She is improving. What a song ❤ She got a chance to sing with our legendary singer Kumar Bapi Sir . Thanks to the entire Production House and team for giving her a platform.
Sasmita jena madam ka voice pura choto pilo vali volo laguchi suniboku god bless you tanka tika kuha au kamiti volo habo bar bar gai lo voice bohut volo habo bapi sir sahita wow song ta volo haeichi
This is the Heartless song...😔😔😔 really... thanks for everyone's.... very nice... this girl life style is very emotional... Really...god bless her.... thank you so much....
ବହୁତ ବହୁତ ଧନ୍ୟବାଦ ♥️♥️♥️♥️love u di so sweet song ଭଗବାନ ତୁମ କୁ ନୂଆ ରୂପ ରେ ଗଡିବାକୁ ଅବସର ଦେଇଛନ ❤️val song ଗୀତ ଗାଅ ❤️ଓ ଆଗକୁ ଯାଅ ଜୟ ଜଗନ୍ନାଥ love u ❤️❤️❤️❤️❤️❤️❤️❤️❤️❤️❤️❤️❤️❤️
Thanks to all the members and team for once again giving her chance to sing. May Almighty God bless each one so that you may be helping her more and more 👍👍👍
Lyrics and Music outstanding 🔥🔥🔥 Superb Music composition 👏👏👏 one of the best lyrics . Kumar Bapi sir and Sasmita sister sang superbly hat's off you both ... This song also make super hit again ✌✌✌
ବହୁତ ବହୁତ ଧନ୍ୟବାଦ୍ ଅତି ସୁନ୍ଦର ଗୀତ କୁମାର ବାପି ଙ୍କ ସସ୍ମିତା ଭଉଣୀ ଙ୍କୁ ଗାଇବାପାଇଁ ସୁଯୋଗ ଦେଇଥିବାରୁ ସମସ୍ତ team ଙ୍କୁ ମୋର ହୃଦୟର ସହିତ ବହୁତ ବହୁତ ଧନ୍ୟବାଦ 🙏
ଧନ୍ୟବାଦ ସୁବାଷ ଭାଇ legendary siger ସହିତ ଗାଇ ର ସୁଯୋଗ ଦେଇଥିବାରୁ 👏👏👏👌👌👍best of luck ଭଉଣୀ
Nice,SUPO❤❤❤❤🎉🎉
Ur great 👍
