ଆମକୁ କହୁଛନ୍ତି ତମେ ଆମକୁ ଖୁସି କରିଦିଅ ତମେ ଖୁସିରେ ଡ୍ୟୁଟି କରିବ ... ପଦାରେ ପଡିଲା ମୋ ବସ କର୍ମଚାରୀଙ୍କ ଗୁମର !!

Поделиться
HTML-код
  • Опубликовано: 24 сен 2024
  • Thanks for Watching. If you like our video, please don't forget to
    II LIKE II
    II SHARE II
    II SUBSCRIBE II
    Follow us on:-
    / mahaknews
    / mahaktvnews
    / mahaktvnews
    ==============================================
    If you like our video please don't forget to subscribe our other channel.
    Click here: / mahakplus
    Follow Mahak Plus on:
    / mahakplus
    / mahakplusodia
    / mahakplus
    ==============================================
    #mahaknews

Комментарии • 264

  • @Banshidhar.Swain199
    @Banshidhar.Swain199 День назад +145

    ଏମିତି ଝିଅ ସମସ୍ତେ ହେବା ଦରକାର। ଧନ୍ୟବାଦ୍

  • @hariharapanda678
    @hariharapanda678 День назад +125

    କଣ କରୁଛି ପ୍ରଶାସନ ଜଲଦି ଇନକ୍ୱାରୀ କରି ଦୋଷୀ କୁ ଦଣ୍ଡ ଦିଆଯାଉ ନାମ ବି କହୁଛନ୍ତି ଭଉଣୀ

    • @dibyaranjannaik2483
      @dibyaranjannaik2483 День назад

      Prasason bi kichi kariparibani, sabu sei Kona pachore baya

  • @chhanda678
    @chhanda678 День назад +44

    ଦେଶର ପ୍ରତ୍ୟେକ ନାରୀ ମା ଦୁର୍ଗା ।ତାଙ୍କୁ ସମ୍ମାନ ଦିଅ ନହେଲେ ଛଟପଟ ହୋଇ ମର।❤

  • @suparfonyfamily
    @suparfonyfamily День назад +50

    କେମିତି ମଣିଷ ଆଜି କାଲି କାହା ଅସୁବିଧା ର ଫାଇଦା ଉଠେଇବର୍ ଚିନ୍ତା ଧାରା ରଖି ଚାଲିଛି

  • @durgeshpatra4498
    @durgeshpatra4498 День назад +196

    ଯାହା ହେଉ ଏ ଝିଅ ର ସାହାସ ଅଛି ଧନ୍ୟବାଦ କାଲି ଚାକିରି ନ ପଳାଉ

    • @golakhaswain6037
      @golakhaswain6037 День назад +2

      Thank sister

    • @untold9254
      @untold9254 23 часа назад +2

      Oho tame mane tahele Satyawan gote gote....
      Duty karunahanti lady conductor mane....
      I mean passengernku bina ticket re chhadidauchhanti....

    • @untold9254
      @untold9254 23 часа назад +1

      Tama chanel ru Jagannathnka nama delete karidiantu nahele Pravu Jagannath tuma mananku kbe maaf karibeni....

    • @untold9254
      @untold9254 23 часа назад +2

      Pls quick Action Bhubaneswar Comissionret Police....
      Nehin toh kahin ye madam ji ka kuchh Anhoni naa hojaye Or ush madamji ko kahin maar na de ye sare vedio ne....

    • @Jaijagganathh
      @Jaijagganathh 23 часа назад

      @@untold9254 na bhai kouthi kan hauthiba jana nanhi kintu ethi pura fake allegation anichanti ...Munn chinhichi sey lokanku ..au janichi emane Jani suni faseibaku chesta chaleichanti ....

