର୍ଗେଟ ହଉଚି ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ର

  • @rajvideo8699
    @rajvideo8699 2 года назад +43

    S 400 ମିଶାଇଲ difference system ଓଡିଶା ର ଅବଦୁଲ କଲାମ ଦୀପ ରେ active କରିବା କଥା

    • @rajvideo8699
      @rajvideo8699 2 года назад +1

      Tue gute hm he boli henta katha kahu chhu

  • @rismanadharua9165
    @rismanadharua9165 2 года назад +6

    କିଛି ଚିନ୍ତା ନାଇ ନବୀନ ବୁଢ଼ା ତ ଚାଇନା ସରକାର ର ପରମ ମିତ୍ର

  • @bikashjethy5633
    @bikashjethy5633 2 года назад

    Sher always Sher 🔥
    My India 🥰
    Love uh ❤️

  • @liteshkumar2496
    @liteshkumar2496 2 года назад +2

    Malika katha mane padi jaauchi
    Jai shi Achyuta🙏
    Jai Jagannath🙏
    Odisha ku ghanta ghodei rakhitha🙏

  • @SouravKumar-xd7yg
    @SouravKumar-xd7yg 2 года назад +1

    Yes take care odisha 😫😫😫😫

  • @susantabehera5763
    @susantabehera5763 2 года назад +3

    ସର୍ପକୁ କୁ ଯତେ କ୍ଷୀର ଅଜାଡ଼ି ଦେଲେ ମଧ୍ୟ ସେତା ଫନ୍ ପଣ chhhadeni ,ତଥାପି ଆମ ଦେଶର ସୈନିକ ସଜାଗ ରହିବାକୁ ପଡ଼ିବ , ଜୟ ଜଗନ୍ନାଥ ଜୟ ହିନ୍ଦ୍

  • @DirtyPolitics365
    @DirtyPolitics365 2 года назад +3

    ନଦିଘୋଷ ନଳୀରୁ ସମ୍ବାଦ

  • @dhane139
    @dhane139 2 года назад +1

    ନନ୍ଦି ଘୋଷ ଟିଭି କୁ ଆଗ ମାରିବ

  • @listenme4261
    @listenme4261 2 года назад +5

    ମାଳିକା ଵଚନ ସତ ହୋଇବ ।ବାଇଶି ପାହାଚ ମୀନ ଖେଳିବ

  • @deepakkumarbadanayak2289
    @deepakkumarbadanayak2289 2 года назад +22

    ଆଉ odisha Target re overall China country rohibo, Jay Jagannath

  • @djtukubabu7572
    @djtukubabu7572 2 года назад +2

    ଶ୍ରୀଲଙ୍କା କୁ କେବେ ବି ଭାରତ ଆର୍ଥିକ ସାହାଯ୍ୟ କରିବା କଥା ନୁହେଁ

  • @manojbarla3810
    @manojbarla3810 2 года назад +1

    Jay Bharat

  • @soumyabishal
    @soumyabishal 2 года назад +5

    ଶ୍ରୀଲଙ୍କା ଏତେ ହନ୍ତ ସନ୍ତ ହେଲା ପରେବି ଚିନ କୁ ସପୋର୍ଟ କରୁଛି। ବିନାଶ କାଳେ ବିପରୀତ ବୁଦ୍ଧି 🤦

  • @lipun8117
    @lipun8117 2 года назад

    ଠିକ ଏହି ସମୟ ଵା ସୁଯୋଗ ରେ ଚାଇନା କୁ ଉଡେଇ ଦବା କଥା 🇮🇳

  • @deepakpal5432
    @deepakpal5432 2 года назад +1

    Jay Jagannath

  • @mrganulolodia1491
    @mrganulolodia1491 2 года назад +1

    ବେଧ ପିଲା ଚୀନ ଆଉ ପାକିସ୍ତାନ ଙ୍କୁ ଭରସା ନାହିଁ...

  • @shaktikumar1368
    @shaktikumar1368 2 года назад

    ଚୀନ କେବେ ଭାରତକୁ ଡରେନା ଆମେ ଦେଖିଛୁ ଆଉ ଦେଖୁଛୁ....
    କେତେ ଶକ୍ତିଶାଳୀ ଆମ ଦେଶ ....

