Aalo Pageli Galu Badali Odia Sad Video Song - Aswin , Rishna , Jyoti , Japani Bhai - Female Part - 2

Поделиться
HTML-код
  • Опубликовано: 20 окт 2024
  • • Dam Dam Damru Baje- Hi...
    Watch Armaan Music's Most Popular Hit Odia Sad Music Video Song Of 2021 Aalo Pageli Galu Badali Female Version After Humane Sagar's Male Version Video Casting By Aswin & Rishna Sung By Jyotirmayee, penned By Tapu Nayak & Music By Your's Japani Bhai
    Video Credits
    Director - Swagat Patra
    Starring - Aswin & Rishna
    Story, Screenply & Dialogue - Japani Bhai
    Dop - Akshya Kumar Nayak
    Editing - Manash Ku Sahoo
    Associate Camera - Munna
    Production Manager - Uttam
    Camera Support - Badal
    Art Direction - Nilu
    Camera Hub - Studio 360
    Audio Credits
    Song - Aalo Pageli Galu Badali(Female)
    Lyrics - Tapu Nayak
    Music - Japani Bhai(contact - 9583813010)
    Singer - Jyotirmayee
    Programming - Amit Raja
    Rythem - Anil Dash
    Voice Recording - Soubhagya Panda
    Mixing & Mastering - Milan Dash
    #Aalopageligalubadalifemalevideo
    #Japanibhai
    #Odiasadvideo
    #Armaanmusic
    #Aswintripathy
    #jyotirmayee
    #Humanesagar
    Please Subscribe Our Channel : bit.ly/3gkc7Xi
    Follow us on Instagram :
    / japanibhai.official
    / armaanmusic.official
    Music Label : Aramaan Music
    Copyrights By : Armaan Music
    Like, Share, Subscribe our Channel & Comments Below.

Комментарии • 3,7 тыс.

  • @PratimaBehera-z3t
    @PratimaBehera-z3t 5 месяцев назад +34

    ଭାଇ ସତ କହିଲ career ରେ success ନ ପାଇଲା ଯାଏଁ ଏଠି କେହି କାହା କୁ ପଚାରି ବେନି👌👌👌👌nice ଲାଇନ.......🥰🥰🥰❣️❣️❣️👌👌👌

  • @babucreative7869
    @babucreative7869 3 года назад +67

    ପ୍ରଥମେ ଧନ୍ୟବାଦ ଦେବି ଜାପାନୀ ଭାଇଙ୍କୁ 🙏 ବହୁତ ସୁନ୍ଦର ଗୀତଟିଏ ❤️ ବନେଇଛନ୍ତି । ଜୀବନର ଅନେକ ସ୍ମୃତି ମନେପଡେ ଖୁବ୍ ସୁନ୍ଦର ହୋଇଚି।

  • @kaibalyabiswal434
    @kaibalyabiswal434 Год назад +102

    ଏ ସ୍ୱାଥପର ଦୁନିଆରେ ଗୋଟିଏ ଜିନିଷ ମତେ ଶିଖେଇଦେଲ. ତମେ ଯେତେ ଯାହାକୁ ଭଲ ପାଅ ନାଁ କାହିଁକି ହେଲେ ତମେ ତମ ନିଜ କ୍ୟାରିୟର ରେ success ନ ପାଇଲା ଯାଏ ଏଠି ଶଳା, କେହି କାହାକୁ ପଚାରିବେନି. ✨️✨️

  • @omnamhobhagabatebasudebaya3272
    @omnamhobhagabatebasudebaya3272 3 года назад +141

    ଏଠି ଶଳା କେହି କାହାକୁ ପଚାରିବେନି ଡାଏଲଗ ଟି ବହୁତ ବଢିଆ ଲାଗିଲା ସତରେ ଏଭଳି ବାସ୍ତବିକ ଗୀତ ଆହୁରି ଅଧିକ କରନ୍ତୁ ।ଧନ୍ୟବାଦ all team

  • @anupamadalei7968
    @anupamadalei7968 3 года назад +609

    "ତମେ ଜୀବନରେ ଯେତେ ଯାହାକୁ ଭଲ ପାଇଥାଅ ହେଲେ career ରେ success ନ ପାଇଲା ଯାଏ ଏଠି କେହି କାହାକୁ ପଚାରିବେନି "
    The way Ashwin said this 🔥

