ବଡ଼ଦାଣ୍ଡରେ ଭକ୍ତ ଭଗବାନଙ୍କ ଅପୂର୍ବ ମିଳନ.. ରୁଷ ଏବଂ ୟୁକ୍ରେନରୁ ଆସିଥିବା କୃଷ୍ଣଭକ୍ତ ଏକାଠି

Поделиться
HTML-код
  • Опубликовано: 26 окт 2024
  • ବଡ଼ଦାଣ୍ଡରେ ଭକ୍ତ ଭଗବାନଙ୍କ ଅପୂର୍ବ ମିଳନ.. ରୁଷ ଏବଂ ୟୁକ୍ରେନରୁ ଆସିଥିବା କୃଷ୍ଣଭକ୍ତ ଏକାଠି #Russia #Ukaraine #ForeignerDevotees #GoudiaMatha #Brundaban #KrishnaDevotees #LordJagannath #RathaJatra2022 #PrameyaNews7 #News7 #OdishaNews
    Prameya News7, is a leading Odia News Channel of Odisha,India. Prameya News7 provides Fair, Unbiased news from Odisha and beyond.
    For latest Odisha News Follow us:
    Website: www.prameyanews...
    RUclips: / prameyanews7odia
    Twitter: / news7odia
    Facebook: / news7odia
    Instagram: / prameyanews7
    Playlists-
    SARPANCHA BABU SABADHAN • SARPANCHA BABU SABADHA...
    Explore Odisha: • Explore Odisha
    Breakfast Odisha: • Breakfast Odisha News7
    Maganna Oligi • Video
    Biswas Abiswas Andhabiswas: • Biswas Abiswas Andhabi...
    Digital Special Stories: • Digital Special Stories
    Daffa | Crime Stories: • Daffa | ଅନ୍ଧବିଶ୍ୱାସ ଅନ...
    Jollywood Jalwa: • ଧଉଳି ହିରୋ ଗୌର ଦାସଙ୍କ ମ...
    Nua Jibana Nua Asha : • Nua Jibana Nua Asha | ...
    No Tension: FUNNY Interviews: • No Tension: Exclusive ...
    Face To Face: • Face To Face

Комментарии • 483

  • @prasannakumar8088
    @prasannakumar8088 2 года назад +193

    ଆହା କି ସୁନ୍ଦର ଦୃଶ୍ୟ ଓଡ଼ିଆ ବୁଝିନି ଓଡିଶା ସଂସ୍କୃତି ବିଦେଶୀ ଆସନ୍ତି ଦର୍ଶନ କରିବେ ଜଗନ୍ନାଥଙ୍କ ନୀତି ଏହା ଠାରୁ ଆଉ କଣ ଖୁସି ଅଛି

  • @bhabanisankardas8641
    @bhabanisankardas8641 2 года назад +172

    ଶତ୍ରୁକୁ ଶତ୍ରୁ ସହ ମିଶାଇ ଦିଅନ୍ତି
    ମିତ୍ରକୁ ମିତ୍ର ଠାରୁ ଦୂରେଇ ନିଅନ୍ତି
    କେବଳ ପରୀକ୍ଷା କରନ୍ତି
    ତେଣୁ ସେ ହେଉଛନ୍ତି ଭାବର ଠାକୁର
    🙏ଜୟ ଜଗନ୍ନାଥ 🙏

    • @muraligouda4058
      @muraligouda4058 2 года назад

      ଜୟ ଜଗନ୍ନାଥ 🙏

    • @manasranjan5950
      @manasranjan5950 2 года назад +1

      @@muraligouda4058 ସବୁ ସେଇ କାଳିଆ
      ର ଖେଳ ।🙏🙏🙏🫂🫂🫂🫂

    • @puspabatikilaka6753
      @puspabatikilaka6753 Год назад

      Jay jagannath 🙏🏾🙏🏾🙏🏾🙏🏾

  • @RAMRAM-yb2go
    @RAMRAM-yb2go 2 года назад +191

    ଫରେନର ମାନଙ୍କ ପାଇଁ ମନ୍ଦିର ଭିତର ଏବଂ ଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ କିଛି ବ୍ଯବସ୍ତା କରନ୍ତୁ।ଯାହାକି ସେମାନଙ୍କ ଭଲ ପାଇବା ଓ ବିଶ୍ବାସକୁ ଆହୁରି ବଢାଇ ଦେବ।
    ହେ ଜଗନ୍ନାଥ ଜଗତପତି ନମୋନମଃ

    • @sp_artworld3380
      @sp_artworld3380 2 года назад +4

      Yes you're right...semti kichhi special rahiba darkar . because semane bahut duraru darsana pain asichanti so tanka pain kichhi swatantra byabasta rahiba nihati darkar Puri re. Request karuchu athi prati Puri prasasan dhyan diantu please 👍👍

    • @prasenjitpal944
      @prasenjitpal944 2 года назад +6

      seithipaiin ta thakur nija singhasana chhadi rathare chadhuchanti...Taa thu bada bybastha aau kn haba !!!