  • @Nabaghana7953
    @Nabaghana7953 2 года назад +1

    Welcome welcome

  • @dilipnayak8431
    @dilipnayak8431 2 года назад +3

    Be Alreat..... 👍
    Jai jaban 🙏

  • @sanatanpatra5756
    @sanatanpatra5756 Год назад

    ଶ୍ରୀ ଲଙ୍କା କୁ ଆଗ ସଫାକର

  • @Vastupratikar
    @Vastupratikar 2 года назад

    ଅଚ୍ୟୁତ ସରଣଙ୍

  • @hemantnayak5234
    @hemantnayak5234 2 года назад

    ଶ୍ରୀ ଲଙ୍କା କୁ ଏ ସମୟରେ ସାହାଜ୍ଯ କରିବା କଥା ନୁହେଁ

  • @umakantbag4800
    @umakantbag4800 2 года назад +6

    ସେମାନେ attack' କଲେ ଆମେ କଣ ଆଖି ବୁଜି ଦେଖୁଥିବା କି? Be careful 🙏🙏🙏

  • @narayanpradhan6350
    @narayanpradhan6350 2 года назад +2

    Jai hind jai bharat❤️❤️❤️🙏🙏🙏jai ho

  • @luckythegamer1968
    @luckythegamer1968 2 года назад

    ମୋଦି ସରକାର ସତର୍କ ରୁହନ୍ତୁ ।

  • @frifiregamelover9957
    @frifiregamelover9957 2 года назад +4

    Malika jaha kahithila sata hauchi 🤦🤦🤭😊but war hele India 🇮🇳 hin jitiba 🙏🙏jai sri ram

  • @samanwayamohanty6968
    @samanwayamohanty6968 2 года назад +2

    Odisha ku akhi pakeile... Prabhu jagannath taku jali debe.

  • @ranjeetnayak1702
    @ranjeetnayak1702 2 года назад +5

    ଭାରତ ଏଥିରେ କଉଠୁ ଆସିଲା

  • @SujitSabar170
    @SujitSabar170 2 года назад

    Jay Jagannatha 🙏🙏🙏

  • @koyaturculture3999
    @koyaturculture3999 2 года назад +2

    ସସୁରା ଖାନ୍ ସାର୍ ଅଛନ୍ତି, ଚୀନ୍ କିଛି ଉକାଢୀ ପାରୀବନି,

  • @dhamalbandparty3608
    @dhamalbandparty3608 2 года назад +1

    ସତରେ ଚୀନ୍ ରୁ ଆମେ ଦୁର୍ବଳ କି,ଯଦି ଦୁର୍ବଳ ତେବେ ଷ୍ଟ୍ରଙ୍ଗ ହୋଇପାରୁନି କାହିଁକି, ଯଦି ସବଳ ତେବେ ଚୀନ୍ କୁ କୌଣସି ପକ୍ଷରେ ବି ତାକୁ ଛାଡ଼ିବା କଥା ନାହିଁ, ଯଦି ଆମର 1କ୍ଷତି କଲେ ତାର ଆମେ 2 କ୍ଷତି କରିବା କଥା

  • @a.mgammer8706
    @a.mgammer8706 2 года назад

    ଚୀନ ର ଜାହାଜ ଶ୍ରୀଲଙ୍କା ଆସିବନି khan sir ତା ଉପରେ ପୂରା video ବନେଇ ସାରିଲେଣୀ

  • @Poeticheart493
    @Poeticheart493 2 года назад +1

    Waiting for Khan sir video.....

  • @studybandhana4900
    @studybandhana4900 2 года назад

    Modi ji jindabad

  • @shaktikumar1368
    @shaktikumar1368 2 года назад

    ହମ କଣ୍ ହେଇଗଲା ସେଇଠୁ ଆମର ଜଗନ୍ନାଥ ଅଛି ନା...😃😄
    ଆମ ଦେଶ କହୁଥିଲା ଶ୍ରୀଲଙ୍କା ଆମର, ଆରେ ଭାରତ ହେଉଛି ଏକ ଅନ୍ଧବିଶ୍ୱାସ ମୂର୍ଖ ଦେଶ...
    ଇଣ୍ଡିଆର ମନ୍ଦିର ମସଜିଦ ଦରକାର୍ ଟେ୍ନୋଲୋଜୀ ଦରକାର୍ ନାହିଁ....