ସସ୍ମିତା ଙ୍କୁ ଆହୁରି ସୁଯୋଗ ଦିଆଯାଉ
ସୁବାସ ଭାଇ, ରାହୁଲ ଭାଇ, ସନ୍ତୋଷ ଭାଇ
ଆପଣ ମାନଂକୁ ବହୁତ ବହୁତ ଧନ୍ୟବାଦ
🙏🙏🙏
ମୁଁ ଗରିବ ଝିଅ।ବହୁତ ସୁନ୍ଦର ଗୀତ।ବାପି ଭାଇ ଆଉ ସସ୍ମିତା ଭଉଣୀ ଙ୍କ କଣ୍ଠ ସ୍ୱର ଚମତ୍କାର ହେଇଛି।ବହୁତ ବହୁତ ଧନ୍ୟବାଦ ବାପି ଭାଇ ସସ୍ମିତା ଭଉଣୀ ଙ୍କ ସହ ଗୀତଟି ଗାଇଥିବାରୁ।
ସଶ୍ମିତା ଭଉଣୀଙ୍କ ଗିତ ବହୁତ ସୁନ୍ଦର ଆଉ ମନକୁ ଛୁଇଁ ଯାଉଛି । ସୁବାଷ ଦାଦା , ରାହୁଲ ଦାଦା ଙ୍କୁ ମୋର ପୁଣି ଥରେ ହୃଦୟରୁ ପ୍ରଣାମ 🙏 । Another master piece ❤️❤️❤️❤️
କୁମାର ବାପି ଭାଇ ଙ୍କ କଣ୍ଠ ବହୁତ ସୁନ୍ଦର ତାଙ୍କୁ ସବୁବେଳେ ସୁଯୋଗ ମିଳିବା ଦରକାର 🙏🏻
ଆଜି ମତେ ବହୁତ ଖୁସି ଲାଗିଲା ଗୀତ ଶୁଣି, ମୋ ହୃଦୟ ରୁ ବହୁତ ବହୁତ ଧନ୍ୟବାଦ 🙏🙏🙏🙏 ❤❤❤👏👏👏👏👏👏
Bhai bhagwan tumaku amiti ashirwad karantu, tume khusi re ruha au samasta nku amiti khusi banta
ବହୁତ ମିଠା ଗୀତ ଓ ସ୍ୱର, ପୁଣି duet with କୁମାର ବାପି ଭାଇଙ୍କ ସହ.... ଧନ୍ୟବାଦ,ସନ୍ତୋଷ ଭାଇ ତଥା ସମସ୍ତ କର୍ମକର୍ତ୍ତା ମାନଙ୍କୁ. 🎉
ଶୁନା ଚିହ୍ନେ ବଣିଆ, ଗୁଣ ଚିହ୍ନେ ଗୁଣିଆ
Real Tallent not filtered very nice voice Love it 🙏
Kumar bapi sir apponanka କଣ୍ଠ ବହୁତ୍ ଦିନ ପରେ ଶୁଣିଲି ଆଊ ସସ୍ମିତା ଦିଦୀଙ୍କୁ ସୁଜଗ ଦେଇଥିବାରୁ ଧନ୍ୟବାଦ...🎉🎉ଜଉ ଟିମ୍ ଭାଇ ମାନଙ୍କ ପାଇଁ ସସ୍ମିତା ଦିଦି ଆଜି ନ୍ୟୁ ପରିଚୟ ପାଇଛନ୍ତି ସେ ସମସ୍ତ ଭାଇ ମାନଙ୍କୁ ବହୁତ୍ ବହୁତ୍ ଧନ୍ୟବାଦ୍🤗🤗
ସସ୍ମିତାଙ୍କର କଣ୍ଠ ସ୍ୱର ବହୁତ ସୁନ୍ଦର।ଭଗବାନ ତାଙ୍କୁ ଆଶୀର୍ବାଦ କରନ୍ତୁ ।
ଏତେ ସୁନ୍ଦର ପ୍ରତିଭା କୁ ସାମ୍ନା କୁ ଆଣି ଥିବାରୁ ହୃଦୟ ରୁ ଧନ୍ୟବାଦ୍ 🙏🏻 ଭଉଣୀ ଏମିତି ଆଗକୁ ମାଡି ଚାଲ 👍
ଏ ତେ ଦିନ ପରେ କୁମାର ବାପି ଙ୍କ କଣ୍ଠ ରୁ ଗୀତ ଶୁଣି ଖୁସି ଲାଗିଲା ସସ୍ମିତା ଙ୍କୁ ଆଉଥରେ ସୁଯୋଗ ଦେଇଥିବାରୁ ବହୁତ୍ ବହୁତ୍ ଧନ୍ୟବାଦ୍ ଟିମ୍ ର ସମସ୍ତଙ୍କୁ...