    • @stutikerketta2168
      @stutikerketta2168 2 года назад +1

      Emanku artha /rice bag dei dharmantarita karajainahin ta ??.

    • @RAMRAM-yb2go
      @RAMRAM-yb2go 2 года назад +2

      @@stutikerketta2168 america bhali desara nagarika mananku kie artha deba re bhai.ehata atmabiswasara katha.jay jagannath...cristian nuhen j artha dekhaibu eha heuchhi baishnaba dharma atmabishwas dharma....jay jagannath

    • @RAMRAM-yb2go
      @RAMRAM-yb2go 2 года назад +1

      @@prasenjitpal944 naa bhai aame jeun bhali mandira bhitaraku jai darshan karuchhe semiti semananku b sujuga deba katha na.

  • @padmabati885
    @padmabati885 2 года назад +382

    ବହୁତ ଦୁଃଖ ଲାଗୁଚି ଆମର ଓଡ଼ିଆଙ୍କ ପାଇଁ ବିଦେଶୀ ବୁଝୁଛନ୍ତି ଓଡ଼ିଆ ସଂସ୍କୃତି ଆଉ ଓଡ଼ିଆ ଆପଣେଇ ନେଉଛନ୍ତି ଅପସଂସୃତି..... ଜୟ ଜଗନ୍ନାଥ ଓଡ଼ିଆ ଙ୍କୁ ସଦବୁଦ୍ଧି ଦିଅ. 🙏🙏🙏

    • @igouttampatro6300
      @igouttampatro6300 2 года назад +2

      କଣ କରିବା ମୋ ଭାଇ
      ଦୀପ ତଳ ଅନ୍ଧାର

    • @manasranjan5950
      @manasranjan5950 2 года назад +1

      @@igouttampatro6300 କଣ କରିବା ଗରିବ ରାଜ୍ୟ।☹️😢🙁

    • @ishansahu3527
      @ishansahu3527 2 года назад +2

      "Marana kale biparita budhi" au kan.

    • @sudambisoi4315
      @sudambisoi4315 2 года назад +3

      @@manasranjan5950 Sairam Odisha gariba nuhan gariba hoi thile Pandian jete Anya rajya ra officera achanti kemiti koti koti sampati ra Malika hele bjd ra mantri mla nka katha na kahile bhala kebala niriha janata nka pain gariba

    • @rameshpadhi9111
      @rameshpadhi9111 2 года назад +1

      देखन्तुभाई आमर ओडिशा संस्कृति जगन्नाथ संस्कृति अतिबढिआ साराविस्व जाणे
      एमाने जेतेआसिबे हिन्दु धर्म आपनाइबे
      हिन्दुस्तान स्थान र गर्ब आमे सेमानकुं सन्मानदेबा हिन्दु संख्याजेतेबढिब भविष्य पाईं बोहुत भल
      जय जगन्नाथ संस्कृति

  • @mrniranjan2829
    @mrniranjan2829 2 года назад +50

    ସେମାନେ ବିଦେଶୀ ଲୋକ ହୋଇ ପ୍ରଭୁ ପରଂବ୍ରହ୍ମ ଜଗନ୍ନାଥ ଙ୍କୁ ଚିହିଁ ପାରିଲେ ହେଲେ ଆମର ଓଡିଶା ରାଜ୍ୟରେ ଏପର୍ଯ୍ୟନ୍ତ ଶ୍ରୀକ୍ଷେତ୍ର ଧାମର ପୁରୀରେପ୍ରଭୁ ଜଗନ୍ନାଥ ଅଛନ୍ତି ବୋଲି ଅଧିକାଂଶ ଲୋକଙ୍କୁ ଜଣାନାହିଁ ଜାଣିଥିଲେ ଵି ଆସିବା ପାଇଁ ଇଛୁକ କାରଣ ମୋହ ମାୟା ହିଂସା କାମ କ୍ରୋଧ ଅହଂକାର କପଟ ଲୋଭ ସ୍ୱାର୍ଥ ପଛରେ ପଡିଛନ୍ତି ମନେ ମନେ ଭାବୁଛନ୍ତି ସତେ ଯେମିତି ଘର ସ୍ତ୍ରୀ ପୁଅ ଝିଅ ବାପା ବୋଉ ଭାଇ ଭଉଣୀ ଧନ ଜମିବାଡ଼ି ସବୁ ବୋଧେ ମଲାବେଳେ ସାଥିରେ ଚାଲିଯିବ କାରଣ ମଲାବେଳେ ନିଜ ଶରୀର ତ ନିଜ ସାଥିରେ ଯାଉନି ଆଉ ଏସବୁ କଣ ଯିବାର ସମ୍ଭବ ହୋଇପାରେ ଧନ୍ୟ ତୁମେ ପ୍ରଭୁ ଧନ୍ୟ ତୁମ ଲୀଳା ଜୟ ଜଗନ୍ନାଥ 🙏🌹🌹🙏🙏🙏🙏🙏🙏🙏🌹🌹🌹🌹🌹🌹🌹🌹🌹🙏🙏🙏🙏🙏🙏🙏🙏🙏🙏