  • @manasranjanmohanty5832
    @manasranjanmohanty5832 2 года назад +8

    ଟୁଙ୍ଗୁରୁ ଭୋଳ କୁ ଜାଣିଛ ସିଏ ଯେତେ ବେଳେ missile ମାଡ କରିବ ସେତେ ବେଳେ ଆମେରିକା ବି ଭୟ କରିବ🤣

    • @Aches1234
      @Aches1234 2 года назад

      Aga Tu udijbu 😂😂😂😂

  • @surajkumardas2607
    @surajkumardas2607 2 года назад

    Don't Fear 😨 INDIAN ARMY ❤️❤️❤️🇮🇳❤️🇮🇳❤️ is hear

  • @1234anurudha
    @1234anurudha 2 года назад

    Jay Jagannath 🙏🙏🙏🙏🙏

  • @jayantakumar573
    @jayantakumar573 2 года назад +3

    Ama odishara gote bala banka kariparibani chin karana Jaganath 🙏🏻 achanti ama sathire jay Jaganath 🙏🏻😑🥺

  • @pintu9872
    @pintu9872 2 года назад +1

    ଚୀନ Orissa ର strong room udaeyi ଦବ its already written 700years latter

  • @balramgouda9389
    @balramgouda9389 2 года назад +1

    Kaha ku Jana nahi kintu odisha news ate no 1 re achi je pura bharat ra katha janichnty 😁😁😁😁😁😁

  • @trueindianankit5773
    @trueindianankit5773 2 года назад +2

    ଚୀନ କିଛି kariparibani

  • @dasarathanaik2275
    @dasarathanaik2275 2 года назад

    Jay hind

  • @amentertainment6998
    @amentertainment6998 2 года назад

    Ama sarkarnku anurodha karuchi please please ama desa Ku banchantu 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏

  • @alokkumarpradhan9704
    @alokkumarpradhan9704 2 года назад

    ଶ୍ରୀଲଙ୍କା ରେ ଯେତେକ ଲୋକ ତା ଭିତରୁ ୯୦% ଲୋକ ଭାରି ଖରାପ ତାଙ୍କୁ କୌଣସି ଜିନିଷ ସାହାଯ୍ୟ କରିବା କଥା ନୁହଁ ଇଣ୍ଡିଆ ଠାରୁ ଖାଇବେ ଶଳା ଚାଇନାକୁ ହେଲ୍ପ କରିବେ ଇଣ୍ଡିଆ କୌଣସି ଜିନିଷ ଦେବା କଥା ନୁହଁ.....ଆଉ ଏତେ କିଛି ଆଲୋଚନା କରି ଫାଇଦା ନାହିଁ ଚାଇନା ପକା ହାରାମି ତାର ସବୁ ଆଡ଼ଭାନ୍ସ ଟେକ୍ନୋଲୋଜି ସେ ହାରାମି ସେ ସବୁ ଡାଟା ଆଗ ନେଇଯିବ ଆଉ ଇଣ୍ଡିଆ ଏମିତିକା ମିଡ଼ିଆ ସାମ୍ନାରେ ଡିସ୍କସ କରୁଥିବ.....ତାଠୁ ବେଟର ଆମର ସବୁ କ୍ଷେପଣାସ୍ତ୍ର ଘାଟି କୁ ଆଲଟ ରହିବା ଦରକାର......JAY JAGANNATH 🙏