  • @sadanandabehera3888
    @sadanandabehera3888 3 года назад +72

    ଭାଇ ଗିତର ଶେଷ ଡାଇଲଗ୍ ଟି ମୋ ମନକୁ ପୁରା ଛୁଇଁ ଗଲା 🙏🙏🙏💯👌👌

  • @sanjibpadiary5810
    @sanjibpadiary5810 3 года назад +75

    ଜାପାନୀ ଭାଇ love u bro.......... କି song ଆଉ vedio ତିଆରି କରୁଛ....... Maghia ଟୋକି ଯାକ ମରିଯିବେ ରେ ଭାଇ................. Salute u ଜାପାନୀ ଭାଇ

  • @mysteriousmotivational2143
    @mysteriousmotivational2143 3 года назад +293

    ଆପଣଙ୍କର ସବୁ ଭିଡ଼ିଓ ଗୁଡିକ ବାସ୍ତବିକ ,ତେଣୁ ସବୁ ଭିଡ଼ିଓ ଗୁଡିକ ଓଡିଶାବାସୀଙ୍କ ହୃଦୟ କୁ ଛୁଇଁପାରିଛି । ଜୟ ଜଗନ୍ନାଥ 💐💐💐

  • @Evergreen_meludy_bulu
    @Evergreen_meludy_bulu 8 месяцев назад +44

    ୨୦୨୪ ରେ କିଏ କିଏ ଦେଖୁଛ please like ମାର 😂😂

  • @mrkk9739
    @mrkk9739 3 года назад +184

    ପୁଅ ମାନଙ୍କ ପାଇଁ ଏ ଗୀତ ଟା
    ବହୁତ କିଛି ଶିଖେଇବ

  • @D2SERIESONE1997
    @D2SERIESONE1997 3 года назад +140

    ଅଶ୍ଵିନୀ ଭାଇ ଲାଷ୍ଟ line ଯାହା କହିଲ 100% write love you bhai

  • @therdvlog9094
    @therdvlog9094 2 года назад +51

    I'm from Kolkata but I really like to listen Odia song..but this song is just wow..keep up.. thank you.

  • @djchittacreation
    @djchittacreation 3 года назад +41

    ଏହି ଭିଡିଓଟି ସମସ୍ତଙ୍କ ହୃଦୟକୁ ଛୁଇଁଯାଇଥିବ ❤

  • @rajendrabehera8269
    @rajendrabehera8269 3 года назад +11

    ଶେଷ ଡାଇଲୋଗ ପୁରା ହୃଦୟ କୁ ଛୁଇଁଗଲା 👌👌👌👌

  • @gyanapitha881
    @gyanapitha881 3 года назад +42

    ଭଲ ପାଇବା କିଛି ନୁହେଁ ଏଇଠି ଯେତେ ଭଲ ପାଇବ ପ୍ରିୟା କୁ ସେମାନେ କାହାର ନୁହନ୍ତି ପ୍ରେମ ତାଙ୍କ ପାଇଁ କିଛି ନୁହେଁ ପଥର ହୃଦୟ ହୃଦୟ ହିନା ସେମାନେ 😭😭😭

    • @srutipriyadarsinee4214
      @srutipriyadarsinee4214 Год назад +1

      Samaste same nuhe. Jana nka pain samastanku same bhabiba bhul.

    • @bikeshparida4207
      @bikeshparida4207 5 месяцев назад

      ​@@srutipriyadarsinee4214 tate Kia pacharuchi na kana

  • @himansubhusannayak8059
    @himansubhusannayak8059 3 года назад +275

    ଶେଷ ଡାଇଲଗଟି ହୃଦୟସ୍ପର୍ଶୀ ହୋଇଛି....... Love u bhai

  • @tariniprasad1289
    @tariniprasad1289 3 года назад +18

    ତମେ ଜୀବନ ରେ ଯେତେ ଯାହାକୁ ଭଲ ପାଇଥାଅ ହେଲେ କ୍ୟାରିୟର ରେ success ନ ପାଇଲା ଯାଏ ଏଠି ଶଳା କେହି କାହାକୁ ପଚାରିବେନି
    Kasawww Dialouge ..........👍🏻

  • @rajeshpalei4843
    @rajeshpalei4843 Год назад +3

    Dunia re 100% jhia amitika bhai aie song ru sabu pua mane sekhi jibe ...😔😔

  • @skvlogs6747
    @skvlogs6747 3 года назад +39

    ଜାପାନୀ ଭାଇ ସେ ଜଣକ କିଏ.....???
    ସତରେ ହୃଦୟ ଥରା love story

  • @abhishekpandaofficial
    @abhishekpandaofficial 3 года назад +24

    Jete jahaku bhala paithao.. hele career re successful na hela jaen, kie kahaku pacharibeni.. soooo damn true.
    Aswin bhai.. the best. 😍❤️