  • @muraligouda4058
    @muraligouda4058 2 года назад +10

    ସତରେ ଜଗନ୍ନାଥ ଙ୍କ ପ୍ରତି ଆପଣମାନଙ୍କର ଭକ୍ତି ଦେଖି ମୋ ଆଖିରେ ପାଣି ଆସିଗଲା । ଜଗନ୍ନାଥ ଆପଣଙ୍କ ଲିଳା କିଏ ବୁଝିପାରିବ ପ୍ରଭୁ । ଭାବ କୁ ନିକଟ ତୁମେ ଅଭାବ କୁ ଦୁର । ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ 🙏🙏🙏🌹🌹🌹

  • @sangrambiswal6375
    @sangrambiswal6375 2 года назад +19

    🙏🙏🙏 ଧନ୍ୟ ହେ ଭକ୍ତ ଯେ ଜଗନ୍ନାଥଙ୍କ ପ୍ରେମକୁ ବୁଝିପାରି ଦୂର ଦୁରାନ୍ତରୁ ଆସିଛନ୍ତି ଆମ ଓଡ଼ିଆ ମାଟିକୁ l ଆମ ସଂସ୍କତିପାଇଁ ଆମେ ଗର୍ବିତ ଜୟ ଜଗନ୍ନାଥ ସ୍ଵାମୀ ନୟନପଥ ଗାମୀ ଭବତୁମେ 🙏🙏🙏

  • @finaofficialvideo9380
    @finaofficialvideo9380 Год назад +3

    ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ସେ ସମସ୍ତଙ୍କୁ କରେ ଆପଣାର। ନା ତାର ପରା କାଳିଆ ଠାକୁର ⭕❗⭕🙏🙏😭😭

  • @shibabarikvlogs9198
    @shibabarikvlogs9198 Год назад +14

    ଜୟ ଜଗନ୍ନାଥ 🙏🚩 ସାରା ଜଗତ ରେ ଏହିପରି ତୁମରି ଲୀଳା ଲାଗି ରହୁ 🙏🚩❤️

  • @satyanaik7321
    @satyanaik7321 2 года назад +3

    ବିଦେଶୀ ଆଗନ୍ତୁକ ଆମ ପୁରୀ ମାଟିକୁ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇଲେ ଏମିତି ଭଲ ପାଇବା ତିନି ଠାକୁର ମହାପ୍ରଭୁ ଙ୍କ ଉପରେ ସବୁଦିନ ରହିଥାଉ ଭକ୍ତି ବିଶ୍ୱାସ ରେ ଭଗବାନ ରହିଥାନ୍ତି

  • @sujit_sahoo
    @sujit_sahoo 2 года назад +47

    ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବ ତୁମେ 🚩🙏

  • @sabitaprusty8035
    @sabitaprusty8035 Год назад +2

    ଭାବ ଭକ୍ତି ଥିଲେ ଜଗନ୍ନାଥ ଙ୍କୁ ସମସ୍ତେ ଦର୍ଶନ କରି ପାରିବେ। ଭାବ ବିନୋଦିଆ‌ଠାକୁର ସମସ୍ତଙ୍କର ପାଇଁ ସମାନ। ସମସ୍ତଙ୍କର ମଙ୍ଗଳ କରନ୍ତୁ।ଜୟ ଜଗନ୍ନାଥ।

  • @alokdash6239
    @alokdash6239 2 года назад +45

    ISCON is doing fabulous job by spreading the message of Lord Krishna,thanks to Shri Srila Prabhupaad Ji.
    Love for Lord Krishna is eternal & joyful,people forget everything once they get a chance to see Lord Jagganath no matter what's the religion,caste?Jai Lord Jagganath.Jai Maa Samleswari.Jai Maa Manikeswari.

    • @mrindia3840
      @mrindia3840 2 года назад +2

      Jay shree kishana🙏🙏

  • @prakashsamal3682
    @prakashsamal3682 2 года назад +2

    ଏମାନଙ୍କ ଠୁ ଶିଖ ରେ ବେଇମାନ ଅଶିକ୍ଷିତ ଆମ ସୁନ୍ଦର ସଂସ୍କୃତି ଠାରୁ ଦୂରେଇ ଯାଉଥିବା ନିର୍ଲଜ ମଣିଷ