  • @SKJ-vh8kv6rp9l
    @SKJ-vh8kv6rp9l 2 года назад

    ଚିନ୍ ଟାର୍ ଗେଟ୍ ରେ ନନ୍ଦିଘୋଷ ଟିଭିର ସାଟଲାଇଟ୍

  • @monalipsarout5331
    @monalipsarout5331 2 года назад

    Jay jagarnath. Rakhya kara

  • @shashadharsahoo311
    @shashadharsahoo311 2 года назад +1

    Chaina Bharat ra kichhi kari pariba nanhi

  • @sibaprasadjena1648
    @sibaprasadjena1648 2 года назад

    Wlc chini

  • @gallcreation7225
    @gallcreation7225 2 года назад

    ମାଳିକା କଥା ସତ ହେବ

  • @Mrkpt5991
    @Mrkpt5991 2 года назад +1

    India ଗୋଟେ କେମିତିକା ଦେଶ ଜାଣି ନ କି madam , chance ନାହିଁ Target କରିବା ପାଇଁ

  • @agastikumar074
    @agastikumar074 2 года назад +2

    yuan wang -5 surveillance ship କୁ ଶ୍ରୀଲଙ୍କା humbantota port ରେ 11ରୁ 17ତାରିଖ ଯାଏ ରହିବାକୁ permission ଦେଇ ଥିଲା ରହିବାକୁ କିନ୍ତୁ india କହିବାରୁ cancel କରିଦେଇଛି । chin କୁ ସିଧା ମନା କରି ଦେଇଛି

  • @nkofficial3224
    @nkofficial3224 2 года назад +15

    China ra target Tama media channel upare tk dekhiki

  • @arpitabarik1234
    @arpitabarik1234 2 года назад +1

    ଯାହା କରି ଥିଲା କଂଗ୍ରେସ ଯାହା କରିବ କଂଗ୍ରେସ ଦେଖିବା ବିଜେପି ଖାଲି ଭାସନ୍ ଦୋଉଚି କି ଚାଇନା କୁ ଡରାଇ ରଖୁଛି

  • @comedytadakaroutkuluroutku5673
    @comedytadakaroutkuluroutku5673 2 года назад +1

    Ham logo jay hind jay bharat bolna jante hai

  • @adyasatyayug6848
    @adyasatyayug6848 2 года назад +3

    Definitely target kariba odisha ku, hirakuda dam target

    • @dasbiswajit123
      @dasbiswajit123 2 года назад

      For why ?

    • @adyasatyayug6848
      @adyasatyayug6848 2 года назад

      @@dasbiswajit123 ସେ ଜଗତର ନାଥ ଜଗନ୍ନାଥ ହିଁ ଜାଣନ୍ତି

  • @gauttampradhan1984
    @gauttampradhan1984 2 года назад +4

    Ama Odisha police ready heiki achhanti ...pura helmet checking kala bhalia madi basibe😀😀😀😀

    • @MrT7461
      @MrT7461 2 года назад +1

      Odisha police nka gandire china ra type 003 aircraft carrier pasiba

    • @gauttampradhan1984
      @gauttampradhan1984 2 года назад

      @@MrT7461 tanka gandi re bia re pasiba

  • @pintu9872
    @pintu9872 2 года назад

    Kauthi ଆଉ କୌ ଦିନ ତା ଭି ଲେଖା hae ଛି

  • @muodia2002
    @muodia2002 2 года назад +5

    କୌଣଶୀ ଖବର ପରିବେଶଣ କରିବା ପୂର୍ବ ରୃ ଖବର ଶତ୍ୟା ଶତ୍ୟ ଉପରେ ଧ୍ୟାନ ଦିଅନ୍ତୁ

    • @ashutoshdasofficial8957
      @ashutoshdasofficial8957 2 года назад +2

      apana odia hei odia lekha lekhi upare dhyana diantu

    • @sagarikaartgallery8905
      @sagarikaartgallery8905 2 года назад

      @@ashutoshdasofficial8957 😃

    • @muodia2002
      @muodia2002 2 года назад

      @@ashutoshdasofficial8957 ସତ କହିଲେ ହେଲ ଦୋଶି ତାମିଲ ଏଠି ସେବା ପାଏ ଓଡିଆ ପାଏ ଫାଷୀ

  • @riteshpujhari8881
    @riteshpujhari8881 2 года назад +2

    Sabu bele chin eka target karuthiba na k India kebe karba

  • @silupradhan1139
    @silupradhan1139 2 года назад

    Nic

  • @bapijena820
    @bapijena820 2 года назад +1

    🇮🇳🇮🇳💪💪💪

  • @SunilSahu-zu7np
    @SunilSahu-zu7np 2 года назад

    Nandi ghosh TV kemiti januchi ete bada katha odisha

  • @u.r.v.csportsfitnessentert1568
    @u.r.v.csportsfitnessentert1568 2 года назад +1