  • @albinamunna9005
    @albinamunna9005 6 месяцев назад +1

    Heart touching song❤❤

  • @rabikantabehera9746
    @rabikantabehera9746 3 года назад +461

    ଅଶ୍ୱିନୀ ଭାଇ last line ରେ ଯାହା କହିଲ ବହୁତ ଭଲ ଲାଗିଲା, super bhai

  • @matlabiduniya1512
    @matlabiduniya1512 3 года назад +25

    Last line is aswm❤️
    A Swartha pora duniya re gote jiniso sikhei delo Tome jibono re jete jahaku volo Pai thaoo hele carrier re Success no paila jaye
    🔥🔥🔥🔥🔥🔥🔥🔥🔥🔥🔥
    " Athi Sola kehi kahaku pocharibeni "
    Aswm Music vdo Swagat bhai👍

  • @rajeshkumarnayak1057
    @rajeshkumarnayak1057 3 года назад +2

    ଲୋମଟାଙ୍କୁରା ଷ୍ଟୋରୀ I
    ଆରେ ଭାଇ କି କଥା.... 😱
    Heart ପୁରା ଶୁଦ୍ଧ ହେଇଗଲା ରେ I
    ଯୁବଗୋଷ୍ଟି ଙ୍କୁ ଏଇ ନୂଆ formula ନିଶ୍ଚୟ ଭଲ ଲାଗିବ

  • @manassenapati1332
    @manassenapati1332 3 года назад +172

    ସବୁ ପୁଅ ମାନେ imotional , ପ୍ରେମ ରେ ହାରି ଯାଇ ଶେଷ ରେ ଆତ୍ମହତ୍ୟା ର ବାଟ ଆପଣେଇ ଥାଆନ୍ତି । ସେତେବେଳେ ତାଙ୍କ ପାଖରେ କେହି ନଥାନ୍ତି ।

  • @odbachelorff2748
    @odbachelorff2748 3 года назад +38

    ଭାଇ କଣ dialog କହିଲ,ପୁରା କେରେକେରା ।❣️really ସବୁ dilog mind-blowing.

  • @SUSHILARJUNNDAS
    @SUSHILARJUNNDAS 2 месяца назад +2

    🌹💗🌹💗🌹ଅତି ସୁନ୍ଦର ସଙ୍ଗୀତ 🌹💗🌹💗🌹

  • @bikashkumardash22
    @bikashkumardash22 3 года назад +309

    ଶେଷରେ ଯେଉଁ Dialogue ଟି ଥିଲା
    "ଆଜି କିନ୍ତୁ ତମକୁ thank u କହିବାକୁ ଭାରି ଇଚ୍ଛା ହେଉଛି ,ଏ ସ୍ବାର୍ଥପର ଦୁନିଆରେ ଗୋଟିଏ ଜିନିଷ ମୋତେ ଶିଖେଇଦେଲ ,ତମେ ଜୀବନରେ ଯେତେ ଯାହାକୁ ଭଲପାଇଥାଅ ହେଲେ career ରେ success ନପାଇଲା ଯାଏ ଏଠି ଶଳା କେହି କାହାକୁ ପଚାରିବେନି "
    ସତରେ ଏ କଥା ଆଜିକା ସମୟରେ ସତ ଏଠି ଭଲପାଇବା କୁ ବୁଝନ୍ତି ନାହିଁ ଟଙ୍କା କୁ ଦେଖି ଭଲପାଆନ୍ତି ।

    • @mr.sahoovlog3545
      @mr.sahoovlog3545 3 года назад +4

      Thnx bro

    • @stylestar486
      @stylestar486 3 года назад +7

      କାଇଁ ତୁ କଣ ଜାଣିନୁ କି ଲୋକମାନେ ସ୍ୱାର୍ଥ କୁ ଅଧିକ ଗୁରୁତ୍ୱ ଦିଅନ୍ତି ବୋଲି
      ତୁ 100 ଟଙ୍କା ଦେଲେ ଯାଇକି fist ରେ ମିଶିବୁ ନହେଲେ ନାଇଁ ଏ କଥା ତୁ କଣ ଜାଣିନୁ
      ଭାଇରେ ମଣିଷ ମାତ୍ର ଅଳ୍ପଦିନ ବଞ୍ଚିବ ତା ଭିତରେ ଭଲ Incom କରିକି ଘରକୁ ଦେଖ ,ଭଲ କର୍ମ କର