  • @priyadarsanmallick8925
    @priyadarsanmallick8925 День назад +107

    ଶଳା ସବୁଠି ଏଇ ଧନ୍ଦା ।

  • @BARUNKUMARKISAN
    @BARUNKUMARKISAN День назад +74

    ସବୁଠି ପୋଲିସ ର ନାଟ

  • @subratdas9585
    @subratdas9585 День назад +93

    ଏ ଝିଅ କୁ ଭଲ ଲୋକ ସାଥ ଦେବା ଦରକାର , ଗୋଟେ ଭଲ ଝିଅ ବୋଲି ସାମ୍ନା କରିବାକୁ ଆଗେଇ ଆସିଛି

    • @Boudh.Toka_Dillip
      @Boudh.Toka_Dillip День назад +3

      First monitoring kara jau then dosi jie taku punishment darkar

    • @Boudh.Toka_Dillip
      @Boudh.Toka_Dillip День назад +3

      Mote laguni thik ei jhia kn haithiba kn nai agaru bi dwithai pare nahele neiki khaithiba

    • @dibyaranjannaik2483
      @dibyaranjannaik2483 День назад

      Ta mane au sabu jhio Kona deuchanti ki

    • @subratdas9585
      @subratdas9585 День назад

      @@dibyaranjannaik2483 na bhai sabu jhia kharap nuhanti tanka katha suni mate laguchi vala jhia heithibe

    • @Jaijagganathh
      @Jaijagganathh 23 часа назад

      @@Boudh.Toka_Dillip pura fake allegation anichanti bhai emane ....duty time rey asunahanti ..action nele case karidauchanti

  • @anmayakumar1551
    @anmayakumar1551 День назад +35

    ଦେଖାଯାଉ ନୁଆ ସରକାର କଣ ପଦକ୍ଷେପ ନେଉଛନ୍ତି ??

  • @jiturockez8572
    @jiturockez8572 День назад +26

    ସବୁଠି ଏଇ ଧନ୍ଦା ଛି.... ଟିକେ ଖୁସି ପାଇଁ କାଇଁ ଏମିତି ହେଉଛ

  • @Subu_0011
    @Subu_0011 День назад +27

    ଭାଇ ଯେତେବେଳେ ଇଂରେଜ ମାନେ ଶାସନ କରୁଥିଲେ ବୋଧ ହୁଏ ସେତେବେଳେ ଏମିତି ହେଉନଥିଲା ସେମାନେ ଧନ ଲୁଟି ଥିଲେ ନିଜ ଦେଶ ପାଇଁ କିନ୍ତୁ ଆଜି ଏମାନେ ତ ନିଜ ଦେଶ ର ମା ଭଉଣୀ ଙ୍କ ଇଜ୍ଜତ ଲୁଟୁ ଛନ୍ତି,ଯାହା ଗୀତା ଭାଗବତ ରୁ ଜ୍ଞାନ ନେଉଛନ୍ତି ହିନ୍ଦୁ ଲୋକ ତାହା ହିଁ ଆଜି ପ୍ରତିଫଳିତ ହେଉଛି

  • @sasanksekharaswain9208
    @sasanksekharaswain9208 День назад +13

    ଆଜିକାଲି ତ ଖୁସି ସମସ୍ତେ ମାଗୁଛନ୍ତି , ଲଜ୍ୟା ଘୋର ଲଜ୍ୟା , ନିଆଁ ନଥିଲେ ଧୁଆଁ ବାହାରିବ ନାହିଁ , IIC ଙ୍କୁ ଅନୁରୋଧ ବୁଝନ୍ତୁ ଝିଅ ର କଥା

  • @rahulbadset
    @rahulbadset День назад +45

    ଭଉଣୀ ଜମା ଡର ନାହିଁ
    କେସ କର

    • @bhagabanmajhi5099
      @bhagabanmajhi5099 День назад +3

      କେସ କିଏ ଶୁଣିବ ରେ ଭାଇ, ଜଉଠି ଯିବୁ ସେମାନଙ୍କ ଭଳି ଲୋକମାନଙ୍କ ହାବୁଡ଼ରେ ହିଁ ପଡ଼ିବ ।😲🤔🥺ଯୋଉଠି ଦୈଉଡି ଲେ ଭି ସେମାନଙ୍କ ହାବୁଡରେ,