Good
ଭାଇ ମୁଁ ମଧ୍ୟ ବହୁତ ଖୁସି ଏତେ ଦିନ ପରେ ଆଜି ଶୁଣିବାକୁ ମିଳିଲା ମୋ'ର ଅତି ପ୍ରିୟ କଣ୍ଠଶିଳ୍ପୀ କୁମାର ବାପି ଭାଇଙ୍କ ଗିତ
Golden singer kumar bapi sir ଙ୍କୁ ହୃଦୟରୁ ଧନ୍ୟବାଦ 🙏 ଗରିବ ଝିଅ ର ସାଥି ହୋଇ ଗାଇ ଥିବାରୁ 🥰🥰
😊
Kumar bapi is my hero
Mu 10.thara suni sarilini jete sunilebi aahuri sunibaku ichha hauchi bhagaban tamaku sabubele emiti bhalare rakhantu aahuri aagaku jao bhauni so sweet voice 😊
ଧନ ଲୋ ତୁ ସିନା ଗରୀବ ଝିଅ ❤ କିନ୍ତୁ ତୋ ମନ ଆଉ ହୃଦୟ ଭଳି କାହାର ଏମିତି ମନ ହୃଦୟ ନାହିଁ 🙏🏾🙏🏾🙏🏾
ଗରିବ ଝିଅ କୁ ଗୀତ ଗାଇବାକୁ ସୁଜଗ ଦେଇଥିବା ରୁ ହୃଦୟରୁ ଧନ୍ୟବାଦ୍ ଆପଣଙ୍କୁ ❤❤❤❤❤❤❤😮😮😊😊😊😊😊❤❤
❤❤❤❤
Exact subash sir gariba jhia muhnare hasa ta phutei parile bahut khusira kotha
Emiti hi gariba mananku sahajya kara dinena dine success heba Tama RUclips 🙏🙏
ଗୀତ ଟା ମନକୁ ଛୁଇଁଲା.. କୁମାର ବାପି ସାର ଜଣେ ଓଡ଼ିଶାରେ ନାମୀ ଦାମୀ କଣ୍ଠଶିଳ୍ପୀ 🙏🙏🙏
ଓଡ଼ିଶା ରେ ରାନୁ ମଣ୍ଡଳ ଆଗେଇଚାଲ
She is improving. What a song ❤ She got a chance to sing with our legendary singer Kumar Bapi Sir . Thanks to the entire Production House and team for giving her a platform.
କୁମାର ବାପି ଙ୍କୁ ବହୁତ ବହୁତ ଶୁଭେଚ୍ଛା ତାଙ୍କର ବିରାଟ ହୃଦୟ ପାଇଁ। ଭଗବାନ ମଙ୍ଗଳ କରନ୍ତୁ।
ବହୁତ୍ ଭଲ ଲାଗିଲା। ଭଉଣୀ ଙ୍କ ର voice ବହୁତ୍ ସୁନ୍ଦର୍ । ଜୟ ଜଗନ୍ନାଥ 🙏🙏🙏
Sasmita jena madam ka voice pura choto pilo vali volo laguchi suniboku god bless you tanka tika kuha au kamiti volo habo bar bar gai lo voice bohut volo habo bapi sir sahita wow song ta volo haeichi
So beautiful song didi ❤❤❤
Nice voice god bless you sister'
ବହୁତ ସୁନ୍ଦର, Balasore ର ଗର୍ବ, God Bless Her 👍
ବହୁତ ସୁନ୍ଦର ଗୀତ ଲେଖା ଯାଇଛି ସସ୍ମିତା ଭଉଣୀ ଓ କୁମାର ବାପି ଙ୍କ କଣ୍ଠ ଅତି ସୁନ୍ଦର ❤❤❤
Very nice🙏🙏🙏