    • @bikashkumardash22
      @bikashkumardash22 3 года назад +18

      @@stylestar486 ସେଇଟା ଠିକ୍ କଥା ଯେ ହେଲେ ମୋ କହିବା କଥା ତମେ ଠିକ୍ ସେ ଭାଇ ବୁଝିପାରିଲ ନାହିଁ । ଭଲ ଇନକମ୍ କରିଲେ କଣ ଘର ଲୋକ ଖୁସି ହୁଅନ୍ତି ? ଏ ଦୁନିଆରେ ଲୋକ ଅଛନ୍ତି ଯିଏ କି ଦି ଓଳି ଦି ମୁଠା ଖାଇବାକୁ ପାଆନ୍ତି ନାହିଁ ତଥାପି ସେମାନେ ଖୁସିରେ ଅଛନ୍ତି । ମୋ ଜାଣିବାରେ ଖୁସି ଟଙ୍କାରେ ନଥାଏ ବରଂ ଖୁସି ଭଲପାଇବାରେ ଥାଏ ।

    • @stylestar486
      @stylestar486 3 года назад +5

      @@bikashkumardash22 ଉପରେ ଯିଏ ଅଛି ସେ ହିଁ ଦିନରାତି କରୁଛି ସେ ଜାଣିଛି କିଏ କଣ, ଭଗବାନ ସମସ୍ତ ମାନବ ଭିତରେ ବାସ କରିଥାନ୍ତି କାରଣ ସେ ଜାଣିଛନ୍ତି ତୁମ ଭିତରେ କେତେ ଭଲଗୁଣ କେତେ ଖରାପ ଗୁଣ ଅଛି କେଉଁଲୋକ କଣ ସେ ସେଥିପାଇଁ ଜାଣିଥାନ୍ତି
      ଭାଇ ଯେତେ କଷ୍ଟହେଉ ଯିଏ ଯାହାକହୁ ସବୁବେଳେ ନିଜ ଉପରେ ଆତ୍ମବିଶ୍ୱାସ ରଖିଥିବ
      ଆଉ ସଂସାର ସବୁଠାରୁ କଷ୍ଟକାମ ହେଲା ମଣିଷ ଚିନ୍ହିବା , ସେଥିପ୍ରତି ଟିକେ ଧ୍ୟାନଦେବ ଭାଇ

    • @bikashkumardash22
      @bikashkumardash22 3 года назад +7

      @@stylestar486 ଠିକ୍ କଥା ଭାଇ ହେଲେ ମଣିଷ କେମିତି ଚିହ୍ନିବି ମୋର ତୁମ ଉପରେ ବିଶ୍ୱାସ ଅଛି ଯେତିକି ଅନ୍ୟ ଉପରେ ସେତିକି ବିଶ୍ବାସ ଅଛି ,ଭାଇ ଯଦି ତମେ ବିଶ୍ୱାସରେ ବିଶ ଦେଇପାରିବ ତେବେ ଅନ୍ୟ ମାନଙ୍କ ଉପରେ ବିଶ୍ୱାସ ଆସିବ କେମିତି ।

  • @djchittacreation
    @djchittacreation 3 года назад +5

    I Love This Concept ❤❤❤
    Emiti Video Aahuri Darkaar👍👍👍

  • @Alokghadei-u3x
    @Alokghadei-u3x 6 месяцев назад +4

    ମୁଁ ଏଇ ଗୀତ ବାରମ୍ବାର ଶୁଣେ ହେଲେ ମନ ଭରୁନି....... ଆହୁରି ଶୁଣିବାକୁ ଇଚ୍ଛା ହଉଛି 😔..........

  • @sujitkumarpalei4870
    @sujitkumarpalei4870 3 года назад +42

    ଭାଇ ଏ ଭଳି ସେଇ ଝିଅ ମାନଙ୍କୁ ଦରକାର ଯେଉଁ ଝିଅ ମାନେ ଆଗ ପଛ କିଛି ନ ବୁଝି ସିଧା ସଳଖ ନିଷ୍ପତି ନେଇଯାନ୍ତି 👍👍👍👍👍👍👍

  • @Travelkrisna5474
    @Travelkrisna5474 3 года назад +30

    ତୁ ଏବେ ବୁଝିଯାଇଥିବୁ ଯେ, true ❤️ କୁ ନିଜ ଗୋଡ଼ରେ ଗୋଇଠା ମାରିଲେ କଣ ପରିଣାମ ହୁଏ...