  • @mithunPradhan-zb1yn
    @mithunPradhan-zb1yn День назад +10

    ସବୁ ସେ ପୋଲିସ ଧନୀୟ ରେ ପୋଲିସ

  • @devbehera9506
    @devbehera9506 День назад +11

    ଏବେ ତ ପଣ୍ଡିଆନ କି ନବୀନ ନାହାନ୍ତି ଯଥାଶୀଘ୍ର ତଦନ୍ତ କରି ଦଣ୍ଡ ଦିଆଯାଉ।

    • @mundariipilproduction1376
      @mundariipilproduction1376 День назад +3

      ବାଳ ଟା କରିବେ ଏଇ ସରକାର 😂😂😂😢😢😮😮

    • @sukantadalapati3845
      @sukantadalapati3845 День назад +1

      Alu Sarakara hathare kichi hebani Khali baula chaula heuchhanti

  • @udaynathray4251
    @udaynathray4251 День назад +28

    Brave lady
    Please help her

  • @ChandraMohan-hh3vi
    @ChandraMohan-hh3vi День назад +7

    ଶଳାଙ୍କର କେତେ ଠିଆ ହୋଉଛି room କୁ ଯାଇକି ସାଙ୍ଗରେ ଗୋଟେ ନୂଆ ବ୍ଲେଡ଼ ନେଇକି ଠିଆ ହବା ଜିନିଷ ଟାକୁ ଉଡେଇ ଦବାର ଅଛି ତେବେ ଯାଇକି ଶଳାଙ୍କର ବୁଦ୍ଧି ଆସିବ |

  • @BapujiMLT
    @BapujiMLT День назад +27

    ଯାଅ ହେଲେ ସାଥିରେ ଗୋଟେ blade ନେଇ କି jao
    ସବୁଠି ପୋଲିସ link

  • @Nayak9988
    @Nayak9988 22 часа назад +2

    ସତ୍ୟ ସହିତ ଲଢ଼ିବା ପାଇଁ ଭଗବାନ ରୁମକୁ ଶକ୍ତି ଦେଉ

  • @bijayajena6873
    @bijayajena6873 День назад +7

    Heartfelt thanks for your course. Police should take action against that culprits.

  • @Deepakkumardash-j3c
    @Deepakkumardash-j3c День назад +18

    Mo bus 🚌 ku main officers nku encounter karidia jau 😂

  • @kanderamsing3065
    @kanderamsing3065 День назад +12

    ବହୁତ ଝିଅ ଏମିତି ନିର୍ଯାତ ପାଉଛନ୍ତି। ମୁଁ 🚌 🚌 ରେ । Patrapada ମୁଁ 🚌🚌 ଡିପ ରେ ବି ଏମିତି ହେଉଛି। ମୁଁ sister ସେଇଟି ମୁଁ ବସରେ duty କଲା ବେଳେ ବି ତାହା ସହିତ ହେଇଥିଲା।

  • @Odia-vlogger-nana
    @Odia-vlogger-nana День назад +2

    ଏ ଝିଅ କୁ ମାନିବାକୁ ପଡିବ ବହୁତ ଭଲ ପଦକ୍ଷେପ ଗ୍ରହଣ କରିଛନ୍ତି ସ୍ୱାଗତ କରୁଛି ଧନ୍ୟବାଦ ଜଣାଉଛି ଏ ଖବର ଓଟିଭି ରେ ବଜାଅ ସବୁ ସାବାଡ ହେଇଯିବେ,ଆଉ କିଛି କରିବା ଦରକାର ନାହିଁ

  • @Nitish86858
    @Nitish86858 День назад +5

    Good girl very strong God bless you

  • @sunilkumarpatnaik6953
    @sunilkumarpatnaik6953 День назад +9

    CM nku lekhi complaints dia....Nabujhiley High Court and Supreme Court Chief Justice nku lekhiba....