  • @bikram_nayak
    @bikram_nayak 2 года назад +1

    Bahut ଗର୍ବିତ କି... ବିଦେଶ ରୁ ବି ଆସୁଛନ୍ତି ଦର୍ଶନ କରିବାକୁ.. ତାଙ୍କୁ ମହାପ୍ରଭୁ ଙ୍କ ଡୋର lagichi ବୋଲି.. ସେମାନେ ଆସିଛନ୍ତି❤️🥰 ଜୟ ଜଗନ୍ନାଥ 🙏

  • @barbysbachpana8125
    @barbysbachpana8125 2 года назад +1

    ଆମ ସଂସ୍କୃତ ଆମ ପରମ୍ପରା କେତେ ମହାନ୍।।
    ଦୁଃଖ ଲାଗୁଛି ଯେତେବେଳେ ପୁରା ଦୁନିଆ ଆମ ଜଗନ୍ନାଥ ସଂସ୍କୃତି କୁ ନିଜର କରୁଛନ୍ତି ଆମେ ନିଜେ କେମିତି ଓ କାହିଁକି ତାକୁ ପାସୋରି ଦେଉଛନ୍ତି।।
    କଣ ଅଛି ସେ ପଶ୍ଚ୍ୟାତ୍ ସଂସ୍କୃତି ରେ, କାହିଁକି ଆମେ ଏତେ ଅପଭ୍ରଂଶ ହେଉଛନ୍ତି।ଆମ ଶିକ୍ଷା କ୍ଷେତ୍ର ରେ ଭଗବତ୍ ଗୀତା କାହିଁକି ସ୍ଥାନ ପାଉନି। ଓଡ଼ିଆ ବହିରେ ଇଂରାଜୀ ଭାଷା କାହିଁକି ସ୍ଥାନ ପାଉଛି। ଆମେ ଆମ ନିଜ ହାତରେ ଆମ ସଂସ୍କୃତି ଓ ପରମ୍ପରା ସହିତ ଆମ ଭବିଷ୍ୟତ କୁ ବି ନଷ୍ଟ କରିଦେଉଛନ୍ତି।

  • @bhagabanpradhan7500
    @bhagabanpradhan7500 2 года назад +1

    ଉପସ୍ଥାପନା ସୁନ୍ଦର

  • @bhimasenbhatra9314
    @bhimasenbhatra9314 2 года назад +1

    ସେ ପରା ଜଗତର ନାଥ ଜଗନ୍ନାଥ
    Thank you

  • @thoughtwithnayak5813
    @thoughtwithnayak5813 2 года назад +50

    Thank u Anita sister, Very nice discussion and way of talking & presentation . Like

  • @dileswarsahoo6289
    @dileswarsahoo6289 2 года назад

    ଆମ କୋଟି ଓଡିଆଙ୍କ ମଉଡମଣି ପ୍ରଭୁ ଜଗନ୍ନାଥଙ୍କ ଦର୍ଶନ ପାଇଁ ଏ ଅଣ ଓଡିଆ ବିଦେଶୀ ଲୋକମାନଙ୍କର କି ଭକ୍ତି ଶ୍ରଧା କି ଆନନ୍ଦ ,ଧନ୍ୟ ତୁମେ ବିଦେଶୀ ଭକ୍ତ🙏🙏🙏ଆମ ଓଡିଆ ଲୋକ ମାନଙ୍କୁ ସଦବୁଦ୍ଧି ଦିଅ,ଜୟ ଜଗନ୍ନାଥ ତୁମକୁ ଅନନ୍ତ କୋଟି ଦଣ୍ଡବତ🙏🙏🙏ଧନ୍ୟ ତୁମ ମହିମା

  • @manasranjanbehera99
    @manasranjanbehera99 2 года назад +2

    Thanks to lady journalism

  • @rashmikantapalai5083
    @rashmikantapalai5083 2 года назад +40

    Today Odisha feel proud for foreign guest. Thanks Lord Jagannath.

  • @LoneWolf-tk9em
    @LoneWolf-tk9em 2 года назад +8

    Iskon's founder Srila Pravupada should be awarded Bharat Ratna for his efforts to spread Hindu religion especially Krishna/Jagannath sanskriti.
    Jai Jagannath 🕉

  • @rupashree6515
    @rupashree6515 2 года назад +25

    Real Journalist,Thanks News 7

  • @Mantubabu360
    @Mantubabu360 2 года назад +3

    Thanks Prameya tv🌺🙏🌺i ❤ our Odisha ❤🇮🇳

  • @ffodishagamer7487
    @ffodishagamer7487 2 года назад +1

    ଅନିତା ଦିଦି ବହୁତ୍ ସୁନ୍ଦର୍ ଈଂଲିଶ୍

  • @chandankumarswain6337
    @chandankumarswain6337 2 года назад +6

    ପଛରେ ଯିଏ ଛିଡ଼ା ହୋଇଛନ୍ତି ସିଏ କାଇଁ ହସୁଛନ୍ତି
    କିଛି ତ bujhipaarunathibe

    • @chandankumarswain6337
      @chandankumarswain6337 2 года назад

      @@alienroastodia6048 ha haha 😆

    • @ManasSanatani
      @ManasSanatani 2 года назад

      😁😆😃😀😄😛😜

    • @sudampattanaik6330
      @sudampattanaik6330 2 года назад +1

      Is this your culture to criticize to everyone!!!Laughing is also a virtue of lord Jagannath..

