Размер видео: 1280 X 720853 X 480640 X 360
Показать панель управления
Автовоспроизведение
Автоповтор
ବହୁତ ସୁନ୍ଦର ସୁନ୍ଦର ଜାଣିବା କଥାର ସୁନ୍ଦର ଗୀତଟି ମାନସୀଙ୍କ କଣ୍ଠରେ ଅତ୍ୟନ୍ତ ମନମୁଗ୍ଧକର ଓ ହୃଦୟସ୍ପର୍ଶୀ ହୋଇଛି ।Thanks shansony creation .
ନିତ୍ୟ ନୈମିତ୍ତିକ ଜୀବନଚର୍ଯ୍ୟାରେ ଜାଣିବାକୁ ଆବଶ୍ୟକ ପଡୁଥିବା ଅନେକ ଉପାଦେୟ ଶିକ୍ଷାର ମଞ୍ଜୁଳ ସମାହାର ହେଉଛି ଏହି ସାଙ୍ଗୀତିକ ଉପସ୍ଥାପନା । ଲୋକପ୍ରିୟ ପ୍ରାଚୀନ ସ୍ବରରେ ଶ୍ରୁତି ମଧୁର କଣ୍ଠଦାନ, ସଙ୍ଗୀତ ସଂଯୋଜନା ପ୍ରତ୍ୟେକ ପଂକ୍ତିକୁ ଜୀବନ୍ତ କରି ତୋଳିଛି । ସମସ୍ତଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ।
❤
ପିଲା ମାନଙ୍କ ଙ୍କୁ ଶୁଣାଓ❤
😊😊😊😊😊
ଆପଣ ଯେମିତି ଗୀତ ରେ ଗାଇଛନ୍ତି ଲୋକ ମାନେ ସମସ୍ତେ ମାନିଲେ ସତରେ ଦୁନିଆ କେତେ ସୁନ୍ଦର ଦେଖା ଯାଆନ୍ତା ନାହିଁ ଜୟ ଶ୍ରୀ ରାମ 🙏🙏🙏🙏
Vala laguchi
Bahuta sundara gitati heichi manosi dede. ❤❤❤❤❤❤❤❤❤❤❤❤❤❤❤🙏🙏🙏🙏🙏🙏🙏🙏🙏🙏🙏🙏
ATI sunder Geeta best sung by manasi
Joy Jagannath.Joy Subhadra.Joy Balaram.
ଏହି ଗୀତ ଆଉ ଲମ୍ବା ସମୟ ଚାଲୁଥିବା ଦରକାର 🙏🙏🙏🙏
ମାମା ମାନସୀ ❤ ବିଶ୍ବାସ ର ଗୀତ ଟି,,ବୋଲେ ହୁଁ ଟି ❤❤❤😂😂😂😂😂😂😂
Beautiful.. sange
Ati sundar katha
So nice song..
👌👌👌👌🌹💐🙏
jai jaggnathnice song
ମାନସୀ ପାତ୍ରଙ୍କ ସୁଲଳିତ କଣ୍ଠରେ ଶାବର କବି ଶ୍ରୀଯୁକ୍ତ ବୀର କିଶୋର ନାୟକଙ୍କ ରଚିତ କବିତା " ବୋଲେ ହୁଁ ଟି" ସର୍ବାଙ୍ଗ ସୁନ୍ଦର ଓ ଶିକ୍ଷଣୀୟ ହୋଇଛି l ରଚନା ଓ ଉପସ୍ଥାପନା lajawab 🎉❤🎉😂❤😂 dilkhushhhhh ଯେତେ ଶୁଣିଲେ ବି ଆତ୍ମା କହୁଛି ଆହୁରି ଆହୁରି ଶୁଣିବାକୁ l ସଙ୍ଗୀତକାର ଓ ସମସ୍ତ ଟିମକୁ ମୋର ବହୁତ ବହୁତ ଧନ୍ୟବାଦ ଓ ଶୁଭକାମନା l ଜୟ ଜଗନ୍ନାଥ 🪷🙏🏻🪷
Jay jagannath
Super super Bala 🎉
🙏 manasi ma
👌👌👌
Perfect
Jay jagnath
❤❤❤❤
ମାନସି ପାତ୍ର ବଢ଼ିଆ ଗାଇଛନ୍ତି। ଲେଖାଟି ଉଚ୍ଚ କୋଟିର ହୋଇଛି।
Jasmindas
Jai jagannath
Jay gou Mata Di
Aganita srota nku gotie request jadi e gita ku kama re lageiba satare suna ra odisha haba pain besi samaya nabani kichi kichi palana karajau Jai jagannath 🙏🙏🙏
Thank you so much for your kind support 🙏🏻🙏🏻🙏🏻
Dmi😢😮
.....