  • @samirbehera4466
    @samirbehera4466 День назад +1

    ଦୁଇ ଥର ପଦ୍ମ ଦୁଇଗୁଣା ବିନାଶ....... ଏ ସରକାର କିଛି କରିବନି ସମସ୍ତେ ଜାଣନ୍ତି

  • @k-adicomedy8266
    @k-adicomedy8266 День назад +7

    Odisha police ra pariba pania dekhare bhai😢😢😢😢

  • @rabindrasahu2083
    @rabindrasahu2083 День назад +4

    Very serious issue..these lady conductors are serving people with 8 hours of standing in a day... But the officers are behaving like this... It is a very serious issue.. the rascal officers should be arrested ... Let's take the action by our government

  • @sanjay23172
    @sanjay23172 День назад +4

    Immediately take a necessary action against To The culprits n Criminal Offence Person Sent To Him Jail Custody for ever

  • @LsantoshPatra-up6hr
    @LsantoshPatra-up6hr День назад +9

    Immediately action nia jau

  • @vikramkesharibehera1616
    @vikramkesharibehera1616 День назад +10

    ସେଥିପାଇଁ ଆପଣ ନିଜ ଘରେ ରହି ସ୍ୱାମୀ ଓ ପିଲା ଙ୍କ ଦେଖାଶୁଣା କର, ଏ duty କୁ ଛାଡ଼ନ୍ତୁ

    • @srushtikanta2969
      @srushtikanta2969 День назад

      khaibe kon asmani ladu....never justify violence against women.

  • @kumartapas6020
    @kumartapas6020 День назад +7

    Odisha re jogi jmti strong action nela wala cm darkar ae remote wala cm kichi kamaku nuho.

  • @NSkantKumar
    @NSkantKumar 7 часов назад +1

    ଯୀଶୁ ପଥ ଯୀଶୁ ସତ୍ୟ ଯୀଶୁ ହିଁ ଅନନ୍ତ ଜୀବନ 🎉🎉
    ପାପରୁ କ୍ଷମା ଅନନ୍ତ ନର୍କ ଦଣ୍ଡରୁ ରକ୍ଷା ସ୍ୱର୍ଗୀୟ ଅନନ୍ତ ଜୀବନ ଶାନ୍ତି ବିଶ୍ରାମ ସାନ୍ତ୍ଵନା ପାଇବାକୁ ହେଲେ ଯୀଶୁ ଖ୍ରୀଷ୍ଟଙ୍କ ଠାରେ ବିଶ୍ବାସ କର 🎉🎉
    ପାପର ଦୁନିଆଁ ଅସ୍ଥାୟୀ ଜୀବନ ଈଶ୍ୱର ବିଶ୍ବାସ ମଧ୍ୟରେ ଏହା ହିଁ ଜୀବନର ସାର ସତ୍ୟ 🎉🎉

  • @manjulatasingh5251
    @manjulatasingh5251 День назад +6

    Brave lady

  • @Mr.Harimohan
    @Mr.Harimohan 19 часов назад

    Thank you so much, ଏଭଳି ସାହସିକ ହେବା ଉଚିତ୍। କଥାରେ ଅଛି,ଚୋର ଘର ସବୁଦିନ ଅନ୍ଧାର ନ ଥାଏ 😊 । ଦେଖା ଯାଉ ପ୍ରଶାସନ କଣ ପଦକ୍ଷେପ ନେଉ ଛନ୍ତି ? ସମୟ କହିବ !!
    କୋଠର ଆକ୍ସନ ନିଆ ଯାଉ