  • @soubhagyamohanty4621
    @soubhagyamohanty4621 2 года назад +25

    Superb conversation and beautiful English ❤️❤️❤️ reporte much better than otv reporter English

  • @chandanmohanty618
    @chandanmohanty618 2 года назад +36

    Kichhi sikha re amana nka thi👌👌👌🙏🙏

  • @odiachinmayasahooofficial
    @odiachinmayasahooofficial 2 года назад +9

    Feeling happy that foreigners are following our Jagannath culture. Jay Jagannath...

  • @swarnapravanayak9460
    @swarnapravanayak9460 2 года назад +3

    Jay Shri Krishna, jay jaganath 🙏❤️🙏

  • @munapati786
    @munapati786 2 года назад +1

    Jay Jagannath ji ki jai ho

  • @namasteindia8911
    @namasteindia8911 2 года назад

    କେତେ ସୁନ୍ଦର ଲୀଳା ତୁମର ହେ ଜଗନ୍ନାଥ 🙏🙏🙏

  • @prasantshukla0212
    @prasantshukla0212 2 года назад +7

    Your purest love for our Lord makes us feel proud...Jay Jagannath..God Bless you

  • @BTpursankirtana
    @BTpursankirtana 2 года назад +1

    No 1 news reporter 👍👍👍

  • @bibekkumarrout9760
    @bibekkumarrout9760 2 года назад +28

    HARE KRISHNA 🙏
    ALL GLORIES TO SRILS PRABHU PAD🙏⭕‼️⭕

  • @rashishindeinstareels6154
    @rashishindeinstareels6154 Год назад +1

    Jay jagannath ❤❤❤

  • @anilkumardas9571
    @anilkumardas9571 2 года назад +1

    Jay jagannath. Best reporter I have seen in odisha till now.

  • @P1ssd2
    @P1ssd2 2 года назад +1

    Hare Krishna 🚩

  • @dillipdas314
    @dillipdas314 Год назад +1

    Jay Jagannath 🙏🙏🙏🚩🚩🚩

  • @bhagabanrana4898
    @bhagabanrana4898 Год назад

    Anita Madam
    Manny Manny thanks you
    ଜୟ ଜଗନ୍ନାଥ🙏🙏🙏🙏

  • @bibhutisasmal9902
    @bibhutisasmal9902 Год назад

    Radhe Radhe 🙏🙏🙏

  • @sachindx3168
    @sachindx3168 2 года назад

    TQ dos 🎉👍🏻👌👌👌🎉🎉🎉👍🏻🇮🇳🇮🇳🇮🇳🇮🇳jai hind

  • @khukunamohapatra1908
    @khukunamohapatra1908 2 года назад +1

    ହେ ପ୍ରଭୁ ଆମ ମାନଙ୍କୁ ସଦ୍ ଵୁଧିଦିଅ ସେମାନଙ୍କ
    ଠାରୁ କିଛି ସିଖିବାପାଇ

  • @Jay_shivshankar
    @Jay_shivshankar 2 года назад +10

    They briefly described the actual definition of Bhakt and Bhagaban.

  • @debendrabhatra3332
    @debendrabhatra3332 Год назад

    Radhe radhe radhe radhe radhe radhe radhe radhe radhe radhe radhe radhe radhe radhe radhe radhe radhe radhe radhe radhe radhe ❤❤❤❤❤❤

  • @MRcreation2023
    @MRcreation2023 2 года назад +1

    Have faith on lord jagarnath

  • @geetanjaliacharya6079
    @geetanjaliacharya6079 2 года назад

    Om Jay shree jagannath swami nayan path gami vhaba tume prabhu namoh namoh prabhu Govinda govinda prabhu 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏

  • @bikashnayak1701
    @bikashnayak1701 2 года назад

    Hare krishna🙏🙏🙏🙏
    Hari bol....

  • @skbehera6179
    @skbehera6179 2 года назад

    Jagganath ସଂସ୍କୃତି ଏକମାତ୍ର ସଂସ୍କୃତି ଯାହା ଶତ୍ରୁ ମିତ୍ର ସମସ୍ତଙ୍କୁ ଏକାଠି କରିପାରିବ l Jagganath ସଂସ୍କୃତି ସାରା ବିଶ୍ୱ ରେ ପ୍ରସାରିତ ହେଉ, ବିଶ୍ୱରେ ଶାନ୍ତି ସ୍ଥାପନl ହେଉ l ଜୟ jagganath, ଜୟ jagganath, ଜୟ jagganath........ I