Kumar bapi voice all-time sweet. ...I love Kumar bapi all songs
ପୁଣି ଥରେ ଗାଇବାକୁ ସୁଯୋଗ ଦେଇଥିବାରୁ ହ୍ରୁଦରୁ ଧନ୍ୟବାଦ ଆପଣଙ୍କୁ ❤❤❤ ହୃଦୟ ଛୁଆଁ ଲେଖା ❤❤❤❤ ଇତିହାସରେ ସଂସ୍ମିତାଙ୍କ ନା ଲେଖା ହେବ❤❤
Very good song
Very nice voice dii God bless you
Very nice voice sis god bless you
Right 😊😊😊
❤❤❤❤❤Se❤❤❤❤
Gorib jio ro kanto soro bhari madhuro lagila❤❤❤❤❤
ବହୁତ ସୁନ୍ଦର ହେଇଛି ଗୀତଟି l ଆପଣ ମାନଙ୍କ ପାଇଁ ଭଉଣୀ ଜଣଙ୍କ କୂଳରେ ଲାଗିଗଲେ l ଭଗବାନ ନିଶ୍ଚୟ ମଙ୍ଗଳ କରିବେ l ଜୟ ଜଗନ୍ନାଥ 🙏
ବହୁତ୍ ସୁନ୍ଦର ହେଇଛି ଗିତଟି ❤ ଭଗବାନ ତୁମକୁ ଆଉ ତମ ପିଲା କୁ ସବୁବେଳେ ଖୁସିରେ ରଖିଥାନ୍ତୁ। ଏମିତି ଆହୁରି ଆଗକୁ ଯାଆନ୍ତୁ । ଜୟ ଜଗନ୍ନାଥ 🙏
ଅନେକ ଦିନ ପରେ ବାପି ଭାଇଙ୍କ Evergreen Voice ରୁ ଗୋଟେ ସୁନ୍ଦର ଗୀତ ଶୁଣିବାକୁ ମିଳିଲା ❤❤❤.
👍
ବହୁତ ଭଲ ଲାଗୁଚି ଦିଦି 👌👌👌, ମାଆ ତାରିଣୀ ତମ କୁ ଆଶୀର୍ବାଦ କରନ୍ତୁ , ଆଉରି ଭଲ ଗୀତ ଗାଓ... 🙏🙏🙏🙏
ଧନ୍ୟବାଦ ସୁବାସ ବାବୁ ଏ ଗରିବ ଝିଅଟିକୁ ଆଉଥରେ ସୁଯୋଗ ଦେଇଥବାରୁ,
ରାହୁଲ ବାବୁ ଙ୍କୁ ବି ବହୁତ ବହୁତ ଧନ୍ୟବାଦ ଭଗବାନ ଆପଣଙ୍କର ମଙ୍ଗଳ କରନ୍ତୁ 🙏🙏🙏🙏🙏ଜୟ ଜଗନ୍ନାଥ 🙏🙏🙏
Super song
👌
ଦିଦି ଙ୍କ ଗୀତ ଟା ପୁରା ଛୋଟ ପିଲା ମାନଙ୍କ ଭୋଳି ହେଉଛି ବହୁତ୍ ଭଲ ଲାଗୁଛି 👍👍👍
ସୁବାସ ବାବୁ, ରାହୁଳ ବାବୁ ସସ୍ମିତା ଜେନା ଙ୍କ ପାଇଁ ଯେଉଁ ପଦକ୍ଷେପ ନେଇଛନ୍ତି ,ତାହା ବହୁତ୍ ସ୍ବାଗତ ଯୋଗ୍ୟ, ଧନ୍ୟବାଦ....
A
Apana mananku mo tarapharu 🙏🙏🙏🙏🙏🙏🙏🙏🙏
Pradeep
@@swosti-shortsexlent song
Very nice song and wonderful voice god bless you ❤ jay shee ram jai hanuman
Kumar Bapi Bhai belongs to our Village. I m a big fan of his Voice...
Sashmita is the hidden telent. God bless her.. Keep it up
ଗୀତ ଟି ବହୁତ ବହୁତ ବହୁତ ଭଲ ହିଁ ହେଇଛି ଯିଏ ବି ଏଇ ଗୀତ ଲେଖିଛନ୍ତି ତାଙ୍କୁ ଅନେକ ଅନେକ ଧନ୍ୟବାଦ ଆମେ ସବୁ ଦର୍ଶକମାନେ ଆପଣଙ୍କ next ଗୀତ ପାଇଁ ଅପେକ୍ଷା ରେ ରହିଲୁ ଧନ୍ୟବାଦ 🙏🙏🙏 love you all 💫jay jagarnath
Next song will come in milan music
Right bhai 🙏🙏.....
