Размер видео: 1280 X 720853 X 480640 X 360
Показать панель управления
Автовоспроизведение
Автоповтор
ରାବଣ ତପସ୍ୟା (ଗୋକର୍ଣ୍ଣ ଆଶ୍ରମ, ଶାନ୍ତ ସ୍ନିଗ୍ଧ ଆଧ୍ୟାତ୍ମିକ ପାରିବେଶ, ପ୍ରକୃତି କଣ୍ଠରେ ମହାଦେବଙ୍କର ସ୍ତୁତି ଗାନ, ଜିଜ୍ଞାଶୁ ମନରେ ପ୍ରତିବଦ୍ଧତା ଠାଣିରେ ଯୋଡ ହସ୍ତରେ ବିନମ୍ର ହୋଇ ଆସ୍ଥାନରେ ବସିବାକୁ ଆସିଲେ କିଶୋର ରାବଣ, ବୟସ ୧୬ ଦେହରେ ତପସ୍ୱୀଙ୍କ କଷାୟ ବସନ।)ରାବଣ - ହେ ମାତାଶ୍ରୀ କେଇକେଶୀ, ପିତାମହ ମାଲ୍ୟବନ ସମେତ ମୋର ସର୍ବ ଦନୁଜ ବଂଶଜ, ତୁମ୍ଭ ମାନଙ୍କର ଲୁଣ୍ଠିତ ବୈଭବ ଓ ଅଧିକାର କୁ କାପୁରୁଷ ଇନ୍ଦ୍ର ଏବଂ ମୋର କୃପଣ ଭ୍ରାତା କୁବେର ଠାରୁ ବଳ ପୂର୍ବକ ପ୍ରତ୍ୟାର୍ପଣ କରାଇବା ପାଇଁ,ଗୋକର୍ଣ୍ଣ ଆଶ୍ରମରେ ବିଜେ ଆଜି ବ୍ରହ୍ମ ବଂଶଜ ରାବଣ। ବ୍ରହ୍ମାଙ୍କ ଚତୁର୍ଥ ପୁରୁଷ ପୌଲସ୍ତ୍ୟ ବଂଶଜ ବିଶ୍ରବା ନନ୍ଦନ କିଶୋର ବ୍ରାହ୍ମଣ ରାବଣର ଏହା ଦୃଢ଼ ସଂକଳ୍ପ ଏବଂ ପ୍ରତିଜ୍ଞା, ଯେତେବେଳେ ପର୍ଯ୍ୟନ୍ତ ପିତାମହ ବ୍ରହ୍ମା ମୋତେ ଅମରତ୍ଵ ପ୍ରଦାନ କରି ନାହାଁନ୍ତି, ସେହି ଅନନ୍ତ କାଳ ପର୍ଯ୍ୟନ୍ତ, ତପସ୍ୟା ର ବହ୍ନିରେ ଘୃତ ହୋଇ ଜଳିବ ଦଶାନନ ର କିଶୋର, ଯୌବନ ଆଉ ବୃଦ୍ଧ ଅବସ୍ଥା , କିନ୍ତୁ ପଶ୍ଚ୍ୟାତ ପଦ ହେବ ନାହିଁ ଏହି ବ୍ରାହ୍ମଣ ତନୟ, ଯେହେତୁ ସେ ପ୍ରତିଜ୍ଞାବଦ୍ଧ ମାତାଙ୍କ ସମ୍ମୁଖରେ....ଓଁ ବ୍ରହ୍ମ ଦେବାୟ ନମଃ..........
👌🏿👌🏿🤣☝🏿🤪🤪
ରାବଣ ତପସ୍ୟା
(ଗୋକର୍ଣ୍ଣ ଆଶ୍ରମ, ଶାନ୍ତ ସ୍ନିଗ୍ଧ ଆଧ୍ୟାତ୍ମିକ ପାରିବେଶ, ପ୍ରକୃତି କଣ୍ଠରେ ମହାଦେବଙ୍କର ସ୍ତୁତି ଗାନ, ଜିଜ୍ଞାଶୁ ମନରେ ପ୍ରତିବଦ୍ଧତା ଠାଣିରେ ଯୋଡ ହସ୍ତରେ ବିନମ୍ର ହୋଇ ଆସ୍ଥାନରେ ବସିବାକୁ ଆସିଲେ କିଶୋର ରାବଣ, ବୟସ ୧୬ ଦେହରେ ତପସ୍ୱୀଙ୍କ କଷାୟ ବସନ।)
ରାବଣ - ହେ ମାତାଶ୍ରୀ କେଇକେଶୀ, ପିତାମହ ମାଲ୍ୟବନ ସମେତ ମୋର ସର୍ବ ଦନୁଜ ବଂଶଜ, ତୁମ୍ଭ ମାନଙ୍କର ଲୁଣ୍ଠିତ ବୈଭବ ଓ ଅଧିକାର କୁ କାପୁରୁଷ ଇନ୍ଦ୍ର ଏବଂ ମୋର କୃପଣ ଭ୍ରାତା କୁବେର ଠାରୁ ବଳ ପୂର୍ବକ ପ୍ରତ୍ୟାର୍ପଣ କରାଇବା ପାଇଁ,ଗୋକର୍ଣ୍ଣ ଆଶ୍ରମରେ ବିଜେ ଆଜି ବ୍ରହ୍ମ ବଂଶଜ ରାବଣ। ବ୍ରହ୍ମାଙ୍କ ଚତୁର୍ଥ ପୁରୁଷ ପୌଲସ୍ତ୍ୟ ବଂଶଜ ବିଶ୍ରବା ନନ୍ଦନ କିଶୋର ବ୍ରାହ୍ମଣ ରାବଣର ଏହା ଦୃଢ଼ ସଂକଳ୍ପ ଏବଂ ପ୍ରତିଜ୍ଞା, ଯେତେବେଳେ ପର୍ଯ୍ୟନ୍ତ ପିତାମହ ବ୍ରହ୍ମା ମୋତେ ଅମରତ୍ଵ ପ୍ରଦାନ କରି ନାହାଁନ୍ତି, ସେହି ଅନନ୍ତ କାଳ ପର୍ଯ୍ୟନ୍ତ, ତପସ୍ୟା ର ବହ୍ନିରେ ଘୃତ ହୋଇ ଜଳିବ ଦଶାନନ ର କିଶୋର, ଯୌବନ ଆଉ ବୃଦ୍ଧ ଅବସ୍ଥା , କିନ୍ତୁ ପଶ୍ଚ୍ୟାତ ପଦ ହେବ ନାହିଁ ଏହି ବ୍ରାହ୍ମଣ ତନୟ, ଯେହେତୁ ସେ ପ୍ରତିଜ୍ଞାବଦ୍ଧ ମାତାଙ୍କ ସମ୍ମୁଖରେ....
ଓଁ ବ୍ରହ୍ମ ଦେବାୟ ନମଃ..........
👌🏿👌🏿🤣☝🏿🤪🤪