  • @stylishboy993
    @stylishboy993 2 года назад

    Universe Boss Shree Jagannath Swami🙏🙏🙏🙏

  • @damodarkhillo1282
    @damodarkhillo1282 2 года назад +1

    ଏହା ଅତ୍ୟନ୍ତ ଆନନ୍ଦ ର ବିଷୟ କି,
    ଶ୍ରୀ ଜଗନ୍ନାଥ ସଂସ୍କୃତି ତଥା ଭାରତୀୟ ସଂସ୍କୃତି -*ବିଶ୍ୱ ଗୁରୁ ବୋଲାଇବାର ପ୍ରତ୍ୟକ୍ଷ ଉଦାହରଣ ଉକ୍ତ ଦୃଶ୍ୟ, କିନ୍ତୁ ପରିତାପର ବିଷୟ, କେହି ବିଦେଶୀ ଭକ୍ତ ଯଦି କହନ୍ତି, "ଆମକୁଏହି ଶ୍ରୀ ଗୁଣ୍ଡିଚା ଯାତ୍ରା ବ୍ୟତୀତ ବର୍ଷର ଅନ୍ୟ କୌଣସି ସମୟରେ ଜଗନ୍ନାଥ ସ୍ୱାମୀଜୀ ଙ୍କୁ ଦର୍ଶନ କରିବାର ସୁଯୋଗ ମିଳେ ନହିଁ, ଏଣୁ ଆମେ ଅତ୍ୟନ୍ତ ବ୍ୟାକୁଳ ଭାବେ ଅପେକ୍ଷା କରିଥାଉ ଏହି ଗୋଟିଏ ଦିନ, ଠାକୁର ଙ୍କ ଚତୁର୍ଦ୍ଦା ବିଗ୍ରହ ଦର୍ଶନ ପାଇଁ l"
    ଏଥିରୁ ଜଗତ ର ସମସ୍ତ ମାନଵାତ୍ମନ (ଦିବ୍ୟ ଦର୍ଶୀ )
    ଙ୍କୁ ବିଭୂ ଦରବାରେ ଭେଦଭାବ /ଅଧିକାର କ୍ଷୁର୍ଣ୍ଣ
    ହେଉ ଥିବା ଅନୁଭବ ହେଉଅଛି l କିନ୍ତୁ ଆଗାମୀ ଭବିଷ୍ୟତ ବିଶ୍ୱ ଭାତୃ ମୈତ୍ରୀ ଭାବ ର ଆଦର୍ଶ ଦିଗକୁ
    ମୁହାଁ ଇବା, ସମ୍ଭାବନା ର ଆଶା ନେଇ, ସଦଭାବନା
    ର ପରି ପ୍ରକାଶ ଲାଗି ପ୍ରୟାସ ଜାରୀ ରଖିବା l🙏

  • @jkcreation5738
    @jkcreation5738 2 года назад

    ବିଦେଶୀ ଲୋକ ପ୍ରସିଦ୍ଧ ରଥଯାତ୍ରା ପ୍ରତିବର୍ଷ ଦେଖିବାକୁ ଆସନ୍ତି ଆଉ ହିନ୍ଦୁ ଧର୍ମର ରିତି ନୀତିକୁ ପର୍ବ ପର୍ବାଣୀକୁ ଭଲ ପାହାନ୍ତି। ଜୟ ଜଗନ୍ନାଥ ସ୍ଵାମୀ 🙏🙏🙏🙏🙏

  • @pabitrakumardash6698
    @pabitrakumardash6698 2 года назад +1

    Jay Jagannath

  • @RameshSahu-kc7rf
    @RameshSahu-kc7rf 2 года назад +1

    Jai jagannath ki jai

  • @ranjankumarmallick582
    @ranjankumarmallick582 2 года назад +6

    JAY JAGANATH 🙏🙏🙏❤️❤️❤️🙏🙏🙏🙏

  • @sujatasakhi5507
    @sujatasakhi5507 2 года назад +11

    Bideshini nku dahnyabad 🌹🌹💕

  • @sushantakumardhir3291
    @sushantakumardhir3291 2 года назад

    Hare Krishna hare Krishna

  • @sangramkesharirout12
    @sangramkesharirout12 2 года назад

    ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ
    ହରିବୋଲ

  • @bibhutisasmal9902
    @bibhutisasmal9902 Год назад

    Hare Krishna hare rama 🙏🙏🙏

  • @anilkumardas161
    @anilkumardas161 2 года назад +1

    Jay Jagannath Jay Jagannath Jay Jagannath Prabhu 🙏🙏🙏🙏🙏🙏🙏🙏🙏

  • @madhusmitaroutnice4890
    @madhusmitaroutnice4890 2 года назад +2

    A brindaban re ruhanti, mo sahita bahut vala sampark,

  • @dibyacreations8017
    @dibyacreations8017 Год назад

    Jay Jagannath 🙏🙏❤️❤️❤️

  • @weacty5692
    @weacty5692 2 года назад +1

    Feeling very happy for our foreign sisters who spreading love, respect, affection towards lord jagannath