  • @salmansabar82
    @salmansabar82 Год назад +1

    Jabarjast mast ଗୁରୁ ଭଲ ଅଛି ଧନ୍ୟବାଦ ❤❤❤❤

  • @uforutkal278
    @uforutkal278 3 года назад +38

    ଶେଷ 2ମିନିଟ ମନ କିଣି ନେଲା,
    thnks Arman music and his team👍👍

    • @indianfactgaming3923
      @indianfactgaming3923 3 года назад

      Wow super

    • @trilochankandi417
      @trilochankandi417 2 года назад +1

      ସବୁ ଧୋକେ ବାଜ୍ ଝିଅଙ୍କୁ ଏହିଭଳି ଶାସ୍ତି ଦରକାର 👊

  • @bibhumusictv691
    @bibhumusictv691 3 года назад +8

    Beautiful beautiful beautiful beautiful beautiful beautiful beautiful
    ଅତି ସୁନ୍ଦର ଭିଡିଓ ବହୁତ ଭଲ ଲାଗିଲା
    ଜୟ କଳା
    ଜୟ ଜଗନ୍ନାଥ

  • @trinathkumarnaik7596
    @trinathkumarnaik7596 3 месяца назад +3

    ଝିଅ ମାନେ ଆମ ପୁଅ ମାନଙ୍କ ଭଲପାଇବା ବୁଝି ପାରନ୍ତି ନାହିଁ 😢😢😢😢

    • @sambitchampati5727
      @sambitchampati5727 3 месяца назад

      😢😢

    • @ARABINDAmunu-123
      @ARABINDAmunu-123 3 месяца назад

      😢😢😢

    • @itisryswain307
      @itisryswain307 3 месяца назад +1

      Bhai sabu jhia semiti nuhanti 😢

    • @rptcreation892
      @rptcreation892 3 месяца назад +1

      Thik kahila😢😢😢😢

    • @JalandharParida-g3x
      @JalandharParida-g3x Месяц назад

      Nahni tame bhul kahucha jadi gote jhia pua ku sacha love karuchi tahahele pua ta prem ku bujheni au jadi pua sacha love kare tahahele jhia ta prem ku bujhipareni ae kalijugare amiti hni hue ta daya kari love karani kahnikina love re kebala dhoka au jantrana au nida apaman sunibaku pade au last ku tame dhoke baj boli Tama love kahiba mu bi Jana ku bahut bhala pai abebi taku bhala pauchi hele se sabubele mo bhul ku dekhe hele mo bhala paibaku dekheni se mate bahut gali kare bedhei thu arambha kari dariani perjyanta ta please love karani😔

  • @Srm761
    @Srm761 3 года назад +39

    Wow! I listened 2 times.Then I came to comment box for giving opinion.
    ଏଠି‌ ଶଳା କେହି କାହାର ନୁହଁ।
    ଖାସ୍ କରି - ।
    Fill in the blank.

  • @siddhantmeher5476
    @siddhantmeher5476 3 года назад +38

    Single ଟୋକା ଆଖି ରୁ ବି ଲୁହ ଝରିବ 😍😍😥

  • @rintupadhan9245
    @rintupadhan9245 2 года назад +1

    Right bhai 100%

  • @SilusMusings
    @SilusMusings 3 года назад +370

    ମଣିଷ ଟେ ଭଳି ବହୁତ୍ ଗୁହାରି କରିଥିଲି ତତେ କିନ୍ତୁ ତୁ ଥରୁଟିଏ ବି ଶୁଣିଲୁନି । ଯଦି କେବେ ୟେ ଗୀତ କୁ ଶୁଣିବୁ ଆଶା କରେ ବୁଝିପାରିବ ମତେ

  • @ssm23
    @ssm23 3 года назад +61

    Odia songs, lyrics are in next level like 90's now😍😍😍😍🤩🤩🤩

  • @khosalpurtokacreation6701
    @khosalpurtokacreation6701 2 года назад +2

    Nice video 🙏❤️❤️😎❤️🔥❤️😎

  • @rakeshkumarjena506
    @rakeshkumarjena506 3 года назад +26

    Litterly it's a damm fact ..I love this concept

  • @RajeshKumar-ue7dq
    @RajeshKumar-ue7dq 3 года назад +48

    ମତେ ଏ ଗୀତ ବହୁତ ଭଲଲାଗିଲା କାରଣ
    ଆଜି କାଲିର ଝିଅ ମାନଙ୍କୁ ଜାଣିବା ଦରକାର ଭଲପାଇବା କଣ ll ଟଙ୍କା ବଲା ମିଳିଗଲେ ଏ ଝିଅ ମାନଙ୍କର ମଧ୍ୟ ପ୍ରେମ ଟଙ୍କା ହେଇଯା ଏ 🤭🤭

  • @subhashreesasmal6518
    @subhashreesasmal6518 2 года назад +6

    Love you aswin bro 🌹🌹🌹🌹🌹..