  • @DasharathaMunda-h6e
    @DasharathaMunda-h6e День назад +1

    ସମସ୍ତେ ଭଉଣୀ, ଭାଉଜ ମାନଙ୍କୁ ମୋର ଅନୁରୋଧ କରୁଛି ଯଦି ମୋ କଥା ଏକମତ ହୁଅ, ଏ ସରକାର, ଏ ପୋଲିସ କିଛିବି କରୁନାହାନ୍ତି. ତେଣୁ ନିଜକୁ ସୁରକ୍ଷା କରିବାକୁ, ନିଜ ପାଖରେ ଗୋଟେ ଛୁରୀ,/ବ୍ଲେଡ ରଖ, ଯେତେବେଳେ ସେମାନେ ଆପଣ ମାନଙ୍କୁ ଖରାପକାମ କରିବାକୁ କହିବେ ସିଧା ତ ଜିନିଷ ତ ହାତରେ ଧରେଇଦେଇକି ଆସ.

  • @riyanceseth9445
    @riyanceseth9445 23 часа назад +3

    Pura Rani priyadarshini voice 😂😂😅

  • @biswajitjena718
    @biswajitjena718 День назад +1

    THANKS TO THIS COURAGEOUS LADY .MEDIA MUST CIRCULATE THIS NEWS AS MUCH AS POSSIBLE , CREATE PRESSURE ON POLICE PERSONNEL.

  • @srabanakumar4019
    @srabanakumar4019 День назад +5

    its very serious issue....

  • @kunasahoosahoo
    @kunasahoosahoo 15 часов назад

    ଆରେ ଶଳା କାଇଁ ପର ଝିଅକୁ ଡାକୁଚ ତମ ମା ଭଉଣୀ ଅଛନ୍ତି ତାଙ୍କୁ ଡାକ.. ସେ ଯେହେତୁ ଘର ଲୋକ ଅଧିକ ଖୁସି ଦେବେ.. ଭାଡୁଆ ଶଳା

  • @MinakshiJagat-i7e
    @MinakshiJagat-i7e 23 часа назад +2

    Right sister to your speak......

  • @babulbeura6118
    @babulbeura6118 День назад

    ନିଜେ ଠିକ ଅଛୁ ତ. ଯୋଉ ମାନେ ସେଭଳି କାମ karichanti ତାଙ୍କୁ କାହା ସମସ୍ତଙ୍କ ନା କହିଁନିକି କହୁଚୁ.

  • @vikrantkhatai5750
    @vikrantkhatai5750 23 часа назад

    ଆମେ ଦକ୍ଷିଣ ଭାରତ ରାଜ୍ୟ ଭଳିଆ କେବେ ହେବା.... ଓଡିଶା.. ବିହାର ଭଳିଆ ହେଇଗଲାଣି

  • @dhanumunda7630
    @dhanumunda7630 День назад +2

    BJP sarkar nku anurad apari lukanku fasi dia.baut sahasi jia good 👍👍

  • @sudhansusekharsahoo2833
    @sudhansusekharsahoo2833 5 часов назад

    ମୋହନ ବାବୁ କଣ ପଖାଳ ଖାଇ କି ଶୋଇ ପଡିଲେ ନା କଣ ହେ ଦେଖ ଟିକେ କଣ ହେଉଛି।

  • @gobindasoren5689
    @gobindasoren5689 3 часа назад

    ସତ୍ୟ ମେବ ଜୟତେ।।।। Good sister 👍👍👍

  • @santoshkumarmishra2620
    @santoshkumarmishra2620 День назад +2

    କିଛି ପାଇବାକୁ ହେଲେ କିଛି ହରେଇବାକୁ ପଡେ. ଯଦି ଏଚେ ଅଳିଆ ଅଛି ତୁମେ Duty ନକରି ଘରେ ରୁହ.