ଧନ୍ୟବାଦ୍ all ଫେବୁରେଟ୍ ସିଙ୍ଗର କୁମାର ବାପି ଗୋଟିଏ ଗରିବ ଝିଅ ଙ୍କ ସାଙ୍ଗେ ଗୀତ ଟି କୁ ବହୁତ୍ ସୁନ୍ଦର ଭାବରେ ଗାଇଛନ୍ତି god bless you all team members
ବହୁତ୍ ସୁନ୍ଦର ଲାଗୁଛି ଭଉଣୀ ଙ୍କର ସ୍ୱର ❤❤
ବହୁତ୍ ବଢ଼ିଆ ସସ୍ମିତା ବହୁତ୍ ସୁନ୍ଦର୍ କଣ୍ଠ , ଏପରି ଆଗକୁ ଆଗକୁ ଗୀତ ଗାଇ ଚାଲ ତୁମେ ନିଶ୍ଚିତ ସଫଳତା ର ପାହାଚ ଚଢ଼ିବ
ବହୁତ ବହୁତ ଶୁଭେଚ୍ଛା ଓ ଅଭିନନ୍ଦନ ସସ୍ମିତା ଭଉଣୀ ! ସୁବାସ ଭାଇଙ୍କୁ ଯେତେ ଧନ୍ୟବାଦ ଦେଲେ ବି କମ୍ ହୋଇଯିବ । ଆପଣଙ୍କ ହୃଦୟ ମହାନ୍ ।
ସସ୍ମିତା Playback Singer ନ ହେଲେ ନାହିଁ ଯିଏ ସୁଯୋଗ ଦେଇ ବଞ୍ଚିବା ବାଟରେ ଚାଲିବାକୁ ଦେଉଛନ୍ତି , ବହୁତ ବହୁତ ଧନ୍ୟବାଦ ସୁବାଷ ଭାଇ।
ଗରୀବ ଝିଅକୁ ଆଉ ଥରେ ଗୀତ ଗାଇବା ପାଇଁ ସୁଯୋଗ ଦେଇଥିବାରୁ ମୁଁ ସମସ୍ତ ଭାଇ ମାନଙ୍କୁ ଧନ୍ୟବାଦ୍ ଜଣାଉଛି
ସତରେ ଗୀତଟି ବହୁତ ସୁନ୍ଦର ଲାଗିଲା ଶୁଣିକି । ମୋ ହୃଦୟ କୁ ପୁରା ଛୁଇଁ ଗଲା ।❤❤❤❤
କଣ୍ଠସ୍ୱର ଅତିସୁନ୍ଦର ଚମତ୍କାର ଭଗବାନଙ୍କୁ ମୋରଅନୁରୋଧ ଅଝିଅକୁ ସୁଖରେରଖନ୍ତୁ 🙏
ସତରେ ଏ ଗୀତ ବହୁତ ହିଁ ଭଲ ହୋଇଛି ଆଉ heart toching song ସତରେ god ଆପଣ ଙ୍କୁ ବହୁତ ଖୁସି ଦିଅନ୍ତୁ sir କାରଣ ଆପଣ ଙ୍କ ପାଇଁ ଆଜି ଗୋଟାଏ ମାଆ ଛୁଆ ଙ୍କ ଓଠରେ ହସ ଫେରିଆସିଛି 🙏
ବହୁତ ଧନ୍ୟବାଦ ଆପଣଙ୍କୁ କୁମାର ବାପି ସାର୍ ଆପଣ ସସ୍ମିତା ଭଉଣୀ ସହ ଏକ ଯୁଗଳ ସଙ୍ଗୀତ ଟେ ବୋଲିଥିବାରୁ 🙏🙏🙏💖💖💖
Very nice 👌👌👌
🥰🥰Very Nice Voice👌👌 sister ସୁବାସ ବାବୁ ରାହୁଲ ବାବୁ ସସ୍ମିତା ଜେନାଙ୍କ ଯେଉଁ ପଦକ୍ଷେପ ନେଇଛନ୍ତିତାହା ବହୁତ ସ୍ୱାଗତ ଯୋଗ୍ୟ ଧନ୍ୟବାଦ...