  • @Onlinegamez147
    @Onlinegamez147 3 года назад +8

    What a lovely concept.Previous song was super hit and this one is super duper hit.

  • @MrRupendrakumarguman
    @MrRupendrakumarguman 3 года назад +24

    Good message for young stars ♥️♥️🙏🙏 Really heart touching 😊
    Im from Deogarh, Odisha.

  • @mousumisahevworld916
    @mousumisahevworld916 2 года назад +20

    We expected part 3 of this song will come soon 👍❤️

  • @satyabratanayak7250
    @satyabratanayak7250 3 года назад +4

    ଏ ଗୀତ ରୁ ମୁଁ ମୋ ଭୁଲ ଭୁଜି ପାରୁଛି।।।।।ଯେତେ ଥର ଶୁଣିଲେ ବି ଆହୁରି ଶୁଣି ବାକୁ ଇଚ୍ଛା ହଉଚି।।।।thank you for this beautiful song....Jay Jagannath

  • @anityakumarjena
    @anityakumarjena 3 года назад +49

    Ashwin Bhai! Your dialogue delivery is so impacting on youth. Your last dialogue is 100% right. By the way, you are a fantastic Actor. Also thanks to Japani Bhai for giving us Such type of Beautiful Odia Songs. 👍

  • @parinaik3203
    @parinaik3203 3 года назад +1

    Mind blowing

  • @deepakkumarbhoi9188
    @deepakkumarbhoi9188 3 года назад +65

    The two parts of the song are a beautiful message for today's youth🌹

  • @biswajitnaik2728
    @biswajitnaik2728 3 года назад +11

    Outstanding Performance....
    Thank you Japani Bhai And Your Team....

  • @JitendraSahu-tl9vd
    @JitendraSahu-tl9vd 2 года назад +11

    Awesome music, heart touching lyrics, wonderful voice. Only Japani bhai can make such music videos because it's from his heart. Female voice is so unique, I believe it's jyotirmayee. Great story telling

  • @santoshel34...41
    @santoshel34...41 3 года назад +5

    Finally aswin sir come back in this vdo ❤👌👌 🔥🔥🔥

  • @tusharpanda
    @tusharpanda 3 года назад +6

    It's relatable.... Last scene dialogue.... So true...

  • @ratikantapati192
    @ratikantapati192 3 года назад +9

    Just one word to say wow ❤️❤️❤️

  • @satyadevlenka978
    @satyadevlenka978 3 года назад +51

    Well acted, well presented.
    Thanks to whole team for a beautiful song. Loved it ❤👌👌👍👍

  • @ramakantabishoyi7601
    @ramakantabishoyi7601 3 года назад +31

    Jyotirmayee s voice is awesome 👍

  • @softcorner6186
    @softcorner6186 Год назад +2

    ଅତୀତ ର ସେହି ସହର
    ବର୍ତମାନର ସ୍ମୃତିର ସାଗର
    ଉତ୍ତର ଖୋଜେ ମୁଁ ସେହି ନିଶାର୍ଦ୍ଧ ରାତିରେ
    ସତରେ ସେ ସହର ସୁନ୍ଦର ନା ତୋ ସହ କାଟିଥିବା ମୁହୂର୍ତ୍ତ ସୁନ୍ଦର
    ଆଜି ବି ସେ ସହର ଅଛି,
    କିନ୍ତୁ ସତେ ଯେପରି ସେ ଆନ୍ତ କାନ୍ତ ଶାନ୍ତ
    ଆଉ ମୋ ମନ ଭିତରେ ସେ ଯେ ପାଲଟି ଯାଇଛି ପ୍ରତାରଣା ର ସହର
    ପଚାରୁଛି ମୋ ମନ ଭୁଲ୍ କାହାର ଥିଲା ?
    ତୋର ନା ମୋର