  • @kanderamsing3065
    @kanderamsing3065 День назад

    Patrapada dip re ବି emiti ଝିଅ ପିଲା ବହୁତ ନିର୍ଯାତାର ହେଇଛନ୍ତି ।

  • @lokanathmaharana8842
    @lokanathmaharana8842 День назад

    ଶଳା ଏଡ଼େ ବଦମାସ୍ ସଲାଙ୍କୁ suspend କରାଯାଉ

  • @umakanta7103
    @umakanta7103 День назад +1

    Brave kady 👍👍

  • @PradyumnaMishra-d9z
    @PradyumnaMishra-d9z 21 час назад

    ଶଳା ଧର ସେ ପୋଲିସ କୁ ଯିଏ fir ରଖିନି.....

  • @bhanjakishorswain8044
    @bhanjakishorswain8044 День назад

    ଝିଅ ଧନ୍ୟ ବା ଦ ଭୁବନେଶ୍ୱର ସ ବୁ ପୋଲିସ

  • @rakeshkumarsahoo7841
    @rakeshkumarsahoo7841 16 часов назад

    ମୋ ବସ୍ ରେ ତାହାଲେ ଏମିତି କଳା କାରନାମା ଚାଲିଛି, ବାଃ ବାଃ ରେ ଓଡ଼ିଶା ବିଜେପି ସରକାର, ମା ଙ୍କୁ ସମ୍ମାନ, ଛି ଛି ଘୋର ଅପମାନ ଓ ଲଜ୍ଜ୍ୟା ଓଡ଼ିଶା ସରକାରକୁ ।😂😂😂😂

  • @bebinabarik7811
    @bebinabarik7811 День назад +2

    Jhiamane Kan gote khelana taku nei khusi Kariba.nijara problem pain kie job karuchi tar ashayata ra fayda uthaucha chi ..ama desare low strong nahni amaku emiti vogibaku padiba..

  • @ChandrakantaRoul-b4g
    @ChandrakantaRoul-b4g 15 часов назад

    brave lady
    full support🙏

  • @Aswinagomango
    @Aswinagomango День назад +5

    ମାର cm ମାଝୀ କୁ 😂

    • @Seturam789
      @Seturam789 День назад +3

      😂 ନବୀନର ବ୍ଯବସ୍ଥା ଏଇଟା

    • @BhajaharidasDas-h6u
      @BhajaharidasDas-h6u День назад

      Nabin ra pila posting heichanti sala ku encounter Kari maridia

    • @melisha4236
      @melisha4236 День назад

      Mo bus kie start karichi. Navin budhha na mohan majhi.....?????????????

    • @sarojmohanta5167
      @sarojmohanta5167 День назад

      ମେଣ୍ଢା ଟା କୀ ରେ

    • @SisirTripathy-c3k
      @SisirTripathy-c3k День назад

      Are aswini tuta behiya ta kire

  • @RiyaSriyaCreation-1
    @RiyaSriyaCreation-1 5 часов назад

    Super jhio God bless you sabas

  • @arpitapriyadarshini2471
    @arpitapriyadarshini2471 День назад

    Such a very brave lady...amiti jhia thu kichhi sikhibaa darkar aaji kaa generation ra jhia

  • @dharanidharbehera1447
    @dharanidharbehera1447 День назад +1

    Allegations against police everywhere in the state. Exemplary action against erring officials sd b taken immediately. Government of odisha solve these issues on priority basis. Reforms in police department is badly required.If necessary more appointment of personal in order to provide immediate justice to general public who are suffering a lot.

  • @bikashmahanta7579
    @bikashmahanta7579 День назад +1

    ତୁରନ୍ତ ଗିରଫ କରିବାକୁ ଦାବି

  • @ashishku.mohanty8792
    @ashishku.mohanty8792 3 часа назад

    Ye jhia nku mu janichi mu bi 18 no bus re regular jaye . Hele ebe se auu 18 AC re duty karu nahanty . I know she is so straight forward girl and so fire 🔥🔥.