ଭହୁତ ଭଲ ଗୀତ ହେଇଚି ଆଉରି ସୁଯୋଗ ଦିଅ ସସ୍ମିତା ଙ୍କୁ ଗୀତ ଗାଇବାକୁ ଧନ୍ୟବାଦ
ଭଲ ଲାଗିଲା ବାପି ଭାଇ ଓ ସସ୍ମିତା ଭଉଣୀ ଙ୍କ ଗୀତ ଶୁଣି 💐💐💐💐 ଜୟ ଜଗନ୍ନାଥ
Nice song. Thanks to both singers. Many thanks to all of the team.
ଗୋଟେ ମନ ଛୁଆଁ ଗୀତ, ଗାଇ ଥିବାରୁ ଉଭୟଙ୍କୁ ବହୁତ ଧନ୍ୟବାଦ. ଜୟ ଜଗନ୍ନାଥ ଙ୍କ ରାଜ୍ୟ.
ବହୁତ ସୁନ୍ଦର ଗାଇ ଛନ୍ତି ସସ୍ମିତା ଭଉଣୀ, ବାପି ଭାଇ ଆପଣଙ୍କ ପରି ସୁପର ସିଙ୍ଗର ସାଥ ଦେଲେ ଭଉଣୀ ନିଶ୍ଚୟ ଆଗେଇବେ! ରାହୁଲ ଭାଇ,ସୁବାସ ଭାଇ ଆଉ ପୁରା ଟିମ୍ କୁ ଧନ୍ୟବାଦ!! 🙏🙏🙏🙏🙏
What a voice from both of them: Bahut Dina pare bapi sir nka voice sunibaku milila. The king of melody ❤
ବହୁତ ସୁନ୍ଦର ଗାଇଛନ୍ତି ସସ୍ମିତା best of luck
ବହୁତ ସୁନ୍ଦର ସ୍ବର ଶୁଣିବାକୁ ଶାନ୍ତି ଲାଗିଲା🙏🙏🙏🙏🙏🙏🙏🙏🙏🙏🙏
After a long time kumar Bapi voice back ❤ outstanding
Their are no words to describe on her performance...... It is incredible.... Congratulations for your success, sasmita jena didi
Good ❤️👌 Bahot sundar all team member କୁ ବହୁତ ଧନ୍ୟବାଦ ❤️ସସ୍ମିତା ଦିଦି ଙ୍କୁ ଚାନ୍ସ ଦେଇ ଥିବାରୁ love yuo all team memeber❤️
ଏ ଗିତଟା ବହୁତ ଭଲ ହେଇଛି ଲେଖା ବି ଭଲ ହେଇଛି ସନ୍ତୋଷ ଭାଇ ବହୁତ ବହୁତ ଦନୈ ବାଦ୍ Jagannath
ବହୁତ ସୁନ୍ଦର ହେଇଛି ଗୀତ ଦିଦି ଙ୍କ voice ଏମିତି ଆଗ କୁ ବହୁତ ସୁନ୍ଦର ଗୀତ ଗାଇ ଚାଲ ନ୍ତୁ ଜୟ ଜଗନ୍ନାଥ
Very nice 💖 ଅତି ସୁନ୍ଦର ଭାବରେ ଗାଇଛନ୍ତି ମତେ ଖୁବ୍ ଆକର୍ଷିତ କଲା ନମସ୍ତେ 🙏 ❤️ ❤️ ଶ୍ରୀ ଜଗନ୍ନାଥ
This is the Heartless song...😔😔😔 really... thanks for everyone's.... very nice... this girl life style is very emotional... Really...god bless her.... thank you so much....