  • @riteshsahu3286
    @riteshsahu3286 3 года назад +32

    ମଦ ଆଉ ଟଙ୍କା ର ଯଉ ଭାଷା କହିଲେ ମନକୁ ଛୁଇଁ ଗଲା thanks

  • @krishnamahakud941
    @krishnamahakud941 3 года назад +39

    Last dailouge really heart touching wala,,,,

  • @bapunulove8900
    @bapunulove8900 2 года назад +2

    Nice to Vida

  • @Ishanedditingremix
    @Ishanedditingremix 3 года назад +321

    ଦୁନିଆରେ ଏମିତି ସବୁ କିଛିଟା ଟଙ୍କା ପାଇଁ ଏଇ ଛଳନା କରି ଭଲପାଉଥିବା ଝିଅ ମାନେ ଏମିତି ଛାଡି ଦିଅନ୍ତି ହେଲେ ଭାଇ ମାନେ କିନ୍ତୁ ଗୋଟେ କଥା ସବୁ ବେଳେମନେ ରଖ ଯଦି ଭଲପାଉଚନା ତେବେ ରୋଜଗାର କରିବା ଶିଖ (ଧନ୍ୟବାଦ) 😒😒

    • @WebAnand
      @WebAnand 3 года назад +22

      Mo gf ta .
      Ta family khusi pain 😔😭😭.
      Au Kaha Saha mrg hoigala 😭😭.
      Se sabu bele khusire ruhu 😊

    • @ksheerkamalgadtiya6416
      @ksheerkamalgadtiya6416 3 года назад +3

      Pura ghatiya video hai faltu hai a video pura

    • @susantakumarbiswal8631
      @susantakumarbiswal8631 3 года назад +1

      Right bro

    • @pinasa529
      @pinasa529 3 года назад +1

      Mo balo na 🔥🔥

    • @sangramgouda350
      @sangramgouda350 3 года назад +3

      Mo gf ta tanka pain mate chadi dela

  • @ranjankumarsethy7184
    @ranjankumarsethy7184 3 года назад +10

    Excellent composition. Hats off to Japani Bhai.

  • @chinmayanayak6002
    @chinmayanayak6002 Год назад +2

    Aye song ku sabudina sunibaku icha hauchi 😔😖🥺

  • @odia_in_kanyakumari1
    @odia_in_kanyakumari1 3 года назад +6

    Bhai PART 3 b karantu.. both male and female singer ku nei.....happy ending hau ba sad but story ra ending b darkar na ....

  • @bhabagrahisenapati5872
    @bhabagrahisenapati5872 3 года назад +15

    It's a very heart touching & inspiration for our youth....thank u .. 🙏

  • @mohanty6810
    @mohanty6810 3 года назад +1

    Jabar Jast Jabrjast..Many boys & men are suffering a lot due to this kind of thinking.During struggle period no love no kindness nothing .After getting success everyone comes to u with open arms for marrying for friendship etc.etc.This video is a mirror to the society.The real love a person wants during his bad & low phases of life.This phases show who will stand by u till the end of ur lyf.After success all are the play of money.🙂

  • @bhabagrahisenapati5872
    @bhabagrahisenapati5872 3 года назад +9

    It's a good motivation for our young generation 🙏🙏

  • @odiastatusnokkaltokkaa8046
    @odiastatusnokkaltokkaa8046 3 года назад +10

    Ashwin is simply osm....
    It's really heart touchinh....
    Last dialogue is like jus boom💥

  • @SANTOSHKUMAR-bt8gh
    @SANTOSHKUMAR-bt8gh 2 года назад +1

    Bhai ki Dilouge last ku..
    Mani gali Aswin Bhai & Team👍

  • @debasishojha9212
    @debasishojha9212 3 года назад +22

    Last Dailog heart touching ❤️

  • @rbdseries8868
    @rbdseries8868 3 года назад +4

    Love ରେ successful ହେବା ପାଇଁ first career ....👍👍

  • @Onlyoldsong24
    @Onlyoldsong24 5 месяцев назад +1

    ❤❤❤❤❤

  • @sarbeswarsanju370
    @sarbeswarsanju370 3 года назад +4

    I can't believe this sir your video so beautiful ❤️❤️❤️❤️ ମୁଁ ଜାଣିଥିଲି ଏମିତି ଭିଡିଓ ନିଶ୍ଚିତ ଭାବରେ ମାର୍କେଟ କୁ ଆସିବ