    Aga nandighosa tv ku udeiba😂😂😂

  • @dishomkumblu2453
    @dishomkumblu2453 2 года назад +2

    China ro କଲିଜା କେତେ କି kalam ଦ୍ଵୀପ କୁ Attack' କରିବ

  • @mrsantosh903
    @mrsantosh903 2 года назад +1

    Srilanka Ne Use Ane Nehi Dia India Ke Dabab Me

  • @nandakumarsethy3638
    @nandakumarsethy3638 2 года назад +24

    Very soon it's going to happen that China will enter Orissa through coastal area by 2023 which already mentioned in Malika

  • @gajendramajhi3280
    @gajendramajhi3280 2 года назад

    Not wait watch

  • @Manoj_Kumar963
    @Manoj_Kumar963 2 года назад +1

    ♥️♥️♥️♥️

  • @rajasahoo2985
    @rajasahoo2985 2 года назад +1

    Jebe chin odisha ku attack kriba kali juga sesa Heba.🙏malika bachana

  • @durgaprasadpanda3992
    @durgaprasadpanda3992 2 года назад +6

    1961 varata nuhna 2022 Ra varata

  • @gopabandhunayak1895
    @gopabandhunayak1895 2 года назад +5

    India should do heavy deployment in ladakh,Arunachal and Sikkim.it will put pressure on China.on the other hand India should start military exercise in MALACA strate. Quard nation should come to the front.

  • @sibaprasadjena1648
    @sibaprasadjena1648 2 года назад

    Bhala

  • @hariharpani9156
    @hariharpani9156 2 года назад +1

    Thanx for comment to the cornel.

  • @pareshjena3933
    @pareshjena3933 2 года назад +1

    ବାଳ ଚିନ୍ଦେଇବ ଚିନ୍ 🤣🤣

  • @ommprakash5551
    @ommprakash5551 2 года назад

    Soon Indian government occupy Sri Lanka Jay hind Jay Bharat

  • @sachinsahoo1991
    @sachinsahoo1991 2 года назад +1

    Just wait and watch.
    Apeksa Kara dekha kana hauchi.
    Mallika ja kahichi se sabu dhire dhire
    Sata habare lagichi.
    Jay Jagannath prabhu 🙏🙏🙏

  • @somyaranjannayak4648
    @somyaranjannayak4648 2 года назад +2

    Bhai se jani nahanti eta ukrain nuhe je dariki rahiba eta hela India chiri ki rakhi dabe china ko

  • @sibadailyblog
    @sibadailyblog 2 года назад +1

    Varata loka muti dele chin vasi jiba.. I love varat

  • @dillipsahoo4541
    @dillipsahoo4541 2 года назад

    Srilanka ku kounasi sahayata na karantu boli bharata saraka nku anurodh.

  • @educationpoint4044
    @educationpoint4044 2 года назад

    A news kauthuu asila.....

  • @babunabiswal
    @babunabiswal 2 года назад +1

    Chin kn total wold chahile bi kichhi kariparibani india ra karna ama pakhare maha prabhu achhanti jay Jagannath

  • @itsabhi1998
    @itsabhi1998 2 года назад

    Good news guy's , srilanka blocked entry 🚫 of that loaded ship ,

  • @Poeticheart493
    @Poeticheart493 2 года назад +1

    Are.... srilanka mana kari delani.....china be like 😭😭😭😭

  • @krushnamurmu9211
    @krushnamurmu9211 2 года назад

    Ame b target koriba ...

  • @AmitMohanty89
    @AmitMohanty89 2 года назад

    Jaga thila Jaye kehi kichi ukhadi paribeni