  • @rashmitarautaray8912
    @rashmitarautaray8912 День назад +1

    Kou line re job kariba .secure life boli kichhi nahi a odisha re every step re risk ..... ketebele kaha sahit kn sabu heijauchi kichhi bujha padhuni ....🙏🙏

  • @lemmurmu6447
    @lemmurmu6447 День назад +3

    Samastanku arrest korajau

    • @thehembramvlogs1490
      @thehembramvlogs1490 День назад

      Re mg to vauni ku pathei de Sethi se Khushi karu samastanku

  • @SirajKhan-fm9jg
    @SirajKhan-fm9jg День назад +1

    Right

  • @abhijitparida6610
    @abhijitparida6610 День назад +1

    Great women

  • @VideoLifeTikiZone2737
    @VideoLifeTikiZone2737 День назад

    Har Har Mahadev ❤

  • @MadanDas-q3k
    @MadanDas-q3k 4 часа назад

    ଶଳା ବନ୍ଧା ହବା ଦରକାର

  • @KartikJena-we5oj
    @KartikJena-we5oj День назад

    ଭଲ କଥା କହୁଚ୍ଛ ଅଵିକା ତାଙ୍କର ନୂଆ ସରକାର ତାଙ୍କ ଇଚ୍ଛା ତାଙ୍କ ହୁକୁମ ମାନିବାକୁ ପଡ଼ିବ ଆଉ ରହି ଆଇନ,ସରକାର ବା ତାଙ୍କର କଥାରେ ତୁ ଫେରାଦ ହେବୁ ଯାହାକୁ ମୁ ଘଇତା କରିଛି ତାକୁ ,ବିଚାର କେମେଟି ପାଇବ ଏଠି ମୋହନ ସରକାର ନବୀନ ବାବୁ ନାହାନ୍ତି। ହୁଶିଆର୍

  • @jagdishnayak4523
    @jagdishnayak4523 6 часов назад

    କ'ଣ ଚାଲିଛି ଓଡ଼ିଶା ରେ 😡😡😡😡

  • @ashokbadajena8568
    @ashokbadajena8568 День назад +1

    ଥାନା ଉପରେ ଆକ୍ସନ ହେଉ ଆଗ,,,,,ଅପାରଗ ପୂର୍ବ ମଦୁଆ ନବୀନ ଯୋଗୁ ଏମିତି ଚାଲି ଆସୁଥିଲା,,ଏବେ ନୂଆ ସରକାର୍ ଙ୍କୁ ବିରୋଧୀ ଘେରିଲେ ହବ,,,ସେ ଏହାର ସ୍ପଷ୍ଟ ଜବାବ୍ ରଖିବେ ଜନସାଧାରଣ ଙ୍କ ସମ୍ମୁଖରେ,,,ଏହା ଆଲୋଚନା ହୁଏ

    • @sukantadalapati3845
      @sukantadalapati3845 День назад

      Nua Sarakara kn chudi pindhi basichi 100 Dina helani puni nua

  • @sumantajena8218
    @sumantajena8218 22 часа назад

    Shame shame... action should be taken immediately

  • @k-adicomedy8266
    @k-adicomedy8266 День назад

    Totally Odisha police au police abasta re nahanti... Ebe Mohan majhi sir kichhi paribartan karibe jadi bhala haba... Jeun police mane rajarasta ku asi andolana karuthile a news tk Mana dei sunantu😮😮😮😮😮

  • @foundationservices2890
    @foundationservices2890 23 часа назад

    Here again odisha Police in question like ever before...