ମୁଁ ବହୁତ ଖୁସି କୁମାର ବାପି ଙ୍କର ନୂଆ ଗୀତ ଆସିଥିବାରୁ ❤
Excellent clarity in Voice 🙏
ସତରେ ଏହିଁ ମାଆଙ୍କ ସ୍ୱର ବହୁତ ଭଲ ଲାଗୁଛି 100%👍ଏମିତି ସବୁ ବେଳେ ଖୁସିରେ ଥାନ୍ତୁ ଏହା ମୋର ପ୍ରାର୍ଥନା
Super song ❤❤❤didi prabhu karantu tame agoku bado
Opportunity made her way to go ahead in her second song.... She showed her greatness in sweet voice...... 👍
ବହୁତ ସୁନ୍ଦର ଗୀତ ଏବଂ ଯେଉଁ ଭଉଣୀ ଗାଉଛନ୍ତି ତାଙ୍କୁ ଏମିତି ଭଗବାନ ଙ୍କ ଆଶୀର୍ବାଦ ସବୁଦିନେ ଥାଉ
4:33
Excellent.... Congratulations🎉🎉🎉🎉sasmita DD nd sirଙ୍କୁ ସାଥିରେ ଗୀତ ଗାଇବାରେ ସୁଯୋଗ dehithibaru... Thanks to all staffs... 😊
Voice is so beautiful song ❤❤❤
It's an era of our odia culture..let's reunite all odia and make our culture more and more pure ❤...Jay jagannath
😂goodsong
Super song
ଗୀତ ବହୁତ ଭଲ ଲାଗୁଛି 👌👌👌🌹🙏
Bahuta Bahuta Sundar Gaila Sister Best of Luck ❤🎉
Support Odia People ❤🙏
❤❤
Kumar Bapi Sir voice is Unique,..
🙏ସସ୍ମିତା is good singer 👍👍👍
ବହୁତ୍ ବଢିଆ ଗାଇଛନ୍ତି❤❤👍👍❤❤❤
ହୃଦୟରୁ ଧନ୍ୟବାଦ୍।👑👑👍👍
ବହୁତ ସୁନ୍ଦର ବହୁତ ଖୁସି, ଏମିତିକା ବଡ଼ ଲୋକଙ୍କ ହାତ ଥାଉ, ଜୟ ଶ୍ରୀ ଜଗନ୍ନାଥ ସମସ୍ତଙ୍କୁ ମଂଗଳ କରନ୍ତୁ ପ୍ରଭୁ 🙏🙏🙏
God bless you all the life taim sister ❤❤❤❤❤
Thanks to Kumar Bapi sir & entire music team for giving chance to perform this heart ♥ touchable song.🎉🙏 🙏 🙏 .
ଗୀତ ଶୁଣି ମୁଁ sad ହେଇଗଲି ଆଉ ମୋ ହାଡ ପୁରା ଚୁନା ହେଇଗଲା ଆଉ ଗୀତ ଟି ପୁରା Heart teaching ହେଇଛି....
Kumar Bapi Voice is so beautiful. ..heart touching song ❤
ନୂଆ କଳାକାର ଙ୍କୁ ସୁଜଗ ଦେଇଥିବାରୁ ଧନ୍ୟବାଦ
ଅତି ସୁନ୍ଦର ଭାବରେ ଗାଇ ଛନ୍ତି କୁମାର ବାପି ସାର ଏଵଂ ସସ୍ମିତା 🙏🙏🙏
ପୁଣି ଥରେ ଗାଇବାକୁ ସୁଯୋଗ ଦେଇଥିବାରୁ ଆପଣ ମାନଙ୍କୁ ବହୁତ ବହୁତ ଧନ୍ୟବାଦ ❤❤
Bahuta Sundar Bhai thanks
ବହୁତ ବହୁତ ଧନ୍ୟବାଦ ♥️♥️♥️♥️love u di so sweet song ଭଗବାନ ତୁମ କୁ ନୂଆ ରୂପ ରେ ଗଡିବାକୁ ଅବସର ଦେଇଛନ ❤️val song ଗୀତ ଗାଅ ❤️ଓ ଆଗକୁ ଯାଅ ଜୟ ଜଗନ୍ନାଥ love u ❤️❤️❤️❤️❤️❤️❤️❤️❤️❤️❤️❤️❤️❤️
Thanks to all the members and team for once again giving her chance to sing. May Almighty God bless each one so that you may be helping her more and more 👍👍👍
Bahut bhalaa...kumar bapi sir u great..