  • @9xm50
    @9xm50 2 года назад

    ପବିତ୍ର ରଥଯାତ୍ରା ର ଅଜସ୍ର ଅଭିନନ୍ଦନ ଓ ଶୁଭକାମନା
    🙏🔔⭕❗⭕ଜୟ ଶ୍ରୀ 📿ଜଗନ୍ନାଥ⭕❗⭕🚩🙏
    🔔Happy 🎪Rath 🚩Yatra 2022⭕❗⭕🚩
    🙏🔔Jay Shree Jagannath Swamy 📿⭕❗⭕🚩🙏

  • @Bikash.singh.vlogs2306
    @Bikash.singh.vlogs2306 2 года назад

    Jay jagannath prabhu🙏🙏🙏

  • @aamanitikhabarkendrapadaji511
    @aamanitikhabarkendrapadaji511 2 года назад

    ଜୟ ଜଗନ୍ନାଥ ପ୍ରଭୁ 🙏🏾🙏🏾🙏🏾🙏🏾🙏🏾

  • @sarojpatra9410
    @sarojpatra9410 2 года назад +8

    They are wearing saree and respecting odia culture .
    But the odia women wearing jeans and dress and following
    Western culture in the name of
    Modernisation . Eating chicken,
    Motton . How polluted ours .

  • @BhagabanSahu-qt1mh
    @BhagabanSahu-qt1mh Год назад

    Jai jagannath Swami 🚩🚩🚩🙏🙏🙏

  • @Evergreenentertainment758
    @Evergreenentertainment758 2 года назад

    Excellent Reporting
    Thank u reporter mam

  • @jagabandhupattanayak5782
    @jagabandhupattanayak5782 Год назад

    ବାଃ ରୁଷିଆ ୟୁକ୍ରେନ ର ଘମାଘୋଟ ଯୁଦ୍ଧ ବେଳେ ଏଠି ଦୁଇ ଦେଶ ର ନାଗରିକ ଏକାଠି ଏହା କେବଳ ଜଗନ୍ନାଥ ଙ୍କ ଲୀଳା

  • @bhajaharimallik4260
    @bhajaharimallik4260 2 года назад +1

    Hari Hari bol

  • @hiddenpatriots2979
    @hiddenpatriots2979 2 года назад

    Hare Krishna🙏🏻👍🏻

  • @AishwaryaBehera-k3o
    @AishwaryaBehera-k3o Год назад

    Jay Jaganath 💐🙏.

  • @Nandakishorblogs
    @Nandakishorblogs 2 года назад

    Jai jagannth swamy 🌺🙏🌺🙏🌺🙏🌺

  • @aswinipadhy5673
    @aswinipadhy5673 Год назад

    Jay Jagannath 🙏🙏🙏🙏

  • @narayansahu1515
    @narayansahu1515 2 года назад

    ଧନ୍ୟ ଧନ୍ୟ ବିଦେଶୀଙ୍କୁ ଜୟ ଜଗନ୍ନାଥ

  • @MANASSIR24
    @MANASSIR24 2 года назад +1

    Nice presentation by the reporter

  • @mahammadseth5875
    @mahammadseth5875 2 года назад

    Jai jaganath swami

  • @laxmikantasabar8425
    @laxmikantasabar8425 2 года назад

    jay Jagannath.....jay Odisha

  • @purusottamsabar9871
    @purusottamsabar9871 2 года назад

    Jaya Jagannatha Swami Nayana Patha Gami Vabatume 🙏🙏🙏

  • @karunapradhan8269
    @karunapradhan8269 2 года назад

    Jay Jagannath Swami

  • @Public-o4b
    @Public-o4b 2 года назад +6

    Thank you Anita madam....mind fresh new😍❤⭕ ❗ ⭕

  • @Sahoo5009
    @Sahoo5009 2 года назад

    ଜଣେ ମଣିଷ ଯେତେ ବଡ଼ ଅତ୍ୟାଚାରୀ, ପାପୀ କି ନୃଶଂସ ହୋଇ ଥାଉ, ଥରେ ଚକା ଆଖି ଉପରେ ନଜର ପଡ଼ିଲେ ସବୁ କିଛି ଯେମିତି ଶୂନ୍ୟ ହୋଇ ଯାଏ । ନିଜର ସତ୍ତା କୁ ମଣିଷ ନିଜେ ଭୂଲି ଯାଏ । ଆଖିରୁ ସ୍ଵତଃ ପ୍ରବୃତ୍ତ ଭାବେ ଲୁହ ଆସିଯାଏ । ଛାତିର କୋହ ସବୁ ପାଣି ହୋଇ ବାହାରି ଯାଏ । କଣ୍ଠ ଶ୍ୱାସ ରୁଦ୍ଧ ହୁଏ । ଇଶ୍ୱରୀୟ ପରାକାଷ୍ଠା ର ଦିବ୍ୟ ନମୁନା ଆଉ କଣ ବା ହୋଇ ପାରେ ? ଜଗନ୍ନାଥ ଭାବ ର ଠାକୁର । କଣ ବା ତାଙ୍କ ବିଷୟରେ କୁହା ଯାଇ ପାରେ । ଯେତେ କହିଲେ ବି ଶବ୍ଦ କମ୍ ପଡ଼ିବ । ସେଥିପାଇଁ ତ ଉଦ୍ଘୋଷକ ମାନେ ଅନବରତ ଜଗନ୍ନାଥ ଙ୍କ ଗୁଣ ଗାନ କରି ଚାଲନ୍ତି ରଥ ଯାତ୍ରା ସମୟରେ । ଏମିତି ଦିଅଁ ଆଉ କାହିଁ .....🙏❤️