  • @minuminu5218
    @minuminu5218 21 час назад

    Dosi ku job ru purapuri out Karajan cm sir plz plz take your action😊

  • @Dillip-so7gn
    @Dillip-so7gn День назад

    ଶୋଳl ମାନେ ନିଜକୁ ଭାବନ୍ତି ବୋଡ଼ ଅଫିସର naibe ଶୋଲେ 20 ବର୍ଷ tale 😅ଟିକେଟ କାଟିବା bala ହେଉଛ ତମେ

  • @gaganbihari4188
    @gaganbihari4188 Час назад

    Very good

  • @nirmalbhanja1241
    @nirmalbhanja1241 День назад

    Thanks sister

  • @foundationservices2890
    @foundationservices2890 23 часа назад

    IIC. ? WAITING ANSWER ? TO FIND TRUTH.
    IF ITS TRUE, ABOUT THE CULPRITS, THEN SHAME ON THEIR.......

  • @UmeshPatracaptain
    @UmeshPatracaptain День назад +1

    Mote gote din pai cm dia odisha ku badalai debi a kn chalichhi odisha re.

  • @tapasentertainment9135
    @tapasentertainment9135 22 часа назад

    Totally each & every private sector Job if handle by govt directly this type of situation will not create. Who are culprit proper enquiry and terminate from Job. Except Odisha in out of States ladies also working in private sector job but this type of Situation is very rare. It's correct in some places ladies also complaint false allegation, but all ladies aren't wrong.

  • @amiyaparida2276
    @amiyaparida2276 День назад +1

    👍👍👍👍🌹

  • @sudarsanrout6549
    @sudarsanrout6549 18 часов назад

    amlan mishra Ncounter next

  • @untalentedboy4156
    @untalentedboy4156 День назад

    Odisha gote kalanka odisha na bani jau bjd nahi bjp he strong action niea jau

  • @Lalupandeypandey-e9v
    @Lalupandeypandey-e9v День назад +1

    Keyese

  • @bhaskarNayak-rs5vz
    @bhaskarNayak-rs5vz День назад +1

    Bhauni agaku madi chall AME tamasathire achhu

  • @srinathmishra649
    @srinathmishra649 День назад

    Is the Police DG Listening?.

  • @SmrutipriyaBarik-s4f
    @SmrutipriyaBarik-s4f День назад

    Nari tume ageiasa abhijoga nunhe punachheda pakaa, maa durga tumaku sahaya huantu,

  • @anilmajhi8640
    @anilmajhi8640 День назад

    Sakt action 😊

  • @abamindrasahoo5600
    @abamindrasahoo5600 День назад

    Good jb

  • @sumantachandrakantahembram2654
    @sumantachandrakantahembram2654 День назад

    Viral kora jau

  • @himansukhuntia1463
    @himansukhuntia1463 2 часа назад

    Main Bhul L&K Agency ra...

  • @amarendra29
    @amarendra29 День назад

    SARKAAR CHANGE THE RULE ONLY FOR LADIES

  • @MamaSahoo-jo5ym
    @MamaSahoo-jo5ym День назад

    Odisha sarakar

  • @untold9254
    @untold9254 23 часа назад

    Oh My God.....
    Madam ji Aap chappal se pehele marne ke baad Police case karna chahiye tha.....

  • @SmrutipriyaBarik-s4f
    @SmrutipriyaBarik-s4f День назад

    Nari ghare thile bhare asi sasktikarana hele j juade dekhiba ae kese jhadu dhari ghara alia safa hauchi society alia kemiti safa haba maa durga jananti aka bhujaru sahara bhuja heba abe jaruri helani

  • @prabhatpradhan4395
    @prabhatpradhan4395 23 часа назад

    Mahila soshan band heba darkar

  • @srikantsahoo1648
    @srikantsahoo1648 22 часа назад

    100% right kauchi

  • @GIRISHCHANDRABADHEI-q8n
    @GIRISHCHANDRABADHEI-q8n День назад

    ✌️👍

  • @atozmovies2688
    @atozmovies2688 5 часов назад

    Mastercanten re jete mo bus karmachari office re achanti sobu tautor guda

  • @thehembramvlogs1490
    @thehembramvlogs1490 День назад

    Mo bus re thiba members nalua sabu,Hr member aau super visor bi sabu,mu Nije Sethi kama karuthili