  • @alokpradhan2958
    @alokpradhan2958 3 года назад +6

    Absolutely true re vai..... Career re success🏆💪🏆💪

  • @sridharbabukuni6115
    @sridharbabukuni6115 Год назад +1

    Osm song ❤️❤️❤️

  • @PaagalKhopdi
    @PaagalKhopdi 3 года назад +18

    ପ୍ରେମରେ ଧୋକା ଯିଏ ଖାଇଛି ତାହାର କେବେ ଭୁଲ ନଥାଏ ,କିନ୍ତୁ ଧୋକା ଦେଇଥିବା ମଣିଷ କୁ ପୁନର୍ବାର ଧୋକା ଦେବାର ସୁଯୋଗ କେବେ ବି ଦିଅନାହିଁ ସେଇଟା ତୁମର ସବୁଠୁ ବଡ଼ ଭୁଲ ହେବ

  • @umakantasamal3917
    @umakantasamal3917 3 года назад +5

    Heart touching song ❤️❤️❤️ ..& Japani Bhai Your Dialog 100# Right,,, video first entry KGF Hero style 👍👍👍

  • @sorojinikak5800
    @sorojinikak5800 2 года назад +1

    Aswini bhai last line suniki bahut bhal lagila aeita sata katha....but A duniya re bahut kam loka b achhanti j ki premare paisha dekhantini khali bhal paiba chahanti....👍👍👍

  • @muktikantasipun9043
    @muktikantasipun9043 3 года назад +7

    I hope agaku emiti story kara i like this really story.....

  • @dreamsoncemore757
    @dreamsoncemore757 3 года назад +24

    Last moment is really impressive for now a days. Nice content.

  • @DeepakkumarSethi-ql6nz
    @DeepakkumarSethi-ql6nz 5 месяцев назад +2

    ଭୁଲ୍ ଅଜଣାତ ରେ ହଉ କି ଜାଣତ ରେ ହଉ ଭୁଲ୍ ଟା ସବୁ ବେଳେ ଭୁଲ୍ ଆଉ ତମେ ମାନେ ଯୋଉ ଯୋଉ ଭୁଲ୍ କରୁଛ ସେ ଭୁଲ୍ ର କେବେ କ୍ଷମା ନାହିଁ 🙏🙏🙏

  • @techsambalpuri9765
    @techsambalpuri9765 3 года назад +9

    Love this, awesome learning 🙏❤️❤️❤️❤️❤️

  • @sahookumarsusil8902
    @sahookumarsusil8902 3 года назад +4

    Last line was natural fact keep it up aswin vai

  • @Jatralover07
    @Jatralover07 2 года назад +2

    Ashwin bhai jindabad 🤗🤗🤗🤗🤗

  • @manojpujhari5584
    @manojpujhari5584 3 года назад +5

    What a mindblowing high level ..song...thank u swagat.. sir n janani bhai...bahut outstanding music album ,direction,n special focus to our young society....👍👍one of the best album song forever. 👌👌❤😘

  • @sureshm3271
    @sureshm3271 3 года назад +5

    Last dialogue is mind blowing heart touching ❤️❤️

  • @sunilpratihari6208
    @sunilpratihari6208 3 месяца назад

    Very nice song 👌👌

  • @PRADEEPKISAN
    @PRADEEPKISAN 3 года назад +5

    part 3 v asiba kotha.... ❤️❤️❤️❤️

  • @sisirkumarkarkaria4678
    @sisirkumarkarkaria4678 3 года назад +16

    Mind blowing songs & brilliant line this album the real truths of boys life🤟😎💪

  • @talkingweapon3966
    @talkingweapon3966 3 года назад

    Wah wah wah epic line in last ..kebethu dekhuthili song ta but click karunthili ebe sunili mast heichi 🥰🥰

  • @rajmilanmohanty8671
    @rajmilanmohanty8671 3 года назад +20

    Music 🎵 really heartly and Last dialogue pura

  • @ppcreation2888
    @ppcreation2888 3 года назад +6

    Hart touch 💙💙part 1 , part 2

  • @herembarana4030
    @herembarana4030 3 года назад +1

    Khatarnak bro

  • @bkvlogs1811
    @bkvlogs1811 3 года назад +5

    Outstanding expression aswin bro ❤️❤️

  • @amitphotography8980
    @amitphotography8980 3 года назад +11

    Last Motivation Dialogue 🔥🔥🔥

  • @karunakisan1524
    @karunakisan1524 2 года назад +2

    Need Part -3....i'm waiting..... What a lovely song....i just loved it...

  • @bhabanishankarswain5926
    @bhabanishankarswain5926 3 года назад +9

    Most heartbreaking song ever in odia....
    Lyrics 💖