Lyrics and Music outstanding 🔥🔥🔥
Superb Music composition 👏👏👏 one of the best lyrics . Kumar Bapi sir and Sasmita sister sang superbly hat's off you both ... This song also make super hit again ✌✌✌
Beautiful voice.. thanks the entire team for supporting and giving her chance 🎉❤
Thank you so much for your noble work and effort to bring her singing platform 🎉🎉🎉
👌👌👌w👍👍
ଜଗତର ନାଥ ଜଗନ୍ନାଥ ପ୍ରଭୁ କାଳିଆ ଠାକୁର,, ଭଉଣୀ ଙ୍କୁ ଏମିତି ଆଗକୁ ନେ଼ଇ ଯାଆନ୍ତୁ,, ଜୟ ଜଗନ୍ନାଥ 🙏🙏🙏🙏
ବହୁତ ବହୁତ ଧନ୍ୟବାଦ ବାପି ଭାଇ ଆଉ ସୁବାସ ଭାଇ, ବହୁତ ସୁନ୍ଦର ଅଭିନୟ କରିଛନ୍ତି ସମସ୍ତେ ଦେଖିବାକୁ ଇଚ୍ଛା କରିବେ ବୋଲି ଆଶା ପ୍ରକାଶ କରୁଛି🙏💯
ବହୁତ ସୁନ୍ଦର ହେଇଚି ଗୀତଟି ସନ୍ତୋଷ ଭାଇ ଙ୍କୁ ଧନ୍ୟବାଦ ଏମିତି ଗୀତ ଲେଖିଥିବାରୁ
Nice Gita that's
Beautiful voice, thanks the entire team for supporting and giving her chance, Jay Jagannath 🙏
What a Beautiful Song by Our old legend sing Kumar bapi Sir also as Sasmita Didi 🎉🎉🎉🎉🎉
Wow 😲😲 ଅତି ସୁନ୍ଦର ଗୀତ ଟିଏ ମନକୁ ଛୁଇଁ ଗଲା ପରି ଗୀତ ଟିଏ ❤❤❤❤ ଏତେ ସୁନ୍ଦର ମାନେ ଏମିତି ଗୀତ ଆଗରୁ କେବେ ନ ସୁନୀ ଥିଲି ମୁଁ ନିଜକୁ ଗର୍ବିତ ମନେ କରେ ଓଡ଼ିଆ ପିଲା ବୋଲି। ଆମ ଓଡ଼ିଆ ସବୁଠୁ ବଢିଆ। ଦେଖୁଚ ସାଙ୍ଗ ମାନେ। ଅମା ଓଡ଼ିଶା ର କେତେ talent I'm really salute my ଓଡ଼ିଶା praud of u ❤️🌹❤️
😅 hm ame Odia ଭାରି ବଢିଆ
Rahul Bai aur subash Bai ku mor dhoniow
ରାହୁଲ ଭାଇ ବହୁତ ବହୁତ ଧନ୍ଯବାଦ ଗରିବ ଝିଅ କୁ ଆଗକୁ ନେଇଥିବା ରୁ
SOMANY THANKS TO ALL THE MUSIC STAFF WITH KUMARBAPI. BAH GEETATI KHUB SUNDAR HOICHHI.