  • @Truth_Speaks
    @Truth_Speaks 2 года назад +7

    Feel Proud as Odia 🙏
    #RussiaUkrian

  • @niranjanpatra3036
    @niranjanpatra3036 2 года назад +5

    Jay jagannath suami🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏

  • @jasminikanhar2244
    @jasminikanhar2244 Год назад

    ଓଡ଼ିଆ ହେଇକି ତ ଜଗନ୍ନାଥ ଙ୍କୁ ଦର୍ଶନ କରିବା କୁ ଲୋକେ ଯାଆନ୍ତି ନାହିଁ ହେଲେ ବିଦେଶୀ ହେଇକି ଭକ୍ତି ରେ ବାନ୍ଧି ହେଇକି ପୁରୀ ଆସୁଛନ୍ତି ପ୍ରଭୁ ଙ୍କୁ ଦର୍ଶନ କରିବା ପାଇଁ। ହେଲେ ଆମ ଓଡ଼ିଆ ଲୋକ ଙ୍କୁ ପଛାରିବ ପ୍ରଭୁ ବିଷୟରେ କହି ପାରିବେନି

  • @girijapattnaik3533
    @girijapattnaik3533 2 года назад

    Bahut.Sundar.jay.jagannath.

  • @rajendrakumarmajhi5792
    @rajendrakumarmajhi5792 2 года назад +4

    So nice to discuss with them about our culture and cultivation

  • @raghunathpradhan9370
    @raghunathpradhan9370 2 года назад

    Krishna hare ram

  • @kishorkarna5461
    @kishorkarna5461 2 года назад

    ଜୟ ଜଗନ୍ନାଥ 🙏🙏🚩🚩🚩

  • @obeyr8232
    @obeyr8232 2 года назад +4

    Appreciate their love n trust.. ❗ thanks

  • @chinmayapanda4816
    @chinmayapanda4816 2 года назад +2

    Jay Shree jaganatha swami baba 🙏🙏🙏❤️🇮🇳🇮🇳🇮🇳

  • @ashrubiswal3815
    @ashrubiswal3815 2 года назад +4

    Nice journalism mam thanks from my heart..

  • @bhabaniprasadsahu5001
    @bhabaniprasadsahu5001 2 года назад

    JAYA JAGANNATH

  • @deepakdas4671
    @deepakdas4671 2 года назад

    🙏🏼🙏🏼🙏🏼ଜୟ ଜଗନ୍ନାଥ 🙏🏼🙏🏼🙏🏼

  • @sorojjena7330
    @sorojjena7330 2 года назад

    Jay shri maha parbhu jagannath 🙏

  • @susantasenapatisen4524
    @susantasenapatisen4524 2 года назад

    ॐ ଜୟ ଜଗନ୍ନାଥ କି ଜୟ

  • @satyajitbehera1235
    @satyajitbehera1235 2 года назад

    Hare Krishna

  • @ramachandra2341
    @ramachandra2341 2 года назад +2

    ରୁଷସିଆ ରେ କଣ ଭଗବାନ ନାହାନ୍ତି କି ଏମାନେ ଏତେ ଦୂରକୁ ଆସିଛନ୍ତି, ଭଗବାନ ହେଉଛନ୍ତି ସର୍ବ ବ୍ୟପି, ସର୍ବ କର୍ତ୍ତା ଅଟନ୍ତି, କେବଳ ଅଡିଶାରେ ହିଁ କଣ ଭଗବାନ ଅଛନ୍ତି,¿¿¿

    • @Mannat608
      @Mannat608 2 года назад

      Mula bigraha Odisha puri re
      Paramatma Parambrahma purnabrahma se
      Daru sarira re thiba brahma hela sri krishna nkara hrudaya...
      Puri JAGANNATHA baki sthan ra JAGANNATHA nk bhitare akash patala ra farak.

    • @stutikerketta2168
      @stutikerketta2168 2 года назад

      Sata Katha kahila bhai .emanaku rice bag dei dharmantarita karajaichhi.