👉🤘👎👎🤘👈
ବହୁତ ସୁନ୍ଦର ସୁନ୍ଦର ଜାଣିବା କଥାର ସୁନ୍ଦର ଗୀତଟି ମାନସୀଙ୍କ କଣ୍ଠରେ ଅତ୍ୟନ୍ତ ମନମୁଗ୍ଧକର ଓ ହୃଦୟସ୍ପର୍ଶୀ ହୋଇଛି ।
Thanks shansony creation .
ନିତ୍ୟ ନୈମିତ୍ତିକ ଜୀବନଚର୍ଯ୍ୟାରେ ଜାଣିବାକୁ ଆବଶ୍ୟକ ପଡୁଥିବା ଅନେକ ଉପାଦେୟ ଶିକ୍ଷାର ମଞ୍ଜୁଳ ସମାହାର ହେଉଛି ଏହି ସାଙ୍ଗୀତିକ ଉପସ୍ଥାପନା । ଲୋକପ୍ରିୟ ପ୍ରାଚୀନ ସ୍ବରରେ ଶ୍ରୁତି ମଧୁର କଣ୍ଠଦାନ, ସଙ୍ଗୀତ ସଂଯୋଜନା ପ୍ରତ୍ୟେକ ପଂକ୍ତିକୁ ଜୀବନ୍ତ କରି ତୋଳିଛି । ସମସ୍ତଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ।
❤
ପିଲା ମାନଙ୍କ ଙ୍କୁ ଶୁଣାଓ❤
😊😊😊😊😊
ଆପଣ ଯେମିତି ଗୀତ ରେ ଗାଇଛନ୍ତି ଲୋକ ମାନେ ସମସ୍ତେ ମାନିଲେ ସତରେ ଦୁନିଆ କେତେ ସୁନ୍ଦର ଦେଖା ଯାଆନ୍ତା ନାହିଁ ଜୟ ଶ୍ରୀ ରାମ 🙏🙏🙏🙏
Vala laguchi
Bahuta sundara gitati heichi manosi dede. ❤❤❤❤❤❤❤❤❤❤❤❤❤❤❤🙏🙏🙏🙏🙏🙏🙏🙏🙏🙏🙏🙏
ATI sunder Geeta best sung by manasi
Joy Jagannath.
Joy Subhadra.
Joy Balaram.
ଏହି ଗୀତ ଆଉ ଲମ୍ବା ସମୟ ଚାଲୁଥିବା ଦରକାର 🙏🙏🙏🙏
ମାମା ମାନସୀ ❤ ବିଶ୍ବାସ ର ଗୀତ ଟି,,ବୋଲେ ହୁଁ ଟି ❤❤❤😂😂😂😂😂😂😂
Beautiful.. sange
Ati sundar katha
So nice song..
👌👌👌👌🌹💐🙏
jai jaggnath
nice song
ମାନସୀ ପାତ୍ରଙ୍କ ସୁଲଳିତ କଣ୍ଠରେ ଶାବର କବି ଶ୍ରୀଯୁକ୍ତ ବୀର କିଶୋର ନାୟକଙ୍କ ରଚିତ କବିତା " ବୋଲେ ହୁଁ ଟି" ସର୍ବାଙ୍ଗ ସୁନ୍ଦର ଓ ଶିକ୍ଷଣୀୟ ହୋଇଛି l ରଚନା ଓ ଉପସ୍ଥାପନା lajawab 🎉❤🎉
😂❤😂 dilkhushhhhh
ଯେତେ ଶୁଣିଲେ ବି ଆତ୍ମା କହୁଛି ଆହୁରି ଆହୁରି ଶୁଣିବାକୁ l
ସଙ୍ଗୀତକାର ଓ ସମସ୍ତ ଟିମକୁ ମୋର ବହୁତ ବହୁତ ଧନ୍ୟବାଦ ଓ ଶୁଭକାମନା l
ଜୟ ଜଗନ୍ନାଥ 🪷🙏🏻🪷