SITAKANTA MAHAPATRA O BRAMHOTRI MAHANTI MCQS // SSB ODIA // JUNOON

Поделиться
HTML-код
  • Опубликовано: 28 ноя 2024

Комментарии • 16

  • @debendrasunani7049
    @debendrasunani7049 Год назад

    ମେମ୍ ମୁଁ ଆପଣଙ୍କ ସବୁ କ୍ଲାସ ଦେଖେ । ମୋତେ ବହୁତ ଭଲ ଲାଗେ । ପଢ଼ାଇବା ର ଶୈଳୀ ସହିତ ଯିଏ ଯାହା ପଚାରିଲେ ମଧ୍ୟ ବହୁତ ସୁନ୍ଦର ଭାବରେ ଉତ୍ତର ରଖନ୍ତୁ। ଏମିତି ସବୁ ଦିନ ଜାରି ରହୁ।। ହୃଦୟରୁ ପ୍ରଣାମ ମେମ୍ ଓ ଧନ୍ୟବାଦ

  • @pradhan8785
    @pradhan8785 2 года назад +4

    ଉଚ୍ଚ କୋଟିର ଆଲୋଚନା କଲେ madam, ରାଜକିଶୋର ରାୟଙ୍କ MCQ କଲେ ଭଲ ହୁଅନ୍ତା madam

  • @sahityasrujanika
    @sahityasrujanika 2 года назад

    Mam, 🙏 ଧନ୍ୟବାଦ

  • @tosocomedy4669
    @tosocomedy4669 2 года назад

    ମୋ ପାଖରେ ଥିବା ବହିରେ ଅବତରଣ ସଂକଲନରେ ୬୦ ଟି କବିତା ରହିଛି ବୋଲି ଉଲ୍ଲେଖ ରହିଛି। ଟିକିଏ ସ୍ପଷ୍ଟ କଲେ ଭଲ ହୁଅନ୍ତା🙏🙏🙏

  • @santoshpanigrahi1395
    @santoshpanigrahi1395 Год назад

    1994 ଜ୍ଞାନପୀଠ

  • @gyanasikhaya2535
    @gyanasikhaya2535 2 года назад +2

    Mam apana je test karuchanti tara bi gote video anantu bhala haba

  • @durgarani7357
    @durgarani7357 2 года назад

    Baikuntha Patnaik upare ...MCQ diantu madam...plz

  • @MsMuna143
    @MsMuna143 2 года назад

    Tnks maam

  • @pujaseth6104
    @pujaseth6104 2 года назад

    ସୀତାକାନ୍ତଗ୍ରନ୍ଥାବଳୀ telegram group re send karidebe

  • @SubuTheMaker
    @SubuTheMaker 2 года назад

    Madam ଆଉ କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ରହିଗଲା।

  • @travelwithsoumyaranjan5392
    @travelwithsoumyaranjan5392 2 года назад

    ସ୍ତଵକ କବିତା ସଙ୍କଳନର 131 କବିତା ପଢ଼ିବାକୁ ପଡ଼ିବ କି?

  • @laxmipriyabehera8594
    @laxmipriyabehera8594 2 года назад

    Namaskar mam. please ସ୍ତୁତି ଚିନ୍ତାମଣି ଉପରେ ଆଲୋଚନା କରନ୍ତୁ।

  • @Hemrajsahu
    @Hemrajsahu 2 года назад

    Madam ehara explanation video achhi ki

  • @SubuTheMaker
    @SubuTheMaker 2 года назад

    Madam Baikunthanath Pattanaik upare mcq anantu